Let them be given new service as constable with a fixed salary ,no promotion ,no increment in salary and posted to different Naksal areas for whole life. If any wrong thing will be marked in doing such a service .,then permanent removal from service with jail punishment may be executed.
Police administration does not provide any union .Mutiny against suspension is not seen in any department or families never played a party to the official action.
Dina Krishna Mishra, Ex-IIC and his co-workers may be dismissed from their job immediately. They are also hard core criminals. There are so many innocent people have been physically assaulted by them from so long.
ଏଭଳି ଦୁଇ ଚାରି ଜଣ ଙ୍କ ଚାକିରି ଗଲେ ସବୁ ସାବାଡ ହୋଇଯିବେ
Sata kotha
ଏମାନଙ୍କ ଚାକିରି ଗଲେ ପୋଲିସ ଅଫିସର ମାନେ ସାବାଡ୍ ହେବେ ।
ନିଶ୍ଚିତ ଭାବରେ ଏମାନଂକୁ ଚାକିରୀ ରୁ ବିଦା କରିବାର ଆବଶ୍ୟକତା ଅଛି....
ଚାକିରିରୁ ବିଦା ହେଲେ ବହୁତ ଭଲ ହେବ।ଏମାନେ ଧରା କୁ ସରା ମଣୁଥିଲେ।ଆଉ ସବୁ ପୋଲିସମାନେ ମଧ୍ୟ ଧରା କୁ ସରା ମଣନ୍ତି। ଚାକିରିରୁ ବାହାରିଲେ ଗୋଟେ ଉଦାହରଣ ସୃଷ୍ଟି ହୁଅନ୍ତା।
Thanks too much sir
Bahuta badhia news sir
ଚାକିରୀ ରୁ ସବୁଦିନ ପାଇଁ ବିଦା କରିବା ଦରକାର. ମୋହନ ସରକାର କଲେ ତ
ପୁଲିସ ଥରେ ବୁଦ୍ଧି ଶିଖିବା ଉଚିତ, ପାଣ୍ଡୁ ବୁଦ୍ଧି ରେ ପରିଚାଳିତ ହେଲେ ଅବସ୍ଥା କଣ ହୁଏ !
ଏପରି ଆହୁରି କେତେ ଲୋକଙ୍କର ଚାକିରୀ ଗଲେ ସବୁ ସବାଦ ହୋଇଯିବେ
ମୋହନ ସରକାର ଠିକ୍ ନିଷ୍ପତ୍ତି ନିଅନ୍ତୁ,,,,,,
ଏହି ଭଳି ଅମାନିଆ ପୋଲିସ ଅଧିକାରୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ସରକାର ଆଉ ଚାକିରୀ ରୁ ବହିଷ୍କାର କରନ୍ତୁ ଆହୁରି ଅନେକ ମେଧାବୀ ଅଛନ୍ତି ଚାକିରୀ କରିବାକୁ ଆଉ ପଦ ମର୍ଜ୍ୟାଦା ରଖିବାକୁ,,,,,,ଚାକିରୀ ଗଲେ ବୁଝିଯିବେ ଯେ ଶୃଙ୍ଖଳା ଭିତରେ ନ ରହିଲେ କଣ ହୁଏ,,,,,
Rights Sir
ପୋଲିସ୍ ସଂସ୍ଥା ଭରତପୁର ଥାନା କେଶ୍ ରେ ଉପଯୁକ୍ତ ଶିକ୍ଷା ପାଇବା ଉଚିତ୍ ।
ଚାକିରୀ ସତରେ ଯାଆନ୍ତା କି ! ତାପରେ ସେ maxi ପିନ୍ଧା ମହିଳା ଙ୍କ ମାଆ ର ପୁଣି ବାଇଟ୍ ନିଅନ୍ତେ ନାହିଁ, ଏହି ବିଷୟରେ ।
👍
❤
Dinakrishna and the lady officers should be dismissed from their job . Then it will be an example to rest of the police .
❤ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ଆବଶ୍ୟକ ଜୟ ଜଗନ୍ନାଥ
Sir 100%
ଚାକିରୀ ଯିବ 😄
Better to dismiss...
ଏଗୁଡ଼ାଙ୍କ ଚାକିରି ଯିବା ଉଚିତ
ଏମିତି ଅନେକ ଦିନକୃଷ୍ଣ ଏବେବି ସକ୍ରିୟ ଅଛନ୍ତି;
ସେମାନେ ବି ସାମ୍ନାକୁ ଆସିବା ଆବଶ୍ୟକ
Se police ra nam sina dina Krishna kintu se rati krushna b.
Good evening
Your prediction should come true to reiteratre "victory of truth and justice" 🎉
ମୋହନ ବାବୁ ଜିନ୍ଦାବାଦ
Sir 100℅ right
Thik
ଦରକାର ନାହିଁ ଏପରି ପୋଲିସ ନୂଆ ପିଲା ଅପେକ୍ଷା ରେ ଅଛନ୍ତି
ଏ ପୋଲିସ ଵାଲା କୁ ବହିଷ୍କାର କରାଯାଉ
Yes. they will be dismissed from services. and also be arrested.
ସେମାନେ ରାସ ନୀଳା କରିବାରେ ମାଷ୍ଟର ଆଉ କଣ ଜାଣିଛନ୍ତି କି
ବୁଢ଼ା ହିଞ୍ଜିଡା ଭଳିଆ ହାତ ପେଲୁଛି , ଏଟା ହିଞ୍ଜିଡା ଟା ବେ 😂😂😂😂😂
ଶଳା ଙ୍କୁ ଜେଲ୍ ହେଉ ଯାମିନୀ ନୁହେଁ।ମୋହନ ସରକାର 5 ଜଣ ଙ୍କୁ ଚାକିରୀ ରୁ ବହିଷ୍କାର କରନ୍ତୁ। ଫୋଟାଣି ଖତମ
ପୋଲିସ ସଙ୍ଘ ପାଇଁ ଏମାନଙ୍କ ଚାକିରୀ ଗଲା
ବୋଲି ଭାବିବା
ବାନ୍ଧ ଏଵଂ ବହିଷ୍କାର କର
Definitely
Sir you are right
ଦୁର୍ଗତିନାଶିନୀ ଦୁର୍ଗା ପୂଜା ର ମହତ୍ୱ ସମସ୍ତେ ବୁଝନ୍ତୁ। ଯାହା ଖରାପ,(ଦୁର୍ଗତି ) ନିବାରଣ ନହେଲେ ସୁସ୍ଥ ସମାଜ ଅସମ୍ଭବ। ସମାଜରେ ମହିଷାସୁର କୁ ଖୋଜି ବଧ କରିବା ନିହାତି ଆବଶ୍ୟକ ପଡୁଛି। ନହେଲେ ଶାନ୍ତି ମିଳିବ ନାହିଁ। 🙏
ବହିଷ୍କାର ହେଉ ନାହିଁ ବୋଲି ପୋଲିସ ର ପରିବର୍ତନ ହେଉନାହିଁ. ସସ୍ପେଣ୍ଡ ଅର୍ଥ କିଛିଦିନ ଛୁଟି ପାଇବେ.
Should be for remarkable punishment.
ହାତ ଧୋଇବା ଦରକାର , ସପକ୍ଷବାଦୀଙ୍କ ସହିତ ମଧ୍ୟ ।
Those 5 police personnel should be dismissed immediately
Right sir
Badhia heba chalijau chakiri, bahut charbi heijaichhi tankara.
ଚାକିରୀ ଯାଉ.. ଆଉ ସମସ୍ତ ଙ୍କ ର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରା ଯାଉ କେତେ ଉପରି ମାଲ ଖାଇ ଛନ୍ତି.... ତାଙ୍କ ବନ୍ଧୁ ବାନ୍ଧବ ଆକାଉଣ୍ଟ ବି ଯାଞ୍ଚ କରା ଯାଉ ଯୋଉ ମାଉସୀ ଆସି କହୁ ଥିଲେ ମୋ ଝିଅ ବହୁତ ଭଲ ତାର ଆକାଉଣ୍ଟ ଆଗେ ଯାଞ୍ଚ କରା ଯାଉ.. ସବୁ ଜଗନ୍ନାଥ ଦେଖୁ ଛନ୍ତି ବିଚାର କରି ବେ. ଜୟ ଜଗନ୍ନାଥ 🙏ଜୟ ଶ୍ରୀ ରାମ 🙏
Let them be given new service as constable with a fixed salary ,no promotion ,no increment in salary and posted to different Naksal areas for whole life.
If any wrong thing will be marked in doing such a service .,then permanent removal from service with jail punishment may be executed.
DISMIS IS VERY ESSENTIAL FOR IIC
Termination must be accompanied with imprisonment.
ଏ ପାଞ୍ଚ ଜଣଙ୍କୁ ଚାକିରୀ ରୁ ବହିଷ୍କାର କରିବା ଦରକାର ...
ଏଭଳି ପୋଲିସବାବୁଙ୍କଠାରୁ ଜନସାଧାରଣ କିପରି ନ୍ୟାୟ ପାଇବେ ??? ଯଦି ସେମାନେ ଧୁଆ ତୁଳସୀ ତେବେ ଆଗୁଆ ଯାମିନୀ ଆବେଦନ କାହଁକି ???
ଆମେ ମଧ୍ୟ ସେଇଆ ଆଗରୁ ଅନୁମାଳ କରିଥିଲୁ ।
Sure must be dismissed from service if they are found guilty. According OCCS rules 1962 majar punishment rules 15/4
Absolutely correct analysis .... They should be sacked immediately without any ifs and buts after the judicial investigation completed
ଜୟ ଶ୍ରୀ ଜଗନ୍ନାଥ 🙏🌹।
Right annalysis.
ଏକମାତ୍ର କୁଟେରା ଓ ପାଣ୍ଡୁ ଗ୍ରୁପ ଦ୍ୱାରା ପୋଲିସ ସଂଘ ପରିଚାରୀତ ହୋଇଛି
Right
ଘଟଣାର ସତ୍ୟା ସତ୍ୟ ଅନୁଯାୟୀ ଆଇନ ଅନୁଯାୟୀ କଠୋର ଦଣ୍ଡ ଆବଶ୍ୟକ ।
Police administration does not provide any union .Mutiny against suspension is not seen in any department or families never played a party to the official action.
BJD ସରକାର ରେ ଅଫିସର୍ କେତେ Power ଓଡ଼ିଶା ବାସୀ ଜାଣି ଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କୁ କିମିତି କେସ କରି ଥିଲା ଅଫିସର୍
ଜଷ୍ଟିସ ଚିତ୍ତରଞ୍ଜନ ଦାଶ କମିଶନ ଏ ଘଟଣା ଉପରେ ତଦନ୍ତ ଆରମ୍ଭ କଲେଣି । ତେଣୁ ମହାଶୟଙ୍କର ତଦନ୍ତ ରିପୋର୍ଟ କୁ ଅପେକ୍ଷା କରନ୍ତୁ।
ଏମାନେ ଚାକାରିରୁ ବହିଷ୍କୃତ ହେବା ହିଁ ଉଚିତ। ମୋହନ ସରକରା ଦୁର୍ବଳ କି କେତେ କଠୋର,ଏହା ସେମାନେ ଜାଣିବା ସହିତ ସବୁ ନାଟର ଗୋବର୍ଦ୍ଧନ ପାଣ୍ଡିଆନ ବି ଜାଣନ୍ତୁ ।
ଚାକିରିରୁ ହାତ ଧୋଇବା ଉଚିତ୍।
Jay Hind Jay shree Ram 🙏🇮🇳🇮🇳
ଚାକିରୀ ଗଲେ ସିଏ କୋର୍ଟ କୁ ଯିବେ , କୋର୍ଟ କୁ ଗଲେ ଯାହା ହୁଏ ସେଇଆ ହବ
ଏଭଳି ମାନସିକ ଥିବା ଅଫିସର୍ ମାନଙ୍କୁ ବିଦା କରି ଦେବା ଭଲ, ଲୋକ ସେବା ପାଇଁ ଅଯୋଗ୍ୟ,
ଦୟାକରି ମହନ ସରକାର ଏଭଳି ଭ୍ରଷ୍ଟ ଅଫିସର ମାନଙ୍କୁ ଚାକିରି ରୁ ନିଲମ୍ବନ କରନ୍ତୁ, ନହେଲେ ଆଗାମୀ ଦିନ ରେ ବିଜେଡି ର ସଙ୍ଗୀତ ରେ ସେମାନେ ବିଜେପି ସରକାର କୁ ବଦନାମ କରିଦେବେ ।
ଆପଣ କେତେ ପାଉଛନ୍ତି ମାସକୁ ବିଜେପି ରୁ
IIC chairi jiba.
ଚୋରୀ କରି ସେନାଜୂରୀ କଲେ ଏଭଳି ଅବସ୍ଥା ହେବା ଥୟ ।
Agnya papara kalasa jetebele papare Purna hoijaa sete bele abastha ahipari hua jay pravu jaganatha. Ahipari jete kharap prakruti ra karmachari jenu bivaghara huantu na kahiki ahipari dharei diantu
ଆପଣ ଙ୍କ ଉପରେ ବହୁତ ଭରସା ଅଛି. ଆପଣ ନବୀନ ସରକାର ଭୁଲ କୁ ଓଡିଶା ବାସୀଙ୍କର ଆଗରେ ରଖୁଥିଲେ. ଏବେ ବି ମୋହନ ସରକାର ଙ୍କର ଭୁଲ କୁ ମଧ୍ୟ ଲୋକଲୋଚନ କୁ ଆଣୁଛନ୍ତି
ଏପରି ନିରପେକ୍ଷ
ପଣ୍ଡିଆଁ ନ ବୁଦ୍ଧି ରେ ମେଳି ବାନ୍ଧିଥିଲେ, ଓଡ଼ିଶା ପୋଲିସ
ଚାକିରି ଯିଵା ଉଚିତ୍
Get out from service
ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଗୃହ ବିଭାଗ ଆମ ରାଜ୍ୟର
ଗୁହ ବିଭାଗ କରିଥିଲେ ଆମ ପୂର୍ବର ସରକାର।
ତେଣୂ ବଳି ପଡିବେ ଏବେ କିଛି ପୋଲିସ୍ ଅଫିସର।
ଓଡ଼ିଶାରେ ଏବେ ପରା ଅଛନ୍ତି ମୋହନ ସରକାର।।
ଜୟ ଜଗନ୍ନାଥ!!!
,, ଧୀର ପାଣି ପଥର କାଥେ 😊
ମାଡାମ ମାନଙ୍କ ଚେହେରା ଟିକେ ଦେଖାଅ
ଶନି ଦଶା ଲାଗିଲା
Emananka chakuri jiba darakara.
ଏ ଉଦ୍ଧତ ଅଧିକାରୀ ଓ ସାଥି ଅଭିଯୋଗ ପ୍ରକାରେ ଅତ୍ୟନ୍ତ ଜଘନ୍ୟ କାର୍ଯ୍ୟ କରିଛନ୍ତି.... ଚାକିରିରୁ ବହିଷ୍କାର ହିଁ ୟାଙ୍କ ପାଇଁ ଶ୍ରେଷ୍ଠ ଶାସ୍ତି ହେବ
ମହାଦେବଙ୍କ ଦେହରେ ଗୁଡ଼ାହୋଇ ଗରୁଡକୁ ଫଁ ଦେଖାଉଥିବା ସାପମାନେ ଗରୁଡର ସାମାନ୍ୟ ଡେଣା ଫଦାଫଡରେ ଖସିପଡ଼ନ୍ତି ଓ ମହାଦେବଙ୍କ ବାଘଛାଲ ବି ଖସିପଡ଼େ |
Consequences puts control on bad behavior. My 2cents 🙏
Dina Krishna Mishra, Ex-IIC and his co-workers may be dismissed from their job immediately. They are also hard core criminals. There are so many innocent people have been physically assaulted by them from so long.
Sir
Kathare achhi
HABITS BECOMES CHARECTOR
last 24 yrs ra habits ebe charector re badali jaichhi
Should be dismiss from service 5 persons
Paapa adhika hele
ଏବେ ବି ନୂଆ ସରକାର ବିରୋଧ ରେ ଷଡ଼ଯନ୍ତ୍ର , ନ ହେଲେ ହାଇ କୋର୍ଟ ରୁ ଜେନା ବାବୁ ରିହା ହେଲା କିମିତି ?ପୋଲିସ ଵାଲା ଯେହେତୁ ଅଭିଯୁକ୍ତ ଦର୍ଶାଇନାହାନ୍ତି |
ଆପଣଂକ ମତ ସତ୍ୟ
ସେହି ଚୋର ଟାଉଟର ଭରତପୁର ଥାନାର ଦଵଙ୍ଗ IIC ଦୀନକୃଷ୍ଣ ଏବଂ ସେହି ଘଟଣା ରେ ସମ୍ପୃକ୍ତ ସମସ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର, ଜୟ ଯବାନ ଜୟ କିଶାନ୍, ଭାରତ ମାତା କି ଜୟ।
ସଳା ମାନଙ୍କୁ ଲାତମାରି ବାହର କରନ୍ତୁ
ଏ ମାନଙ୍କୁ ଜିଏ ବେଲା ଦେଲା ତା ଝିଅ
ସହିତ ବି ସେ ଭଳିଆ କରନ୍ତୁ କାହିଁକି କି
ନା ବେଲ ତ ନିଳିବ
ମୋତେ ବି ସେଇୟା ଲାଗୁଛି
Sir, aapana nka hisabare mohan majhi 100 dinare 100 ru kete number paibe, se bisayare gote session karantu.
ଆହୁରି କିଛି ଚାକିର ଗଲେ ହେବ
Eamank bell grhan kara n jau
You old man became MAD.
Ei bhali Rakhyasa ku Pathara re Mari ki hatya kariba darkar....
ନିହାଇତି ତାଙ୍କ ଚାକିରି ଯିବା ଟା
Aagua jaamin maane chora mana chora ganthi re. Sala nka g phaat. 😂😂😂
Aji bhari badhia presentation
Nabin Babu aaji jamei dele
Suspend them for period of five or seven year with no work no pay condition
.am I currect?
ଡେରି କରିଛନ୍ତି ମୋହନ ବାବୁ, ସଂବିଧାନ ର ଧାରା ୩୧୧ ୨(ଖ)/311 2b କୁ ଆଧାର କରି enquiry ପରେ ଦିସମିସ କରିପାରି ଥାନ୍ତେ।Criminal enquiry ତା ବାଟରେ।Administrative enquiry ପରେ ପାଞ୍ଚ ଜଣଙ୍କୁ dissmiss କରିଥାନ୍ତେ।କୋର୍ଟ ଦୌଡ଼ି ଦୌଡ଼ି ନାକରୁ ସେମାନଙ୍କର ସିଂଘାଣି ବାହାରିଥାନ୍ତା।ପବ୍ଲିକ ର pulse ଭୁଝି ପାରିଲେନି ମୋହନ ମଝି ମହୋଦୟ।