ସୁମିତର ଟାଉଟର ବାପା ଚକ୍ରାନ୍ତ କରୁଛି, ସବୁ ପ୍ରମାଣ କୋର୍ଟରେ ଦେବୁ: ପ୍ରମିଳା ତ୍ରିପାଠୀ

Поділитися
Вставка
  • Опубліковано 10 вер 2024
  • Read our E-paper - odishabhaskar....
    Follow Us On
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - ho...
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

КОМЕНТАРІ • 344

  • @kunibadatya4418
    @kunibadatya4418 2 роки тому +38

    ଜୟ ପ୍ରମିଳା ମାଁ 🙏🙏🙏

  • @suryabagal9583
    @suryabagal9583 2 роки тому +51

    Pramila Maa apananku koti Namaskar 🙏🙏🙏🙏🙏🙏. Thank you for supporting Tapaswani.

  • @hariharsahoo5845
    @hariharsahoo5845 2 роки тому +74

    Pramila Tripathy is a helpful woman and she is a right person at Berhampur i.s all area.

  • @debasmitasahu4693
    @debasmitasahu4693 2 роки тому +55

    ପ୍ରମିଳା ମା ଆପଣ ଜମା ହାର ମାନନ୍ତୁନି🙏🙏🙏ମିଛରେ blem କରୁଛନ୍ତି ତାପସ୍ୱିନୀକୁ

  • @tnanda1432
    @tnanda1432 2 роки тому +57

    Rediculous, ଔଷଧ ଜ୍ୱାଳାରେ ତାଟିଆ କାମୁଡୁଛନ୍ତି ସୁମିତ୍ ର ପରିଵାର ,ସାବଧାନ

    • @Asishi3379
      @Asishi3379 2 роки тому

      ସେ ବାପ ପୁଅ କୁ ଘରୁ ଭିଡ଼ି ଆଣି ରାସ୍ତା ମଝିରେ
      ଚେଚିବା କଥା

  • @Asishi3379
    @Asishi3379 2 роки тому +18

    ମୁଁ ବହୁତ ସମର୍ଥନ ଜଣାଉଚି ମାଆ ତମକୁ ଆଉ ମୋ ଭଉଣୀ ତପସ୍ୱୀନୀ କୁ 🙏😊, ହେ ମୋର ବରମ୍ପୂର ର ଭାଇ ଓ ଭଉଣୀ ମାନେ , ଆଜି କୋର୍ଟ ର ରାୟ ତମେ କରିଦିଅ ,ସୂମିତି କୁ ଆଉ ତା ବାପ କୁ ଘରୁ ଭିଡ଼ିକି ଆଣି ମାଡ଼ ମାର, ଆମ ଓଡ଼ିଶା ର ଇଜ୍ଜତ ଗଲାଣି , ଏଇ ପରିବାର ପାଇଁ , ବାରଂପୁର ରେ ଏ କର୍ମ ପାଇଁ କି ରାୟ ଆପଣ ମାନେ ଜନେଇ ଦିଅ ସେ ପରିବାରକୁ
    ସେ ଟୋକା love kala , ରେଷ୍ଟ marrige kala , ghare ଆଣି ରଖିଲା , ଛଲାନା କରି ପିଲା ନଷ୍ଟ କଲା , Abe kahuchi tu Jaa heri ,
    ତାର ତ ବହୁ ବାଳ ,,, ତା ବାଳ ,ମୂଳ ସବୁ ଓପଡ଼ି ଦିଅ

  • @jayasankarsahu2812
    @jayasankarsahu2812 2 роки тому +7

    ଜଣ ସାଧାରଣ ଲୋକ ମାନଙ୍କୁ ଠକୁଚନ୍ତି, ତପଶ୍ଵନି ଆଉ ପ୍ରମିଳା ମା, ଏଠି ଡ଼ିଲ ହୋଇଛି ସବୁ। 8 ଲକ୍ଷ ପାଇଁ।

  • @techb689
    @techb689 2 роки тому +24

    Mamita କୁ ଭୁଲି ତପସ୍ଵିନୀ ପଛରେ ପଡିଛି ମିଡ଼ିଆ।

    • @snayakctctoka3355
      @snayakctctoka3355 2 роки тому +2

      Ri8....Mamita case ku govt. Media through re adeidela.....bhala plan kale

  • @ajayadhikari936
    @ajayadhikari936 2 роки тому +13

    ସତ୍ୟ ଯେତେ ବେଳେ... ପଦାକୁ ଆସିବ ମୁହଁ ଚୁପ ହେଇଯିବ....

  • @sonaodiavideo2166
    @sonaodiavideo2166 2 роки тому +27

    I really proud of you maa apanku koti koti pranam 🙏🙏🙏🙏🙏

  • @pallabipallabi9118
    @pallabipallabi9118 2 роки тому +25

    Pramila maa 🙏🙏
    Dimple don't afraid

  • @susantarauta3033
    @susantarauta3033 2 роки тому +32

    ପ୍ରମିଳା ମା ଠିକ କହୁ ଛନ୍ତି

  • @simanchalmaharana3252
    @simanchalmaharana3252 2 роки тому +3

    We support Tapaswini madame 🙏

  • @rajeshpanda3620
    @rajeshpanda3620 2 роки тому +4

    ବଦମାସ୍ ଲେଡି....ତୁମେ ସତୀ ସାବିତ୍ରୀ.. ଟଙ୍କା ପାଇଁ ତୁମେ ମାଡ଼ମ କିଛି ବି ଖେଳ କରିପାର।ଆମେ ସବୁ ଜାଣୁ

  • @jayasankarsahu2812
    @jayasankarsahu2812 2 роки тому +3

    Pramila ମା, 8 ଲକ୍ଷ ଟଙ୍କା ରେ କେତେ ଟଙ୍କା ଆପଣଙ୍କୁ ଆଉ ଆପଣଙ୍କ ଓକିଲ ଙ୍କୁ ନେବା ପାଇଁ ନିଷ୍ପତି ହୋଇଛି।

  • @rabinarayansahoo7917
    @rabinarayansahoo7917 2 роки тому +21

    Justice for Tapaswin

  • @specialforyou.8706
    @specialforyou.8706 2 роки тому +47

    ❤️all Odisha people support tapaswini ❤️👍🏻👍🏻👍🏻👍🏻👍🏻

    • @padmabatinayak3940
      @padmabatinayak3940 2 роки тому +3

      Pramila Maa Apana pura thick kahuchanti

    • @gobardhanbarik6616
      @gobardhanbarik6616 2 роки тому +1

      Right

    • @prashantkumar-ut5xu
      @prashantkumar-ut5xu 2 роки тому +1

      I think there are some people don't support neither tapaswini nor sumit. They support truth and righteousness. Truth shall prevail

  • @reenabalapadhi3873
    @reenabalapadhi3873 2 роки тому +30

    କାହିଁକି ଗର୍ଜନ କରୁଛ ଯାହା କରିବlକଥl ଜଲଦି କର ଆମେ ଏନେଇ ବସିଛୁ ଶେଷ ଦେଖିବା ପାଇଁ

    • @simransaya6072
      @simransaya6072 2 роки тому +3

      😀😀😀

    • @susantasatpathy9099
      @susantasatpathy9099 2 роки тому +2

      Ebe Jana Padilla , pramila madam nija prachar pain e sabu karuchanti .

    • @villagelife9817
      @villagelife9817 2 роки тому +1

      Jhia ra prabala dosa with tout

    • @bapulubehera7006
      @bapulubehera7006 2 роки тому +1

      @@susantasatpathy9099 Pramila Paisa darakar. Neba zatra

    • @tecnolenovo7614
      @tecnolenovo7614 2 роки тому +1

      Tama mane sabu satia jaka ta
      Kichi paisa khauna khali pocket re purai gharaku palaucha

  • @abhiyankaroy9911
    @abhiyankaroy9911 2 роки тому +28

    Tapaswini n Pramila ma are iron lady n they hv infinite power.... Don't blame tapaswini .... Otherwise you will be completely destroyed.....

    • @siridadasahubhai2474
      @siridadasahubhai2474 2 роки тому +1

      Sahi pakkde 😇

    • @gyanaurbigyan7960
      @gyanaurbigyan7960 2 роки тому

      Iron lady Tapaswini ...haha...If she is so pious why she was staying with Sumit in a live-in relationship.

  • @priyatestyfood2544
    @priyatestyfood2544 2 роки тому +1

    100% support to pramila maa and tapaswini

  • @user-jv9rz9rv9n
    @user-jv9rz9rv9n 2 роки тому

    ସୁମିତ ବାବୁ ଆପଣଙ୍କ ସ୍ତ୍ରୀ ତପସ୍ୱିନୀ ଆପଣଙ୍କୁ ପାଇବା ପାଇଁ ଶୀତ କାକର ରେ ପଡି ରହି ଆପଣଙ୍କ ଆସିବା ବାଟକୁ ଅନେଇ ବସିଛି ସେ କେବଳ ଆପଣଙ୍କୁ ପାଇବା ପାଇଁ ଲଢେଇ କରିଚାଲିଛି ଆପଣଙ୍କ ବାପାଙ୍କୁ ପାଇବା ପାଇଁ ବା ଆପଣଙ୍କ ଧନ ଦୌଲତ କୁ ପାଇବା ପାଇଁ ନୁହେଁ ତେଣୁ ଗୋଟେ ଶୁଭ ଚିନ୍ତକ ଭାବରେ ପରାମର୍ଶ ଦଉଚି ଥରୁଟେ ଥଣ୍ଡା ମୁଣ୍ଡରେ ଭାବନ୍ତୁ ଏବଂ ଓଡିଶା ବାସି ଯେଉଁ ଆଶା ଆପଣଙ୍କ ଠାରୁ ଚାହୁଁଛନ୍ତି ତାହା ଭଗବାନ ଜଗନ୍ନାଥ ଙ୍କ ଇଛା ବୋଲି ଭାବନ୍ତୁ. ଯଦି ତପସ୍ୱିନୀ ଙ୍କ କିଛି ହେଇଯାଏ ତେବେ କେତେ ଲଜ୍ୟାକର ପରିସ୍ଥିତି ହେବ ତାହା ଆପଣ ସହ୍ୟ କରି ପାରିବେ ନାହିଁ. ସମୟ ଥାଉଁ ଥାଉଁ କିଛି ଭଲ ପଦକ୍ଷେପ ନିଅନ୍ତୁ ଏବଂ ଓଡିଶା ବାସି ଙ୍କ ନଜରରେ ହିରୋ ହେଇଯାନ୍ତୁ. 🙏🏼

  • @swain7042
    @swain7042 2 роки тому +4

    I love you pramila maa... 🙏🙏🙏🙏🤗

  • @homayantipradhan3625
    @homayantipradhan3625 2 роки тому +26

    Salute Pramila maa nd Tapaswini 🙏🙏....We all support u

  • @kumarsantosh193
    @kumarsantosh193 2 роки тому +28

    This all points to saying that correct thankyou pramila ma 🙏🙏🙏

  • @tatinibhoi2747
    @tatinibhoi2747 2 роки тому +2

    Pramila MAA 👌👌👌👌👌

  • @pravatansudash6542
    @pravatansudash6542 2 роки тому +7

    Pramila Mausi tamathu nihati kharap loka au kehi nahanti. Tame hin tanka life besi nasta karucha. Tamara ta nijara family boli kichhi nahi au tame kana family value bujhiba. Tame hin matter ku kharap karucha. Tame haucha bada touter.

    • @srath1477
      @srath1477 2 роки тому

      😂😂😂😂 True

  • @spanda9298
    @spanda9298 2 роки тому +5

    Maa🙏🙏🙏🙏🙏🙏🙏🙏🙏🙏🙏

  • @railwaystudies3236
    @railwaystudies3236 2 роки тому +21

    Tapaswani is right

  • @aparajitabehera695
    @aparajitabehera695 2 роки тому +6

    Pramila maa🙏🙏🙏🙏

  • @rajatpradhan4364
    @rajatpradhan4364 2 роки тому +4

    Jaganath bless Pramila maa 🙏

  • @runidei4052
    @runidei4052 2 роки тому +1

    ତା ଘର ସେଇଆ ସେତ ନିଜେ ଶଶୁର ଭଲପାଇ ବାହାହେଇଛି ସିଏ ଗୋଟେ ସତ୍ୟର ନାରୀ କଥା କଣ ଜାଣିବ, ଛି, ଛି, ସେଭଳିଆ ପରିବାରକୁ, 🙏ତପସ୍ୱିନୀ ଛାଡ଼ନୀ ତୁମପାଇଁ ଇଶ୍ଵର ଅଛନ୍ତି, ଆମେତ ବୋହୁ ଆମଶାଶୁ ମାନେ ଆମକୁ ଝିଅଭଳିଆ ରଖିଛନ୍ତି, ତାପସ୍ୱିନୀଙ୍କ ମୋବାଇଲି ନମ୍ବରଦେଲେ ଆମେ ତାଙ୍କୁଟିକେ ସାହସ ଦିଅନ୍ତୁ, ଆମେତ ଯାଇପାରୁନୁ ନାରୀସଦାବେଳେ ଉପରେ ଦ୍ରୁବଳ ନୁହେଁ ଆମେ ଛାଡ଼ିବୁନି 🙏🙏🙏

    • @nabamajhi8357
      @nabamajhi8357 2 роки тому

      Gote jhio poro ghore jor joborjosti rohile sethi kn besi sukho re rohibo ....jao jao....semiti jhio pain jomo dwaaro khola ochhi...jao🤣🤣🤣

  • @udayasahu25
    @udayasahu25 2 роки тому +14

    Give maintenance to tapaswini because he is govt. Doctor.

  • @jyotirmayeesahu5163
    @jyotirmayeesahu5163 2 роки тому +10

    Cut electricity and water.

  • @rimjhimsenapati6537
    @rimjhimsenapati6537 2 роки тому +4

    Pramila maa apnku bahut dhanybad.

  • @jayasankarsahu2812
    @jayasankarsahu2812 2 роки тому +2

    ତପଶ୍ୱନି ଓ ସୁମିତଙ୍କୁ ଜଜ୍ 7 ଦିନ ସମୟ ଦେଇଥିଲେ। ତପସ୍ଵିନୀ କଣ ପାଇଁ ମୋନେଇ ପାରିଲେ ନାହିଁ ସୁମିତ୍ ଙ୍କୁ , 7 ଦିନ ଅର୍ଥାତ୍ , ଦିନ କୁ 10ଘଣ୍ଟା ହିସାବ re 7 ଦିନ ରେ 70 ଘଣ୍ଟା ହେଲା, ତପସ୍ଵିନୀ ଭୁଲ୍

  • @limitlesstraveldiaries
    @limitlesstraveldiaries 2 роки тому +5

    Maa 🙏🙏🙏

  • @dhirendrasahu
    @dhirendrasahu 2 роки тому +9

    Are baba.....proof court re dia.... media wala judge nuha.....proof achi na khali drama karucha?

  • @pinkymishra333
    @pinkymishra333 2 роки тому +1

    Thanks🙏🙏🙏🙏🙏 pramila mam

  • @udayasahu25
    @udayasahu25 2 роки тому +11

    Sumit's father desired doctr candidate but not sumit

  • @akashminz5881
    @akashminz5881 2 роки тому +3

    Thank you pramila maa...tame bahut sahasi...solute to you🙏🙏

  • @kunibadatya4418
    @kunibadatya4418 2 роки тому +24

    ସୁମିତ ଯାହା ବି କହୁଛନ୍ତି ସବୁ ମିଛ

    • @villagelife9817
      @villagelife9817 2 роки тому +1

      Tame kan jaithila dekhibaku

    • @sibasethi1968
      @sibasethi1968 2 роки тому +1

      Micho nahi micho heuchi jiho hela poisa pae kotha be speed hebar achi 😂😎

    • @asimabhuyan1617
      @asimabhuyan1617 2 роки тому +1

      Sumit kahuni se video deichi tapaswini au Sumit ra conversation tapaswini 8 lakhs maguchi au kahuchi to paribar ku barbad karidebi

    • @sibasethi1968
      @sibasethi1968 2 роки тому +1

      @@asimabhuyan1617 sola Ra puo life barbaad hae gola a jiho pae

    • @utkalstatemylove5875
      @utkalstatemylove5875 2 роки тому +1

      Tapaswini jaha kahuchhi se sabu thik boli ki garente achhi

  • @malatisahu699
    @malatisahu699 2 роки тому +1

    Great maa

  • @vijaypradhan5121
    @vijaypradhan5121 2 роки тому

    Great work pramila mam 👏 👍 🙌 🙏 👌

  • @prasantakumarsamal373
    @prasantakumarsamal373 2 роки тому

    ବୁଢ଼ୀ କିଛି ପାଇଛି ବୋଧେ ସେଥିପାଇଁ ଗର୍ଜନ କରୁଛି ଏ ବୁଢ଼ୀ ଯୋଗୁ ସେମାନଙ୍କ ଭିତରେ ଦୂରତା ବଡୁଚି ବୋଧ ହୁଏ ଆଉ ମିଶିବା ଅସମ୍ଭବ ବୁଢ଼ୀ ମିସେଇବାକୁ ଆସିନାହିଁ ବିଚ୍ଛେଦ କରିବାକୁ ଆସିଛି ।ଜୋର୍ ଜବରଦସ୍ତ Sumit କୁ ପାଇବାଟ। କଷ୍ଟ ଜଣା ପଡୁଛି

  • @ranjitnayak1990
    @ranjitnayak1990 2 роки тому

    200/ right 👍👍👍👍👍 u r great mataji 🙏🙏🙏🙏🙏🙏

  • @pyarimaa2148
    @pyarimaa2148 2 роки тому +9

    Tapaswini sister aame Achu Pramila maa bi achanti judge saheb nichaye nya debe

  • @vikramdas9008
    @vikramdas9008 2 роки тому +5

    han to court ku jao...ethi jatra kahinki karuchu

  • @dbehera1567
    @dbehera1567 2 роки тому +7

    ତପସ୍ଵିନୀ କୁ ସୁମିତ୍ ନ ମିଲୁ ✌️
    ଆଉ ଦୁଇ ଜଣ ଅଲଗା ହେବା ଟା ହିଁ
    ଏହାର

  • @d.smylifestyle1500
    @d.smylifestyle1500 2 роки тому

    Pramila maa aapananku bahut bahut dhanyawad

  • @gamhasing5606
    @gamhasing5606 2 роки тому

    ହାରାମୀ

  • @rajendrabagh945
    @rajendrabagh945 2 роки тому

    Thanks Pramila mem thik kahichanti

  • @azimazim9370
    @azimazim9370 2 роки тому

    କୋର୍ଟ ରେ ଏହି କେସ୍ ବିଚାରଧୀନ ଅଛି ତାହା ସତ୍ବେ ଆପଣ ତାଙ୍କ ଘର ଆଗରେ ବସି ଲୋକ ଲୋଚନକୁ ଆଣିବାର ଉଦ୍ଦେଶ୍ୟ କଣ , ଯଦି ନ୍ୟାୟ କୁ ସମ୍ମାନ ଦେଉଛ , ଏ ତୁମର କେଉଁ ପ୍ରକାର ର ଉଦ୍ଦେଶ୍ୟ ,

  • @omrstudy
    @omrstudy 2 роки тому

    pramila maa..... jindabad..

  • @swambhu8200
    @swambhu8200 2 роки тому +1

    Tume 💯 right

  • @bantybabafakir8890
    @bantybabafakir8890 2 роки тому

    Right Pramila Madam

  • @rajanikantapanda8625
    @rajanikantapanda8625 2 роки тому

    🙏🏻🙏🏻🙏🏻🙏🏻🙏🏻 Pramilama

  • @quickpixies7
    @quickpixies7 2 роки тому +4

    ଚୋର ମୁହଁ ବହୁତ ଟାଣ ପ୍ରମିଳା ମା ଆପଣ ସାଇଡ ହୁଅନ୍ତୁ ନହେଲେ ଆପଣ ଙ୍କ ଲୋକ ପ୍ରିୟତା କମିବ

  • @swambhu8200
    @swambhu8200 2 роки тому +1

    Mausi tumaku sata pranama

  • @santoshsethy3232
    @santoshsethy3232 2 роки тому

    God bless you pramila maa And tapaswini sister Jaya heba

  • @yaniprusty8582
    @yaniprusty8582 2 роки тому +3

    ଶଳା ପ୍ରମୋଦ ସାହୁ ର ପଥର ଛେଛିକି ପେଳ ଫଟେଇ ଦିଅ।

  • @dillipdas779
    @dillipdas779 2 роки тому

    Yes

  • @m.brother352
    @m.brother352 2 роки тому

    ଏହା ଗୋଟିଏ ସୁମିତ ପ୍ରତି ଷଡ଼ଯନ୍ତ୍ର । ହୁଏତ ସୁମିତ ର ଭୁଲ ଥାଇ ପରେ ଏବଂ ତାପସ୍ୱିନୀ ର ମଧ୍ୟ । ହେଲେ ତା ସ୍ବାମୀ ପ୍ରତି ଏତେ ଘୃଣା ଭାବ କାହିଁ । ତମେ ଦି ଜଣ ସ୍ୱାମୀ ସ୍ତ୍ରୀ ଏହା ତୁମର ଆପୋଷ ବୁଝାମଣା ଭିତରେ ରହିବା କଥା ନଚେତ ବେଶୀ କୁ Court ପର୍ଯ୍ୟନ୍ତ ଯିବା କଥା । ତମେ ଯୋଉ highlight ଚକର ରେ ଏ ସବୁ ନାଟକ କରୁଛୁ ମୋତେ ଲାଗୁ ନାହିଁ ତୋତେ ଆଉ ସିଏ ଗ୍ରହଣ କରିବ ଆଉ ଖୁସିରେ ରଖିବ। ମୋ ମତରେ ବିଲକୁଲ accept କରିବା କଥା ନୁହଁ। ତୁ ତା ଇଜ୍ଜତ ପ୍ରତି ଭାବୁ ନାହୁଁ ସେ କାହିଁ ତୋତେ ଭାବିବ। ମୋ ମତରେ ମୋତେ ବରଂ jail ରେ ଦେଇ ଦିଅ ମୁଁ ଆଉ କଦାପି ମୋ ସ୍ୱାଭିମାନ ବିକ୍ରି କରିଥିବା ଲୋକକୁ ଗ୍ରହଣ କରି ପାରିବି ନାହିଁ।

  • @sabitribehera2021
    @sabitribehera2021 2 роки тому

    Jay pramila maaaa

  • @ranjitnayak1990
    @ranjitnayak1990 2 роки тому

    Mataji i salute 🙏🙏🙏🙏🙏🙏🙏

  • @ashokdash6300
    @ashokdash6300 2 роки тому

    Correct I always support you 👍👍👍👍👍👍

  • @prashantkumar-ut5xu
    @prashantkumar-ut5xu 2 роки тому +6

    righteousness and truth can never get extinct of dissipate. someone is silent doesn't mean he is at fault and someone is speaking doesn't mean he is at righteousness. truth shall prevail.

  • @abhimanyunayak9337
    @abhimanyunayak9337 2 роки тому +2

    Pramila mausi tumaku koti koti pranam

  • @kaliashpatra465
    @kaliashpatra465 2 роки тому

    tapaswini.pakhara.1000.1000.loka.gruha.laxmi.satyara.jay.sumit.bhalare.mishija.bhaut.bhala

  • @jyotiprava1966
    @jyotiprava1966 2 роки тому

    Pramila maa nku padmashri award miliba katha. Maa satare tume jane niswaarth para maaa

  • @birendramajhi4183
    @birendramajhi4183 2 роки тому

    Pramila ma apanku koti Namaskar

  • @madhusmitadalabehera3051
    @madhusmitadalabehera3051 2 роки тому

    Thank you mam

  • @kaliashpatra465
    @kaliashpatra465 2 роки тому

    tapaswini.jiti.ba.satya.jay

  • @ranjanbehera2151
    @ranjanbehera2151 2 роки тому +3

    Tanka ghare jodi ete problem achi sethi jiba pain kn darkar settlement kariki aloga heijiba ta hi bhala in case tamaku jodi justice miluchi tanka ghare rahila pare kn haba semane ta thik se Tama saha behave karibeni

  • @kameswarYouTubeExpress
    @kameswarYouTubeExpress 2 роки тому +2

    Ok new information

  • @vijaypradhan5121
    @vijaypradhan5121 2 роки тому

    Jai jagannath

  • @kaliashpatra465
    @kaliashpatra465 2 роки тому

    tapaswini.and.sumit.bhaut.bhala.

  • @vijaypradhan5121
    @vijaypradhan5121 2 роки тому

    Fantastic 👏 👏

  • @krushnamohandash5769
    @krushnamohandash5769 2 роки тому

    କେଉଁ ଆଡେ ଗଲ ଝିଅ, ଯୁବତୀ, ନାରୀ, ସ୍ତ୍ରୀ,ବୁଢୀ, ପୃଥିବୀର ସମସ୍ତ୍ର କିନ୍ନର ମା'ଙ୍କୁ ନାରୀ ର ଉପାଧି'? ଏହି ପରି ତପସ୍ଵିନୀ ଆଉପାଇବନୀ,ବିଜେଡି,,??? ନାରୀ ଯାତିର ଏକ ହକ୍,, ତପସ୍ଵିନୀ,, ନାରୀ ଜାତିର ପ୍ରତୀକ ତପସ୍ଵିନୀ,, ନାରୀ ଜାତିର ଏକ ଦିର୍ଘତମ ଲଢେଇ (ନ୍ୟାୟ, ନ୍ୟାୟାଳୟ ରେ) ତପସ୍ଵିନୀ ର,! ଏପରି ଶହାସି ଝିଅ ତପସ୍ଵିନୀ, ପ୍ରମିଳା ମାଉସୀଙ୍କୁ ଆଜୀବନ ଅମର ରହୀଥିଲେ, ତପସ୍ଵିନୀ ବୋଧହୁଏ ପ୍ରମିଳା ମାଁ ଙ୍କ ପାଇଁ ତପସ୍ୟା ନେଇ ଆସିଛି, ସୁମିତ ର ଭାଗ୍ୟ ନାହିଁ, ତପସ୍ଵିନୀ କୁ ପାଇବା ପାଇଁ,? ଜୟ ଜଗନ୍ନାଥ,!

  • @uttamjena5367
    @uttamjena5367 2 роки тому

    Ok

  • @bibhuprasadtripathy970
    @bibhuprasadtripathy970 2 роки тому

    Justice for Sumit

  • @smrutirekhajena9359
    @smrutirekhajena9359 2 роки тому +1

    Right mausi, salute you

  • @ranjannayak8310
    @ranjannayak8310 2 роки тому +1

    We support you madam

  • @sentertainingvlogs6088
    @sentertainingvlogs6088 2 роки тому +2

    Sea tautar tame Kn bhala loka Jabardast kaha ghare pasibaku kohucha

  • @Kudai1812
    @Kudai1812 2 роки тому +3

    🙏❤️

  • @pusapapatra228
    @pusapapatra228 2 роки тому +7

    Ame Odisha basi road ku Bharibu gote niriha jhiku niya debu

  • @rakeshsahu27
    @rakeshsahu27 2 роки тому +4

    Tam ku laza nahi ta ,

  • @abhidas8340
    @abhidas8340 2 роки тому +1

    Right...

  • @swambhu8200
    @swambhu8200 2 роки тому

    Thank u mausi

  • @udayasahu25
    @udayasahu25 2 роки тому +4

    Sumit and tapaswini stay at aska for one month it will be decided

  • @deeptydas4789
    @deeptydas4789 2 роки тому +1

    Sei jagannath bujhiba 🙏💐 Jay jagannath 🙏💐

  • @Duryodhon2022
    @Duryodhon2022 2 роки тому +1

    ଏଇ ଭଉଣୀ ନ୍ୟାୟ ଦିଆଯାଏ 🙏🙏🙏🙏🙏🙏🙏🙏

  • @mamunisdeliciouskitchen6595
    @mamunisdeliciouskitchen6595 2 роки тому +1

    Electricity disconnect karajau..

  • @mirzabeg609
    @mirzabeg609 2 роки тому

    Oralia maa great

  • @Ganesh-e6z2h
    @Ganesh-e6z2h 2 роки тому +1

    Tapaswini ku bhala jagare baha deithanto aji marei heuchha dandore basiki

  • @Vmishra2025
    @Vmishra2025 2 роки тому +1

    Pramila maa ra jadi ate sahas jai mamita pain ladhuni, jouthi darkar sethi ladhi paribani se pua ra dosa, ta bapa ra dosa ye sabu janichi, jhia ta pura sati sabitri. Court ra decision ku wait karuna.

  • @prafullabarik7085
    @prafullabarik7085 2 роки тому +9

    Your fight is only with Summit and not with anybody's else. So It is absolutely wrong to accuse Summit's father or else one for your cause.

  • @rameshjena9085
    @rameshjena9085 2 роки тому

    Great amma,very great full.

  • @bharatpradhan2462
    @bharatpradhan2462 2 роки тому

    ସାରଥି ବାବାକୁ ବି ହଜାର ହଜାର ଲୋକ ସମର୍ଥନ କରୁଥିଲେ,ହେଲେ କଣ ହେଲା.

  • @Debasish227
    @Debasish227 2 роки тому

    Thik kotha

  • @pushpareddy8453
    @pushpareddy8453 2 роки тому +1

    MoM
    Super🙏