ସୁଧାଂଶୁ@8:ରଙ୍ଗ ବଦଳିଛି ଆଗକୁ ଢଙ୍ଗ ବଦଳିବ II SUDHANSHU@8 II

Поділитися
Вставка
  • Опубліковано 6 жов 2024
  • ସୁଧାଂଶୁ@8: ରଙ୍ଗ ବଦଳିଛି ଆଗକୁ ଢଙ୍ଗ ବଦଳିବ,ବିଜେଡି ସରକାର କଣ ପାଇଁ ପୁରା ଓଡିଶାକୁ ପାକିସ୍ତାନୀ କଲର ମାରିଥିଲା ତାହାର ଜବାବ ଦେବ କିଏ ?
    #focusplus #laxmibus #odishacm #mohancharanamajhi
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

КОМЕНТАРІ • 1 тис.

  • @skbentertainment2080
    @skbentertainment2080 3 місяці тому +253

    ଓଡ଼ିଶା ନୂଆ ସରକାରଙ୍କର ବହୁତ ବଡ଼ ସ୍ବାଗତ ଯୋଗ୍ୟ ନିଷ୍ପତି...... ଜୟ ମୋହନ ସରକାର ❤

    • @Lipun-Das-DirectShot
      @Lipun-Das-DirectShot 3 місяці тому +7

      କି ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଲେ କହିଲ ଟିକେ

    • @pramodpradhan8792
      @pramodpradhan8792 3 місяці тому +2

      Ur right sir

    • @BabuMishra-u6s
      @BabuMishra-u6s 3 місяці тому +2

      Jay shree Ram

    • @sugudasoren1511
      @sugudasoren1511 3 місяці тому

      Time kohile pore bohut bodo bodo ghara bhangin dele😂😂😂​@@Lipun-Das-DirectShot

    • @subashpatra6528
      @subashpatra6528 2 місяці тому +3

      Bala na

  • @jchoudhury274
    @jchoudhury274 3 місяці тому +111

    ସୁଧାଂଶୁ ଭାଈ BJD ର ସମସ୍ତ ଗୁମର ଖଲନ୍ତୃ ଜୟ ଜଗନ୍ନାଥ

  • @ishwarchandra3980
    @ishwarchandra3980 3 місяці тому +194

    ସତ୍ୟକୁ ଲୋକଲୋଚନକୁ ଆଣୁଥିବାରୁ ବହୁତ ବହୁତ ଧନ୍ୟବାଦ 👍

    • @debabratanayak9971
      @debabratanayak9971 3 місяці тому +6

      ଲୋ ସୁଧାଂଶୁ ଭାଇ.ମୁଁ ପରା୫ ବର୍ଷ ହେଲା ଏ ରଙ୍ଗ ବିରୁଦ୍ଧରେ ପ୍ରଶ୍ନ କରିଛି ବିଜେଡି ବାଲାଙ୍କୁ. ନବୀନ ପଟ୍ଟନାୟକ ଯଦି ମୋ ହାବୁଡ଼େ ପଡନ୍ତା ତା ଷଣ୍ଢା ଉପରେ ଚଢିକି ତାକୁ ବି ଗେରୁଆ କରନ୍ତି.କଂଗ୍ରେସର ୭0ବର୍ଷ ଶାସନରେ ସିଏ ରଙ୍ଗ ରାଜନୀତି କରିନାହିଁ. ମୋହନ ଭାଇକୁ ଟିକେ ଜଣେଇ ଦିଅ ଟୋଟାଲ ସବୁ BJD ରଙ୍ଗକୁ ସାଫ୍ କରି ଦିଅନ୍ତୁ. ଶଙ୍ଖ ଭବନ ଉପରେ ବୋଲଡୋଜର ଚଢେଇ ତା' ହିସାବ ଦେଖାଯାଉ. ସେ ଜାଗା କାହାର.ଏତେ ନିର୍ମାଣ ଖର୍ଚ୍ଚ ଆସିଲା କୋଉଠୁ?

    • @latsaheb1947
      @latsaheb1947 3 місяці тому +1

      Agaru kn pain sata kahunathila.Ta Mane janisuni chup

  • @sanatansethi7659
    @sanatansethi7659 3 місяці тому +46

    ଧନ୍ୟବାଦ ସୁଧାଂଶୁ।

  • @sibanandadigal2399
    @sibanandadigal2399 3 місяці тому +63

    ସତ୍ୟକୁ ଲୋକଲୋଚନକୁ ଆସୁଥିବାରୁ ବହୁତ ବହୁତ ଅନ୍ୟବାଦ୍

  • @niharpalai3774
    @niharpalai3774 3 місяці тому +185

    ଆମେ ଅପେକ୍ଷା କରିଛୁ ଦେଖିବୁ କେବେ BJD ଦୁର୍ନୀତିଗ୍ରସ୍ତ ନେତାମାନେ ଜେଲ୍ ଯିବେ🙏

    • @mishrabisudhananda3551
      @mishrabisudhananda3551 3 місяці тому +9

      ଏଠି ନେତା ଅପେକ୍ଷା 5 ତାମିଲ ଆଗେ ଜେଲ ଯିବା କଥା।

    • @djbirapan8249
      @djbirapan8249 3 місяці тому +6

      ସେ ପାଣ୍ଡୁ ନୁହେଁ ସେ ହେଲା ବାଣ୍ଡୁ 😅😅😅😅

    • @shivarampradhan8049
      @shivarampradhan8049 2 місяці тому

      BjP neta mane kou kama ku nuha ...khali ranga badaleiparibe😅😅

    • @niharpalai3774
      @niharpalai3774 2 місяці тому

      @@shivarampradhan8049 ଖାଲି ରଙ୍ଗ kan ଏଥର BJD ra ନାଁ ବି ଲୋକ ଭୁଲିଯିବେ

  • @dalumahakud2723
    @dalumahakud2723 3 місяці тому +68

    ଆପଣ ଙ୍କୁ ଅନେକ ଅନେକ ଶୁଭକାମନା 🙏🙏🙏

  • @JayJagannath-hc7pn
    @JayJagannath-hc7pn 3 місяці тому +180

    ଶୁଧାଂଶୁ ବାବୁ ସତରେ ବିଜେଡ଼ି ସରକାର ହଟିଲା ପରେ ସୁନାର ପେଡ଼ି ଖୋଲୁଛି

    • @maacreative139
      @maacreative139 3 місяці тому +3

      ସୁନାର ପେଡ଼ି ଖୋଲୁଛି କି ଲୋକସଭା ଆଉ ବିଧାନ ସଭାରେ କେମିତି ହଂଗାମା ସୃଷ୍ଟି ହଉଚି ଟିକେ ସବୁଦିନ ଦେଖନ୍ତୁ ଆଜ୍ଞା

    • @DCSworld316
      @DCSworld316 3 місяці тому +1

      Bando na auu andha bhakt ra bi sima thae

    • @BabuMishra-u6s
      @BabuMishra-u6s 3 місяці тому +2

      ​@@maacreative139lokasabha re bjd nil.

    • @Ranjan.628
      @Ranjan.628 3 місяці тому

      ​@@maacreative139loka sabha re bjd achhi 😂😂😂😂

    • @sugudasoren1511
      @sugudasoren1511 3 місяці тому

      ​@@DCSworld316gandi bhakt ro sochin ochi to😂😂😂

  • @jagannathmishra5300
    @jagannathmishra5300 3 місяці тому +37

    ଅପେକ୍ଷା କରିଛୁ ଆଜ୍ଞା; ନୁଆ ସରକାର କଣ ପଦକ୍ଷେପ ନେଉଛନ୍ତି।
    ରଙ୍ଗ ବଦଳିବା ଦରକାର। ଏଇଟା ଠିକ ପଦକ୍ଷେପ।

  • @maacreative139
    @maacreative139 3 місяці тому +17

    🇨🇮🇨🇮🇨🇮🇨🇮🇨🇮🇨🇮🇨🇮
    ସବୁଜ ରଙ୍ଗ ଯାହାକି ଆମ ଜାତୀୟ ପତାକା ରେ ବିଦ୍ୟମାନ ଅଛି ଆଜ୍ଞା

    • @manassahu2175
      @manassahu2175 3 місяці тому

      Tu first India flag ta ku thik se chihn

    • @KumarDas-v6x
      @KumarDas-v6x 2 місяці тому

      Orange bi achhi.....

  • @SatrughanNayak-qf1rt
    @SatrughanNayak-qf1rt 3 місяці тому +65

    ଭାରତ ର ଅନ୍ୟ ପ୍ରଦେଶ ମାନଙ୍କରେ ମଧ୍ୟ ସରକାରୀ ବସ୍ ନାଲି ରଙ୍ଗ ର କିନ୍ତୁ ଓଡିଶାରେ ସବୁଜ ରଙ୍ଗ ଯାହାକି ବିଜେଡ଼ି ଦଳ ର ରଙ୍ଗ

    • @sanghamitradas371
      @sanghamitradas371 3 місяці тому +6

      Seita bjd dala nuhe pjd dala pakistan janata dala nahele pandiyan janata dala

  • @raghumaninayak9593
    @raghumaninayak9593 3 місяці тому +60

    ରଙ୍ଗ ବଦଳିଲା ସବୁ ବଦଳିବା ଦରକାର ଆଶା କରୁଛୁ, ଜୟ ମୋହନ ସରକାର...

    • @santoshsethi8627
      @santoshsethi8627 3 місяці тому +1

      Ambulance ranga sabuja achhi taku gerua karidia sarakar?

  • @manamohanmohapatra4665
    @manamohanmohapatra4665 3 місяці тому +12

    Nice Caption ରଙ୍ଗ ବଦଳିଛି ଆଗକୁ ଢଙ୍ଗ ବଦଳିବ

  • @PravatKumarMajhi-ie8js
    @PravatKumarMajhi-ie8js 3 місяці тому +58

    ଗରିବ ଲୋକ ପାଇଁ ୧୨୦ ହଜାରେ ଘର ତିଆରି କରିବା ପାଇଁ କିନ୍ତୁ ବସ ଷ୍ଟାଣ୍ଡ ପାଇଁ ୫୦୦୦୦୦୦ଟଙ୍କାରୁ ଅଧିକ

    • @gopinathmajhi1761
      @gopinathmajhi1761 3 місяці тому +2

      U r right, kou engineer estimate korichi taku ବାଡେଇବା କଥ।

    • @liteshkumar2496
      @liteshkumar2496 3 місяці тому +3

      ନିରାଟ ସତ୍ୟ
      ଏ ହେଉଛି ପାଣ୍ଡୁ ର IAS ଦିମାଗ

    • @CollectionMusic-oj5lc
      @CollectionMusic-oj5lc 2 місяці тому +1

      Right bro

  • @kishorekumarrout5032
    @kishorekumarrout5032 3 місяці тому +4

    ସୁଧାଂଶୁ ଭାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍.....
    ଏମିତି ସେ ବେହିଆ ବି.ଜେ.ଡି ର ନିଦ ହଜେଇ ଦିଅ...
    ସେ ଶଳା ହାରାମି ପାଣ୍ଡୁ ଆଉ ନବୀନ ପଟ୍ଟନାୟକ କେଉଁଦିନ ମରିବେ ଆଉ ସେ ଗେଣ୍ଡାଚିହ୍ନ ଧ୍ଵଂସ ହେବ ସେଇଦିନକୁ ଖାଲି ଅପେକ୍ଷା କରିଛି ଭାଈ..... ଜୟ ଶ୍ରୀରାମ ଜୟ ହନୁମାନ ❤❤❤❤

  • @PrafullachDas-n6c
    @PrafullachDas-n6c 3 місяці тому +17

    ଧନ୍ୟବାଦ ସାମ୍ବାଦିକ ମହାଶୟ ,ତଥ୍ୟଭିତ୍ତିକ ବିଶ୍ଳେଷଣ ।

  • @bamanmallick4626
    @bamanmallick4626 3 місяці тому +19

    ଏହା ହେଉଛି ସତ୍ୟର ମ ହାଭାରତ ଯୁଦ୍ଧ.,ଧର୍ମର ଜୟ ପାପର କ୍ଷୟ ଅବଶ୍ୟ ଘଟିବ ଜୟ ଶ୍ରୀରାମ ଜୟ ହନୁମାନ ଜୟ ଜଗନ୍ନାଥ ଜୟ କଳ୍କୀ ମହାରଜ 🙏🙏🙏🙏🙏🙏

  • @nirmalkumarbehuria6411
    @nirmalkumarbehuria6411 3 місяці тому +33

    ଆପଣଙ୍କ ଉକ୍ତି ସମୁର୍ଣ ଠିକ ସୁଧାଂଶୁ ବାବୁ 👍🏽

  • @munadas-k2j
    @munadas-k2j 3 місяці тому +38

    ଆଗକୁ ମାଡି ଚାଲ ଭାଇ ଆମେ ତୁମ ସାଥିରେ ଅଛୁ (muna)

  • @DuryodhanDas-wu7ft
    @DuryodhanDas-wu7ft 2 місяці тому +2

    ଜୟଶ୍ରୀରାମ🎉🎉🎉ଜୟଶ୍ରୀରାମ🎉🎉🎉

  • @munadas-k2j
    @munadas-k2j 3 місяці тому +33

    ବହୁତ ଭଲ କଥା କହୁଛ ଭାଇ 😄😄😄

  • @pabitrarout5835
    @pabitrarout5835 3 місяці тому +24

    Bjd ର ଗୂହି ଖୋଜୁ ଖୋଜୁ ପାଞ୍ଚବର୍ଷ ସରିଯାଇଥିବ

  • @lingarajdas9096
    @lingarajdas9096 3 місяці тому +5

    ଜୟ ବିଜେପି🚩🚩🚩

  • @buluhindustani1469
    @buluhindustani1469 3 місяці тому +4

    101% 👌👌👌ସୁଧାଂଶୁ ସାର

  • @brahmanadabehera2396
    @brahmanadabehera2396 3 місяці тому +4

    ଧନ୍ୟବାଦ୍

  • @keshabchandramallick3828
    @keshabchandramallick3828 2 місяці тому +2

    ସତକୁ ଲୋକ ଲୋଚନକୁ ଆଣୁ ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

  • @hindustaniser709
    @hindustaniser709 3 місяці тому +6

    ସୁଧାଂଶୁ ଭାଇ ଏମିତି ମାଡି ଚାଲ ମୁ ଆପଣଙ୍କର ସବୁ news ଦେଖେ 🇮🇳🇮🇳🇮🇳 jai hind

  • @basantarout9538
    @basantarout9538 3 місяці тому +38

    ସ୍କୁଲ ପିଲା ଙ୍କ uniform ବି ସେଥିରୁ ବାଦ ପଡ଼ିଲାନି ଆଜ୍ଞା.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏

    • @Stutee24
      @Stutee24 3 місяці тому +4

      Se uniform kn disuchi😂😂pura jatrapati😂😂

    • @Richo047
      @Richo047 3 місяці тому +1

      😂😂😂

    • @BabuMishra-u6s
      @BabuMishra-u6s 3 місяці тому +1

      Right 👍

    • @santoshbehera1867
      @santoshbehera1867 3 місяці тому +1

      Jemiti ki bus ranga badaligala

    • @Stutee24
      @Stutee24 3 місяці тому +1

      @@santoshbehera1867 not exactly but school uniform should be decent

  • @lingarajdas9096
    @lingarajdas9096 3 місяці тому +4

    ଜୟ ଶ୍ରୀରାମ🚩🚩🚩🙏🙏🙏

  • @skrushnareddy6796
    @skrushnareddy6796 3 місяці тому +2

    ସବୁ ମହା ପ୍ରଭୁ ଙ୍କ ମହିମା
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
    ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
    🙏🕉️🙏🕉️🙏🕉️🙏🌿🌿💮🌼🏵️🏵️🌷🌺🍁🍁🥀💐🪔🌹🌷🌺🌺🥀🥀💐🪔🌹⭕🌹⭕‼️⭕

  • @saratmishra7100
    @saratmishra7100 3 місяці тому +42

    ଛି ଛି କୁଳାଙ୍ଗାର ନବୀନ ସରକାର୍।
    ଆଉ କେନ୍ଦ୍ରର ରାହୁଲ ଗାନ୍ଧୀ, ଯିଏ ହିନ୍ଦୁ ମାନଙ୍କୁ ହିଂସା ର ପ୍ରତୀକ ବୋଲି କହିଛନ୍ତି।
    ଏପରିକି BJD ସରକାର school କୁ ଛାଡ଼ିଲେନୀ।

    • @lipun1531
      @lipun1531 3 місяці тому

      Hindu nku nuhe bjp rss ku kahichi rahul khan😂
      Emitire bi se gote pathan

  • @geetaranisamal6638
    @geetaranisamal6638 3 місяці тому +11

    ଖୁବ ଭଲ ପ୍ରସଙ୍ଗ ସୁଧାଂଶୁ ବାବୁ

  • @dhaneswardas7823
    @dhaneswardas7823 3 місяці тому +16

    ସୁଧାଂଶୁ ବାବୁ, ସତରେ କ'ଣ ଆପଣଙ୍କ କଥା ସତ୍ୟ ହେବ।
    ବନ୍ଦେ ଉତ୍କଳ ଜନନୀ ବନ୍ଦେ

  • @apartimoharana2763
    @apartimoharana2763 3 місяці тому +2

    ଦୁର୍ନୀତି ସରକାର ହଟିଛି ଭଲ ହୋଇଛି
    କିନ୍ତୁ ତମର ଉଦ୍ଧତ ରହିଲେ ହେଲା

  • @NABAGHANAKARJEE
    @NABAGHANAKARJEE 3 місяці тому +4

    ବିଜେଡି ଦଳ ବେଇମାନୀ ଗୋଲାମୀ ଚୋର ତସକରୀ ରାଜ୍ଯ ସମ୍ପତ୍ତି ଲୁଟରାଜ ୍ କରିଛନ୍ତି। ଏମାନେ କ୍ଷମା ନାହିଁ।

  • @prakashchandrajena6678
    @prakashchandrajena6678 3 місяці тому +8

    ଜୟ ବିଜେପି ସରକାର

  • @jayashreepattnaik9092
    @jayashreepattnaik9092 3 місяці тому +12

    ସ୍କୁଲ ପିଲାଙ୍କ ପୋଷାକ ରଙ୍ଗ change କରାଯାଉ

  • @lyricistgovindahansdah
    @lyricistgovindahansdah 2 місяці тому +1

    'ଖବର ମେଡ଼ିଆ' ମହାଶୟ, ଆପଣ ଠିକ କହିଛନ୍ତି, ଏପରି ସଠିକ news(ଖବର)ପାଇଁ ଅପଣକୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏

  • @Goutam306
    @Goutam306 3 місяці тому +8

    ସୁଧାଂଶୁ ଭାଇ ବହୁତ୍ ବଢିଆ news ପ୍ରସାରଣ

  • @bikramakishore1700
    @bikramakishore1700 3 місяці тому +9

    ବିଦ୍ୟାଳୟ ରେ ପିଲାଙ୍କ ଗଣବେଶ ଯେପରି ପୂର୍ବ ପରି ଥିଲା ସେହି ପରି ହେବା ନିହାତି ଦରକାର l ଏବେ ଯେପରି ଗଣବେଶ ପିନ୍ଧିକି ଯାଉଛନ୍ତି ଯେମିତି ଦେଖା ଯାଉଛନ୍ତି ବାଜା ଵାଲା ଓ ବାତେରା ଛତରା ଭଳିକା ଦେଖାଯାଉଛନ୍ତି l ତେଣୁ ତୁରନ୍ତ ରଙ୍ଗ ବଦଳିବା ଦରକାର l

  • @ChitrasenSethi-h6n
    @ChitrasenSethi-h6n 3 місяці тому +3

    ବହୁତ ଭଲ ବିଷୟ.....,

  • @Sambitmohanty-g8f
    @Sambitmohanty-g8f 3 місяці тому +5

    ଆପଣ ବିଜେଡି କୁ ସମାଲୋଚନା କରନ୍ତୁ କିନ୍ତୁ ରଙ୍ଗକୁ ନୁହେଁ

  • @shankardmishra121
    @shankardmishra121 3 місяці тому +6

    ବିଭାଗୀୟ ପୂର୍ବତନ ସଚିବ ମାନେ କେବେ ବଦଳିବେ? ନା ସେଇମାନେ ହିଁ ଅଫିସ ରେ ପୂର୍ଵ ଭଳି continue କରିବେ?
    ଏହା ଉପରେ ଗୋଟେ ଭିଡ଼ିଓ ହେଉ l

  • @pratapsahoo1574
    @pratapsahoo1574 3 місяці тому +3

    ସାବାସ୍ ସୁଧାଂଶୁ ଭାଇ

  • @maheswarparihari5189
    @maheswarparihari5189 3 місяці тому +7

    ସୁଧାଂଶୁ ବାବୁ ଚାକିରି ଦବାରେ pandian କେତେ ଲାଞ୍ଚା ଖାଇଛି ପରଦା ଉଠିବ କି?

  • @AntaryamiSamal-nc6uo
    @AntaryamiSamal-nc6uo 3 місяці тому +9

    ଜୟ ଜଗନ୍ନାଥ ସୁଧାଂଶୁ ଭାଇ ମାଡିଚାଲ ଭାଇ

  • @RamachandraPradhan-gl5df
    @RamachandraPradhan-gl5df 3 місяці тому +25

    ସାର ଆପଣକୁ ଯେତେ ପ୍ରଂଶସା କଲେ ବି କମ ପଡି ଯିବ

  • @PintuMahakul
    @PintuMahakul 3 місяці тому +18

    ୧୯୭୫ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଆମ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସବୁ ବସ୍ ନାରଙ୍ଗୀ ବା ଗେରୁଆ ରଙ୍ଗ ର ହିଁ ଥିଲା । ସେ ସମୟକୁ ଆପଣ ମନେ ପକାନ୍ତୁ | ସେ ସମୟର ବସ୍ ଆମର ପ୍ରିୟ ଥିଲା । ପୁଙ୍ଗି ହର୍ନ ବାକୁଥିଲ ଓ ଭିତରେ ଘଣ୍ଟି ବାଜୁଥିଲା । ପୁରୁଣା ଦିନର ସେପରି ବସ୍ ଆଉଥରେ ଚାଲନ୍ତା କି, କେତେ ଭଲ ହୁଅନ୍ତା ।

    • @sachikantasahoo6981
      @sachikantasahoo6981 3 місяці тому +1

      କମଳା ରଙ୍ଗ ଟି ବହୁତ ଦୂର ରୁ ଦୃଶ୍ୟ ହୁଏ ,ସେଥିପାଇଁ ବହୁତ ଜିନିଷ ର ରଙ୍ଗ କମଳା ରଙ୍ଗର ହୋଇଥାଏ

  • @RajendraKumar-fe1cx
    @RajendraKumar-fe1cx 3 місяці тому +13

    🚩ଜୟ ଜଗନ୍ନାଥ 🚩🙏ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବିନୀତ ଅନୁରୋଧ ବିଶେଷ କରି ସ୍କୁଲ ପିଲାମାନଙ୍କର ଯେଉଁ ବାଜା ପାର୍ଟିର ୟୁନିଫର୍ମ କୁ ଶୀଘ୍ର ବଦଳାଇ ଦିଅନ୍ତୁ।

    • @Stutee24
      @Stutee24 3 місяці тому +1

      First school uniform change karantu.

    • @Taaucreation
      @Taaucreation 3 місяці тому +1

      ଏଠି ସବୁ ବାଜା ପାର୍ଟି 😂😂😂

  • @successfullife6722
    @successfullife6722 3 місяці тому +3

    ଜୟ ଶ୍ରୀରାମ l🙏

  • @Rajibpandavlogs
    @Rajibpandavlogs 3 місяці тому +11

    ରଙ୍ଗ ବଦଲେଇବାର କାରଣ ହେଉଛି କିଛି ଟଙ୍କା ମିଳିବ

  • @Shretam123
    @Shretam123 3 місяці тому +4

    ତାଳଧ୍ଵଜ ରଥ ବି ପାକିସ୍ତାନୀ color wah re andhabhakt au kete ତଳକୁ ଖସିବୁ।।।। ଏଇଟା go green safe green ra nara

  • @ramakrishnasahu5618
    @ramakrishnasahu5618 3 місяці тому +6

    ଚିଟଫଣ୍ଡ ଦୁର୍ନୀତି ଉପରେ ଆଲୋଚନା କିଛି କରନ୍ତୁ

  • @lingarajdas9096
    @lingarajdas9096 3 місяці тому +3

    ଜୟ ଜଗନ୍ନାଥ🙏🙏🙏🚩🚩🚩

  • @parameswarpatra3209
    @parameswarpatra3209 3 місяці тому +5

    So thank s sudhansu bhaei

  • @bipinimallickbipini6793
    @bipinimallickbipini6793 3 місяці тому +1

    ମୁଁ. ସେଇ. କଥା. ଭାବେ. ଏ. କଲର. ପାକିସ୍ତାନ. କଲର. କଣପାଇଁ. କରୁଛନ୍ତି. ସୁଧାଂଶୁ. ବାଙ୍କୁ. ଅଶେଷ. ଅଶେଷ. ଧନ୍ୟବାଦ.

  • @muralidharnaik3548
    @muralidharnaik3548 3 місяці тому +8

    ଶେଷରେ ନଳକୁପ କୁ ବି ପାକିସ୍ତାନ ର ଝଣ୍ଡା ର କଲର କରିଛନ୍ତିି।

    • @Stutee24
      @Stutee24 3 місяці тому

      😂😂really

    • @Sulamanhansdaofficial
      @Sulamanhansdaofficial 3 місяці тому +1

      ମୁଁ ବୁଝିପାରୁନାହିଁ ଯଦି ସବୁଜ ରଙ୍ଗ ପାକିସ୍ତାନ ରଙ୍ଗ ତାହେଲେ ଜାତୀୟ ପତାକା ର ସବୁଜ ରଙ୍ଗ ଟା ପାକିସ୍ତାନ ପତକା ତେଣୁ ସେ ପତକା ରୁ ସବୁଜ ରଙ୍ଗ ହଟାଇବା ଭଲ

  • @OmjayeshreeVighnaharta
    @OmjayeshreeVighnaharta 2 місяці тому

    ଧନ୍ୟବାଦ ସୁଧାଂଶୁ ଶେଖର ବାବୁ ସତ୍ୟକୁ ସମାଜ ଆଗକୁ ଆଣିଲ

  • @pradiptaroul5826
    @pradiptaroul5826 3 місяці тому +6

    ଧନ୍ୟବାଦ ଆପଣଙ୍କୁ

  • @Blackcat-bo2uq
    @Blackcat-bo2uq 3 місяці тому +18

    5 ବର୍ଷ ରେ କିଛି କାମ ହେଉନହେଉ ଏ ଗେଣ୍ଡା ଦଳକୁ ନେଇ ଝାରପଡା ଜେଲ ରେ ପୁରାଅ, ବିଜେପି ଆଉ ଓଡିଶା ରୁ ହଟିବନି

    • @Richo047
      @Richo047 3 місяці тому +2

      Thik kahicha Bhai Thank u

    • @Richo047
      @Richo047 3 місяці тому +2

      Thik kahicha Bhai Thank u

    • @dibakarsethi4802
      @dibakarsethi4802 2 місяці тому +1

      Maghiya genda kahaku kohuchu ta kn janichuki nahi

    • @dibakarsethi4802
      @dibakarsethi4802 2 місяці тому

      Hoire maghiya odisha re aghori kn thilare maghiya

    • @anandamohakuda4943
      @anandamohakuda4943 Місяць тому

      Bala na 🤣😂

  • @sanatansethi7659
    @sanatansethi7659 3 місяці тому +7

    ଚେୟାର ରଙ୍ଗ ପାକିସ୍ତାନୀ

  • @arunanaik207
    @arunanaik207 2 місяці тому +1

    ରାଧେକୃଷ୍ଣ ସୀତା ରାମ୍

  • @bhagabatbhoi7823
    @bhagabatbhoi7823 3 місяці тому +16

    ସତ କଥା ସମସ୍ତେ ଜାଣିବା ଦରକାର 😂😅 right 👍

  • @AchyutGadtya-qc7qe
    @AchyutGadtya-qc7qe 2 місяці тому +1

    ଏ ଦୁର୍ନୀତି ଗ୍ରସ୍ତ ମାଘ୍ୟା କୁ ଝାରପଡା ଜେଲ ପଠାଯାଉ ଧନ୍ୟବାଦ

  • @RajendraDash-zu9gr
    @RajendraDash-zu9gr 3 місяці тому +8

    Very good news

  • @ranjitmahalik2247
    @ranjitmahalik2247 3 місяці тому +6

    Dhanyvad Sudhanshu bhai

  • @srinibaspal6574
    @srinibaspal6574 3 місяці тому +17

    ଆଉ ଥରେ BJD ସରକାର କରିଥିଲେ ସମସ୍ତେ ମୁହଁରେ ନୀଳ ରଙ୍ଗର ପାଉଡର ମାରି ଥାନ୍ତେ l କଣ କରିବା 5T ନାଁରେ କୋଟି କୋଟି ଟଙ୍କା ଦୃଣିତି ହେଉଅଛି l

    • @Richo047
      @Richo047 3 місяці тому +1

      😂😂😂😂😂

  • @pradeepmahapatra4732
    @pradeepmahapatra4732 2 місяці тому +1

    ଭାଇ ତମକୁ, salute.
    ଏତେ ନୀଡର ହେଇ news କରୁଛୁ.
    ଠାକୁର ତମକୁ ସୁରକ୍ଷିତ ରଖନ୍ତୁ

  • @Tapas-ip9on
    @Tapas-ip9on 3 місяці тому +18

    ନିଳ କଲର ହଟାଅ

  • @prabhatguin4478
    @prabhatguin4478 3 місяці тому +2

    Sudhanshu bhai thank you

  • @bishnuprasaddash1106
    @bishnuprasaddash1106 3 місяці тому +13

    100% right katha Sudhanshu babu. Go ahead. God bless you in every way.

  • @katiasenapati2607
    @katiasenapati2607 2 місяці тому +1

    Sarbamngall and ଜୟ jaganatha. Ajugmnab ସାଜିଛି danaba ଧର୍ମ ର ସତ kanhi darma ଆଢୁଆଳରେ ଶୋଷନ୍ତି ରକତ kiparishaichi ମହି...🎉🎉🎉Laxmidhar Senapati.

  • @biswajitmohapatra7832
    @biswajitmohapatra7832 3 місяці тому +7

    ସତ୍ୟକୁ ଲୋକଲୋଚନକୁ ଆଣୁଥିବାରୁ ବହୁତ ବହୁତ ଧନ୍ୟବାଦ

  • @BudhuDandpat
    @BudhuDandpat 2 місяці тому +2

    ବିଜେଡି ପିଚାରେ ପରମାଣୁ ବୋମା ବିସ୍ଫୋରଣ କର ନା ଥିବଜେ ଚାକୁଡାଁ ଉଠିବ

  • @CommandoArmyYt1993
    @CommandoArmyYt1993 3 місяці тому +2

    ମୁଁ ତ ମୁତୁରି ତୁ ତ ମୁତୁରି ହେଂସ କାହିଁ ପାଇଁ ଧୋଇବା
    ବାଃ ବାଃ ରାଜନୀତି

  • @laxmidharapanda6086
    @laxmidharapanda6086 3 місяці тому +19

    ମୋହନ ମାଝୀ ନିଜ ଢଙ୍ଗ ବଦଳାଇଲେ ନବୀନ ଓ ପାଣ୍ଡୁର ରଙ୍ଗ ମନକୁମନ ବଦଳିଯିବ ! ଝାରପଡା ଜେଲ ଏମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ! ଶୀଘ୍ରସ୍ୟ ଶୁଭମ.......

  • @bajrabaninews2271
    @bajrabaninews2271 3 місяці тому +10

    ଧୋଇଦେଲେ, ଚୋପା ଛଡେଇ ଦେଲେ

  • @rangaballavadash197
    @rangaballavadash197 3 місяці тому +2

    Sudhansu Babu aapana bahaut mahan God bless you

  • @SagarHansda9027
    @SagarHansda9027 3 місяці тому +8

    Sudhansu sar super❤❤❤❤

  • @BayijantiPingua-rf8sk
    @BayijantiPingua-rf8sk 3 місяці тому +3

    Dhanyawad sudhanshu sir

  • @manasranjanbarik9011
    @manasranjanbarik9011 3 місяці тому +7

    Very good upastapna bhai

  • @TigerDon420
    @TigerDon420 3 місяці тому +7

    BJP jindabad Modijee Jindabad Mohan majhi Jindabad

  • @rameshmajhi4317
    @rameshmajhi4317 3 місяці тому +7

    Pakistani colour ପନିପରିବା ଖାଇବା ବନ୍ଦ କରା ଯାଉ । ଓଡ଼ିଆ ଅସ୍ମିତା ରହିବ

  • @surendranathdutta8988
    @surendranathdutta8988 3 місяці тому +13

    ସବୁଜ ରଂଗ କୁ ପାକିସ୍ତାନୀ କଲର ବୋଲି କୁହାଯାଇ ପାରିବନି। ଆମ ଜାତୀୟ ପତାକାରେ ତ ସବୁଜ ରଂଗ ଅଛି ?

    • @swalehabegumswaleha
      @swalehabegumswaleha 3 місяці тому

      Right

    • @sumankumarsinubrother8640
      @sumankumarsinubrother8640 2 місяці тому

      ଆମ ଜାତୀୟ ପତାକା ଲାଗିଛି ଏମିତି କହି ବା ଅପମାନ କଥା ତୁ ବିଜେପି ଲୋକ ସାମ୍ୱାଦିକ ପାଇଁ ତୁ କଳଙ୍କ

    • @anandamohakuda4943
      @anandamohakuda4943 Місяць тому

      Right 👍

    • @anandamohakuda4943
      @anandamohakuda4943 Місяць тому

      ​@sumankumarsinubrother8640 ekdam thik katha agyan

  • @prashantpalo5688
    @prashantpalo5688 3 місяці тому +3

    God bless you for your Excellent information.

  • @santoshdash8217
    @santoshdash8217 3 місяці тому +6

    Thik kahile sudhansu babu,

  • @kalyaninayak1485
    @kalyaninayak1485 3 місяці тому +5

    Jai B J P 🚩🚩🚩🚩🇮🇳🇮🇳🇮🇳🇮🇳🇮🇳

  • @AlokMishra-w3e
    @AlokMishra-w3e 2 місяці тому +2

    ୨୪ ବର୍ଷ ଶାସନ କରି ଭିନ୍ନକ୍ଷମ ଭତା ମାତ୍ର ୧୦୦୦😢😢😢😢😢😢😢😢😢😢😢😢😢😢😢😢😢😢😢😢

  • @rajatkumarbehera3973
    @rajatkumarbehera3973 3 місяці тому +9

    ବହୁତ ବଢିଆ..... କଥା କହିଛନ୍ତି

  • @mishrabisudhananda3551
    @mishrabisudhananda3551 3 місяці тому +32

    କିଛି ହବନି। ଏ ପର୍ଯ୍ୟନ୍ତ ମୁଖ୍ୟ ଲୁଟେରା ମାନଙ୍କୁ କ୍ଷମତା ରୁ ବିତାଡିତ କରିପାରିଲେନି।

    • @sanghamitradas371
      @sanghamitradas371 3 місяці тому +3

      Tame ate chaniya knpai kn asu asu dharibena kn

    • @mesmerizeart663
      @mesmerizeart663 3 місяці тому

      @@sanghamitradas371 Kichhi Habani ye Kichhi karibeni khali Bhasana,Jemiti modi kahuthila UCC,NRC Lagiba boli Lageilani 353 seat 2019 re paila,yebe 240 .NDA govt ta maximum 6 month chalibani Bhangi jiba ,Last ku se 370 bi puni I.N.D.I.A menta Lagu karideba.

    • @sanghamitradas371
      @sanghamitradas371 3 місяці тому +2

      @@mesmerizeart663 hou Tama khangress party asile sabu kariba wait karitha

    • @ChandanKumar-gh6lr
      @ChandanKumar-gh6lr 3 місяці тому

      Jyatiswabani😂😂​@@mesmerizeart663

    • @Karankumar-k7j8p
      @Karankumar-k7j8p 3 місяці тому

      ​@@mesmerizeart663it's Nightmare only for you

  • @supriyasahoo4400
    @supriyasahoo4400 3 місяці тому +4

    Very good vai
    School pila nku bi chadi nahanti

  • @dilipmajhi8968
    @dilipmajhi8968 3 місяці тому +2

    True is fact,Very good sudhanshu

  • @thepreodia3105
    @thepreodia3105 3 місяці тому +5

    ମାଗିହା ରଙ୍ଗ ଅନୁସାରେ ଦେଶକୁ କାଇକି ଭାଙ୍ଗୁଛୁ ?

  • @AlokMishra-w3e
    @AlokMishra-w3e 2 місяці тому +1

    ଜୟ ଜଗନ୍ନାଥ ଜୟ BJP ସରକାର 🎉🎉🎉🎉🎉😢😢😢😢😢😢😢😢😢😢😢😢😢😢

  • @alfaomega2733
    @alfaomega2733 3 місяці тому +2

    ସବୁଜ ଥିବା ବସ୍ତୁ ଗୁଡିକର ରଙ୍ଗ ଗେରୁଆ କରାଯାଉ, ଟ୍ରାଫିକ ର ଗ୍ରୀନ ସିଗନାଲ, ଗଛଲତା ସବୁଜ କୁ ମଧ୍ୟ୍ୟ ଗେରୁଆ ରଙ୍ଗ ରେ କରାଯାଉ, ଭାରତ ରେ ସବୁଜ ରଙ୍ଗ କୁ ହିଁ ବ୍ୟାନ କରାଯାଉ ଯଦି ସବୁକରିପାରିବନି ବାଳ ବିଜେପି ଦେଖେଇ ହଉଛ 🤣🤣🤣

  • @BhimoBhatraLingarajBhatra
    @BhimoBhatraLingarajBhatra 2 місяці тому +1

    🇮🇳🇮🇳🇮🇳🇮🇳🇮🇳 ଆଜ୍ଞା ଆମ ଜାତୀୟ ପଦକା ରେ କାଇ ଖି ପାକିସ୍ତାନ ରଙ୍ଗ ଅଚି

  • @skbentertainment2080
    @skbentertainment2080 3 місяці тому +7

    ଭାଇ ସେମାନେ ଝାଡ଼ପଡ଼ା ଜେଲ୍ କୁ କେବେ ଜିବେ?

  • @uttamsamal5384
    @uttamsamal5384 3 місяці тому +2

    Good Bhai Sata News

  • @manasranjanbarik9011
    @manasranjanbarik9011 3 місяці тому +5

    Very good job

  • @rameshnayak678
    @rameshnayak678 3 місяці тому +2

    Emiti sensitive khabar sarbada anantu, Bhagaban apanku bhalare rakhantu, Jay jagannath swami 🙏🙏🙏🌹🌹🌹