🔴 Live | ସମ୍ବଲପୁର ଜିଲ୍ଲା ବିଜେପି ସଭାପତିଙ୍କ ଏ କି କାରନାମା ?

Поділитися
Вставка
  • Опубліковано 18 вер 2024
  • Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 59

  • @manojmohanty9477
    @manojmohanty9477 4 дні тому +19

    ବିଧାୟକ ପରେ ଜିଲ୍ଲା ସଭାପତି ଦାଦାବଟି ମାଗୁଛନ୍ତି, ଏହାପରେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ବି ମାରିବେ।

    • @PrashantMishra-fd9ld
      @PrashantMishra-fd9ld 4 дні тому +3

      ପ୍ରଧାନମନ୍ତ୍ରୀ ତ ନେଉଛନ୍ତି ଉଦାହରଣ ଇଲେକ୍ଟରାଲ ବଣ୍ଡ.... ସେଥିପାଇଁ ତ ଏ କୁଜିନେତା ମାନେ ନଡରି ବଟି ଆଦାୟ ରେ ଲାଗିପଡିଛନ୍ତି

  • @Deva5577-i3c
    @Deva5577-i3c 4 дні тому +25

    ଭେଜାଲ୍ ହିନ୍ଦୁ ଦଳ ଆମ 💚ବିଜେଡି💚କୁ ସବୁବେଳେ ଗୁଣ୍ଡା ଦଳ ବୋଲି କହି ଆସୁଛି ହେଲେ ଏବେ କିଏ ଗୁଣ୍ଡା ଲୋକ ଜାଣୁଛନ୍ତି...
    କେଉଁଠି ବିଧାୟକ ପିସି ମାଗୁଛି ତ କେଉଁଠି ଜିଲ୍ଲା ସଭାପତି ପିସି ମାଗି ଗୁଣ୍ଡାଗିରି କରୁଛି ପୁଣି ନିର୍ଲଜ୍ଜ ମନ୍ତ୍ରୀ କହୁଥିଲା ଆମ ସରକାରରେ ପିସି କାରବାର ନାହିଁ..... ଛି ଛି କଣ ଚାଲିଛି ଏସବୁ ରାଜ୍ୟରେ ???
    ଜୟ 🔥🔥💖🙏🏻💖ନବୀନ୍ 💖🙏🏻💖🔥🔥ଜୟ 💚⭐💚ବିଜେଡି💚⭐💚👍🏻✌🏻👍🏻✌🏻👍🏻✌🏻👍🏻✌🏻👍🏻✌🏻❤️❤️❤️❤️❤️❤️❤️❤️

  • @pabitrarout5835
    @pabitrarout5835 4 дні тому +15

    ପ୍ରଥମେ ଆସ୍କା, ଏଵେ ସମ୍ବଲପୁର ବିଜେପି ର ସ୍ୱଚ୍ଛତା ର ନମୁନା, ଡ଼ବଲ ଇଞ୍ଜିନ ଡ଼ବଲ ବିକାଶ

  • @Ritesh_Bloges
    @Ritesh_Bloges 4 дні тому +12

    ଏ ବି ଜେ ପି ବାଲା ପିସି ପାଇଁ ବହୁତ ପାଟି କରୁଥିଲେ ଏ ବି ଜେ ପି କୁ ଆହୁରି ପେଲ ଠିକ୍ ଜାଗାରେ

  • @JuguMajhi-oq1vg
    @JuguMajhi-oq1vg 4 дні тому +15

    ଏଟା ହେଉଛି ଟ୍ରେଲ ଆଗକୁ ଦେକ ପୁଲୁ ସିନାମା

  • @pkpanda1371
    @pkpanda1371 4 дні тому +10

    ଏହି ଠିକାଦାର ଦେଖିବେ ପୁଣି ମାମଲା ପ୍ରତ୍ୟାହାର କରି ବିଜେପି ଜିଲ୍ଲା ସଭାପତି ଙ୍କୁ ଜୁହାର କରି ପୁଣି ଠିକା ନେବେ। ଭଲ ଲୋକ ଯଦି ରାଜନୀତିକୁ ନ ଆସିବେ ତା ହେଲେ ଗଣତନ୍ତ୍ର ଅସ୍ପୃଶ୍ୟ ହୋଇ ଯିବ।

  • @prasantapattanaik862
    @prasantapattanaik862 4 дні тому +7

    ଏମାନେ ରାଜନୀତି ରେ ମିଶୁଛନ୍ତି କଣ ଲୋକଂକ ସେବା କରିବା ପାଇଁ? ଧେତ୍। ଏମିତି ଉପୁରି ପଇସା ଖାଇବା ପାଇଁ।ସବୁ ରାଜନେତା ଏମିତି। ମୁଁ ହେଲେ ମୁଁ ବି ପି ସି ଖାଇବି ଓ ଦୈଶ, ରାଜ୍ୟ ଓ ଲୋକଂକ ସେବା କରୁଛି ବୋଲି ନମ୍ରତା ର ସହ ମୁଣ୍ଡ ନୁଆଇଁ ହାତ ଯୋଡ଼ି ବଢିଆ ଅଭିନୟ କରିବି।ହା଼ ହା ହା।

  • @prasantapattanaik862
    @prasantapattanaik862 4 дні тому +9

    ଏଇ ଠିକାଦାର ଚାପରେ ପଡି କହିଵେ-"ଗିରୀଶ ବାବୁ ପିସି ମାଗି ନାହାନ୍ତି। ମୁଁ କିଛି ଟଂକା ଧାରରେ ତାଂକଠୁ ଆଣିଥିଲେ। ସେ ମତେ ଅନେକ ଥର ମାଗିଥିଲେ। କିନ୍ତୁ ମୋର ଆର୍ଥିକ ଅସୁବିଧା ଥିବାରୁ ଦେଇ ନ ପାରିବାରୁ ଟିକେ ରାଗିଯାଇ ପ୍ରେମରେ ଥାପୁଡ଼େଇଲେ। ଆମ ଭିତରେ ଭଲ ସମ୍ପର୍କ ଅଛି। ତାକୁ ଛାଡ଼ିଦିଅ।" କେନ୍ ଖତମ୍। ରାଜ୍ୟପାଳଙ୍କ ପୁଅ କେସ୍ ତ ଦବି ଗଲା,ୟେ କି କେସ୍?

  • @gopabandhubehera453
    @gopabandhubehera453 4 дні тому +4

    ଏଶଳେ ବିଜେପି ବାଲା ପାଞ୍ଚବର୍ଷରେ ଓଡିଶାର ରୁଣଭାର ବେଢେଇ ଦେବେ ପିସି ଆକାରରେ ସବୁ ଖାଇଯିବେ। ଜେଉଁବୋକାଚୋଦା ମୁର୍ଖ ଭୋଟର ବିଜେପିକୁ ଭୋଟ ଦେଇକି ଜିତେଇଛ ଟିକେ ଆଖି ଖୋଲିକି ଦେଖ କାନ ଖୋଲିକି ଶୁଣ ଆଉ ଜିବନରେ ଏ ଭୁଲୁ କରିବନି

  • @prasantapattanaik862
    @prasantapattanaik862 4 дні тому +6

    ଗିରୀଶ ପଟେଲ କାଣା ମୋଦୀଙ୍କ ଜାତିର?

  • @gajendramajhi3718
    @gajendramajhi3718 4 дні тому +4

    କୁହୁରୁ ମାଡ଼ ଦରକାର ଅଛି ଏ ମାନଙ୍କୁ ଛଡ଼ା ଛଡି ଦରକାର ନାହିଁଁ

  • @rabinarayan2414
    @rabinarayan2414 4 дні тому +3

    That president should be immediately arrested

  • @Ambassador_Christ
    @Ambassador_Christ 3 дні тому +3

    ଅଂଧଭକ୍ତ କହିବେ ଏଇଟା ମିଛ 😡😡ନିଜ ବିବେକ କୁ ବିକିଦେଇଛନ୍ତି ନା 😡

  • @prasantapattanaik862
    @prasantapattanaik862 4 дні тому +2

    ନେତା ବିଧାୟକ ଛାଡ ତାଂକର ଚେଲା ଚପେଟା ତ ଫୁଲ୍ ଦାଦାଗିରି କରି ଅଫିସ୍ ମାନଂକ ରେ ପିସି ଅସୁଲ କରୁଛନ୍ତି ପ୍ରତି ମାସରେ। ଅସଫଳ ହେଲେ ନିଜେ ବିଧାୟକ ଫୋନ କରି ମାମଲାରେ ଦଖଲ କରି ଧମକ୍ ଦେଉଛନ୍ତି। ଗୁପ୍ତ ତଦନ୍ତ କଲେ ସତ ମିଛ ଜଣା ପଡିବ।

  • @gurucharanmohapatra4508
    @gurucharanmohapatra4508 4 дні тому +3

    Police kichhi kariparibani.kaaran mohan Majhi CM BJP

  • @subashsamal3730
    @subashsamal3730 4 дні тому +3

    BJP sarkar odissa ta ku khaijib

  • @arunrout9907
    @arunrout9907 3 дні тому +1

    ବିଜେପି ବାଲା କହୁଥିଲେ ଆମ ସରକାର ଆସିଲେ ପିସିକାରବାର ବନ୍ଦ ହୋଇଯିବ

  • @amasangathanakakarudrapurj9664
    @amasangathanakakarudrapurj9664 4 дні тому +4

    Ebe teller dekhile film baki achhi

  • @Sai.2016
    @Sai.2016 3 дні тому +1

    ସରକାର ଆସିବା 3 ମାସରେ ଏ ଅବସ୍ଥା ଆଗକୁ କଣ ହବ 😢

  • @MadhabDigal-ff7eo
    @MadhabDigal-ff7eo 11 годин тому

    ଜୟ BJP ସରକାର। ଯାହା ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଉ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଶୀର୍ବାଦ ଅଛି ସେ କାହିଁକି ଛାଡ଼ିବେ।ବିଧାୟକ ମିଶ୍ର ବାବୁଙ୍କୁ କିଏ ଅବା ନ ଚିହ୍ନିଛି?

  • @SudarshanNayak-wo3nx
    @SudarshanNayak-wo3nx 4 дні тому +3

    BJP's all members are corropted

  • @bijaypatra9105
    @bijaypatra9105 8 годин тому

    ହେ ଭାଇ ତିନି ମାସ ଭିତରେ ରାଜ୍ୟରେ କଣ ଚାଲିଛି ମାଡ଼ ପିଟି ଭଙ୍ଗା ରୁଜା ଧଶ୍ରଣ ବୋମା ମାଡ଼ ଏମାନଙ୍କର ମୁଣ୍ଡ ଖରାପ ହୋଈ ଗଲାଣି

  • @aryabhuminewspaper1851
    @aryabhuminewspaper1851 День тому

    ବିଜେପି ନେତାଙ୍କ ଦାଦାଗିରି ଏଇତ ଆରମ୍ଭ ହେଲା, ଆଗକୁ ଆହୁରି ଦେଖିବା ବାକି ରହିଲା

  • @pkpanda1371
    @pkpanda1371 4 дні тому +4

    ସମ୍ବଲପୁର ବିଜେପି ଦଳ ର ସଭାପତି ସମ୍ବଲପୁର ଜିଲ୍ଲାର ଆଦର୍ଶ। ଗୌରବ। ସେ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଜିତାଇ ଛନ୍ତି। ସେ ସମ୍ବଲପୁର ପୌର ପରିଷଦ ଅଧ୍ୟକ୍ଷ ରହି ସହର କୁ ସୁନାର ସହର କରି ଛନ୍ତି। MLA ହେବା ପାଇଁ ଭାରି ସଉକ।

    • @subashsamal3730
      @subashsamal3730 4 дні тому +1

      Behia Dharma ta India ra sabu tharu behia minister

  • @AshokPanda-qt4qn
    @AshokPanda-qt4qn 3 дні тому

    Chhi Chhi Aha Lajaya Maa Samlei Giri ku Sad bidhi diantu Jagannaatha 🙏

  • @tusarkantaparija8548
    @tusarkantaparija8548 4 дні тому +2

    Eha kichhi nua katha nuhen.
    Eha ta semanankara dharma.
    Desha Sara ehi abasta

  • @soumyashreebiswalsaina3065
    @soumyashreebiswalsaina3065 3 дні тому +1

    ଆଛାଦିନ ଆସିଗଲା ମିଛୁଆ ମୋଦି ର

  • @SanatanchattarChattar
    @SanatanchattarChattar 2 дні тому

    ଏ,,ଶଳା ହlରମ୍ ଜlଦl ବିଜେପି ନେତାଙ୍କୁ ହାଣି ଦିଅ ବେ

  • @frafulanayaknayak6970
    @frafulanayaknayak6970 4 дні тому +3

    Now trailer abhi Pura film hai

  • @bijayapppradhan4563
    @bijayapppradhan4563 7 годин тому

    ତମ ଚାନେଲ ଆଉ କିଏ ଦେଖୁଛନ୍ତି? ଗାଲୁଆ

  • @tapankumar7143
    @tapankumar7143 3 дні тому +1

    Corrupted BJP.

  • @KhushiBhue-o7z
    @KhushiBhue-o7z 3 дні тому

    Jay BJP

  • @Kisha-d4m
    @Kisha-d4m 4 дні тому +1

    Prayaa neta pc o chanda neba arambha kari deleni. Aguda tankara janma gata adikar. Semane sasanare acchanti kia kana kariba? Engraje lootu thila amane lutile. Tanka pakhare dayamaya thila aanka pakhare se sabu nahin.

  • @sureshchandra2122
    @sureshchandra2122 4 дні тому

    Total 40% model

  • @sureshchandra2122
    @sureshchandra2122 4 дні тому +1

    Modi model

  • @RadheshyamBag-m4h
    @RadheshyamBag-m4h 4 дні тому +1

    Bjp gundagere sambalpur re

  • @BishuBhoi-kb1ht
    @BishuBhoi-kb1ht 3 дні тому

    Bhala dina asila

  • @user-gd7kx5rz1v
    @user-gd7kx5rz1v 4 дні тому

    BJP ku vote dae thiba bhakta ku dhanyavaad. Karana Odisha barbaad pai tuma manankar Abadan au samarthan pai dhanyavaad

  • @AshokPanda-qt4qn
    @AshokPanda-qt4qn 3 дні тому

    Aha Bjd 5% neithila Abe Bjp8% neuchhi Aha Ska pC parampara gata 26 barasa Chalichhi

  • @AshokPanda-qt4qn
    @AshokPanda-qt4qn 3 дні тому

    K2 F2 Tender Re Executive Engineer ra kama Athire Rajniti Byakti nkar Hastkhep kahiki Achhi mu bujhi parunanhi

  • @KailaSahu-f1g
    @KailaSahu-f1g 4 дні тому

    Bikaner mein a Gaya

  • @bharatsahoo1954
    @bharatsahoo1954 4 дні тому

    Salaku arrest kara

  • @suvendrabisoi4988
    @suvendrabisoi4988 3 дні тому

    Bjp sarakar ki asili rup

  • @sitaramkumarpradhan842
    @sitaramkumarpradhan842 4 дні тому

    Bjp ar gote bi like neta bhal ruh bhrast party re bhrast neta gundagiri neta and karmi sabu power ar dupujog karuchanti sabu

  • @arupbhanja3945
    @arupbhanja3945 3 дні тому

    Bjp hotao odisha bonchao

  • @anirudhanayak8286
    @anirudhanayak8286 3 дні тому

    B j p re sabu chora michhua

  • @RadheshyamBag-m4h
    @RadheshyamBag-m4h 4 дні тому

    Ebe trelar bakiachhe bjp r

  • @pradipmoharana1673
    @pradipmoharana1673 День тому

    😅😂

  • @b.cpothal263
    @b.cpothal263 3 дні тому

    Dekhare.Andha.Bhakta.Kuaadegalle.Aainmantri.Atamatra.Aarambh.Salesabukhaigibe