ବାପ ପୁଅଙ୍କ ବାରବାଟୀ ଚାଷ...

Поділитися
Вставка
  • Опубліковано 18 вер 2024

КОМЕНТАРІ • 24

  • @Azadanupam
    @Azadanupam Місяць тому +6

    ବାପା ପୁଅ ପ୍ରୀତି ୨୫ ବର୍ଷ ହେଲା ଚାଲିଛି ଖେଳ।
    ଓଡ଼ିଶା କ୍ରିକେଟ୍ ଆସୋସେଶନ କରି ଯେ ଖୋଳ।
    ନୂଆ ସରକାର ଆସିଲା କାହୁଁ ଦେଖିବା କଣ ବେଳ।
    ନେବ ନାହିଁ ତୁମେ ହିସାବ ପଛରେ ପାଇବ ତା ଫଳ।

  • @ratankumarmohanty5121
    @ratankumarmohanty5121 Місяць тому +2

    ସରକାର ହାତକୁ ନେଲେ ବାରବାଟୀ ବଞ୍ଚିବ।

  • @user-tm1kk4sd3q
    @user-tm1kk4sd3q Місяць тому +1

    ବାପ ଏବଂ ପୁଅ ପୁରା ଖେଳ କରୁଛନ୍ତି। ଅନ୍ୟ କାହାର କ'ଣ ଯୋଗ୍ୟତା ନାହିଁ କମିଟିରେ ରହିବାକୁ । ଆଶ୍ରିବାଦ ବେହେରା ଇଙ୍ଗିତରେ ସବୁ କାମ ହେଉଛି । ସବୁ ମେମ୍ବର କୁ ବସ କରି ରଖିଛନ୍ତି । ରାଧେ ରାଧେ ତୋର ଅଧେକୁ ମୋର ଅଧେ ।

  • @laxmidharnayak4191
    @laxmidharnayak4191 Місяць тому +3

    ବାପ ପୁଅ ଙ୍କ ସମସ୍ତ ଦୁର୍ନୀତି ର ପରଦା ଫାଶ କରନ୍ତୁ। ଅତି ସୁନ୍ଦର ଉପସ୍ଥାପନା। ଧନ୍ୟବାଦ ନମସ୍କାର।

  • @suvendusenapati1610
    @suvendusenapati1610 Місяць тому

    Development of Barabati Stadium will happen if these two thieves Father and Son should removed and send them jail

  • @rajkumarmohanty9330
    @rajkumarmohanty9330 Місяць тому +1

    ୟେ ବାପ ପୁଅ ମିଶିକି ଖାଇଗଲେ।୧୯୮୦ ରୁ ୧୯୯୦ ଜାନକୀ ବାବୁ, ତ ପରେ ବିଜୁ ବାବୁ ତାପରେ ଜାନକୀ ବାବୁ ଓ ବିଗତ ୨୪ ବର୍ଷ ନବୀନ ବାବୁ ସମସ୍ତ ଙ୍କୁ ପକେଟ୍ ରେ ରଖି ବାରବାଟି କୁ ଲୁଟି ଚାଲିଛନ୍ତି।😅😅

  • @shibabehera3702
    @shibabehera3702 Місяць тому +1

    ମୋକିମ sir ଏହାକୁ ବିରୋଧ କରିଥିଲେ

  • @hey8958
    @hey8958 25 днів тому

    Ama ethi kintu sabuthi indoor stadium heichi, aau sabu bhala kama heichi..

  • @golokbiharipradhan9175
    @golokbiharipradhan9175 Місяць тому

    Govt should take over OCA

  • @rathtronix4841
    @rathtronix4841 Місяць тому +1

    ବିଜେଡି ଶାସନ କାଳରେ ଓଡିଶାର ସ୍ଥିତି
    ୧-ଓଡିଶା ରେ କେହି ଭୋକିଲା ରହି ନାହିଁ।
    ୨-ଓଡିଶା ର କ୍ରୁଷକ କ୍ରୁଷି କାମ ଛାଡି ଦେଲା।
    ୩-ଓଡିଶାର ସରକାରୀ ଅଫିସର ଙ୍କର ମାସିକ ଆୟ ୧ କୋଟି ଟଙ୍କା।
    ୪-ଓଡିଶାର ସରକାରୀ କିରାଣୀ ଙ୍କର ମାସିକ ଆୟ ୧୦ଲକ୍ଷ ଟଙ୍କା।
    ୫-ଓଡିଶାର ସରକାରୀ ଚପରାସୀ ଙ୍କର ମାସିକ ଆୟ ୧ଲକ୍ଷ ଟଙ୍କା।
    ୬-ଓଡିଶାର ସିକ୍ଷିତ ଯୁବକ/ଯୁବତୀ ଙ୍କର ମାସିକ ରୋଯଗାର ୦ ଟଙ୍କା।

  • @mohapatrasubhranshusekhar7545
    @mohapatrasubhranshusekhar7545 Місяць тому

    Barabati durgarabishala matikuda kholajai semati kahaku bikri hela O kuda madhyaru milithiba Gupta dhana kuade gala ?

  • @subashchandrasahoo347
    @subashchandrasahoo347 21 день тому

    Jatha sighra emna nku jail ku patha jau.

  • @manasranjanmohanty3270
    @manasranjanmohanty3270 Місяць тому +1

    ଗାଇ ରଖି କ୍ଷୀର ବେପାର କର ବେହେରା ଲୋକ

    • @malaygoud7284
      @malaygoud7284 Місяць тому

      Nabin Patnayak kanakarib taha kahilani je mahapursa mahanti

  • @anasuyamohapatra931
    @anasuyamohapatra931 Місяць тому

    Arshibad Behera and his son should be suspended from odisha cricket association as soon as possible

  • @amitbehera3346
    @amitbehera3346 Місяць тому +1

    ସତ୍ୟତା ର ପ୍ରମାଣ ଅଛି କି ୟା ଉପରେ...?
    ମୋକିମ୍ ବାବୁ ପଙ୍କ ଫୋପଡ଼ା ଫୋପାଡି ହେଲେ ଆପଣଙ୍କ ଉପରେ ଭୀ ଦାଗ ଲାଗି ପାରେ,,? ସତ୍ୟତା ଯଦି ଅଛି ତାହେଲେ ସତ ଆଗକୁ ଆସୁ, ଯଦି ନାହିଁ ତାହେଲେ ଏ ସବୁ ଭିତ୍ତିହୀନ, ମୋକିମ ବାବୁ ଆପଣ ସାମ୍ନା କୁ ଆସି ଲଢନ୍ତୁ ଏ ମୀତି ମୋହରା କାହାକୁ କରିବା ଠିକ୍ ନୁହ, ଆମେ ବୋହୁତ ଦେଖିଛୁ ଏ ମିଡ଼ିଆ ଆଗରେ ବାଜା ବଜେୟେବା ତା ପରେ ସବୁ ମିଲା ମିଶା, ଜୟ ଜଗନ୍ନାଥ ଆଗକୁ ବିଚାର ଭଗଵାନ ଙ୍କ ହାତରେ

  • @amitakar948
    @amitakar948 Місяць тому

    ସବୁ ଖୋଳ

  • @manojsahoo6184
    @manojsahoo6184 Місяць тому

    Bjd mreiba

  • @Kiila-b9p
    @Kiila-b9p Місяць тому

    ବାପା ପୁଅ କେଉଁ ଖେଳ player, ???

  • @suvendusenapati1610
    @suvendusenapati1610 Місяць тому

    କିଛି ଛୋଡ଼ି ପାରିବେ ନାହିଁ

  • @suvendusenapati1610
    @suvendusenapati1610 Місяць тому

    BJP ra Andha Bhakta