ମୁଁହ ଖୋଲିଲେ ଭାଇରାଲ ଚାଷୀ | Odisha Reporter

Поділитися
Вставка
  • Опубліковано 19 січ 2025

КОМЕНТАРІ • 1,8 тис.

  • @HimansuSahu-n5n
    @HimansuSahu-n5n 17 днів тому +714

    ବହୁତ୍ ଭଲ ଅଭିନୟ କରିଚୁ ରେ ନାରନ

  • @lifeiscomplicated123
    @lifeiscomplicated123 17 днів тому +41

    ମିଛ ଅଭିନୟ ରେ ବିରୋଧି ଦଳର ସତ ମୁଖା ଖୋଲି ଥିବାରୁ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କୁ 🙏🙏🙏🙏

  • @DuttaBabu-y5k
    @DuttaBabu-y5k 16 днів тому +125

    ଭାଇ ତୁମେ ରାଣୀ ପଣ୍ଡା ସହ ଯୋଗାଯୋଗ କର ଅଭିନୟ ଜଗତ ରେ ବହୁତ ଆଗକୁ ଯିବ।

  • @SudarshanKata-of4fp
    @SudarshanKata-of4fp 17 днів тому +72

    ଇ ମୁଖ୍ୟମନ୍ତ୍ରୀ ବିଧାନ ସଭା କୁ ଯାଇ ନିପାରୁଥିଲା ଆଜି ବିଲକୁ ଯାଇଛି ଧନ୍ୟ

    • @odiatech3897
      @odiatech3897 16 днів тому +2

      Bhai kathaa pade kahila

    • @dasrakesh5891
      @dasrakesh5891 16 днів тому +1

      ​@@odiatech3897Tote gehila parika lagila nuha 😂

    • @Kanhusoma143
      @Kanhusoma143 16 днів тому

      _ _ ଖା 😂😂😂😂

  • @prafullachandrasahoo9688
    @prafullachandrasahoo9688 17 днів тому +425

    ଭଲ କାନ୍ଦିବା ଆକ୍ସନ ହୋଇଛି. ଏ ନାଟକ ଚାଲୁ ରଖ..

    • @diptiranjanrout9020
      @diptiranjanrout9020 16 днів тому +1

      Bhai thare jai bila re daa dhari katantu janibe kasta kn

    • @sarojpalei2680
      @sarojpalei2680 16 днів тому

      Seita samaste jananti daa dhariki katiba kete kasta sara bharat barsa loka jananti kintu aee jou kandiba acting bisayare kuha age.Bjp kn badnam kala athi se nije nijaku hin badnam kala. Acting kan pain kala jouta viral hauchi se bisayare kaha faltu katha kaha na. Acting kintu 😂😂😂

    • @diptiranjanrout9020
      @diptiranjanrout9020 16 днів тому

      @@sarojpalei2680 bhai re to ghara loka alu kg jetiki tanka re kinu6anti mu b setikire kinu6i labha personal kete pau6u kaha BJP bjd 6ade...nije khatile ghara loka chalibe back side re bulile 1tanka b debeni

    • @sarojpalei2680
      @sarojpalei2680 16 днів тому

      @@diptiranjanrout9020 acha bjd pari, bebina, itishree, pihu, mamita, bebina, sasmita, ruchika, smitarani, madhabilata yanka saha bjd kn kala ki naya mili la. Nabin time re b alu,tamoto aau piaja bahut badhi thila. Google re mariki dekh. Najani paile date saha masa b lekhiki debi.Aau 1rupee chaula deki ki pangu kala lokanku. Kalia yojana gariba loka paile nahi jea na paiba katha sea paile. Gariba loka ghara b paile nahi modi ghara ku biju pakka ghara kala. Aau kichi darkar na atiki.

    • @sarojpalei2680
      @sarojpalei2680 16 днів тому

      @@diptiranjanrout9020 back side re buliba 5 barsa ku 500 tanka munda bhai mu nuhe 🤣🤣🤣🤣tu hei thibu

  • @hemantswain9061
    @hemantswain9061 17 днів тому +22

    ସୁପର ମିଛୁଆ ପୁରସ୍କାର ଦିଆଯାଉ

  • @SaniaMajhi-wh5gw
    @SaniaMajhi-wh5gw 17 днів тому +291

    ଯାତ୍ରା ପାର୍ଟିରେ ଅଭିନୟ କରିଲ ନାହି
    ଲଜ୍ୟା

    • @Niranjanbehera-q2d
      @Niranjanbehera-q2d 17 днів тому +1

      😂😆

    • @Uniqueboias
      @Uniqueboias 14 днів тому

      ନିଶା ମହାରଣା ଆଉ ସାହୁ ଭାଉଜ ର ନମ୍ବର ଖୋଜୁଛି ତୁମ ପାଖରେ ଅଛି ତ ଦେଇ ଦେବ 😂

  • @KhusiSahoo-u6z
    @KhusiSahoo-u6z 16 днів тому +6

    ବହୁତୁ ସୁନ୍ଦର ଅଭିନୟ ରେ ନାରଣ 😮😮

  • @trinathswain6491
    @trinathswain6491 17 днів тому +392

    ଭାଇ ତୁମେ ପାଣ୍ଡିଆନ ଭଳି ଅଭିନୟ କରୁଛ 😅

  • @khageswarbarik189
    @khageswarbarik189 17 днів тому +57

    ବହୁତ ବଢିଆ ଅଭିନୟ, ଆଗରୁ ଏମିତି କେତେ ଦୁର୍ବିପାକ ହୋଇଛି ସେତେବେଳେ କାଇଁ ନବୀନ ସାରଙ୍କୁ ଦେଖା କଲ ନାହିଁ , ତୁମେ ଗୋଟେ ଗୋଟେ ବାହାପିଆ, ବହୁତ ଚାଷ କଲାବାଲା, ସହ ସହ ଚାଷୀ ଅଛନ୍ତି କାଇଁ କେହିତ ଆସିଲେନି ତୁମେ କେବଳ ଜଣେ ଚାଷୀ ଯିଏକି ନବୀନ ସାରଙ୍କ ପାଖକୁ ଆସିଲ ଦେଖେଇ ହେବା ପାଇଁ, ନିର୍ଲଜ କୋଉଠିକାର

  • @brahmanandaSahu-c3q
    @brahmanandaSahu-c3q 17 днів тому +160

    କେହି ଚାଷୀ ଏମିତି ପରିଚୟ ଦିଏ ନାହିଁ

  • @Sambalpurgobind
    @Sambalpurgobind 16 днів тому +4

    ମୁଖ୍ୟ ମନ୍ତ୍ରୀ ଙ୍କୁ ଦେଖିଲେ ଭାବବିହ୍ଵଳ ହୋଇ ଦୁଃଖ ରେ କାନ୍ଦି ଲେ .... ଏଥିରେ ଅସୁବିଧା କଉଠୁ ଆସିଲା

  • @AMITKUMAR-vx7bx
    @AMITKUMAR-vx7bx 17 днів тому +143

    ଚାଶୀ ତ ସତକଥା ହେଲେ ସାଟ୍ ଖୋଲି ପଗଡି ମାରି ଅଭିନୟ କରିବା କଣ ଦରକାର ଥିଲା

    • @Laxmikanta-xn4
      @Laxmikanta-xn4 16 днів тому +2

      ତମ ମତରେ ସେ zins pent ପିନ୍ଧି କଣ ବିଲକୁ ଯିବକି.

    • @ramhembram8875
      @ramhembram8875 16 днів тому +5

      Se ଭାଇ makeup neu thile😂😂😂😂😂

    • @Kulamanirout143
      @Kulamanirout143 16 днів тому +2

      😂😂😂😂😂

    • @atiiproduction7805
      @atiiproduction7805 16 днів тому +1

      ​@@Laxmikanta-xn4ସେ ବିଲକୁ ଯିବ ଜାଣି ନାହିଁ ବୋଧେ

    • @niladriyadab
      @niladriyadab 16 днів тому +1

      କି ଆକ୍ସନ 👌🚩🚩🙏

  • @abhimanyudash8360
    @abhimanyudash8360 16 днів тому +3

    ଅର୍ଥ ପାଇଁ ଏମାନେ ସବୁ କାରନାମା କରି ପାରିବେ... ଯେଉଁ ଦଳରେ ଥିଲେ ବି. ସେମାନଙ୍କ ପ୍ରକୃତି ଠକିବା..

  • @srimatisahoo7534
    @srimatisahoo7534 17 днів тому +213

    ସମସ୍ତେ ଦେଖିଲେ ବହୁତ ଭଲ ଲାଗିଲା। ଅପେରା

  • @stuluachary
    @stuluachary 16 днів тому +9

    ବିଜେଡ଼ି ବିଶ୍ଵ ସ୍ତରୀୟ ଖଳନାୟକ ଚାଷୀ । ଏଥିପାଇଁ ଆକୁ ଗୋଟିଏ ଶଗଡ଼ ଗାଡ଼ି ଖଣ୍ଡିଏ ଯୋଗାଇ ଦିଅନ୍ତୁ ନବୀନ ପଟ୍ଟନାୟକ 🤣🤣🤣

  • @sarojrout9173
    @sarojrout9173 17 днів тому +191

    ତମ ଅଭିନୟ କୁ ନବୀନ ପଟ୍ଟନାୟକ ବାବୁ ଆହ୍ୱାଡ ଦେବେ ବେସ୍ତ ହୋଉ ନାହିଁ

  • @syoutubechannel9663
    @syoutubechannel9663 15 днів тому +3

    ନବୀନ ଜେତେ ବେଳେ ମୁଖ୍ୟମନ୍ତ୍ରୀ ପଦବୀ ରେ ଥିଲେ କାହି ଚାଷୀ ମାନଙ୍କତ ଦେଖା କରୁନଥିଲେ। ଏସବୁ ନବୀନ ର ନାଟକ

  • @user-premanada
    @user-premanada 17 днів тому +93

    ଏ ହେଉଛି ପ୍ରକୃତ ଚାଷୀ ନୁହେଁ ।
    ଶଳା ଅଭିନୟ କରିବାର ଏକ ନମ୍ବର
    ଗୋଡ଼ ଆଉ ଥରେ ଭାଙ୍ଗି ଯିବ

  • @NabinMajhi-ld2lh
    @NabinMajhi-ld2lh 17 днів тому +5

    ଏ ବର୍ଷ ର ସୁପରହିଟ ନାଟକ ରେ ନାରଣ

  • @MrRanjankumarsahoo
    @MrRanjankumarsahoo 17 днів тому +262

    ତମ ଅଭିନୟ ରେ ମୁଁ ଖୁସି ହୋଇ ୧୧ ଟଙ୍କା ପୁରର୍ସ୍କୃତ୍ କଲି 😂

    • @tutunsahoo3524
      @tutunsahoo3524 17 днів тому +3

      Tu ma odia nuha

    • @hinditegvdo9772
      @hinditegvdo9772 17 днів тому +7

      Mu 12 tanka

    • @kumaromanu3137
      @kumaromanu3137 17 днів тому +6

      ମୁଁ 101

    • @biswajitsahoo7542
      @biswajitsahoo7542 17 днів тому +4

      ମୁଁ ମଧ୍ୟ ଅଣାବନ ଟଙ୍କା ନୟାନବେ ପଇସା ଦେଇ ପୁରସ୍କୃତ କରିବି

    • @jayantakumarmohanty9050
      @jayantakumarmohanty9050 17 днів тому +4

      ବୋହୁତ୍ ଦେଇଦେଲେ..ମୁଁ ତାକୁ ଏକ ଟଙ୍କା ଚାରଣା ଦେଉଛି

  • @atozkirtanvideo
    @atozkirtanvideo 17 днів тому +25

    ହେ ଭଗ ବାନ 8 ଏକର ଜମି ମାନେ ଏ କେତେ ଜଣକ ପଟି ମାରିଥିବ ମୁଁ ମୋହନ ସରକାର ଙ୍କୁ ଅନୁରୋଧ କରୁଛି ଏ ଲୋକର ତଦନ୍ତ କରାଯାଉ

  • @puspakhemundu6121
    @puspakhemundu6121 17 днів тому +95

    ଜଣେ ଚାଷୀ ପେଣ୍ଟ ସାର୍ଟ ପିନ୍ଦି ପାରିବେ ନାହିଁ କି ?

    • @parsibitivloger6909
      @parsibitivloger6909 16 днів тому +2

      Pindhi paribo kintu 😅 shirt pent khuli obhinoyo kore nahi 😅😅😅😅

  • @iknow7753
    @iknow7753 16 днів тому +5

    କେତେ ଟଙ୍କା ନେଇଛୁ ଅଭିନୟ କରିବା ପାଇଁ

  • @gouriguntha1784
    @gouriguntha1784 17 днів тому +100

    Super acting bhaina❤

  • @alokbhoi8144
    @alokbhoi8144 14 днів тому +1

    Bahut bhala abhinaya karu achhanti apana mane apan mane khushi ta😁😁😁

  • @iswarsahoo2148
    @iswarsahoo2148 17 днів тому +83

    ଭାଇ ଅଭିନୟ ଟା ବହୁତ ଭଲଲାଗିଥିଲା। ଧନ୍ୟବାଦ!

    • @dasrakesh5891
      @dasrakesh5891 16 днів тому +2

      To Maikina ku neiki ase bhala se misiki abhinaya Kariba 😂

  • @jitendramallick1874
    @jitendramallick1874 16 днів тому +1

    Bhai re ki roll number 1 😄😄😄

  • @pinakdas5663
    @pinakdas5663 17 днів тому +57

    ଏଇଟାକୁ ଖାଲି ଲୋକାଲ ମାଡ଼ ଦରକାର

  • @niranjanpradhan4800
    @niranjanpradhan4800 17 днів тому +1

    ❤ ସୁପର୍ ମିଛୁଆ ❤

  • @Abhijeet-jena12345
    @Abhijeet-jena12345 17 днів тому +143

    ଗୋଟେ ଚାଷୀ କ'ଣ ପାଇଁ ସାଟ୍ ପ୍ୟାଣ୍ଟ୍ ପିନ୍ଧିପାରିବନି ଚାଷି ଭାଇ ମାନଙ୍କର କ'ଣ ସମ୍ମାନ ନାହିଁ

    • @sushantkumarsamal5498
      @sushantkumarsamal5498 17 днів тому +25

      Achhi bhai,kintu abhinaya bhala lagila

    • @mamunil9678
      @mamunil9678 17 днів тому +5

      Thik kahicha

    • @laxmidharapanda6086
      @laxmidharapanda6086 17 днів тому +19

      ନିଶ୍ଚୟ ପିନ୍ଧିପାରିବେ ଓ ନିଶ୍ଚୟ ସମ୍ମାନ ଅଛି ଚାଷୀର ! କିନ୍ତୁ ଧାନ ଓ ଅଗାଡି ଦେଖିବାକୁ ଏକାପରି, ଚତୁର ଚାଷୀ ସଠିକ ଚି଼ହ୍ନଟ କରି ଅଗାଡିକୁ ବାଦକରି ଦେଇଥାନ୍ତି ! ତେଣୁ ଏ ଭଣ୍ଡଚାଷୀ ସହଜରେ ଧରା ପଡିଗଲା ! ରେକର୍ଡ ଦେଖାଉଛି ଅଲଜ୍ୟା, ବିଜେଡି ଶାସନରେ କେତେ କେତେ ବ୍ୟବସାୟୀ, ରାଜନେତା, ଚାକିରିଆ ହେରଫେର କରି ଚାଷୀ ହୋଇ ଯାଇଛନ୍ତି !

    • @devprasad5440
      @devprasad5440 17 днів тому +7

      Kia kahila chashi respect nh baki eai loka overacting kruchi re bhai .tuku aga pachara taku chasha kriba janichi ki nh mte Kain doubt laghuchi mane branded chashi

    • @Ashok333Ra
      @Ashok333Ra 17 днів тому

      Hoire 👕 👖 pindha chasi kouthi tu asichube bhak😡😡😡

  • @sudhanwasundarsundaray5595
    @sudhanwasundarsundaray5595 15 днів тому +3

    ଧୂର୍ତ୍ତ 😂😂😂

  • @AVIRAM_143
    @AVIRAM_143 17 днів тому +69

    ଗାଲୁଆର ବାରବାଟୀ ଚାଷ 🌾🌾😂😂
    ବିଜେଡି ଗୋଟେ ଯାତ୍ରା ଦଳ ଗଢିବା କଥା 😅
    କେତେ କଳାକାର୍ ସବୁ ଲୁଚିକି ଅଛି 😅👏😂

  • @DJ8260-i3i
    @DJ8260-i3i 16 днів тому +15

    B,J,P, ବାଲା ୟାଙ୍କ ଠୁ 1000 ଗୁଣ ବେଶି ଅଭିନୟ କରୁଛନ୍ତି 👍👍

  • @sarojkumarmahanta5795
    @sarojkumarmahanta5795 17 днів тому +92

    ତୁ ଶଳା ପରମ ଟାଉଟର 👍

  • @dolagobindasahoo9267
    @dolagobindasahoo9267 17 днів тому +6

    ଏ ବାବୁଙ୍କର ଆଠ ଏକର ସମ୍ପତି ।ସେ କେତେ ଏକର ଜାଗାରେ ଧାନ ଚାଷ କରିଛନ୍ତି,କେତେ ପରିମାଣର ଧାନ ମଣ୍ଡିରେ ବିକିବା ପାଇଁ ତାଙ୍କୁ ଅନୁମତି ଦିଆ ଯାଇଛି ,ସମସ୍ତ ବିଷୟ ତଦନ୍ତ ହବା ଦରକାର ।ସେ ତ କହୁଥିଲେ ତାଙ୍କ ପିଲା ଛୁଆ ଚାଲିବା ପାଇଁ ତାଙ୍କର ଆଉ କିଛି ନାହିଁ ।ତେଣୁ ସେ ତ ଆଉ ମଣ୍ଡିରେ ଧାନ ବିକି ପାରିବେ ନାହିଁ । ତାଙ୍କର କ୍ଷତି ହିସାବରେ ନିୟମ ମୁତାବକ ତାଙ୍କୁ କ୍ଷତି ପୂରଣ ମିଳିବା ଦରକାର ।
    ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରି ଜଣାଇବା ଠିକ୍ ଅଛି ,କିନ୍ତୁ ତରିକା ଯେ ସଂପୂର୍ଣ୍ଣ ଭୁଲ,ଏକଥା ଯେ କେହି ବି ସ୍ବୀକାର କରିବ ।ଯାହା ଜଣା ପଡ଼ୁଛି , ଏ ବାବୁ ପୂର୍ବ ସରକାରଙ୍କୁ ଅନେକ ଭୁଲ ତଥ୍ୟ ଦେଇ ଅନେକ ଅନେକ ଯୋଜନା ହାତେଇ ଥିବେ ।ତଦନ୍ତ ହେଲେ ସବୁ ଜଣା ପଡ଼ନ୍ତା ।

  • @srikantsahoo6563
    @srikantsahoo6563 17 днів тому +86

    ଆରେ ଭାଇ ଧାନ ବିଲ ରେ ହୁଏ ନା ସ୍କୁଟି ରେ ହୁଏ?ଭଲ ଅଭିନୟ କର।

  • @drdmediasibatala4061
    @drdmediasibatala4061 16 днів тому +1

    ୟାକୁ Oskar Award darkar 😄😄😄ଆକ୍ସନ ପାଇଁ 😂😂😅

  • @DhaneswarDas-v6q
    @DhaneswarDas-v6q 17 днів тому +48

    ଅପେରା ପାର୍ଟି ରେ ସୁଯୋଗ ମିଳିଲେ ଭଲ ରୋଲ୍ ମିଳିବ।

  • @mahendrakumardas7833
    @mahendrakumardas7833 17 днів тому +5

    ବିଜେଡି ‌କୁ‌‌ ଭଲ ଅଭିନୟ କରିଆସେ‌,‌ଏକଥା‌ ଓଡ଼ିଶାବାସୀ ଜାଣିଛନ୍ତି।

  • @birenmahananda-c2q
    @birenmahananda-c2q 17 днів тому +64

    Bjd ର ଆଉ ତା ପାଖ ରେ କିଛି ନାହିଁ

  • @PrunachhandraBehera-dw3dj
    @PrunachhandraBehera-dw3dj 15 днів тому +1

    ମିଛ ଅଭିନୟ କରି ବିଜେଡି ଦଳର ଅସଲି ମୁଖା ଖୋଲି ଥିବାରୁ ଧନ୍ୟବାଦ

  • @CHK-fg6ec
    @CHK-fg6ec 17 днів тому +44

    ତମ ଅଭିନୟ ବହୁତ୍ ଭଲ ଲାଗିଲା

  • @smproduction1375
    @smproduction1375 17 днів тому +1

    Bahut Bhala karichhu.

  • @prmarndi6012
    @prmarndi6012 17 днів тому +97

    O my god ki acting😅

    • @suniltanty2811
      @suniltanty2811 17 днів тому

      Ta mane to hisab are chasi..met shirt pindhibani..bjp ra andha vakta atu tu

    • @parsibitivloger6909
      @parsibitivloger6909 16 днів тому

      Pindhi paribo kintu pent shirt khuli obhinoyo kore nahi 😅😅😅😅😅😅

  • @odiafoodielover3644
    @odiafoodielover3644 16 днів тому +1

    ଯେତେ ସଫେଇ ଦେଲେ କଣ ହବ ତମ ଅଭିନୟ ସମସ୍ତଙ୍କ ମନ କୁ ସ୍ପର୍ଶ କରିଛି 😂

  • @santoshnana394
    @santoshnana394 17 днів тому +40

    କେତେ ଟଙ୍କା ନେଇଛନ୍ତି

  • @kishorchandra2531
    @kishorchandra2531 17 днів тому +1

    ଭଲ ନାଟକ କରୁଛି

  • @villageinside-fd7of
    @villageinside-fd7of 17 днів тому +13

    ପ୍ରକୃତ ଚାଷୀ ଯିଏ ତାର ଦେହରେ ୬ ପ୍ୟକ୍ ଥାଏ ଅପଣତ ଗୋଟେ ଗୋଲାକାର ଆକାର ସଦୃଶ୍ୟ

    • @odiadesisinger5032
      @odiadesisinger5032 17 днів тому +1

      😅😅kn kahilo mo bhai

    • @tapanbehera1620
      @tapanbehera1620 17 днів тому +1

      ନିଶ କଳା ମାନେ ଇଏ ଗୋଟେ କଣ୍ଟ୍ରାକ୍ଟର

  • @grismoproduction7106
    @grismoproduction7106 16 днів тому +1

    ତମ ଅଭିନୟ ଭଲ ଲାଗିଲା

  • @madanmohanswain1087
    @madanmohanswain1087 17 днів тому +35

    ସବୁ ଅଭିନୟ ଧରା ପଡିଗଲା,
    ଆଉ ଅଭିନୟ କରନା,
    ସବୁ ସାର୍ଟିଫିକେଟ ତୁମକୁ ସମ୍ଭବ,
    ଏଥିପାଇଁ ବ୍ୟସ୍ତ ହୁଅନା,,

  • @iknow7753
    @iknow7753 16 днів тому +1

    କେମିତି ମୁଁହ ଦେଖାଉଛ ତୁମ ପରିବାର ଦୁଃଖର ବିଶଷଜ୍ଞମାନଙ୍କର 😢😢😢😢😢😢😢😢😢😢😢😢😅😅😅😅😅😅😅

  • @SamarSingh-sh7xn
    @SamarSingh-sh7xn 17 днів тому +12

    ମହା ଗାଲୁଆ

  • @Indianarmy143
    @Indianarmy143 17 днів тому +3

    ତୋତେ କେତେ ଟଙ୍କା ଦେଇଥିଲେ ଏତିକି ଅଭିନୟ କରିବା ପାଇଁ ଆମ୍ଭେ ଜାଣିଛୁ ଟଙ୍କା ଅଭିନୟ କରିଛୁ ଏବେ ଭିଡିଓ ଭାଇରାଲ ହେବା ପରେ ମିଛ କହୁଛୁ

  • @lijupradhan3037
    @lijupradhan3037 17 днів тому +7

    ବହୁତ ସୁନ୍ଦର ନାଟକ ଆଗ କୁ ମାଡ଼ି ଚାଲ 😂😂😂😂😂

  • @keshaba3540
    @keshaba3540 14 днів тому

    ଶୁଣ ରେ ଅନ୍ଧ ଭକ୍ତ 😊

  • @RanjanDwibedi
    @RanjanDwibedi 17 днів тому +20

    BJD ର ଚାଷୀ। ଶଙ୍ଖ ଚାଷ କର। 24ବର୍ଷ ଲୁଟି ସାରିବା ପରେ ତାମିଲ ଲୁଟ୍ ପ୍ଲାନ୍ ବିଗିଦିଗଲା। ମିଡ଼ିଆ ଭାଇ ଙ୍କୁ ଅନୁରୋଧ ନିର୍ବାଚନ ବେଳେ ଭୋଟରଙ୍କୁ ଦେବା ପାଇଁ ଆସିଥିବା ଟଙ୍କା କେତେ ଏ ଚାଷୀ ପେଟରେ ପୁରେଇଛି ପଚରିବୁଝନ୍ତୁ।

    • @rcstw
      @rcstw 17 днів тому +1

      Tame bjp ra kete pureicha kuha

    • @ODIAMBJSHORT003
      @ODIAMBJSHORT003 17 днів тому +1

      Tame kete paicho pandu tharu

    • @ODIAMBJSHORT003
      @ODIAMBJSHORT003 17 днів тому +1

      ​@@rcstwtame keyr neicho pandu tharu

    • @rcstw
      @rcstw 16 днів тому

      @@ODIAMBJSHORT003 tame jtk govt. Fund ru paicha mu b stk paichi

    • @basantkumarmohanty5588
      @basantkumarmohanty5588 16 днів тому

      ଶଙ୍ଖ ଚାଷ କରେ ଭଲ ପଇସା ଟିକେ ପାଇବୁ

  • @k-adicomedy8266
    @k-adicomedy8266 16 днів тому

    ଭାଇ ତମେ ଓଡ଼ିଆ ଫିଲ୍ମରେ ରୋଲ୍ କର , ବହୁତ୍ ବଢିଆ ଆକ୍ଟି କରୁଛନ୍ତି 😂😂😂😂

  • @RajeshKumarNayak-rh3tr
    @RajeshKumarNayak-rh3tr 17 днів тому +39

    Ki natak re bhai

  • @RaghunathaRout-z3v
    @RaghunathaRout-z3v 17 днів тому

    ବଢ଼ିଆ ଉତର ଦେଲ ❤❤

  • @RajeevMinz143
    @RajeevMinz143 17 днів тому +37

    Oscar Award winner 🏆🏆🏆🏆🥲🥲🥲😢

  • @taanlubehera6365
    @taanlubehera6365 16 днів тому

    ଆପଣଙ୍କ ଅଭିନୟ ଅତି ଉଚ୍ଚ କୋଟିର😂😂😂

  • @upendrakumarpanda7106
    @upendrakumarpanda7106 17 днів тому +21

    ଚାଷୀ ଅଭିନୟ କଲେ ଭୁଲ୍ ଆଉ ପ୍ରତାପ ଷଡ଼ଙ୍ଗୀ ଅଭିନୟ କଲେ ଠିକ୍ 🤣🤣🤣🤣🤪

  • @Ansita282
    @Ansita282 16 днів тому

    ଚାଷୀ ପ୍ୟାଣ୍ଟ ସ୍ୟାର୍ଟ ପିନ୍ଧି ଆକ୍ଟିବା ନେଇକି ଆସିକି ଗାଡ଼ିରେ ସେଇଟା ପୁଣିଧାନ ମେଣ୍ଟା ଧରି ବିଲକୁ ଯାଇକି କ୍ୟାମେରା ଆଗରେ ଦୁଃଖ ଜାଣିଲେ 🤣🤣🤣🤣🤣

  • @krishnapradhan9332
    @krishnapradhan9332 17 днів тому +36

    Super michua

  • @iknow7753
    @iknow7753 16 днів тому +6

    ଟଙ୍କା ପାଇଁ ଲୋକ ଯାତ୍ରା ପାର୍ଟି ରେ ଅଭିନୟ କରନ୍ତି ତୁ ତ ଦୈତାରୀ ପଣ୍ଡା କୁ କlଟିଦବୁ

  • @RanjitKingal
    @RanjitKingal 17 днів тому +20

    ମିଛ କହିବା ବିଜେଡିର ମାହିର

  • @sitansudas7759
    @sitansudas7759 16 днів тому

    ବହୁତ ଭଲ ଅଭିନୟ କଲ ତମେ....

  • @arucharanpradhan5502
    @arucharanpradhan5502 17 днів тому +19

    ଜମି ଜଣଙ୍କର ଥିଲେ ସେ ଚାଷୀ ନୁହେଁ। ନିଜେ ଚାଷ କାମ କଲେ ଚାଷୀ ହୁଏ। ଅନ୍ୟ କୁ ଜମି ଲଗାଇଲେ ପ୍ରକୃତ ଚାଷୀ ନୁହେଁ। ଜମି ପାଦ ରଖିବାକୁ ଥିଲେ ବି ଚାଷୀ କାର୍ଡ କରି ଅନ୍ଯ ମାନଙ୍କ ଠାରୁ ଆଣି ମଣ୍ଡିରେ ଧାନ ଖାତା ହିସାବରେ ଦିଅନ୍ତି।

    • @deepaksahoo-c6p
      @deepaksahoo-c6p 17 днів тому +1

      ଭାଗ ଚାଷ କରୁଥିଲେ ସିଏ ନୁହେଁ କି ???? ଆପଣଙ୍କ ମତରେ ଯେଉଁ ଏମଲ ଏମପି ମାନେ ମାସକୁ ଦରମା ପାଉଛନ୍ତି ସେମାନେ କ'ଣ କୁହନ୍ତୁ???

    • @arucharanpradhan5502
      @arucharanpradhan5502 17 днів тому

      @@deepaksahoo-c6p ମୋ'ର ମତ ହେଲା ନିଜର ହେଉ କି ଅନ୍ୟର ହେଉ ଚାଷ କରୁ ଥିବା ଲୋକ ହିଁ ପ୍ରକୃତ ଚାଷୀ। ଲେଖାର ତୃତୀୟ ବାକ୍ୟ ରେ ଅନ୍ୟ କୁ ବଦଳରେ ଭୁଲରେ( କୁ) ଅକ୍ଷର କଟି ଯାଇଛି ,ଏଣୁ ଆପଣ ବୁଝି ପାରିଲେ ନାହିଁ। ଦେଖନ୍ତୁ ଜମି ମାଲିକମାନେ ଜନ୍ମରୁ କତେକ ଜମି ନଦେଖି ଅନ୍ଯ ଚାଷୀଙ୍କ ଦ୍ଵାରା ଚାଷ କରନ୍ତି। କିନ୍ତୁ ପ୍ରାକୃତିକ କ୍ଷତି ପାଇଁ ସରକାର ଦେଉଥିବା ସାହାଯ୍ୟ କୁ ଚାଷୀ ମାନଙ୍କୁ ନଦେଇ ମାଲିକ ମାନେ ନେଇ ଯାଇଥାନ୍ତି।ଚାଷୀ କିନ୍ତୁ ମରେ। ମୁଁ ମୋ'ର ଆଖ ପାଖରେ ଦେଖିଛି।

    • @arucharanpradhan5502
      @arucharanpradhan5502 17 днів тому

      @@deepaksahoo-c6p ଯେଉଁ ମାନଙ୍କ କଥା ଆପଣ କହୁଛନ୍ତି, ସେମାନେ ହେଉଛନ୍ତି "ଖୁଣ୍ଟ" । ଆମେ ହେଲେ ଚୋର। କଥାରେ ଅଛି -- ଚୋର ଚୋର ଦୁନିଆ ଚୋର, କୋଇ ଛୋଟା ଚୋର ତୋ କୋଇ ବଡା ଚୋର।

    • @GolakBaral
      @GolakBaral 16 днів тому

      ​@@deepaksahoo-c6psemane chalanti politician BHAGWAN

  • @RabindraNath-s2f
    @RabindraNath-s2f 17 днів тому +6

    ଭଲ ଲାଗିଲା ତୁମାରୋଲୋ no 9

  • @musicvlogswithjmguddu2946
    @musicvlogswithjmguddu2946 16 днів тому +1

    ତୁ ମୁର୍ଖ
    ସେଥି ପାଇଁ ମୁଖ୍ୟ ମନ୍ତ୍ରୀ କିଏ ଜାଣିନୁ😅😅

  • @JayJagannath0307
    @JayJagannath0307 17 днів тому +6

    Right 👍

  • @chandanpanigrahi6556
    @chandanpanigrahi6556 16 днів тому

    Farmer ❌
    Next politician✅

  • @ChitraPradhan-zt7bk
    @ChitraPradhan-zt7bk 17 днів тому +8

    ଆରେ ସେଳ ତମେ କଣକହୁଚ ଚାଷିମାନେମୋବାଈଲି ଧରିବେନି ଗାଡିଚଢିବେନି ତେମେସଳେ ବିଜେଡିରପେଳଚାଟୁଥିଲ ଏବେ ବିଜେପିର ଚାଟ

  • @nidhiramjena2398
    @nidhiramjena2398 17 днів тому +1

    ଇଏ ଯଦି ଅଭିନୟ କଲା ଓଡ଼ିଶାବାସୀ ଦେଖିଲେ, ତେବେ ଭାରତୀୟ ଯାତ୍ରା ପାର୍ଟିରେ ପ୍ରତାପ ଷଡ଼ଙ୍ଗୀ କଣ କଲେ ଓଡ଼ିଶାବାସୀ ବି ଦେଖିଲେ, ଚାଷୀ ଯାହା କଲେ ଅଭିନୟ ନେତା କଲେ ବାସ୍ତବ, ଏୟା ତ????

  • @ଓଡ଼ିଆ-ଖବର
    @ଓଡ଼ିଆ-ଖବର 17 днів тому +4

    ଶଳା ଅନ୍ଧ ଭକ୍ତଙ୍କୁ ଶକ୍ତ ଚାପୁଡ଼ା😅

  • @jitenpattanaik3774
    @jitenpattanaik3774 17 днів тому

    ଖୁବ ଭଲ !ଠିକ ଅଛି ଆପଣ ପୂରା ଠିକ!

  • @priyaranjannayak4376
    @priyaranjannayak4376 17 днів тому +9

    କେତେ ମିଳିଛି 50ହଜ଼ାର ନା ଲକ୍ଷେ 😂

  • @kunaprasad5058
    @kunaprasad5058 16 днів тому

    ଭଗବାନ୍ ଙ୍କୁ ଭଲ ପାଉନା ଆତ୍ମାରୁ ସହିତ ନବୀନ ଙ୍କୁ ଭଲ ପାଉଛ। ଯାହା ହେଉ ରେ।

  • @GolokSahoo
    @GolokSahoo 17 днів тому +23

    Gamuchha ta mundare kanhiki bandhithila?

  • @krupasindhubehera3588
    @krupasindhubehera3588 13 днів тому

    ଇଏ ହଉଚି ନବୀନ କମାଲ 24 ବର୍ଷ ଅଭିନୟ କଲା ଆଉ ମଲା ପର୍ଯ୍ୟନ୍ତ ବି ନିଜେ କରିବ ଆଉ ତା ଚେଲା ମାନଙ୍କୁ ଧରି ଅଭିନୟ ପହସନ କରୁଛି

  • @Skumar-qd3rx
    @Skumar-qd3rx 17 днів тому +8

    ପଇସା ପାଇଁ ଏମିତି ନାଟକ କରିବା ଠିକ୍ ନୁହଁ। ତୁମର ଏଇଟା ଭୁଲ୍

  • @SaimanDigal-p9n
    @SaimanDigal-p9n 16 днів тому +4

    ଚାଷୀ ପ୍ୟାଣ୍ଟ ସାର୍ଟ ପିନ୍ଧିଲେ ଚାଷୀ ବିରୋଧୀ ଙ୍କର ପଡୁଛି ସହିପାରୁନାହାନ୍ତି, ନିଜର ନଷ୍ଟ ହୋଇଥିବା ଧାନ କୁ ସେ ଅଭିନୟ କରି ଦେଖାଉ, କିମ୍ବା କାନ୍ଦି କାନ୍ଦି ଦେଖାଉ ଧାନ ତ ନଷ୍ଟ ହୋଇଛି,ଏହା ଅନ୍ଧ ଭକ୍ତ ମାନଙ୍କୁ ଦେଖା ଯାଉନାହିଁ, କେବଳ ବିରୋଧ,ଏହି ଚାଷୀ ର ସବୁ ଅଭିନୟ କୁ କିଏ କିପରି ସୁଟିଂଗ କରୁଥିଲା, ଆଉ ଭାଇରଲ କଲା ଏହା ବିରୋଧି ଲୋକ ଙ୍କ ସୁଚିନ୍ତିତ ଯୋଜନା ,

  • @Au.1991
    @Au.1991 17 днів тому +15

    ନିରାଟ ମିଛୁଆ ଟି ଏ

  • @manasranjandalei2450
    @manasranjandalei2450 16 днів тому

    ବିଜେପି ଅଭିନୟ କରିଥିଲେ ଭଲ ହେଇଥାନ୍ତା କାରଣ ଇଏବିଜେଡିନା ତେଣୁ ତାଙ୍କର ଧାନ ନଷ୍ଠ ହେଲେ ସେସବୁ ଦୁଃଖ ଅଭିନୟ ଭଳି ଲାଗିବ ଧର୍ମ ହେଉ ଜୟ
    ଜୟ ଜଗନ୍ନଥ ଜୟ ଓଡ଼ିଶା

  • @somanath9869
    @somanath9869 17 днів тому +10

    ବହୁତ ସୁନ୍ଦର୍ ଅଭିନୟ କଲ ଏମିତି କରି ଚାଲ

  • @Runx314
    @Runx314 15 днів тому

    ଭଲ ଲାଗିଲା 😂

  • @AmulyaParida-sj9bv
    @AmulyaParida-sj9bv 17 днів тому +4

    ମୁଁ ଜାଣିଛି ଭାଇ ଆପଣ ଜଣେ ଚାଷୀ.... ଯିଏ ଯାହା ଅପ ପ୍ରଚାର କଲେ କିଛି ଅସୁବିଧା ନାହିଂ

  • @KunaGaouda
    @KunaGaouda 16 днів тому +1

    BjD ର ଏକ ନାଟକ

  • @mihirdwivedi8843
    @mihirdwivedi8843 17 днів тому +6

    Very nice acting done by you. Great liner

  • @debasishamallick8751
    @debasishamallick8751 16 днів тому

    ଆରେ ଭାଇ ତୁମର ଦୁଃଖ ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଖେଇଲେ ସେ ଦୁଃଖ ବୁଝିବେ ଆଉ ନବୀନ ଦେଖେଇଲେ କଣ ହେବ ନବୀନ ଗୋଟେ ପାଳ ଭୁତ ତାରି ପାଇଁ ଆଜି ତମେ ଦୁଃଖ ପାଉଚ

  • @lifeiscomplicated123
    @lifeiscomplicated123 17 днів тому +9

    ଅଭିନୟ ଠିକ୍ ଥିଲା କିନ୍ତୁ ଯାହା ପାଇଁ କଲ ତାଙ୍କୁ 24 ବର୍ଷ ରେ ସାଧାରଣ ଲୋକ ଚିହ୍ନିଲେ. ଆଜି ତୁମେ ତାଙ୍କ ମୁଖା ଖୋଲି ଥିବାରୁ ଆପଣଙ୍କୁ ଓଡିଶା ବାସୀଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ୍ 🙏🙏🙏🙏

  • @jitendrakumarrout2852
    @jitendrakumarrout2852 16 днів тому

    Oscar awarded actor.... Great job

  • @Dhira196
    @Dhira196 17 днів тому +20

    Ki role

  • @aadilifestyle7378
    @aadilifestyle7378 17 днів тому +1

    କେଉଁ ଯାତ୍ରା ପାର୍ଟି ରେ ଯିବ ଦେଖିବା ବାକି ରହିଲା 😜😜😜

  • @Binodkumarpanigrahi2187
    @Binodkumarpanigrahi2187 17 днів тому +7

    ନବୀନ ପଟ୍ଟନାୟକଙ୍କୁ ଦେଖିଲେ ପଥର ବି କାନ୍ଦି ପାରେ, ତୁମ ଟିଭି ସବୁଠାରୁ ବଦମାସ କାମ କରୁଛି l କିଏ କଣ କଲା orgus,OTV ର କଣ ଗଲା, ତୁମେ କଣ ତୁମ ପକେଟ ରୁ ଦେବ, ଛି ଛି ଛି

    • @KK9596
      @KK9596 17 днів тому

      Pura ନବୀନ ଭକ୍ତ

    • @PapuPradhan-s6d
      @PapuPradhan-s6d 17 днів тому +1

      Nai mohan majhi bhakta​@@KK9596

  • @smrutiranjankar3
    @smrutiranjankar3 16 днів тому

    ସାଲେପୁର ବ୍ଲକ୍ ରେ ଏହି ଚାଷୀ ମହାଶୟ ର ବିଲ ରେ କେବଳ ବର୍ଷା ହେଇଥିଲା ଆଉ କୋଉ ଚାଷୀ ବିଲରେ ହେଇନି 😮ତୁମ ନେତା ସବୁ ପଞ୍ଚାୟତ କୁ ଗଲେନି ନା ସମସ୍ତେ ଅଭିନୟ କରିପାରିବେନି

  • @sanojkrdalai1046
    @sanojkrdalai1046 17 днів тому +4

    ଜୋଉ ଧାନ ବିଲରେ ଏ ଚାସି ବାବୁ ଠିଆ ହୋଇଛନ୍ତି, କିଛି କ୍ଷୟକ୍ଷତି ବିଶେସ ଦେଖାଜାଉନି, ୟେ ମଧ୍ୟ ଗୋଟିଏ ଅଭିନୟ ରୁ ଅଭିନୟ😂😂😂😂😂

  • @chitramartcreation.1993
    @chitramartcreation.1993 15 днів тому

    24 ବର୍ଷ ପରେ ନବୀନ ବାବୁ ଙ୍କୁ କ୍ଷେତରେ 😂😂😂😂😂😂😂
    କାଇଁ ମହାବାତ୍ୟା hudhud fani ଏସବୁ ହେଲାବେଳେ କେବେ ଆପଣ ଲୋକ ମାନଙ୍କୁ ଦେଖାକରିବାକୁ ଆସି ନାହାନ୍ତି ନବୀନ୍ ବାବୁ
    ଖାଲି ଆକାଶ ମାର୍ଗରୁ 🚁🚁🚁🚁🛩🛩🛩😅😅😅😅

  • @kidslover7945
    @kidslover7945 17 днів тому +5

    Ati sundar abhinaya tia tume bohut agaku jiba