ଘରଭଡା ମାଗିବାକୁ ଗଲେ ଭଡାଟିଆ କହୁଛି ମୁଁ 50ଲକ୍ଷ ଦେଇ ଘର କିଣିଦେଇଛି ..ମୁଁ ଟଙ୍କାଟିଏ ଭଡା ଦେବିନି

Поділитися
Вставка
  • Опубліковано 27 гру 2024

КОМЕНТАРІ • 332

  • @rabindrakumarmohanty9415
    @rabindrakumarmohanty9415 2 роки тому +112

    କହିଲେ ବି ସେ ଘର ନେଇ ପାରିବ ନାହିଁ କେମିତି ସେ ଟଙ୍କା ଦେଲା ଚେକ୍ ରେ ନା ଟଙ୍କା ରେ 50 ଲକ୍ଷ ଦେଇଛି କୋଟ ରେ ତାର ପ୍ରମାଣ ଦେବାପାଇଁ ପଡିବ। ଆଇନ୍ ହାତ ବହୁତ ଲମ୍ବା ଶେଷରେ ଜେଲ ହାଉଆ ଖାଇବା ଟା ଥୟ।

    • @RahulDas-rm5ru
      @RahulDas-rm5ru 2 роки тому

      Lamba hele sabu kamare chota hei jae

    • @jayantidas8179
      @jayantidas8179 2 роки тому

      @@RahulDas-rm5ru right

    • @BishalGhadei4ever
      @BishalGhadei4ever 10 місяців тому

      Agreement re 50lakh lekhila emane kn andha thile.
      50 lakh lekha heichi emane sign karithibe seita ku bhul proof Kariba kasta.

    • @prasanna_reporting
      @prasanna_reporting Місяць тому

      Khali kahideutha,nijara hele semiti ghuribuluthibu police station😅😅😅😅😅

  • @fewwords470
    @fewwords470 2 роки тому +34

    ଜଙ୍ଗଲ ରାଜ ଏବେ ବି ଚାଲିଛି , ସରକାରୀ ଜାଗାରୁ ଜନତାଙ୍କୁ ହଟାଇ ଦିଆ ଯାଉଛି ଏଇ ପ୍ରଶାସନ ଆଉ ନ୍ୟାୟାଳୟ ର ସହଯୋଗରେ ଖୁବ୍ କମ୍ ସମୟରେ କିନ୍ତୁ ସାଧାରଣ ନିରୀହ ଜନତା ଙ୍କ କ୍ଷେତ୍ରରେ ବିଡମ୍ବନା ।ସହଯୋଗ ପାଇଁ ଦୌଡ଼ି ଦୌଡ଼ି ଜନତା ଥକି ଯାଆନ୍ତି

  • @kurkure3888
    @kurkure3888 2 роки тому +50

    Bombay system use କରନ୍ତୁ, ଭଡାଟିଆଙ୍କୁ 10 ମାସିଆ ଏଗ୍ରିମେଣ୍ଟ କରନ୍ତୁ 🙏🏿 help this family

  • @Royalnanu
    @Royalnanu 2 роки тому +5

    ଭୁବନେଶ୍ୱର କୁ ଯୋଉ ଶଳା ଭଡ଼ାଟିଆ ଆସିଲା ଦୁଇ ମାସ ପରେ ସେ କହିବେ ସେ ଘର ତାଙ୍କ ବାପା ର

  • @brainlicker5647
    @brainlicker5647 2 роки тому +83

    ଟଙ୍କା ଉଡୁଚି, ଖାଲି ଧରିବା କଥା ।ଏଇ ଯେମିତି ଭାଇ କହିଲେ ୮ ଲକ୍ଷ କହି ୫୦ ଲକ୍ଷ ଲେଖି ଦେଇଚନ୍ତି ।agreementଟା ପଢି ଦସ୍ତଖତ କରିବାର ଥିଲା

  • @brajamohanty6220
    @brajamohanty6220 2 місяці тому +2

    ଏବେ ସମୟ ଆସିଛି ସମସ୍ତ କାଗଜପତ୍ର ଓଡ଼ିଆରେ ଲେଖାଯାଉ। ଯାହା ପଢି ବୁଝି ଦସ୍ତଖତ କରିବା ସହଜ ହେବ।

  • @rakeshgraphics1914
    @rakeshgraphics1914 2 роки тому +24

    ସବୁବେଳେ ଭଡାଟିଆ କାନ୍ଦୁଛନ୍ତି,
    ଏବେ ଘର ମାଲିକ କାନ୍ଦୁଛି
    ଜା ହେଉ, କିଛି ତ ଗୋଟେ ହେଲା

    • @Rimatrl78
      @Rimatrl78 2 роки тому

      😂😂🤣

    • @rashmitabose1582
      @rashmitabose1582 2 роки тому +2

      Tamara magena khaiba abhasa hei jaichi tame kana kariba. Tamaku sabu magena darkar . Magenare bisa paile bi takubi chadibe nahi

    • @rashmitabose1582
      @rashmitabose1582 2 роки тому +2

      Ghara Malika ghara kariba. Ghara pai loan daba. Govt nku ta pai tax daba. Au apana mane magenare rahibe. 😀A heuchi apanaka mentality

    • @rashmitabose1582
      @rashmitabose1582 2 роки тому

      @@rakeshgraphics1914 to bapa

    • @iotrnd2384
      @iotrnd2384 2 роки тому +1

      😂

  • @krantikumar8671
    @krantikumar8671 2 роки тому +6

    ଭଡାଟିଆ ଆଜି କାଲି ଯାହା ହଉଛନ୍ତି ରେ....

  • @Vlog-yk6zh
    @Vlog-yk6zh 2 роки тому +44

    ଭଲ ହେଇଚି ଶଳା ଘର ଭଡା ନାଁ ରେ ଭୁବନେଶ୍ୱର ରେ ଲୋକ ଙ୍କୁ ବହୁତ ଲୋଟୁଛ ଏବେ ଭଲ ଲାଗିବ।।

    • @amarendranayak1247
      @amarendranayak1247 2 роки тому

      😂😂😂😂

    • @abhishekmallick04
      @abhishekmallick04 2 роки тому +1

      Kain lootibe, jetiki bhada chalichi setiki nauchanti

    • @abhishekmallick04
      @abhishekmallick04 2 роки тому

      @@mukeshpatra8787 mu kain magena rahibi! Mora ta nija ghara

    • @mukeshpatra8787
      @mukeshpatra8787 2 роки тому

      @@abhishekmallick04 ଭାଇ ତୁମକୁ କହୁନି

    • @mukeshpatra8787
      @mukeshpatra8787 2 роки тому

      ତୁ କଣ ମାଗେଣା ରହିଥାନ୍ତୁ... ତୋତେ କଣ ଲୁଟିଛନ୍ତି..

  • @budhamsaranamgachhami3670
    @budhamsaranamgachhami3670 2 роки тому +35

    କଥା ଟା କିଛି ଜଣା ପଡୁନି । ତମେ ଏଗ୍ରିମେଣ୍ଟ କାହିଁକି କରୁ ଥିଲ ।

  • @chetanjena7204
    @chetanjena7204 2 роки тому +10

    ଆଜି କାଲି ଆଉ କାହାକୁ ଭଡ଼ା ଦବାକୁ ବି ଭୟ ଲାଗୁଚି

  • @abhayabhuyan2987
    @abhayabhuyan2987 2 роки тому +14

    ଅଦାଲତ ରାୟ ଦେଇଛି, ଘରଭଡା ନ ଦେବା ଅପରାଧ ନୁହେଁ। ତାର ପରିଣତି, ଦେଶକୁ court ହିଁ ବର୍ବାଦ କରିବ । ଆଇନ କିଚ୍ଛି କରି ପାରିବନି,

    • @rashmitabose1582
      @rashmitabose1582 2 роки тому

      Sethi pai kichi tautara loko bhada re rahi bhada na deba pai hairana karuchanti. Amiti lokanku bhada na deba darkar.

    • @subhrajitdash4140
      @subhrajitdash4140 2 роки тому

      Are babu ta pani aau line kati dia.....

    • @abhayabhuyan2987
      @abhayabhuyan2987 2 роки тому

      @@subhrajitdash4140 ଆଜ୍ଞା ଏଠି ବି court କହିବ water electricity ଲୋକଙ୍କର ମୌଳିକ ଅଧିକାର, ତାକୁ ଘର ମାଲିକ ବନ୍ଦ କରିପାରିବେନି । ମନ୍ଦିରରେ ପୂଜାରୀ ଆମିଷ ଖାଇ ନ ଗାଧୋଇ ଆସି ପୂଜା କଲେ ଆପଣ କଣ କରି ପାରିବେ, ଠିକ ସେପରି court ରେ judge ମନ ଇଛା ରାୟ ଦେଉଛନ୍ତି । ଯଦି ତାଙ୍କ ସ୍ତ୍ରୀ ଆଉ କୋଉଠି affair ରଖିଲା ତାହେଲେ ଦେଶରେ illicit affair legal , ଯଦି ତାଙ୍କ ଝିଅ ଗୋଟେ ଝିଅକୁ ବାହା ହେଲା lesibian marriage legal, ଯଦି ପୁରୁଷ judge ନିଜେ ଆଉ କୋଉ ପୁରୁଷ ସହ relation ରେ ରହିଲେ, ତାହେଲେ Gay marriage legal ,

  • @ksandeepkumar3009
    @ksandeepkumar3009 2 роки тому +18

    God bless u brother.. If u r taking honestly and truely. Then show your evidence and sure you will win in this matter👍🙏.Har Har mahadev

  • @MuraliSahoo-n2j
    @MuraliSahoo-n2j 4 місяці тому +1

    ପ୍ରଥମ ରୁ ତୁମେ କରୁଥିଲ କଣ ଆଡ଼ଭାନ୍ସ ନେଲ ନି ପ୍ରଥମରୁ ଯୋଉ ମାସରେ ନ ଦେଇଥାନ୍ତେ ସେଇଦିନ ଠୁ ବିଦା କରିଥାନ୍ତ.. ନ ହେଲେ କେଶ ପୋଲିସ ରେ ଦେଇଥାନ୍ତ 🙏🙏🙏

  • @SagarKandi-dp7tx
    @SagarKandi-dp7tx 2 роки тому +3

    ଏ ସବୁ ରାଜନୀତି ରେ ବାପାହାଁ

  • @sabkasaathsabkaillaz7994
    @sabkasaathsabkaillaz7994 2 роки тому +9

    ଏ ଭାଇ ଟୋଟାଲ ମିଛ କହୁଚି, ଏ ଘଟଣା ଟା ଆକାଶ ଟିଉଟୋରିଆଲ ପାଖ ଭାଇନା ହୋଟେଲ ପାଖ unit 4 ମସଜିଦ ପାଖରେ ା ଏଇ ମିଛ କହିବା ପାଇଁ ଦାଢ ହୋଟେଲ ବାଲା ଭାଇନା ପୁଅ ଡାକିଚି ନିଉଜ ବାଲା ାକଥା ହେଇଚି ୪ କ୍ବାଟ ମଟନ ଫିଷ୍ଟ ଦବ।

  • @prasantapadhan6192
    @prasantapadhan6192 2 роки тому +9

    Maximum This type case happened in coastal odisha..

  • @MuraliSahoo-n2j
    @MuraliSahoo-n2j 4 місяці тому

    ସିଧା ସେ ମାଧୁର ଚୋଦ କୁ ଡାକି ଆଣି ହାତ ଆଉ ଗୋଡ଼ କୁ କାଟିଦିଅ 🙏🙏🙏ଏକମାତ୍ର.. ଆଉ ବାକି ରହିଲା ପୋଲିସ ବା ସେ ବାଳ ଯୋଉଠୁ ଟଙ୍କା ଖାଇବେ ତାର ଗାଇବେ ସେ କୋଉଠୁ ନ୍ୟାୟ ରେ ଯିବେ ସିଏବା ଏକ ମାତ୍ର କଳିଯୁଗରେ ଚୋର.. ବା ଦେଖା ଚୋର ସବୁ ଜାଣିବେ କିନ୍ତୁ କେହି ତାଙ୍କର କେହି କିଛି କରିପାରିବେ ନାହିଁ କେବଳ ତାକୁ ଆଜିକାଲି ଟୋକା ମାନେହିଁ ସାଇଜ କରିବେ 🙏🙏🙏

  • @ranjansatpathy8522
    @ranjansatpathy8522 2 роки тому +8

    Please verify Bank statements of both sides .

  • @pradiptadas7381
    @pradiptadas7381 2 роки тому +1

    ଶେ ମାଆ ଘିଆ ପଇଶାନଦେଇ ମିଛ କହୁଛି ପେଲେଇ ପୁଅକୁ କାଚଵେ ପଚାଶ ଲାଖକେଵେଦେଖୀଚି

  • @swayam4216
    @swayam4216 2 роки тому +10

    Actions should be taken strictly, it's the rent on what they are surviving.

  • @debajyotiacharya2242
    @debajyotiacharya2242 2 роки тому +3

    ଏ କଥା ଠିକ଼୍ ସେ ବୁଝା ପଡୁନି। ଏହାର details ଜାଣିବା ନିହାତି

  • @izireal-estate3619
    @izireal-estate3619 2 роки тому +3

    Enquiry kara

  • @sureshdas7831
    @sureshdas7831 9 місяців тому

    Is sachhai ki jaanch honi chahiye 🇮🇳🙏🏿🇮🇳 🙋

  • @foundationservices2890
    @foundationservices2890 2 роки тому +6

    It seems the thana incharge is a very important character in the entire episode..
    I have faith in Odisha Police... They are not like before (if any..) ..
    Now very strict.. No culprit will escape from them...

  • @ashwanikumarbhuyan3525
    @ashwanikumarbhuyan3525 2 роки тому +7

    ଭଡାଟିଆ କେଉଁ ବାଟେ ଏତେ ଟଙ୍କା ଦେଇଥିଲା ପ୍ରୂଫ ଦେଖାଉ l ଏମାନେ ଭଦ୍ରାମି ବଡ଼ ଚୋର l ବାଡେ଼ଇକି ବିଦା କର l ତୁମେ ଏତେ ବିଶ୍ୱାସ କିପରି କରିଦେଉଛନ୍ତି l

  • @debiprasadmohanty2715
    @debiprasadmohanty2715 2 роки тому +1

    ଏଗୁଡ଼ିକ ପରମ , ସବୁ ଜାଣି ଶୁଣି କରିଛନ୍ତି।

  • @Bhabanishankarpati466
    @Bhabanishankarpati466 2 роки тому +10

    Wonderful..that people cleverly do that so strictly action taken against that person...you have to ready yours all home documents then challenge on court

    • @kalkisena9964
      @kalkisena9964 2 роки тому

      This Person have no evidence only word of mouth.

  • @shankarjawadhi3284
    @shankarjawadhi3284 2 роки тому +40

    ଆମେ ଚାହିଁଲେ ସେମାନକୁଂ ତଡି ଦେବୁ

  • @mitalinayak7265
    @mitalinayak7265 2 роки тому +1

    Bhala karichhi

  • @biswajitsahu2955
    @biswajitsahu2955 2 роки тому +16

    Kaha katha re bharosa nahin... Investigation hele hin sata ta kan jana padiba... Amane tanka opinion deuchanti... Sata kahuchanti boli guarantee kan....

    • @OdishaBloger
      @OdishaBloger 2 роки тому

      Are ata kuku ra bapa sampati mu chota belu janichi... Kia kahuchi tara.

  • @samirgaranayak5358
    @samirgaranayak5358 2 роки тому +2

    Long duration kahaku ghara bhada daba katha nuha

  • @comedymasala8733
    @comedymasala8733 2 роки тому +1

    Please help this people....

  • @gurucharansahoo9577
    @gurucharansahoo9577 2 роки тому +2

    ଧର ଶଳା କୁ 😠😠😠😠

  • @priyaranjanrath9188
    @priyaranjanrath9188 2 роки тому +2

    Start aviction case.

  • @debanjineeppradhan1702
    @debanjineeppradhan1702 2 роки тому

    Satya ra jai heu .

  • @thebharatglobalpower6411
    @thebharatglobalpower6411 2 роки тому +2

    ଭଲ ହେଇଛି ଭୁଲିଯାଅ । ସଳା ବଡ ହଇରାଣ କରୁଛ ଘର ପାଇଁ

    • @abhishekmallick04
      @abhishekmallick04 2 роки тому +1

      Tame nije gote ghara kinidauna ate hairan jadi.

    • @rashmitabose1582
      @rashmitabose1582 2 роки тому

      Ghara malika ghara kariba pai loan kari sara jibana loan sujhiba. Au sara jibana tax dauthiba. Amane sabu bele magenare rahibe kaiba pai bhabuthi.

    • @thebharatglobalpower6411
      @thebharatglobalpower6411 2 роки тому

      @@rashmitabose1582 ହେଲେ ଏ ପଠାଣ ଛୁଆ ମିଛ କହୁଛି ଲାଗୁଛି । ପଠାଣଂକୁ ବିଶ୍ବାସ କରିହବନାହିଁ

    • @rashmitabose1582
      @rashmitabose1582 2 роки тому +1

      @@thebharatglobalpower6411 kia micha kahuchi mu janini kintu mu athi bhada na deba lokanku kahuchi jia ghara karichi se kete kasta re karithiba . Se ghara pai loan dauthiba. Tax dauthiba. Sethi pai mu kahili . Magenare kaha ghare rahi taku hairana kariba jama thik nuha.

  • @divyapati3291
    @divyapati3291 2 роки тому +4

    Omg..full kali..govt plz help 👍

  • @Nabaghana7953
    @Nabaghana7953 2 роки тому

    Oho amiti katha chalu chalu

  • @kapratudu4342
    @kapratudu4342 2 роки тому

    Emity dekhi kety flow kariby samsa badhiba, om Shanti

  • @durgacharanbehera86
    @durgacharanbehera86 2 роки тому +4

    Document dekheideba darkar, kahar janapadiba

  • @sureshsethy6658
    @sureshsethy6658 2 роки тому

    Pilz..goverment

  • @srikanta671
    @srikanta671 2 роки тому

    ବିଜେଡି ସରକାର ସପୋର୍ଟ କରୁଛି କିଛି ହବନି

  • @sibuparida5236
    @sibuparida5236 2 роки тому

    kn

  • @Skumar-vh7bf
    @Skumar-vh7bf 2 роки тому

    Move to high court and lodge a case against him.

  • @LokeshOfficial9567
    @LokeshOfficial9567 2 роки тому

    Bhala hela

  • @nabijhankar9179
    @nabijhankar9179 2 роки тому +3

    Ete din kana karu thilu

  • @mamatamajhi6974
    @mamatamajhi6974 2 роки тому

    Agreement kalunu

  • @ajaykumardash9999
    @ajaykumardash9999 Рік тому

    Ghara kariki bepara kala au abe kn au tenson

  • @debamadkami9232
    @debamadkami9232 2 роки тому +2

    Kn chalichi

  • @bijaykumarhembram7765
    @bijaykumarhembram7765 2 роки тому +1

    ଶିବକୁ ନେଇଯାଅ ତା ବେକକୁ ହାଣିଦେବ

  • @ashokroutray4658
    @ashokroutray4658 2 роки тому

    confuse......

  • @manmohanjaybikashbagh1686
    @manmohanjaybikashbagh1686 2 роки тому

    Kain agreement karuthila

  • @snbehera1857
    @snbehera1857 2 роки тому +1

    ଆର ପଟ ର କଥା ଟା ....???

  • @AdvocateChamber
    @AdvocateChamber 2 роки тому +5

    Man you are disclosing only half truth.

  • @lawsimplified316
    @lawsimplified316 2 роки тому

    2019 ru 2022...6 year hela kemiti

  • @ranjankumarbala6388
    @ranjankumarbala6388 2 роки тому +3

    Police kan karuchi very bad

  • @sanjulatakar1762
    @sanjulatakar1762 2 роки тому +13

    Police sabuthi soipaduchhanti

    • @chandinibiswal2475
      @chandinibiswal2475 2 роки тому

      Tu jaaa saadhan karidebu smile😄😀😀 please...

    • @sanghamitradas371
      @sanghamitradas371 2 роки тому

      Mo police

    • @sanghamitradas371
      @sanghamitradas371 2 роки тому

      Mo sarkar Sabu fail

    • @bhagabanmuduli7200
      @bhagabanmuduli7200 2 роки тому +1

      Police soipadile oh... kahin tume cheinki rahuna

    • @sanjulatakar1762
      @sanjulatakar1762 2 роки тому

      @@bhagabanmuduli7200 policeku kahile tumaku kan pain katuchhi tumara kehi police achhantiki policenku kanpain kuhaheuchhi janiparuna

  • @ajitjena4881
    @ajitjena4881 2 роки тому

    Please help the police officer right action

  • @vicky-vi8vk
    @vicky-vi8vk 2 роки тому

    Are bhai 19 ru 22 6yr kemiti h la

  • @satyajitsamalvlogtecreview2276
    @satyajitsamalvlogtecreview2276 2 роки тому

    Prasasan dakhal dau

  • @anurupbiswal5267
    @anurupbiswal5267 2 місяці тому

    Odisha police paisa na nele katha kuheni.... Court trough re jaha kara...

  • @taruchannel7892
    @taruchannel7892 2 роки тому

    Help him

  • @dhaneswarmallik8150
    @dhaneswarmallik8150 2 роки тому +1

    ପ୍ରଥମେ କାହିଁକି ଏଗ୍ରିମେଣ୍ଟ କରୁଥିଲ‌ ଯଦି କଲ‌ ଏତେ ଦିନ କାହିଁକି ଚୁପ୍ ରହି ଥିଲ‌

  • @sudamgouda9178
    @sudamgouda9178 2 роки тому

    Vala heichi

  • @niharkantabehera9776
    @niharkantabehera9776 2 роки тому

    Satare na kana...

  • @tapaskumarmohapatra6943
    @tapaskumarmohapatra6943 2 роки тому

    Katuri chinha jindabad

  • @manmohanjaybikashbagh1686
    @manmohanjaybikashbagh1686 2 роки тому

    Nama ne

  • @Firefightervlog12
    @Firefightervlog12 2 роки тому

    Ki kathare bhai

  • @dillippattnaik1269
    @dillippattnaik1269 2 роки тому +1

    Ethi b yogi sasan darkar

  • @prabhatmahapatra4843
    @prabhatmahapatra4843 2 роки тому

    By

  • @rakeshkumarpatra6855
    @rakeshkumarpatra6855 2 роки тому

    6 barsa hela kuade jaithila

  • @surajitcreation4917
    @surajitcreation4917 2 роки тому +3

    🙄

    • @gouridas1691
      @gouridas1691 2 роки тому

      Sorry bro but Don't create violence between people ! N dis typ of mentality z d only reason of increasing crimes in our country now a days ..🙏 people need peace

    • @surajitcreation4917
      @surajitcreation4917 2 роки тому +1

      @@gouridas1691 yes bro 👍

  • @tapaskumar01
    @tapaskumar01 2 роки тому

    Tame affidavit katinathila ki Vada deba purbaru ?

  • @biswajithota2524
    @biswajithota2524 2 роки тому

    Never make an agreement for more than 11 months.

  • @pinkipal9352
    @pinkipal9352 2 роки тому

    Manisa punia au nahi bhai he bhagaban

  • @prittamkumarbarik5368
    @prittamkumarbarik5368 2 роки тому

    Bhai ..... Kichi bujha padilani ....

  • @Abhimanyu97762
    @Abhimanyu97762 2 роки тому

    ତୋ ମୁହଁରୁ ଜାଣୀହେଉଛି ତୁ ଗୋଟେ ପାଉ ଖାଇବା ପାର୍ଟି ବୋଲି ତୁ କେମିତି ସାଇନ କରିଲୁ 8 ଦେଇଛି 50 ଲେଖିଛି

  • @diptiranjanbiswal411
    @diptiranjanbiswal411 2 роки тому +2

    Mahanga case ra punaravruti hau.khanda chota darkar

  • @pramodpatra4493
    @pramodpatra4493 2 роки тому

    Tanku tike help koro somoste plz

  • @Hemantabhoiofficial
    @Hemantabhoiofficial 2 роки тому +6

    Evali lokanku bich rastare mada darkar..

  • @kalandisethi9395
    @kalandisethi9395 2 роки тому +1

    Kahaku Kariba biswas

  • @funclub3142
    @funclub3142 2 роки тому

    Taku chechhuna prabala tagu galu marigala aape paleiba

  • @Demon_king131
    @Demon_king131 2 роки тому

    ସେ ଲୋକ ର ଫୋନ ନୁମ୍ବର youtube ରେ ଦିଅନ୍ତୁ 1week re ସିଏ ଆସିକି କ୍ଷମା ମାଗିବ

  • @explorehollandmetns
    @explorehollandmetns 2 роки тому

    Ki juga hela. Police au prasasan karuchanti kn Odisha re

  • @amiyakumarbehera5701
    @amiyakumarbehera5701 2 роки тому +9

    Maghia police ku mada darakara

    • @sushantmjh4578
      @sushantmjh4578 2 роки тому

      It is right yar

    • @bikramkhatua7515
      @bikramkhatua7515 2 роки тому

      Police to ghare gandi maruthila ta

    • @amarendranayak1247
      @amarendranayak1247 2 роки тому +1

      Police ra athi kichi dosa nahi 😁sabu a paleipua ra dosa ghara agree ment paper re peleipua sain kaiki karuthila abe gandi mara😂😂😂😂

  • @RameshYadav-nd5te
    @RameshYadav-nd5te 2 роки тому +1

    ଭାଇ ତମେ ଯେତେ ଯାହା କହିଲେ ବି ନିୟମ ଅନୁଯାୟୀ ଘର ତାର ହେଇଯିବ... କାରଣ ତମକୁ ସେ 8lakh ଦେଇକି 50lakh ର sale deed ହାତେଇ ସାରିଛି ଆଉ ତମେ ବି କିଛି ନ ବୁଝି କି ଦସ୍ତଖତ କରିଛ।

  • @bibhudattapanda3425
    @bibhudattapanda3425 10 місяців тому

    Press

  • @pratyushsutar4733
    @pratyushsutar4733 2 роки тому

    Vhala hoichhi

  • @jitendranayak795
    @jitendranayak795 2 роки тому

    Kan chalichi sabu 🤔

  • @ranjitamishra7623
    @ranjitamishra7623 2 роки тому +1

    Se gote besiya maikina hoithiba

  • @Hemantabhoiofficial
    @Hemantabhoiofficial 2 роки тому +1

    Ki ajab katha

  • @cricbuzz2.074
    @cricbuzz2.074 2 роки тому +1

    Bhai se ghar loko ku sidha hanidia ta pare ta maikina pila bhi side heiki gehindebe

  • @Binodkumar-if6lk
    @Binodkumar-if6lk Рік тому

    Bhubaneswar re a e sabu tamsa chali chi... Sabu adey...

  • @Sonapradhana143
    @Sonapradhana143 2 роки тому

    Emiti loka nka pai kichhi bhala loka bi bhada paibeni kihita kaha upare bisyas karibeni 😡😡😡

  • @mitalinayak7265
    @mitalinayak7265 2 роки тому +1

    Athi owner nakare Pani piouchhi

  • @Ramakant19890
    @Ramakant19890 2 роки тому

    ● ନଟିଆ କମେଡି : ଚୋର କିଏ (topic)
    ua-cam.com/video/t4_jTpLCAZw/v-deo.html
    '● ନଟିଆ ପ୍ରଥମେ କାହାକୁ ବଞ୍ଚାଇବ : ଗାଣ୍ଡୁ କିମ୍ବା ପୂଜା
    ua-cam.com/video/Xgr2SPXwJyI/v-deo.html

  • @sms5922
    @sms5922 2 роки тому

    Aapanko chennal re reporter milipariboki

  • @leisureb9740
    @leisureb9740 2 роки тому +2

    Civil case gudaaka bohut complecated ...

  • @saraswatbeher6965
    @saraswatbeher6965 2 роки тому +1

    Ghar ko lootna wale tenant ko shakt sazaa milna chahiye