It's not about poor or rich. It's about her thoughts, her moral values. These values make Indians different from others. But we are not maintaining that in our personal or professional life.. the heading must be " satya asteya ebe v banchichhi"
This thought not seen in all indians nowadays Plz think about it before comments because if all indians like this then why should our Ministers save their black money in Swiss bank. Only a poor can understand about this .
ଧନ୍ୟବାଦ୍ ଭଉଣୀ, ତୁମେ ପ୍ରମାଣ କରିଦେଲ ଯେ ଗରିବ କେବେ ଲୋଭି ହୋଇନଥାଏ
ଏଇ ଭଉଣୀ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ଜଣାଉଛି, ସତରେ ଇଏ ଆମ ଓଡିଆ ର ପରିଚୟ ,ଜୟ ଜଗନ୍ନାଥ 🙏🙏🙏
ସେ ଭଉଣୀ ଜଣଙ୍କ ଧନରେ ଗରିବ ହୋଇଥାଇ ପାରନ୍ତି। ହେଲେ ମନରେ ସେ ଧନୀ 🙏🙏🙏
ଠିକ କହିଲେ
Right
Right
ଓହ ଏବେ ତାକୁ କେତେ ଭଲ କହିବେ କାମ ନଥିଲେ ବସ୍ତି ଳୋକଙ୍କୁ ଘୃଣରେ ନାକକୁ tekidebe ଟା ସ୍ତ୍ରୀ ପାଇଥିଲେ ଦେଇ ଥା ନ୍ତାନା ?
ମନ ରେ ଗରିବ ଥିବା ଲୋକ କିଛି ଶିଖ ରେ କୁକୁର ପିଲେ
ଭଉଣୀଙ୍କ ମନ୍ ନିର୍ମଳ ଆଉ ସରଳ ଭଉଣିକର ମନ୍ ନିର୍ମଳ ଆଉ ମନ୍ ଖୁବ୍ ଭଲ ହେଇଛି
Thank you ଭଉଣୀ
👌🌹🌹🌹
Chief Minister award should be given for her honesty.
ଗରିବ ହେଲେବି
ମନ ଟି ଉଚ୍ଚ,
ସାଧୁ ପଣ ଆଗେ
ଧନ ବି ତୁଚ୍ଛ।
ଜୟ ଜଗନ୍ନାଥ 🙏
ଆପଣ ସଫେଇ କର୍ମଚାରୀ କହି, ଗରିବ କହି ତାଙ୍କୁ ଅପମାନିତ କରନ୍ତୁ ନାହିଁ ଗରିବ ହେଲେବି ସାଧୁତା ଆଗରେ ଧନ ରତ୍ନ ତୁଚ୍ଛ। ଏହା ପାରିବାରିକ ସଂଗଠନ ତରଫରୁ ଶିକ୍ଷା ଦିଆଯାଇଥାଏ। କୋଟି କୋଟି ଟଙ୍କାର ଅସାଧୁ ଅମଣିଷ ମାନେ ଏହି ସତ୍ୟଧର୍ମୀ ମାନଙ୍କ ପାଖରେ ନୀଚ ମନେ ହୁଅନ୍ତି। ତାଛଡ଼ା ସଫେଇ କର୍ମଚାରୀ ମାନେ ମୋ ଦୃଷ୍ଟିରେ ରାଜଗାଦିର ଅନନ୍ୟ ଅଧିକାରୀ। ସେମାନେ ପରିବେଶ କୁ ସଫା ସୁତୁରା ରଖିବାରୁ ଲୋଭି ଅମଣିଷ ମାନେ ପାଦ ପକେଇ ଚାଲୁଛନ୍ତି। ସଫେଇ କର୍ମଚାରୀ ମାନଙ୍କୁ ଅଶେଷ ଧନ୍ୟବାଦ। ଉଚ୍ଚମନା ସେହି ଭଉଣୀଙ୍କୁ ସରକାର ଙ୍କ ଦ୍ଵାରା
ପୁରସ୍କୃତ କରା ଯିବା ଉଚିତ୍। ଜୟ ଜଗନ୍ନାଥ 🙏
ଏଭଳି ସଚ୍ଚା ଭାବରେ ରହିଲେ ଭଗବାନ ନିଶ୍ଚୟ ସାହା ହେବେ ସେ ଦିନେ ନାଁ ଦିନେ ନିଶ୍ଚିତ ଭଲ ମଣିଷ ହେବେ | ମୁଁ ସତରେ ବହୁତ ଗର୍ବ ଅନୁଭବ କରୁଛି ଦିଦି ଆପଣଙ୍କ ସଚୋଟତା ପାଇଁ |
🙏🏼🙏🏼🙏🏼
ଗୋଟେ ଗରିବ ଲୋକ ହିଁ ଅନ୍ୟ ର କଷ୍ଟ ବୁଝିପାରିବ, ଆଉ. ସେ sister ଟି ଆପଣଙ୍କୁ କଷ୍ଟ ଲାଗିବ ବୋଲି ସେ ଫେରେଇ ଦେଇଛନ୍ତି 🙏🙏🙏🙏🙏
ନା ସେ ମାଉସୀକୁ ଭଗବାନ୍ ଦେଇଥିଲେ କିନ୍ତୁ ସିଏ ନ ରଖି ଫେରେଇ ଦେଲେ ଥରେ ଭାବିଲ ଯଦି ଆଉ କିଏ ପାଇ ଥାଆନ୍ତା ଦେଇ ଥାଆନ୍ତା କି କୁହ ନାଇ ନା ଗରିବ ପାଇ ପ୍ରଭୁ ସବୁ ଦେଇ ଦିଅନ୍ତି ତଥାପି ସେ କିଛି ନିଏ ନି କାରଣ ଗରିବ ସବୁ ବେଳେ ପ୍ରଭୁ ଙ୍କୁ ମନେ ପକାନ୍ତି ଅହ ରହ ହେଲା
@@bhoiprakash4242yes bro
Yes
Absolutely sir i agree with u
Thik katha bhauni
Yanka tharu ama neta mantri Mane kichhi sikhiba katha..salute to you
ମହାପ୍ରଭୁ ସେ ମହିଳାଙ୍କୁ ସର୍ବଦା ମଙ୍ଗଳ କରିବେ ଜୟ ଜଗନ୍ନାଥ 🙏🏻
Sister God bless ...u
Sir Khali dhayabad, thank you dele hebani Taku tike financially help karantu.
ପାଞ୍ଚ ହଜାର ଦେଇଛନ୍ତି
Kichhi dorkar nai agyan se Sobu amor kon hebo
ସେ ଭଉଣୀ ଙ୍କର ଦରମା ଟିକିଏ ବଢାଇ ଦେଲେ ସେଉପକୃତ ହୁଅନ୍ତେ
ମହିୟସୀ ଭଉଣୀଙ୍କୁ ହୃଦୟରୁ ଅନେକ ଅନେକ ଶୁଭେଚ୍ଛା।ଭଗବାନ ମଙ୍ଗଳ କରନ୍ତୁ ।
ପ୍ରଶଂସା କରି ବାକୁ ଶବ୍ଦ ନାହିଁ। କଷ୍ଟ ଲବ୍ଧ ଧନ ଯିବ କୁଆଡେ। ଭଉଣୀକୁ ଭଗବାନ ବହୁତ ଉଚରେ ରଖିବେ।
ସେ ମହିଲା କୁ କିଛି ଟଙ୍କା ସ୍ୱରୂପ ପୁରଷ୍କାର ଦିଆଯାଉ 🙏🙏🙏
Really heart winning person 🙏♥️
ଏହା ବଦଳରେ ତାଙ୍କୁ କିଛି ଆର୍ଥିକ reward ବି ଦିଅନ୍ତୁ plz...
ଧନ୍ୟବାଦ ଭଉଣୀ 🙏🏻🙏🏻🙏🏻🙏🏻 ତୁମେ ପ୍ରମାଣ କରିଦେଇଛ ଯେ ଏବେବି ଦୁନିଆରେ ଭଲ ଲୋକ ବଞ୍ଚିରହିଛନ୍ତି. ଭଗବାନ ତୁମର ମଙ୍ଗଳ କରନ୍ତୁ
ଜୟ ଜଗନ୍ନାଥ 🙏🏻🙏🏻🙏🏻
Don't utter the word "Gariba" because the lady is having richest and highly integrity. Salute her.
SATA KATHA....
Proud of my sister🙏🙏🙏🙏
ଗରୀବ ଲୋକ ଟଙ୍କା ପଇସା ସୁନା ଗହଣାରେ ଲୁଭ ନାହିଁ ସେମାନେ ହେଲେ ଖଟି ଖାଇ ବଂଚନ୍ତି ଗରୀବ ହିଁ ପ୍ରକୁତ ଭଗବାନ ଆଜି ସେ ଜଗତର ନାଥ ଜଗନ୍ନାଥ ସେ ହିଁ ଗରୀବ
It's not about poor or rich. It's about her thoughts, her moral values. These values make Indians different from others. But we are not maintaining that in our personal or professional life.. the heading must be " satya asteya ebe v banchichhi"
Absolutely right
Why not u write odia language. Thanks
@@dipakgouda5040 Ok,I'll try
Your phone number Pl
This thought not seen in all indians nowadays Plz think about it before comments because if all indians like this then why should our Ministers save their black money in Swiss bank. Only a poor can understand about this .
Grand salute to you sister 💝
ସେ ଭଉଣୀ ଧନରେ ଗରିବ ହେଲେ ମନରେ ଧନୀ ଅଟନ୍ତି । ଜୟ ଜଗନ୍ନାଥ
Dhanyabad,sister,bhagaban,tumar,Mangal,karantu
You are inspiration of all mankind.Great work done by you sister.💐💐
Great..... You're great,Puja💐
Sadhhuta dhekheilu abe jiban sara jhadu mare . Then suna ranhi dhekhile rakhiba lagi amanankar jaga abhaba . Tenhu se CHANCHALLA .THHARE ASITHILA AAU ASIBANI .PACHHARE BHABIBU KANHIKI FEREIDHELI
BMC is proud of you ❤️
Great heart ❤️❤️ love this women
Real gold heart lady ❤️
ଭାଇ ଧନ ଲୋଭ ଧନୀର ଥାଏ
ଆମେ ଗରିବ ମନ ରେ ନୁହେଁ ଧନ ରେ
Beautiful Pooja rani madam thank you so much ❤️ 🙏. Indeed your honesty is praiseworthy .
Jagannath se bhauni nku bahut khusire rakhantu 🙏🙏
Dil to garibon ke pass hi hota hai ❤️ ameer ke pass to dil me bhi dimag hota hai
Salute to you Sis 🙏🙏🙏
ହିଁ ଭାଇ ଗୋଟେ ଗରିବ ଲୋକ ଗୋଟେ ଗରିବ ଲୋକ ର କଥା ବୁଝି ଥାଏ। କିନ୍ତୁ ଗୋଟେ ବଡ଼ ଲୋକ ର ପୁଅ ହେଉ କି ଝିଅ ଯଦି ଭାଇ ତମେ ବାଟରେ ପଢ଼ି ଛଟ ପଟ ହେଇ ମରି ଯାଓ ଆହା ବୋଲି କହିବେ ନାହିଁ ଏହି ତ ମଣିଷ ଛି ଛି
ଶେଭଉଣୀ ଗରିବ ହେଇ ଥାନ୍ତି 🙏🙏ହେଲେ ତାଙ୍କ ମନରେ ଶେ ଧନୀ 🙏🙏
ଧନ୍ଯବାଦ ଦିଦି ମନରେ ଲୋଭ ନାହିଁ ଜୟ ଜଗନ୍ନାଥ🙏ବଡ଼ ମହାନ୍ ଦିଦି❤👍
Grand salute sister
Good job ♥️
ବେଳେ ବେଳେ ମଣିଷ ମାନଙ୍କ ଭିତରେ ଭଗବାନ ରହିଯାନ୍ତି 🙏🙏
4 ଭାଗରୁ 1ଭାଗ ଅର୍ଥ ଦେବା କଥା
THIS LADY HEART IS PURE HEART THANK YOU SO MUCH MY LORD
She has high moral values, we should elect this kind of Women for election. Respect to this honest citizen. 🙏
Bhagwan se bhauni nka ra mangala karantu gariba loka sabubele sarala au swacha manara hoithanti...Hrudaya ru salute karuchi bhauni🙏
What a great lady hats off you god bless you and your family God bless you
Salut saster. All Odisha proud of you.
Very honesty girl.
Humanity are show in this girl 👏👏👏👏👏
Samastnku heba darkar emiti She is inspiration for all
Thanks u dii❤❤this is example for people 🙏🙏🙏🙏🙏
ଏଭଳି କିଛି ସାଧୁ ମହିଳାଙ୍କ ପାଇଁ ଆଜି ଧର୍ମ ଓ ନୀତି ତିଷ୍ଟି ରହି'ଛି...
🚩ଧର୍ମର ଜୟ ହେଉ,
ଅଧର୍ମର ନାଶ ହେଉ,
ପ୍ରାଣୀମାନଙ୍କଠାରେ ସଦ୍ଭାବନା ହେଉ,
ବିଶ୍ବର କଲ୍ୟାଣ ହେଉ🙏...
I love her❤️
Really nice hearted person
Many thanks for your honesty
Emiti kichhi bhala loka nk pain dina rati hauchhi ❤️❤️❤️❤️
ସେ ଭଉଣୀ ଜଣକ ନିଶ୍ଚିତ ସମ୍ମାନ ଯୋଗ୍ୟ। କିନ୍ତୁ ସେ ମାଲିକ ଜଣକ ସେ ଭଉଣୀ ପାଇଁ କଣ ଦେଇଛନ୍ତି।
ମୋ ଭଉଣୀ ଧନରେ ଗରିବ ହୋଇଥାଇ ପାରନ୍ତି ହେଲେ ମନରେ ସେ ଧନୀ ଅଟନ୍ତି
ମୁଁ ଭଗବାନ ଶ୍ରୀକୃଷ୍ଣା଼ ଙ୍କ ପାଦ ତଳେ ଏତିକି ପ୍ରାର୍ଥନା କରୁଛି ମୋ ଭଉଣୀ କୁ ସବୁବେଳେ ଖୁସିରେ ରଖନ୍ତୁ ଆଉ ମଙ୍ଗଳ କରନ୍ତୁ
ଲୋଭ ମଣିଷକୁ ଗ୍ରାସ କରି ରଖିଛି ତେବେ ଖୁବ୍ କମ୍ ଲୋକ ଏମିତି ଥାଇ ପାରନ୍ତି ତେବେ ଓଡିଆରେ କହନ୍ତି ସୁନା ପାଇଲେ ଖରାପ୍ ଶୁଣ ହଜିଲେ ଖରାପ୍
Salute to you madam🙏
A bhauni tharu kichhi sikhai ba katha 👌👌👌🙏🏻🙏🏻🙏🏻
ଆଶ୍ଚର୍ଯ୍ୟ 🤔🤔 ନିଶ୍ଚିତ ଉଦାହରଣ 🙏🙏 ମନର ଧନୀ ❤❤ ଗରୀବ ନୁହେଁ
Advocate sir should help her in disguise because that employee showed her greatness and set an example to be honest.
ଧନ୍ୟବାଦ 👍, ସତରେ ପୂଜା ରାଣୀ ସିଂ ପୂଜା ପାଇବାକୁ ଯୋଗ୍ୟ, ମେୟର ତାଙ୍କୁ ପ୍ରମୋସନ ଦେଲେ, ଏହାହିଁ ତାଙ୍କୁ ଶ୍ରେଷ୍ଠ ଉପହାର ହେବ. ଜୟ ଜଗନ୍ନାଥ 👍
Chhota lokara bada Kama God bless you
Very beautiful work
Madam nku salute ,mahan kama kare chanti.
Didinku bahut dhanyabad
Thankyou sister. God bless you
Proud of you 👏
Really she is good woman
ବଡ଼ ଦୃଦୟ କି ହୃଦୟ ଭାଇ
Sister You are doing great work .....dil se salute 🙏🙏🙏🙏🙏
ଗରିବ ହୋଇ ମଧ୍ୟ ଏପରି ଦୃଷ୍ଟାନ୍ତ ବିରଳ। ଆମେ ଶିଖିବା ଉଚିତ୍। ଏଠି ଯେଉଁ ସରକାରୀ ଚାକିରିଆ କାମ ନକରିବାକୁ ଦରମା ଆଉ କାମ କରିବାକୁ ଲାଞ୍ଚ ନିଅନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଉଚିତ୍। ଦେଖ! ଗରିବ ହୋଇ ବି କିପରି ବଦାନ୍ୟତା। ତୁମକୁ ଅଶେଷ ଧନ୍ୟବାଦ୍।
Wow .... Tq sis ...au tq Papu bhai ( corporator)
ଧନ ସିନା ନାହିଁ କିନ୍ତୁ ମନ ସେ ଝିଅ ର ଗରିବ ନୁହେଁ ମୁ ଭାଗବାନ ଙ୍କ ଠାରେ ପ୍ରାଥନା କରୁଛି ତାର ମନ ଯେମିତି ଧନୀ ସେ ସେମିତି ଧନୀ ହେଇଯାଉ
didiku dilse salaam bhagaban tuma Paribarku khusire rakhantu
ଗୋଟିଏ ଗରିବ ଲୋକ ହିଁ ଜାଣି ଥାଏ ଯେ ଅସଲି ଝାଳ ବୁହା ଧନ ହଜିଲେ କେତେ କଷ୍ଟ ହୁଏ
Thank you sister
God bless you
ଭଉଣୀ ଙ୍କୁ ମୋ ତରୋଫାରୁ ବହୁତ୍ ବହୁତ୍ ଧନୟବାଦ୍
ଆଜିକା ସମୟରେ ଖାଲି ଧନ୍ୟ ବଦ୍।ଦେଲେ ହେବନି
Proud of you sister 🙏
You are really great sister
Hrudaya ru pranam se BMC ra mahan mahila nku
Suna thu adhika mulyaban heuchhi honesty aau self respect. This lady has the richest attitude
What a great lady ❣️❣️❣️
You are Great Sister ❤🙏
🇨🇮Sister 🤦♂️God bless You 🙏jay jaganath🙏
Bhouni ki dhaniybadha
Salute to u madam for your big heart.
Sister You deserve a salute.
Great work mam🥰🥰👍👍💯💯
Great Noble Job Sister.🙏🏻 BMC should appraise her..
🎉ମହିୟସୀ ମହିଳାଙ୍କ ତ୍ୟାଗ ପାଇଁ ଅନେକ ଅନେକ ଧନ୍ୟବାଦ। ଜଗନ୍ନାଥ ମଙ୍ଗଳ କରନ୍ତୁ। 🎉
ସାଧୁତାଠୁ ବଡ଼ ଅଳଙ୍କାର ଆଉ କିଛି ନାହିଁ। ଭଉଣୀଙ୍କ ସଚ୍ଚୋଟପଣିଆକୁ ପ୍ରଣାମ। 🙏
God bless u sister really u r great job...
ଓଡିଶା ବାସୀ ଗରିବ ଲୋକ ମାନେ ଠିକ ନ୍ୟାୟ ରାସ୍ତାରେ ଚାଲିବେ, 👌🏻👌🏻👌🏻👍🏻👍🏻 dd god bless you
Rich people are selfish but a poor man by heart' great
ଝିଅଟି ର ମଙ୍ଗଳ ହେଉ ।👍👍😘😘💐💐
ଭଉଣୀ ଗରିବ ନୁହଁ ସେ ପ୍ରକୃତ ରେ ଧନୀ
ମହାନତାର ଦୁଇ ଆଧାର ସାଦା ଜୀବନ ଉଚ୍ଚ ବିଚାର। ପ୍ରକୃତରେ ଏ ଭଉଣୀ ଏ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଆଉ ଏ ସମାଜକୁ ସାଧୁତାର ବାର୍ତ୍ତା ଦେଇଛନ୍ତି। ଆଜିର ଦୁନିଆରେ ଧଳା ମୁଖା ପିନ୍ଧି ବାବୁ ମାନେ ଏ ସମାଜକୁ ଲୁଟ୍ କରୁଥିବା ବେଳେ ଏ ଭଉଣୀ ବହୁତ ମହତ କାମ କରି ଦେଖେଇଛନ୍ତି ।