NET/SSB -227 - Shasti- a novel by Kanhucharan- ଅନବଦ୍ଯ ପ୍ରଣୟ ଗୀତି - ଶାସ୍ତି

Поділитися
Вставка
  • Опубліковано 30 січ 2025

КОМЕНТАРІ • 14

  • @pradeepKumar-ti7ut
    @pradeepKumar-ti7ut 28 днів тому +1

    ❤❤❤ସାର୍ ଆପଣଙ୍କ ଉପସ୍ଥାପନା ଶୈଳୀ ସିଧାସଳଖ ହୃଦୟକୁ ଛୁଇଁ ଯାଏ ❤❤❤

    • @DrKshirodChandraBehera
      @DrKshirodChandraBehera  28 днів тому +1

      @@pradeepKumar-ti7ut ଧନ୍ଯବାଦ ପ୍ରଦୀପ ବାବୁ💐

  • @shakshiagrawal7794
    @shakshiagrawal7794 27 днів тому

    ପ୍ରଣାମ୍ ସାର୍🙏
    ଆନ୍ତରିକ କୃତଜ୍ଞତା🙏💐

  • @Ganeshora-d5y
    @Ganeshora-d5y 27 днів тому +1

    ❤🎉😊

  • @himanshubhatia469
    @himanshubhatia469 27 днів тому +1

    My best sir ❤❤❤❤

  • @odiagalpasambhar
    @odiagalpasambhar 27 днів тому

    ଧନ୍ୟବାଦ Sir
    ଅନୁରୋଧ ରକ୍ଷା କରିଥିବାରୁ

  • @madhusmitaray7845
    @madhusmitaray7845 27 днів тому

    Pranam Sir.....ଆପଣଙ୍କର ଏଇ ଆଲୋଚ଼ନା ବାସ୍ତବରେ ଶାସ୍ତି ଉପନ୍ୟାସର କରୁଣ,ମାର୍ମିକ ଜୀବନଗାଥା ,ଦୁର୍ଭିକ୍ଷର କରାଳ ରୂପରେ ମାନବ ଅନ୍ତର ତଳର ପ୍ରେମମୟ ଅଭିବ୍ୟକ୍ତି ଏବଂ ତତ୍କାଳୀନ ସମାଜରେ ମନୁଷ୍ୟ ସମାଜରେ ଘୋଟିଥିବା
    ଜାତିପ୍ରଥାର ମିଥ୍ୟା ବଡ଼ପଣର ଚ଼ିତ୍ର ,ଅନ୍ତର ତଳେ ମନୁଷ୍ୟର ଦୟା,ପ୍ରେମ, ସମ୍ବେଦନଶୀଳତାର ଦୁର୍ଭିକ୍ଷର ଚ଼ିତ୍ରକୁ ଉଦଜ୍ଜୀବିତ କରାଇଦେଲା...ଉପନ୍ୟାସ ଟି କରୁଣରସରେ ଛଳଛଳ....ପାଠକ ମନଭରି ଲୋତକାପଳୁତ ହେବାର ଯଥେଷ୍ଟ ଉପାଦାନ ମହଜୁଦ୍,ଯେତେବେଳେ ସନିଆଁକୁସେମାନେ ଜାତିରେ ମିଶେଇବା ପାଇଁ ନାନାଦି ବରାଦ, ପୂଜା କଥା କହୁଥିଲେ ମନରେ ବିଦ୍ରୋହ ସ୍ରୁଷ୍ଟି ହୁଏ...ଯେତେବେଳେ ଚିତେଇ ତା'ଘରେ କୋଠିଆ ରହିବାକୁ କହୁିଲା ସେତେବେଳେ ମନରେ ଉତ୍ତେଜନା ଆସେ..କ'ଣ ନଲେଖିଛନ୍ତି କାହ୍ନୁବାବୁ..ପାଠକର Emotion କୁ ବେଶ୍ ଚହଲେଇ ଦେଇଛନ୍ତି ଶେଷପର୍ଯାୟରେ...ଏଇ ସବୁ ଲେଖା ବାସ୍ତବରେ
    କ୍ଳାସିକ୍....

    • @DrKshirodChandraBehera
      @DrKshirodChandraBehera  27 днів тому

      @@madhusmitaray7845 ଚମତ୍କାର ତୁମ ଅନୁଭବ ଓ ଲିଖନଶୈଳୀ - ଉଚ୍ଚତର ଚିଂତନରେ ସର୍ବଦା ତୁମେ ମୋତେ ଆଶ୍ଚର୍ଯ୍ଯାନ୍ବିତ କରୁଚ- ଅନେକ ଅନେକ ସୁମନାସ ମଧୁସ୍ମିତା💐

    • @madhusmitaray7845
      @madhusmitaray7845 27 днів тому

      @DrKshirodChandraBehera ଆପଣ ଆମ୍ଭମାନଙ୍କର ପ୍ରେରଣା..........We r grateful....🙏

  • @malaysethi4600
    @malaysethi4600 28 днів тому

    Sir pranam🙏