ମୁଁ ରୁବେନ୍ କହୁଛି |EP -5| ମୋହନ ମାଝି, ନବୀନ ପଟନାୟକ ହୋଇ ପାରିବେନି | Mu Ruben Kahuchhi

Поділитися
Вставка
  • Опубліковано 30 вер 2024
  • ମୋହନ ମାଝି, ନବୀନ ପଟନାୟକ ହୋଇ ପାରିବେନି |
    Ruben Banerjee explains why new Odisha chief minister Mohan Majhi can never hope to become another Naveen Patnaik .
    #politicaltalk #news #rubenbanerjee #odia #mohanmajhi #naveenpatnaik

КОМЕНТАРІ • 255

  • @rajanikantanayak8604
    @rajanikantanayak8604 2 години тому +8

    ରୁବେନ ବାବୁ ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ଓଡ଼ିଶା ପାଇଁ ଏତେ କିଛି କରୁଛନ୍ତି

  • @laxmidharapanda6086
    @laxmidharapanda6086 2 години тому +12

    ନବୀନ ପଟନାୟକ ଙ୍କୁ ଓଡ଼ିଆମାନେ ଯେଉଁ ସିଂହରୂପ ଦର୍ଶନ କରିଥିଲେ ନୀଳବର୍ଣର ରଙ୍ଗ ମାଧ୍ୟମରେ ! 2024ମସିହାରେ ରଙ୍ଗ ଧୋଇଯିବା ପରେ ଲୋକେ ନବୀନର ଅସଲି ଶୃଗାଳ ରୂପ ଦର୍ଶନ କରି ସାରିଛନ୍ତି ! ଆଉ ଯେତେଚେଷ୍ଟା କଲେବି ନବୀନ କ୍ଷମତାକୁ ଫେରିବା ଅସମ୍ଭବ !

    • @MANOJKUMAR-l6q4e
      @MANOJKUMAR-l6q4e 2 години тому

      ଆସିବ ଆସିବ ବୋଲି ଯାହାଙ୍କୁ 24ବର୍ଷ ଲାଗିଗଲା,,, ସେ ପୁଣି ଭବିଷ୍ୟତ ଦ୍ରଷ୍ଟା ହେଲେଣି 🤣
      କଣ କରୁଛି ଏ ମିଛୁଆ ସରକାର???

  • @prakashchandraacharya119
    @prakashchandraacharya119 2 години тому +5

    ଏସବୁ କହିବାର ଜରୁରତ କଣ ପାଗଳ ଭଳିଆ ରଡୁଛୁ

  • @ranajitjena4668
    @ranajitjena4668 2 години тому +6

    ନିର୍ବାଚନ ସମୟରେ ଏହି ଭଦ୍ର ସାମ୍ବାଦିକ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନେକ କଥା କହିଥିଲେ ଆଜି ସେହି ସାମ୍ବାଦିକଙ୍କ ମୁହଁରେ ନବୀନ ପଟ୍ଟନାୟକଙ୍କ ପ୍ରଶଂସା.

  • @hemantakantaNaik-u8x
    @hemantakantaNaik-u8x Годину тому +3

    ହଁ ଠିକ୍ କଥା ରୁବେନ୍ ସାର୍ ନବୀନ ଏକ ନିଦା ବିଷ୍ଣୁ, ପରଦ୍ୱାରl ପରିଚାଳିତ, ରାଜନୀତିର ରା ଅକ୍ଷର ଜଣା ନାହି 😊😊😊😊

  • @pradiptakumarpradhan1491
    @pradiptakumarpradhan1491 Годину тому +5

    ମୋହନ ମାଝୀ ନବୀନ ପଟ୍ଟନାୟକ ହୋଇପାରିବେନି l ଠିକ କଥା l ତାଙ୍କର ନବୀନ ପଟ୍ଟନାୟକ ହେବା ବି ଦରକାର ନାହିଁ l ଏଥର୍ବ ନବୀନ ପଟ୍ଟନାୟକର କା ନେଇ ଧୂର୍ତ୍ତ ପାଣ୍ଡିଆନ ଯାହା କଲା ତାହା ଓଡିଶାର ଲୋକେ ଦେଖିଛନ୍ତି l ତେଣୁ ମୋହନ ମୋହନ ହେଇ ରୁହନ୍ତୁ l ନବୀନ ହେବା ଅନାବଶ୍ୟକ l

  • @bijaykumarmohanty92
    @bijaykumarmohanty92 3 години тому +16

    ନବୀନ ପଟ୍ଟନାୟକ କେବେବି ମୋହନ ମାଝୀ ହୋଇ ପାରିବେ ନାହିଁ।ପ୍ୟାରୀ ବାବୁ ଓ ପାଣ୍ଡିଆନ୍ ବାବୁଙ୍କୁ ଛାଡ଼ି ପାରିବେ ନାହିଁ।କାରଣ ନବୀନ ବାବୁଙ୍କର ନିଜତ୍ଵ ନାହିଁ।

    • @BINODDAS-pw2eg
      @BINODDAS-pw2eg 3 години тому +1

      Tu band janichu

    • @pradeepkumarmohanta8161
      @pradeepkumarmohanta8161 3 години тому

      ମୋହନ ମାଝିଙ୍କ କିଛି କ୍ଷମତା ନାହିଁ ରବରଷ୍ଟାମ୍ପ ବା ରିମୋର୍ଟ ଦ୍ୱାରା ପରିଚାଳିତ କୌଣସି ଡିସିସନ ନେବାର ହକ ନାହିଁ କେବଳ ହଁ ରେ ହଁ ମାରିବା କଥା

    • @littoncool
      @littoncool 2 години тому +1

      @@BINODDAS-pw2egare tu tamil kire ? Odia adivasi cm boli sahi parunu ki ?

    • @MANOJKUMAR-l6q4e
      @MANOJKUMAR-l6q4e 2 години тому

      ​@@littoncoolତୁ ଗୁଜୁରାଟୀ କିରେ

    • @JAYAPRASADPANDA-fv3qe
      @JAYAPRASADPANDA-fv3qe 2 години тому

      @@BINODDAS-pw2eg Tu Pela janichu

  • @pabi94
    @pabi94 4 години тому +5

    Mohan will never be equal to Naveen

  • @gourangasa6027
    @gourangasa6027 2 години тому +2

    ନବୀନ ପଟ୍ଟନାୟକ ଏକ ନମ୍ବର ଚୋର ଠକ ଲୁଟେରା ଓ ଧୂର୍ତ୍ତ ବ୍ୟକ୍ତି ବିଶେଷ। ଏପରି କେହି ବି ହେବା ଉଚିତ ନୁହେଁ।

  • @jogeshpradhan3649
    @jogeshpradhan3649 2 години тому +4

    ନ ହେବା ଦରକାର କାରନ ନବୀନ ପଟ୍ଟନାୟକ ଙ୍କ ପରି ହେଲେ pandian ଶାସନ ଚାଲିବ pandian ଶାସନ ଚାଲିଲେ 5T ଆସିବ DGP AU CHIEF SECRETARY ଙ୍କ କ୍ଷମତା କମିବ ଓ DEMOCRACY ର ହତ୍ୟା ହେବ

  • @umakantaswain8290
    @umakantaswain8290 24 хвилини тому +1

    ରୁବେନ ଭାଇ ଭାରତ ର 10% ଲୋକଙ୍କ ପାଖରେ 90% ସମ୍ପତ୍ତି ଅଛି.. 90 % ଲୋକଙ୍କ ପାଖରେ 10% ସମ୍ପତ୍ତି ଅଛି ସେହି ଭଳି ଭାରତ ର 10% ଲୋକଙ୍କ ପାଖରେ 90% କ୍ଷମତା ଓ 90 % ଲୋକଙ୍କ ପାଖରେ 10% କ୍ଷମତା ଏହା ସଂଯୋଗ ମାତ୍ର ନ ବିଡମ୍ବନା.

  • @baidyanathsoren7956
    @baidyanathsoren7956 4 години тому +6

    Ruben banarjee kbe bi Sudhir Choudhury heiparibeni

    • @Vijaygkclass-149
      @Vijaygkclass-149 3 години тому +1

      Sudhir choudhary ka kartoot pure desh ne dekha hai

    • @littoncool
      @littoncool 2 години тому +1

      Neutral heiki 2 side ku qs pacharuchi boli dukha laguchi ki ?

  • @thirdeye9492
    @thirdeye9492 4 години тому +5

    Mohan is natively better 👍

    • @MANOJKUMAR-l6q4e
      @MANOJKUMAR-l6q4e 2 години тому +1

      ମୋହନ ମାଝୀ ଟୋଟାଲ ଫ୍ଲଫ

  • @bipracharanjena2736
    @bipracharanjena2736 2 години тому +3

    ଦୁର୍ନୀତିର ପାହାଡ ଉପରେ ନବୀନ ବାବୁ ବସିଥିଲେ ନବୀନବାବୁ କ୍ଷମତା ପାଇଁ ସବୁ ସ୍ତରକୁ ଯାଉଥିଲେ ଓ ଏକଛତ୍ରବାଦ 24ବର୍ଷରେ ଶସ୍ତା ଲୋକ ପ୍ରୀୟତାହାସଲ କରିଥିଲେ

  • @dhamirona8662
    @dhamirona8662 2 години тому +3

    ନବୀନ ପଟ୍ଟନାୟକ ଙ୍କ ଭଳି ନହେବା ହିଁ ଭଲ, କୁଟିଳ ରାଜନିତୀ ର ପୂର୍ଣ୍ଣଛେଦ ପଡିଯିବା ଉଚିତ

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms 21 хвилина тому +1

    ଆପଣଙ୍କ ର ଆଜିର topic ଭଲ ଲାଗୁନି.world ରେ କେହି କଣ କାହା ସହିତ ସମାନ ହୋଇପାରିବେ କି?
    ତାପରେ ନବୀନ ପଟନାୟକ ନୂଆ ଆସିଲେ ସମସ୍ତେ ଗ୍ରହଣ କଲେ କିନ୍ତୁ ସେ ତ grass root ରୁ leader ନୁହେଁ..

  • @prakashchandraacharya119
    @prakashchandraacharya119 2 години тому +2

    ତୁଇ କଣ କହିବାକୁ ଚାହୁଁଛୁ କୌଣସି କଥା ସିଧା ଯାଉନାହିଁ

  • @satishchandrabehera7291
    @satishchandrabehera7291 Годину тому +4

    ରୁବେନ ବାନାର୍ଜୀ ବି ନବୀନ ଦାସ ହୋଇ ପାରିବେ ନାହିଁ।

  • @krushnamohanprusty2728
    @krushnamohanprusty2728 2 години тому +4

    ଆପଣଙ୍କୁ ପକ୍ଷପାତିତାପୂର୍ଣ୍ଣ ତୁଳନାତ୍ମକ ଆଲୋଚନା କରିବାକୁ କିଏ ପ୍ରୋତ୍ସାହନ ଯୋଗାଇଛି ? ଓଡ଼ିଶାର ଯୁବସମାଜ ଚବିଶି ବର୍ଷର ନିରଙ୍କୁଶ ଶାସନରେ କେତେ ଉପକୃତ ହୋଇଛନ୍ତି ?ସେ ବିଷୟ ଆଲୋଚନା କରନ୍ତୁ ?😂

  • @kshirodripradhan1031
    @kshirodripradhan1031 3 години тому +1

    ମୋହନ ବାବୁ governorର ପୁଅ କୁ ଛାଡ ଭରତ ପୁର ଥାନା କେସ ଓଡ଼ିଶା ର ଦୁରବଲ ମୁଖ୍ଯମନ୍ତ୍ରୀ କାହିଁକି ମୋଦି ର ଚାଲ

  • @balaramdora8134
    @balaramdora8134 2 години тому +4

    ରୁବେନ ବାବୁ ଆପଣଙ୍କ କଥା ଠିକ୍ କିନ୍ତୁ ନବୀନ ଭଳିଆ ଛଳନାକାରୀ ଅପେକ୍ଷା ମୋହନ ଭାଇ ଙ୍କ ଭଳି ସରଳ ଓ ନିଷ୍କପଟ ବ୍ୟକ୍ତି ଙ୍କ ଦ୍ୱାରା ଓଡ଼ିଶା ର ଭଲ ବିକାଶ ହୋଇପାରିବ। ନବୀନ ପଟ୍ଟନାୟକ ମିଛ ଆତ୍ମ ପ୍ରତିଷ୍ଠା ଓ ଲୋକ ଦେଖାଣିଆ ଈମେଜ କୁ ଆମେ ପାନ ଛେପ ବି ପକେଇବାକୁ ଘୃଣା କରୁ

  • @kamalakantapanda8822
    @kamalakantapanda8822 3 години тому +1

    ରୁବେନ ତୁ ଯେତେ ପାଠୁଆ ହୋ ବେ କିନ୍ତୁ ତୁ ଗୋଟେ ମୂର୍ଖ ଏବଂ ଗୋଟେ ମାହାଗିଆ ଲୋକ. ତୁ ବଙ୍ଗାଳି ତୁ ଶଳା କିଏ ବେ ଓଡିଶା କୁ ସମାଲୋଚନା କରିବାକୁ. ତୁ ଶଳା ମୁଖ୍ୟମନ୍ତ୍ରୀ କୁ ମୂର୍ଖ ମନ୍ତ୍ରୀ କହୁଛୁ. ଶଳା ସାବଧାନ ଠିକ କରିକିରି ଶବ୍ଦ କହ. ନ ହେଲେ ଅ ଓଡ଼ିଆ ଙ୍କ ମାଡ ଗୋଟେ ତଳେ ପଡ଼ିବନି. ତୁ ଶଳା ବାଂଲା ଯାଇ କରି ତୋ ମମତା ବିଷୟ ରେ କହିବୁ. ତୁ ଶଳା ଓଡିଶା ରେ ରହି ତୁ ଶଳା ଓଡ଼ିଆ ଙ୍କୁ ଗାଳି କରିବୁ. ହୁସିଆର ରହ. ନ ହେଲେ ପାରିନାମ ଭୟଙ୍କର ହେବ. ତୁ ଧର୍ମେନ୍ଦ୍ର ର ସାଙ୍ଗ ହେଲେ ବି ଓଡ଼ିଆ ଛାଡ଼ିବେ ନାହିଁ. ସମୟ କୁ ଅପେକ୍ଷା କର.

  • @ArakhitaDash
    @ArakhitaDash Годину тому +2

    Mohanbabu Nabin nahelle tankar sanman badhib. Nabin darabar odisa etihasre gote kalankit adhyaya

  • @rinkanbehera8203
    @rinkanbehera8203 2 години тому +1

    yes sir, you are 100% correct, we all expect this, OUR NAVEEN PATNAIK IS ONLY ONE, he can make their own decision and not depend on others. you are great, God bless you and your family always.

  • @rabishankarraut1977
    @rabishankarraut1977 4 години тому +5

    ଆଜି ବି ରୁବେନ ବହୁତ୍ କିଛି ଜାଣି ନାହାନ୍ତି

  • @prafulladash2314
    @prafulladash2314 2 години тому +1

    Naming Babu can not understand ,read or write Odia.He had to totally depend upon Bureaucracts.Opposition was very weak.Hence,to his good luck,he continued.Situation was favourable.It has no relation with capability.

  • @anandachandrasahoo7377
    @anandachandrasahoo7377 2 години тому +1

    Your analysis is not rational here.
    All the image of Naveen is hyper.
    If things run as per your speculation Yogi would not have been born.
    Forget Governor son issue
    You don't know the reason why the aso was beaten up.
    But Mohan is certainly coming out as people's CM.

  • @ajitsethi9609
    @ajitsethi9609 3 години тому +3

    Right sir

  • @subaslenka6416
    @subaslenka6416 2 години тому +1

    ଚମତ୍କାର ବିଶ୍ଳେଷଣ, ରୁବେନ ବାବୁ ଧନ୍ୟବାଦ,

  • @brajasundarsahoo1590
    @brajasundarsahoo1590 3 години тому +3

    କାହିଁ ରାମଚନ୍ଦ୍ର କାହିଁ ରlମିଆ ଭଣ୍ଡାରି l

    • @somonathmartha326
      @somonathmartha326 2 години тому

      TamPRi kritadas rangBola rama how swabhimani Ramya Bhandari

  • @rubykhamari1986
    @rubykhamari1986 Годину тому +1

    New cm always speaking against opposition party, it is not a fair democracy, he should always proof his best instead of speaking any other party

  • @nandabiswal5239
    @nandabiswal5239 4 години тому +5

    Your analysis is realistic and logical.

  • @BanditaPatra-m9v
    @BanditaPatra-m9v 2 години тому +2

    ସାର୍ ମୋହନ୍ କାହା ନାମ ଜାଣିଛନ୍ତି ଭଗବାନ୍ କୃଷ୍ଣ ଆଉ ଗୋଟେ ନାମ ତ ନବୀନ ଗୋଟେ ସାଧାରଣ ଲୋକ ନାମ ତ ମୋହନ୍ ସାର୍ ଙ୍କ ଆଗରେ ନବୀନ କେବେ ସମାନ ହେବେନି

  • @Sambit1575
    @Sambit1575 4 години тому +11

    Mu b Ruben heipribini...how can u compare different personalities???? Naveen b mohan majhi heipribeni

    • @littoncool
      @littoncool 2 години тому

      Jou logic deuchi seta dekh aga. Illogical comments kar ni

  • @prasantabehera9593
    @prasantabehera9593 3 години тому +4

    Yes nabin pattnayak bhalia mohan majhi currupt, scamer hei paribeni.

  • @LuluMohanty-c1d
    @LuluMohanty-c1d 2 години тому +1

    Time will say you are absolutely wrong yours is not independent view you are trying to promote Naveen as well as dharmendrs

  • @sudamputelnewcreation1479
    @sudamputelnewcreation1479 Годину тому +1

    ଆପଣ ନିଜେ ଓଡ଼ିଆ କହି ପାରୁ ନାହାଁନ୍ତି ତ ଆପଣ କଣ ଓଡ଼ିଶା ର ଭଲ ଖରାପ କହି ପାରିବେ

  • @rinkanbehera8203
    @rinkanbehera8203 2 години тому +1

    Naveen Patnaik is only one, Rupen sir you are 100% correct.

  • @santoshpadhykumar9418
    @santoshpadhykumar9418 4 години тому +1

    Nabin Patnaik is the best chief minister of odisha always remember people

  • @Ambassador_Christ
    @Ambassador_Christ 4 години тому +4

    ମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ❤️

  • @papakipari2442
    @papakipari2442 2 години тому +1

    Dada 🙏
    Naveen is great
    Tanko pori kehi hei paribeni

  • @rakeshray1914
    @rakeshray1914 2 години тому +1

    Sabu 24 barsa,24 barsa hauchhanti, 2000 ru 2009 jaaye kn BJD aeka thila ki

  • @Dakshita2017
    @Dakshita2017 4 години тому +1

    The book behind you is a good book about Mr Navin Pattnaik

  • @Pravatirthasamal
    @Pravatirthasamal 3 години тому +4

    Tume kete janichha odianku?

  • @ManojkantSamal
    @ManojkantSamal Годину тому +1

    Respected Ruben Sir, Pranam. Everyone is unique. Comparison is a word which is found in the dictionary of foolish......

  • @kashinathdash4772
    @kashinathdash4772 Годину тому +1

    ମୋହନ ମାଝୀ ଲୋକଙ୍କ ମୁଖ୍ୟ ମନ୍ତ୍ରୀ , ଲୋକଙ୍କ ସମସ୍ୟା ବୁଝନ୍ତି।। ନବୀନ ପଟ୍ଟନାୟକ ସଧାରଣ ଜନତା ଙ୍କ ପାଖ ମାଡନ୍ତିନି।। ପ୍ରଥମ 10 ବର୍ଷ ନବିନ ସରକାର୍ ଠିକ ଥିଲା।। ବିଗତ 14 ବର୍ଷ ନବୀନ
    ସରକାର ସଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ।।

  • @brpalai9015
    @brpalai9015 4 години тому +1

    Never ever mohan will become naveen 😂😂😂
    Only naveen ❤

  • @sonuprout8454
    @sonuprout8454 51 хвилина тому +1

    Totally disagree with you sir....i believe CM Mohan Majhi going to most popular n dynamic CM in near future

  • @shashikantabarik9
    @shashikantabarik9 Годину тому +1

    Nabin Babu better than Mohan Babu

  • @arjunpurohit6499
    @arjunpurohit6499 Годину тому +1

    Too early to judge Mohan Majhi. Image of Nabin Babu was propped up at a huge cost borne by a poor state. History will judge Nabin Babu very harshly for this waste of precious resource which could have been deployed to solve real problems,not pseudo stuff.

  • @basantakumarsethy5697
    @basantakumarsethy5697 23 хвилини тому +1

    Mohan majhi is a vercy good cm Odisha Sarkar

  • @nirodkumardas7402
    @nirodkumardas7402 2 години тому +1

    Actually nabin Pattnaik has no knowledge of governance. For this reason he takes someone's help. So Mohan Majhi can't be equal with nabin Pattnaik.

  • @କଳ୍କୀ
    @କଳ୍କୀ Годину тому +1

    ଜୟ ନବୀନ ❤

  • @srikantdas2292
    @srikantdas2292 3 години тому +3

    Tu me v Rajat Sharma hei paribani

  • @subodhabarik8278
    @subodhabarik8278 2 години тому

    ରୁବେନ ବାବୁ ବୃଦ୍ଧାବାସ୍ଥ୍ୟରେ 500 km ଦୂରରେ ରହିଲେ କ୍ୱଣ ବୁଢ଼ୀ ବଞ୍ଚିଯିବି? Immediatr action

  • @speechoftheheart3921
    @speechoftheheart3921 3 хвилини тому

    ଆମ ଓଡ଼ିଶା ର ମୂଖ୍ୟମନ୍ତ୍ରୀ ମାନଙ୍କ ନା ନେଇ ତୁ ତା କହିବା ଦ୍ଵାରା ଆମ ଓଡ଼ିଆ ଙ୍କୁ ଅପମାନିତ କରିବା
    ନବୀନ କହିଲା , ମୋହନ ମାଝି ହେବନି , ତାର , ବିଯୁ ପଟ୍ଟନାୟକ ର
    ରୁବେନ ବାବୁ ଆପଣ ନିଜ ରାଜ୍ୟ କଥା ଚିନ୍ତା କରନ୍ତୁ ।
    ଯଦି ଓଡ଼ିଶା କଥା ଗପିବେ ତେବେ ଆଗେ ଓଡ଼ିଆ ଭାଷା ସଠିକ୍ ଶିଖି ଆପଣଙ୍କ କଥା ହୁଅନ୍ତୁ ।🙏

  • @SidharthPrasadDas
    @SidharthPrasadDas 3 хвилини тому

    ଆପଣ ବହୁତ ଭଲ ବିସ୍ଲେସଣ କରନ୍ତି, ଟିକେ ଗୋଟେ ଭିଡ଼ିଓ କରନ୍ତୁ ଯଦି କେନ୍ଦ୍ର ସରକାର ଭାଙ୍ଗି ଯାଏ ତେବେ ବିଜେପି ଦଳ କେମିତି ଅବସ୍ଥା ଦେଇ ଗତି କରିବ, କଣ କହୁଛି ଆପଣ ଙ୍କ ଅଙ୍କ ଟିକେ ଭିଡ଼ିଓ କରନ୍ତୁ

  • @subashkanhar7079
    @subashkanhar7079 3 години тому +1

    You are wrongful Ruben sir

  • @subodhabarik8278
    @subodhabarik8278 2 години тому

    Only one m m biswal ex under secy govt demanded me ଅର୍ଥଭନା ଦେବାରୁ ଏବେ କଲକ୍ୱାହାଣ୍ଡରେ

  • @chhabindramansingh73
    @chhabindramansingh73 35 хвилин тому

    ନବୀନ କେବେ 28ଜନ୍ମ ରେ ଜାନକୀ ପଟ୍ଟନାଏକ, କି ମୋଦି ହୋଇପାରିବନି, କମଳାଦାସ ନଳିନୀ କୁ ବାହାର କରି ନବୀନ ନିଜର ଚୋର ଧୃତ ଟାଉଟର ଅୟସ ପ୍ରବୃତିକୁ ଲୁଚାଇ ରଖି ଲୋକଙ୍କୁ ଭୁଆଁ ବୁଲେଇ ଲୁଟିଲା ହାରାମି ନବୀନ, ମୋହନଅଭିଜାତ୍ୟରେ କମ କିନ୍ତୁ ଚରିତ୍ର ରେ ନବୀନ ଠୁ 100ଗୁଣରେ ଭଲ, ରୁବେନ ତୁ କଣ ସାମ୍ବାଦିକ ବୋଲି ତୋ କଥା ଠିକ କି

  • @SidharthPrasadDas
    @SidharthPrasadDas 14 хвилин тому

    ରାମ ଚନ୍ଦ୍ର ଆଉ କଣ ରାମ ଭଣ୍ଡାରୀ ହୋଇପାରିବ କି, ସେ ଆଶା କରିବା କେମିତି, ବହୁ ଲୋକେ ସମାଗମେ ପାଟ ସ୍ପଚି ନ ପଡଇ ମନେ ଯା କହିବି ପେଣ୍ଡାଲ ଉପରେ ପଚାରିବି ସାର ଙ୍କୁ ଥରେ, 😊😊😊

  • @rajanikantachoudhury2343
    @rajanikantachoudhury2343 40 хвилин тому

    ରୁବେବାବୁ 🙏. ନବୀନ ଙ୍କ ବର୍ଣନା ସୁନ୍ଦର ସେ ଜଣେ ଆମଦାନୀ ନେତା ବିଜେପି ଦୟାରେ ସେ ବଳିୟାନ ହୋଇଥିଲେ. ଯେମିତି ବିରାଟ ବାହୁବଳେ କିଚକ ରାଜା. ସେ ଜଣେ ନିଜର ଏକ କମ୍ପାନୀ ଚଳାଉଥିଲେ. ବିଜେପି ଛାୟା ଯିବାପରେ ନବୀନ ଙ୍କ କଳା ହରଣ ହେଲାଣି.

  • @nabinbeura3225
    @nabinbeura3225 3 години тому

    ବିକ୍ରମାଦିତ୍ୟଙ୍କ ସିଂହାସନ ହୁଙ୍କା ତଳେ ଥିବାବେଳେ ଗାଈ ଜଗୁଆଳିଟି ହୁଙ୍କା ଉପରେ ବସି ଖୁବ୍ ଭଲ ବିଚାର କରୁଥିଲେ।

  • @pankajksingh8420
    @pankajksingh8420 Годину тому

    ତୁ ଯାହା ସପକ୍ଷରେ କି ବିପକ୍ଷରେ କହ, କିନ୍ତୁ ତୁ ବଙ୍ଗାଳୀ କାହିଁକି ଆମ ଓଡିଶା ବିଷୟରେ ଗପୁଛୁ, କାଇଁ ଆମର ଓଡିଆ ଲୋକ ତ ଯାଉନାହାନ୍ତି ତମ ବେଙ୍ଗଲକୁ ଟିପ୍ପଣୀ ଦେବାପାଇଁ 😡ତୁ ତୋର ଅଭିଜ୍ଞତା ବେଙ୍ଗଲ ରେ ଦେଖା

  • @rubykhamari1986
    @rubykhamari1986 Годину тому +1

    3rd pillar of democracy, Sir keep it up 🙏🙏🙏🙏🙏

  • @rajatkumarbehera3973
    @rajatkumarbehera3973 12 хвилин тому

    ନବୀନ ପଟନାୟକ ଙ୍କ ଭଳି ହେବା ବିଲକୁଲ ଦରକାର ନାହିଁ...........

  • @biswanathsitha5142
    @biswanathsitha5142 Годину тому

    ରୁବେନ ବାବୁ ଆପଣ କ'ଣ ମୋ ପରି ହେଇ ପାରିବେ କି ??ଆପଣଙ୍କ ପରି ନବିନ ହେଇ ପାରିବେକି ?ଆପଣଙ୍କ ପରି ଆପଣଙ୍କ ସ୍ତ୍ରୀ ହେଇପାରିବେ କି ??ଆପଣଙ୍କ ପରି ଆପଣଙ୍କ ପୁଅ ହେଇ ପାରିବ କି ?? ଏ ନବିନକୁ ସଚ୍ଚୋଟ କହନି ରେ , ନବିନ ଖଣି ଚୋରୀ ,ଚିଟିଫଣ୍ଡ ଚୋର ,,,

  • @chlalatendudas8464
    @chlalatendudas8464 Годину тому +1

    Perfect comparision with logical analysis

  • @akshayakumarmishra4797
    @akshayakumarmishra4797 4 години тому +1

    Very nice analysis

  • @raghunathguruna
    @raghunathguruna 3 години тому +2

    Ruben ତମେ କେବେ ମୁଖ୍ୟ ମନ୍ତ୍ରୀ ହେଇ ପାରିବ କି nonchange'

  • @karmajibi6193
    @karmajibi6193 4 години тому

    ସାର, ନମସ୍କାର ଦୟାକରି ଆପଣଙ୍କ ଫୋନ୍ ନଂ ଟିକେ ଦେଵେ। ମୁଁ ଜଣେ ଶ୍ରମିକ କର୍ମଚାରୀ ନେତା,ଆମ ପ୍ରୋଗ୍ରାମ ଅତିଥି ଭାଵେ ଆପଣଙ୍କୁ ନିମନ୍ତ୍ରଣ ଦେବୁ।

  • @MahandasGond
    @MahandasGond Годину тому +1

    Jay Naveen patnayak sir 👍

  • @devendranathdas9636
    @devendranathdas9636 48 хвилин тому +1

    You are great analyser sir. You are educating us 🙏

  • @biranchidharua9657
    @biranchidharua9657 3 години тому +2

    Mohan majhi is a very good cm for odisa

    • @MANOJKUMAR-l6q4e
      @MANOJKUMAR-l6q4e 2 години тому

      ଆଉ ଆଳୁ କିଲୋ 20କୁ 40
      ପିଆଜ 30କୁ 60
      ଖାଇବା ତେଲ, ପେଟ୍ରୋଲ, ଗ୍ୟାସ, ସାର,... ଆହୁରି କେତେ କଣ କଲା। ଗେଲ ଲାଗିଛି 🤣🤣

  • @sklife9267
    @sklife9267 Годину тому +1

    I want meet you sir

  • @bijaymohapatra1970
    @bijaymohapatra1970 2 години тому +1

    Right

  • @jogeshchandrarout5072
    @jogeshchandrarout5072 4 години тому

    Nothing new in your analysis, people of Odisha know everything even then they elected BJP . Now the BJP will rule Odisha not Mohan Majhi. If Navin is so talented why BJD defeated

  • @sanatanivinood
    @sanatanivinood 3 години тому

    Sir, I want to tell you one thing. You may feel bad about it but understand this. All the educated ministers who have come to the country have pushed the country towards unemployment. Some are educated PMs, some are less educated, there are many leaders, just look there are many uneducated people like Narendra Modi

  • @maheswarbehera3411
    @maheswarbehera3411 2 години тому +1

    Sir.tike.resta.niantu

  • @ParidaPlumberCreation
    @ParidaPlumberCreation 4 години тому +2

    ରୁବେନ ବାବୁ ଆପଣଙ୍କୁ ମୁ ଆଗରୁ ଜାଣିଚି, କିନ୍ତୁ କନକ ଚାନେଲ୍ ରେ ଦେଖିକି ଆପଣକଂ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରିଲି ଆଉ କିଛି ଅଧିକ ଜାଣିଚି ।କିନ୍ତୁ ଆପଣ କହିବ ଟା ଠିକ୍ ନବୀନ ପଟ୍ଟନାୟକ କେହି ହେଇ ପାରିବେନି କି ତାଙ୍କ ସଚିବ ପଣ୍ଡିଆନ ଭଳିଆ ବି କେହି ହେଇ ପାରିବେନି ,ମାନେ ରଖନ୍ତୁ ଓଡ଼ିଶାରେ ଭୁଲରେ ବିଜେପି ସରକାର କରିଛି କିନ୍ତୁ bjp କବେ ଆଉ ଓଡ଼ିଶାରେ ଆସିବେନି, bjp ଭାବୁଚି ନବୀନ ମରିଯିବ କିନ୍ତୁ ମଲେ ବି ଲୋକ ବିଜେପି କୁ ଭୋଟ ଦେବେନି।

  • @smaranikachannel3390
    @smaranikachannel3390 3 години тому +1

    My CM Naveen Pattnaik

  • @sayanodisha9650
    @sayanodisha9650 3 години тому

    The kind of leadership which Odisha has witnessed under Naveen Patnaik will not be seen in the next 5 decades. There may be good leaders and efficient Chief Ministers too in our state in the future but Naveen babu is someone different . Mohan Majhi is no match anyways

  • @trilochanpatnaik6321
    @trilochanpatnaik6321 3 години тому

    କିଚକ ବାହୁ ବଳେ ବିରାଟ ରାଜା। ସେହିପରି ପାଣ୍ଡିଆ ବାହୁ ବଳେ ନବୀନ ନମ୍ବର ୱାନ।

  • @kshirodripradhan1031
    @kshirodripradhan1031 3 години тому +2

    11 ଲକ୍ଷ କୋଟି ରୁ ଆରମ୍ଭ 250 ଲକ୍ଷ କୋଟି ଶେଷ ଯେ ନବିନ 50 ଲକ୍ଷକୋଟି ଲୋନ ଓଡ଼ିଶା 1st no1 mohan ସରକାର

  • @pseries4255
    @pseries4255 3 години тому

    ମୋହନ ମାଝୀ ଠିକ୍ ବେଳେ ଠିକ୍ କାମ କରିବେ ତାକ ଚିନ୍ତା ଧାରା ଅଲଗା ଅପେକ୍ଷା କରନ୍ତୁ

  • @laxmidharnayak4191
    @laxmidharnayak4191 4 години тому

    You are absolutely right about the cm of odisha. Many more thanks for your free and frank discussion . Namaskar Dada ji 🙏.

  • @KIRANMOHANTAJHUMARSONG
    @KIRANMOHANTAJHUMARSONG 4 години тому

    Pore pore remort re chalile O dhrutarastro banigole 😅😅

  • @trilochanpatnaik6321
    @trilochanpatnaik6321 3 години тому +2

    ନବୀନ ବାବୁ ପ୍ରମିଳା ମଲ୍ଲିକ ଙ୍କୁ ମନ୍ତ୍ରୀ ପଦରୁ ବିଦା କଲେ ଯେଉଁ କାରଣରୁ ସମସ୍ତେ ଜାଣନ୍ତି। ପୁଣି ତାଙ୍କୁ ମନ୍ତ୍ରୀ ଏପରିକି ବାଚସ୍ପତି କଲେ। ଏହା ନବୀନ ବାବୁ ଙ୍କ ର କି ପ୍ରକାର ଆଦର୍ଶ? ପ୍ରକାଶ କଲେ ଭଲ ହୁଅନ୍ତା।

  • @RitwikRajMalla
    @RitwikRajMalla 2 години тому +1

    Apriya Satya Katha

  • @GolokSahoo
    @GolokSahoo 4 години тому

    You are in wrong way. There is proverb in Odisha "fale na parichayate. Result is yours.

  • @sarojghosh1199
    @sarojghosh1199 Годину тому +1

    ବହୁତ ଶୁଭେଚ୍ଛା ଆପଣଙ୍କୁ

  • @LuluMohanty-c1d
    @LuluMohanty-c1d 2 години тому

    You cannot be so negative it is better you bring out the. Issues which Mohan Majhi to focus to become a true adminstraror😮

  • @pradoshkumarchakrabarty9081
    @pradoshkumarchakrabarty9081 3 години тому

    Your analysis is right bjp high command dominate popular leader of the state.

  • @sakshyatdash511
    @sakshyatdash511 26 хвилин тому +1

    Always true analysis ❤

  • @santoshprasadmishra4977
    @santoshprasadmishra4977 Годину тому +1

    Right Analysis. Thanks.

  • @hiranyasingh6680
    @hiranyasingh6680 55 хвилин тому

    ନବୀନ ଚୋର ।
    ମୋହନ ଚୋର ନୁହେଁ।
    ଏକା ହେବେ କେମିତି ।

  • @s.pmohanty981
    @s.pmohanty981 3 години тому

    Chief minister kie hauchhi seita matter nuhe.ki tara personal charector re state ra kichhi faida hueni.jie b CM hau state ra ultimately state ra faida haba darakar.sunithili rubel banerjee gote famous loka.kintu aaji lagila yankar mind set ate b strong nuhe. Naveen babu b accidental CM heithile.

  • @birakishoresahoo3080
    @birakishoresahoo3080 3 години тому

    NabinPattnaik CM not a people CM like Mohan Majhi who always think for his chair.

  • @lokanathmohanty345
    @lokanathmohanty345 4 години тому

    Don't blame a pmo controlled c m
    in not doing anything (governor son case).he is simply helpless.

  • @ParabirPanda-to3rh
    @ParabirPanda-to3rh 3 години тому

    NP is the most corrupt CM aindia has ever witnessed,that is unknown to you.