"ମାଉସ ଟିପାରେ ମୋର ଦେଢ଼ଘଣ୍ଟା ସରିଗଲା ,ମୁଁ କେମିତି ପରୀକ୍ଷା ଦେବି ..ଚାକିରୀ ସବୁ ବିକ୍ରି ହେଇଛି " RI Exam
Вставка
- Опубліковано 18 лис 2024
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Odisha Bhaskar Online Presence:
linktr.ee/Odis...
UA-cam - www.youtube.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ଭାସ୍କର ତୁମ କୁ ସାଧୁବାଦ୍ ଶିକ୍ଷା, ଶିକ୍ଷିତ ଯୁବକ ଦେଶର ଭବିଷ୍ୟତ ର ସ୍ଵର ଉଠେଇ ଥବାରୁ
ଚାକିରି ପାଇଁ ପରୀକ୍ଷା ଏକ ପ୍ରହସନ। ଟଙ୍କା ବଦଳରେ ଚାକିରି ବିକ୍ରି ହେଉଛି। ପରୀକ୍ଷା ପୂର୍ବରୁ candidate selection ସାରିଲେଣି
ସରକାର Direct ସରକାରୀ ଚାକିରୀ ପାଇଁ ନିଲାମ ଡାକି ଦେଉ ନାହାଁନ୍ତି କାହିଁକି। ଏତେ ପ୍ରହସନ କରି କାହିଁକି ପରୀକ୍ଷା କରୁଛନ୍ତି। ଉଚ୍ଚଶିକ୍ଷା ବିଭାଗ ପରୀକ୍ଷାର୍ଥୀ ଙ୍କୁ ଗୋବର୍ ଧରେଇ ଦେଇଛନ୍ତି। ରାଜ୍ୟ ସରକାର କାହିଁକି ନୀରବ। ମୁହଁ ରେ ଯଦି ଲାଜ ଅଛି ତାହାଲେ RI Exam କୁ Cancel ❌ କରନ୍ତୁ ସରକାର।
Odia loka mane kouthi thila 24 barsa kala bjd bele
Right
ଆରେ ଭାଇ BJD ଦୁର୍ନିତି କଲା ବଲି BJP କୁ ଅଣାଗଲା ଜଦି BJP ବାଲା ବି ସେମିତି କରିବେ ତାହା ହେଲେ କଣ କରିବ @@samarkumar6466
@@samarkumar6466 to bau pakhare.
@@samarkumar6466setebele kehi bahari nathile 😅
Exam କୁ Offline କରାଯାଉ
yes
Yes
Offline offline choleicho are offline re besi corruption hue
Offline re kana corruption habani.Tcs bi exam karuchi Tara kichhi complain asuni ta.so stop corruption.
Offline exam hau au time adhika diya jau
ଯେତେ ଦିନ ପର୍ଯ୍ୟନ୍ତ... Computer base test exam pattern ଚାଲିଥିବ.... ସେ ପର୍ଯ୍ୟନ୍ତ ଦୁର୍ନୀତି ହଟିବ ନାହିଁ.... ପୁରୁଣା ସମୟରେ ଯେମିତି pen and paper exam ରେ ଦୁର୍ନୀତି ହେଇପାରିବିନି....off line exam ସବୁଠୁ ଭଲ
ଯଦି ପରୀକ୍ଷା offline ହେବ ନାହିଁ ମାନେ ....
ଓଡିଶା ରେ ରାସ୍ତା ଘାଟ ବନ୍ଦ ହେବ.....
ଓଡିଶା ର ଭାଇ ଭଉଣୀ ମାନଂକୁ ଅନୁରୋଧ ଯେ....ସମସ୍ତେ ଏହି ବନ୍ଦ ଡାକରା କୁ ସଂମାନ ଦେଇ ....
ଭଲ ରେ ଭଲ ରେ ପରୀକ୍ଷା ଦେବା....
ଜୟ ଜଗନ୍ନାଥ🙏🙏🙏
Black colour t shirt ଭାଈ ମୋ ହୃଦୟ ର କଥା କହିଦେଲ । ଗାଁ, ଲୋକ, ସହର ଲୋକ କେବଳ ସୁଭଦ୍ରା ଯୋଜନା ପାଇଁ ଚିନ୍ତିତ କିନ୍ତୁ ନିଜ ପୁଅ ଝିଅ ର ଭବିଷ୍ୟତ ପାଇଁ ନୁହ 😢😢😢
@@Nityaabhai absolutely r8.
@@anonymous-cn2le 🥲
ସାର ଦୁଃଖ ଲାଗୁଛି ଶୁଣିକି। କାରଣ ଆମେ ଝାଲ ବୁହା ଟଙ୍କା ଖର୍ଚ୍ଚ କରିଛୁା ମଫସଲ ଏରିଆ ରୁ ଯାଇ ଭୁବନେଶ୍ୱର ରେ exam ଦେଇଛୁ। ଯଦି exam cancel ହେଲେ ଆମ୍ଭେ କରି ଥିବା ଖର୍ଚ୍ଚ ଆମ ଭାଉଚର ହିସାବ ରେ ଟଙ୍କା ପ୍ରଦାନ କରା ଯାଉ। କାରଣ ଆମ ବାପା ମା ଝାଲ ବୁହା ଟଙ୍କା ଦେଇଛନ୍ତି। ମୁଲିଆ ଲାଗିକି। ଆଉ ଯେତେକ ଭାଇ ଭଉଣୀ exam ଦେଇପାରି ନାହାଁନ୍ତି। ସେମାନଙ୍କୁ ଟଙ୍କା ଫେରସ୍ତ କରାଯାଉ। ଆଉ re shudle କରି exam କରାଯାଉ।
ଆଉ ଯେନ ଭାଇ ଭଉଣୀମାନଙ୍କୁ ମୋ କଥା ଭଲ ଲାଗିଲା। ନିହାତି ଆବଶ୍ଯକ ପରିମାଣରେ କମେଣ୍ଟ କରନ୍ତୁ।
Ye tanka ra value thanta jadi exam without corruption re hei thanta ...exam cancel nahle bi emti tar value nhi bcoz seat already sold..so aau pachhe jiba asiba khrach hau but transparency re exam hau ...mo exam heini ejaye fir bi eguda suniki laguni exam dele result bhala hba ete corruption 😢😢
1000 tanka kharcha kariki exam dela.... corruption haeki Anya mananku miligala...lava kan....puni next exam 1000 kharcha kariki jibu....best heba exam cancel haejau
Aeta gote nonsense CM haechi...ea kichhi kari paribani
Saswat mishra ra ghare rahu thiba total members nku ghare pasiki maridele....se thik bojhi pariba pila nka life sahita khelile kan hoe
Right @@geetanjalidas3087
ସନ୍ଧ୍ୟା 5.30 ରେ କେମିତି ପରୀକ୍ଷା ହେଲା
Odisha Ku Bihar Uttarpradesh bhalia Banei deba laguchi e sarkar
Means Server ku jiye jetebele kholi ki tempering kari paariba aita proof hei gala
Sarkar ku ki6i darkar nai khali Election pain poisa darkar 🙏🙏🙏
ସରକାର, ଚାକିରୀ ଲୋଭ ଦେଖାଇ ପଇସା collection କରୁଛି, ଲୋକ ଙ୍କ ର
ଆମର ଭ୍ରମ ଯେ ଆମେ odisha govt ଚାକିରି ପାଇବୁ..😢
True 100%
ଆରେ ଭାଇ ଗରିବ ଙ୍କ ପାଇଁ ଚାକିରି ନାହିଁ ତମେ ଯେତେ ପାଠ ପଢ଼ ଲାଭ ନାହିଁ ଏଠୀ ସବୁ ବଡ଼ ଲୋକ ଙ୍କ ପାଇଁ ଚାକିରି ଧର୍ମ ସହିବନି ରେ ସରକାର 😢
Good advice bro
Ame samate Tama sanga re achhu
5lakh pila samaste chala strike kariba
3ta like😅😅😅😅
Strike re 500 pila muskil re asibe
Kehi asu nahanti bhai...khali youtube comment karuchanti...samaste daruchanti kale tanka name re jemiti case hei jiba...
@@priyankabehera5816tume asibana kuha ame jibu
Buy cut exam and only way strike
Thank you Bhaskar news reporter
New govt ra strategy - 25 year ra paisa 5 year re utheibu
Ek dum thik kahile...emane jou kahu chhanti 2029 re dekhi nabu ..au 2029 belaku kichhi thile Sina dekhiba...setebelaku sabu khai ki khola kari dei jiba majhi sarkar..then 24 yr purba ru jouthi odisha thila puni sei jagaku feri asiba😅😅😅
Exam cancel ହବା ଦରକାର୍
Yes this exam should be stay
ସବୁ ଦୋଷ ଶଳା osssc ର ଠିକ ସେ ପରୀକ୍ଷା କରୁ ନାହିଁ କି ଶଳା ଚାକିର ବିକୁଛି osssc ହଟାଯାଉ🎉🎉🎉🎉
ସରକାର କଣ ପାଇଁ ଅନ୍ଧ ହୁଇ ବସିଛନ୍ତି.
ଆମେ ନୂଆଁ ସରକାର ଆଣିଲୁ ସରକାର କଣ କରଲେ.
OSSSC ର Chair man କୁ କାହିଁକି 8 ବର୍ଷ ଧରି ରଖିଛନ୍ତି. Chairman change ହେଉ.
Exame cancel ହେଉ. ଆଉ offline ରେ ହେଉ.
Odia loka mane kouthi thila 24 barsa kala bjd bele
Chairman already change kari dia jaichi....Sri Arun saranji is news opsc chairman.
@@dr.sagarguru9356Bhai opsc nuhe osssc
@@samarkumar6466apan kn non odia ki ?
@@rajkumardas4947 Bhubaneswar state library chua 6-7 barsa hela nabin pattnaik,vk pandian & mohan majhi & ranjit pakhaku daudi daudi bi age limit badhaunahi.odisha ru sabu pila amount donate kariki letter patheile tathapi age badhilanni.age limit ku 42 karunahanti..... Khali time waste
Black dress bro thik kohichhonti❤❤❤
Osssc office ku chauri chaura kanda mane pakeibara time asigala.
ବିଜେପି ସରକାର କୋଉଠି ଅଛି। ସୁଭଦ୍ରା ଟଙ୍କା ଆସିବ କୋଉଠି ଆମଠୁ ନେବେନା।କଣ ଏଇଟା ହେଉଛି ଆମର ଓଡ଼ିଆ ଅସ୍ମିତା ।
ମେଧାବୀ ପିଲାଏ ଆଉ କେତେ ଘାତ ପ୍ରତିଘାତ ଦେଇ ଚାକିରୀ ପାଇଁ କେବେ ଆହାର ତ କେବେ ଶୁଖିଲା ପାଉଁରୁଟି ଅବା ଉପାସ ରେ ପଢିବେ, ଶେଷକୁ ରାତି ସାରା ଅନିଦ୍ରା ଏଣେ ମୁଗୁରା ମେଲା ଯାହାର ପକେଟ ଭାରି ବା ପ୍ରଭାବଶାଳୀ ସେ ମାଛ ସବୁ ନେଇ ଚାଲିଯାଉଥିବେ....
ଯାହା ପାଖରେ ପଇସା ଅଛି ସିଏ ମୂର୍ଖ ହେଲେ ମଧ୍ୟ୍ୟ ଚାକିରୀ କରିବ ଯାହା ପାଖରେ ପଇସା ନାହିଁ ସେ ପାଠ ପଢି ଥିଲେବି ବେକାର
ସରକାର୍ ଅଲ ପାସ କଲା 😂 ଏ ବେ all ଚାକିରି ଦଉ 😅ଆଉ ଦରମା ଯେତିକି ବାଣ୍ଟ ପଡ଼ିବ ଦଉ ଚଳିବ 😂 ମାସକୁ 200 ହେଲେ ଚଳିବ
OTV ଏଇ News କିଛି ଆଣୁ ନାହିଁ ଭାଇମାନେ... ସମସ୍ତେ ରାଜରାସ୍ତାକୁ ଓହ୍ଲIଅ
Otv nuhe angya seita BJP TV sethipai chup ,Khali BJD khaigala pandian neigala yaku dekheibe hele aspirant nka durdasaa ku luchauchi
OTV is biased
Bangladeshi student nka parika haba ku padiba student power dekheibaku padiba bhai mane🙏
ଦେଶଦ୍ରୋହି ମାନଙ୍କ ଏହିଭଳି ବିଚାର ସବୁ , ସରକାରୀ ଚାକିରି ମିଳିଗଲେ କେତେ ନା ଲାଞ୍ଚ ଖାଇବୁ ଜଣା ପଡ଼ୁଛି ତୋ କଥା ରୁ ।
Nisthita nahale ame chakiri paibani
100% ସତ, ଏଇ ସରକାର୍ ନା ଜନସାଧରଙ୍କ ପାଇଁ ନା ବେକାର ଯୁବା ଯୁବତୀ ପାଇଁ ମାତ୍ର କେବଳ ନିଜ ଦଳ ପାଇଁ ଆଉ ନିଜ ପରିବାର ପାଇଁ। BJP ସରକାର୍ କୁ ବଦଳାଅ କଂଗ୍ରେସ ସରକାର୍ କୁ ଆଣ। ଯୁବନେତା ରାହୁଲ୍ ଗାନ୍ଧୀ କେବଳ ଆପଣ ମାନଙ୍କ ପାଇଁ ଲଢ଼ିବେ ଆଉ ଉପଯୁକ୍ତ ବ୍ୟବସ୍ଥା କରିବେ।
Thanks Odisha bhaskar News
Hn Bhai exam close kora jau
Thank you Bhaskar...
Very good job ...
Ehi bhali nidar news reporting pain bahut bahut dhanyavad
ବିଜେଡି ଅମଳରେ ମୁଁ ଶୁଣିଥିଲି 15 ଲକ୍ଷ ଯଦି ନାହିଁ ଆର ଆଈ, ମାଷ୍ଟର ଚାକିରି ମିଳିବନି l ଏବେବି ସେଇ ଫୋର୍ମୁଲା ଚାଲିଚି l CM ସାହେବ, ଏଇ ସିଷ୍ଟମ ରେ ଯଦି ଚାଲେ ମୋ ମତ ରେ ମୋର ବିଜେପି କୁ ଭୋଟ ଦେବା ମୋର ଭୁଲ ହେଇଗଲା ନିଶ୍ଚୟ !!!
Next exam sobu offline re bina corruption re heu online hele TCS koru
Offline re besi corrupted hauchi
@@sarbebhabantusukhinahah tension 🫣
Why govt is not giving this to IBPS exam conducting body
offline exam best
IBPS is the best when it to comes to Competative exam . But Odisha Govt. Can't afford as it is more expensive.
Same I have the same thought banking exams are conducted so peacefully without any cheating
Black shirt bhai jhha kahile perfect katha... keep it bro....
ପଇସାରେ ପାଇବ ଚାକିରୀ, ପଇସା ଦିଅ job କର, ପଇସା ନାହିଁ ଘରକୁ ଯଉ, ଚାକିରୀ ନାହିଁ
ପାନ୍ଡୁ ସିନା ଟଙ୍କା ନେଇ ଚାକିରୀ ଦେଉଥିଲା ଏବେ ତ ପରିବର୍ତନ ହେଇଛି ଯୋଗ୍ଯତା ଦେଖି ଚୟନ କରିବା କଥା
Sabu exam bele khali strike karibaku paduchi prabhu a government ku kana hei jaichi shame on osssc
ବିରୋଧୀ ଦଳ ସହଯୋଗ କରନ୍ତୁ l
ବିରୋଧୀ ଦଳ କିଏକି? ପାଣ୍ଡୁ ଚାକିରି ବିକୁଥିଲା ଏବେତ ଵିଜେପି ପୁଣି ଅସୁବିଧା କଣ?, ବାକି କଂଗ୍ରେସ। ତାକୁତ ଲୋକେ ଭୋଟ ଦେବେନି ବିଶ୍ବାସ କୁ ନେବେନି। ଏଇମିତି ହବତ।
Aji 12:30 ru 2:00 shift re odia passage questions asilani.. authority kahila all odisha problem
ଏହି ଅସୁବିଧା Jt ରେ ଭି ହେଇଛି
Thik katha bhai
Bala na..any proof..patha padhibani ethi ranga haucha..jt sampurna swaccha
Ek dam sata katha sad truth 😢😢😢
Osssc chermen ku bara bar. Kuha hele offline pain sada. Sunilani. Taku. Cahala samste. Piti ki. Hospital potiba
ଗରିବ ପିଲାମାନଙ୍କୁ ପାଠ ପଢେଇ ଏ ଦୁର୍ଦ୍ଦଶା ଦେଖିବା ବାକି ଥିଲା 😢
Aji moro 12.30 re exam thila system pura hang ,aau odia eng passage qtn hi show karilani pura 8 mark chadiki asibaku padila
Mora ei problem junior teacher exam heithila,but primary teacher job boli mu ete dhyana delinahi kintu puni right re same problem
କିଛି ନୁହ ସବୁ government ସମାନ, ମୂଳ କଥା ଖାଲି ଖାଇବା
ଟଙ୍କା ମଦ ଭୋଜି,ଦେଲା ବାଲାକୁ ଭୋଟ୍ ଦେଲାବେଳେ ଟିକିଏ ଚିନ୍ତା କରିବାର ଥୀଲାଜେ ଏଇ ଟଙ୍କାଟା ସିଏ କୋଉଠୁ ଆଦାୟ କରିବ
Eaxm ଚାଲୁ.. ଏମାଙ୍କର eaxm ସରି ଯାଇଛି
ଏ ସରକାର କେବେ Student ମାନଙ୍କ problem solved କରିବନି ଏମାନେ କେବଳ problem କୁ ଦେଖେଇବା ଜାଣିଛନ୍ତି ।
Exam cancel immediately BJP government odisha amiti bhabare development Kariba Katha kahuthila k bikashita odisha aita kana first stage please CM immediately action neba nia😢😢
ସୁଭଦ୍ରା ଯୋଜନା ଘରେ ଘରେ ହୋ ଭାଇ ଓ ଭଉଣୀମାନେ ଚାକିରି ଛାଡି ସେହି ପଇସାରେ ଵେପାର କର,ଯଦି ସରକାରଙ୍କ ପାଖକୁ ଵାର ବାର ଗଲାପରେ ମଧ୍ୟ ନା ଶୁଣୁଛନ୍ତି ନା କୌଣସି ପଦକ୍ଷେପ ନିଆଯାଉ ଯାଉଛି
ନୂଆ ସରକାର ମୁଖିଆ ଝାଡାଖଣ୍ଡ ରେ ଇଲେକ୍ସନ ପ୍ରଚାର କରୁଛନ୍ତି l ପିଲାଙ୍କର ଦୁଃଖ ବୁଝିବା କିଏ l
ଆରେ ଭାଇ ଯିଏ ଚାକିରି କରିବା କଥା ସେ ଆଲରେଡି ଚାକିରି ପାଇସାରିଲେନି। ୟେ ସବୁ ପ୍ରହସନ। ରାଜରାସ୍ତାକୁ ନ ଓଲ୍ହେଇଲେ କିଛି ହବନି। ୟାଙ୍କୁ ସବୁ ଉଚିତି ଜବାବ ଦରକାର। ଭାଇ ଓ ଭଉଣୀ ମାନେ ଏକ ହୁଏ
We agree with you
ଆପଣ ମାନଙ୍କ ଉଦ୍ୟମ ସବୁବେଳେ ସ୍ବାଗତ ଯୋଗ୍ୟ
Bhaskar news raa eii bhali news dekhi "Dil garden garden" heigala😍
Au sabu juba chhatra chhatri mana nku anurodh agaku asantu,protest ku asantu nahele eii bhali sabu sarkari posts ku bikri kari debe🙏🙏🙏
କେଉଁ ବାଳ ପାଠପଢା ଯେ ଠକ ସରକାରଙ୍କୁ ନା ବଦଳେଇ ପାରିବେ, କେବଳ ତାଙ୍କ ତଳୁ ଚାଟିବାର ଭାରି ପ୍ରୟାସ କରିବେ, କହିଲେ ସେ କି ବାଳ ପାଠ ପଢ଼ିଛି ? ଯଦି ୟେ ପାଠ ତାଳ କିମ୍ବା ବର ଗଛ ପରି ହୁଅନ୍ତା ତେବେ ଲାଞ୍ଚୁଆ ତୁମ ତଳେ ଉଆଳୀ କିମ୍ବା latrin ସଫା କରନ୍ତେ ।
Exam cancel Karantu and offline exam karantu
ସତ୍ୟ ର ଜୟ ହେଉ
ଆଗରୁ ପୂର୍ବ ସରକାର ତ ବିକ୍ରି କରୁଥିଲେ ଅବିକା. ନୂଆ ସରକାର ମଧ୍ଯ, ଦୃଷ୍ଟି ଆକର୍ଷଣ କରିବା କଥା, କଣ କରିବ ହେ ପିଲାମାନେ ବହୁତ ଦୁଃଖ ଦ ଘଟଣା। ପ ଇ ସା ଲୋଭ ଛାଡ ଯିଏ ଭଲ ପଢିବ. ମାର୍କ ରଖିବ ସେ ଚାକିରି ପାଇ ବ। କଳା ବଜାରି ନ ହେଉ। ଜୟ ଜଗନ୍ନାଥ।
CANCEL THIS EXAM IMMEDIATELY AND RE-EXAM IN OFFLINE MODE
Bhai pura right katha kahichhanti.
ବିଶ୍ୱାସ କର କିଛି ଲାଭ ନାହିଁ ଭାଇ ମାନେ 🤦🏻♂️
2015-16 ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପରୀକ୍ଷା ରେ କେତେ ଅନିୟମିତତା ହେଲା Exam କେନ୍ଦ୍ର ରେ Copy ହେଲା... ଏମିତି ପ୍ରତିବାଦ 6 ମାସ କଲୁ ଆମେ exam cancel କରିବାକୁ କିଛି ଲାଭ ହେଲା ନାହିଁ 🤦🏻♂️
Bhai madi chala..kichhi gute jemiti result bahariba...gute protest bada dharanar heu..
News channel is good showing the real truth same case already held in the forest guard
Jharkhand re 50k pila strike re basichanti
Mu exam debi nahi barjan kali
Han basibe hin skill development kichi karibani Khali govt chakiri lancha khaibaku to amiti basibaku hin padiba
@@SumankumarBehardalai tume skill development kariki Surat Bangalore jaa amar kichhi apatti nahi
@@adminswain hau bhai banglore re Santi re AC re basi 30k kameiparuchu tama bhali lancha khaibaku road re bhi soipadunu , Bihar, jharkhand,chattisgarh,odisha ra youth kebe change hebeni , Khali kouthu bina tension re paisa paliasiba , nahale dadana khatibu
@@SumankumarBehardalai Bangalore re 30k kamei paruchu bhala katha kintu 15 din ati kastare chaluthibu,baki rahila youth change heba katha na khai parile anguru khata
ସରକାର କିଛି କରିବେ ନାହିଁ,ସେମାନେ ଚାହାନ୍ତି ନିଜ ପିଲା ଚାକିରି କରନ୍ତୁ ଆଉ ସାଧାରଣ ପିଲା ବେକାରୀ ରୁହନ୍ତୁ...................................
Nia jaliba 🔥🔥 ready thau odisha wala
Thank you Odisha Bhaskar for raising such Major issues
Aji nuha.. Bahut barsa talu vacancy bikri chalichi
Thankyou bhaskar news.
Vai right talk. Give no..make teams 🎉 I am upsc PhD aspirant..I,we can take lead about this not only this but also for all crimes..for..ok comment..🎉
Mu bi academic student
ଆଉ ଯେତେବେଳେ ଆହାର ବ୍ୟବସ୍ଥା ହେଇନଥିଲା ସେତେବେଳେ କୁଣ୍ଡାଖାଇ ପାଠପଢୁଥିଲେବଧେ....... !
ସରକାର ପ୍ରଚାର କରିଦିଅନ୍ତୁ 20 ଲକ୍ଷ ଟଙ୍କା ଦିଅ
ସରକାରୀ ଚାକିରୀ ନିଅ 😭😭😭😭😭
Perfect କଥା କହିଲ ଭାଇ👏
5 lakh aspirants ରାଜରାସ୍ତାକୁ ଓହ୍ଲାଇ ଜରଦାର strike କରାଯାଉ। ଓଡ଼ିଶା ଜନତା ଆପଣ ମାନଙ୍କ ସହ ସହଯୋଗ କରିବେ।
ଭାଇ ଜଣକ ଠିକ୍ କହିଛନ୍ତି। ଆମେ ସବୁ bhubaneswar ro rajo rasta re ଆନ୍ଦୋଳନ କରିବୁ।ନ ହେଲେ ପାଠ ଛାଡି କି ଗୋଡେଇ ଗୋଡେଇ ପିଟିବୁ କାହାକୁ ବି ଛାଡ଼ିବୁ ନାହିଁ। ମଝିରେ ପୋଲିସ ଆସିଲେ ବି ବହେ ଖାଇବ।😡😡😡😡ଏ ଭାଇ ମାନଙ୍କର କଥାରେ ସହମତ ହେବା ଦରକାର
You are right talking bro
ଦୁର୍ନୀତି ଗନ୍ତାଘର CMO Odisha Mohan Charan Majhi. ଦୁର୍ନୀତି ଗନ୍ତାଘର OSSSC
Government of Odisha.
President of India
ବହୁତ ଦୁଃଖର ବିଷୟ।ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ
Great news Bhaskar
Bhai thik kahicha
Bhai right Katha kahuchanti
Right kotha kohile sister
Osssc ଅଧକ୍ଷ ଙ୍କୁ ତୁରନ୍ତ ବହିଷ୍କାର କରାଯାଉ
Job same salary same tahele exam ro date kn pai alga rohibo exam ro question kn pai alaga sabu question same heu au exam gote dino re heu offline heu 👍
ଏକତା ଓ ସଚେତନତା ଅତ୍ୟନ୍ତ ଆବଶ୍ୟକ ହୁଅନ୍ତୁ ।
Samasta Exm offline kara jau karana... Ama odisha re computer shikya ra byabasta nahi school re padhiba samayare... Sabu school college re computer subject ku comolery karaju.... Au computer teacher requment sabu school college Dia jau
ଜାଳିଦିଅ 👍👍👍👍👍👍
ଯେଉଁ ମାନେ ଚାକିରୀ ପାଇବେ ମାସେ ଆଗରୁ ଲିଷ୍ଟ ହୋଇ ଯାଇ ଥିବ। ତୁମେ ଆଉ କଣ କରିବ?
Transparency heba darkar exam
Bhai a sabu bahut heigala gote union Kariba auu all aspirants together heba ama protest Kariba ama hak pain ladhiba
Pana dokan karu pachhe patha na padhu, perfect talk brother..... it's all about frustration...
🔥Sarkarnku anurodh student mananku tanka RIGHTS deajau nahele agaku bhayankara paristiti odishare ghatibaku jauchhi🔥🔥🔥🔥🔥🔥🔥🔥🔥
200 - 300 pila nuhe..... Sabu students full on protest karile Jain aei govt kana re padiba
ସମସ୍ତେ ଏକାଠି ହେବାର ଅଛି....
Odisha Bhaskar day by day 🔥
Yes you are right 👍👍👍
ଭାଇ ତମେ ଏମିତି ରଡ଼ି ଛାଡିବ କିଛି ହେବନି ,କାରଣ ପାଠ ପଢ଼ା ପିଲା ପାଇବ ନାହିଁ, ଟଂକା ଦେଇଥିବା ପିଲାମାନେ ଚାକିରି ପାଇବେ
@@prashantasahoo6272 proof achi.... Na phanka pabana karucha.
ବିଲକୁଲ ଠିକ କହିଛ ଭାଇ, ସରକାର ନିଜେ ହିଁ corruption କୁ ପ୍ରତ୍ସାହନ କରୁଛି, Transpirancy କିପରି maintain କରା ହେବ ସରକାରଙ୍କୁ କିଛି ବି ଧାରଣା ନାହିଁ