ରେଆତ୍ମନ ନିଦ୍ରା ପରିହରି || Pranab Pattnaik Live || Re Atman Nidra Parihari || Odia Movie "Mamata" 1975

Поділитися
Вставка
  • Опубліковано 11 вер 2024
  • #କମଳଦେଶ #ରାଜକୁମାର 80th Birth Day Celebration of Music Legend Sj Prafulla Kar.
    Stage performance by Pranab Kishore Pattnaik, presenting "Re Atman Nidra Parihari". at Rabindra Mandap, Bhubaneswar. Odisha. Org by- Prafulla Kar Foundation. 15th&16th February 2019.
    Song Credits:
    Song - #ReAtmanNidraParihari
    Artist - Sri #PranabKishorePattnaik
    Film - #Mamata (1975)
    Lyricist - #Bhaktakavi Madhusudan Rao
    Composer - #PrafullaKar
    Event Record by Team Canvas Odisha !
    ପ୍ରଫୁଲ୍ଲ କରଙ୍କ ୮୦ତମ ଜନ୍ମ ଦିବସ ଅବସରରେ ତା୧୫-୧୬ରିଖ ଦୁଇ ଦିନ ବ୍ୟାପି ରବିନ୍ଦ୍ର ମଣ୍ଡପଠାରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ "କମଳଦେଶ ରାଜକୁମାର' ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାର ଘରେ ଘରେ ପରିଚିତ ବହୁ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସମେତ ମୁମ୍ବାଇରୁ ଆସିଥିବା କଣ୍ଠଶିଳ୍ପୀ ସାରିକା ସିଂହଙ୍କ ସ୍ୱରର ଯାଦୁରେ ଉପସ୍ଥିତ srota nku ବାନ୍ଧି ରଖିପାରିଥିଲା । ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଶିଷ୍ଟ କବି ରମାକାନ୍ତ ରଥ ଏବଂ ଦାଶ ଫାଉଣ୍ଡେସନର ଅଧ୍ୟକ୍ଷ ଶିତିକାନ୍ତ ଦାଶ ଯୋଗଦେଇ ପ୍ରଫୁଲ୍ଲ କରଙ୍କ କାଳଜୟୀ ଗୀତଗୁଡିକ ସବୁ ସମୟରେ ସବୁ ପିଢିର ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରୁଥିବ ବୋଲି କହିଥିଲେ । ଫାଉଣ୍ଡେସନର ଅଧ୍ୟକ୍ଷ ଦାଶବେନହୁରଙ୍କ ସଭାପତିତ୍ୱରେ ସମ୍ପାଦକ ଚୈାଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଶଙ୍କର ଦାଶ, ସଂଯୋଜକ ଡ. ଜେନାମଣି ସଞ୍ଜୀବ କୁମାର ଓ "ସଂସ୍କାର'ର ସାଧାରଣ ସମ୍ପାଦକ ମହାଦୀପ କର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ PULWAMA re ଶହୀଦ ଯବାନ, ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା, ଅର୍ଜୁନ ଚରଣ ସାମଲଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରଯାଇଥିଲା । ଏହି ଅବସରରେ ତବଲା ବାଦକ ପ୍ରସନ୍ନ କୁମାର ମିଶ୍ର ଏବଂ ପୂର୍ବରୁ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଘାଟନୀ ଉତ୍ସବପରେ ଅନୁଷ୍ଠିତ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ "ରେ ଆତ୍ମନ ନିଦ୍ରା ପରିହରି', ଦେବାଶିଷ ମହାପାତ୍ରଙ୍କ କଣ୍ଠରୁ "ତୋ ସାଥେ ପିରତି କରି', ଗୀତା ଦାଶଙ୍କ କଣ୍ଠରୁ "ତୁମେ ଦେବ ମୁଁ ପୂଜାରିଣୀ', ଛନ୍ଦା ମିଶ୍ରଙ୍କ କଣ୍ଠରୁ "ହେ ଫଗୁଣ କାନ୍ଦନାରେ', କୁମାର ବାପିଙ୍କ କଣ୍ଠରୁ "ବନ୍ଧୁରେ କାହିଁ ଗଲେ ଶ୍ୟାମଘନ' ଏବଂ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ମହାପ୍ରସାଦ କର ଏବଂ ସାରିକା ସିଂଙ୍କ କଣ୍ଠରୁ "ଏ ମେରେ ହମସଫର. ସାରିକା କଣ୍ଠରୁ "ପାଦରେ ପାଦ ଛନ୍ଦା' "ମୋତେ ବାନ୍ଧିନେରେ ପୋଲିସ ବାବୁ' "ଏ ଫୁଲ କହ ଥରେ'....। ପ୍ରଫେସର ମୃତ୍ୟୁଞ୍ଜୟ ରଥ ସଙ୍ଗୀତ ଆସରକୁ ସଂଯୋଜନା କରିଥିଲେ ।
    For always being informed, and entertained find us here:
    News Website: www.canvasodish...
    Facebook: / canvasodisha. .
    UA-cam: www.youtube.co....
    Twitter: / odishacanvas
    Google Plus: plus.google.co...
    Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website www.canvasodish... for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.
    ଜୀବନ ଚିନ୍ତା
    - ଭକ୍ତକବି ମଧୁସୂଦନ ରାଓ
    ରେ ଆତ୍ମନ୍! ନିଦ୍ରା ପରିହରି
    ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ,
    ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି
    ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ|୧|
    କି ବେଗରେ ଯାଉଅଛି ଚାଲି
    ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି,
    ଯାହାର ସ୍ମରଣେ ନର ଶୋକଶ୍ଵାସ ଢାଳି
    ଅତୀତକୁ ଉଦ୍ବୋଧଇ ବୃଥା ଭାଳି ଭାଳି|୨|
    ହେ ଇଶ୍ବର ପରିତତାରଣ,
    ପ୍ରାଣର ମୋ ନିରଞ୍ଜନ, ଭୟ ବିଘ୍ନବିନାଶନ,
    ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ,
    ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ|୨୫|

КОМЕНТАРІ • 170

  • @sankalpakumar32
    @sankalpakumar32 5 років тому +42

    ଆଉ ଥରେ ନୂଆ ପୃଥିବୀ ର ରଚନା ହେଲେ ମଧ୍ଯ,ଏଇ ଭଳି ପ୍ରତିଭା ଙ୍କୁ ଶୁଣିବାକୁ କିମ୍ବା ଦେଖିବାକୁ ମିଳିବେନି ।ଧନ୍ଯ ତୁମ କଣ୍ଠ ,ଧନ୍ଯ ତୁମ ରଚନା,ଧନ୍ଯ ତୁମ ସ୍ବର ।ଏମାନେ ସବୁ ସରସ୍ବତୀ ଙ୍କ ବରପୁତ୍ର ।ତାଙ୍କୁ କୋଟି କୋଟି ନମସ୍କାର ।

  • @kishorsahoo3034
    @kishorsahoo3034 Рік тому +3

    ସରସ୍ବତୀଙ୍କ ଦୁଇ ନମସ୍ୟ ବରପୁତ୍ରଙ୍କୁ ପାଇ ଏ ମଞ୍ଚ ଆଜି ଧନ୍ୟ।

  • @thebharatglobalpower6411
    @thebharatglobalpower6411 3 роки тому +3

    ହେ ଜଗନ୍ନାଥ ଏମିତି ପ୍ରତିଭା ଏମାଟିକୁ ଦିଅନ୍ତୁ । ପ୍ରଣବ ସାର୍ ଆପଣଂକ କଣ୍ଠ ଅବର୍ଣନୀୟ , ଅତୁଳନୀୟ । ପ୍ରଫୁଲକରଂକ ନିର୍ଦେସନା ଅତି ଚମତ୍କାର

    • @CANVASODISHA
      @CANVASODISHA  3 роки тому +1

      ଜୟ ଜଗନ୍ନାଥ 🙏

  • @puspanjalidevi6396
    @puspanjalidevi6396 2 роки тому +3

    ଶତକୋଟି ପ୍ରଣାମ ଆପଣଙ୍କୁ । ଏ ବୟସରେ ଏତେ ସୁନ୍ଦର ଗୀତ ବୋଲୁ ଛନ୍ତି ।🙏🙏🙏

  • @gangarampradhan1707
    @gangarampradhan1707 3 роки тому +3

    ଜଣେ ଯୋଗଜନ୍ମା ଚୀର ନମସ୍ୟ ସଙ୍ଗୀତ ସାଧକ। କୋଟି କୋଟି ପ୍ରଣାମ ।

  • @ashoksahoo6912
    @ashoksahoo6912 Рік тому +2

    ହେ ଇଶ୍ଵର, ପତିତ ତାରଣ .... ସଂସାରକୁ ରକ୍ଷା କର....🙏🙏

  • @arunakumarpanigrahi4459
    @arunakumarpanigrahi4459 2 місяці тому

    ଭକ୍ତକବି ମଧୁସୂଦନ ରାଓଙ୍କ ଜୀବନ ଦର୍ଶନ ଓ ମାନବିକ ମୂଲ୍ୟବୋଧ ଏ ଭଳି ପ୍ରତିଭା ମାନଙ୍କ ଦ୍ଵାରା ବହୁଗୁଣିତ ହୋଇ ପାରିଛି । ଜୀବନର ନିଶବ୍ଦ ସ୍ରୋତରୁ ଶାମୁକା ଆଣି ମୃତ୍ୟୁ ସିନ୍ଧୁରେ ମୋତିର କରାଳ ଲହରୀ ସୃଷ୍ଟି କରିଥିବା ଏଭଳି ବାଣୀ ପୁତ୍ରଙ୍କୁ ମୋର ଶତ ଶତ ପ୍ରଣାମ ।

  • @maitriprakashparida7381
    @maitriprakashparida7381 4 роки тому +5

    ଜୀବନକୁ ବୁଝିବା ଲୋକଟି ଠିକ ବୁଝିଛି ଆଉ ସମୟ ର ସ୍ରୋତ କୁ ଚାଲିଯିବାର ଆଖିରେ ଦେଖି ଦେଖି ଆତ୍ମା କୁ ପରମାତ୍ମା ସହ ମିଶାଇ ବାର ଗୀତରେ ପ୍ରୟାସ କରିଛି 🙏🙏

  • @niranjanhota9135
    @niranjanhota9135 3 роки тому +1

    Apan Odisha ra Namasya o amar byactitwa .pranam

  • @rohitmohapatra8051
    @rohitmohapatra8051 19 днів тому

    ସତ କୋଟି ପ୍ରଣାମ 🎉🎉🎉🎉🎉🎉

  • @pravatjena833
    @pravatjena833 2 роки тому +1

    I am spell bound by the song performed by pranap patnaikji

  • @chandaneswarmohapatra6927
    @chandaneswarmohapatra6927 3 роки тому +10

    ବାସ୍ତବରେ ଆଉଥରେ ପୃଥିବୀ ରଚନା ହେଲେ ମଧ୍ୟ ପ୍ରଣବ ପଟ୍ଟନାୟକ ସାର ଓ ପ୍ରଫୁଲ୍ଲ କର ସାର ଙ୍କ ଭଳି ଗାୟକ ଙ୍କୁ ଦେଖିବାକୁ ମିଳିବ ନାହିଁ କି ଏଭଳି ମୂଲ୍ୟବାନ ଗୀତ ଓ ସଙ୍ଗୀତ ଶୁଣିବାକୁ , ଅନୁଭବ କରିବାକୁ ମିଳିବ ନାହିଁ । ଏମାନେ ବାସ୍ତବରେ ମା ସରସ୍ଵତୀ ଙ୍କ ବରପୁତ୍ର ଅଟନ୍ତି ଉଭୟଙ୍କୁ କୋଟି କୋଟି ପ୍ରଣାମ 🙏🙏

  • @BalaramRoutehatesthereBa-tz3ml
    @BalaramRoutehatesthereBa-tz3ml 3 місяці тому

    A marvelous singer of world, Jay jagannath

  • @bijaykumarsahoo7853
    @bijaykumarsahoo7853 2 роки тому +2

    No words to comment on such a great song by such a great singer

  • @upendrakumarparida7921
    @upendrakumarparida7921 Рік тому +1

    A great combination of two Legendary singers... heart touching

  • @ahalyasodiabhaktichannel3634
    @ahalyasodiabhaktichannel3634 Місяць тому

    କୋଟି କୋଟି ପ୍ରଣାମ, ଗାୟକ ପ୍ରଣବ ପଟ୍ଟନାୟକ ଙ୍କୁ।

  • @sarojkumarmishra380
    @sarojkumarmishra380 Місяць тому

    କାଳଜୟୀ ସଂଗୀତ । ଯୁଗପୁରୁଷଙ୍କୁ ଭକ୍ତିପୂତ ପ୍ରଣାମ ।

  • @manoranjanswain7369
    @manoranjanswain7369 4 роки тому +1

    He jatira brudha maharthi ....APAN MANANKU BHUMISTA PRANAM..chhua dinauru ame chira runi........

  • @sitakantahotta6261
    @sitakantahotta6261 3 роки тому +2

    Mora Pranam to Pranab pattnaik and Prafulla kar Sir - you are truly gems of odissa.

  • @premkumarmohanty2444
    @premkumarmohanty2444 2 місяці тому

    Akshay Mohanty, Prafulla Kar,Pranab Patnaik,Chitta Jena,and Sikandar Alam are legends of Odia Film Industry.

  • @jayantisenapati9078
    @jayantisenapati9078 2 роки тому

    Just superb !!!!

  • @bikashdash4152
    @bikashdash4152 3 роки тому +2

    Jai Prafulla and Jai Pranab

  • @sujatalenka1879
    @sujatalenka1879 Рік тому +2

    ଆଖିରେ ଲୁହ ଯାକେଇଗଲା ଆଜ୍ଞା........ ସେହିଭଳି ଗୀତିକାର ଏବଂ ଗାୟକ ଆଉ କଣ ଉତ୍କଳ ମାଟିରେ ଜନ୍ମ ନେବେନି....?? କାହିଗଲେ ଖୋକା ଭାଇ, ରଘୁନାଥ ପାଣିଗ୍ରାହୀ, ଚିତ୍ତ ଜେନା ପ୍ରଫୁଲ କର ମହାଶୟ...... ପ୍ରଣବ ଭାଇଙ୍କୁ କାଳିଆ ଠାକୁର ଘଣ୍ଟ ଘୋଡେଇ ରଖନ୍ତୁ...... ଏତିକି ପ୍ରାର୍ଥନା.....
    ??
    .

  • @rabindrakumarmohanty9415
    @rabindrakumarmohanty9415 2 роки тому +2

    ପରିଣତ ବୟସରେ ସେଇ ଯାଦୁକରି କଂଠରୁ ଝରି ପଡୁଥିବା ଭକ୍ତ କବି ମଧୁସୂଦନ ରାଓ ଙ୍କ ର ଭକ୍ତି ଗୀତ ଭାବମୟ ପରିବେଶ ସୃଷ୍ଟି କରୁଛି। ଏହି ମହାନ ଗାୟକ ଙ୍କୁ ଶତ ଶତ ନମନ କରୁଛି।

  • @chinmayanayak6935
    @chinmayanayak6935 4 роки тому +3

    Hrudaya re bhasa nahin amiti Singer nka pain kichhi kahibaar Satare 💞💞💞💞💞

  • @ajayapati4618
    @ajayapati4618 Місяць тому

    ଏହିମାନେ ଓଡ଼ିଶାର ବରପୁତ୍ର ଓ ଗୌରବ

  • @niranjan8431
    @niranjan8431 3 роки тому +1

    Best singer. Odisha's pride.Nice devotional song.👌👌👌👌. Outstanding voice. Excellent performance.

  • @mogaamospandana7938
    @mogaamospandana7938 3 роки тому +1

    ଅତି ମର୍ମସ୍ପର୍ଶୀ । 🙏

  • @banamalibehera9430
    @banamalibehera9430 3 роки тому +1

    Among all. The veteran singer Mr Pranab job is an evergreen and versatile singer , listening from my childhood, I prefer him very much ,He may longlive,

  • @nachiketapurohit9921
    @nachiketapurohit9921 4 роки тому +3

    Outstanding initiatives
    Jaya Jagath

  • @manoranjanrout7896
    @manoranjanrout7896 4 роки тому +2

    Amara saubhagya sateki .
    Krishna ,jaganath nku gotae
    Mancha re darsana pailuu

  • @sasmitpanda1159
    @sasmitpanda1159 3 години тому

    Great salute 👏

  • @ashutoshtripathy7075
    @ashutoshtripathy7075 4 роки тому +6

    I'm a soldier of Ardaulia, Jajpur from Ladakh Army camp.
    Pranam 🙏🥀🌹🌷💐👍👍👍

  • @dusmatanayak9921
    @dusmatanayak9921 3 роки тому +2

    Really sir ur voice magically

  • @saratpanda9208
    @saratpanda9208 2 роки тому +1

    Live long

  • @user-el3mf8eg9h
    @user-el3mf8eg9h 3 місяці тому

    Pranab sir top ❤

  • @pravatdas4522
    @pravatdas4522 5 років тому +8

    What a feeling! wow pranab sir very nice

  • @alokchandramohapatra8793
    @alokchandramohapatra8793 Рік тому +1

    ❤ ate sudar

  • @swagatdas4418
    @swagatdas4418 2 роки тому +1

    Prafulla sir tanka hrudaya ai gita tire rakhi deichanti au jahaku pranab sir rupa deichanti.......mahaprabhu odissa ra ahi jewel mananku ghanta ghodei rakhithantu...........

  • @SatyasuvamMusical
    @SatyasuvamMusical 4 роки тому +5

    Wow ki bhaba

  • @manojmohanty9535
    @manojmohanty9535 Рік тому +1

    Incredible ❤

  • @ashutoshtripathy7075
    @ashutoshtripathy7075 4 роки тому +5

    God gifted voice

  • @mousumiroy7445
    @mousumiroy7445 4 роки тому +6

    Incomparable! Fully satisfied!

  • @tarundabu
    @tarundabu 6 місяців тому +1

    What a wonderful performance

  • @nadabrahmaproduction
    @nadabrahmaproduction 2 роки тому +1

    Best Best Best. .God Bless Jay Jagannath

  • @skabduljahur8677
    @skabduljahur8677 4 роки тому +1

    Moo garbita ki Odisha basi aau ama Odisha re ete sundara abang ete pratibhabaan kantha silpi achhanti. Mane pade pila beda.

  • @sandeepkumarsahu1116
    @sandeepkumarsahu1116 4 роки тому +4

    Pranab sir and parfulla sir legend of odia sangita

  • @prajnangaming9671
    @prajnangaming9671 3 роки тому

    Would be centenarian: Long Live Pranab pattanayak The Great Architect of Odia Music Arena

  • @bulusahu154
    @bulusahu154 2 роки тому +1

    Odisha great pershon 🙏🙏🌹

  • @Lakhsmipriyaa
    @Lakhsmipriyaa 3 роки тому +1

    Kaalajai sangeetagyan prannab pattanaik n praffulla kar sat sat prannam

  • @chittaranjansahoo4308
    @chittaranjansahoo4308 4 роки тому

    Mora koti koti pranama ahi dui prativanku🙏🙏🙏🙏🙏.........

  • @saratkumarbhol9711
    @saratkumarbhol9711 2 роки тому +1

    Best song by Sri Pranab Pattanaik .film MAMATA

    • @CANVASODISHA
      @CANVASODISHA  2 роки тому

      ua-cam.com/video/V1zl9OdUMXE/v-deo.html

  • @suchitramishra7236
    @suchitramishra7236 3 роки тому +1

    Koti koti pranam

  • @kshetramohanswain7709
    @kshetramohanswain7709 2 роки тому +1

    Jay jagannath

  • @manjushreemukhi7715
    @manjushreemukhi7715 4 роки тому +3

    Excellent.great sangita sadhaana

  • @sirishsahoo4264
    @sirishsahoo4264 2 роки тому +1

    👌👌🙏🙏 God's blessings to you All

  • @biswajithota3712
    @biswajithota3712 9 місяців тому +1

    🙏🏻🙏🏻🙏🏻🙏🏻🙏🏻 What can someone write... We mere mortals don't have the capacity to describe such an immortal voice ❤

  • @ranjulatanayak584
    @ranjulatanayak584 5 років тому +5

    They are the inventors of Odia songs. How the Odisha will create such an amazing singer.

  • @SANJAYDAS-zh7fw
    @SANJAYDAS-zh7fw Рік тому

    Sir lots of salutes to you both

  • @sarojkumarmishra380
    @sarojkumarmishra380 Місяць тому

    କାଳଜୟୀ ସୃଷ୍ଟି

  • @pravatkumarpanda9168
    @pravatkumarpanda9168 Рік тому +1

    Khusi lage sanga

  • @sivaprasadmishra6527
    @sivaprasadmishra6527 16 днів тому

    Ebhali gita o gitikara au srusti heunahanti

  • @simapatnaik8813
    @simapatnaik8813 Рік тому +1

    Maa Saraswati's blessed sons

  • @narayanmishra8843
    @narayanmishra8843 2 роки тому +1

    🌹🙏🙏🙏🙏🌹

  • @geetanjalimohanty6866
    @geetanjalimohanty6866 2 роки тому +1

    My favourite song n singer

  • @minakhidas8858
    @minakhidas8858 2 місяці тому

    Kalajayee Geeta.

  • @banamalibehera9430
    @banamalibehera9430 3 роки тому +1

    Mr Pranabji indeed has attracted all by his defficult and sweeter voice,

  • @UmakantMishra
    @UmakantMishra 3 роки тому +1

    I love Pranab Patnaik ❤️❤️🙏

  • @debasishpanda967
    @debasishpanda967 2 роки тому +1

    Strange, in Old age, impossible.

  • @tanmayakumar6498
    @tanmayakumar6498 5 років тому +6

    This is the real music of ODISHA , love you sir

  • @pravakarsethy1107
    @pravakarsethy1107 2 місяці тому

    🙏🙏

  • @krushnachandrasahoo1758
    @krushnachandrasahoo1758 4 роки тому

    He Odia Jatira dui Maharathi apanaduinku mora bhumistha pranam. Jay Jagannath.

  • @baradadas159
    @baradadas159 3 роки тому +1

    Probably Pattanaik is unique

  • @kulamanipradhan4217
    @kulamanipradhan4217 4 роки тому +3

    Golden eagal of odisha

  • @rabindrarath9474
    @rabindrarath9474 2 роки тому +1

    God gift

  • @satyaprakashpadhi6478
    @satyaprakashpadhi6478 3 роки тому +1

    Legend Praffula da...

  • @bishnucharansahoo9434
    @bishnucharansahoo9434 4 роки тому +3

    Really Heart touching song

    • @CANVASODISHA
      @CANVASODISHA  4 роки тому

      Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !

  • @hadibandhubehera6384
    @hadibandhubehera6384 2 роки тому +1

    Hadibandhu Behera JAI JAGANATH

  • @chidanandananda871
    @chidanandananda871 3 роки тому +1

    Superb

  • @kushaleswarpanda28
    @kushaleswarpanda28 4 роки тому +3

    Old is gold always

  • @chemakumar3378
    @chemakumar3378 4 роки тому +1

    Amara krutitu Jay jagannath

  • @anantagopalsatapathy.2082
    @anantagopalsatapathy.2082 3 роки тому +4

    This is God gifted voice

  • @ziniasahani7215
    @ziniasahani7215 Рік тому

    🙏

  • @samarendrabehera6047
    @samarendrabehera6047 2 роки тому +1

    Ethi bayasa har manithaye . Odia jati ra garba apana Mane.Apana mananku nei gote odia juga juga ku garbita.

  • @bidyutpravamishra9962
    @bidyutpravamishra9962 4 роки тому +2

    Apana satabdi purusa huantu.jagannatha nka pakhare mora etiki kamana .🙏🙏

  • @ajodhyanath4284
    @ajodhyanath4284 4 роки тому +1

    Pranab sir apanka gita sunila pare mo akhiru luha jhari asithila.....really ap nakara voice bahut sundar.......mo pakhare bhasa nahi kana mu kahibi.....bahut sundar mu jagannath nku parthna kauchhi bhutapanakara au prafulla sir nkara dirghayu heu...bhalare rahantu....

    • @CANVASODISHA
      @CANVASODISHA  4 роки тому

      thank you please subscribe our channel for more update jay jay jagannath.

  • @niranjankar1969
    @niranjankar1969 4 роки тому +5

    Legendary Artists in Odiya Songs
    May God bless him .
    Niranjan Kar

    • @CANVASODISHA
      @CANVASODISHA  4 роки тому

      Thanks for watching this soulful video, please subscribe us and press the bell icon for more upcoming event 🙏

  • @mithunnayakmithun9447
    @mithunnayakmithun9447 Місяць тому

    🙏🙏🙏🙏🙏🙏🙏

  • @charulata6741
    @charulata6741 2 роки тому +1

    Exelent

  • @PanchananaBehera-hr2vp
    @PanchananaBehera-hr2vp 16 днів тому

    Guru,ji,apananka,vhaba,dhara,ucha,kotira,ame,jane,sadharana,,Manisha,, apan,samasta,ama,pitaata,ama,Karunakar,kebala,pada,seba,au,puaja,karibara,sujogadei,,apananka,,pada,tale,rahibapila,apananku,kotikoti,naman,jayasriram,,ame,jane,chota,seba,ka,amara,jadi,vhu,achi,khya,madhya,ntu,pita,mata,nkara,jayaheu

  • @rajaniseth9453
    @rajaniseth9453 2 роки тому +1

    Wow 👌 👏 😍 👍 🥰 ☺ 👌

  • @manoranjanpatnaik1744
    @manoranjanpatnaik1744 4 роки тому +1

    meaning full ,mental peice &heart touch songs for ours.👌👌👌👌👌👌👍

    • @CANVASODISHA
      @CANVASODISHA  4 роки тому

      Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !

  • @tapu6628
    @tapu6628 4 роки тому +2

    Proud of odisha...

    • @CANVASODISHA
      @CANVASODISHA  4 роки тому

      Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !

  • @susantachaudhury6663
    @susantachaudhury6663 4 роки тому +2

    Odisha apnka panai garvita sir

  • @learnenglish1730
    @learnenglish1730 4 роки тому +2

    Beautiful

  • @pradeepsahoo8359
    @pradeepsahoo8359 2 роки тому +1

    Bapa thila pua sabhaku jain nahi.

  • @pramilaurmal9721
    @pramilaurmal9721 4 роки тому

    Best sangrachana

  • @ajayaparhi709
    @ajayaparhi709 4 роки тому +2

    jai pranab

  • @bimalpatnaik5614
    @bimalpatnaik5614 5 років тому +4

    Excelent singer of odisha

    • @CANVASODISHA
      @CANVASODISHA  5 років тому +1

      Welcome sir❤

    • @karunakarpahadasingh1106
      @karunakarpahadasingh1106 2 роки тому +1

      @@CANVASODISHA Karunakar Pahadasing .. Sj.Prafulla sir. Sj.Pranab sir nka bhali aau kehi kanthsilpi abom sangeet nirdeshak a jagatare janma hebe nahin.Jagannathanku prarthana emane dirghayu hoithantu aau
      Mohaprasad Kar nka bhali jogya kalakar srusti karantu.Mu jane Bhajan gitikar ate. Jagatar nath Jagannathnku eha maguchhi.

    • @CANVASODISHA
      @CANVASODISHA  2 роки тому

      @@karunakarpahadasingh1106 you are mostly welcome to our channel sir.. Hv a nice day

  • @biswajitnayak7742
    @biswajitnayak7742 4 роки тому +2

    Really heart touching song and meaningful

    • @CANVASODISHA
      @CANVASODISHA  4 роки тому

      thank you please subscribe our channel for more update jay jay jagannath.