ଅଭିମନ୍ୟୁ ସାମନ୍ତସିଂହାରଙ୍କ "ବିଦଗ୍ଧ ଚିନ୍ତାମଣି" - ୧ମ ଛାନ୍ଦ | Bidagdha Chintamani - 1st Chhanda | Odisha

Поділитися
Вставка
  • Опубліковано 1 лют 2025

КОМЕНТАРІ • 22

  • @sonubehhera
    @sonubehhera 26 днів тому +2

    ଅତି ସୁନ୍ଦର ଭାବରେ ଏହି ବିଷୟ କୁ ଵିଝାଇ ଵାରୁ ଧନ୍ୟବାଦ ଅର୍ପଣ କରୁଛି

  • @ହାପି-ଖ1ହ
    @ହାପି-ଖ1ହ 8 місяців тому +3

    ପ୍ରଣାମ ସାର୍, ସାର୍ ଅନେକ ଦିନ ହେବ ଅପେକ୍ଷାରେ ଥିଲୁ ଆଲୋଚନା ଶୁଣିବା ପାଇଁ। ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ। ସାର୍ ଆପଣ 4, 30, 42, ଛାନ୍ଦ ଆଲୋଚନା କରନ୍ତୁ ଅନୁରୋଧ ସାର୍। ଆମେ କୃତଜ୍ଞ ହେବୁ। ଆପଣଙ୍କୁ ସାରା ଜୀବନ ଆଦର୍ଶ ରୂପେ ଗ୍ରହଣ କରି ସବୁବେଳେ ସ୍ମରଣ କରୁଥିବୁ।

  • @archanaacharya754O
    @archanaacharya754O 8 місяців тому +1

    Atyanta Hrudayasparshi Upasthapana ❤ ❤ Pranam 🙏🙏

  • @bibhutibhusansahoo8113
    @bibhutibhusansahoo8113 8 місяців тому +1

    ଅତି ସହଜ ସରଳ ସୁନ୍ଦର୍ ବ୍ୟାଖ୍ୟା ସାର୍ ♥️🙏

  • @SidharthaPradhan-o1p
    @SidharthaPradhan-o1p 8 місяців тому +6

    ପ୍ରଣାମ sir... ଏହି ଆଲୋଚନାକୁ ଆମେ ଚାତକ ପରି ଚାହିଁ ରହିଥିଲୁ... ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏

    • @ajayapradhanNikhil
      @ajayapradhanNikhil 8 місяців тому

      ପ୍ରଣିପାତ ଗୁରୁଜି 🙏🙏🙏🙏 ଆପଣଙ୍କ ପଠନ ଶୈଳୀ ଅତ୍ୟନ୍ତ ଉଚ୍ଚ କଟିର 😊l

  • @shibapriyabrata
    @shibapriyabrata 6 місяців тому +2

    ସାର୍ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ବିଦଗ୍ଧଚିନ୍ତାମଣି କାବ୍ୟ ର ବାଇଶିତମ ଛାନ୍ଦ ଆନନ୍ଦ ର ଯତିପାତ ନିୟମ କଣ ଦୟାକରି କହିବେ ।

  • @SUMANTARANA-jy7rs
    @SUMANTARANA-jy7rs 7 місяців тому +1

    ସାର୍ ବୈଦେହୀଶ ବିଳାସ ଆଲୋଚନା କରନ୍ତୁ 🙏

  • @KalpanaWriter
    @KalpanaWriter 8 місяців тому +1

    ଅତି ସୁନ୍ଦର ଉପସ୍ଥାପନା ସାର 🙏🙏

  • @mithunbadia-15Y
    @mithunbadia-15Y 7 місяців тому +2

    ବିଦଗ୍ଧ ଚିନ୍ତାମଣିକାର କାବ୍ୟଟି ଚାରି ପାକର ସମାହାର ବୋଲି କହିଛନ୍ତି। ମାତ୍ର ପୂର୍ଣ୍ଣଚନ୍ଦ୍ର ସାରଙ୍କ ଆଲୋଚନା ସଂପୂର୍ଣ୍ଣ ଛାନ୍ଦଟିକୁ ଗୁଡପାକରେ(ସର୍ବାଙ୍ଗ କୋମଳ ) ପରିଣତ କରିଦେଲା ।
    ଅନ୍ତରରୁ ଧନ୍ୟବାଦ୍ ସାର୍ ।
    ଏହି ଆଲୋଚନା ଆଗକୁ ଜାରି ରଖିବାକୁ ଅନୁରୋଧ 🙏🙏🙏🙏🙏🙏

  • @adaitakumarbaliyarsingh
    @adaitakumarbaliyarsingh 5 місяців тому +1

    ଅପ୍ରକୃତ ର ଅର୍ଥକୁ ଆପଣ ଅପ୍ରକଟ କାହିଁକି କହୁଛନ୍ତି ବୁଝି ହେଉନାହିଁ ଟିକିଏ ଏହି ଶବ୍ଦ ଟିର ବ୍ୟୁତ୍ପତି ଆଧାର ରେ ବ୍ୟାଖ୍ୟା କରିବେ କି? ବହୁତ ସୁନ୍ଦର ଉପସ୍ଥାପନା ମୁଁ ଆପଣଙ୍କ ଜଣେ ପ୍ରଶଂସକ l

  • @pradipagrawal5587
    @pradipagrawal5587 8 місяців тому +1

    ଚମତ୍କାର🙏

  • @suryanarayanbehera2110
    @suryanarayanbehera2110 5 місяців тому +1

    ଅଭ୍ର କାଦମ୍ବିନୀ ପ୍ରାଚୀ ଅବାଚୀ, ପ୍ରତୀଚୀ ସନ୍ତୁଷ୍ଟ ଉଡ୍ରେ ଉଦୀଚୀ ଏହାର ଅର୍ଥ କଣ ଓ ଏହା କେଉଁ କବିତା ରୁ ଆସିଛି

  • @niharikadas9773
    @niharikadas9773 8 місяців тому +1

    Pranam sir,khub sundor alochana

  • @mamatamaharana1784
    @mamatamaharana1784 4 місяці тому +2

    Sir pranam 🙏 amr b Nayagarh r saranakul antargat Harihar Pur gram re apana nkr Nayagarh boli kahile j apana nkr Ghar sarankul re ki ? Daya kari kahi be agyan 🙏

  • @biswabhusanmohapatra4826
    @biswabhusanmohapatra4826 7 місяців тому +1

    Very excellent explanation sir

  • @SubaschandraJena-b7f
    @SubaschandraJena-b7f 7 місяців тому +1

    Sir,Beautiful description

  • @namitaranimahakul402
    @namitaranimahakul402 8 місяців тому +1

    Sir, 🙏 kotibramhanda sundari madhya alochona karantu please

  • @SnehaSneha-ki7eg
    @SnehaSneha-ki7eg 8 місяців тому +2

    Sir 🙏, sir ssb syllabus ra sabu patha alochana karantu🙏🙏, alochana ama paen bahuta upadeya heuchhi 🙏

  • @TrilochanDas-j8y
    @TrilochanDas-j8y 24 дні тому

    Namaskar sir

  • @babulupadhan2916
    @babulupadhan2916 8 місяців тому +2

    ଚତୁର୍ଥ,ତ୍ରିଂଶ ଛାନ୍ଦ ମଧ୍ୟ ଆଲୋଚନା କରନ୍ତୁ

  • @BhanupratapDhangadamajhi
    @BhanupratapDhangadamajhi 8 місяців тому +1

    Sir raktamati natak ,Danapani upanyas ra class anantu