Mu kintu gote katha bhabuchi...mu thik ki bhul bhabuchi mu janini...a Mousa Kan kasta aagare bohu Kan swabhimaan Kan besi bada...Kaali sakale Mousa Kan paare semaane ta puni kaama karibe na...tahale sei kaama aaji kariki Mousa kun tike aaram deiparile huaantani 😔😔
ଏ ମଉସାଙ୍କୁ କୋଟି ପ୍ରଣାମ।ଜିଏ କି ନିଜର ସ୍ବାଭିମାନ ପାଇଁ ନିଜର ବୋହୂ ମାନଙ୍କୁ ବାହାର କୁ ନ ଛାଡ଼ି ନିଜେହିଁ ଜୀବନ ଯୁଦ୍ଧରେ ଲଢ଼ୁଛନ୍ତି। ଜୟ ଜଗନ୍ନାଥ।🌹🙏🌹
Satare prakuta satakata au gote bada kathahela emiti video cadithaba bahi nku dahnya bada,ja hindi
Mu kintu gote katha bhabuchi...mu thik ki bhul bhabuchi mu janini...a Mousa Kan kasta aagare bohu Kan swabhimaan Kan besi bada...Kaali sakale Mousa Kan paare semaane ta puni kaama karibe na...tahale sei kaama aaji kariki Mousa kun tike aaram deiparile huaantani 😔😔
@@sabitaparida6362 right
🙏
ନମସ୍କାର ମଉସା 🙏🙏🙏🙏🙏🙏🙏
କୋଟି କୋଟି ପ୍ରଣାମ ମଉସା ତୁମକୁ 🙏
Salute mausa nku
ପ୍ରଥମେ ଏହି ବୃଦ୍ଧ ଙ୍କୁ ମୋର salute , ତାଙ୍କ ପୁଅକୁ ଲଜ୍ୟା ଲାଗିବା କଥା ଏହି ବୟସରେ ତାଙ୍କ ବାପା ପରିଶ୍ରମ କରୁଛନ୍ତି
Bhai tanka pua b bikalanga kala.
Budhaku salut mailehebani sahajya karantu
ବୀର ମଉସା ପାଇଁ ସରକାର ମାଳା ମାଳ ଜଯୋଜନା କେଉ ଆଡେ ଗଲା ସରକାର ଟିକେ ଉଠନ୍ତୁ
Mousaa thank you
Saleia munda re tela dhalu chanty sarkar
❤️🙏🙏 ମଉସା ତୁମେ ମହାନ୍ ❤️❤️❤️ ଯୋଗ୍ୟ ବାପ ର ଅଯୋଗ୍ୟ ପୁଅ ,,, ଘରେ ରହି ବାପା ଙ୍କୁ ଖଟାଉଚି 😭😡😡 ଏଇଟା ଠିକ୍ ନୁହେଁ ନିଜେ ବି ପରିଶ୍ରମ କର ,, ମଉସା ଙ୍କୁ ଏ ବୟସରେ rest darkar,,,, ତାଙ୍କୁ ଟିକେ ଏ କାମ ରୁ ମୁକ୍ତି ଦିଅ 🙏
Knews ଭାଇ ମାନେ ମାଉସା କୁ ଜଣାଇଦେବେ ତାଙ୍କୁୁ କୋଟି କୋଟି ନମସ୍କାର 🙏🙏🙏
କାହିଁକି ଏମତି କଷ୍ଟ ଦେଉଛ ପ୍ରଭୁ ଏମିତି ଦୁଃଖୀ ମଣିଷ କୁ ଜୟ ଜାଗନ୍ନାଥ, 🙏
ସତ ରେ ବହୁତ ଦୁଃଖ ଲାଗୁଚି ଇ ବୟସ ରେ ମଉସା ଙ୍କର କାମ ଦେଖି 🙏🙏
ଏଥିରୁ ଜଣା ପଡୁଛି ସେ କାହାକୁ ହାତ ପଟେଇବା ର ନାହିଁ।
ଭଗବାନ ତାଙ୍କୁ ମଙ୍ଗଳ କରନ୍ତୁ । ଜୟ ଜଗନ୍ନାଥ
ହେ ହଟିଆ ଠାକୁର 🙏🙏🙏🙏🙏🌹🌹🌹🌹🌹🌹
ସ୍ୱାଭିମାନି ମଣିଷ ତୁମକୁ ପ୍ରଣାମ। ଅଳସୁଆ କୋଢି଼ଆ ମାନଙ୍କ ପାଇଁ ତୁମେ ଉଦାହରଣ ।
ହୃଦୟ ସ୍ପର୍ଶୀ
Koti koti pranaam
ହେ ଜନାର୍ଦ୍ଦନ 🙏🙏🙏🙏🙏🌹🌹🌹🌹🌹🌹
କର୍ମ ହିଁ ଭଗବାନ !!!!
ମଉସା ଜାହା ହେଉ ଭଗବାନ ତୁମ କୁ ଭଲ ରଖନୁ
ହେ ଭଗବାନ ଏତେ ନିର୍ଦୟ ତାଙ୍କ ପୁଅ ବୃଦ୍ଧ ବୟସ ରେ ଏତେ କାମ କରିବାକୁ ଦେଉଛନ୍ତି l ଆଖି ରେ ଲୁହ ଆସିଗଲା l
ମଉସା ତୁମକୁ ଭକ୍ତିଭରା ନମସ୍କାର
Really Bira Mausa is a Grate. We should help him honorarily.
ସରକାର କଣ ଗୋଟେ ଧ୍ରୁତ ରାଷ୍ଟର ଅନ୍ଧ କି ୟାଙ୍କୁ କିଛି ସାହାଯ୍ୟ ନାହି ଛି ଛି
Correct.
ଭଗବାନ ତୁମର ମଙ୍ଗଳ କରନ୍ତୁ ବାପା🙏🏻🙏🏻🙏🏻🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻
ମନ ତ ହେଉଛି କେତେବେଳେ ମଉସା ଦେଖାହୁଅନ୍ତେ ତାଙ୍କ ପାଦତଳେ ମୁଁ ନମସ୍କାର କରନ୍ତି
ମଉସା ପରିଶ୍ରମ ଜଣାପଡୁଛି କୋଟି ପ୍ରଣାମ ମଉସାଙ୍କୁ ଭଗବାନ ମଙ୍ଗଳ କରନ୍ତୁ
😭😭😭😭😭😭😭He bhagwan amo Bira Aja nku sakti diontu 🙏🙏🙏🙏
ହଁ ବୁଢ଼ା ବାପା ତମ ଦୁଃଖ ଦେଖିଲେ ଆଖିରୁ ଲୁହ ଆସିଗଲା
ହେ ଭଗବାନ
Great Bapa 🙏
God bless you ankle.
He bhagwan sabu bele khushi re rakha ntu aya mausa ku 👏👏👏👏❤️❤️
Bapa mane Sabu chaleibaku janma heithanti, satare ae mausa nka aagare munda naiin jauchhi 👍👍👍👍🙏🙏🙏🙏
Aeha pare be amm sarkar nomber one ammea kahu chhanti
ଏଇଭଳି କେତେଜଣ ସ୍ୱାଭିମାନୀଙ୍କ ପାଇଁ ପୃଥିବୀ ମା ବଞ୍ଚିଛି
Immediately help with government 🙏🙏
Plz help him
please help
Kou government bhai sabu nija pocket garam karuchanti lancha neiki gariba lokanka kasta kie dekhuchi
I salute this old man. He is a real Hero.
He bhagwan apana hiii Saha bharasa brabhumata 🙏🙏🙏🙏🙏🙏🙏
ହେ ଭଗବାନ ଏ ଦୃଶ୍ୟ ଦେଖି ସହି ହେଉନି ।😭😭😭
ମୁଁ ବୋହୂ ଙ୍କୁ ଏତିକି କୋହିବି ଶଶୁର ର ସେବା କରନ୍ତୁ ଧନ୍ୟବାଦ
Hey pravu
Koti koti pranam mausa 🙏🙏Jay jagannath 🙏🙏
Bapa great Jay Jagannath
Real hiro mausa
Tq knews ate sundar vdo dekheithibaru and samastanku anurodha plzz a vdo ku aagaku niantu & seyar karantu ..
ହେ ପ୍ରଭୁ.... 🙏🙏🙏🙏
ନିଶ୍ଚୟ ଏକ ଶିଖିବା ବିଷୟ.......ଧନ୍ୟବାଦ୍....ଏପରି....ଭିଡିଓ ପାଇଁ
କୋଟି କୋଟି ପ୍ରଣାମ ତୁମକୁ 🙏🏿🙏🏿🙏🏿
Dukha laguchi mausa 😭😭 tame emitika kama karucha Ahi Age re Salute
Bapa nku Mora koti koti pranam Shree Jagannath tankara samasta dukha dura kari diantu ehi Shree Jagannath nka nikatare prathana karuchhi
jay jagannath prabhu sabu bela khusi re rakhantu mausa kun😊🙏🙏
ନମସ୍କାର ମଉସା
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
A true living person...salute. ..
Mousa Aaponanku Koti Koti Pronam
🙏🙏🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏🙏🙏🙏🙏🙏
ତମକୁ କୋଟି କୋଟି ପ୍ରଣାମ ମଉସା ଜଗନ୍ନାଥ ମଗଳ କରନ୍ତୁ
Mausa tumaku koti pranammm.🙏🙏..bhagban tuma dukha durakantu..tuma ku sushta nirogi rakhithantu sabubele..
Salute budha bapa🙏🙏🙏
God bless you mausha......🙏👌👍👍..
Koti koti apanku pranam
K news emiti report deiki bahut vala kamq karuchanti sir 😌☺
God bless you father.
କୋଟି କୋଟି ପ୍ରଣାମ ବାପା ତୁମକୁ ଜଗନ୍ନାଥ ତୁମୋକୁ ମାଙ୍ଗୋଲ୍ କରନ୍ତୁ
ଦୟାକରି ସରକାର ଏ ଦୁଖୀର ଦୁଃଖ ବୁଝନ୍ତୁ 🙏🙏🙏🙏
ଏମିତି ଧୁଖ କାହାକୁ ନ ଦିଅନ୍ତୁ ନାହିଁ ପ୍ରଭୁ
Apananka Naa pari aapano bi beero mausa salute of you sir 😊
ଏ ବୟସରେ ବି ମଉସାଙ୍କ ଭଳି ସ୍ଵାଭିମାନୀ ସବୁ ମଣିଷ ହେବା ଦରକାର କଥାବି ଠିକ୍ ଭାବରେ କହି ପାରୁନାହାଁନ୍ତି ଆଉ କାମକୁ ଦେଖନ୍ତୁ🙏
Salut dhanya bapa jay jagannath goog bleas you pather
God bless you respected.
ଧନ୍ୟବାଦ୍ ମଉସା।
Bhagavan bhalare rakhantu...
He Paramjyothi kalki bagwan ahi brudhaa Lokatiku udhara Kara
Ta pakare Mo Kati pranam😥😭🙏🙏
Pranam Mousa
ଜୟ ଜଗନ୍ନାଥ
Bhagaba tamaku koti parmaya deyantu 🙏🙏🙏🙏🙏🙏🙏🙏🙏
salute for this man 🙏🙏🙏
Bhagaban apanank r Mangala karantu Bira mausa🙏🙏🙏
ସର୍ବଶକ୍ତିମାନ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ବାପା
Aja you are really great👍👍👍
Jaya jagannath 🙏🙏🙏🌹🌹🌹
Ye Brudha bapa nku moro koti koti pranama...🙏
Please help odisha gov. Please🙏
God Bless you Uncle. M pray for you..
Thanks
Hello
@@mohanbarik212 Hlo...
I can't stop my tears 😢😔😭😭😭😭😌
Jaya JAGANATH 🙏🙏🙏🙏
God bless you 🙏🏿❣️
ସରକାର ଙ୍କୁ ଦେଖାଅ ଗରିବଙ୍କ ଦୁଃଖ ଖବର।।
Great👏
ମଉସା )ପ୍ରଣାମ 🙏🙏🙏ତୁମକୁ
Bapa nku mora salute..
Please bhagwan tanku bhala re rakhantu emiti gariba luka ku khali kan pain dukha dauchha
ମଉସା ତମୁକୁ କୋଟି କୋଟି ପ୍ରଣାମ ଭଗବାନ ତମୁକୁ ଦୟା କରନ୍ତୁ. ଭଗବାନ ତୁମର ମଙ୍ଗଲ କରନ୍ତୁ
ଓଡ଼ିଶା ସରକାରଙ୍କ ବିଫଳତାର ନମୁନା
great 🙏🏻🙏🏻🙏🏻
ପାଣି ସ଼ହଜେ ମିଳୁନି। ମଉସାଙ୍କୁ ଟିକେ ବେଶି ଦେବା କଥା। ଅନ୍ୟ ଆଡ଼େ ପାଣିଭାର କେତେ ପଚାର ।
Great Bira Mausa🙏🙏🙏
Garat aaja tamaku koti koti pranam 🙏🙏🙏
😭😭😭🙏🙏 Jaya Jagannath prabhu Mousa nku saha hua 🙏🥺🥺❤️
Mo jibanara bada sikhya aji mu paichi
Dhanyawad knews emite news deichala
Bira aja nka bhalia Manisa pain duniya chalichi
Salute
Bira mausha great old man🙏🙏
Hari bola🙏
Mausa apananku antar hrudaya ru koti koti pranama