ବାଧିଲା ଜାଣି କ୍ଷମା // ସର୍ପ ଜଣାଣ // ସୋହିନୀ ମିଶ୍ର // ଗୁହାରି ୨୦୨୪
Вставка
- Опубліковано 7 лют 2025
- Badhila Jaani Khyama (ବାଧିଲା ଜାଣି କ୍ଷମା)
Artist : Sohini Mishra
Harmonium : Prafulla Chandra Behera
Keyboard : Ranjan Kumar Mishra
Dholak : N. Babuli
Flute : Soumya Ranjan Joshi
Tabla : Jogendranath Swain
Octapad : Krushna Chandra Das
Lyrics : Kabisurjya
.
.
#odisha #jayajagannath #rathayatralive #gkcmorc #Guhari #bhajan #odiabhajan #devotionalsongs #RathaYatra #lordjagannath #Odisha #odishaculture #odia #OdiaCulture #ଓଡ଼ିଶା #culture #ଜଗନ୍ନାଥ #ରଥଯାତ୍ରା #sohinimishra #kabisurjya
@SohiniMishra
.
.
Connect to Guru Kelucharan Mohapatra Odissi Research Centre on Social Media by clicking the links below:-
CONNECT with GKCMORC
======================================= ►
CONNECT WITH Guru Kelucharan Mohapatra Odissi Research Centre
► CONNECT ON UA-cam :- / @gkcmorc
► CONNECT ON FACEBOOK :- / gkcmorc
► CONNECT ON INSTAGRAM :- / gkcmorc
► CONNECT ON TWITTER :- / gkcmorc
► WEBSITE :- gkcmorc.org
ସୋହିନୀ ମିଶ୍ରଙ୍କ ସୁମଧୁର କଣ୍ଠରେ କବିସୂର୍ଯ୍ୟ ବଳଦେବ ରଥଙ୍କ ସର୍ପ ଜଣାଣଟି ବେଶ ଭଲ ଲାଗିଲା ।
ସୋହିନୀ ମିଶ୍ରଙ୍କର ସୁମଧୁର ଲାଳିତ୍ୟ କଣ୍ଠ ରେ କବିସୂର୍ଯ୍ୟ ବଳଦେବ ରଥଙ୍କର ବିରଚିତ ସର୍ପ ଜଣାଣ ଟି ଶ୍ରବଣ କରି ଆନନ୍ଦ ଲାଗିଲା ଜୟ ଜଗନ୍ନାଥ
So heart touching.Soulful Prayer of Sohini.
Excellent performance
ସୋହିନୀ ମିଶ୍ର ଙ୍କ କଣ୍ଠ ଅତି ସୁନ୍ଦର ଓ ଚମତ୍କାର ବହୁତ ବଢିଆ ଲାଗିଲା ଶୁଣିବାକୁ 🙏❤️❤️👌👌👌👍 verynice👍
ସୋହିନୀ ମିଶ୍ରଙ୍କ ସବୁଠାରୁ ଭଲ ଗୀତ। ଅତି ସମଧୁର
Chamatkaar gaayana.
Beautiful voice.Please keep it up.
ବହୁତ ସୁନ୍ଦର🙏🙏🙏🙏🙏 ସ୍ବର
ସର୍ପ ଜଣାଣ ଓଡ଼ିଶୀ ସଙ୍ଗୀତର ଏକ ଅଂଶବିଶେଷ। କିନ୍ତୁ ଏଠାରେ ମର୍ଦ୍ଦଳର ଅଭାବ ଅନୁଭୂତ ହେଲା।
Too sweet really when l hear it.
ଓଡିଶୀ ସଂଗୀତ
ଗାଇ ଓ ବଜାଇ ଜାଣିଲେ ମହୁ ଝରେ
ଜୟ ଓଡିଶୀ 🙏🙏🙏🙏
Bahut bahia lagila sundar Kartha Bhagavan deichhanti
ବହୁତ୍ ବଢିଆ ଲାଗିଲା। ବହୁତ ସୁନ୍ଦର।
Wahhhh..... Chamatkar ❤❤
ଅତ୍ୟନ୍ତ ହୃଦୟସ୍ପର୍ଶୀ କଣ୍ଠଦାନ ସୋହିନୀ
Aaaha ki sundar gaika...a sabu sadhanara pramana❤
Odisi research center bhali jagare Pakhawaj ra avaba, e sova pauni,
Bahut sundar karjyakarma.
Guhari prgm sabuthu best 💐
Very beautiful singing and singer.
Very nice
ଅତି ଉତ୍ତମ
Sundar paribeshana. 🙏
To the best of my knowledge it is the best performance.
Almighty God bless India God bless mother India
ଅମୃତ ବର୍ଷୁଛି! ଜୟ ଜଗନ୍ନାଥ
ସୁନ୍ଦର ପରିବେଷଣ
Sohini is a distinguished singer.. Cute voice.. 🙏
Long live lord
Bahut bahut sundar gaiki
जय जगन्नाथ
ବହୁତ ସୁନ୍ଦର 👌ଜୟ ଜଗନ୍ନାଥ 🙏🙏🙏
Wonderful ❤
Mahaprabhu bless ❤
Jay Shree Jagannath Mahaprabhu nkar Jay heu.
Very beautiful.
ଚରଣଙ୍କ କଣ୍ଠରେ ଏହା ସ୍ବତନ୍ତ୍ର ସ୍ଥାନ ପାଇଚି।ତାଙ୍କ କଣ୍ଠର ଦୁଆରୀ ମୁର୍କିକୁ ବୁଝିବା ଏତେ ସହଜ ନୁହେଁ।
ତେଣୁ ତାଙ୍କର ସ୍ୱତନ୍ତ୍ରତା ପାଇଁ ସେ ସମ୍ପୁର୍ଣ୍ଣ ଅଲଗା ଢଙ୍ଗରେ ପରିଚିତ। ବହୁତ ଭଲ ଲାଗିଲା ।
ଡାଃ ମହେନ୍ଦ୍ର ପ୍ରସାଦ ଦାସ।
ପରସିଙ୍ଗା/ଭଦ୍ରକ।
Jay jagannath 🎵🙏
Bahut sundar.
Jay jagannath
ଜୟ ଜଗନ୍ନାଥ 🙏ହେ ମହାବାହୁ ସୁମଧୁର କଣ୍ଠ
Jay Jagannath 🙏🙏
ଜୟ ଜଗନ୍ନାଥ 🙏🙏🙏🙏
ଧନ୍ୟବାଦ। ପାରମ୍ପରିକ ଗୀତ କୁ ଉପସ୍ଥାପନା କରିଛନ୍ତି। କବିସୂର୍ଯ୍ୟ ବଳଦେବ ରଥଙ୍କ ସର୍ପ ଜଣାଣ ଟି କୁ ସୋହିନୀ ମିଶ୍ର ଦିଦି ବହୁତ ଭଲ ଗାଇଛନ୍ତି। ଜୟ ଜଗନ୍ନାଥ ⭕❗⭕🙏
ବାଦ୍ୟ ଯନ୍ତ୍ର ବିଭାଗ ରେ ଯେଉଁ କଳାକାର ବଜାଉଛନ୍ତି ସେମାନଙ୍କୁ ମୋର ପ୍ରଣାମ, ଏହିପରି ଛାନ୍ଦ ଚମ୍ପୁ ରେ ପାରମ୍ପାରିକ ଗୀତ ର ତାଳରେ ସଙ୍ଗୀତ ପରିବେଷଣ। ବଂଶୀ ର ସ୍ଵର ଆହୁରି ସୁନ୍ଦର ଲାଗୁଛି। ଯେତେ ଥର ଶୁଣିଲେ ବାରମ୍ବାର ଶୁଣିବାକୁ ଇଛା ହେଉଛି। ଜୟ ଜଗନ୍ନାଥ 🙏🙏⭕❗⭕🙏🙏।
ଏହା ଏକ ଜଣାଣ ହେଲେ ମଧ୍ୟ ଏହା ଏକ ମନ୍ତ୍ର ରୂପେ ଗଣା ଯାଏ।
ThanQ all
ମର୍ଦଳ ବିନା ଓଡିଶୀ ଅସମ୍ଭବ ବା ଅସମ୍ପୂର୍ଣ ତେଣୁ ମର୍ଦଳ ରଖନ୍ତୁ ଦୟାକରି 🙏🙏
She shd have chosen a lower scale to make pronunciation very clear.
Manatrupi. Anandalagila
Sorry for words above
ମୁଁ ଏଥିରେ ସଂଗୀତ ପରିବେଷଣ କରିବା କୁ ଇଛୁକ କେମିତି ଭାଗ ନେଇ ପାରିବି
Pardon me but selection of scale was not appropriate.It should have been lower.
ଏ ସ୍ୱର ଭୁଲ୍, ଏଭଳି ଗାୟନ ପାରମ୍ପରିକ ବିରୋଧୀ। ଗାଇବାର base ନାହିଁ। ସର୍ପ ଜଣାଣ, ଦୁଃଖ କିଭଳି ଭଗବାନ ଙ୍କୁ ସମର୍ପଣ ଭାବ କରାଯାଏ ତାହା ନାହିଁ। ଖାମ ଖିଆଲି ଭାବରେ ଗାୟନ ସଙ୍ଗୀତ ବିରୋଧୀ।music ଭୁଲ୍।
ଏହା origional ସ୍ୱର. ଗୀତ ଲେଖା କୁ ବୁଝିବାକୁ ଚେଷ୍ଟା କର.
Very sweet voice May God bless you,@@anantacharanmishra8439
Beautiful very Very nice thanks from RUKMINI PRODUCTION 🎉🎉🎉subscribe done