BJD Leader VK Pandian Spreading Egregious & Unhinged Lies in Odisha ! EP 11 | Argus Spotlight

Поділитися
Вставка
  • Опубліковано 23 вер 2024
  • ମିଛ ଉପରେ ସତ ପଡ଼ିଲା ଭାରି । ସରକାରୀ ମିଛର ପର୍ଦ୍ଦାଫାଶ । କଂଚା ମିଛକୁ ସତ ପରି କହିବାକୁ ଚେଷ୍ଟା କରି ଧରାପଡିଯାଉଛନ୍ତି ।
    #ArgusDigital #ArgusSpotlight #SangramwithArgus #SpecialProgramme
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    BJD Leader VK Pandian Spreading Egregious & Unhinged Lies in Odisha ! EP 11 | Argus Spotlight
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 182

  • @BirendraNayeak
    @BirendraNayeak 4 місяці тому +61

    ନବୀନ ପଟ୍ଟନାୟକ କଞ୍ଚା ମିଛ କହୁଛନ୍ତି 100% ନବୀନ ପଟ୍ଟନାୟକ କଞ୍ଚା ମିଛ କହିବା ସ୍ବାଭାବିକ,, କାରଣ କିଛି ଜାଣି ନାହାଁନ୍ତି 100%

    • @manoranjanmaharana9549
      @manoranjanmaharana9549 4 місяці тому +2

      😮

    • @shantiswarupapati8366
      @shantiswarupapati8366 4 місяці тому +1

      👍👍👍 tenu sajag hua,

    • @hemantsamalhl5137
      @hemantsamalhl5137 4 місяці тому

      Odia bujhi parile Sina odisha basi nkra Kan asu bidha hauchi se janiba au gote bocachoda achi se jaha kahuchi se karuchi

    • @chirandascdchiran8904
      @chirandascdchiran8904 4 місяці тому

      ତମେ ଯଦି ଜାଣିଚ ସବୁ କେମଣ୍ଟ କରିବା ଆବଶ୍ୟକ ପଡୁନି କିଏ ତୁମେ ତୁମର ପରିଚୟ ମୋ କାମେଣ୍ଟ ରେ ଦାଖଲ କରା ନ ହେଲେ ତୁମକୁ ମୁ ଓପନ ଗାଳି ଦେବୀ ଏଇଟା ମୋ ରାଗ ବୋଲି ଭାବ,😡😡😡😡😡😡😡😡😡😡😡

  • @parameswarmahanta-rv5or
    @parameswarmahanta-rv5or 4 місяці тому +32

    ସତ କଥା କହିଲେ ବିଜେଡିକୁ ବାଧୁଛି

  • @FAKIRJENA-du2zs
    @FAKIRJENA-du2zs 4 місяці тому +37

    ନବିନ ଓ ପାଣ୍ଡୁ ଜେଲ୍ ଯିବା ଥୟ l କାରଣ ଏହି ଦୁଇ ଲୋକ ଓଡ଼ିଶା ରୁ ହଜାର ହଜାର କୋଟି ଟଙ୍କା ଖାଇଛନ୍ତି l

    • @madhusudanabehera9122
      @madhusudanabehera9122 4 місяці тому

      Nahi he bhai pandu ku jel patheile bhala haba ama odisha ku biki khaidaba sala pandu

  • @goutamkumarchand9611
    @goutamkumarchand9611 4 місяці тому +31

    ଆଜି ଓଡିଶା ରେ ଏହି ତାମିଲ ଚୋର ପାଇଁ ଆମ ମନ୍ତ୍ରୀ ଏମ ଏଲ ଏ ସବୁ ହଜି ଗଲେ କିନ୍ତୁ ସମସ୍ତ ବିଜେଡି କର୍ମକର୍ତା ଏହି ବିଦେଶୀ ତାମିଲ କୁ ଓଡିଶା ମାଟିରୁ ବିଦା କରି ଆମେ ନିର୍ବାଚିତ କରିଥିବା ଜନ ପ୍ରତିନିଧି ଙ୍କ ର ସମ୍ମାନ ମର୍ଯ୍ୟାଦା କୁ ଅକ୍ଷୁର୍ଣ ରଖିବା

    • @meinhunnaa8277
      @meinhunnaa8277 4 місяці тому

      Hajibe aau disibine bhai, karana sei mane sabu pachhua nada dhari bata chaluchhanti aau tanka upaya b nahi aau, hele mo odisha paribartan aniba thaya, jay shree ram

    • @lilismitasenapati8703
      @lilismitasenapati8703 4 місяці тому

      ତାମିଲି ଚୋର ଯିବ କେମିତି ତମେ BJD ବାଲା ତାଙ୍କୁ ସପଟ କରୁଛ

  • @nilamanibarik1834
    @nilamanibarik1834 4 місяці тому +40

    ନିଦରୁ ଉଠି ବିଳୀ ବିଳାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

  • @_Sambalpuria_7508
    @_Sambalpuria_7508 4 місяці тому +8

    ନବିନ ଏକ ନମ୍ବର ଠକୁଆ , କଞ୍ଚା ମିଛୁଆ

  • @chandrakantapanda5546
    @chandrakantapanda5546 4 місяці тому +12

    JAY jagganath BJP sarkar MODI 🙏👍

  • @goutamkumarchand9611
    @goutamkumarchand9611 4 місяці тому +12

    ବିଜୁ ପଟନାୟକ ଯେଉଁ ଦଳରୁ ହୋଇଥାନ୍ତୁ ନାଁ କାହିଁକି ତାଙ୍କ ପରି ଯୁଗଜନ୍ମା ମଣିଷ ଟିଏ କେବଳ ଓଡିଶା ର ବିକାଶ ଏବଂ ଓଡ଼ିଆ ର ଉନ୍ନତି ନେଇ ସର୍ବଦା ଚିନ୍ତା କରୁଥିଲେ

  • @meinhunnaa8277
    @meinhunnaa8277 4 місяці тому +5

    Jay shree ram prabhu 🙏

  • @CheerfulCircuitBoard-ug5ln
    @CheerfulCircuitBoard-ug5ln 4 місяці тому +9

    ବିଜେଡି ରେ ବଡ ନେତା ନାହିଁ ତାମିଲ ବାବୁ କୁ ଡାକି ଏଠାରେ ହାତ ଜୋଡୀ ଠିଆ

  • @Sushsushant
    @Sushsushant 4 місяці тому +4

    ମୋଟ ଉପରେ ତାଙ୍କୁ ତିହାର ଜେଲ୍ ଦରକାର😂

  • @AshitKumarNath
    @AshitKumarNath 4 місяці тому +18

    Nabin swarga basi heijiba bhala

  • @pallabi0749
    @pallabi0749 4 місяці тому +11

    Rajya Sarkar michhua.Ratha Yatra na karibaku BJD chahinthila.Vote for BJP

  • @sahadebmajhi2871
    @sahadebmajhi2871 4 місяці тому +9

    ମୋଦି ଭଲ

  • @manoranjansethi6623
    @manoranjansethi6623 4 місяці тому +3

    ଏଥର ହେବ ପରିବର୍ତ୍ତନ

  • @brundabandas4577
    @brundabandas4577 4 місяці тому +2

    ମିଛୁଆ ନବୀନ ମିଛ କହୁଛି । କେନ୍ଦ୍ର ଉପରେ ଦୋଷ ଲଦୁଛି ।।😂😂😂

  • @amitamanjaridalai7961
    @amitamanjaridalai7961 4 місяці тому +10

    Nabinaaa, Biju babunka pua nuhe...... Laguchi.....

  • @bapisadangi3373
    @bapisadangi3373 4 місяці тому +7

    ବିଜେପି ଧ୍ୟାନ ଦିଅନ୍ତୁ ଗୋଷ୍ଠୀ ସଂଘର୍ଷ

    • @Manoranjansahoo34680
      @Manoranjansahoo34680 4 місяці тому

      ହଁ ବିଜେଡି ପ୍ରାୟୋଜିତ ଗୋଷ୍ଠି ସଂଘର୍ଷ

  • @ODISHAGURUBHAIFF
    @ODISHAGURUBHAIFF 4 місяці тому +1

    Dhamendra Sri Thanyabade Thiki Katha KahijatibOk 🙏🙏🙏🙏🙏👍w

  • @santoshksahoo3268
    @santoshksahoo3268 4 місяці тому +1

    Jay Jagannath 🙏

  • @AnupKumar-nm9dr
    @AnupKumar-nm9dr 4 місяці тому +2

    Jago Odiya Jago

  • @AshitKumarNath
    @AshitKumarNath 4 місяці тому +7

    Jia odia janini se kn odisha ku chaleiba

  • @ArunDas-hc5zz
    @ArunDas-hc5zz 4 місяці тому

    ନବୀନ ଙ୍କୁ ଯାହା କୁହାଯାଏ ,ଲେଖି ଦିଆ ଯାଏ ସେ ତାହା କୁହନ୍ତି,ନା ତାଙ୍କର ଜାଣିବାର ଆଗ୍ରହ ଥାଏ ।ନିର୍ବାଚନ ପରେ ବିଜୟୀ ନେତା , ନବୀନ ଙ୍କ ନାମରେ ଜିତିଛନ୍ତି ବୋଲି ସୁଣିଶୁଣି ଓ ସବୁ କଥାରେ ପଣ୍ଡିଆନ୍ ଉପରେ ନବୀନ ଙ୍କ ନିର୍ଭର ଶିଲତା ଯୋଗୁ ପଣ୍ଡିଆନ୍ ପରିସ୍ଥିତି ର ଫାଇଦା ଉଠେଇଲେ ଓ ନବୀନ ଙ୍କ ଫଟ ରଖି ଶାସନ କୁ ହାତ ମୁଠାରେ ରଖିଲେ,ନବୀନ ହେଲେ ମାଇକ, ପଣ୍ଡିଆନ୍ ମାଇକ୍ରୋଫୋନ

  • @manojkumarsaint7803
    @manojkumarsaint7803 4 місяці тому +1

    Jay Shree Ram

  • @NimainCharanRay
    @NimainCharanRay 4 місяці тому +1

    100% correct.

  • @yudhisthirsingh9911
    @yudhisthirsingh9911 4 місяці тому

    ନବୀନ ଏଠି ପଙ୍ଗୁ ସରକାର ଚଳାଉଛି ଅଣ ଓଡିଆ ପାଣ୍ଡୁ ଓଡ଼ିଶା ର ଲୋକେ ସବୁ ବୁଝିଲେଣି ଏଥର ଜବାବ୍ ଦେବେ ଭୋଟ ବାକ୍ସରେ

  • @jitukanhar5810
    @jitukanhar5810 4 місяці тому

    ବହୁତ ସୁନ୍ଦର ଭାବରେ କହିଲ ଭାଇ

  • @chandrakantapanda5546
    @chandrakantapanda5546 4 місяці тому +5

    Bjpbjpbjpbjpbjp jindabad rahiba Jay jagganath

  • @Ishan-cr1tp
    @Ishan-cr1tp 4 місяці тому

    ଓଡ଼ିଶାର ସରକାର ନବୀନ ପଟ୍ଟନାୟକ ଜଣେ ଠକ

  • @chinmayanayak6127
    @chinmayanayak6127 4 місяці тому

    Right

  • @Kichi-Nua234
    @Kichi-Nua234 4 місяці тому +4

    Kancha michua sarkar BJD

  • @akhilamaharana2277
    @akhilamaharana2277 4 місяці тому

    ଦୁନିଆର ସବୁ ଗାଲୁଆ ଯେଉଁ ଦିନ ମରିଥିଲେ ଏ ଶଳା ଗାଲୁଆ ପାଣ୍ଡୁ ସେହିଦିନ ଜନ୍ମ ହୋଇଥିଲା। ସୁପର ଗାଲୁଆ, ଡହରା, ଚୋର। ଅଲାଜୁକ ପଛରେ ଖଡା ଲଗାଇଲେ ସେ କହେ ମୋତେ ଛାଇ ହେଲା।

  • @sadhubabaofficial5903
    @sadhubabaofficial5903 4 місяці тому

    Argus news is a good news

  • @NabaNayak-rv8xk
    @NabaNayak-rv8xk 4 місяці тому +1

    ଜଣେ ସ୍ଵଛମୁଖ୍ୟମନ୍ତ୍ରୀ ଡାହାମିଛ କହିବା ମୁଁ ନୁଆ ସୁଣିଲି ଆମ ଓଡିଆତ ବୁଦୁ ଆଉ କହିବା କାହାକୁ

  • @artanaik3652
    @artanaik3652 4 місяці тому

    Yas

  • @viralstocks4980
    @viralstocks4980 4 місяці тому

    ❤❤❤

  • @jagadishdey1911
    @jagadishdey1911 4 місяці тому

    ଅର୍ଗୁସ 🎉🎉🎉

  • @readytohelp30
    @readytohelp30 4 місяці тому +9

    pandia chora

  • @mynameisnew3783
    @mynameisnew3783 4 місяці тому +3

    Pandu tamilnadu jiba pai ticket booking kari de

  • @samiracharya1455
    @samiracharya1455 4 місяці тому

    Jai jagannaath

  • @YoutubeShorts-pf1tx
    @YoutubeShorts-pf1tx 4 місяці тому +3

    Pandian daha michhua

  • @Mr.Kishan_7868
    @Mr.Kishan_7868 4 місяці тому

    ଓଡ଼ିଶା ବାସି କୁ ମୋର ଅନୁରୋଧ ଓଡ଼ିଶା କୁ ଥରେ BJP ସରକାର ଅନିକି ଦଖ,ପଡୁ ଜେତ ଖାଇଚି ଓଡିଶା ରୁ BJP ସରକାର ତା ପଚରେ ED ଲାଗିବ।
    ଜଗୋ ଓଡ଼ିଶା ବାସି ଜଗୋ।

  • @Niramayasathua
    @Niramayasathua 4 місяці тому

    Jai ShreeRam

  • @ramachandrapanda5931
    @ramachandrapanda5931 4 місяці тому

    ଆଠ ବର୍ଷର ପିଲାଟି ପରି ଏତେ ନେହୁରା ହେଉଛନ୍ତି ଆମ ସରକାର, ତମେ ଶୁଣିପାରୁନ କିମିତି? ଟିକିଏ ଅନୁକମ୍ପା କରି ଆମ ସରକାର କୁ ଜିତିବାକୁ ସୁଯୋଗ ଟିକିଏ ଏହିଥର ଦେଇଦିଅ l

  • @jayantamohanty8098
    @jayantamohanty8098 4 місяці тому

    God may bless to Odisha.Naveen will be defeated in 2024.,BJP will form Govt.then Odisha will be developed by Modiji.

  • @brundabandas4577
    @brundabandas4577 4 місяці тому

    ଓଡ଼ିଶାରେ କଣ ମୁଖ୍ୟମନ୍ତ୍ରୀ ପାଇଁ କାହାରି ଗୋଗ୍ୟତା ନାହିଁ ? ନବୀନ କାହିଁକି ପାଣ୍ଡିଆନ ଙ୍କୁ ବାଛିଲେ ।

  • @baradaprasannabhuyan4723
    @baradaprasannabhuyan4723 4 місяці тому

    ଚକାଆଖି ସବୁ ଦେଖୁଛି...............

  • @mamatasahoo9926
    @mamatasahoo9926 4 місяці тому

    bhala

  • @ashutoshnanda5360
    @ashutoshnanda5360 4 місяці тому

    9:39 ନବୀନ ବାବୁ କିଛି ଜାଣି ନାହାନ୍ତି. ତାଙ୍କର ବୟସ ବୁଦ୍ଧି ର ଅନ୍ତ ହେଲାଣି. ଅବସର ଦେଇଦିଆ ତାଙ୍କୁ.

  • @mangulidehuri5553
    @mangulidehuri5553 4 місяці тому

    ପାଣ୍ଡିଆର କୁ ମନ୍ତ୍ରଣା ରେ କହି ଦେଉଥାଇ ପରକୁ ବୁଦ୍ଧି ନ ଦିଶଇ ପରକୁ।😅

  • @sushantmaharana9601
    @sushantmaharana9601 4 місяці тому

    ଆମ ଓଡିଶାର ମୁଖ୍ୟ ମନ୍ତ୍ରୀ 25 ବର୍ଷ ହେଇଗଲା ହେଲେ ଓଡ଼ିଆ ଶବ୍ଦ ଠିକରେ କହିପରିଲେନି ସେ କଣ ଓଡିଶାକୁ ଚଳେଇବେ ଅନ୍ୟକୁ ଭରସା କରୁଛନ୍ତି

  • @debanirout3600
    @debanirout3600 4 місяці тому +1

    Jagannath Ratna Vandar vs Biju Ratna🎉

  • @sriramsingh6259
    @sriramsingh6259 4 місяці тому +1

    Bjp bjp bjp bjp bjp.

  • @SubhranshuBehera-fj7ww
    @SubhranshuBehera-fj7ww 4 місяці тому

    Ryt odhha hela pandu, foreign bhua hela Naveen

  • @sunilrauto5923
    @sunilrauto5923 4 місяці тому

    CM କଥା କମ୍ କହନ୍ତି
    ଆଉ bjd ଦୁର୍ନୀତି କଲେ ଆଖି ବୁଜି ଦିଅନ୍ତି

  • @yudhisthiraswain
    @yudhisthiraswain 4 місяці тому +1

    Good 😮😅😅

  • @sitaramsethi1281
    @sitaramsethi1281 4 місяці тому

    Time travel happened in Odisha 2003 re 2023 ra investment katha kuha jaichi

  • @abanipradhan
    @abanipradhan 4 місяці тому

    BJD ହଟିଲେ ଓଡ଼ିଶା ସୁଧୁରିବ,,,, ଦାଦନ ଶ୍ରମିକ ର ଦୁଃଖ ଯିବ,,,, Jay BJP,,, Modi sarkaar Jindabad

  • @chandrakantapanda5546
    @chandrakantapanda5546 4 місяці тому +1

    BJP sarkar MODI ji dabal engine 🚂 odisha re final ripot ethark elecstion jitiba Jay jagganath

  • @manoranjansethi6623
    @manoranjansethi6623 4 місяці тому

    Phir Ek Baar Modi Sarkar

  • @MIS_Training
    @MIS_Training 4 місяці тому +1

    Bjp started meeting with business and intellect meet to plan for development and central leaders are involved. Have any one seen such preparation for working??

  • @NakulNayak-v6x
    @NakulNayak-v6x 4 місяці тому

    ନବୀନବାବୁ 25 ବର୍ଷହେଲା ମିଛ କହୁଛନ୍ତି ସବୁବେଳେ ସତକହୁଛନ୍ତି argus news.. Or ଏବଂ otv news ଵାଲା ଅତ୍ୟଧିକ ଭୋଟରେ ଜିତାଇଛନ୍ତି ... ଓଡିଶା ବାସି ସମସ୍ତେ ଜାଣିଛନ୍ତି ତେମେମାନେ କେତେ ନଂ ଠକବୋଲି ସେଥିପାଇଁ ତମ ଚାନେଲକୁ କେହି ଦେଖୁନାହାନ୍ତି

  • @debasishmajhi687
    @debasishmajhi687 4 місяці тому

    robot vs dictator wha re public

  • @janardanmohanty831
    @janardanmohanty831 4 місяці тому +1

    ପାଣ୍ଡିଆନ୍ କାହିଁକି ନିର୍ବାଚନ ଲଢୁ ନାହାନ୍ତି??

  • @towards4885
    @towards4885 4 місяці тому

    😂 Aare Bhai roga nuha (BHOKA BAULARE TATIAA KAMUDIBA)

  • @tukumahakud3467
    @tukumahakud3467 4 місяці тому +1

    BJD out BJP in

  • @jagadishdey1911
    @jagadishdey1911 4 місяці тому

    Tomo kamo bahut bhalo

  • @kumarbapi9960
    @kumarbapi9960 4 місяці тому +2

    Bjd netanku tamili pandu babu bolakara kari rakhichhanti,

  • @rajiblochanbehera9301
    @rajiblochanbehera9301 4 місяці тому +1

    ନବୀନପଟନାୟକ ତୁ ଖାଲି ତାମିଲି ବାଲା କୁ ପୋଷୁଥା ଓଡ଼ିଶା ଲୁଟୁଥା,।

  • @bijayprakashpanda6583
    @bijayprakashpanda6583 4 місяці тому

    କଞ୍ଚା ନୁହଁ, ଡ଼ାହା ମିଛୁଆ 😅

  • @Creativity66666
    @Creativity66666 4 місяці тому

    Jay shree ram

  • @subhambiswal3655
    @subhambiswal3655 4 місяці тому

    ଭାଇ ସେଟା ରୋଗ ନୁହଁ ଭୋକ 😅😅😅

  • @manoranjansethi6623
    @manoranjansethi6623 4 місяці тому +1

    Abki Baar 400 Paar

  • @satyapriyaswain8110
    @satyapriyaswain8110 4 місяці тому +1

    Daya Kari BJD re samasta neta karmi swabhiman re banchibaku chesta karantu tamilra golamgiri karantu nahi

  • @kamarajjena5461
    @kamarajjena5461 4 місяці тому

    ବହୁରୂପୀଆ,ଡାହା ମିଛୁଆ, ଟାଉଟର, ଚୋର, ତସ୍କର, ଡ଼ବା ମରା, ଝୁଣା ମରା, ନବୀନ, ପାଣ୍ଡିଆନ ଔଷଧ ବିକଳରେ ତାଟିଆ କାମୁଡିବା ଭଳି କଣ କହୁଛନ୍ତି ଜାଣି ପାରୁ ନାହାଁନ୍ତି. କଥାର line, length ଭୁଲି ଗଲେଣି ଟାଉଟର ହଳ.

  • @durgakhuntia8251
    @durgakhuntia8251 4 місяці тому

    Naveen Babu Pandian Babu Gandhi Maru Shanti Odisha

  • @iloveAkhandBharat
    @iloveAkhandBharat 4 місяці тому

    😂😂🎉Pandian synonym Sobhraj....q day light thief....

  • @PramodDash-i1j
    @PramodDash-i1j 4 місяці тому +1

    Nabina crack heigalani na Non-odiya IAS mane misguide karuchhanti, jadi taha hei thae emane IAS kemiti paile?

  • @munnagemigi100
    @munnagemigi100 4 місяці тому

    କାଉ ବସୀ ଚୀ ଡାଳରେ ତମ କଥା ନବିନ......😂😂😂😂😂😂😂😂😂😂

  • @sbehera3202
    @sbehera3202 4 місяці тому

    Jay jaganath Jay bjd..Jay nabin babu

  • @chandrakantapanda5546
    @chandrakantapanda5546 4 місяці тому +1

    Bjpbjpbjpbjpbjp jindabad achi jindabad rahiba Jay shree Ram

  • @sadhubabaofficial5903
    @sadhubabaofficial5903 4 місяці тому

    Apono kanak news re thile ki sir?

  • @akshayak1496
    @akshayak1496 4 місяці тому

    Ebe change haba

  • @pramoddash5937
    @pramoddash5937 4 місяці тому +2

    Pandian paeen BJD talaku talaku jiba -super michhua

  • @Priyanka-ze2lx
    @Priyanka-ze2lx 4 місяці тому

    Se sata kahuchanti pindha dress luga milithila ame kehi pindhi no thilu aaji bi achi

  • @sumantapradhan327
    @sumantapradhan327 4 місяці тому

    You guys are fully aware that Naveen has not done anything for state but trust me still you people will vote BJD😂

  • @sribatsameher4971
    @sribatsameher4971 4 місяці тому

    BJD Party should not come back in 2024

  • @Onemanarmy334
    @Onemanarmy334 4 місяці тому

    ଚୂହିବେ ଏଥର

  • @binayaalda
    @binayaalda 4 місяці тому

    Mote bi argus chanel re kaama diaajau

  • @DanduaPradhan
    @DanduaPradhan 4 місяці тому

    ଏଥର bjp🎉

  • @rajkumarparida5302
    @rajkumarparida5302 4 місяці тому

    Bjp v kouthi bhalo je ehi tharo congress

  • @RamchandraMarndi-wn1dl
    @RamchandraMarndi-wn1dl 4 місяці тому

    Nabeen patta nayak tume ete michhua chhi odisha sarkar

  • @chaitanyasahoo1075
    @chaitanyasahoo1075 4 місяці тому +1

    Bjp modi modi modi modi modi

  • @narasinghdas3623
    @narasinghdas3623 4 місяці тому +2

    Brudha bachalami helani, Vairaba jaha tuition karauchi, taha khuchanti, evali sarkar hatiba uchit.

  • @AbhyaPradhan-v3y
    @AbhyaPradhan-v3y 4 місяці тому +2

    Bjp jindabad

  • @pradiptamohanty1364
    @pradiptamohanty1364 4 місяці тому

    Sampurna michha re chalichhi tamil..
    Sirf shashan vara nebaku aau lutiba lakhyare.....

  • @dagreswargoud
    @dagreswargoud 4 місяці тому

    Sambarpuri dance bi g20 re chhai Jai thila

  • @pratapjhodia2513
    @pratapjhodia2513 4 місяці тому

    BJD ହଟାଅ ଓଡ଼ିଶା ବଞ୍ଚାଅ

  • @badshamurmu9687
    @badshamurmu9687 4 місяці тому

    Meñdha ghia lako mane

  • @murmubgmcreation1157
    @murmubgmcreation1157 4 місяці тому

    Nabin houchi gote villian type ro se bahut hodop karuchi