Jibana Do Chhakire Ashara Alok Ep 409 30 MAR 2024

Поділитися
Вставка
  • Опубліковано 6 вер 2024
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 409#OdishaTV #OTV

КОМЕНТАРІ • 212

  • @reddybabuharish
    @reddybabuharish 3 місяці тому +26

    Instagram reels dekhi, aita dekhuchhi 😂😂😂

  • @Babullifesstyle143
    @Babullifesstyle143 3 місяці тому +16

    insta reels dekhiki kia asicha like kara😅😅

  • @malisethi5688
    @malisethi5688 5 місяців тому +25

    ବହୁତ କ୍ରୋଧୀ ପୁରୋହିତ ! ଭଲ ସ୍ତ୍ରୀ ଲୋକଟି! ବାଡା ବାଡ଼ି ନ କଲେ ବୋଧେ ସବୁ ଠିକ ହେଇଯିବ ବୋଲି ମୁଁ ଭାବୁଚି ! ଠାକୁରେ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ 🙏...

    • @jayjagannatha6857
      @jayjagannatha6857 5 місяців тому

      Pati chup hata bond nahele continue 😂😂😂

    • @acjeditz2658
      @acjeditz2658 4 місяці тому

      ସବୁ କଣ ପୁରୋହିତ ଙ୍କ ଭୁଲ, ଭଲ ସେ କିଛି ଭୁଲ ତାଙ୍କ ସ୍ତ୍ରୀ ଙ୍କ ର ବି ଅଛି

  • @SaniaMajhi-wh5gw
    @SaniaMajhi-wh5gw 5 місяців тому +9

    ଏମିତି ମନିଷକୁ ଜେଲରୁ ଜୀବନ ସାରା ଦଣ୍ଡ ପାଇବା ଦରକାର

  • @Goslow3037
    @Goslow3037 5 місяців тому +8

    ସୋମେଶ ବାବୁ କି twist ଦେଲେ ଘଟଣା କୁ । ବହୁତ୍ ଭଲ

  • @Manisha_5890malick
    @Manisha_5890malick 5 місяців тому +29

    ପୁରୋହିତ ମହାଶୟ ଏତେ କ୍ରୋଧିତ ହବା ଉଚିତ୍ ନୁହେଁ କାରଣ ଏଇଟା ଓଟିଭି ଲାଇଭ୍ ଟେଲି କାଷ୍ଟ ଏମିତି ଆପଣ ହଉଛନ୍ତି ପଛରେ ଆପଣ କଣ ହଉ ନ ଥିବେ ।

  • @bhimagouri7190
    @bhimagouri7190 5 місяців тому +49

    ଗାଁରେ ପୁରୋହିତ ହୋଇଛ , ସାନ,ବଡ଼ ଲୋକଙ୍କୁ ବାହାଘର କରୁଛ , ବେଦ ,ପାଠ, ପୁରାଣ , ପଡ଼ିଛ, ମିସେସ୍ କୁ ମାରୁଛ , ଲାଜଲାଗୁନି ଆଶାର ଆଲୋକ କୁ ଆସିଛି

    • @nilachalasatapathy5196
      @nilachalasatapathy5196 3 місяці тому

      R8

    • @ashokbhaigeming3579
      @ashokbhaigeming3579 3 місяці тому

      ଓଃ ମାଇକିନା ପିଟିବା ଟା ଠିକ ପୂଜା କରୁଛି ବୋଲି ତାର କିଛି ନାହିଁ ସେ ଖାଲି ସହିବ ନା

    • @anirudhabehera7026
      @anirudhabehera7026 2 місяці тому

      ​​@@ashokbhaigeming3579maikina badauchi , ta taku badeiba, to bou Tate chota bele badauthila taku badailuni , tu maghiya ta param galuaa , manishapania nahi to bhitara .

    • @Deepak_vip469
      @Deepak_vip469 2 місяці тому

      Bhai tama ghare hele kichi hauthiba na hele tame kn karucha aithe 😂 ( bhimagouri7190)

  • @Sipun-panda1998
    @Sipun-panda1998 3 місяці тому +2

    ବ୍ରାହ୍ମଣ କୂଳ ରେ ଏ ମଣିଷ କୁ ଠାକୁର ଜନ୍ମ ଦେବା ଖରାପ

  • @bijayalaxmisahoo7609
    @bijayalaxmisahoo7609 5 місяців тому +24

    ଏ କେବେ ଲୋକ ଟା ବଦଳି ବନି , ବୟସ ହେଲା ପରେ ନଇଁବ କରାନ୍ ମୁଁ ଜାଣିଚି ଏ ଭଳି ଲୋକ କୁ ଦେଖିଛି , 😢

  • @bijayalaxmisahoo7609
    @bijayalaxmisahoo7609 5 місяців тому +9

    ଭଲ କରିଛନ୍ତି ଏମିତି ଲୋକଙ୍କୁ ଦେଖେଇକି ,janatu କେତେ ପକାର ଲୋକ ଅଛନ୍ତି ଦୁନିଆରେ😢

  • @myvideochannel158
    @myvideochannel158 5 місяців тому +21

    ନନା ଙ୍କ ହୃଦୟ ସଫା ଖାଲି ଲୋନ୍ ହେଉଛି ବୋଲି ସେ ଟେନ୍ଶନ ହେଉଛନ୍ତି 😊

  • @saradaswain7600
    @saradaswain7600 5 місяців тому +3

    This priest doesn't have Gyan. Being a small boy I request him to read Bhagwat Gita this is not sufficient. Consume and digest Bhagwat Gita ❤❤❤❤

  • @bijayalaxmisahoo7609
    @bijayalaxmisahoo7609 5 місяців тому +7

    ବହୁତ୍ ଅଂହକାରି ମଣିଷ
    ଏ ମଣିଷ ଯେମିତି ଠିକ୍ ସେମିତି ମୋ 2 ଟା ଭାଇ ବି ଏମାନେ ଯେତେ ଇଁକୋମ୍ କଲେବି କେବେ antibani😢😢 ଏ ମାଙ୍କ ଜୀବନ ଏମିତି କଟିଯିବ ସୁଖ କନ୍ ଜାଣି ପାରିବନି😢

    • @acjeditz2658
      @acjeditz2658 4 місяці тому

      ଦିଦି ଆପଣ ଙ୍କ ଭାଇ ଙ୍କ ର ବି ରୋଜଗାର antunathiba, ସବୁ ଭୁଲ କଣ ଖାଲି ଜଣେ ପୁରୁଷ ର

    • @bijayalaxmisahoo7609
      @bijayalaxmisahoo7609 4 місяці тому

      @@acjeditz2658 ନା ଖାଲି ପୁରୁଷ ଭୁଲ୍ ନୁହେଁ ହେଲେ ସଂସାର କଲେ ଛୋଟ ଛୋଟ ଭୁଲ୍ କୁ ଉଭୟ ପକ୍ଷରୁ କ୍ଷମା କରିବା କଥା , ଆଉ ଉଭୟ ପକ୍ଷରୁ ଅଂହକର କୁ ନଇବାକୁ ପଡ଼ିବ , ସଂସାର କରିଲେ ପଥର ପଡ଼ିଲେ ସହିବ , ଆଉ ମତ ଉଭୟ ଉଭୟ ଙ୍କୁ ଦିଅନ୍ତି , ନୁହେଁ ଯେ ଜଣେ ,income karichi ta ichcha jaha se kariba , ae episode re se sabu kichhi heichi boli kahichi , bhul ୨ jana nkara achhi , kintu puo tike ahankari au igo bahut ।

    • @_Harekrishna_Harekrishna_
      @_Harekrishna_Harekrishna_ 3 місяці тому

      Are e jhia kete kharap katha kahuchi ete ragi e nija bhai katha b kahuchi tike b Prema nai taa bhai pain

    • @bijayalaxmisahoo7609
      @bijayalaxmisahoo7609 3 місяці тому

      @@_Harekrishna_Harekrishna_ semiti kichhi heithile na, kahibaku pade ,hum ethire kharap kan achhi ,au jibanre au duniare bahut prakar loka achhanti au bahut prakar samassya bi achhi, tame badhe janina ,sethi pain mate kahucha kharap boli , Bhabani tame jemiti dunia ta semiti boli ,mu tamaku kharap kahuni ki tame kuhani bi ,🤔🤔

  • @NiranjannayakNaranjannayak
    @NiranjannayakNaranjannayak 3 місяці тому +2

    ଆଃ ଏହା ଭିତରେ କେତେ ଥର 0:55 0:58 ଏହି ମନ୍ଦିର ନିର୍ମାଣ କରାଯାଇ ଜଳ
    ଆମ ରୋଷେଇ ଘରକୁ ଫେରିଗଲେ ପୁଅ ରଜତକୁ ନିଜ ନିଜ ପିଲାମାନଙ୍କର ଆୟୁଷ 1:56

  • @Jhili.-3biki.3-.
    @Jhili.-3biki.3-. 5 місяців тому +31

    ଏଭଳି ଚଣ୍ଡାଳ ପୁରୋହିତ ହେବାର ଯୋଗ୍ୟ ନୁହେଁ.... ଆଉ ଏତେ କ୍ରୋଧୀ ଲୋକ ପାଖରେ ଏ ledy ରହିଲେ ଦିନେ ନିହାତି ମରିଯିବ ତାଙ୍କୁ ଦୟା କରି ଅଲଗା ରଖା ଯାଉ ଏ ଲୋକ ଭୀଷଣ ରାକ୍ଷସ ପ୍ରକୃତି ର...😢

    • @ilovemycountry.6240
      @ilovemycountry.6240 4 місяці тому

      Se loka ku mu closely janichi. Lokata bahutu bhala loca.

    • @anirudhpanda8741
      @anirudhpanda8741 2 місяці тому

      Right lokati really re bhala. Ae lady tikiye bhi compromise kareni

    • @anirudhpanda8741
      @anirudhpanda8741 2 місяці тому

      Purusa loka kandilani mane bahut naram loka

  • @tapanbarik779com4
    @tapanbarik779com4 5 місяців тому +12

    ଯେଉଁ ମଣିଷ ଯେତେ କ୍ରୋଧୀ ହୋଇଥାଏ ତାର ଅନ୍ତର ସାଧା କାଗଜ ପରି ନିର୍ମଳ ହୋଇଥାଏ ସ୍ୱାମୀର ମନ ନେଇ କେଉଁ କାର୍ଯ୍ୟ କଲେ ଭଲ ହେବ କେଉଁ କାର୍ଯ୍ୟ କଲେ ଖରାପ ହେବ ତାହା ଭଲରେ ବୁଝାମଣା ରେ ସମାଧାନ ହୋଇଯିବ

  • @sanjaykumamarbehera4727
    @sanjaykumamarbehera4727 14 днів тому

    Interesting story

  • @dolagobindasahoo9267
    @dolagobindasahoo9267 5 місяців тому +4

    ସ୍ତ୍ରୀ ସହଯୋଗୀ ହେଲେ,ପୁରୁଷ ସଫଳତାର ଶୀର୍ଷରେ ନିଶ୍ଚୟ ପହଁଚିବ । ଆଉ ସ୍ତ୍ରୀ ଯଦି ଅସହଯୋଗି ହେବ,ପୁରୁଷର କୌଣସି କାର୍ଯ୍ୟ ତାର ପସନ୍ଦ ନଥିବ,ମଧୁର କଥା ପରିବର୍ତ୍ତେ କଟୁ କଥା କହୁଥିବ,ଏପରି ହେଲେ ପୁରୁଷ ନିଶ୍ଚୟ ଚିଡଚିଡା ହୋଇଯିବ ।
    ଥରେ ଚିନ୍ତା କରନ୍ତୁ,ପରିବାରକୁ ଭଲରେ ରଖିବା ପାଇଁ ପୁରୁଷ ଲୋକଟି କେତେ ପରିଶ୍ରମ କରୁଛି ।ସ୍ତ୍ରୀ ଯଦି କହିବ,ସିଏ ପରିଶ୍ରମ କରୁଚି ମୁଁ କଣ ଘରେ ଦୋଳିରେ ଝୁଲୁଛି ? ଏଭଳି ମନୋଭାବ ରଖିଥିବା ସ୍ତ୍ରୀ କେବେହେଲେ ତା ପରିବାରକୁ ସୁଖ ଶାନ୍ତିରେ ରହିବାକୁ ଦେବନାହିଁ ।
    କଥାରେ ଅଛି " ପାଖରେ ଶୁଏ ଯେ କାନରେ କୁହେ ।ତାହାର କଥାକି ଅନ୍ୟଥା ହୁଏ "।
    ସ୍ତ୍ରୀ ନିଜର ଉତ୍ତମ ବ୍ୟବହାର ବଳରେ,ତା ସ୍ୱାମୀକୁ ଦଶ୍ୟୁ ରତ୍ନାକରରୁ ବାଲ୍ମୀକିରେ ପରିଣତ କରିଦେଇ ପାରେ ।ଆଉ ସ୍ଵେଚ୍ଛାଚାରିନି ହେଲେ କଥା ସରିଲା ।

  • @Sahoo124
    @Sahoo124 5 місяців тому +1

    Jay jagannath

  • @sridhar85536
    @sridhar85536 4 місяці тому +2

    ପଇସା ରୋଜଗାର କରୁଥିବା ଲୋକ ,ଯିଏ ସଂସାର ଚଳାଉଛି ସିଏ ଜାଣିଛି, ଟେନ୍ସନ୍ କଣ, କହିବା ଲୋକର କିଛି ଫରକ୍ ପଡୁନି, ବୁଝାଇବା ଭାରି ସହଜ ,ଏସି ରେ ବସିଲେ ବୁଦ୍ଧି ଅଲଗା ପ୍ରକାର

  • @sisirBuda-id4dp
    @sisirBuda-id4dp 5 місяців тому +14

    ଚନ୍ଦା ସ୍ତ୍ରୀ କୁ ବନ୍ଧା ପକାଇ ଋଣ ଆଣି ସୁଝି ନପାରି ବାଡ଼ଉଛି, ଚଣ୍ଡାଳ ପୁରୋହିତ ନୁହେଁ

  • @BisikesanPujari-rr2ug
    @BisikesanPujari-rr2ug 5 місяців тому +10

    ଏ ପଣ୍ତିତ ବନ୍ଧୁକୁ ସଲାମ

  • @uuunika9995
    @uuunika9995 5 місяців тому +9

    Mihir Dash thile ek krodhi lka ku change karideithante

  • @15AkashDas
    @15AkashDas 4 місяці тому +3

    ସ୍ତ୍ରୀକୁ ମାରପିଟ୍ କରିବା ଆଦୋୖ ଯଥାର୍ଥ ନୁହେଁ, ଏମିତି କଲେ ନିଶ୍ଚୟ ସେ ଘର ଲକ୍ଷ୍ମୀ ଛଡ଼ା ହେଇଯିବ । ଠିକ୍ ଅଛି, ହେଲେ ସ୍ବାମୀ ଯାହା ରୋଜଗାର କରନ୍ତି ସେ ସବୁକୁ ସ୍ତ୍ରୀ ହାତରେ ଦେବା କେତେ ଦୂର ଯୁକ୍ତିଯୁକ୍ତ ? 😂😂

    • @acjeditz2658
      @acjeditz2658 4 місяці тому

      ସବୁରି ମୂଳ ହେଉଛି ଟଙ୍କା, କାହିଁକି ଟଙ୍କା ତାଙ୍କ ସ୍ତ୍ରୀ ଙ୍କ ହାତ କୁ ଦେଉନାହାନ୍ତି, କାହିଁକି ତାଙ୍କୁ ଖର୍ଚ୍ଚ ଟଙ୍କା ର ହିସାବ ମାଗୁଛନ୍ତି ସେଥିପାଇଁ ଗଣ୍ଡଗୋଳ

  • @Odisha_ki_volgger
    @Odisha_ki_volgger 5 місяців тому +4

    loka tara mana safa 👍🏻

  • @santoshpraharaj1836
    @santoshpraharaj1836 5 місяців тому +1

    Keshab babu nkar gote guna mote bahut bhal lagila-Dharm pain sabu kichhi chhadidebi....❤

  • @rajaramnahak3254
    @rajaramnahak3254 5 місяців тому +2

    Sabu karanara mula houchi manisara krodha 😢 please sir krodha chadiya apanakna paribara bhalare rahiba, apana bhi bhala AU apanakna stri bi bahuta Bhala, Jay jaganatha

  • @sanjeebthanapati166
    @sanjeebthanapati166 5 місяців тому +5

    ଦୟା କରି ଏହି ଆସାର ଆଲୋକ ପ୍ରୋଗ୍ରାମ କୁ ବନ୍ଦ କରାଯାଉ କିମ୍ବା ଏ ଭଳିଆ ବାଜେ ଳୋକଙ୍କୁ ଯର୍ଯ କରି ଆଣନ୍ତୁ ନାହିଁ।ଏ ଭଳିଆ ଆତ୍ମଘୋଷିତ ସମାଜସେବୀ ମାନଙ୍କୁ ମଧ୍ୟ ପ୍ରୋଗ୍ରାମରୁ ବାହାର କରାଯାଉ ,ତା ନହେଳେ ପ୍ରୋଗ୍ରାମ ମର୍ଯ୍ୟାଦା ହାନୀ ହୋଇପାରେ।

  • @user-om6ii6to7i
    @user-om6ii6to7i 22 дні тому

    ❤❤

  • @subhrajyoti7809
    @subhrajyoti7809 5 місяців тому +3

    ପୁରୁଷ କମିଶନ ଦରକାର.. ଏଠି

  • @jayjagannatha6857
    @jayjagannatha6857 5 місяців тому +4

    Very simple matter pati chup hata bond otherwise continue 😂😂😂😂

  • @Sima-fx3kf
    @Sima-fx3kf 3 місяці тому

    Instagram reels କିଏ କିଏ ଆସିଛ

  • @prakashroutodisha9668
    @prakashroutodisha9668 5 місяців тому +16

    Pura Pagala ta....

  • @kanhavlogs1852
    @kanhavlogs1852 2 місяці тому +1

    Mu insta ru dekhiki asichi😅😅😅

  • @Royal-subash8fp6ig6j
    @Royal-subash8fp6ig6j Місяць тому

    ତା ......ବିଆ ପାଇଁ ଏକାଦଶୀ କରିଛି ପାଗଳ

  • @kumarchandan3045
    @kumarchandan3045 3 місяці тому +1

    Jane Kamo Kari Kari thaki asiba ghare pahanchile Patitundo sabu bele tahele jananka hajare mana kale b se chup ruheni tebe jana nka manasika sthiti kan haba ...........

  • @PriyadarsaniPatra-jl8yo
    @PriyadarsaniPatra-jl8yo 5 місяців тому +2

    Psychiatrist consultation karantu plz

  • @HimanshuRimaPraful3697
    @HimanshuRimaPraful3697 4 місяці тому +2

    ରାକ୍ଷସ ପଣ୍ଡିତ

  • @sebatilatanayak7822
    @sebatilatanayak7822 2 місяці тому

    Right 👍👍👍

  • @user-gd6tg8qj8k
    @user-gd6tg8qj8k 5 місяців тому +5

    Bhagya kharab thile amit swami mele chhii janma jhio janam 😢

    • @jayjagannatha6857
      @jayjagannatha6857 5 місяців тому

      Jhia mananka nature pati re pua nka nature hatare😂😂😂 pati kholiba mada khaiba😂😂😂

    • @user-gd6tg8qj8k
      @user-gd6tg8qj8k 5 місяців тому

      @@jayjagannatha6857 oooho hau thank you 🤣

  • @DebasmitaPadhan-dk6yt
    @DebasmitaPadhan-dk6yt 3 місяці тому +1

    18.30 sec ra background re kn subhchi.... Bahut dara lagila... Plzz tk kie suniki kahibeki.

  • @Adyasha21
    @Adyasha21 3 місяці тому

    Kou mane insta reels dekhiki athiki asichha😁

  • @mamatagarabadu3687
    @mamatagarabadu3687 5 місяців тому +2

    10.45 was actually overhyped acting😅

  • @kalyanibhoiw2749
    @kalyanibhoiw2749 2 місяці тому

    Emiti purahita dunia re milibeni sir cuadantuni😅

  • @Natakdunia1235
    @Natakdunia1235 4 місяці тому

    ଏମାନେ ବାଳ ସମାଧାନ କରୁଛନ୍ତି ଖାଲି ଲେଡ଼ିଜ କୁ ଉପରେ କରି ଦେଉଛନ୍ତି

  • @butusahu4792
    @butusahu4792 4 місяці тому

    ଭାରତ ସରକାର ହିସାବ ରଖେ ସ୍ତ୍ରୀ କାହିଁକି ହିସାବରେ ଦେବନାହିଁ

  • @acjeditz2658
    @acjeditz2658 4 місяці тому

    ମଞ୍ଜି ର କଥା ହେଲା ଶବ୍ଦ ରେ ମଣିଷ ବଞ୍ଚେ ଆଉ ମରିବି ଯାଏ, ଏଥିରୁ ଏହା ଉପନୀତ ହେଲା ଯେ ତମେ ବଞ୍ଚ ନହେଲେ ମରିଯାଅ

  • @chinmayone
    @chinmayone 7 днів тому

    Host mahasaya tike polite aue tike bhala wording use Kale bhala lagiba ...take it positively

  • @SuchitraKar-lb8wx
    @SuchitraKar-lb8wx 4 місяці тому +1

    ରାଗୀ ଲୋକଟି

  • @RabindraByshai-se6vu
    @RabindraByshai-se6vu 5 місяців тому +1

    😊

  • @biratabadtya9521
    @biratabadtya9521 5 місяців тому +7

    Ye Bramhan nuhen chandala

  • @anirudha9353
    @anirudha9353 5 місяців тому +2

    Stree samanare gute Swami kandiba ..vhulu magiba sei stree Pani nihati. Kharap ..sei dui janankar bujhamana bhilu achi......❤❤❤

  • @NabinKunarsethy
    @NabinKunarsethy 4 місяці тому +2

    ପ୍ରବଳ ଟିଙ୍ଗା

  • @Cuttack_toka924
    @Cuttack_toka924 5 місяців тому

    Mihir Sir aee episode re thile maja lagi thanta aee episode re

  • @gameshbehera8793
    @gameshbehera8793 5 місяців тому

    Jagjibon sir don't forget them

  • @P.niranjanPatro
    @P.niranjanPatro Місяць тому +1

    Siye pati na karile.kebe hata uthibani lokatira katharu pura jana paduchi

  • @MunaBhaiKhatiVlog
    @MunaBhaiKhatiVlog 4 місяці тому +1

    Sie baki kala sie sujiba , se Kan kahichi ki to bapa gharu aniki de, sabu mamilt re maikina Munda pureiba thik nuhe.

  • @KanhusFilms
    @KanhusFilms 3 місяці тому +2

    Are Swami au stri bhitare ପାଟିତୁଣ୍ଡ ନହେଲେ ତମ ସୋ ତ ବନ୍ଦ ହେଇଯିବ😅😅😅

  • @bijaylaxmibiswal2581
    @bijaylaxmibiswal2581 5 місяців тому +2

    Emiti Manisha kebe sudhuri bani .

  • @purusottamsahoo1098
    @purusottamsahoo1098 3 місяці тому

    Bahut vala hela gote paribar ku thik kariba pain

  • @deepakkumarbehera5418
    @deepakkumarbehera5418 4 місяці тому

    38:11 ❤ their love 🎉 couldn't believe he can cry like this ❤

  • @nkumar2703
    @nkumar2703 4 місяці тому

    ନିଜ ଇଜ୍ୟତ ନିଜ ହାତରେ

  • @Rahulbiswal0007
    @Rahulbiswal0007 2 місяці тому

    Gote ku 18 gote ku 5 mg 13 barsa ka sohito soile 2 jono 😂😂😂

  • @swatirefrigerationodia.4421
    @swatirefrigerationodia.4421 5 місяців тому +1

    Jou loka ete krodhi se loka 150 ghara jajaman kemiti sambhaluchhanti, sethi ta krodha bahariba katha na !!! Jie ete krodhi se ta gaon loka sahita chali paribani, gaon re chaluchhi kemiti !!! Jie ete krodhi se ghar sansar ete bata anila kemiti !!! Stree lokati bhari narama re kahidele kamala phutila bhali laguthiba, jie gharaku tanka anuchhi seta kemiti kharcha hela hisab magiba bhul, ea ki prakar bichar !!!

  • @sarbeswardas9828
    @sarbeswardas9828 5 місяців тому

    Mam correct kahuchanti

  • @sarbeswarswain1426
    @sarbeswarswain1426 4 місяці тому +1

    ନନା ପୂରା ହିଟଲର

  • @Cuttack_toka924
    @Cuttack_toka924 5 місяців тому +1

    Mihir sir aapana aee manaku misau thile
    But aeee khali incuary karuchi

  • @SubhakantaBiki
    @SubhakantaBiki 4 місяці тому +1

    Kie kn kahibe kintu se loka ra hurdaya ta bahut safa ragi sina tk kintu loka ta vla bahut tension pain emiti hauchi au ta Katha b suna jau gharaku asile se wife jananka tk pati Kariba bar bar kahiba band karantu tanka khusi pain

  • @sudarshanpadhy8392
    @sudarshanpadhy8392 5 місяців тому

    Mykina--madaa-medicine--money --manpower--mansa--maida should be refined.

  • @MonaButuLovelife
    @MonaButuLovelife 2 місяці тому

    Mihir sir thile a Baba ra udhata bhangi deithante

  • @sudarshanpadhy8392
    @sudarshanpadhy8392 5 місяців тому +2

    1000 purusa kama ku nuha,Janae stri loka THILAE bas

  • @sudarshanpadhy8392
    @sudarshanpadhy8392 5 місяців тому +1

    8A vitaru 8A jaka controll kalae vala
    1.Alluminium 2.Ayush 3 Amaerica 4.Admin Govt.5.Allopathy.6.Anganabadi(Allopathic ajent)7.Asakarmi(Allopathic familly wise ajent,)8.Ambulancd(108,102)--musa janta.

  • @user-br8it6lk3z
    @user-br8it6lk3z 5 місяців тому +6

    Atti lovi and atti krodhi bramhana buddha .

  • @Pati89649
    @Pati89649 3 місяці тому

    କଥା ହେଲା ଆଉ କିଛି ନ କିଣନ୍ତୁ,ରାଗ କମିଯିବ

  • @bijaylaxmibiswal2581
    @bijaylaxmibiswal2581 5 місяців тому +1

    A bhalia Manisha manankara bhagya re bahut bahut dukha..
    Thik mo Swami bhalia.
    Amanaku stree chadigale bujhiparibe.

  • @Royal-subash8fp6ig6j
    @Royal-subash8fp6ig6j Місяць тому

    କିନ୍ତୁ ଏ ଚନ୍ଦା ର ଗୁଣ ଖରାପ ପକା ମା....ଆ ଟା

  • @keshabagouda1904
    @keshabagouda1904 5 місяців тому +3

    ଏ ସ୍ତ୍ରୀ ବହୁତ ଖରାପ

  • @loveyouodisha6354
    @loveyouodisha6354 4 місяці тому

    Camare Bala bhai ନନାଙ୍କ ଚାହାଣି ସମୟରେ ହିଁ ଫଟୋ ନେଉଛନ୍ତି 😊

  • @deepakkumarbehera5418
    @deepakkumarbehera5418 4 місяці тому

    Finally they laughed together ❤

  • @niranjankhanda1417
    @niranjankhanda1417 4 місяці тому

    ଉପସ୍ଥାପନା ଟିକେ ଆଉ ଭଲ ହେଲେ..

  • @mrutunjay609
    @mrutunjay609 5 місяців тому

    😮

  • @ashishkumarbiswal817
    @ashishkumarbiswal817 2 місяці тому

    ପାଗଳ ନନା

  • @user-qw5dz8ch3k
    @user-qw5dz8ch3k 8 днів тому

    Ehi loka sahita ta stry rahiba katha nuhen

  • @kalyanibhoiw2749
    @kalyanibhoiw2749 2 місяці тому

    Sir purahite bhandauchanti 😅bhala ki dharantu

  • @sisirkumarbehera6276
    @sisirkumarbehera6276 5 місяців тому +2

    Laxmibanta ସ୍ତ୍ରୀ

  • @BiswabhusanNayak-ov5cn
    @BiswabhusanNayak-ov5cn 4 місяці тому

    ଅବୁଝା ଲୋକ ଟା,, ନିଜର ଭୁଲ୍ ମାନୁନି

  • @sudarshanpadhy8392
    @sudarshanpadhy8392 5 місяців тому +4

    Nari ra anya Nana bisa khai.
    Nijae bisapie anyaku amrutara dhara jogaiparilae nari ra sarthakata

  • @susantabehera8205
    @susantabehera8205 5 місяців тому +1

    ସେ ଚନ୍ଦା ଶଳାକୁ ଦୁଇ ଚାପୁଡ଼ା ଦିଅ

  • @TheOptometrist-db2co
    @TheOptometrist-db2co 4 місяці тому

    Keshab purohita change heiparibe Jay Jagannath

  • @debasishdas5698
    @debasishdas5698 5 місяців тому +1

    Nana bahut bhalaloka upare krodhi kintu antara bahut nirmala.karana nana kebe kandi na thante

  • @qutesoumyaa630
    @qutesoumyaa630 4 місяці тому

    😢

  • @sudarshanpadhy8392
    @sudarshanpadhy8392 5 місяців тому +2

    NARIRA pala vari.
    Kintu nari jama ojana nieani.
    Nari n airi but now dunia bairi.

  • @anjananayak747
    @anjananayak747 5 місяців тому

    ବାଡେଇଲେ କଣ ପାଉଛ ?? ଅଶାନ୍ତି ସୃଷ୍ଟି ଛଡ଼ା ଆଉ କିଛି ନୁହେଁ।

  • @kalyanibhoiw2749
    @kalyanibhoiw2749 2 місяці тому

    Mala manisa 😅

  • @MRODISHA7978
    @MRODISHA7978 3 місяці тому

    Mu jaha bhabuchi finance pila ku ye bahut hairan karuthiba ye purahita babu

  • @sudarshanpadhy8392
    @sudarshanpadhy8392 5 місяців тому +1

    Stri 65%roga srustikari,/arogya kari madhya.
    35%roga srustikari/complicate karali Allopathy.

  • @sudarshanpadhy8392
    @sudarshanpadhy8392 5 місяців тому +1

    Stri manae vitiri kattu,purusa sajali kusiana.

  • @sasmitabehera20206
    @sasmitabehera20206 5 місяців тому

    Ki roll ae loka ra 😮

  • @sudarsanrout226
    @sudarsanrout226 5 місяців тому +1

    Your judgement is wrong

  • @SRIKANTANAYAK-vt5wn
    @SRIKANTANAYAK-vt5wn 5 місяців тому +2

    Mihir sir thile mitha kuaucchanti.ebe emiti kamjor hei galani je otv samadhan hela parebi khusire muh mitha karunahanti..😂😂😂good job aau. kete Dina pare otv ku good bye kahi swagat karibe..

    • @user-rq2cg2eh5v
      @user-rq2cg2eh5v 5 місяців тому

      Emiti lokanku bichhuati lagei deba katha