Anganwadi centre ru jane ete paesa income kebe kari pariba ni,beker re anganwadi ku indicate karantu ni..tankara alga source thiba ,if those are legal then no issue....
I really don't know why vigilance raid like this people. we know there are so many corrupt officers and politicians in Odisha. why vigilance can not catch them.
Instead of of irritating common people, they should be more initiative on actual corruption. They knows where is corruption or illigal. But they will not do investigation.
Media needs to ask professionally. The Lady is a very good business woman..should be inspiration for all. They work hard to become Rich, from zero too hero.
Zero ru hero hele kichhi problem nahi. Tax thik samaya re pay karantu. Income khali cash re black re kariki jaga badi luxury life style kale, loka aneiki Achhanti kahibe .
ଗୋଟେ ସରପଞ୍ଚ ର ଦରମା ୨୪୬୭ଟଙ୍କ ମାସିକ କିନ୍ତୁ ୫ବର୍ଷ ଭିତରେ ସେ ୩ରୁ୬କୋଟି ର ମାଲିକ ହୋଇ ଯାଉଛି ସେଥି ପ୍ରତି ଟିକେ ଦେଖିଲେ ଭଲ ହୁଅନ୍ତା
Right
Thik thik
Point to be noted.....
ବେକାରୀ କଥା
100% right
ହେ vigillance bala ଙ୍କର ବଡ଼ ବଡିଆ ଙ୍କୁ ଧରିବାର ଓକାତ ନାହିଁ ।
Right bhai
ପୁରାପୁରି ଠିକ୍
Right broo
Thik
Right
ସାଧାରଣ ଲୋକ ଅଗକୁ ଗଲେ ସଙ୍ଗେ ସଙ୍ଗେ ଏମିତି news ଆସିଯାଉଛି.. But ML,MP.. ଏମିତି ରାଜନୀତି ଲୋକ କେତେ ଟଙ୍କା ସାଧାରଣ ଲୋକଙ୍କଠୁ ଠକି ବଡ ଲୋକ ହେଉଛନ୍ତି.. But ତାଙ୍କ ପାଇଁ କିଛି ନାଇଁ.. ଧିକ
ଭାଇ ଠିକ କହିଛନ୍ତି
Thik katha
Very right bro
Yes right
ଠିକ୍ କଥା ତ ଆଉ
ଆରେ ଦମ୍ ଅଛିତ ରାଜନେତା ଆଉ ଶିଳ୍ପପତି ଙ୍କୁ ଧର ଏ ସାମ୍ବାଦିକ କୁ ଆଗ କାନକୁ ଦିଅ । କିଛି ନାହି କିଛି ମିଳିବନି
ସବୁଥିରେ ପଲିଟିକ୍ସ ଭାଇ। ଯିଏ bjd ବିରୋଧରେ ଗଲା ତାକୁ aevali ହଇରାଣ କରାଯାଉଚି
Basss...thik katha
କାଢ଼ ପାଇବନି ।
ହଁ ତ
thik thik
20 ବର୍ଷ କାଳ ଜଣେ ଅଙ୍ଗନୱାଡି କର୍ମୀ ଯେତେ ପଇସା ଖାଇଲେ ବି କୋଟିଏ ରୁ ଉର୍ଦ୍ଧ୍ବ ସମ୍ପତ୍ତି କରିପାରିବେନି , ତାଙ୍କର କିଛି ଅନ୍ୟ ରୋଜଗାର ମାଧ୍ୟମ ଥିବ
Ekdum thik bhai
Right
Tor b kiye achi angan badi re
Right katha se kn government job karu6nti Bali au ki6i kama karibe ni na kn tankara au b alaga business thiba na
ଆରେ ସେ ପା ନିଜେ କହିଲେ ତାଙ୍କ ସ୍ଵାମୀ ଜମି business କରନ୍ତି। ବାସ୍ ସେଇ ଟା ତ ସବୁକିଛି ଆଉ kn ଦରକାର। ମାତ୍ର ଏହା illigal ନୁହଁ।
ଥରେ ବିରଞ୍ଚି ନାରାୟଣ ସାହୁ କୁ ଏମିତି ପଚାରିଲେନି mg media ଵାଲା
Dada right kahuchanti
Thik katha
Right sir
ସ୍ୱାମୀ ଜମି ବାଡ଼ି business କରନ୍ତି ଏତିକି ଯଥେଷ୍ଟ..
ଦମ୍ ଅଛି ତ ବଡ଼ ମାଛଙ୍କୁ ଧର ଏଇ ଛୋଟ ଛୋଟ ମାଛ ଙ୍କୁ ଧରିକି ବାହା ବାହା କିହିକି ନେଉଛ
Satare bro
Gandi re pani nai neta mana nku dhariba pai
Sotore
Right
ମତେ ଲାଗୁଛି ମିଡିଆ ବାଲା ବି ଇର୍ଷା ରେ ଜଳୁଛି , ଦିଦି ର ଉନ୍ନତି ଦେଖି ସହି ପାରୁନି ।
Sata katha katha
Right 👍🏻
Thik kahicha bhai
ek dum barabar...
Sotore
ଗୋଟେ ଲୋକ ଆଗକୁ ଜିବା ପାଇଁ ଚେଷ୍ଟା କରେ ହେଲେ ହେଲେ ଏମିତି ମଣିଷ ଅଛନ୍ତି ସହିପାରନ୍ତି ନାହିଁ
Right yarr
Mora anurodha odisa re jete anganawadi didi nka ghare pasi janch karantu please🙏 sabu chorani
ମୁଁ ଏ କଥା ସମର୍ଥନ କରୁଛି।
No brother, e jeu sabu parishram karuchhanti boli kahuchhanti, sethiru, ete property bahariba nahin.
@@anilkumarmishra1774 🤔
କଥାରୁ ଲାଗୁଚି ଭଉଣୀ ସତ କରୁଛନ୍ତି
ଅଙ୍ଗନବାଡି କର୍ମୀ ଘରେ ଯଦି ଏତେ ସମ୍ପତ୍ତି ତାହେଲେ ପାରଲାଖେମୁଣ୍ଡି dfo ସଂଗ୍ରାମ କେଶରୀ ଘରେ ଚଢ଼ାଉ କରି ଦେଖାତ କେତେ ସମ୍ପତି ଅଛି, ସେ ଔକାତ ଅଛି କି ଓଡ଼ିଶା ସରକାର ନା ଭିଜିଲାନ୍ସ ଅଧିକାରୀର ।
Bhai right
Vai thik kahichha
Right bro
Right bhai
ହଁ ତ
ଅଙ୍ଗୱାଡି ରେ ଏ ସବୁ ନୁହେଁ
ସେ ପରିଶ୍ରମ କରିଛନ୍ତି
Right
Right
Tame dekhi thila
Right
@@biswanathshaoo6136 tume dekhitila se kn karuthile
ଯଦି ଧନୀ ଲୋକ ମାନଙ୍କୁ ଖୋଜି ଖୋଜି ବାହାର କରି ଟଙ୍କା ତାଙ୍କର ନଉଚ୍ଚ ସେମିତି ଗରିବ ଲୋକ ମାନଙ୍କୁ ଖୋଜି କରି ଟଙ୍କା ଆଉ ଖାଇବା ଦିଅ ,ତାହେଲେ ଠିକ୍ ହବ ।ଏମିତି ଅନ୍ୟାୟ କେତେ ଦିନ କରିବ ,ଧର୍ମ କୁ ଟୀକିଏ ତ ଡର ।
Right sir
I think A W . Sister is very sincere , labourious and ideal one.certainly God will help her .
Sala pura thaka ta
Ama gna ra
Koradakanta
Exact.
Hmm seithipain tanka gharu 3cr rupees extra baharichi....
Aau thana ku jaichanti ebe
ଏ ଗରିବ ଘରେ ଅଣ୍ଡିରା ଆମ ପ୍ରଶାସନ କାଇଁ ରାଜନେତା ଘରେ କେବେ ତ ରେଡ୍ ହେଉନି
ଏକଦମ୍ ସତକଥା
ଦିଦି ହେଲେ କୁଜି ଅସରପା ଓ ଭିଜିଲାନ୍ସ ବିଭାଗ ହେଲା କାଣି ବିରାଡ଼ି ।
ହା ha 😄....
*ଜଣକୁ ଦୋଷୀ କହି ଅପବାଦ ଦେଲେ, ସେ କଥା ବହୁତ ଲୋକଙ୍କ ପାଖକୁ ପ୍ରଚାରିତ ପ୍ରସାରିତ ହୁଏ କିନ୍ତୁ ସେହି ଲୋକ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଲେ, ସେ କଥାକୁ କେହି ପ୍ରଚାର ପ୍ରସାର କରନ୍ତି ନାହିଁ। ସେ ସମସ୍ତଙ୍କ ପାଖେ ଦାଗୀ ହୋଇ ରହିଯାଏ । ତେଣୁ ସମସ୍ତଙ୍କୁ ଅନୁରୋଧ ଠିକ୍ ଭୁଲ୍ ଜାଣି କଥାକୁ ଆଗକୁ ବଢାନ୍ତୁ*
Vigilance ବାଲା କିଛି ନ କହୁଥିଲା ବେଳେ ତମେ ତାଙ୍କ ମୁହଁରେ ବୁମ ଗେଞି କି କଣ କୁହାଇବାକୁ ଚାହୁଁଛ ?
ଦିଦି ଙ୍କୁ ତମେ ରାଗିଙ୍ଗ କରି ତାଙ୍କ କଥା ରୁ ନଥା କାଢି ତାଙ୍କୁ ଅପମାନିତ କରିସାରିଲଣି । ଏଇଟା ମିଡିଆ ଟ୍ରାଏଲ୍ ନୁହେଁ ତ ଆଉ କଣ । ଧନ୍ୟ ତୁମ୍ଭ ଓ ଟିଭି । ତୁମକୁ ଟିକିଏ ଲାଜ ନାହିଁ ?
ଅଙ୍ଗନବାଡ଼ି ଦିଦି ସମ୍ପତି ନିଜସ୍ୱ ପରିଶ୍ରମ ରେ କରିଛନ୍ତି l
ବାବା ରାମଦବ ଲିଛି ବର୍ଷ ପୂର୍ବେ ସାଇକଲରେ ବୁଲିବୁଲି ଚେରମୂଳି ବିକୁଥିଲେ।
କିନ୍ତୁ ଆଜି ତାଙ୍କର ସମ୍ପତି କୋଉଠି ପହଞ୍ଚିଲାଣି l
ଏହା ବି ତଦନ୍ତ କରାଯାଉ....
B
ଆଉ ସରପଞ୍ଚ ମାନଙ୍କର ଏତେ ପଇସା
she is right & she is telling so confident
truth in her eyes
Right line bro
Yes
Exactly
Everywhere corruption
@@arpitabiswal309987
I8j
Confidence ku manibaku padiba👍,emti confidence samastanku darkar 😀😀😀
Sola DFO ghoroku jao
Forest minister ghoroku jao..
Joumane crime karuchonti
Thik kahicha bro
Big fishes are going scot-free, why catch small ones ?
Right sir. I think they even catch 'sarpanch' who are getting 50lakh-2crore per year through illegal way.
Agreed Sir...!!!
ଆଜି କାଲି ବହୁତ ଲୋକ ଚାକିରି ସହ ସାଇଡ ବିଜିନେସ ବି କରନ୍ତି। କାହିଁକି ନା ଦରମା କମ ମିଳେ
Yes Bhai
Parfect
I like her confidence 👍🏼👍🏼👍🏼
Anganwadi centre ru jane ete paesa income kebe kari pariba ni,beker re anganwadi ku indicate karantu ni..tankara alga source thiba ,if those are legal then no issue....
ଆଗ ଓଡିଶା ଏ ସାମ୍ବାଦିକ ମାନ ଙ୍କୁ ରେଡ କରାଯାଉ ଜଣା ଯିବ ଏମାନେ ସାମ୍ବାଦିକ ତା କରି ସମ୍ପତି କରି ଛନ୍ତି ନାଁ ରାଜନେତା ଙ୍କ ଚାଟୁ କାର କରି ସମ୍ପତି ମାନ କରି ଏମିତି ମେଣ୍ଟେନ କରି ଚଳୁ ଛନ୍ତି ଆମେ ଜାଣି ବାରେ ଏ ସାମ୍ବାଦିକ ମାନଙ୍କ ଦରମା ବି ବିଶି କିଛି ନୁହେଁ......
I really don't know why vigilance raid like this people. we know there are so many corrupt officers and politicians in Odisha. why vigilance can not catch them.
I think this lady is an inspiration for all youth who thinks become millionaire is arduous job..😀
Instead of of irritating common people, they should be more initiative on actual corruption. They knows where is corruption or illigal. But they will not do investigation.
Great confidence 👍👍👍👍
Why don't you wait until the investigation gets over rather than raising all kinds of suspicion?
It's good but why vigilance is silent to govt officials and politicians
Media needs to ask professionally. The Lady is a very good business woman..should be inspiration for all. They work hard to become Rich, from zero too hero.
Very good mam 🙏
ସବୁଠାରୁ ବଦମାସ ଏ ମିଡ଼ିଆ ଵାଲା
She is so innocent . Visilance never catch rich politician so disturbing normal people, what she has that is absolutely fine
Right
Right
ଯେତେବେଳେ ଯାଏଁ ପ୍ରମାଣ ନ ହୋଇଛି ଯେ ଏସବୁ ସମ୍ପତ୍ତି ବେଆଇନ ତାକୁ ଏମିତି ନ୍ୟୁଜ଼ ରେ ଦେଖାଇବା କେତେ ଯୁକ୍ତିଯୁକ୍ତ?? ଏ ମିଡ଼ିଆ ଵାଲା ସବୁ ସୀମା ଅତିକ୍ରମ କରୁଛନ୍ତି। ସେ ମହିଳା କଥାରୁ ଜଣା ପଢୁଛି ଯେ ସ୍ୱାମୀ ସ୍ତ୍ରୀ ଦୁଇଜଣ ବହୁତ କାମ କରିଛନ୍ତି। ଏତେଗୁଡିଏ ବ୍ୟବସାୟ ରେ ଏତେ ସମ୍ପତ୍ତି ଆସିବା ଅସମ୍ଭବ ନୁହେଁ। ତେଣୁ ଅନୁସନ୍ଧାନ ପୁରା ହେବା ଆଗରୁ ତାଙ୍କୁ ନ୍ୟୁଜ଼ ରେ ଦେଖାଇବା ତାଙ୍କ ଗୋପନୀୟତା ର ଉଲ୍ଲଙ୍ଘନ।
Jadi gote general worker upare squad chadhau heuchi tahele MLA, MP, MINISTER, CM, PM, etc Ghare kahinki heuni... Tume media bala bi --------
CLICHE !!!!🤦🏻♂️🤡
Minister nku dhar
ସାହସ ନାହିଁ
Didi bhala hardwork karichanti
Vigilance department know every things, they can investigate on unknown property made by property dealer.
ଓଡ଼ିଆ ଙ୍କ ଗୁଣ ଗୋଡ଼ ଭିଡ଼ିବା
Right
Madam speaking style mention she is pure honest. Others investigation get the truth
Madam looks ok but the problem is they were unknown about the it rules. They should have filled their return every year to avoid such problems.
Reporter has no right to ask such nonsense questions.... Salute to the person who has hired this reporter 😂😂😂😂😂😂
Se mg reporter sabubele emiti bayijanta babu dhanya tume
Pura bekar lika ta...mada darkar emananku
Well comment mam
Aloak bhi is good reporter
Tete badhi ଯାଉଛି... Feminist....se ଜମାନା ସରିଗଲା women କୁ special respect ବନ୍ଦ କରାଯିବ...... Mostly women employee are corrupted now... Bhag
ହେ ନବୀନ ବାବୁ ଆମ ତମ fan.........
First book this reporter!!! He doesn't have rights to ask such question, having pre-determined mindset.
I just hate Indian media dude
Sister, you don't fear such a stupidity enquiry & vigilance.God with u..
IT department will come to you next sabu chora gote jagare
Perhaps reporter doesn't know right way to ask the Questions....
Didi thik kahuchanti, laguchi . Genuine Income
ଅଣ୍ଡା ଛତୁଆ ସବୁ ଖାଇଲେ ସଵୁ ହୁଏ
Tu seia karuki
Record ta record gharu aniki debu ki
@@mamatasahoo5668 government job wala sabu sala dakayat tu b bodhe seia jaha tate badhila
@@mamatasahoo5668 mo ghare basan majile karidebi
Chorku chori dishiba
Reporter wants to hear what he have in his mind( so called "masala" ).
Language is what define a reporter.... Nd its degrading definitely....
don't interrogate Govt.Officials during investigation....
ପରିଶ୍ରମ କରି ଯାହା ବି କରି ଛନ୍ତି ଅଙ୍ଗନା ବାଡି ରେ କାମ କଲେ ବୋଲି କଣ ହେଲା ଅ ନ୍ୟ ରୋଜଗାର ବି କରୁଛନ୍ତି ଫ ସେଇ ଦିଆ ଯାଇଛି ।।
ଏ ମାଉସୀ ମୋ ମା ପରି ଦେଖାଯାଉଛି
ଆମ ଗାଁ ଅଙ୍ଗନୱାଡ଼ି ଦିଦି ଘର ଆଡେ ଟିକେ ଆସ😂😂
Really inspired di
Kothaa ru jana pudichi nijo parishram ro unoti heichi se madam 👍
I think madam is right. God bless you👉
BJD Govt . Bada chora
ଜଣେ କଷ୍ଟ କରି ଧନ ଅର୍ଜନ କଲେ କଣ ଅସୁବିଧା ହେଉଛି ।🙏🙏🙏
ଶିଶୁ ଖାଦ୍ୟ ମାରିକି zero ରୁ Heró🤪🤪
NYC PIC didi
Innocent aunty.. I think 🤔 vigilance department This is worng way 🙄🙄
Thanks
Zero ru hero hele kichhi problem nahi. Tax thik samaya re pay karantu. Income khali cash re black re kariki jaga badi luxury life style kale, loka aneiki Achhanti kahibe .
Badhiaa aauu
Net worth will estimate based on total family income.. Reporter u must know it
Best didi
Zero ru Hero 🙏
Jay bholenath
Dhanya otv.. Dhanya Tamara question answer.. Ki question bhai manibaku padiba thk jagare bhai Pacharile khusi hebu..thk jagare bhainkara voice rahu
ଇତିହାସ ସାକ୍ଷୀ ଅଛି ଯେ ଏପର୍ୟ୍ଯନ୍ତ କୋଣସି M. L. A, M. P ଆୟବହିର୍ଭୁତ ସମ୍ପତ୍ତି ମାମଲା ରେ ଛନ୍ଦି ହୋଇନାହାନ୍ତି। କାରଣ ସେମାନେ ନିଃସ୍ୱାର୍ଥପର ଭାବେ ଜନସାଧାରଣଙ୍କ ସେବାରେ ନିଜକୁ ନିଯୋଜିତ କରିଆସିଛନ୍ତି 🤣🤣🤣
True
I think madam is right .. ..
She should show Income tax returns
ଜଣେ କଷ୍ଟ କରିକି ଆଗକୁ ଗଲାବେଳକୁ ତାଙ୍କୁ ପଛକୁ ଟାଣୁଛନ୍ତି.
Madam is right
If you have power to catch MP MLA than catch
ଏହିଭଳି ଚୋରୁଣୀ କୁଂ ଝାରପଡା ଜେଲ୍ କୁ ପଠାଅ। ସଂପତି ବାଜାପ୍ତି କରାଯାଉ।
Hari bol 😂😂😂😂🤷
ବହୁତ ବଡ଼ ଅନ୍ୟାଅ କରୁଛନ୍ତି ଆମ ସରକାର ବାବୁ
I think the media person is much interested than the vigilance officer... 🤣If you have the courage go after politicians... 👍
He may informed to vigilance...
👍 correct
Really she is from zero to hero
ଇଏ ସାମ୍ବାଦିକ କୁ ପୁରସ୍କାର କରାଯାଉ, ବିରାଟ ବଡ ବଡ ପ୍ରଶ୍ନ କରିଛନ୍ତି।
କିଛି ନଜାଣି, CBI ଭଳିଆ ବାଳ କଥା ପଚାରୁଛି
Sabu angana badi Didi Ghare red karantu sabu pilanka food
Tu bodhe aw ru katijaichhu maa
ଛଟ ଛଟ ଛୁଆ କଂ ଖାଇବା ଖାଇଲେ ଭଗବାନ ଏମିତି କରନ୍ତି ।
Such a hardworking lady🤔🤣😇chora munha kete tana aji dekhili...manibaku pdiba...
ଆଗ ନେତାଙ୍କୁ ଧର ।
Sambadika babu jadi dam achhi ta chhora netanku jera karanti.
parishram karuthila
Anganabadi re emiti kana asichi,ei age re se crorepati hei jiba
Agree with you
Pila chori
Mausi tame right katha kahicha 👍
Max to max r corrupted nd level of corruption is high in orissa!
ଜେଲ୍ ପଠାଅ.... ବେଶି ଭାଷଣ ଦଉଚି
Are sunila ti Swami jaga badi bikri karuchhanti boli sei ta vara paisa
To jaga badi Bikibata badhe aparadh.."kaun hai ye log kahna se aate hain"..dhanya😂😂
ଆରେ ଜଣେ ଅଙ୍ଗନବାଡି ଦିଦି ହେଲେ ବୋଲି କଣ ସେ ଉନ୍ନତି କରିପାରିବନି। ତମେ ଶିଖଉଚ୍ଛ ନେତା ଗିରି ଆଉ କଣ ନାଁ। ଆରେ R T O ବାଲା ଏତେ ଲାଞ୍ଚ ନେଉଛନ୍ତି ତାଙ୍କର ଉଖାଡି ପାରୁନ ଚାଲି ଆସିଲା ଦିଦିଙ୍କ ପାଖକୁ ନୁହେଁ। ଆରେ ସବୁ R T O ଅଫିସରେ ଯାଞ୍ଚ କରୁନ। ଭଲ ଭଲ ନ୍ୟୁଜ ମିଳିଯିବ। ସେଠାରେ ଯାଞ୍ଚ କରିବନି କାହିଁକିନା ସେ ଟଙ୍କା ନବୀନ ପଟ୍ଟନାୟକ ବପାର ଧନ ନାଁ। ମାହାଳିଆ ପଡିଛି ଏଠି। ଗରିବ ଲୋକଙ୍କୁ ଏ ଶଳା R T O ବାଲା ଲୁଟୁଛନ୍ତି। Dl ବାଲା ଲୁଟୁଛନ୍ତି। ଯଦି ଯାଞ୍ଚ କରିବାର ଅଛି ଅଫିସ ଗୁଡ଼ାକର ଯାଇ କର ବେ।
କଣ ଜାଣି ପରୁନ ମ ସବୁ ଅଣ୍ଡା, ଛତୁଆ, ଚାଉଳ କମାଲ।
କାକୁଡି, ବରା ତ ବାହାନା।😀😀😀
Eta tuma bhul au ahankar