Woman Donates Crores Of Property To Rickshaw Puller In Cuttack
Вставка
- Опубліковано 15 вер 2024
- Woman Donates Crores Of Property To Rickshaw Puller In Cuttack
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishat...
Android App: bit.ly/OTVAndr...
iOS App: bit.ly/OTViOSApp
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ମୁ ଆଜି ବହୁତ କ୍ଲାନ୍ତ ଥିଲି ହେଲେ ଏପରି ଖବର ଦେଖିବା ପରେ ସତରେ ମନ ଆନନ୍ଦରେ ପୁରିଗଲା🤗🤗🤗
ମା ଆପଣଙ୍କୁ ସତ କୋଟି ପ୍ରଣାମ, ଯିଏ ନିଃସ୍ୱାର୍ଥରେ ସେବକରେ ଭଗବାନ ତାର ଫଳ ନିଶ୍ଚୟ ଦିଅନ୍ତି
ଧନ୍ୟ ବାଦ୍ ମା ,ଏହି ମହାନତା ଦେଖି ବହୁତ୍ ଖୁସୀ ଲାଗିଲା ,।
First I saw a great ladies who gift to other.its an example for other.
Mausi. Manabarupi. Maalaxhimi
Silver City has golden hearted people 💓
That's lady belongs to western Odisha 😀
@@tapanmishra1655 Correct sir... Silver city has iron heart 😂😂😂👌👌👌
ଆପଣଙ୍କ ଭଳିଆ ସାରା ଓଡିଶା ରେ ଜନ୍ମ ନିଅନ୍ତୁ 🙏
ତୁମକୁ କୋଟି କୋଟି ପ୍ରଣାମ ମା। ଜଣେ ଅସହାୟକୁ ସାହା ହୋଇଛନ୍ତି।🙏🙏
🙏🙏🙏🙏
ସ୍ୱାର୍ଥପର ସମାଜରେ ପଇସାର ମୂଲ୍ୟ କୁ ବୁଝିପାରୁଥିବା ଓ ଜୀବନର ପ୍ରକୃତ ଅର୍ଥ ବୁଝିଥିବା ମଣିଷ ଜଣେ। 😊🙏
Right,🙏🙏🙏
@@ritaraneeofficial8797 l
Right
ଆପଣଙ୍କୁ କୋଟି କୋଟି ପ୍ରଣାମ🙏🙏🙏🙏🙏
ଧନ୍ୟବାଦ ମା' ତୁମେ ଯେଉଁ ଗରିବଙ୍କୁ ସାହାଯ୍ୟ କଲ ଯୁଗେ ଯୁଗେ ଚିରସ୍ମରଣୀୟ ହୋଇ ରହିବ । ସମ୍ପତ୍ତି ପାଇଁ ଭାଇ ଭାଇକୁ ମଡର କରୁଛି । କିନ୍ତୁ ଆଜି ମାଆ ଏକ ଉଦାହରଣ ସାରା ଦୁନିଆକୁ ଚମତ୍କାରି ସୃଷ୍ଟି କଲା । ମାଆ ଆପଣଙ୍କୁ କୋଟି କୋଟି ପ୍ରଣାମ । 🙏🙏🌺🌺🌺🙏🙏
Such a adorable lady with full of humbleness
I respect this lady.
Bahut bhala manisha aei mausi... Samaste kichi sikhiba darkar.. Really inspiring
Great decission.👍👍🙏🙏 salute
"କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।"
ଯୋହନ 3:16
"3"
ମହାନ ବକ୍ତୀ ଆପଣ.🙏🙏🙏.. ଆପଣଙ୍କ relatives ମାନ କର ପୋଡୁ ଥିବ😄😄😄
Auntie sauch me aap great hai and real hurt women app jaise log bartaman logoko liye ek example hai salute AUNTIE🙏🙏🙏🙏
So much down to earth...great women...heartly respct to you madam...
You are a real human being. I salute you brave woman.
ମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କ ପରି ମନ ହୃଦୟ ସବୁ ଲୋକ ଙ୍କ ମନରେ ଆଶୁ
Such a lovely lady may god bless her.
Great Humanity 🙏
Maaa to maa hoti he😍
ଆଜିକାଲି ଲୋକ ପର ଲୋକ କୁ ଗୋଟେ ବକ୍ତ ଖାଇବାକୁ ଦେଉନାହାନ୍ତି କିନ୍ତୁ ତମେ ସବୁ ସମ୍ପତି ଦାନ କରିଦେଲ ଧନ୍ୟ ତୁମେ ମା ଦାନବୀର ରାଜା କର୍ଣ୍ଣ ଓ ହରିଶ୍ଚନ୍ଦ୍ର ଙ୍କୁ ଵି ବଳି ଗଲ କିନ୍ତୁ ଆଉଗୋଟିଏ ପିଲା ଥିଲେ ଭଲ ହେଇଥାନ୍ତା
E kalliyugare Mausi aparna e lobhee samajku biggest slap deidele hele kana heba jie perfect person heithiba se nischaya aparna ku salute Kariba.
ଏମିତି କା ମହାନ୍ ମାତା ଙ୍କୁ ଭଗବାନ ଶ୍ରୀହରୀ ଆହୁରି 50 ବର୍ଷ ବୟସ ବଢାନୁ ମୁଁ ଏବଂ ଆମ ପରିବାର ତରଫରୁ କୋଟି କୋଟି ପ୍ରଣାମ । ଜୟ ଜଗନ୍ନାଥ
Lady with class ❤️🙏
Great Mother
Great heart
Beautiful thought
Thanks Mama God bless you
Great maa 🙏🙏🙏🙏🙏🙏🙏🙏🙏
That's why cuttack is called city of brotherhood ❤️❤️❤️
She is belongs to western Odisha brother.Her native place but when she married settled in Cuttack
Such an adorable women...🙏
Awesome 👏👏🙏
ମାଉସୀ ତୁମକୁ କୋଟି କୋଟି ନମସ୍କାର 🙏🙏🙏🙏🙏 ତୁମ ପରିକା କିଛି ଲୋକ ଯଦି ଚିନ୍ତା କରିବେ ଦେଶ କେତେ ସୁଧୁରୀ ଯନ୍ତା ଭୋକିଲା କୁ ଦାନା ମିଳି ଯନ୍ତା ହେଲେ ବୁଝୁଚି କିଏ ଏଠିତ ଲୋକ ପର ତଣ୍ଟି ଚିପି ନିଜେ ବଡ ଲୋକ ହେବାରେ ଜୋର ରେ ଲାଗିପଡିଛନ୍ତି ଆମ ଦେଶର ନେତା ମନ୍ତ୍ରୀ ସରକାର ଚାକିରୀ ଵାଲା ଙ୍କୁ ଦେଖ କେମିତି କଳା ଧନ ବାହାରୁଚି କୋଟି କୋଟି ଖାଇକି ବସିଛନ୍ତି 7ପୁରୁଷ ବସି ଖାଇଲେ ବି ସରିବନି ଶଳେ କାଙ୍ଗାଳ ଦଳ
Thank you mother you are a great mother for society
U really motivated to the society.. salute 🙏
God bless you bhagwan ji apko hamesh khushi se rakhe tumhari umer labi ho
ଆପଣଙ୍କୁ ସହସ୍ର ପ୍ରଣାମ
ପ୍ରକୃତ ରେ ଆପଣ ମା........
ଆପଣ ହେଉଛନ୍ତି ସମାଜ ପାଇଁ ଉଦାହରଣ.....
Thank you God...thank u minati mam..satare apana mahan..u r such a kind hearted person,,god bless you
Really amazing thoughts 🙏🙏🙏
Great salute madam from bottom of my heart
Golden heart 💖💖🙏
Great thought.
I salute this type of rear and great personality .
Ma you are the best mother
Well done 🙏
Really great work .......
ଅନ୍ୟ ମାନଙ୍କ ପାଇଁ ଉଦାହରଣ....।👏👏👏👏
It is real human being
Great things
You are great 🙏
ଭାଇ ମାନେ ଏଥିରୁ କିଛି ଶିଖ ସ୍ୱାଭିମାନ ଓ ସଚୋଟ ରେ ଥିଲେ ଦିନେ ନା ଦିନେ ଭଗବାନ ତମକୁ ସହାୟକ ହେବେ...
God bless you Maa
ତୁମର ଚିନ୍ତା ଧାରା ଅତି ସୁନ୍ଦର ମା 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
I AM HAPPY FOR U MAA.
Great lady..
Pure heart pays off
ମା ତୁମକୁ ମୋର କୋଟି କୋଟି ପ୍ରଣାମ।
ସମାଜକୁ ଗୋଟେ ଭଲ ବାର୍ତ୍ତା ଦେଲେ କି ଯୋଉମାନେ vigilance ହାତରେ ଧାରା ପଡ଼ୁଛନ୍ତି , ଆଉ ଲଜିତ ହେଉଛନ୍ତି ସେମାନେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଦରକାର l
Apananka mahanataku koti koti pranam
Great mama
Jay Jagannath Aapananku bhala re rakhantu
Maa tume mahana
🙏🙏🙏 amyetika manisha ama duniya reee bahut comm achanti bahut bhala Loka 🙏🙏🙏
Bahut Bahut Dhanyawad
ଏହି ବୁଢ଼ୀ ମାଉସୀ ଭଳି ଯଦି କିଛି ଲୋକମାନେ ସାହାଯ୍ୟ କରିବା କୁ ବାହାରନ୍ତି ତା ହେଲେ ହୁଏତ କିଛି ଗରିବ ସେଣିର ଲୋକ ମାନେ ଭଲରେ ଜୀବନ ବିତେଇ ପାରିବେ ଧନ୍ୟବାଦ ମାଉସୀ 👍👍👍
Really MOM is great 👍
Good maa
Too Great woman
perfect.....👍
ମା ହିଁ ଦୁଃଖ କଣ ଜାଣିପାରେ 🙏🙏🙏🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏 ମା ଆପଣ ଙ୍କୁ ଜଗନ୍ନାଥ ଖୁସିରେ ରଖନ୍ତୁ
Great humanity
You are a great ❤️❤️❤️❤️
Really U are Absolutely Right
Dhanyabad
God bless you mama
Great maa
Great madam,
You are great aunty... good bless you
A great lady , a well humanbeing.
Great great 🙏
Very very nice maa
Jay Jagannath
Woo that's great humanity.... 🙏🙏🙏🙏
Salute to Madam...Pranam apanku...Bhgaban apanku Dirghayu karantu 🙏🙏🙏
Very nice Good
Maa tume bahut mahan🙏
Thanks 🙏🙏🙏🙏 good bless you
ତୁମେ ଠିକ କରିଛ ମାଉସୀ l ବୁଢ଼ା ଭାଇ, ମାଉସୀ ଙ୍କୁ ନିଜ ମାପରି ଯତ୍ନ ନେବ l
Ae hauchi asali manisa pania,maushi tamaku koti dandabata
Nabadas ra Daman pare mu apanka sabu video dekhuchhi tamaku swa cakhyure dekhibaku chanhuchii maa you are a brave mother evali manisaku jadi odisha uchha padastire rakhiba utich tahele ama odishare durnati kebe entry kariparibani
This type of people are always great
Gd madam God bless u madam🙏🙏🙏
Thanks yours manbekata
God bless you mam 🙏🙏🙏🙏
Good human being, well thought.
ଦାନ କରିବା ବା ହାତ ଟେକି ଅନ୍ୟକୁ ଦବା ଭଗବାନଙ୍କ କୃପାରୁ ସମ୍ଭବ ହୋଇ ଥାଏ । ଅନେକ ଧନାଢ୍ୟ ବ୍ୟକ୍ତି ହାତ ଟେକି ଦେଇ ପାରନ୍ତି ନାହିଁ। କାରଣ ସେ କେବଳ ନବା ଶିଖିଛନ୍ତି। ଅଭ୍ୟାସ ଯାହାର ନବା ଖାଲି ନେଇ ନେଇ ତାଙ୍କର ମୁଳଧାତୁ ମଜବୁତ୍ । ସେ ଖାଲି ନେବେ । ଆପଣ ମାନେ ବିଶ୍ୱାସ କରିବେ ବା ନାହିଁ ସେମାନେ ଦେବା ଜାଣନ୍ତି ନାହିଁ। ଦାତା ଏକ୍ ରାମ୍ । ରାମ କୃପା ବିନୁ ସୁଲଭ ନ ସୋଏ । କିଛିଟା ଅଭ୍ୟାସ ଛୋଟ ଛୋଟ କାମରେ ଅଭ୍ୟାସ କଲେ ଏଭଳି ବଡ ବଡ କାର୍ଯ୍ୟ କରିବା ସମ୍ଭବ ହୁଏ ।
great
Great 👌
Maa 🙏🙏🙏🙏🙏🙏
Salute mausi
😍😍💕💕💕💕🙏🙏🙏🙏🙏🙏🙏🙏🙏🙏🙏Jay jagannath. God bless u always.