Brinjal wilting control 2 ଦିନରେ ଝଉଁଳା ରୋଗ ଶେଷ Top fungicide

Поділитися
Вставка
  • Опубліковано 19 січ 2025

КОМЕНТАРІ • 61

  • @earthisbeautiful2527
    @earthisbeautiful2527 23 дні тому

    Very helpful video. Sir Bordo mixture paste kemiti karajiba gote video karantu.

  • @gayadharsahoo9683
    @gayadharsahoo9683 6 місяців тому +1

    Very very useful information and please sir make a video for mula sadha disease of vegetables in rainy season also...pls sir

  • @jayantasahoo593
    @jayantasahoo593 6 місяців тому

    Namaskar angya. Lembu gachha re poka lagiba and patra moda moda heba painee kana karajiba sir. Vala lembu kipari heba dayakari kahibe.

  • @Suraj-li2xo
    @Suraj-li2xo 6 місяців тому +1

    Makka farming upare gotia video

  • @sipun766
    @sipun766 6 місяців тому

    Sir bausa (bamboo) gacha mariba pai upaya kichi achi ki ❤

  • @agricultureislife2024
    @agricultureislife2024 4 місяці тому

    Sir baigan re phula asichi but upara patra gote gote jhauni jauchi kana pakeiba

    • @krushisampada
      @krushisampada  4 місяці тому

      କାଣ୍ଡ ବିନ୍ଧା ପୋକ ଲାଗିଛି।Coragen drum ପ୍ରତି 7ml ହିସାବରେ ସ୍ପ୍ରେ କରନ୍ତୁ

  • @MardarajBanua-gy3sh
    @MardarajBanua-gy3sh 6 місяців тому

    Mu aapanka padhhati anusare 1 acre nua kari chasa karuchhi sir reply me

  • @binapanipadhy5149
    @binapanipadhy5149 Місяць тому

    Sir saaf use kari pariba ki

    • @krushisampada
      @krushisampada  23 дні тому

      ନା କାମ ଦେବ ନାହିଁ

  • @matilalpadhan-te3eb
    @matilalpadhan-te3eb 6 місяців тому +1

    Harada ra jhaunla roga bisayare video banantu

    • @krushisampada
      @krushisampada  6 місяців тому

      Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ Drenching କରନ୍ତୁ।

  • @puskarabhoi6106
    @puskarabhoi6106 3 місяці тому

    Mirador spray kale chalibo ki sir

    • @krushisampada
      @krushisampada  3 місяці тому

      କେବଳ Mirador ସ୍ପ୍ରେ କଲେ ହେବ ନାହିଁ।
      Copper oxychloride ଓ Plantomycine କୁ ମିଶାଇ drenching କରନ୍ତୁ

  • @MukteswarNaik-i5u
    @MukteswarNaik-i5u Місяць тому

    Sir ଖରା ଦିନେ କେଉଁ କିସମର ଭେଣ୍ଡି ଲଗାଇବୂ

  • @ManojSahoo-z9z
    @ManojSahoo-z9z 5 місяців тому

    ଊପର ପତର ସଵ୍ୟବୁ ପୋକ କାଟୁଚି ଆଉ କଣ ଅସୁଵୀଧା ଦୁର ହେଵ କହିଵାରେ ସାହାଯ୍ୟରେ ଜଣେଈବ ଅରଵିନ୍ଦ ସାରେ ଜୟ ଜଗନ୍ନାଥ ଫସଲରେ କିରୋଗ ଲାଗୁଚି ଔଷଧ ଲେଖି ଠିକ ରେ କୁହନ୍ତୁ ଜାଣନ୍ତୁ ଫୁଲଫଳ କିପରିହବ ତାହା କହିଵ ଛାତ ଉପରେ କେମିତି କଣ ହବ ଅସୁଵିଧା ହବନିତାହା ଜଣେଈଵ୍ୟ ଜୟ ଜଗନ୍ନାଥ 🙏🏻🙏🏻🕉️

  • @KRISHNASahoo-cn6qx
    @KRISHNASahoo-cn6qx 6 місяців тому

    Bada baelgan gacha jauluchi phula phala helani kan kale vhala haba

  • @mr.jagabandhusamal3534
    @mr.jagabandhusamal3534 6 місяців тому

    Nice

  • @soumyaranjanlenkajitu5581
    @soumyaranjanlenkajitu5581 3 місяці тому

    Sir amar baigan gacha jhanula roga heichi kemiti kamiba

    • @krushisampada
      @krushisampada  3 місяці тому

      Video ରେ ସମସ୍ତ ତଥ୍ୟ ରହିଛି

  • @pradeepdigal1157
    @pradeepdigal1157 6 місяців тому

    Sir ବାଗଣରେ ପିମ୍ପୁଡ଼ି ଲାଗିଲେ କୋଉ ଓଷଧ ପ୍ରୟୋଗ କରାଯାଏ

    • @krushisampada
      @krushisampada  6 місяців тому

      ବାଇଗଣ ଫସଲରେ ଜଉ ପୋକ ବା ଦହିଆ ପୋକ ଲାଗିଲେ ପିମ୍ପୁଡ଼ି ଲାଗିଥାଏ।Diafenthiuron 50%WP lit ପ୍ରତି 2gm ବା Movento lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @deepakdehury2364
    @deepakdehury2364 6 місяців тому

    Bims pain sir kn Sara deba

  • @rohonmagura8428
    @rohonmagura8428 5 місяців тому

    Pana chasa pae kichhi kuha

  • @sunaramsingh6220
    @sunaramsingh6220 2 місяці тому

    Sir.baigon.gochho.andia.protikar

    • @krushisampada
      @krushisampada  2 місяці тому

      ଗଛ କୁ ଓପାଡି ଦିଅନ୍ତୁ ବା ଆକ୍ରାନ୍ତ ପତ୍ର ଛିଣ୍ଡାଇ ନଷ୍ଟ କରନ୍ତୁ।
      ଏହାର ବାହକ ପତ୍ର ଡ଼ିଆଁ ପୋକ କୁ ନିୟନ୍ତ୍ରଣ କରିବା ପାଇଁ Pigasus lit ପ୍ରତି 2gm ବା
      Movento lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ

  • @prakashchandrarout-di1bz
    @prakashchandrarout-di1bz 6 місяців тому

    Grafted chara bisaya re lokanku janantu jhaunla ra tension khatam

  • @NibaskumarSwain
    @NibaskumarSwain Місяць тому

    ସାରେ, କଥାଵୁଝିପାରିନୁ🌹

  • @akshayjena4063
    @akshayjena4063 5 місяців тому

    ବାଇଗଣରେ କାଣ୍ଡ ବିନ୍ଧା ପାଇଁ କ'ଣ କରିବା ଆବଶ୍ୟକ?

  • @sapankumarmahakud4316
    @sapankumarmahakud4316 6 місяців тому

    ବାଇଗଣ ରେ ପ୍ରବଳ ପୁକ ହଉଚି କଣ ଦବା ସାର ଟିକେ କୁହନ୍ତୁ

  • @sidhantaPradhan-w8o
    @sidhantaPradhan-w8o 6 місяців тому

    Mutha ghasa mariba kipari

    • @krushisampada
      @krushisampada  6 місяців тому

      କେଉଁ ଫସଲ ରେ ଘାସ ଅଛି

  • @MuralidharBehera-zr3ui
    @MuralidharBehera-zr3ui 6 місяців тому

    Kalara gachha re patra mocha roga pai pratisedhaka kana achhi

    • @krushisampada
      @krushisampada  6 місяців тому

      ଫସଲ ର 15-20 ଦିନରେ ନିମ୍ବ ତେଲ lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
      ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।ଫସଲ ରେ potash ସାର ମୂଳ ସାର ହିସାବରେ ଓ ଫୁଲ ଆସିବା ପୂର୍ବରୁ ଥରେ ପ୍ରତିଷେଧକ ଭାବେ ବ୍ୟବହାର କରନ୍ତୁ

  • @localmastitime5262
    @localmastitime5262 6 місяців тому

    ବାଇଗଣ ଫସଲରେ tricoderma ପ୍ରୟୋଗ କରିବାର ପୂର୍ବ 15 ଦିନ ମଧ୍ୟରେ ଏବଂ ପର 15ଦିନ ପର୍ଯ୍ୟନ୍ତ କୌଣସି ରାସାୟନିକ ସାର ପ୍ରୟୋଗ କରାଯାଏନି ତେବେ ଏପରି ପରିସ୍ଥିରେ ସାର ପରିଚାଳନା କରିବା କିପରି? ମୂଳସାର ହିସାବରେ କେଉଁ ସାର ପ୍ରୟୋଗ କରିବା?

    • @krushisampada
      @krushisampada  6 місяців тому

      ମୂଳ ସାର ରେ DAP ଏକର ପ୍ରତି 50kg ଓ potash 25kg ପ୍ରୟୋଗ କରନ୍ତୁ।10-15ଦିନ ପରେ Tricgoderma ଗୋବର ଖତ ସହ ମିଶାଇ ପ୍ରୟୋଗ କରନ୍ତୁ

  • @mrutyunjaydas8055
    @mrutyunjaydas8055 6 місяців тому

    sir ବଡ଼ ଓଉ ଗଛ ରେ ଓଉ ହୋଇଛି କିନ୍ତୁ ଜଡି ଯାଉ ଛି କଣ କରିବା sir ଟିକେ kuntu ପ୍ଲିଜ଼ sir

    • @krushisampada
      @krushisampada  6 місяців тому

      ପ୍ରତି ବର୍ଷ ସାର ଓ ଗୋବର ଖତ ପ୍ରୟୋଗ କରନ୍ତୁ।
      ବର୍ତମାନ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।

  • @mrutyunjaydas8055
    @mrutyunjaydas8055 6 місяців тому

    Sir ପୂଣ୍ଣିମା ଧାନ10 kg ତଳି ରେ sir ଗୋମର ପଟାସ ୟୁରିଆ 10 kg ପକାଇ dhichi ଭୁଲରେ ପ୍ଲିଜ଼ sir କଣ ତଳି ର କଣ ଅସୁବିଧା ହବ କି ଆଉ କଣ kribhb ଟିକେ କୁହନ୍ତୁ ପ୍ଲିଜ଼ 😢😢

    • @krushisampada
      @krushisampada  6 місяців тому

      ଯଦି ଗୋବର ଖତ ପ୍ରୟୋଗ କରି ନାହାନ୍ତି ତେବେ BIOZYME ବା SAGARIKA 1-2kg ପ୍ରୟୋଗ କରନ୍ତୁ।

    • @mrutyunjaydas8055
      @mrutyunjaydas8055 6 місяців тому

      @@krushisampada 10 kg ସାର ଅଧିକ ହୁଇଗଲା କି sir କଣ ଅସୁବିଧା ହବ କି ତଳି ରେ ଟିକେ kuntu ପ୍ଲିଜ଼ sir

  • @ramachandramuduli558
    @ramachandramuduli558 4 місяці тому

    ବାଇଗଣ ଗଛ ର ପତ୍ର ଗୁଡ଼ିକ ଖଦଡ଼ଖଦଡ଼ିଆ ଓ ଅଧିକ ଛୋଟ ପତ୍ର ଆସିଥାଏ। ତାହା ଛଡ଼ା ଫଳ ସବୁ ଛୋଟ ଓ ଟାଣୁଆ ହୋଇଯାଏ।ଯାହାକୁ ଆମେ ଗଛ ଅଣ୍ଡିରା ହୋଇଗଲା ବୋଲି କହିଥାଉ। ଏହାକୁ କି ପ୍ରକାର ରୋଗ କୁହାଯାଏ ଓ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ବିଷୟରେ ପରାମର୍ଶ ଦେବେ। ନମସ୍କାର।

    • @krushisampada
      @krushisampada  4 місяці тому

      ଏହା ବାଇଗଣ ଫସଲ ରେ virus ଜନିତ ଛୋଟ ପତ୍ର ରୋଗ ।ଏହାର ବାହକ ବାଦାମୀ ପତ୍ର ଡ଼ିଆଁ ପୋକ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରାନ୍ତ ପତ୍ର ଡାଳ ଛିଣ୍ଡାଇ ଦିଅନ୍ତୁ।
      Diafenthiuron 50%WP lit ପ୍ରତି 2gm ବା
      Movento lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ

  • @raj_odia_shayari
    @raj_odia_shayari 6 місяців тому

    Baigan gachar କଅଁଳିଆ daanga ଝାଉଁଳି ଯାଉଛି ତାକୁ ଭାଙ୍ଗିଲେ ପୋକ ବାହାରୁଛି କୋଉ ମେଡିସିନ ପକେଇଲେ ଠିକ୍ ହେବ

    • @krushisampada
      @krushisampada  6 місяців тому

      ବାଇଗଣ ଫସଲରେ କାଣ୍ଡ ବିନ୍ଧା ପୋକ ଲାଗିଲେ ଅଗ ପତ୍ର ଝାଉଁଳି ଯାଇଥାଏ।
      ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରାନ୍ତ ପତ୍ର କୁ ଛିଣ୍ଡାଇ ନଷ୍ଟ କରନ୍ତୁ।
      ଜମି ରୁ ଘାସ ସଫା କରନ୍ତୁ।ଆଲୋକ ଯନ୍ତା ଏକର ପ୍ରତି 2ଟି ବ୍ୟବହାର କରନ୍ତୁ।
      Chlorontraniliprole 18.5%SC drum ପ୍ରତି 6ml ବା
      Spinosad 45%SC drum ପ୍ରତି 5ml ବା
      Cartap hydrochloride 50%SP lit ପ୍ରତି 2gm ବା
      Novaluron 5.2%+Indoxacarb 4.5%SC lit ପ୍ରତି 1.75ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

    • @jaykissan893
      @jaykissan893 6 місяців тому

      Baigan ra size bada and chikkan kariba pain kn karibaku padiba sir🙏

  • @sunaramsingh6220
    @sunaramsingh6220 2 місяці тому

    Andia.houchi

  • @RajeshTakri-jt5km
    @RajeshTakri-jt5km 6 місяців тому

    Sir.moka.grat.pai.vidia.banantu

  • @mr.jagabandhusamal3534
    @mr.jagabandhusamal3534 6 місяців тому

    Sir Aapank phone number diantu sir please

  • @arunPasdhan
    @arunPasdhan 2 місяці тому

    Apanka mobile no tike diantu

  • @sunaramsingh6220
    @sunaramsingh6220 2 місяці тому

    Sir.aponko.phone.number.diyontu

  • @pabitradalei9316
    @pabitradalei9316 3 дні тому

    Nice