Here is Why Teaching Staffs Were Not Recruited During Naveen Patnaik Govt in Odisha | Argus Digital

Поділитися
Вставка
  • Опубліковано 26 вер 2024
  • ନବୀନ ସରକାରଙ୍କ ମିଛ ଧରାପକାଇଦେଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଧରାପଡିଲା କାହିଁକି ଓଡ଼ିଶାରେ ଶିକ୍ଷକ ନିଯୁକ୍ତିରେ ହେଉଥିଲା ଏତେ ବିଳମ୍ବ।
    #argusdigital #mohanmajhi #argusdigitalpolitical #odisha
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    Here is Why Teaching Staffs Were Not Recruited During Naveen Patnaik Govt in Odisha | Argus Digital
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 235

  • @dillipjena5818
    @dillipjena5818 3 місяці тому +60

    ବନ୍ଦ କରାଯାଇଥିବା ସ୍କୁଲ୍ ଗୁଡିକ ଆଉଥରେ ଫେରସ୍ତ କରାଯାଉ ।

  • @SIBAPRASADDAS-do5si
    @SIBAPRASADDAS-do5si 3 місяці тому +19

    ଶିକ୍ଷକ, ଅଧ୍ଯାପକ, ଡାକ୍ତର, ପୋଲିସ, କିରାଣୀ ଆଦି ସବୁ ଖାଳି ପୋଷ୍ଟରେ ନିଯୁକ୍ତି ଦେଇ ଠିକା ପ୍ରଥା ଉଛ୍ଛେଦ ହେଲେ, ପ୍ରଥମ ବର୍ଷରେ ଓଡିଶା ବାସୀ ଅଧିକ ମାଗି ବେନି।

  • @Xuy788
    @Xuy788 3 місяці тому +26

    ସାର ଚାକିରି ବିକା ବନ୍ଦ ହେଉ.. ସବୁ ବିଭାଗ ଭଳି ପ୍ରାଥମିକ ଶିକ୍ଷକ ରେଗୁଲାର ହେଉ ଆଉ Grade pay ନିଶ୍ଚିତ ବଢ଼ାନ୍ତୁ...

  • @kshirodkumarbehera5105
    @kshirodkumarbehera5105 3 місяці тому +10

    ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପ୍ରାୟ ସ୍କୁଲ ମାନଙ୍କରେ ମିଛ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ନେଇଛନ୍ତି। ପିଲାଙ୍କ ଅଭିଯୋଗ ସେମାନଙ୍କୁ ପାଠ ଆସୁନି ସେମାନେ କ'ଣ ପାଠ ପଢ଼ାଇ ବେ। ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ।

  • @NilamaniAyurveda
    @NilamaniAyurveda 3 місяці тому +11

    Mohanji is gentle and favourable CM Utkal Pradesh Congratulateion for his Noble Work Thañk youfor common men friend

  • @pravakarrout3616
    @pravakarrout3616 3 місяці тому +18

    ଏହା ସମୁଚିତ ପଦକ୍ଷେପ। ଅପରପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଫିସିକ ଚିଠିପତ୍ର ଓଡ଼ିଆରେ ଲେଖିବା ପାଇଁ ବିହିତ ପଦକ୍ଷେପ ନିଅନ୍ତୁ। ଯାହାକି ଓଡିଆ ଅସ୍ମିତାର ଅନ୍ଯତମ ଦିଗକୁ ସମ୍ମାନ ଦେବ।ଜୟ ଜଗନ୍ନାଥ।

  • @Xuy788
    @Xuy788 3 місяці тому +29

    ସାର ଆମ 1.5 ଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ଲୁହରେ ପାଣ୍ଡିଆନ ଭାସିଗଲା.. ଆମକୁ Peon ଠୁ ହୀନ କରିଥିଲା... ଆମକୁ ସବୁ ବିଭାଗ ଭଳି ରେଗୁଲାର କରି ଆମକୁ grade pay ନିଶ୍ଚିତ ବଢ଼ାନ୍ତୁ... ଆମର 6 ଲକ୍ଷ ଭୋଟ ଆପଣଙ୍କୁ ଦେଉଛୁ...

    • @spsproduction8514
      @spsproduction8514 3 місяці тому

      ସତ କଥା

    • @ishwarmurmu7295
      @ishwarmurmu7295 3 місяці тому

      poisa to bodheibe bt pila mane patho padhibaku chahun ନାହାନ୍ତି kn pain kn pila mane sikhiparunahatiki patho janch korajau media bhai ମାନଙ୍କୁ ଅନୁରୋଧ

    • @Xuy788
      @Xuy788 3 місяці тому

      @@ishwarmurmu7295 ସ୍କୁଲ ରେ ଶିକ୍ଷକ ନାହାନ୍ତି, ପାଣିନାହିଁ, Boundary ନାହିଁ, ଶୌଚାଳୟ ନାହିଁ ଅନେକ ବାହାର କାମ ଶିକ୍ଷକ କରନ୍ତି ପାଠ କିଏ ପଢ଼ାଇବା..

  • @Madhuvlogs94
    @Madhuvlogs94 3 місяці тому +9

    ନବୀନ ପଟ୍ଟନାୟକ ଠକି ଦେଲା ଓଡ଼ିଶା ପିଲା ମାନଙ୍କୁ

  • @anuragsahu1437
    @anuragsahu1437 3 місяці тому +8

    A most welcome step 🎉

  • @Lets810
    @Lets810 3 місяці тому +11

    ଶିକ୍ଷା ବିକାଶ ହେଲେ ଓଡ଼ିଶା ଆଗେଇବ

  • @ManjuPradhan-fk7lq
    @ManjuPradhan-fk7lq 3 місяці тому +4

    Jay jagannath

  • @nevergiveup2335
    @nevergiveup2335 3 місяці тому +24

    ପ୍ରଥମେ ପ୍ରାଥମିକ ଶିକ୍ଷକଙ୍କ ଦରମା ଅସଂଗତି ଦୂରକରୀ ତାଙ୍କୁ ଉଚିତ ଦରମା ଦିଆଯାଉ

  • @bikashKumar-vg9fh
    @bikashKumar-vg9fh 3 місяці тому +3

    ଜୟ ଜଗନ୍ନାଥ

  • @debashiskar5878
    @debashiskar5878 3 місяці тому +2

    Contractual outsourcing project scheme employees jeun Mane one year contractual re 13-15 varsha swalpa darama, vina, promotion death compensation pension re sarkari vivhagare sarkar dwara advised post re written viba dei sarkar dept ba agecy madymare nizuka hoi goti khatuchanti semanku regular kebe karibe..... example bhabe NHM, Day-NRLM( OLM) karmachari Katha vicharku nea jaipare....new govt new CM deputy CM ehaku gurutara Saha vichar Kari pratarita upekhita karmachari nku nya deantu.

  • @pintuvillagetour
    @pintuvillagetour 3 місяці тому +12

    ଖାଣ୍ଟି ଓଡ଼ିଆ ପୁଅ ଆମ ମୁଖ୍ୟମନ୍ତ୍ରୀ ମୋହନ 👍👍👍👍

  • @balaihansdah9320
    @balaihansdah9320 3 місяці тому +10

    ମନ ମୋହୁଛି ମୋହନ❤🎉❤

  • @lyricistgovindahansdah
    @lyricistgovindahansdah 3 місяці тому +1

    I miss you....I miss you....Naveen sir, kahuthiba loka mane ebe kuade gale ki??? Naveen nanka kebal loka hairan shashan thila...

  • @ajayadas4994
    @ajayadas4994 3 місяці тому +2

    Excellent step ex govt heldup for money

  • @pradeepkumarsahoo8809
    @pradeepkumarsahoo8809 3 місяці тому +1

    Right katha argus news lagipada

  • @kamallochanrana3909
    @kamallochanrana3909 3 місяці тому

    Grade pay ବଢ଼ାଓ ଯଦି Elementary Teacher ମାନଙ୍କୁ ନ୍ୟାୟ ଓ ହକ ଦେବାପାଇଁ ଚାହୁଁଛନ୍ତି,2022 strike ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଏଇ ଶିକ୍ଷକ ମାନଙ୍କୁ ପ୍ରତିଶୃତି ଦେଇଥିଲେ 🙏

  • @MilanLeo
    @MilanLeo 3 місяці тому +2

    4000 ହାଇ ସ୍କୁଲ କମ୍ପ୍ୟୁଟର ଶିକ୍ଷକଙ୍କ ପରିବାରର ଆଖିର ଲୁହରେ BJD ଧଂଶ।।।

  • @pnathlon9240
    @pnathlon9240 3 місяці тому

    ଧନ୍ୟବାଦ ମୋହନ ସରକାର

  • @SANJAYKUMAR-xt6ht
    @SANJAYKUMAR-xt6ht 3 місяці тому

    ହଉ ଦେଖିବା କି ପରିବର୍ତ୍ତନ ହଉଛି

  • @rajanikantsstudypoint6784
    @rajanikantsstudypoint6784 3 місяці тому

    Jay Jagannath

  • @babumb260
    @babumb260 3 місяці тому +4

    Argus please spread a news NEET scam .

    • @KcsahuOdishaculture
      @KcsahuOdishaculture 3 місяці тому

      Hello sir argus news channel କୁ ଏମିତି କହିଲେ ସିଏ ବୁଝିବ ନାହିଁ କାହିଁକି ନା ଚେହି ଚାନେଲ ରାଜନୀତି କରୁଛି ବିଜେପି ର କୁକୁର ହେଇକି ଭୁକୁଛି ଓଡିଶା ବାସୀ ଙ୍କ ଆଗରେ ଆକୁ କେମିତି ଜବାବ ଦିଆଯିବ coment ମାଧ୍ୟମରେ ଜଣାନ୍ତୁ

  • @HaldharSuna-b1q
    @HaldharSuna-b1q 3 місяці тому +2

    ମୋହନ ସାର ସୁବରନ ସୁଯୋଗ ଥରେ ଆସେ ତାକୁ ଉପଯୁକତ ଠିକଣା ରେ ପହଚାଂଇ ଦେଲେ ସଦାବଳେ ପଦ ପଦବି ପଛେ ପଛେ ଗୋଡାଇଦିଏ

  • @BabitaMishra-yx2hr
    @BabitaMishra-yx2hr 3 місяці тому

    ଶିକ୍ଷା ସ୍ବାସ୍ଥ୍ୟ ମୂଳ ଲକ୍ଷ୍ୟ ହେବା ଉଚିତ

  • @motivationalodia123
    @motivationalodia123 3 місяці тому

    କଳା ଓ କ୍ରୀଡା ଶିକ୍ଷକ ଙ୍କୁ କେବେ regular କରାଯିବ...

  • @SibaReddy-t8f
    @SibaReddy-t8f 3 місяці тому

    ହଁ ସବୁ ହେବ

  • @sridharbarik-cq6fs
    @sridharbarik-cq6fs 3 місяці тому

    ମାଙ୍କଡ଼ ରୁ ମାନବ କରୁଥିବା ଶିକ୍ଷକ, ଶିକ୍ଷୟତ୍ରୀ ହେଉଛନ୍ତି, ପ୍ରଥମମିକ,ସ୍ତର,,

  • @srustidhardey5817
    @srustidhardey5817 3 місяці тому

    ଗ୍ରାମ ସାଥୀ କୁ appointment କର higher qualification ରେ ନିଯୁକ୍ତି ଦିଅ

  • @jagnyeswar
    @jagnyeswar 3 місяці тому +1

    Good axcan cam sir

  • @lagenchandramohanta4655
    @lagenchandramohanta4655 3 місяці тому

    Graduate pilanku primary school re assistant teacher bhabare new vacancy bahar kara jau.....semane kebala patho podheibe..........new way re siksha agaku bodha jau....aau 7000 salary Diya jau nahele graduate pila bahut bekar achhanti...dadana jiba ki nijukti....debe sarkar upare depend .

  • @HelpfulXYZ
    @HelpfulXYZ 3 місяці тому +1

    ସାର୍ GRS POST ବାହାର କରନ୍ତୁ

    • @GuruGullel
      @GuruGullel 3 місяці тому

      GRS heba ku ichaochi ki madam

  • @Mr_Dk64
    @Mr_Dk64 3 місяці тому

    Great 👍🏻❤❤❤

  • @sarmisthajena9345
    @sarmisthajena9345 3 місяці тому

    Great leader of odisha

  • @shibasing5084
    @shibasing5084 3 місяці тому

    ଶିକ୍ଷା ର ଯୁଗ୍ୟ ଜେମାନେ ନିଜୁକ୍ତି ପାଆନ୍ତୁ ଅଣପାଠୁଆ ଟଙ୍କା ଦିଆ ଶିକ୍ଷକ କରନ୍ତୁ ନାହିଁ ଏନ୍ଟାସ୍ କରିକି ଶିକ୍ଷକ ଶିଲେକ୍ସସନ କରନ୍ତୁ ସାର

  • @9861jayJagannath
    @9861jayJagannath 3 місяці тому

    Out source employee ku nyaya milu 🙏

  • @ChinuPanda-v4t
    @ChinuPanda-v4t 3 місяці тому

    Good jobSir

  • @atishkumarpanda7755
    @atishkumarpanda7755 3 місяці тому

    Retirement teachers mananka prati tike manyabar Mukhyamantri gurutwa diantu.

  • @SushilKumarVlogs-bb6yx
    @SushilKumarVlogs-bb6yx 3 місяці тому

    We have waited to full fill teachers post as well as CBI investigation of 5t currption. ...

  • @jagapradhan6355
    @jagapradhan6355 3 місяці тому

    Khali teacher bibhaga nuhen police bibhaga re dhyana diantu sir

  • @rabinarayanmishra2036
    @rabinarayanmishra2036 3 місяці тому

    Sir,please remove outsourcing from Odisha

  • @sambhukarjee6082
    @sambhukarjee6082 3 місяці тому

    ନିର୍ବାଚନକୁ ଦୃଷ୍ଟିରେ ରଖି 5 ବର୍ଷ ଶେଷରେ ପଦବୀ ପୂରଣ କରିବାକୁ ଚେଷ୍ଟା କଲେ, ଓଡିଶା ବାସୀ ସେକଥାକୁ ଓଲଟା ଭାବେ ଗ୍ରହଣ କରନ୍ତି....

  • @manoranjsahoo9197
    @manoranjsahoo9197 3 місяці тому

    Namho namsker sir 🙏 cmo 🎉🎉

  • @sasmitanayak8886
    @sasmitanayak8886 3 місяці тому

    Sir 2004 ru 2013 teachers mananka katha tike sunantu

  • @Official_B.kanhar7289
    @Official_B.kanhar7289 3 місяці тому

    ଶିକ୍ଷକ ମାନଙ୍କର ଦରମା ସଚିବ ଲୁଟୁଥିଲେ ସେଥି ପାଇଁ ନିଯୁକ୍ତି ଦେଉନଥିଲେ।

  • @jagankumarpadhy445
    @jagankumarpadhy445 3 місяці тому +2

    Kete sata kete ମିଛ jana padiba ଆଗକୁ

  • @somanathkhara8368
    @somanathkhara8368 3 місяці тому

    ଲାଞ୍ଚ ଖାଇବା ପାଇଁ ଶିକ୍ଷକ ନିଯୁକ୍ତି ବନ୍ଦ କରାଯାଇଛି ପୂର୍ବତନ ସରକାର।

  • @Manas_Bhoi
    @Manas_Bhoi 3 місяці тому

    Jay Shree Ram 🙏🙏🙏

  • @rajkishordas1396
    @rajkishordas1396 3 місяці тому

    CM should bring a bill for each year teacher recruitment just like odisha civil services for retired vacancy in planned manner.

  • @bishnudash1355
    @bishnudash1355 2 місяці тому

    Appana thik kama kale ame appananku congratulations janeibu.

  • @yashobantameher7246
    @yashobantameher7246 3 місяці тому

    Complete the ongoing 20,000 Junior teacher recruitment process and recruit them as soon as possible

  • @bandanaeducation877
    @bandanaeducation877 3 місяці тому +9

    BJD government choro No1

  • @subhassanta9298
    @subhassanta9298 3 місяці тому

    Good morning sir

  • @ODM-oq1qk
    @ODM-oq1qk 3 місяці тому

    କଥା କୁହା ଦୁଷ୍ଟ ବାଳକ, କାମରେ ଦେଖା ଯାଉ,ନ ହେଲେ ମୁଁ ବି (ପଚା) ଚିଙ୍ଗୁଡ଼ି ବିକି
    ଦଉଚି, ଯିଏ ନେଲା ମୁଁ ଭାବୁଛି ସେ ମୋ

  • @pramitrana7556
    @pramitrana7556 3 місяці тому +1

    ଯଦି ଦମ ଅଛି ତାହେଲେ school, College, ଉନିଫୋର୍ମ୍ ଚେଞ୍ଜ କର ଜମି ଟି ଲୋକ ଜାଣି ବାରି ବେ ଓଡିଶା ରେ ଗୋଟିଏ ଉନିଫୋର୍ମ୍ ଚାଲ ନ୍ତୁ

    • @manasmohapatra7874
      @manasmohapatra7874 3 місяці тому

      ଗୋଟିଏ uniform ଠିକ୍ ନୁହେଁ

  • @priyankaworld6497
    @priyankaworld6497 3 місяці тому

    Katha ra dam rahiba darkar.....mohan babu...dekhibu kete fulfill karuchanti...nahele ethara bhali next thara dekhibe youth students power

  • @kalyankumarlenka6606
    @kalyankumarlenka6606 3 місяці тому

    ମୁର୍ଖ ମାଷ୍ଟର ନିଯୁକ୍ତି ବେଵାର
    ଅନ୍ଧାର ବହୁତ

    • @surendranayak117
      @surendranayak117 3 місяці тому

      Budget re surplus Bjd 😂😂😂
      Amoku nijukti Dorkar

  • @rinkymandal8424
    @rinkymandal8424 3 місяці тому +3

    Teacher ta nijukti hebe but contractual ki regular . Nabin srnka pari janankr darama five teacher nku jemiti bantiki six year jae deuthile
    Aau semiti hebani ti.

  • @jogendrapardhan-ni3ss
    @jogendrapardhan-ni3ss 3 місяці тому

    Namaste

  • @KaliaSahu-1990
    @KaliaSahu-1990 3 місяці тому

    ମୁଖ୍ୟମନ୍ତ୍ରୀ ସାର୍ ଧାନ ର ମୂଲ୍ୟ କେତେ ଟଙ୍କା ବଢ଼ିଲା 3100 କହିଥିଲ ଆଉ କେତେ କଲ Argus Digital News ଏ ଖବର ବି ଟିକିଏ ଜନତା ଙ୍କ ସାମନା କୁ ଆଣ

  • @premanandakhuntia2142
    @premanandakhuntia2142 3 місяці тому

    High school re TGT (odia) sikshyak nujukti Karajau ❤❤

  • @durgabatiacharya5514
    @durgabatiacharya5514 3 місяці тому

    Great

  • @bismayakhilar3526
    @bismayakhilar3526 3 місяці тому

    First block grant teacher mananku ଦରମା dia then ସେମାନଙ୍କର pension lagu kara

  • @mithunabhoi8732
    @mithunabhoi8732 3 місяці тому

    Majhi Sar 🙏🙏🙏

  • @newway4507
    @newway4507 3 місяці тому

    Bas dekhne keliye baki 😮😮

  • @dineshrath2500
    @dineshrath2500 3 місяці тому

    Koraput central University ade tike najar padu baboo hargus

  • @prasantakumarnayak5298
    @prasantakumarnayak5298 3 місяці тому

    ରଙ୍ଗମରା କାର୍ଯ୍ୟ ଆରମ୍ଭ କରି ସରକାରୀ ଲୁଣ୍ଠନ କରିବାରେ ମାହିର୍

  • @rakeshsahu4847
    @rakeshsahu4847 3 місяці тому +4

    Khali teacher vacancy nai
    Police mananka upare bi tk dhyana diantu sir

  • @sganeshbehera3886
    @sganeshbehera3886 3 місяці тому +1

    Koti koti Ranga mara Paisa BJD GOVERNMENT pakharu collection kari Treasure ku return heu, specially 5t Department ru.

  • @ghanashyamswain4941
    @ghanashyamswain4941 3 місяці тому +3

    ହଉ, ଦେଖାଯାଉ 62 lakh କନିଷ୍ଠ ଶିକ୍ଷକ କେବେ ନିଯୁକ୍ତି ହଉଚି l ଚର୍ଚ୍ଚା ରେ କିମ୍ବା news ଯେପରି ନ ରହୁ

  • @babulsahoo6140
    @babulsahoo6140 3 місяці тому

    Sir 🙏 କେନ୍ଦ୍ରୀୟ ହlରରେ ଦରମା ଦେବେ ବୋଲି,,, ତୁମ ସରକାର ଆସିଲେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଆପଣ BJP sarkar 🎉🎉

  • @pritisridas4252
    @pritisridas4252 3 місяці тому

    Please sir 🙏vocational education ku priority diantu please vocational teacher post bahar karantu 🙏

  • @ritanjalisamal8492
    @ritanjalisamal8492 3 місяці тому +1

    କୋୖଣସି mark percentage rakhantuni ଆଉ minimum age 42 କରନ୍ତୁ ସାର । ଏଯାଏ ବହୁତ ପିଲା ଚାକିରି ରୁ ବଞ୍ଚିତ ଅଛନ୍ତି ଚାକିରି ନ ପାଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାହାର ବୃଦ୍ଧ ବାପା ମା ଙ୍କୁ ଖାଇବା ଦେବାର ଅଛି। କାହାର ବଢିଲା ଭଉଣୀ ର ବାହାଘର କରିବାର ଅଛି। କାହାର ପିଲା ଛୁଆର ପରିବାର ପୋଷିବା ର ଦାୟିତ୍ଵ ଅଛି। ପାଠ ପଢି ଆଉ କେତେ ଦିନ ଘରେ ଏମିତି ଯନ୍ତ୍ରଣା ରେ ରହିପାରିବେ।

  • @JyotiRanjan-yr4rv
    @JyotiRanjan-yr4rv 3 місяці тому

    ଓଡିଶା ଦାଦନ କେବେ ପୂରଣ ହେବ

  • @kirttiranjanbaral8907
    @kirttiranjanbaral8907 3 місяці тому

    Fake certificate ଯାଞ୍ଚ ହେଉ।୨୦୨୦ ରେ ଯେଉଁ ମାନେ regular posting ହୋଇଛନ୍ତି ତାହା ମଧ୍ୟ ଯାଞ୍ଚ ହେଉ।

  • @SKdas-xh1vw
    @SKdas-xh1vw 3 місяці тому

    Please change school uniform old uniform ❤

  • @zerotohero0703
    @zerotohero0703 3 місяці тому

    Jts regular heba darakar

  • @prafullasahoo1199
    @prafullasahoo1199 3 місяці тому

    Sir,
    Give priority to Education, Health and
    Irrigation.
    In different Universities
    Hundreds of Professor snd Asst Professors post are laying vacant.
    Kindly fill up College Teacher Posts.For Teacher Education BEd
    Colleges play a vital role. Kindly look to the
    Improvement of Teachers. Education in our State.

  • @dipeshmohanty8428
    @dipeshmohanty8428 3 місяці тому

    Age kamare karantu.ame apananku swagat karibu.

  • @pratimameher724
    @pratimameher724 3 місяці тому

    Heba Katha kahinkina bahut quality teachers Mane waiting re achanti dina rati mehnat kariki v pai paru nahnti.......mun v semanka bhitare jane.......... Please reopen all merged school and closed school

  • @ganeshbhatra1275
    @ganeshbhatra1275 3 місяці тому

    ଜିଲା ନିଯୁନୃ କରନୃ ସାର

  • @Madhuvlogs94
    @Madhuvlogs94 3 місяці тому

    ଠକ ନଁ ନବୀନ ପଟ୍ଟନାୟକ

  • @ashishkanungo801
    @ashishkanungo801 3 місяці тому

    👍

  • @ratikantrout2875
    @ratikantrout2875 3 місяці тому

    Hau dekhiba adana kn karibe

  • @prafullasahoo1199
    @prafullasahoo1199 3 місяці тому

    There is a parrelal system of Education for
    S C snd ST.Communities
    In Odisha.Tribal Education may kindly be
    Looked into.Their feeding Standard may
    improved.The Inspecting Cadre should
    be active and effective.
    Grievances of the Tribal
    Teachers may be heard and redress their difficulties.

  • @rinkubarik2806
    @rinkubarik2806 3 місяці тому

    କେତେ ସମାନ କାମ କୁ ସମାନ ଦରମା ଦିଆଯିବ ଦେଖା ଯିବ କହିବା ଆଉ କରିବି ଭିତରେ ବହୁତ ଫରକ୍

  • @ranjitswain5692
    @ranjitswain5692 3 місяці тому

    Sir, tike Police vacancy upare nazar diantu

  • @aboutstock8700
    @aboutstock8700 3 місяці тому

    Primary pain kendriya harare darama dia na hele padhei be ni kehi

  • @jasymnantaryamisahoo2443
    @jasymnantaryamisahoo2443 3 місяці тому

    ❤🎉❤

  • @Lets810
    @Lets810 3 місяці тому

    Good cm

  • @user-hv3tn9tm1t
    @user-hv3tn9tm1t 3 місяці тому

    ପ୍ରଥମେ ଦରଦାମ୍ କମାନ୍ତୁ

  • @anilkumarsahoo794
    @anilkumarsahoo794 3 місяці тому

    4600 gp for high school teacher

  • @alokmeher1721
    @alokmeher1721 3 місяці тому

    ❤🎉

  • @satyajitsahu9488
    @satyajitsahu9488 3 місяці тому +1

    Aga Kama Kara ta pare kahiba, jemiti 15 lakh khrcha Kari Kari account ru saruni 😅😅😅😅😅

  • @coolkree-ey-tiv8592
    @coolkree-ey-tiv8592 3 місяці тому

    5 ରୁ 10 ପିଲା ମାନଙ୍କୁ ନେଇ ସ୍କୁଲ ଚାଲିବ।

  • @dineshrath2500
    @dineshrath2500 3 місяці тому

    Kete dinare hab jana padiba

  • @biswaranjangouda6468
    @biswaranjangouda6468 3 місяці тому

    Samasta CT.Bed pilanku job diajau age chalijauchi

  • @masteropsc6977
    @masteropsc6977 3 місяці тому

    Jt regular heb ki.. Contractual