PAPO PATHE JAUTHILI || ପାପ ପଥେ ଯାଉଥିଲି || NEW CHRISTIAN HUMAN SAGAR DEVOTIONAL SONG || FULL VIDEO ||

Поділитися
Вставка
  • Опубліковано 21 кві 2023
  • PAPO PATHE JAUTHILI || ପାପ ପଥେ ଯାଉଥିଲି || ODIA CHRISTIAN DEVOTIONAL SONG || HUMAN SAGAR || FULL VIDEO ||
    Credits:-
    ◆Song Title:-Papo Paths Jaithili || ପାପ ପଥେ ଯାଇଥିଲି ||
    ◆Singer:-Human Sagar ( Ollywood Singer )
    ◆Music and Lyrics:- Salem Lima
    ◆Music Arrangement:-Bapi Samal
    ◆Producer:-Pinku Digal
    ◆Channel: -Sadaprabhu Music
    ◆Dop & Edit : - Ambram Ganta ( Bapi )79784 42896
    ହୋ...ହୋ...ହୋ....ହୋ.. ହୋ..
    ଅଜଣା ବାଟର (ପଥିକ ମୁଁ ସାଜିଥିଲି) ×୨
    ତୁମ ପଥ ଭୁଲି(ପାପ ପଥେ ଯାଉଥିଲି) ×୨
    ତୁମ ଦୟା ପ୍ରେମ ଏବେ ବୁଝିଗଲି
    ତୁମ କ୍ଷମା ଗୁଣ ମୁଁ ଯେ ଜାଣିଗଲି(୨)
    ଜାଣିଗଲି ମୁଁ
    ଜାଣିଗଲି .. ହୋ... ହୋ... ହୋ

    ଅଜଣା ପଥେ ଯାଇ ମୁଁ ଥିଲି
    ଯୀଶୁ ତୁମ ପଥ ଭୁଲି
    ଜଗତ ପଥେ ଯେବେ ଚାଲିଲି
    ଦୁଃଖ ଖାଲି ମୁଁ ଯେ ପାଇଲି
    ଜୀବନେ ମୋର ଏ ଦୁନିଆକୁ
    ସବୁକିଛି ଭାବିଥିଲି
    ତୁମେ ଏକା ଯୀଶୁ ସବୁ କିଛି ମୋର
    ଏବେ ମୁଁ ଯେ ଜାଣିଗଲି
    ତୁମ ଦୟା ପ୍ରେମ ଏବେ ବୁଝିଗଲି
    ତୁମ ମହା ପ୍ରେମ ମୁଁ ଯେ ପାଇଗଲି
    ପାଇଗଲି ମୁଁ
    ପାଇଗଲି

    ଜଗତ ପ୍ରେମେ ମଜ୍ଜି ମୁଁ ଥିଲି
    ତୁମ ପ୍ରେମ ମୁଁ ଯେ ଭୁଲି
    ଜଗତ ପ୍ରେମ ଅଳପ କ୍ଷଣ
    ଏହା ମୁଁଯେ ଜାଣିନଥିଲି
    ତୁମରି ପ୍ରେମ ଅଟେ ଅସୀମ
    ଜୀବନରେ ବୁଝିଗଲି
    ଆଉ ପଛକୁ ଫେରିବି ନାହିଁ
    ଏହା ପ୍ରତିଜ୍ଞା ମୁଁ କରିଲି
    ତୁମ ପ୍ରେମ ରେ ମୁଁ ଏବେ ମଜ୍ଜିଗଲି
    ଏହି ଜଗତକୁ ମୁଁ ଯେ ଭୁଲିଗଲି
    ଭୁଲିଗଲି ମୁଁ
    ଭୁଲିଗଲି
    Singer-Human sagar
    Music and Lyrics- Salem Lima
    Music arrangements- Bapi shamal
    Producer-Pinku Digal
    special thanks🙏🙏 :- Salem Lima
    ◆Contact Us:- Sadaprabhumusic2019@gmail.com
    Phone no:-
    *ANTI-PIRACY WARNING*.
    This Content is Copyright to Sadaprabhu Music SADAPRABHU MUSIC . Any unauthorized reproduction, redistribution or re-upload is strictly prohibited of this Material. Legal action will be taken against those who violate the copyright of the following material preesented .
    All copyrights reserved with SADAPRABHU Music .
    #odiichristiansong. #odiachristiandevotional
    #odiachristiansong #odiachristiansongs #odiachristianfullvideo #odiachristianvideo

КОМЕНТАРІ • 876