ପ୍ରଥମେ ହାତ ମିଶାଇଲେ, ପରେ ହାତ ସାନିଟାଇଜ କଲେ || VK Pandian || Argus Digital

Поділитися
Вставка
  • Опубліковано 20 тра 2024
  • ଷ୍ଟେଜ ତଳେ ଲୋକଙ୍କ ସହ ହାତ ମିଳାଇଲେ, ଷ୍ଟେଜ ଉପରେ ହାତ ସାନିଟାଇଜ କଲେ I ସାଧାରଣ ଲୋକଙ୍କୁ ଏତେ ଘୃଣା କାହିଁକି ?
    #bjd #VKPandian #Election2024 #ArgusDigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 412

  • @prasantmohanty4880
    @prasantmohanty4880 28 днів тому +172

    ଭଲ ହୋଇଛି ଆମ ଓଡିଶା ର କିଛି ଲୋକଙ୍କୁ ଏମିତି ଦରକାର 🤔ଉପରେ ରାମନାମ ଭିତରେ ପାଣ୍ଡୁ ବାବୁ ଙ୍କ ଘୃଣା କାମ 😭ବୁଝି ଯାଅ ଓଡିଶା ବାସୀ 🙏🙏🙏

    • @AnkitaBehera-dq4ii
      @AnkitaBehera-dq4ii 28 днів тому +2

      Right

    • @LalatenduMahakud
      @LalatenduMahakud 28 днів тому +2

      Right

    • @suryakant7325
      @suryakant7325 28 днів тому +3

      ଆମ ଓଡ଼ିଆ ଲୋକ ଆଖିରେ ଦେଖିକି ବି ଯଦି ନ ବିଶ୍ୱାସ କରିବେ

    • @myvisions7294
      @myvisions7294 28 днів тому +2

      Ghare garam Pani Saha detol sabun re nabina gadhei deuthiba

    • @asishnath9023
      @asishnath9023 28 днів тому +5

      Sachetan hua odia,,,,,
      Nachet, tamil bhala gandi mariba.....

  • @ranveernayak7858
    @ranveernayak7858 28 днів тому +50

    ଯେଉଁମାନେ ହାତ ମେଳେଇଲେ ସେମାନଙ୍କୁ ଉଚିତ ବ୍ୟବହାର ଦେଖି ଖୁସି ଲାଗିଲା 🤗

  • @prasannamohanty7494
    @prasannamohanty7494 28 днів тому +76

    ଛି ଏଇଥିରେ ଏମାନେ ଗରିବ ଲୋକଙ୍କ ସେବା କରିବେ 🙏🏻

  • @RajuRaju-gv6be
    @RajuRaju-gv6be 28 днів тому +68

    ମାଗିଆ ତାମିଲୀକୁ ବିଦାକର ତାମିଲ କାର ପୋଡା ପୁଡେ

  • @arjunjena6753
    @arjunjena6753 28 днів тому +43

    ଅଣ ଓଡ଼ିଆଙ୍କୁ ଓଡ଼ିଶାରେ କ୍ଷମତା ଦେଲେ ଏମିତି ହିଁ ହେବ..
    ବିଜେଡ଼ିକୁ ଭୋଟ ଦେଉଥିବା ଚାମଚା ମାନେ ବୁଝିଲେ ହେଲା..
    ନବୁଝିଲେ ବି ହେଲା.. ପାଣ୍ଡିଆନର ଚାଟିକି ମର..

  • @abhayamishra3806
    @abhayamishra3806 28 днів тому +60

    ଭୁବନେଶ୍ୱର ଉତ୍ତର ଭୋଟରଙ୍କୁ ଅନୁରୋଧ... ବ୍ୟୋମକେଶ ଭାଇଙ୍କୁ ସମର୍ଥନ କରନ୍ତୁ...ପୁରୁଷ ନିର୍ଯାତନା କୁ ସାମ୍ନାକୁ ଆଣନ୍ତୁ....ବ୍ୟୋମକେଶ ଭାଇ ଜିନ୍ଦାବାଦ.....ପୁରୁଷ କମିଶନ ଜିନ୍ଦାବାଦ....ହୁଇସିଲ ଚିହ୍ନ ଜିନ୍ଦାବାଦ

  • @chandanmajhi1554
    @chandanmajhi1554 28 днів тому +16

    ଏଥର ଉଚିତ୍ ଜବାବ୍ ଦିଅ, ଏହାକୁ ଦେଖି କିଏ କଣ୍ ଶିକ୍ଷ୍ୟା ଲାଭ କଲା,ଏହାର ଉତ୍ତର ରଖିବ,ବୁଝିବା ଲୋକ ଠିକ୍ ବୁଝିଥିବେ ରହିଲି ନମସ୍କାର।

  • @ajaykumarpradhan6330
    @ajaykumarpradhan6330 28 днів тому +10

    ସରମ ନାହିଁ ଆମ ମାନଙ୍କୁ ଛି
    ଆମର ମାନ ଇଜ୍ଜତ ବୋଲି କିଛି ନାହିଁ
    ନିଜକୁ ଆଉ କେତେ ତଳକୁ ଖସେଇବା ଓଡ଼ିଶା ବାସୀ କହିବାକୁ ଲାଜ ଲାଗୁଚି ଏମାନେ ପୁଣି ଜନ ସେବକ

  • @MUZIKEXPRESSODIA
    @MUZIKEXPRESSODIA 28 днів тому +22

    Dhanyavad augus

  • @pravkakarnayak9117
    @pravkakarnayak9117 28 днів тому +21

    BJD ହଟାଓ ଓଡ଼ିଶା ବଞ୍ଚାଅ, କେନ୍ଦ୍ରାପଡ଼ା ଜିଲ୍ଲାର ଭୋଟର ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ , ନ ହେଲେ BJD ପ୍ରେମୀ ସବୁ ପାଣ୍ଡୁ ର _____ କୁ ଚାଟିବ ,

  • @bipinkumarop3448
    @bipinkumarop3448 28 днів тому +49

    ଏଇ ଲୋକଙ୍କ ଏଇଭଳି ଦରକା କୋଉ ଦିନ ସୁଧୁରିବେ କେଜାଣି ଓଡ଼ିଆ ହେ ଜଗନ୍ନାଥ ଓଡ଼ିଆ ଆଙ୍କୁ ଟିକିଏ ସଦବୁଦ୍ଧି ଦିଅନ୍ତୁ

    • @mukeshreddy9
      @mukeshreddy9 28 днів тому +3

      Budhi dele b budhi khateibeni Odisha loka
      Seithipai ta 24 Barsha janaku pakeiki rakhichanti

  • @prasantakumar6857
    @prasantakumar6857 28 днів тому +20

    ଠିକ୍ ଏମିତି ଦରକାର ଆମ ଓଡ଼ିଆ ଲୋକଙ୍କୁ l କେବେ ବୁଝିବ ତମେ l

    • @gkgyan1435
      @gkgyan1435 28 днів тому

      ଆମ ମେଣ୍ଢା ମୁଣ୍ଡିଆ ଓଡ଼ିଆ ଲୋକ କୁ ଚାବୁକ ମାଡ ଦେବ ପାଣ୍ଡୁ 😂😂😂

    • @dhirenrath6139
      @dhirenrath6139 28 днів тому

      ଓଡ଼ିଆ ଭାରି ଛୋଡିଆ😂😂

  • @dsmbharat9668
    @dsmbharat9668 28 днів тому +10

    ବହୁତ ବଢିଆ ଖୁସି ଲାଗିଲା ପାଣ୍ଡୁ ର ଲୋକମାନଙ୍କ ପ୍ରତି ପ୍ରେମ ଦେଖିକି ଯେଉଁ ମାନେ ବିଜେଡି କୁ ଭୋଟ ଦେଇଛନ୍ତି ସେମାନେ ୟାର ହକଦାର ।

    • @chiranjibbehera9014
      @chiranjibbehera9014 27 днів тому

      Odia lokanka okata se pandu janichhi ta Sethi pain amiti karuchhi

  • @surendrarout-pg6pd
    @surendrarout-pg6pd 28 днів тому +73

    ଅଣ ନିର୍ବାଚିତ ଅଣ ଓଡିଆ ବିଜେଡି ନେତାଙ୍କ ଭଗବାନ ପାଣ୍ଡିଆନ

  • @souravranjan6949
    @souravranjan6949 28 днів тому +6

    Sanitise କରିବା ଭଲ କଥା,କିନ୍ତୁ ଚୋରଙ୍କ ଭଳି କରିବା ତା ମାନେ କଣ???

  • @user-ss8nx6sz6t
    @user-ss8nx6sz6t 28 днів тому +31

    Mg pandian ku hanibe

  • @kahnupallei8064
    @kahnupallei8064 28 днів тому +11

    Bhala heichi loka nku amiti darakar

  • @anilKumara-eo8rf
    @anilKumara-eo8rf 28 днів тому +4

    ଯୋଉ କୋଉ ମନେ ହତ୍ତ ମିଶେଇଛ.......ସଲେ କଚରା ଗୁଡା ତମେ ମାନେ..... ଗନ୍ଧିଆ ପୋଚୋକା ରୋଗୀ ଲୋକ ଗୁଡ଼ା ତମେ ମନେ

  • @user-qo7mn3cz2z
    @user-qo7mn3cz2z 28 днів тому +24

    Dekha re pandu r asali chehera

  • @chitraguptadas2921
    @chitraguptadas2921 28 днів тому +6

    ପାଣ୍ଡିଆନଙ୍କ ବେଶୀ ଆଗ୍ରହ ମହିଳାମାନଙ୍କ ସହ କରମର୍ଦ୍ଦନ ଯାହା ଭାରତୀୟ ସଭ୍ୟତା ବିରୋଧି I ଅଭିଯୋଗପତ୍ର ସଂଗ୍ରହ ସମୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଆଣି ଆଗ ଧାଡିରେ ଠିଆ କରାଇ କରମର୍ଦ୍ଦନ ତଥା ସେଲଫି ବ୍ୟବସ୍ଥା କରାଯାଉଥିଲା, ତେଣୁ ପାଣ୍ଡିଆନଙ୍କର ସାନିଟାଇଜର ଆବଶ୍ୟକତା ନଥିଲା I ଏବେ ନିର୍ବାଚନ ସମୟରେ ପୁରୁଷ ଲୋକ ପଶି ଆସୁଛନ୍ତି, ସାନିଟାଇଜର ନିତାନ୍ତ ଆବଶ୍ୟକ

  • @dhoombarttadm5387
    @dhoombarttadm5387 28 днів тому +1

    ଓଡ଼ିଶା ବାସୀ ପୁରା ଖୁସ୍ ହାତ ମିଶେଇ ।

  • @user-premanada
    @user-premanada 27 днів тому

    ଓଡ଼ିଶାର ଲୋକମାନଙ୍କ ବୋକା ତେଣୁ କରି ଏଭଳି ପରିସ୍ଥିତିରୁ ଜଣା ପଡିଛି

  • @jajatikesharirout1965
    @jajatikesharirout1965 27 днів тому

    ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ sukari କି ହୋଇବ ଗାଈ

  • @sarojrout9173
    @sarojrout9173 27 днів тому

    କେନ୍ଦ୍ରାପଡ଼ା ବାସୀ ଜାଗ୍ରତ ହୁଏ ବିଜେଡି ବାଲା ତମକୁ ମେଣ୍ଢା ଭାବୁଛି ଏଥର ସମୟ ଆସୁଛି ବିଜେଡି ର ଲେଖା ଚିଡ଼େଇ ଦିଅନ୍ତୁ
    କେନ୍ଦ୍ରାପଡ଼ା ର ସ୍ବାର୍ଥ ପାଇଁ ବିକାଶ ର ସଂଗ୍ରାମ ନେତା ବୈଜୟନ୍ତ ବାବୁ ଜିତିବା ଦରକାର 🎉

  • @narayanhotelandfastfood7840
    @narayanhotelandfastfood7840 28 днів тому

    ଓଡିଆ ଆଉ ତାମିଲ ଭିତରେ ଏଇ ପାର୍ଥକ୍ୟ

  • @manas0123
    @manas0123 27 днів тому

    କିଛି ଓଡ଼ିଆ ନିଜ ଆତ୍ମ ସମ୍ମାନ ହରାଉଛନ୍ତି

  • @user-bm3he7mn7q
    @user-bm3he7mn7q 26 днів тому

    ବହୁତ ବଢିଆ 😄😄😄😄😄😄😄😄😄😄ଓଡିଶା ବାସି ଙ୍କୁ ଓଡ଼ିଆ ଭଲ ଲାଗୁ ନି ତାମିଲ ବାବୁ ଭଲ ଲାଗୁ ଛି. Very good.....
    ଲୋକ କହୁ ଛନ୍ତି କି ଓଡିଶା ରେ କେହି ଗରିବ ନାହାନ୍ତି.
    କାହାରି ଅସୁବିଧା ହଉନି.
    କଣ ପାଇଁ
    ଆଶା ଦିଦି
    ଅଙ୍ଗନବାଡି ଦିଦି
    ଶିକ୍ଷକ
    ଡ୍ରାଇଭ
    କଣ ପାଇଁ ବିଧାନସଭା ଆଗରେ ରେଲି କରୁ ଛନ୍ତି.
    ଜlଗ ଓଡିଶା ବାସି ଜାଗ.

  • @prakashkumarswain2891
    @prakashkumarswain2891 27 днів тому

    ହାତ sanitize କରିବା କିଛି ଖରାପ ନୁହେଁ , ସଚେତନତା

  • @drvicky1729
    @drvicky1729 26 днів тому

    Ejaen argus micha aau ଘୃଣା sprwad କରିବାର limit crossed

  • @MrRanjankumarsahoo
    @MrRanjankumarsahoo 28 днів тому +17

    ଆମ ଓଡ଼ିଆ ଲୋକ ହଉଛନ୍ତି ବଡ଼ ଛୋଡ଼ିଆ ଗୋଡ଼ ଖାଲି ଚାଟିବା ଜାଣିଛନ୍ତି . ଚାଟି ଚାଟି ଅଣ ଓଡ଼ିଆ ର ଗୁହ ବି ଖାଇ ଦେବେ ହେଲେ ସୁଧିରିବେନି .

  • @user-ig4dj5gl8h
    @user-ig4dj5gl8h 28 днів тому

    Bhala heichhi

  • @sipunusipunu1314
    @sipunusipunu1314 27 днів тому

    ଓଡ଼ିଶା ବାସି ଏଥର ଜବାବ ଦେବେ

  • @ajaykumarpradhan802
    @ajaykumarpradhan802 28 днів тому

    Make this news more highlight. , so that each and every odia can watch this news 🙏🙏🙏🙏

  • @sufferofeducation5225
    @sufferofeducation5225 28 днів тому +5

    Mo odia bhai bhauni Mane sab dhan hei jaantu dayakari , pandian ethi British sasan chalei Baku au besi Diana nahin, dayakari akhire andha putuli bandhani, e Raja naitika ne tanka pain nija bhitare thiba bhai charaku Bali diantu nahin please 🙏🏻🙏🏻🙏🏻🙏🏻🙏🏻🙏🏻🥺🥺🥺🥺🥺🥺🥺🥺🥺🥺🥺🥺 agaku ghor sankat madi asuchhi, e pandian odisha ku khola Kariba pain ete sabu abhinaya karuchhi😔😔😐😞😞😞🤦🤦🤦🫂🫂🫂🫂🫂🫂🫂🫂🫂🫂🫂🫂🫂🫂

  • @prasantakumarsahusahu7528
    @prasantakumarsahusahu7528 27 днів тому

    Ok very nice Odisha MLA MP

  • @suryakantamohanty8276
    @suryakantamohanty8276 28 днів тому +3

    ଛି, ଏଥିରେ ଲୁଚେଇ sanitize କରିବା କଣ ଦରକାର

  • @golapkisan4734
    @golapkisan4734 27 днів тому

    Argus provide real exclusive new❤

  • @MTM48
    @MTM48 27 днів тому

    ଜି ଏ ଓଡିଶା ମାଟିରେ ଜନ୍ମ ହୋଇନାହାନ୍ତି ସେ କଣ ଏ ମାଟିର ବାସ୍ନା କୁ କଣ ଆଦର କରିପାରିବ।

  • @badaldkl7921
    @badaldkl7921 27 днів тому

    ଭଲ ହେଇଛି ଶଳା ଙ୍କୁ

  • @sudarshanojhasudarshanojha757
    @sudarshanojhasudarshanojha757 28 днів тому +1

    ଭଲ ହୋଇଛି

  • @dcreative2544
    @dcreative2544 27 днів тому

    ଏମାନେ ଗରିବ ଲୋକଙ୍କ ସେବା କେମିତି କରିବେ

  • @deepakbehera988
    @deepakbehera988 27 днів тому

    ଇ ଆମର ମୋଦି Sir ର Respect ର ଜୋତା pakhke ବି ନାଇ ଅସେ (ମୋଦି ଆଜ୍ଞା ର ଗୁଟେ ବୃଦ୍ଧା ମହିଳା ପ୍ରତି Respect ଦେଖ୍ବୁବୁ ରେ ପାଣ୍ଡିଆନ ଟିକେ କେନ୍ତା j ସେ ଗୋଡ ଧରି କରି ପାଦ ଛୁଇଁ ଥିଲେ ତୁଇ ତୋ ହାତ ମିଲେଇ କରି ସେନିଟାଇଜ୍ କରୁଛୁ

  • @ramachandrapanda5931
    @ramachandrapanda5931 27 днів тому

    ଭାଇ ଏହି ଖବର ଟା ଦୁଇ ତିନି ଦିନ ଲଗାତାର ଚଲାନ୍ତୁ l ଭାରି ଭଲ ଲାଗିବ l

  • @babubiswal87
    @babubiswal87 27 днів тому

    Beautiful ❤️❤️❤️❤️ shot

  • @L.kstatus694
    @L.kstatus694 28 днів тому

    ଗରିବ ଗରୀବର ଦୁଃଖ ବୁଝିବା ଧନୀ ଗରୀବର ଦୁଃଖ ବୁଝି ପାରିବନି🙏🙏

  • @sanjayparida2861
    @sanjayparida2861 27 днів тому

    କରୋନା ହୋଇଗଲେ ତାମିଲନାଡୁ ଯିବାକୁ ପଡ଼ିବ । ତେଣୁ ହାତକୁ ଜୀବାଣୁ ମୁକ୍ତ କରୁଛନ୍ତି।

  • @biswashreepanda3948
    @biswashreepanda3948 28 днів тому

    Wah....what a leader

  • @user-cy2ot3ue4o
    @user-cy2ot3ue4o 28 днів тому

    Good 👍👍👍👍

  • @krutibashmohanta968
    @krutibashmohanta968 27 днів тому

    ନିଲବର୍ଣ ଶୃଗାଳ କୁ ଏବେବି ବୁଝିପାରୁନାହନ୍ତି ସଭାକୁ ଖରାରେ ଦୌଡି ଆସୁଛନ୍ତି ମିଥ୍ୟା ପ୍ରତିଶୃତି ଶୁଣିବାକୁ ଟିକେ ଭାବନ୍ତୁ

  • @coolgirl1028
    @coolgirl1028 28 днів тому +6

    Nabin pandian notonki no 1

  • @subhasmitamishra8719
    @subhasmitamishra8719 28 днів тому +3

    Bhala heichi ama loka knu

  • @dambarudharsasmal-pf5mm
    @dambarudharsasmal-pf5mm 27 днів тому

    ମୋଦିଜି❤❤❤😊😊😊

  • @laxmirameshodiavlogs951
    @laxmirameshodiavlogs951 28 днів тому

    ତାମିଲ ଓଡ଼ିଆ ଙ୍କୁ କାହିଁକି ଭଲ ପାଇବ chhi chhi

  • @LambodarDad-bv1ks
    @LambodarDad-bv1ks 28 днів тому

    Jago odia jago

  • @rameshrath1551
    @rameshrath1551 28 днів тому +2

    It is lesson for Odia people, how Pandian likes you.

  • @rasmitachampati3133
    @rasmitachampati3133 28 днів тому +1

    ଓଡ଼ିଶାର ଭାଇ ଭୋଉଣୀ ମାନଙ୍କର ବେସି ପସନ୍ଦ ସେଥିପାଇଁ ହାତ ମିସୋଉଛନ୍ତି ପାଣ୍ଡିଏନ୍ ସାର୍ ଙ୍କୁ ବେମାରୀ ହେଇଯିବ ସେଥିପାଇଁ ସାନିଟାରୀ କରୁଛନ୍ତି ସେ ବଡ଼ ଲୋକ ତାଙ୍କ ପାଖରେ ଟଙ୍କା ଅଛି ବୋଲି ସାନିଟାରୀ କରୁଛନ୍ତି ଆମେ ଗରିବ ଲୋକ ସେଥିପାଇଁ ଚିନି ପାରୁନାହାନ୍ତି ଆଉ

  • @malayadas2520
    @malayadas2520 28 днів тому

    ଯଦି ଏଇ ନିର୍ବାଚନ ରେ ଓଡିଶା ବାସୀ ସଚେତନ ହେବେ ନାହିଁ, ଓଡିଶା ବର୍ବାଦ ହେବାକୁ ଆଉ ବେଶୀ ଦିନ ନୁହେଁ, କାରଣ 25 ବର୍ଷ ହେଲା ଏକଛାତ୍ରବାଦୀ ଶାସନ ଚଳାଇ ଲୋକ ମାନଙ୍କୁ ଚାକର, କୁକୁର ଭଳି ବ୍ୟବହାର କରୁଛନ୍ତି ତଥାପି ଲୋକମାନେ ସଚେତନ ହେଉନାହାନ୍ତି

  • @debd7630
    @debd7630 27 днів тому

    ମୁଁ ଜନତା ଙ୍କୁ ଅନୁରୋଧ କରୁଛି , ତାଙ୍କ ଲୋକ ପ୍ରତିନିଧି ଙ୍କୁ ନିଧୁମ୍ ଛେଚନ୍ତୁ । ଶଳା ପାଣ୍ଡୁ ପେଳ ଧୋଇବାକୁ ଆମେ କଣ ଭୋଟ ଦଉଚୁ

  • @brahmacharimalik2095
    @brahmacharimalik2095 28 днів тому

    ହେ ଓଡ଼ିଆ ଭାଇଭଉଣୀ ଆଉ କେବେ ଚିହ୍ନବ

  • @biswajitpattnaik-ix6ki
    @biswajitpattnaik-ix6ki 28 днів тому

    କେନ୍ଦ୍ରାପଡ଼ାବାସୀ ଙ୍କୁ ଉଚିତ ଜବାବ.... ଯଦି ପୃଥିବୀସାରା ପରିବର୍ତନ ହେଇଯିବ, ସେ କେବଳ ଗୋଟିଏ ନିର୍ଦ୍ଧିଷ୍ଟ ଦଳକୁ ଭୁଲି ପାରିବେ ନାହିଁ.... ସେଇଥି ପାଇଁ ଆଜି ଏହିପରି କେନ୍ଦ୍ରାପଡ଼ା ର ଅବସ୍ଥା..... ଏଠି ଯୋଗ୍ୟ ପ୍ରାର୍ଥୀର ମହତ୍ୱ ନଥାଏ.

  • @chandansahoo4874
    @chandansahoo4874 28 днів тому

    What's wrong in this ?
    I'm not supporting any party but it's good to keep ourselves clean. We all used to do this during COVID.

  • @luvishurita
    @luvishurita 28 днів тому +7

    I am not a supporter of any party but cleaness matter bcoz many disease spread by hands

  • @manojbhol4786
    @manojbhol4786 28 днів тому +10

    Chaka Akhi Sabu Dekhuchi😮

    • @chingum-qj5mi
      @chingum-qj5mi 28 днів тому

      Bhai chaka akhi ra bhandar bhi khaigale emane hele chaka akhi dekhila but kichi kalani. Janta ku hi karibaku padiba jaga janta jaga

  • @YTToxic616
    @YTToxic616 28 днів тому

    ଏମାନଙ୍କୁ ଭଲ ହୋଇଛି ଏମାନେ କେବେ ସୁଧୁରିବେ ନି

  • @user-ey7sr5gf6k
    @user-ey7sr5gf6k 28 днів тому

    Thick କରିଛନ୍ତି ତିନିଶହ ଟଙ୍କିଆ ଲୋକ

  • @babubiswal87
    @babubiswal87 27 днів тому

    we ❤❤❤❤❤❤❤ KENDRAPARA

  • @bhagirathipaitial4620
    @bhagirathipaitial4620 26 днів тому

    ସାନିଟାଇଯି କରିବା କିଛି ଭୁଲ୍ କଥା ନୁହେଁ ଏଇଟା ଗମେଣ୍ଟ ନିଅମ ସମସ୍ତେ ମାନିବା ଭଲ ମୋଦି ନିଜେ କହିଛନ୍ତି ତୁ ଗୋଟେ ବାଣ୍ଡନିୟୁଯ ଦେଖେଇଲୁ

  • @kbromanticzone2271
    @kbromanticzone2271 28 днів тому

    Thanks Argus

  • @KushaRaut-eg1yr
    @KushaRaut-eg1yr 28 днів тому +1

    ଓଡ଼ିଆ ସେବକ ମାନେ ବି ତାମିଲ୍ ରାଜା ର ଭଲ ସେବା କରୁଛନ୍ତି😂😂😂😂

  • @digambardhal9216
    @digambardhal9216 28 днів тому

    ନିର୍ବାଚନ ପରେ ହାତ ମିଳା କଣ ତାଙ୍କ ପାଖକୁ ଯାଇ ପାରିବେ ନାହିଁ ।

  • @monalishasahu-us5fy
    @monalishasahu-us5fy 28 днів тому +1

    Good news

  • @HappyYashrajVlogs2.0
    @HappyYashrajVlogs2.0 27 днів тому

    Thik

  • @chareiwetichareiweti9429
    @chareiwetichareiweti9429 28 днів тому

    ଆଖି ଖୋଲ ଓଡିଶା ବାସି ଓ ବିଜେଡି ର ନେତାଗଣ

  • @ranjandas9540
    @ranjandas9540 28 днів тому

    ଓଡିଶା ବାସୀ ଜାଣିବା ଦରକାର

  • @SIMPLYTRAVEL693
    @SIMPLYTRAVEL693 28 днів тому +1

    Right ❤

  • @priyadarsinisahoo9476
    @priyadarsinisahoo9476 28 днів тому +2

    Dekha pandian babu ku

  • @manasmalik8724
    @manasmalik8724 28 днів тому

    କଥାରେ ଅଛି ଓଡ଼ିଆ ମୂର୍ଖ

  • @suriyputrakana9915
    @suriyputrakana9915 27 днів тому

    କିଛି ଭଉଣୀ ଗିଆ ତାଙ୍କ ଭଉଣୀ ପାଖରେ ପଣ୍ଡିଆନକୁ ସୁଆଇବେ। ସେଇ ଭଉଣୀ ଗିଆଙ୍କ ପାଖରେ ଏଇ ଭିଡିଓ ପହଞ୍ଚିବା ଦରକାର ।

  • @manashnayak817
    @manashnayak817 28 днів тому

    Au kau news balanku a video miluni...... Nice👍👍👍arguS news

  • @bibhutipati6455
    @bibhutipati6455 28 днів тому

    ଓଡିଶା ଜନସାଧାରଣ ମାଲିମୁଣ୍ଡିଆ ନୁହନ୍ତି

  • @saisampadasahu4740
    @saisampadasahu4740 27 днів тому

    Pandian Babu sanitize kale vala katha ,ame corona time re sikhilu.kintu hata misei janakathu au janku microorganism spread kale.semanaka hata b sanitize Kariba katha.
    Sir bidesi pratha jagu hantasanta,.
    Ama varatiya sanskruti namaskara Kariba.

  • @user-gn3hh7vo4v
    @user-gn3hh7vo4v 28 днів тому +2

    Change hua re loka mane au ketedina emti rahiba .time asichi dekheidia ame odia kan karipariba.

  • @bhagabanrana4898
    @bhagabanrana4898 28 днів тому +1

    ଓଡ଼ିଶା ବଂଚାଅ ତାମିଲ ହଟାଅ 🙏🙏🙏

  • @sanjaykumar-hh4iq
    @sanjaykumar-hh4iq 26 днів тому

    Asa samste bjd ku vote deba
    Aau dadana khatibaku surat jiba
    Jay odisha🙏🙏🙏🙏🙏

  • @user-jo7ks3ym7s
    @user-jo7ks3ym7s 28 днів тому

    ବିଜେଡି ଏଥର ଜିବ

  • @amulyakumarpanda1158
    @amulyakumarpanda1158 28 днів тому

    Arise and awake.Save Odisha from ruling by outsiders.

  • @socialworker6814
    @socialworker6814 28 днів тому +3

    Chhi ama odisha wala. Kebe sikhibe kauta thik

  • @user-jz8qd8ee7j
    @user-jz8qd8ee7j 28 днів тому

    ଓଡ଼ିଆ ଭାଇ ମାନେ । ତମକୁ ତକra bala re neichi Pandu

  • @tutubehera2260
    @tutubehera2260 28 днів тому

    ଓଡ଼ିଶା ଲୋକ ବୁଝରେ bjd ଭୋଟ ଦେଉଛ 😂😂😂

  • @kalathakura
    @kalathakura 28 днів тому

    ଏମାନେ ସେମିତି ମଳି ମୁଣ୍ଡିଆ ହୋଇ ରହିବେ ସେ ତାମିଲନାଡୁ ରୁ ଆସି ଶାସନ କରିବ

  • @maheswarbadatyamasm9616
    @maheswarbadatyamasm9616 28 днів тому +4

    sanitize na kale desha bhasijib?

    • @Dev-jk6rr
      @Dev-jk6rr 28 днів тому

      ଅଲଗାନେତାତସାନିଟାଇଜିକରୁନାଇଂ

  • @dharmendrakumarsamal7030
    @dharmendrakumarsamal7030 28 днів тому

    Ama odisha re rahiki odia manaku e bhalia sanmana bhabila Odisha bahara rohuthiba lokanku emane kimiti bebahar karuthibe

  • @debanandapattnaik4006
    @debanandapattnaik4006 28 днів тому

    Loka nku eita thik heichi

  • @amarbalangir4515
    @amarbalangir4515 26 днів тому

    Jadi se jitibe then ama loka hi dhanya

  • @piyushranjansahoo2363
    @piyushranjansahoo2363 25 днів тому

    200 rs pain loka sabu meeting join karuchhanti. Emti loka nku ebhali darkar

  • @user-xk1ly5mb7i
    @user-xk1ly5mb7i 28 днів тому

    Right ✅️

  • @rnk6817
    @rnk6817 28 днів тому

    ଗୋଟେ ଡକାୟତ କୁ ହାତ ମି ଳାଇବା ପାଇଁ।ଲୋକ କାହିଁ କି ଏତେ ତତ୍ପର ??

  • @arjuncharansamal7344
    @arjuncharansamal7344 28 днів тому

    ଆରେ ନବୀନାକୁ ଫେରିଯିବାକୁ
    କହୁନୁହ,ପାଣ୍ଡୁ ତ ଅସରପାଟାଏ ।

  • @udayanarayanjena456
    @udayanarayanjena456 28 днів тому

    Kebe odisha ra loka mane change hebe

  • @thefurnituretechnicianbijo5267
    @thefurnituretechnicianbijo5267 27 днів тому

    ହଟାଅ ତାମିଲି