Praise the lord all of you 🙏 ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରକୃତରେ ମହାନ୍ ଅଟନ୍ତି। ଏହି ଗୀତ ମୋ ଜୀବନ କୁ ପରିବର୍ତ୍ତନ କରିଲା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଈ।may God Jesus Christ bless you to all 🙏 Amen ✝️✝️✝️
Jagan bro always u rock in my phone most of songs are yours only my whole family like so much may God bless u brother ...Praise the Lord lots of love from our small family n church (Goa....)
Praise the lord bhai
Praise the lord
ବହୁତ ଭଲ ଗୀତ
Praise god
ଏଗୀତ ଶୁଣି ମୁଁ ବହୁତ ଦୁଃଖିତ ହେଲି ନା କାହିଁ କି ମଣିଷ ସବୁ ମିଛୁଆ କାହାରି ଠାରେ ସତ୍ୟ ନାହିଁ
ଧନ୍ୟବାଦ୍ ପ୍ରଭୁ ଯୀଶୁ
କାହିଁକି ଦୁଃଖ କରୁଛ ଖ୍ରୀଷ୍ଟିଆନମାନେ ଭଗବାନଙ୍କର ପୁତ୍ର ସେମାନେ କେମିତି ମିଛ କହିପାରିବେ ?
@@DibyaDigalBhai aame prabhu jisu ku biswas karu manisa ki dharma ku nuhe
ଜୟ ଯୀଶୁ ଭାଇ
ପ୍ରଭୁଙ୍କ ମହିମା ହେଉ,, ବହୁତ ହୃଦୟ ସ୍ପର୍ଶୀ ହୋଇଛି, ପ୍ରଭୁ ଆଶୀର୍ବାଦ କରନ୍ତୁ ,Amen & Praise the Lord
God bless you brother thank you for nice voice and song
So nice brother God bless you 👑👍ଏହି ସଦାପ୍ରଭୁଙ୍କ ଦ୍ୱାର; ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ। ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛ ଓ ମୋହର ପରିତ୍ରାଣ ହୋଇଅଛି।
ଗୀତସଂହିତା 118:20-21🧎♂️👑
ମୋ ପ୍ରଭୁ ମହାନ ଆପଣଙ୍କ କଣ୍ଠ ରୁ ଏମିତି ସୁନ୍ଦର ସୁନ୍ଦର ଗୀତ ଶୁଣିବାକୁ ମିଳୁଥାଉ.🙏
ପ୍ରଭୂ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।।।।।
Awesome message for everyone.....🙏🙏🙏🙏
Praise God
Praise the lord sir🎉
ଅତି ସୁନ୍ଦର ଗୀତ ହେଇଚି ଭାଇ ସୁନ୍ଦରସ୍ଵର ରେ ଆପଣ ସଜେଇଛନ୍ତି ପ୍ରଭୁଆଶିର୍ବାଦ କରନ୍ତୁ 🙏
Hart touching song brother your voice super beautiful God bless you
ବହୁତ ସୁନ୍ଦର ଗିତ
Praise the lord ଏହା ଯୀଶୁଙ୍କର ଅଭୁଲା କ୍ରୁଶୀୟ ପ୍ରେମର ଅକୁଆ ସତ୍ୟ ପ୍ରକାଶୀତ ସଂଗୀତ
ଖୁବ୍ ସୁନ୍ଦର ହୋଇଛି ଭାଇ 🎶🎶🎶🎶
Jagan bhai sada prabhu tamaku sabu bele asirbada karantu
Praise the Lord sir 🙏 a ha sotoyo bisoy ote
Praise God
Amen praise the lord 🙏
Praise the lord all of you 🙏 ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରକୃତରେ ମହାନ୍ ଅଟନ୍ତି। ଏହି ଗୀତ ମୋ ଜୀବନ କୁ ପରିବର୍ତ୍ତନ କରିଲା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଈ।may God Jesus Christ bless you to all 🙏 Amen ✝️✝️✝️
Bahut sundar gita ..... beautiful Lyrics
ଅତି ସୁନ୍ଦର ଭଜନ❤❤❤
Praise god
ଏହି ଖ୍ରୀଷ୍ଟୀୟ ଭକ୍ତି ଗୀତଟି ଅତ୍ୟନ୍ତ ଉଚ୍ଚ କୋଟୀର ହୋଇଛି। ଭିନ୍ନ ଧରଣର ଲେଖା ସହ ସ୍ୱର ସଂଯୋଜନା ଅତି ମର୍ମସ୍ପର୍ଶୀ ହୋଇଛି। ଗାୟନ ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି । ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ପ୍ରଶଂସା ସଦା ସର୍ବଦା ହେଉ। ଲୋକ ମାନଙ୍କର ଆତ୍ମିକ ଜାଗରଣ ନିମନ୍ତେ ଏମିତି ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ଗୀତ ଭେଟି ଦେଉଥିବା ସକାଶେ ଅଶେଷ ଅଶେଷ ଧନ୍ୟବାଦ୍ ।ପ୍ରଭୁ ତୁମ ସମସ୍ତଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ।
Thanks bhai
ପ୍ରଭୁ ଯିଶୁ ଙ୍କ ବହୁତ ସୁନ୍ଦର ଗୀତ ଆପଣଙ୍କୁ ବହୁତ ଧନ୍ୟବାଦ god bless you
ବହୁତ ବଢିଆ ହୃଦୟ ଛୁଇଁଲା ପ୍ରଭୁ ଯୀଶୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ଏବଂ ଆମେ ମାନେ ଯେପରି ଅଶାର ମିଛ ସଂସାର ରେ ମାତି ନ ଯାଉ ସେଥିପାଇଁ ପ୍ରାର୍ଥନା କରନ୍ତୁ ( ଆମେନ୍ )
Praise the lord
Prabhunkara prasanasa heuu💕
ବହୁତ ବଢିଆ ଗାଇଛନ୍ତି ଭାଇ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆହୁରି ଐହି ପ୍ରକାରର ଗୀତା ବନେଇବାକୁ
Super ahisi sir
Thank you sir good bless you
Mind blowing heart'❤️ touching song May God bless you more than more
Sach me mera khuda kitna mahan he....prabhu yesu hi sacha parameswar...amen
ବହୁତ ଭଲ ହେଇଛି ।ପ୍ରଭୁ ଙ୍କ ନାମ ରେ ଧନ୍ୟବାଦ ହେଉ ।ପ୍ରଭୁ ଙ୍କର ମହିମା ହେଉ।
😊
Nice
ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ
Amen
Sir, ଆଉ ଗୋଟେ ମୋର ଅନୁରୋଧ କରେ ଅପୋନଙ୍କୁ,ଏବେ ଯାଏଁ christian ହେଇକି ଲୋକ ମାନେ , ଯୀଶୁଙ୍କ ଧୋନକୁ ଲୁଟୁଚନ୍ତି, ଅର୍ଥାତ୍ ( ଦଶ ମାଂସ) ଉପୋରେ ଗୀତ ଗାଇଥିଲେ ଆଉ ବହୁତ୍ ଭଲ ହୁଅନ୍ତା SIR ।
Very nice song music and daretion
Praise the Lord..
Heartbroken song sir..
God bless you sir.
Very very meaning full song. Praise the Lord
Praise the lord🙌🙌🙌🙌
ବହୁତ ବଢିଆ ଗୀତ ଓ ଦୁଃଖ ମଧ୍ୟ୍ୟ ଅଟେ, ବାସ୍ତବରେ ପ୍ରଭୁ ଆମକୁ ଆର୍ଶୀବାଦ କରନ୍ତୁ ଓ ଗୀତ ଟିକୁ ଲେଖିଥିବା, ଗାଇଥିବା sir ମାନଙ୍କୁ ବହୁତ ବହୁତ ଧନ୍ୟବାଦ ❤👍
ଧନ୍ୟବାଦ ଭାଇ
What a lyrics and Singing 😍😍❤️❤️🙏🏻🙏🏻 thank you jagan bhai for this Heart touching song
Bohut bhal gito suni Ridoiye Kandi asi Jai praise the lord Jesus seve you Amen
Heart touching song..... Praise the Lord.. God bless you ..all teams.. Amen...
Bahut achha laga 👍👍
Beautiful song ... very Nice voice bhaina bahut badhia gaicha...gita bahut bhala lagila... really heart touching song ...Praise the Lord..
So nice
Nice song brother
ବହୁତ ସୁନ୍ଦର ଗୀତ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ । ପ୍ରଭୁଙ୍କ ମହିମା ହେଉ ଆମେନ୍ !
Praise the lord 🙏🙏🙏🙏
Yes
ଅତି ସୁନ୍ଦର ..♥️
Glory to the almighty
Beautiful song ❤❤
God blessed u jogan brother
Thanks Bhai I am the blessed you are 1st viewer of this song God bless dear
Very nice song God bless you brother
ସାର୍ ବହୁତ ଭଲ ଲାଗୁଛି,ମୋ ଜୀବନ ଅଲଗା type, ଗୀତ ଶୁଣିଲେ ମୋ ଜୀବନ ନିମନ୍ତେ ଡରଲାଗୁଛି,. Sir really I'm proud for this song,Top song God bless you.
Amen praise the lord 🙏
ସର୍ବଶକ୍ତିମାନ ପ୍ରଭୁ 🙏ଏହି ଗୀତ ଶୁଣୁଥିବା ସମସ୍ତ ଲୋକଙ୍କୁ ଆଲୋକର ପଥ ଦେଖାଉନ୍ତୁ Amen
Abosoulty
yess may the God bless all
Amen
Amen
ଧନ୍ୟବାଦ୍ ଯିଶୁ
Bhauta Sundar Gita bhai god bless you
Praise god
ଅତି ସୁନ୍ଦର ଗୀତ ଗୀତ 🙏🏻🙏🏻🙏🏻 God bless you 🙏🏻
Hm parbhu 🙏 tumhari mahi ma heiu ❤❤❤❤❤❤🎉
Amen
Bahut sundar heichi sir...
Praise the lord brother
Very nice song mate bahut bhala lagila hrudayare really dauching very nice song thank you
❤❤❤❤❤
Super song
That's right
Praise the lord
Amen
Thank you sir
Nice song 🙏🙏👌👌 Praise the lord amen ✝️✝️
Praise the Lord Sir, thank you for beuatiful mind blowing heart touching song, I love u sir, may God bless you..🙏🙏🌹🌹🌹
Praise the lord jesus hallelujah hallelujah hallelujah hallelujah
Praise god
Praise the lord Sir ,Nice Song
Bitter truth... Praise the Lord Sir... Beautiful composition...
ବହୁତ ଭଲ music ଦିଆଯାଇଛି
🙏 Great ! heart touching song bro.... may GOD bless you
Thanks bro prabhu apko Ashish me bharde ame
Praise the lord
Very nice sang
Nice song brother Jesus bless all
ବହୁତ ସୁନ୍ଦର ଭାଈ
Jagan bro always u rock in my phone most of songs are yours only my whole family like so much may God bless u brother ...Praise the Lord lots of love from our small family n church (Goa....)
Bodia heichi bai bout bholo laguchi
వందనాలు బ్రదర్🙏🙏🙏 praise the lord brother
Heart touching song 💓 🎶 lovely
ବହୁତ ସୁନ୍ଦର ଭାବରେ ଗୀତ ପରିବେଷଣ ହେଇଚି ଭାଇ God bless you
Praise the Lord
🌹🌹🌹🙏
Nice 👌 song sir,heart touching song superhit👌❤️🙏
Praise God 🙏 amen super song 👌
Beautiful song sir ❤️❤️❤️ God bless you
ବହୁତ ସୁନ୍ଦର ଓ ହୃଦୟସ୍ପର୍ଶୀ ସଙ୍ଗୀତ , ବାସ୍ତବର ମନୁଷ୍ୟ ଜୀବନର ପ୍ରକୃତ ଉପରେ ଆଧାରିତ । ପ୍ରଭୁ ଏହିପରି ନୂତନ ନୂତନ ସଙ୍ଗୀତ ଦ୍ଵାରା କଢାଇ ନିଅନ୍ତୁ । 🙏🙏🙏💚💚💚👌👌👌
Amen amen amen amen ❤❤❤❤
Amen
Thank you for your excellent song, mey God bless you.
Praise the Lord. The Lord is my shepherd. Jesus is my way.
👍
ବାସ୍ତରେ ସତ
wow....very nice song by Jagan bhai... very nice composition and very meaningful .. God bless u all
pravuki jai ho
Praise the Lord brother
It's a beautiful and heart touching song
May God bless you abundantly
ହୁଦୟ କୁ ଛୁଇଁଲା ଭଳିଆ ଗୀତ ସାର
Praise god
Wonderful performance & excellent song , praise the Lord..!! God bless you!!
Bhut sundar gita jagan bhai..
❤❤❤❤
Wonderful bhai
Praise the lord
Praise god
Thank you sir Pastor Turuk
Praise the Lord 🌹🌹🌹🌹🌹🙈
ହୃଦୟ କୁ ଛୁଇଁଲା ପରି ଗୀତ ରଚନା କରିଛନ୍ତି ସାର୍ ❤️❤️ My favourite singer
God bless you brother heart touching spiritual songs thank you
Nic songs bhaina
👌👌👌👌👌 ଏତେ ସୁନ୍ଦର ହେଇଛିଯେ ଆଉ ମୁଁ ତାକୁ କେଉଁ ପରିଭାଷାରେ ତୁଳନା କରିପାରୁନାହିଁ
Amen praise the Lord Amen very nice song
GOD bless you BROTHER
Very nice ! song
ଅତି ସୁନ୍ଦର୍ ହୋଇଛି ଗୀତ ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ..