ସୁଧାଂଶୁ@8:ଓଭର ସ୍ମାର୍ଟ ପାଣ୍ଡିଆନ, ବିଜେଡିକୁ ଖାଇଦେଲା

Поділитися
Вставка
  • Опубліковано 17 вер 2024
  • @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

КОМЕНТАРІ • 1,2 тис.

  • @trajendraprasad2260
    @trajendraprasad2260 3 місяці тому +272

    ତମେ ଜୋ ସାହସ ସହ କହୁଛ, ଆମ ଓଡିଶା ର ସବୁ ବର୍ଗ ଲୋକ ତୁମକୁ ଦାନ୍ୟବାଦ ଦେବୁ ଜୟ ଜଗନ୍ନାଥ

  • @kanhupanda2496
    @kanhupanda2496 3 місяці тому +76

    ଅତି ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ

  • @lalitamohanmallick5779
    @lalitamohanmallick5779 3 місяці тому +37

    ବହୁତ ସୁନ୍ଦର କଥା ଉପସ୍ଥାପନା କଲେ ଆପଣ.ଆପଣ ତଥା ଆପଣଙ୍କ ଚ୍ୟାନେଲ କୁ ବହୁତ ବହୁତ ଧନ୍ୟବାଦ୍

  • @udayamohapatra1647
    @udayamohapatra1647 3 місяці тому +6

    ଧନ୍ୟବାଦ ସୁଧାଂଶୁ ବାବୁ ଆପଣଙ୍କ ସତ୍ୟ ଏବଂ ସ୍ୱଚ୍ଛ କମେଣ୍ଟ ପାଇଁ।

  • @majitkumarjena9715
    @majitkumarjena9715 3 місяці тому +36

    ସାର ଆପଣଙ୍କୁ ଧନ୍ୟବାଦ

  • @SurendraMishara-h1p
    @SurendraMishara-h1p 3 місяці тому +93

    ଜଗନ୍ନାଥ ମହାପ୍ରଭୁ ଦ୍ଵିତୀୟ ଶଙ୍ଖାଶୁରକୁ ବଧ କଲେ... ଜୟ ଶ୍ରୀରାମ 🙏🙏🙏

  • @ratnakarmadhual820
    @ratnakarmadhual820 3 місяці тому +10

    ଭାଇ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଏହି ଭଳି ଉପସ୍ଥାପନା ପାଇଁ।

  • @tapanbarik779com4
    @tapanbarik779com4 3 місяці тому +48

    ବିଶ୍ଵ ଦେଖିଲା ଆଜି ଜଗନ୍ନାଥଙ୍କୁ କାଠ ପରି ବ୍ୟବହାର କରୁଥିବା ସରକାରଙ୍କୁ ଆଜି କାଠ କରି ସ୍ବର୍ଗ ଦ୍ଵାରରେ ଅନ୍ତିମ ସଂସ୍କାର କରି ଦେଇଛନ୍ତି ଧର୍ମର ଜୟ ହୋଇଛି ଇତିଶ୍ରୀ ବେବିନା କୁଣ୍ଡୁଲି ମମିତା ପରି ପିହୁ ଏମାନଙ୍କ ଆତ୍ମା ବି ଆଜି କିଛି ମାତ୍ରାରେ ଶାନ୍ତି ପାଇଯାଇଥିବ ଭଗବାନ୍ ସବୁ ସହିବେ ଗର୍ବ ସହିବେନି କ୍ଷମତା ଲୋଭରେ ଅନ୍ଧ ହୋଇଥିବା ଲୋକର ଆଜି ଆଖି ଖୋଲିଦେଇଛନ୍ତି ⭕❗⭕🙏🙏🙏🪔🪔

  • @GaneshJena-mr1hf
    @GaneshJena-mr1hf 3 місяці тому +18

    ନୂଆ ସରକାର କାମ, ପାଣ୍ଡିଆନ ସନ୍ୟାସ ଓ ଉପଯୁକ୍ତ Action ହେବା ଦରକାର | ଆଉ ନୂଆ ସରକାର ମଧ୍ୟ ଦେଇ ଥିବା ପ୍ରତି ସୃତି ମଧ୍ୟ ପାଳନ କରିବା ଉଚ଼ିତ । ଧନ୍ୟବଦ ସାର ଏହି ଭଳି News chanel ଓଡ଼ିଶାର ରହିବା ଦରକାର'', ," I Wale Come to this news Chanel" and very very thanks..

  • @Cricketodia-re2jo
    @Cricketodia-re2jo 3 місяці тому +116

    ସୁଧାଂଶୁ ସାର ଏବେ କହିବାର ସମୟ ଆସିଛି କହିଚାଲ ଜୟ ଜଗନ୍ନାଥ

    • @maminasingh2299
      @maminasingh2299 3 місяці тому +5

      Tamara phatuchi kahiki

    • @kirtanmaharana9901
      @kirtanmaharana9901 3 місяці тому

      ​@@maminasingh2299😊

    • @gurucharanbarik7817
      @gurucharanbarik7817 3 місяці тому +2

      Bjd ରେ ଦନା ଚଟା କୁକୁର ମାନଙ୍କ ସଂଖ୍ୟା ଅଧିକ😂😂😂😂😂

    • @skmstorywriter6400
      @skmstorywriter6400 3 місяці тому

      ​@@maminasingh2299ପାଣ୍ଡୁ ପୁଅ କି 😅😅

  • @SatrughanNayak-qf1rt
    @SatrughanNayak-qf1rt 3 місяці тому +89

    ପାଣ୍ଡୁ ହେଲିକାପଟର ରେ କାହା ଟଙ୍କାରେ ବୁଲୁ ଥିଲା, ସ୍କୁଲ୍ ର ଭଙ୍ଗା କାନ୍ଥରେ ରଙ୍ଗ ବୋଳି PC କେତେ ଖାଇଛି? ଲକ୍ଷ୍ମୀ ବସ୍ କିଣାରେ କେତେ ଖାଇଛି ତାର ହିସାବ ଦେବ, ଖଣି ପାଣି ଜଙ୍ଗଲ ଵିକିଛି ତାର ହିସାବ ଦେବ, ରତ୍ନଭଣ୍ଡାର ଚାବି ଦେବ ନହେଲେ ତାକୁ ଲଣ୍ଡା କରି ମୁଁହରେ ଚୂନ କାଳୀ ବୋଳି ଛାଡ଼ିବା

    • @thirdeye9492
      @thirdeye9492 3 місяці тому +12

      ..... ଆଉ ବିଜେପି ଯଦି ଏ ଖଣ୍ଟ ମାନଙ୍କୁ ଜେଲ ପଠେଇ ବାକୁ ଅକ୍ଷମ ହୁଅନ୍ତି ସେମାନେ ମଧ୍ୟ ଶିଶୁପାଳ ହେବେ 😄😄😢

    • @rabindranaik7076
      @rabindranaik7076 3 місяці тому +8

      Actually pandu ku jera Kara jau au jaha sabu project ra Paisa khaichhi sabu recover karu

    • @pralayajena45
      @pralayajena45 3 місяці тому +2

      👍👍

    • @a_nayak
      @a_nayak 3 місяці тому

      ​@@thirdeye9492ki BJD ଭକ୍ତ ତୁ ରେ।

  • @coolguruspiritual4660
    @coolguruspiritual4660 3 місяці тому +2

    BJD ଯାଉ ... କିନ୍ତୁ ଓଡ଼ିଶାର ଧନ ସମ୍ପତ୍ତି କୁ ବି ରକ୍ଷା କରା ଯାଉ।

  • @SardaSarda-q8w
    @SardaSarda-q8w 3 місяці тому +13

    ଅତିସୁନ୍ଦର ମେସେଜ୍💯 ଧନ୍ଯବାଦ ଫୁକୁନି ତାରପୁର

  • @gopalmohanty9521
    @gopalmohanty9521 3 місяці тому +67

    ପାଣ୍ଡିଆନ୍ ସତ ରେ କଣ ସନ୍ୟାସୀ ନେବେ ସେମିତି କହିଥିଲେ ଏବେ ସେ ନିଜେ କହିବେ କଣ କରିବେ

    • @tejrajmeher1182
      @tejrajmeher1182 3 місяці тому +1

      Au kana kahiba bhai se ta nikhoj

    • @nilambarbehara3562
      @nilambarbehara3562 3 місяці тому

      ସେ ନିଜ ର ପ୍ରତିଜ୍ଞା ରକ୍ଷା କରିବେ

  • @ashismohanty4598
    @ashismohanty4598 3 місяці тому +10

    ଭାଇଙ୍କର ସାହସ ଅଛି ହେ। ହେ ଭଗବାନ କି ସତ-ସାହସ। ଶ୍ରୀଜଗନ୍ନାଥ ଶ୍ରୀରାମ ରକ୍ଷା କରନ୍ତୁ ଭାଇଙ୍କୁ। 🙂

  • @dillipkumarsahoo1133
    @dillipkumarsahoo1133 3 місяці тому +107

    ନବ ଦାସ ଫାଇଲ ଖୋଲିଲେ ବାକି ସବୁ ଯାହା ଅଛନ୍ତି, ଜେଲ ଭିତରକୁ ଯିବେ 🐚✋🏿👎😭🤪😂🤣

    • @nilambarbehara3562
      @nilambarbehara3562 3 місяці тому +3

      ନବ ଦାସ୍ ହତ୍ୟା ମାମଲା ତଦନ୍ତ ହେଉ

    • @dillipkumarsahoo1133
      @dillipkumarsahoo1133 3 місяці тому

      @@nilambarbehara3562 ଧନ୍ୟ ବାଦ ଭାଈ 👍🫶👏👌

  • @kashinathdash4772
    @kashinathdash4772 3 місяці тому +22

    ଓଡ଼ିଶା ବାସୀ ଜଣିଗଲେ ଆମ ପୂର୍ବ ନିର୍ବାଚିତ ଜନ ପ୍ରଦିନିଧି ମାନେ ଅନ୍ୟାୟ କୁ ବିରୋଧ କରିବା କ୍ଷମତା ହରାଇ,କ୍ରୀତଦାସ ହୋଇ ସାରିଲେଣି,।। ତେଣୁ ଜନସାଧାରଣ ନିଯ ମତ ସାବ୍ୟସ୍ତ କରି ତାର କଡ଼ା ଜବାବ ଦେଲେ।।

  • @chaturbhujabag5095
    @chaturbhujabag5095 3 місяці тому +110

    କ୍ରିତଦାସ ମାନେ ଖୁସିତ୍

  • @trilochansha9836
    @trilochansha9836 3 місяці тому +5

    ସୁଧଂଶୁ ବାବୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜୟ ଜୟ ଶ୍ରୀରାମ 🙏🏿🇮🇳

  • @mrutyunjayapanda156
    @mrutyunjayapanda156 3 місяці тому +10

    ଲାଗୁଛି ନୁହେଁ, ସତରେ ରାମ ରାଜ୍ୟ, ହୋଇଗଲା,
    ଜୟ ଶ୍ରୀ ରାମ ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜୟ

  • @srikantamallick1159
    @srikantamallick1159 3 місяці тому +1

    ଧନ୍ୟବାଦ ସତ୍ୟ ପ୍ରକାଶ କରିଛନ୍ତି

  • @jagannathpaikaray7966
    @jagannathpaikaray7966 3 місяці тому +17

    ଆମେ ଆପଣ କୁଂ ଧନ୍ଯବାଦ ଜଣାଉଅଛୁ

  • @user-sl1rs9ij8y
    @user-sl1rs9ij8y 3 місяці тому +1

    ସାର ଆପଣ ଙ୍କ ସାହସ ଙ୍କୁ ବହୁତ ଧନ୍ୟବାଦ

  • @pravatkumarmishra9760
    @pravatkumarmishra9760 3 місяці тому +93

    ପାଣ୍ଡୁ ଫେରାର ହେଇଯିବ ତାକୁ ଚାରି ପଟୁ ଜଗିଦିଆ ଆମ କୋଟି କୋଟି ଟଙ୍କା ଟା ଠାରୁ ଆଦାୟ କର

  • @promodkumartripathy9084
    @promodkumartripathy9084 3 місяці тому +15

    19 ନୁହେଁ ୨୦ ଏମ୍ ପି ପଠାଇଛନ୍ତି ଓଡ଼ିଶା। ଭାଜପା ପାଇଁ ସବୁ ରାଜ୍ୟ ଠୁଁ ଅଧିକ ଯୋଗଦାନ।।

  • @dileswarpadhan5445
    @dileswarpadhan5445 3 місяці тому +15

    Jay JAGANNATH. Bhai. Very good statement against Pandian.

  • @PrakashchandraPanda-nn3tg
    @PrakashchandraPanda-nn3tg 3 місяці тому +18

    ପାଅଂଡିଆ ବାବୁ ଆପଣ ଖୁସିତ ।

  • @santoshkumarmishra2620
    @santoshkumarmishra2620 3 місяці тому +19

    ସୁଧାଂଶୁ ଭାଇ କୁ Bjd ବହୁ ହଇରାଣ କରିଥିଲା. ଜେଲ୍ ପଠେଇଥିଲା. ଏବେ ବିଜେପି ର ପଦକ୍ଷେପ କଣ ହେବ ଓଡିଶାବାସୀ ଦେଖିବେ.

    • @hjkvvc
      @hjkvvc 3 місяці тому

      Tame kebe agaku bilare hala kariba dekha nahele dadana jiba dekha

  • @latestjob2024
    @latestjob2024 3 місяці тому +14

    ଆପଣଙ୍କ ଉପସ୍ଥାପନା ହୃଦୟସ୍ପର୍ଶୀ

  • @pratapkumarnayak9677
    @pratapkumarnayak9677 3 місяці тому +5

    ଟଙ୍କା ଖିଅl ଚାନେଲ ଏଣିକି ଉପବାସ ରହିବେ l

  • @nilamanikar954
    @nilamanikar954 3 місяці тому +35

    ଆପଣ ଯେଉଁ ହତ୍ୟାକାଣ୍ଡ କାଠ କହୁଛନ୍ତି ସେ ବିଷୟରେ ଆମ ମୁଖ୍ୟମନ୍ତ୍ରୀ କିଛି ଜାଣି
    ନାହାନ୍ତି

  • @dillipparida9257
    @dillipparida9257 3 місяці тому +1

    Very good & ❤️ teaching
    ମୋତେ ଖୁସି କରିଦେଲ ବନ୍ଧୁ,
    ଜୟ ଜଗନ୍ନାଥ ଜୟ ଶ୍ରୀରାମ

  • @prasantkudas3438
    @prasantkudas3438 3 місяці тому +82

    ପାଣ୍ଡିଆ ର କିତ୍ରଦାସ ମାହାଗିହାମାନେ କୁଆଡେ଼ ଯିବେ

    • @hjkvvc
      @hjkvvc 3 місяці тому

      Tame au tama chhua nku au patha padhani semanku job nai

    • @sairamanpanda3910
      @sairamanpanda3910 3 місяці тому +3

      Tamil Nadu jibe dadan khatiba pai😂😂😅😂😂

    • @sanghamitradas371
      @sanghamitradas371 3 місяці тому +7

      Sei neta au bjd karmi ku godei godei mara

    • @Rider-b3i
      @Rider-b3i 3 місяці тому +1

      😂😂😂😂😂

    • @kaalvlog9460
      @kaalvlog9460 3 місяці тому +2

      Ye gote pandu chela😂😂😂​@@hjkvvc

  • @PrakashchandraPanda-nn3tg
    @PrakashchandraPanda-nn3tg 3 місяці тому +5

    VERY GOod news .thankyou

  • @rajendramusic7390
    @rajendramusic7390 3 місяці тому +15

    Right 100 to 100

  • @rakeshpradhan2079
    @rakeshpradhan2079 3 місяці тому +2

    Excellent analysis and Eye catching message to odisha

  • @madanmallik5714
    @madanmallik5714 3 місяці тому +12

    ଧନ୍ୟବାଦ

  • @user-ii3nv2dw1o
    @user-ii3nv2dw1o 3 місяці тому +1

    ବହୁତ ବହୁତ ଧନ୍ୟବାଦ.. ଜୟ ଜଗନ୍ନାଥ.. ତୁମର ବାର୍ତା ଅତି ଉଚ୍ଚ କୋଟିର

  • @sushantanayak4633
    @sushantanayak4633 3 місяці тому +11

    Sudhansu,Liked your presentation on the current situation of Odisha

  • @prahalladdash8896
    @prahalladdash8896 3 місяці тому +1

    ଓ୍ବା, ଆପଣଙ୍କ ଖୁସି ସମସ୍ତ ଓଡ଼ିଆ ପ୍ରେମୀ ମାନଙ୍କ ର ଆନନ୍ଦ

  • @jagannathrcmwwq714
    @jagannathrcmwwq714 3 місяці тому +11

    Excellent speech sir

  • @GaneshJena-mr1hf
    @GaneshJena-mr1hf 3 місяці тому +2

    ଜୟ ଜଗନ୍ନାଥ, ଯେଉଁ ସବୁ ହତ୍ୟା କାଣ୍ଡ ନିକଟ ଅତୀତରେ ଘଟି ଯାଇଛି ତା ପାଇଁ ଦାୟୀ ନବିନ ସାର,ଖାଲି ମାଲ ପିଇଲେ ହେବନି ଓଡିଆ କହିବା ଶିଖିବା ରାଜ୍ୟ ବିଷୟରେ ଚିନ୍ତା କରିବା ମୁଖ୍ୟ ମନ୍ତ୍ରୀ ଅବହେଳାର ଏ ଫଳ ଅଟେ ।

  • @rameshchandraparija4882
    @rameshchandraparija4882 3 місяці тому +12

    Right speaking,

  • @shishirkanth5407
    @shishirkanth5407 3 місяці тому +10

    Very good Dada. Your speech should reach to this bjd leaders.

  • @soudaminiswain7045
    @soudaminiswain7045 3 місяці тому +7

    ପାଣ୍ଡୁ ଯୁଗର ଅବସାନ ସେତେ ବେଳଠୁ ଆରମ୍ଭ ହେଲା ପାଣ୍ଡୁ ଯେତେ ବେଳେ ତାମିଲନାଡ଼ୁରେ ବିଜେଡ ନାଁରେ ବ୍ୟାଗ୍ ଆରି କଲା ଆଉ ନିଜ ଗୋଜରେ ନିଜେ କୁରାଢୀ ମାରିଲା

  • @PintuSuna-w7s
    @PintuSuna-w7s 3 місяці тому +9

    Thanku sir.bhal kahuchha

  • @ratanmajhi4759
    @ratanmajhi4759 3 місяці тому +2

    ଧର୍ମର ଜୟ , ପାପର କ୍ଷୟ, ସତ୍ୟ ସବୁବେଳେ ଲୁଚି ରହେ ନାହିଁ, ଧନ୍ୟବାଦ୍ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର।

  • @SmitaRosy
    @SmitaRosy 3 місяці тому +8

    Well said !!!!

  • @sadhudas2758
    @sadhudas2758 3 місяці тому +1

    ରବି ଦାସ ଏବେ ଓଲଟିବ।
    ବିଜେପିର ଗୁଣଗାନ କରିବ

  • @budhadevsahu915
    @budhadevsahu915 3 місяці тому +7

    Very good discussion.

  • @rabindranaik7076
    @rabindranaik7076 3 місяці тому +2

    Very nice reporting sir,,really mana ku chhui nela sir

  • @srikantsahoo3504
    @srikantsahoo3504 3 місяці тому +24

    ମୁଁ ଖାଲି ଆଶ୍ଚର୍ଯ୍ୟ ହେଉଛି ଅରୁଣ ସାହୁ ଆଉ ଦିବ୍ୟଶଙ୍କର ମିଶ୍ର କେମିତି ଜିତିଗଲେ?

    • @NandiniguruNandiniguru-qg1wf
      @NandiniguruNandiniguru-qg1wf 3 місяці тому +8

      ରାତି ରାତି ଟଙ୍କା ଦେଇ ଭୋଟ କିଣିଲେ ନୟଗଡିଆ ଭାଲୁ କଣ କରିବେ ଟଙ୍କା ଦେଖି ଲୋଭରେ ବଦଳିଗଲେ ।

    • @satyanarayanamaharana6450
      @satyanarayanamaharana6450 3 місяці тому +2

      Jail jiba pai

    • @sairamanpanda3910
      @sairamanpanda3910 3 місяці тому

      Agya chinta karantu nahi.e dui Jana saitan bhanja mananka pai mamu ghara ready karaheba.ebe bidhan sabhaku BJP mamumane asigaleni.bhanaja mananka byabastha khub sighra karaheba.

    • @sanghamitradas371
      @sanghamitradas371 3 місяці тому

      BJP govt hele taka dijanaku jail pathaooo

  • @kalandib.spurofficial1551
    @kalandib.spurofficial1551 3 місяці тому

    Sir,mu jane Adivasi,Hrudayaru koti koti krutagyanta janauchi apanaku🙏apananka news bilkul nirapekshya,,,A samaj pain perfect GanaMadhyam...Focus Plus long live...

  • @user-ou7oh4wd9z
    @user-ou7oh4wd9z 3 місяці тому +27

    ଭାଇ ତମ କହିବା style ଟା ଏକଦମ ଜବରଦସ୍ତ

  • @user-pc6ht9bi6w
    @user-pc6ht9bi6w 3 місяці тому +8

    Bhai apana nku Salam 🙏🙏

  • @manoranjanmullick3487
    @manoranjanmullick3487 3 місяці тому

    ❤️❤️❤️bjp ଓଡିଶା କୁ ଶୋଷଣ କରିବ ମୋଦି ପ୍ଲାନ

  • @ranjanparidaparida8995
    @ranjanparidaparida8995 3 місяці тому +8

    Big salute for you Bhai 🙏🙏🙏

  • @pravakarnayak4693
    @pravakarnayak4693 3 місяці тому

    ସୁଧାଂଶୁ ବାବୁଙ୍କ ପରି ବିପ୍ଳବୀ ଯୁବ ସାମ୍ବାଦିକଙ୍କର ରାଜ୍ୟରେ ସତ୍ତା ପରିବର୍ତ୍ତନ କ୍ଷେତ୍ରରେ ବେଶ୍ inspiration ରହିଛି।
    ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେର।
    ପ୍ରଭାକର ନାୟକ
    ରାଜ୍ୟ ସଭାପତି ଯୁବ ଭାରତ କୃଷକ ସଂଘ
    କଟକ

  • @sushilkumarmahanta6912
    @sushilkumarmahanta6912 3 місяці тому +7

    Big salute for you

  • @AbhimanyuPattayat
    @AbhimanyuPattayat 3 місяці тому

    ଧନ୍ୟବାଦ ଭାଇ 🙏,. ଉଚିତ କହିଛନ୍ତି 💐

  • @PuhanNaresh
    @PuhanNaresh 3 місяці тому +12

    Good bhai

  • @ArabindaSatapathy-y1u
    @ArabindaSatapathy-y1u 3 місяці тому +1

    Bhai dhanyabad apanka upastapana pain.

  • @PuhanNaresh
    @PuhanNaresh 3 місяці тому +16

    Like kara bhai 💯🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @anupamadash7875
    @anupamadash7875 3 місяці тому +1

    ରାଜ୍ୟ ଛାଡିକି ଯିବା ପୂର୍ବରୁ ସତ୍ୟାସତ୍ୟ ଜନସାଧାରଣ ଙ୍କ
    ସାମ୍ନା ରେ ପ୍ରକାଶ କରନ୍ତୁ l

  • @kailashsahu6104
    @kailashsahu6104 3 місяці тому +7

    Sudhanshu bhai very good

  • @shesadevsadhangi4950
    @shesadevsadhangi4950 3 місяці тому

    ଧନ୍ୟବାଦ ଭାଇ ଉପସ୍ଥାପନା ପାଇଁ।

  • @user-kj4qp8ed2j
    @user-kj4qp8ed2j 3 місяці тому +10

    ସତ୍ୟର ଜୟ ହେଉ

  • @s_sarojakumar7270
    @s_sarojakumar7270 3 місяці тому

    Action ନେଲା ପରେ bjp ଉପରେ ଓଡ଼ିଶାବାସୀ ଙ୍କ ବିଶ୍ୱାସ ଆସିବ ସୁଧାଂଶୁ ଭାଇ....

  • @himanshunayak194
    @himanshunayak194 3 місяці тому +4

    Pandian wealth and assets should be banned.

  • @1984sib
    @1984sib 3 місяці тому +1

    ଗଲା କାଲି ନିର୍ବାଚନ ଫଳ ବାହାରିଲା । ଆଜି ସକାଳୁ ସକାଳୁ କଲିଙ୍ଗ bell ଟା ଯେତେବେଳେ ବାଜିଲା, ଯାଇ ଦେଖିଲା ବେଳକୁ ଦୁଆର ମୁହଁ ରେ ଠିଆ ହୋଇଛି ମିଟର ରିଡର୍ । ସେ ମିଟର ଦେଖି ସାରି ବିଜୁଳି ବିଲ୍ ଟା ହାତକୁ ବଢାଇ ଦେଲା । Bill ଦେଖି ଭାବିଲି, ଆରେ ନବୀନ ବାବୁ ପା କହିଥିଲେ ସିଏ ଏଠୁ ଏଣିକି ବିଜୁଳି bill ଦେବେ। ମୁଣ୍ଡରେ ହାତ ଦେଲି! ଆଉ ବାଳ ଅଛି ଯେ, ସୁନୁ ପାପୁଡ଼ି ଖାଇବି । ସବୁ ଆଶା ଆଶାରେ ରହିଗଲା ।

  • @birakishor1521
    @birakishor1521 3 місяці тому +4

    Good news

  • @parsurammeher8659
    @parsurammeher8659 3 місяці тому +1

    ୬ ମାସ ପରେ BJD ରାଜନୀତି ବିଜ୍ଞାନ ରୁ ଇତିହାସ ହେବ

  • @kpbhatta5507
    @kpbhatta5507 3 місяці тому +3

    Salute adia basi❤

  • @kamalakantamaharana7911
    @kamalakantamaharana7911 3 місяці тому

    Bahut sundar Katha kahile. Many many thanks

  • @pramilaworld2018
    @pramilaworld2018 3 місяці тому +8

    Maghia pandian khode gala

  • @SHOPNOW1239
    @SHOPNOW1239 3 місяці тому +1

    ହାରିକି ବି ଲୋକ ଙ୍କ ପାଇଁ ପୁଣି ନବୀନ କାମ କରୁଛନ୍ତି. ଆଗକୁ ହବାର ସମ୍ଭବନା ଆମ ଜଙ୍ଗଲ ଯିବ. ପ୍ରକୃତି ବିକଳ ରଡି କରିବ. ବେରୋଜଗାରୀ ବଢିବ. ଜାତିପ୍ରଥା. ଜାତିଧର୍ମ ର ନିଆଁ ଓଡିଶା ଜଳିବ. ଆମ ର ସବୁଠୁ ବଡ଼ ପର୍ବ ରଥଯାତ୍ରା କୁ କେମିତି ହାଣ୍ଡେଲ କରୁଛି bjp😂ଦେଖିବାର ବାକି ରହିଲା

    • @Truthseeker9191
      @Truthseeker9191 3 місяці тому

      Areh kritadaasa jetebele 2020 re ratha jatraa band karuthila tama pandian , setebele sei bjp jogu Ratha jatra helaa . Chup raha ebe

  • @pabitrabehera8968
    @pabitrabehera8968 3 місяці тому

    ଧନ୍ୟବାଦ Jay jagannath

  • @amit_ganjam
    @amit_ganjam 3 місяці тому +2

    19 ନୁହେଁ ଭାଇ, 20 MP ଗଲେ BJPରୁ।

  • @saratkar4485
    @saratkar4485 3 місяці тому +1

    Bravo brother.Jay Jagannath

  • @saipramoddalai2915
    @saipramoddalai2915 3 місяці тому

    ଭାଇ ବିଜେପି ସରକାର ଙ୍କୁ ଗୁହାରି କରିବି ଭାଇଙ୍କୁ ଫୋକ୍ସ ଚାନେଲ କୁ ଆ ୱଡ ଦିଅ ଯାଉ ❤❤❤❤

  • @sandhyamohanty6688
    @sandhyamohanty6688 3 місяці тому

    Thank you sir .
    Very good presentation on Pandian and Bjd party .

  • @satyabratchoudhury6678
    @satyabratchoudhury6678 3 місяці тому

    Sudhansu bhai thanks for your dare, keep it up, please your try will send Mga Pandian behind the bar soon. We are with you. Sudhanshu bhai please fallow the cases filed by Jagannath sena with ED.

  • @nirmalkumarbehuria6411
    @nirmalkumarbehuria6411 3 місяці тому

    Very good brother for
    Your direct dedicated truth speech 🌹

  • @maheswarpradhan4247
    @maheswarpradhan4247 3 місяці тому

    Many many thanks Sudhansu bb.You r brave.

  • @susantasahoo2289
    @susantasahoo2289 3 місяці тому +1

    ବହୁତ୍ ଭଲ ସମୟ ଆସିଛି ,

  • @mandakinimohanta9069
    @mandakinimohanta9069 3 місяці тому

    Thanks thanks thanks bbhai tumaku koti koti thank

  • @BayijantiPingua-rf8sk
    @BayijantiPingua-rf8sk 3 місяці тому

    Thank you so much sir thik katha kahichhanti sir 🙏🙏🙏🙏🙏🙏💐💐

  • @Kulamani-nr5oq
    @Kulamani-nr5oq 3 місяці тому

    Many many thanks Sudhanshu vai.

  • @user-cz6wu8jq3m
    @user-cz6wu8jq3m 3 місяці тому

    Thank you, I extol you for your Nirvik presentation.

  • @sibanandarout6214
    @sibanandarout6214 3 місяці тому +1

    ଆପଣ କୁ ଅଶେଷ୍ ଅଶେଷ୍ ଧନ୍ୟଵାଦ୍ ଜୟ ଜଗନ୍ନାଥ ମହାପ୍ରଭୁ🙏

  • @bishnubehera6247
    @bishnubehera6247 3 місяці тому

    Sudhanshu Babu, thanks 🙏🙏

  • @bikramakishore1700
    @bikramakishore1700 3 місяці тому

    ପୂରା perfect କଥା କହୁଛନ୍ତି l ଜଗନ୍ନାଥ ମହାପ୍ରଭୁ ଉଚିତ ଶିକ୍ଷା ଦେଇଛନ୍ତି l

  • @BayijantiPingua-rf8sk
    @BayijantiPingua-rf8sk 3 місяці тому

    He prabhu shree jagannath 🙏🙏🙏🙏 apanku lagila odisha ku rakshya karuthiba sabubele

  • @trilochandas4150
    @trilochandas4150 3 місяці тому

    Very good analysis, bring more inner news for all Odias to the fact🙏👍

  • @gourangacharanjena6950
    @gourangacharanjena6950 3 місяці тому

    Reporter bhai bahut thik jatha kahuchhanti very very thank you

  • @narendrahembram4495
    @narendrahembram4495 3 місяці тому

    Bahut Sundar Sundar Samikhya .
    Bahut Bahut Dhanyabad .

  • @jaimahakal1212
    @jaimahakal1212 3 місяці тому

    Dhanya bad sir,proud of pablice,apanka madhyamare pisi and police manakara nali akhi ku tike nua serkar nka akhi agaku anile public mana tike khushi huanta boli mora asa

  • @AnnapurnaBaliarsingh-ny7tf
    @AnnapurnaBaliarsingh-ny7tf 3 місяці тому

    Thankyou very much Sir .

  • @hemantnayak5234
    @hemantnayak5234 2 місяці тому

    ଧନ୍ୟବାଦ ଭାଇ,,,,,

  • @dr.pradiptanayak4778
    @dr.pradiptanayak4778 3 місяці тому

    Ok correct Sir Thanks Har har Mahadev