- 19
- 476 033
ମୁଁ ରୁବେନ କହୁଛି (Mu Ruben Kahuchhi)
Приєднався 6 вер 2024
ମୁଁ ରୁବେନ୍ କହୁଛି | EP - 17 | ଅଭିଯୋଗ ଶୁଣାଣୀ : ତାମସା ନୁହେଁ, ଆଇନ ଅଛି ଆଇନ କାର୍ଯ୍ୟକାରୀ କରନ୍ତୁ
ମୁଁ ରୁବେନ୍ କହୁଛି | EP - 17 | ଅଭିଯୋଗ ଶୁଣାଣୀ : ତାମସା ନୁହେଁ, ଆଇନ ଅଛି ଆଇନ କାର୍ଯ୍ୟକାରୀ କରନ୍ତୁ
Grievance Redressal in #Odisha has been reduced to drama. What the state needs instead is proper implementation of the existing Odisha Rights to Public Services Act of 2012. Ruben Banerjee explains in his latest #MuRubenKahuchhi episode.
#rubenbanerjee #politicaltalk #Grievance #pandian #bjd #odisha #ortps
Watch the 17th Episode of "Mu Ruben Kahuchhi".
Please subscribe to my channel.
Grievance Redressal in #Odisha has been reduced to drama. What the state needs instead is proper implementation of the existing Odisha Rights to Public Services Act of 2012. Ruben Banerjee explains in his latest #MuRubenKahuchhi episode.
#rubenbanerjee #politicaltalk #Grievance #pandian #bjd #odisha #ortps
Watch the 17th Episode of "Mu Ruben Kahuchhi".
Please subscribe to my channel.
Переглядів: 6 956
Відео
ମୁଁ ରୁବେନ୍ କହୁଛି | ପାଣ୍ଡିଆନ୍ ପୁରା ସୁରକ୍ଷିତ : ତଦନ୍ତ ପାଇଁ ସରକାର ନିଷ୍କ୍ରିୟ, ପ୍ରଶ୍ନ ପଚାରିଲେ ସରକାର ଚୁପ
Переглядів 18 тис.9 годин тому
ମୁଁ ରୁବେନ୍ କହୁଛି | EP - 16 | ପାଣ୍ଡିଆନ୍ ପୁରା ସୁରକ୍ଷିତ : ତଦନ୍ତ ପାଇଁ ସରକାର ନିଷ୍କ୍ରିୟ , ପ୍ରଶ୍ନ ପଚାରିଲେ ସରକାର ଚୁପ The #Odisha govt is yet to deliver on its promise of booking those guilty of corruption during previous @BJD govt. The govt has issued no instructions for investigations as yet. Exclusive details by @rubenbanerjee in his latest #MuRubenKahuchhi episode. #politicaltalk #rubenbanerjee #moh...
ମୁଁ ରୁବେନ୍ କହୁଛି | EP - 15 | ପାଣ୍ଡିଆନ୍ ମୁକ୍ତ ତୃତୀୟ ମହଲା : ମୋହନ ମାଝୀଙ୍କ CMO ଚାଲିଛି କେମିତି ?
Переглядів 56 тис.16 годин тому
ପାଣ୍ଡିଆନ୍ ମୁକ୍ତ ତୃତୀୟ ମହଲା : ମୋହନ ମାଝୀଙ୍କ CMO ଚାଲିଛି କେମିତି ? The new #Odisha Chief Minister's Office has undergone a sea change. There is more democratization with easier access, but Mohan Majhi has still not been able to build a team of his own. Ruben Banerjee shares exclusive details on the workings of the CMO in his latest #MuRubenKahuchhi episode. #politicaltalk #news #rubenbanerjee #mohan...
ମୁଁ ରୁବେନ୍ କହୁଛି | EP - 14 | ୨୫ ବର୍ଷରେ ମହାବାତ୍ୟା - ତୃତୀୟ ଅଧ୍ୟାୟ | Mu Ruben Kahuchhi
Переглядів 7 тис.День тому
୨୫ ବର୍ଷରେ ମହାବାତ୍ୟା - ତୃତୀୟ ଅଧ୍ୟାୟ - ପୁଣି ସମୁଦ୍ର ମାଡ଼ି ଆସିଲେ ଓଡ଼ିଶା କ'ଣ ପ୍ରସ୍ତୁତ ? Since 1999 Super Cyclone, disaster preparedness has improved in ODISHA. But there is no room for complacency. The real test will be as and when there is a tsunami, triggered by a cyclone or an earthquake. Ruben Banerjee explains the real challenges in his latest #MuRubenKahuchhi episode #Supercyclone #Mahabatya #Od...
ମୁଁ ରୁବେନ୍ କହୁଛି | EP - 13 | ୨୫ ବର୍ଷରେ ମହାବାତ୍ୟା - ଦ୍ଵିତୀୟ ଅଧ୍ୟାୟ | Mu Ruben Kahuchhi
Переглядів 9 тис.14 днів тому
୨୫ ବର୍ଷରେ ମହାବାତ୍ୟା - ଦ୍ଵିତୀୟ ଅଧ୍ୟାୟ କେମିତି ଆଉ କାହିଁକି ଦୁଃ ସାଗରରେ ଭାସି ଯାଇଥିଲା ଓଡ଼ିଶା । Odisha was battered and bruised by the Super Cyclone of 1999, and heartbreaking stories swept the state in its wake. Ruben Banerjee narrates some of the stories in his latest #MuRubenKahuchhi episode. #Supercyclone #Mahabatya #Odisha #politicaltalk #news #rubenbanerjee #odia Watch the 13th Episode of "Mu Rube...
ମୁଁ ରୁବେନ୍ କହୁଛି | EP - 12 | ୨୫ ବର୍ଷରେ ମହାବାତ୍ୟା - ପ୍ରଥମ ଅଧ୍ୟାୟ | Mu Ruben Kahuchhi
Переглядів 37 тис.14 днів тому
୨୫ ବର୍ଷରେ ମହାବାତ୍ୟା - ପ୍ରଥମ ଅଧ୍ୟାୟ ଗିରିଧର ଗମାଙ୍ଗ ଆଉ ତିନି ତାନ୍ତ୍ରିକର କାହାଣୀ । #politicaltalk #news #rubenbanerjee #odia The Super Cyclone of 1999 which killed 10,000 people was twice more powerful than Cyclone Dana. But as the 1999 killer cyclone approached, then chief minister Giridhar Gamang was busy taking advice of three soothsayers, who told him the storm will cause no harm either to him or...
ମୁଁ ରୁବେନ୍ କହୁଛି | EP - 11 | କୁଟ୍ଟେ, ଆଶିଷ ସିଂ ଖବର : ଜଣେ ଅତୁଆରେ, ଜଣେ ଖସିବେ ? Mu Ruben Kahuchhi
Переглядів 18 тис.21 день тому
କୁଟ୍ଟେ, ଆଶିଷ ସିଂ ଖବର : ଜଣେ ଅତୁଆରେ, ଜଣେ ଖସିବେ ? #politicaltalk #news #rubenbanerjee #odia DS Kuttey could be in trouble while Asish Singh is likely to get away - Ruben Banerjee sheds light on the inquiries underway against two senior IPS officers in the latest episode of #MuRubenKahuchhi Watch the 11th Episode of "Mu Ruben Kahuchhi". Please subscribe to my channel.
ମୁଁ ରୁବେନ୍ କହୁଛି |EP - 10 | ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ : ରାଜନୀତିର ଶିକାର | Mu Ruben Kahuchhi
Переглядів 10 тис.21 день тому
ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ରାଜନୀତିର ଶିକାର | #politicaltalk #news #rubenbanerjee #odia Ruben Banerjee exposes in his latest #MuRubenKahuchhi episode how Odisha Govt inaction since 2017 has deprived SC, ST and Backward Classes' students of adequate education reservation. They possibly are losing out on jobs consequently. Watch the 10th Episode of "Mu Ruben Kahuchhi". Please subscribe to my...
ମୁଁ ରୁବେନ୍ କହୁଛି | EP - 9 | ନେତାମାନେ ଯିବେ ଘରୋଇ ହସ୍ପିଟାଲ୍ : ଓଡ଼ିଶାବାସୀ ଚିକିତ୍ସା ପାଇବେ କେଉଁଠି ?
Переглядів 8 тис.21 день тому
ନେତାମାନେ ଯିବେ ଘରୋଇ ହସ୍ପିଟାଲ୍ : ଓଡ଼ିଶାବାସୀ ଚିକିତ୍ସା ପାଇବେ କେଉଁଠି ? Medical Colleges act as Super- Speciality hospitals. In Odisha, they are in very bad shape. Where will ordinary people of Odisha go for treatment of their critical illnesses, questions Ruben Banerjee in the latest episode of his #MuRubenKahuchhi.
ମୁଁ ରୁବେନ୍ କହୁଛି |EP - 8 | ହରିଆଣା ନିର୍ବାଚନ ପରେ : ଚର୍ଚ୍ଚାରେ ଧର୍ମେନ୍ଦ୍ର | Mu Ruben Kahuchhi
Переглядів 41 тис.Місяць тому
ହରିଆଣା ନିର୍ବାଚନ ପରେ : ଚର୍ଚ୍ଚାରେ ଧର୍ମେନ୍ଦ୍ର Post Haryana elections, Dharmendra Pradhan is in the limelight. Ruben Banerjee sheds new light on the Union Minister's early political Life in the latest episode of #MuRubenKahuchhi .
ମୁଁ ରୁବେନ୍ କହୁଛି |EP - 7 | ମୁଖ୍ୟମନ୍ତ୍ରୀ ବନିବାର ଅକୁହା କଥା | Mu Ruben Kahuchhi
Переглядів 69 тис.Місяць тому
ମୁଖ୍ୟମନ୍ତ୍ରୀ ବନିବାର ଅକୁହା କଥା | #politicaltalk #news #rubenbanerjee #odia Ruben Banerjee reveals the real story behind the choice of Mohan Majhi as Odisha chief minister in the latest episode of Mu Ruben Kahuchhi Watch the 7 th Episode of "Mu Ruben Kahuchhi". Please subscribe to my channel.
ମୁଁ ରୁବେନ୍ କହୁଛି |EP -6| ଓଡିଶା ପୋଲିସ କ'ଣ ଖାଲି ପ୍ରବଚନ ଦେବା ପାଇଁ ? | Mu Ruben Kahuchhi
Переглядів 14 тис.Місяць тому
ଓଡିଶା ପୋଲିସ କ'ଣ ଖାଲି ପ୍ରବଚନ ଦେବା ପାଇଁ | Are Odisha Police only there to deliver sermons? Ruben Banerjee raises the question in the latest episode of 'Mu Ruben Kahuchhi. #politicaltalk #news #rubenbanerjee #odishapolice #policedg #murubenkahuchhi #ybkhurania
ମୁଁ ରୁବେନ୍ କହୁଛି |EP -5| ମୋହନ ମାଝି, ନବୀନ ପଟନାୟକ ହୋଇ ପାରିବେନି | Mu Ruben Kahuchhi
Переглядів 64 тис.Місяць тому
ମୋହନ ମାଝି, ନବୀନ ପଟନାୟକ ହୋଇ ପାରିବେନି | Ruben Banerjee explains why new Odisha chief minister Mohan Majhi can never hope to become another Naveen Patnaik . #politicaltalk #news #rubenbanerjee #odia #mohanmajhi #naveenpatnaik
ମୁଁ ରୁବେନ୍ କହୁଛି |EP -4| ରେଭେନ୍ସା ବିତର୍କ : ଧର୍ମେନ୍ଦ୍ର, ଉତ୍ତୃହରୀ କ'ଣ ଐତିହାସିକ | Mu Ruben Kahuchhi
Переглядів 14 тис.Місяць тому
ରେଭେନ୍ସା ବିତର୍କ : ଧର୍ମେନ୍ଦ୍ର, ଉତ୍ତୃହରୀ କ'ଣ ଐତିହାସିକ | #politicaltalk #news #rubenbanerjee #odia #ravenshawuniversity Watch the 4th Episode of "Mu Ruben Kahuchhi". Please subscribe to my channel.
ମୁଁ ରୁବେନ୍ କହୁଛି |EP -3| ଖୁଲାସା : ପାଣ୍ଡିଆନ୍ ଅଭିଯୋଗ ଶୁଣାଣି ଥିଲା ଧୂଆଁବାଣ | Mu Ruben Kahuchhi
Переглядів 19 тис.Місяць тому
ପାଣ୍ଡିଆନ୍ ଅଭିଯୋଗ ଶୁଣାଣି ଥିଲା ଧୂଆଁବାଣ #politicaltalk #news #rubenbanerjee #odia #vkpandian #bjd Watch the 3rd Episode of "Mu Ruben Kahuchhi". Please subscribe to my channel.
ମୁଁ ରୁବେନ୍ କହୁଛି | Ep -2 | ଅଣ୍ଟା ନା ପ୍ରତିଶ୍ରୁତି ଭାଙ୍ଗୁଛି ମୋହନ ସରକାର | Mu Ruben Kahuchhi
Переглядів 17 тис.Місяць тому
ମୁଁ ରୁବେନ୍ କହୁଛି | Ep -2 | ଅଣ୍ଟା ନା ପ୍ରତିଶ୍ରୁତି ଭାଙ୍ଗୁଛି ମୋହନ ସରକାର | Mu Ruben Kahuchhi
Watch the 1st Episode of "Mu Ruben Kahuchhi" | Ruben Banerjee
Переглядів 63 тис.Місяць тому
Watch the 1st Episode of "Mu Ruben Kahuchhi" | Ruben Banerjee
ମୋର ସିଧା ପ୍ରଶ୍ନ ବିଜେପି ଓ ବିଜେଡିକୁ | ମୁଁ ରୁବେନ କହୁଛି
Переглядів 4,7 тис.Місяць тому
ମୋର ସିଧା ପ୍ରଶ୍ନ ବିଜେପି ଓ ବିଜେଡିକୁ | ମୁଁ ରୁବେନ କହୁଛି
Kaun hai ye Ruben sahaab... Kaun si khet ki muli hai ye... Badaa tarikke se he supporting BJD and criticizing our CM.
Thank you sir
Sir make a video regarding primary education declination in odisha🙏🙏
ଠିକ୍ ସେଇଭଳି ଯଦି ପ୍ରତି ବ୍ଲକ ରେ Super speciality hospital ହୋଇଯାଆନ୍ତା ତାହେଲେ ଆଜି ଲୋକ ଙ୍କୁ SCB Medical ଯିବାକୁ ପଡନ୍ତା ନାହିଁ..👍
Imperial journalist
ଆମେ ସମସ୍ତେ ଜାଣିଛୁ ପାଣ୍ଡିଆନ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର। ଯେଉଁଥି ପାଇଁ ବିଜେଡିର ଅବସ୍ଥା ତଳିତଳାନ୍ତ। ବିଜେପି ସେହି ଲୋକ ବିରୁଦ୍ଧ ରେ ଏତେ କଥା କହୁଥିଲା, ହେଲେ ୧୫୦ ଦିନ ହେବ କ୍ଷମତାରେ ରହିବାର ହେଲା ପରେବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କି? ତେଣୁ ସେ ଲୋକଙ୍କର ବିଷୟ ରେ ଆଲୋଚନା କରି ତାର ଗୁରୁତ୍ବ ବଢାଇ ନିଜକୁ ଶସ୍ତା କରୁଛନ୍ତି।
Sir as you r i cone of jornalism but why you r don't awarness of pubic before 24 years
Nice information 🎉🎉🙏🙏excellent views 👍👍
Looks like you are obsessed with V K Pandian, definitely I can understand because of the development he facilitated. Come out of it. BJD is good for Odisha both objectively and subjectively. Odisha loves Naveen Patnaik and BJD.
ରାଜନୈତିକ ଦଳ ମାନଙ୍କ ପରି ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଗୁପ୍ତରେ ଦଳ ଗଢା ହୋଇ ସାରିଲାଣି। ତେଣୁ କେହି ଦଣ୍ଡିତ ହେବେନି।
ଯେଉଁ ରାଜ୍ୟରେ ଜିଲାପାଳ ମାନେ ଲୋକଙ୍କୁ ସାକ୍ଷାତ ଦେଉନାହାନ୍ତି ସେ ରାଜ୍ୟରେ କି ଆଇନ କାର୍ଯ୍ୟକାରି ହେବ ?
ଓଡ଼ିଶା ନୁହେଁ ଆମ ଭାରତର ସମ୍ବିଧାନ ହିଁ ସବୁଠାରୁ ବଡ ଆଇନ। ଯେଉଁଥିରେ ପ୍ରତ୍ୟେକ ନାଗରିକଙ୍କର ମୌଳିକ ଅଧିକାରର ସୁରକ୍ଷା ସ୍ପଷ୍ଟଭାବେ ବର୍ଣ୍ଣିତ କିନ୍ତୁ ଦୁଃଖ ଏହି ଯେ ଆଇନ/ନିୟମ ସବୁବେଳେ କେବଳ ପୋଥିରେ, ବାସ୍ତବ ଜୀବନରେ ତାହାର ପ୍ରଚଳନ ନାହିଁ..... ଦୁର୍ନୀତି ସରକାରୀ କଳରେ ହିଁ ଅଛି............... ଆଉ ରାଜନେତାମାନେ ଏହାକୁ ନିଜ ସ୍ୱାର୍ଥପାଇଁ ଢାଲରୂପେ ବ୍ୟବହାର କରୁଛନ୍ତି........ଏହା ହିଁ ସତ୍ୟ।
Bakwas
Sir act ra book ta kouthe miliba. Apana screen re dekhauthile page sir
odishaahvs.nic.in/upload/files/ORPS%20Act.pdf
Pure bjp ra Dalal
Thank you very much sir for bringing into light such an act which has not been implemented by the govt. knowingly . Because this act will stop the officers' bribery.
Absolutely correct analysis
Sir do some episode on education system & Unemployment issues.
Thank you Sir🙏
Odisha Right to Publice act 2012
ସେତେବେଳେ ନାଟକ ଚାଲିଥିଲା
ସାର୍, ଏବେ ଅଭିଯୋଗ ଶୁଣାଣିରେ ସତରେ ଜଣେ ମୋର ସାଙ୍ଗ (widow) ବହୁତ ହଇରାଣ ହେଉଥିଲା ଏବେ IIC transfer ହେଲା ଏବଂ ନୂଆ IIC help କଲେ ପୁଣି ମାନ୍ୟବର ରାଜସ୍ବ ମନ୍ତ୍ରୀଙ୍କ ଦୟାରୁ ତାହାର land demarcation ହେବ ସେ ବହୁତ ଖୁସି
Jai Naveen
Cm is doing drama meant for publicity. He should focus on good governance with formation of SOP . every thing would be solved with proper Sop & rule . We need systems which would work automatically, no need for anyone to put grievance.
Very useful episode. Thanks to Ruben Babu.
Dear Ruben ji , you r a great knowledgeable journalist. Salute for urs effort to make public conscious. Other journalist should learn ethical journalism from you.
Respect&Love you sir❤❤❤
Mohan Sarkar Katha Prabala Kama Durbala
Double Engine Sarkar Double Dhoka
Nice information
Good analysis and soul touching odia pronunciation always ringing in my ear again and again .
Glad to hear that. Dhanyabad
Very good ❤
ଏ ବିଷୟରେ ଉତ୍କଳଭାରତ ଦଳ ର ସଭାପତି ଥିବା ଖାରବେଳ ସ୍ୱାଇଁ ପଥପ୍ରାନ୍ତ ସଭା ରେ କହୁ ଥିଲେ...
Chief minister grievances are also an eye wash.
Dhanyabad Sir
Sir ଆପଣ ଯେମିତି କହିଲେ ଯଦି ସେମିତି ଆଇନ ଓଡ଼ିଶାରେ କାର୍ଯ୍ୟରେ ପରିଣତ ହୁଅନ୍ତା ତାହେଲେ ସବୁ ସମସ୍ୟାର ସମାଧାନ ଶୀଘ୍ର ହେଇଯାଆନ୍ତା କିନ୍ତୁ ତାହା ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ ହେଇପାରିବ ତ ? ବୋଧେ ପୋଲିସ୍ ଥାନାକୁ ଏତେ ଅଭିଯୋଗ ଆସିବ ପୋଲିସ୍ ମାନେ ଏବେ ତ ଓଡ଼ିଶାକୁ ସମ୍ଭାଳି ପାରୁନାହାନ୍ତି ସେତେବେଳେ ଅଭିଯୋଗର ପାହାଡ ଦେଖି ସମସ୍ତେ କାମ କରିବା ହିଁ ଛାଡ଼ିଦେବେ l
ୟାକୁ କୁହନ୍ତି ବାରି ବାଇଗଣ ଆଉ ପୋଥି ବାଇଗଣ 😢
Love u Sir, u r real odia
Dhanyabad
Very important information
Many many thanks
Thank you sir .
Most welcome
Naveen babu and Pandian themselves agreed that dring 24yrs of their rulling they have failed to fulfill the expectations of Odisha people.Thats why there were so many grievances.If they could've provide good governance there should not have any questions.It is great disgraceful and shamelessness.
Informative disclosure. Quite necessary also on settling the issues. But irony of fact is that public concern always takes a back seat before the very knowledge of the ruling elite. Nice revealation Sir. Congratulations.
Thank you
Sir there is less number of manpower to render services how can a person complete huge works within a stipulated time period?
If there is will, there is always a way ...
IT is Barely required.
ଆଇନ୍ ଅଛି କିନ୍ତୁ ସାଧାରଣ ଲୋକ ଅସୁବିଧା ହେଲେ ଉପର ଏବଂ ତା ଉପର ଅଫିସର ପାଖକୁ ଦଉଡ଼ି ପାରିବନି ସେ ତେଣୁ ପଇସା ଦେଇ କାମ କରୁଛନ୍ତି।
Very very important for public awerness
Waiting for your next episode sir.
Dhanyabad.....keep watching
ଧନ୍ୟବାଦ sir
You are welcome
Vry informative n Helpful information for the knowledge of General public. Mny Mny Thnks to U Sir for brilliant Analysis. 🙏🙏🙏
Thanks a lot
Very good input by you Ruben Banerjee sir.❤
Thank you
Kindly utter swaagat (स्वागत) instead of saagat i.e सागत।
Done...