Gopa Parityaga Pare Krushna Gopaku Pherileni Kahinki ? Dharma Bitarka - ଧର୍ମବିତର୍କ | Sidharth Bhakti

Поділитися
Вставка
  • Опубліковано 11 лют 2022
  • ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମ ରୁ ଗୁରୁବାର ରାତି ୯ଟା ୩୦ରେ ଦେଖି ପାରିବେ I
    ବିତର୍କର ବିଷୟ : ବିଲ୍ୱମଙ୍ଗଳ ପ୍ରସଙ୍ଗରେ କାହାର ଶ୍ରେଷ୍ଠତ୍ଵ ପ୍ରତିପାଦିତ ହୋଇଚି ?
    ସପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ: ସୁରେନ୍ଦ୍ର ନାଥ ଛୋଟରାୟ,ପ୍ରଜ୍ଞା ରାଉତ
    ବିପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ : ବିଦୁତ ପ୍ରଭା ମିଶ୍ର, ନିରଞ୍ଜନ ଶାସନୀ
    ସଂଯୋଜନା: ରଞ୍ଜନ ମହାପାତ୍ର
    ପୁରାଣକୁ ନେଇ ନାନା ମୁନିଙ୍କର ନାନା ମତ, ତେବେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ? “ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ‘ଧର୍ମଯୁଦ୍ଧ’ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପାଞ୍ଚଜଣ ପଣ୍ଡିତ ମାନଙ୍କୁ ନେଇ ବିତର୍କ କରାଯାଇ ଥାଏ ଓ ଦର୍ଶକଙ୍କ ଉପରେ ସିଦ୍ଧାନ୍ତ ଛାଡି ଦିଆଯାଏ | ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ |
    --------------------------------
    ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    ALL THREE CHANNELS NOW AVAILABLE ON:
    EM Digital (Bhubaneswar, Cuttack, Berhampur, Nayagarh, Sambalpur, Koraput, Salepur, Rourkela, Puri, Bhadrak, Kendrapada, Bhawanipatna, Jeypore, Munigada, JK Pur, Bhuban, Balugaon, Angul, Kantabanji), Barsha Vision Cable Network(Balichandrapur), TTV Cable Network(Talcher), Digital Cable TV Network(Balasore), Sahoo Cable Network(Jagatsinghpur), Jajpur Digital Network Services Pvt Ltd(Panikoili), SATCO(Bargarh), Vision Point(Hinjilicut), Khetramani Cable Vision(Soro), Mahesh Cable Network-(Bhadrak), Trishakti Vision(Lathi), Prachi Vision(Bhingarpur), Chitra Cable Network(Mandiapalli), Shiva Shakti Cable Network(Aska), Jaleswar Cable Link(Jaleswar) Maa Tara Tarini Digital(Purusottampur), Subham Cable Vision(Janla), Maa Laxmi Cable Network(Kalapathara), Spacenet Communication(Nimapara), Tarini Sky Vision(Banamalipur), Om Siba Shankar Cable Network(Itamati), Maa Cable TV(Belabahali), ABC(Anil Broad Casting)Digital Network(Gunupur), Purnima Cable Network(Matto), Star Vision(Brahmagiri), Star Vision(Channagiri), Star Vision(Parikuda), Sweet Digital(Kanpur), BMT Digital(Kshatriyabarpu), Mahaveer Trading & Service Co.(Konark), S S Vision(Sheragada), MRK Digital(Haladia), Amit Cable Network(Kaladia), Rajat Sky Tv(Boulanga), Mohini Vision(Gudum), Mahavir Digital(Brahmabarada), Sahoo Cable TV(Chandar), Brundaban Setlite Communication(Badagada), Subham Cable Vision (Dabardhuapatana), BMT Digital(Kirakhai), Adarsh Digital(Kishore Prasad), Maa Laxmi Cable Network(Deuli), Music Trax Multi Vision(Balia),Sukanta Ten Digital(Godisahi),Tarini Cable Network (Badasahara),Daspalla Television Network(Daspalla),Sai Cable TV Network (Choudwar),Sairam Cable Network (Narendrapur),Trimurty Star Vision(Bhanjanagar),Maa Patakhanda Cable Vision(Phulbani),Shiva Shakti Cable Network (Bajrakote) And many more Cable operators.
    Subscribe us on UA-cam to watch clippings & promos of our All 3 Television Channels :
    👉 Sidharth Bhakti : / sidharthbhakti
    👉 SidharthTV: / sidharthtv
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook: / sidharthbhaktiodia
    👉 Like us on Instagram: / sidharthbhakti
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawa
  • Розваги

КОМЕНТАРІ • 170

  • @ashokkumarmishra7424
    @ashokkumarmishra7424 Рік тому +10

    ମୁଁ ମାନୁଛି ପ୍ରଭୁଙ୍କର ସମଗ୍ର ସୃଷ୍ଟି ପାଇଁ କର୍ତ୍ତବ୍ୟ ରହିଛି |
    କିନ୍ତୁ ମୁଁ ସୁଦାମ, ସୁବଳ, ମଧୁମଙ୍ଗଳ, ମାତା ଯଶୋଦା, ନନ୍ଦ ରାଜ ଓ ଶକ୍ତି ସ୍ୱରୂପିଣୀ ରାଧିକା ରାଣୀ ଙ୍କ ସପକ୍ଷ ରେ ରହିବି

    • @kahnucharansahoo6672
      @kahnucharansahoo6672 Рік тому

      ଶ୍ରିମତୀ ବିଦ୍ୟୁତପ୍ରଭା ମିଶ୍ରକଁର କଣ୍ଠସ୍ବର ଅତିମଧୁର,ଭଗବାନ ତାକଁର ମଗଂଳକରନ୍ତୁ

  • @MuraliParida-nh8ix
    @MuraliParida-nh8ix Рік тому +3

    ସର୍ବକାଳେ ଭଗବାନ ସମସ୍ତଙ୍କୁ ଆଶୀର୍ବାଦ
    କରନ୍ତୁ. କାର୍ଯ୍ୟକ୍ରମ ଜାରି ରହୁ

  • @abhirampanda5462
    @abhirampanda5462 Рік тому +1

    ସୁନ୍ଦର ଉପସ୍ଥାପନା, ସମସ୍ତ ଆଲୋଚକ ମାନଙ୍କୁ ଧନ୍ୟବାଦ୍

  • @bhabagrahijena4134
    @bhabagrahijena4134 Рік тому +7

    ଆଜିର ଧର୍ମଚର୍ଚ୍ଚା ଆଲୋଚନା ଚକ୍ରଟି ବହୁତ ବହୁତ ଶିକ୍ଷଣୀୟ, ହୃଦୟସ୍ପର୍ଶି ଓ ଉଚ୍ଚକୋଟୀର ସେମାନଙ୍କୁ ମୋର ଷାଷ୍ଠାଗ ଭୂମିଷ୍ଠ ପ୍ରଣାମ 👏।

  • @sashikantanayak4639
    @sashikantanayak4639 Рік тому +6

    ବହୁତ ବହୁତ ଭକ୍ତିର ଚର୍ଚ୍ଚା. ଜୟ ଶ୍ରୀକୃଷ୍ଣ.

  • @jayantibehera5126
    @jayantibehera5126 Рік тому +3

    🙏ହୃଦ ଛୁଆଁ ଆଲୋଚନା , 🙏
    🙏ଜୟ ଶ୍ରୀ ରାଧାକୃଷ୍ଣ 🙏

  • @bharatidas7169
    @bharatidas7169 Рік тому +1

    ବହୁତ ଭଲ ଲାଗିଲା ଶୁଣିବାକୁ, ସମସ୍ତ ଆଲୋଚକମାନଙ୍କ ଧନ୍ଯବାଦ ଅର୍ପଣ କରିବାକୁ ଇଚ୍ଛା । 🙏🙏

  • @ranendradash1258
    @ranendradash1258 Рік тому +7

    ଭଗବାନ ବାସୁଦେବ ଙ୍କର ଇଛା ସର୍ବକାଳେ ଭକ୍ତଙ୍କର ଉଦ୍ଧାର ପାଇଁ 🙏🏻

  • @user-nf3mk7yi9n
    @user-nf3mk7yi9n 2 місяці тому

    ପଦ୍ମନାଭ ଶ୍ରୀନିବାସ ବିଶ୍ୱରୂପୀ ବିଶ୍ଵନାଥ , କ୍ଷମଶିନ୍ଧୁ ଚିନ୍ତାମଣି ବ୍ରମେଶ୍ୱର୍ ନମସ୍ତେ ନମସ୍ତେ ❤❤❤

  • @jagannathpanigrahi5286
    @jagannathpanigrahi5286 Рік тому +2

    ବହୁତ ସୁନ୍ଦର ।

  • @godabarimangaraj5027
    @godabarimangaraj5027 Рік тому +1

    🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏

  • @ranendradash1258
    @ranendradash1258 Рік тому +1

    ରାଧେ ରାଧେ 🙏🏻

  • @bharatdarsanwithraja5653
    @bharatdarsanwithraja5653 Рік тому +4

    ସାର୍ କହିଲେ ମା ଯଶୋଦା ର ଯେଉଁ ପ୍ରେମ ଥିଲା କୃଷ୍ଣ ତାକୁ ରକ୍ଷା କଲେନାହିଁ,,,,ସାର୍ ଭୁଲିଗଲେ ଯେ ଯେତେବେଳେ ମା ଯଶୋଦା ନନ୍ଦରାଜା ସମସ୍ତେ ମଥୁରା ଯାଇଥିଲେ,,ଦୁଇ ମା ଙ୍କ ମଧ୍ୟରେ କଳି ରହିଲା କୃଷ୍ଣ ମୋ ପୁଅ, ସେତେବେଳେ କଥା ରହିଲା ଦୁଇ ମା କୃଷ୍ଣ କୁ ଡାକିବେ ଜାହା ଡାକରେ କୃଷ୍ଣ ଦୈାଡି ଆସିବେ କୃଷ୍ଣ ତା ପୁଅ,,,,କାହା ଡାକରେ କୃଷ୍ଣ ଦୈାଡି ଦୈାଡି ଆସିଲେ,,,,

  • @MuraliParida-nh8ix
    @MuraliParida-nh8ix Рік тому +1

    ସମସ୍ତଙ୍କୁ ଧନ୍ୟବାଦ

  • @bharatdarsanwithraja5653
    @bharatdarsanwithraja5653 Рік тому +11

    ଜୟ ଜଗନ୍ନାଥ 🙏🙏🙏
    ଯେଉଁ ମହାନ ଲୋକ ଦୁଇ ଜଣ କୃଷ୍ଣ ନଫେରିବା କୁ ଗ୍ରହଣ କରୁ ନାହାନ୍ତି ସେମାନଙ୍କ ତର୍କ ରହିଛି ଯେ ଗୋପପୁର ପ୍ରେମ ଓ ମୋହ ମାୟା ର ସ୍ଥାନ ଗୋପପୁର ର ଶେ ମାୟାକୁ କୃଷ୍ଣ ଭୁଲିଗଲେ,,, କିନ୍ତୁ ସେମାନେ ଏତିକି ଭୁଲିଗଲେ ଯେ କୃଷ୍ଣଙ୍କ ପାଖରେ ମୋହ ନଥିଲା ବୋଲି ତାଙ୍କୁ ମୋହନ କୁହାଗଲା,, ଯାହାଠାରୁ ମାୟା ର ଜନ୍ମ ତାକୁ ମାୟା କିପରି କବଳ କରିବ,,,, ସେଥିପାଇଁ କୁହାଗଲା ଯଦି ପାଇବୁ ଭେଟ ଆଗ ମାୟାକୁ କାଟ,,,ଏହାକୁ ଯଗତକୁ ଜଣାଇବା ପାଇଁ କୃଷ୍ଣ ଫେରିଲେ ନାହିଁ,,,,, କର୍ମମୟ ଜୀବନ ଆଗକୁ ଆଗକୁ କର୍ମ କରିଚାଲ ପଛକୁ ଫେରି ଚାହଁ ନାହିଁ ,,,

    • @nalinisethiy8422
      @nalinisethiy8422 Рік тому +1

      ସୁପ୍ରଭାତ! ଶ୍ରୀକୃଷ୍ଣ ତ ଗୋପପୁରରୁ ମଥୁରାକୁ ଗଲେ ଯେ ଆଉ ଫେରିଲେ ନାହିଁ । କାରଣ ତାଙ୍କର ଜନ୍ମସ୍ଥାନକୁ ତାଙ୍କ ସେ ଫେରିଲେ । ସେ କୌଣସି ନୂଆ ଜାଗାକୁ ଯାଇନାହନ୍ତି ଯେ ତାଙ୍କ ଫେରିବା ଉପରେ ପ୍ରଶ୍ନ ଉଠିବ ? ଦ୍ବିତୀୟତଃ ଗୋପପୁର ଲୀଲାକରି ଯେତିକି ଅସୁର ମାରିବା କଥା ମାରିଲେ । ପୁଣି ଯାହା ବି ଅସୁର ନିଧନ କରିବା ତାହା ମଥୁରାରେ ରହିବା ଆବଶ୍ୟକ ବୋଲି ଅନୁଭବ କଲେ ; ତେଣୁ ଗୋପପୁରକୁ ନ ଫେରି ମଥୁରାରେ ରହିଗଲେ । ତୃତୀୟରେ ସେ ମଥୁରାରେ ଦେବକାର୍ଯ୍ୟ ସମାପ୍ତ ପରେ ଆଉ ମଥୁରାରେ ନ ରହି ଦ୍ବାରକାରେ ରହିଲେ । କେବଳ ଦ୍ବାରକା ନୁହେଁ ଆଜ୍ଞା ! ରହସ୍ୟ ଦ୍ବାରକା । ଯାହାର ରହସ୍ୟ ଦେବ ମାନବ ଗନ୍ଧର୍ବ ଆଦିଙ୍କୁ ଅଜଣା ।
      ମୋର ପ୍ରଶ୍ନ ଯେ ଗୋପୀମାନେ ତାଙ୍କର ସର୍ବଶ୍ରେଷ୍ଠ ଆଦରର ଶ୍ରୀକୃଷ୍ଣଙ୍କୁ ଭେଟହେବା ପାଇଁ ମଥୁରାକୁ ଗଲେ ନାହିଁ କାହିଁକି ? ଅଥଚ ନଦୀ ନାଳ ପାହାଡ ପର୍ବତ ଚାରିଆଡେ ବୁଲିଲେ ଓ ଶ୍ରୀକୃଷ୍ଣଙ୍କୁ ଝୁରିହେଲେ ।।ଜୟଶ୍ରୀକୃଷ୍ଣ ।।

    • @ganganarayan8380
      @ganganarayan8380 Рік тому +1

      Tumor laga nahi paramprabhunkara bhul thik bachucha perhaps mane kahibe Suriya nahi tahele Kan Suriya nahi bandakar Murtha dala

  • @dayanidhipatra4373
    @dayanidhipatra4373 Рік тому +1

    ଓଁ ନମଃ ଭଗବତେ ବାସୁଦେବାୟ

  • @ranendradash1258
    @ranendradash1258 Рік тому +3

    ଓଁ ବାସୁଦେବଂ ସର୍ବମିତି 🙏🏻ଅର୍ଥାତ ଭଗବାନ ସବୁଠାରେ ବିଦ୍ୟମାନ 🙏🏻🧎

  • @nirupamamishra5221
    @nirupamamishra5221 Рік тому +1

    Jay sri Krishna. Sei gotie prashna ra uttara pain mo akhiru luha kebe v sukhuni. Apana mana nku mora koti koti pranam.. Sabubele emiti alochana kale e bidagdha prana ta tike shanti lava karanta. Jay srikrishna.

    • @dasdas416
      @dasdas416 Рік тому

      Mun madhyana bahudina hela bahut byathita jebe tharu ee prasna mo mundaku asilani.........

  • @dancesteps-vaishnavi5639
    @dancesteps-vaishnavi5639 Рік тому +6

    ମୋ ମାୟା ମୋତେ ଅଗୋଚର, କାହୁଁ ଜାଣିବ ଛାର ନର? 🙏🙏🙏

  • @Odia.old.album.
    @Odia.old.album. Рік тому +1

    Ati sunder visaya

  • @nareshdash3796
    @nareshdash3796 Рік тому +2

    ଜୟ ଶ୍ରୀକୃଷ୍ଣ ।

  • @Mahalaxmi1184
    @Mahalaxmi1184 4 місяці тому +1

    Jaya Sri radhe krishna 🙏🌹❤️

  • @MuraliParida-nh8ix
    @MuraliParida-nh8ix Рік тому +1

    Dr madam ଙ୍କ ସ୍ୱର ଅତୀବ ମନ ମୁଗ୍ଧ
    କର

  • @adityakumarmohanty9597
    @adityakumarmohanty9597 Рік тому +2

    Pranam angya bhagaban srikrishna gopaku na asibarakaran kansaku badhakalapare Jarasandha barambara Mathura akramanakala jadikrushna gopapuraku jaithante tebe Jarasanda gopapremajani niriha gopi gopala manaku akramana karithante. Parnapriya gopi gopalanku rakhakaribapain gopaku au ferinathile. Radhe Radhe

  • @bighnarajmishra6985
    @bighnarajmishra6985 Рік тому +3

    ସର୍ବ ପ୍ରଥମେ ଶ୍ରୀକୃଷ୍ଣ ଙ୍କ ଅବତାର ର ମୂଳ ଉଦ୍ୟେଶ ବୁଝିବା ଜରୁରୀ l

  • @samhitawrites2879
    @samhitawrites2879 Рік тому +3

    ଜୟ ଶ୍ରୀକୃଷ୍ଣ 🙏🙏🙏

  • @binapanidash2313
    @binapanidash2313 Рік тому +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ

  • @anjalipanda1681
    @anjalipanda1681 Рік тому +1

    ଜୟ ଜଗନ୍ନାଥ

  • @manashpalai5238
    @manashpalai5238 Рік тому +1

    ମୋ ମହାପ୍ରଭୁଙ୍କ ନାଁ ରେ ଏମିତି କୁହନ୍ତୁନି 🙏 ଯିଏ ସାରା ଜଗତକୁ ଚଳାଉଛନ୍ତି ! ଭଗବାନ ଶ୍ରୀକୃଷ୍ଣ ଙ୍କୁ ଆପଣ ମାନେ ଭୁଲ କେମିତି କହି ପାରୁଛନ୍ତି ? ଏହା ଉଚିତ ନୁହେଁ

  • @bidyutlatapradhan5037
    @bidyutlatapradhan5037 Рік тому +1

    Jay Srikrishna 🙏👍

  • @priyamahato2514
    @priyamahato2514 Рік тому +1

    Very.good.discous.
    Thankyou.all

  • @maheswarsahu1913
    @maheswarsahu1913 Рік тому +2

    Heart touching Topic

  • @shibaprasadsahoo3162
    @shibaprasadsahoo3162 Рік тому +1

    Jay Jay shree radhe Krishna

  • @maniramsabar4263
    @maniramsabar4263 Рік тому +1

    ଜୟ ଶ୍ରୀକୃଷ୍ଣ , ଜୟ ଜଗନ୍ନାଥ 🙏

  • @reenaswain1277
    @reenaswain1277 2 роки тому +1

    Ati heart touching

  • @prabhasiniswain6845
    @prabhasiniswain6845 2 роки тому +1

    ଜୟ ଶ୍ରୀ କୃଷ୍ଣ

  • @basantamallik4011
    @basantamallik4011 Рік тому +1

    Bhagaban jete bele lila kari Baku asanti se jiva pakhare bandhi hoi rahanti nanhi se manaku ramana karanti boli tanka nama heuchhi rama au se manaku akarsita kariniyanti boli se krusna au se thakibare sidha hasta boli se thula bramha thakur

  • @nirmalashaoo2284
    @nirmalashaoo2284 Рік тому +1

    Bahu sundar alochana.

  • @user-nv6od4oq5c
    @user-nv6od4oq5c Рік тому +1

    Jay Shree Radhe Krishna

  • @geetamishra814
    @geetamishra814 Рік тому +4

    tame gala dinu ahe gopinatha .sangita ra murchhana abhibhuta kare . he mahàa bhaaba ra adhikarini aapana nku sata koti pranam

  • @saudamininayak8537
    @saudamininayak8537 10 місяців тому +1

    Jay Shreekrushna. 🙏🙏🙏🙏🙏🙏🙏🙏🙏

  • @rabinarayansamal6521
    @rabinarayansamal6521 Рік тому +1

    Best subject good good good

  • @tripurarimeher2319
    @tripurarimeher2319 Рік тому +1

    Jay Jagannath Jay shree krishna

  • @nabinbeura3225
    @nabinbeura3225 Рік тому +1

    ସେ ତାଜପୁତ୍ର ଥିଲେ। ଶିକ୍ଷା ସମାପ୍ତ ପରେ ବାଳ ଚପଳତା ତ୍ୟାଗକରି ମର୍ତ୍ତ୍ୟକୁ ଆସିବାର ଦାୟିତ୍ବ ଲିଭାଇବାକୁ ଏକମୁଖ ହୋଇ ମଥୁରା ଓ ଦ୍ବାରକାକୁ ଗଲେ।

  • @dushasanpatra9420
    @dushasanpatra9420 Рік тому +1

    JAY JAGANNATH...

  • @sarbeswardash9117
    @sarbeswardash9117 Рік тому +1

    Prabhu Maya dhara mo Maya mote agochara tu ki najanu chara nara tanka Katha jete kahiba saribani Jay shree Krishna radhe radhe baba ki Jay

  • @sankarsahu570
    @sankarsahu570 Рік тому +14

    ଶ୍ରୀକୃଷ୍ଣ ଜଣେ ଅଜନ୍ମା ଯୋଗୀ।ସେ ଜଗତର ଉଦ୍ଧାର ପାଇଁ ଏ ଜଗତକୁ ଆସିଥିଲେ।ସାରା ବିଶ୍ବ ଥିଲା ତାଙ୍କ ଆଶ୍ରୟରେ।ସେ କାହାରି ଦ୍ବାରା ବନ୍ଧା ନ ଥିଲେ।ସେ ଥିଲେ ଅନାସକ୍ତ କର୍ମ ଯୋଗୀ ଯୋଗେଶ୍ୱର। ଏ ସଂସାର ଥିଲା ତାଙ୍କର,କିନ୍ତୁ ସେ ସଂସାରରେ ବନ୍ଧା ନ ଥିଲେ।ସେ କାହିଁବା ଗୋପୀଙ୍କଠାରେ ବନ୍ଧା ରହିବେ?

  • @s.ksahoo5855
    @s.ksahoo5855 Рік тому +1

    sundara samikshya

  • @bapunnayak7425
    @bapunnayak7425 Рік тому +1

    Jay Shree Krishna🙏

  • @nirmalashaoo2284
    @nirmalashaoo2284 Рік тому +1

    Bhagaban manyusya rupa dhari jibamnara pratok muhurtara kete mulyaban se gopa chanti jiban gathanare sikhyara kete abasyaka taha janataku suchaiba saha michha snehare jibanaku kalusita na karibar prerana matra..

  • @reenaswain1277
    @reenaswain1277 2 роки тому +1

    Bah bahre program

  • @dasdas416
    @dasdas416 Рік тому +1

    Kete Sundar alochana sate.....!!!

  • @prabhatguin3062
    @prabhatguin3062 2 роки тому +1

    Jay Jagannath

  • @prasanku.tripathy1574
    @prasanku.tripathy1574 Рік тому +1

    ଗୋଟିଏ କଥା , ଯତ୍ର ଯୋଗେଶ୍ବର. ସ ପଂକ୍ତିଟି ଗେୀଟିଏ ଅର୍ଥ ଯେ ,,, ଯେ ପର୍ଯ୍ୟନ୍ତ ଭଗବାନ କ୍ରୁଷ୍ଣ ଯେ ପର୍ଯ୍ୟନ୍ତ ଧରୁର୍ଧାରି ପାଖରେ ଅଛନ୍ତି ସେ ପର୍ଯ୍ୟନ୍ତ କେହି ଅର୍ଜୂନକୁ ହରାଇ ପାରିବେନାହିଁ.

  • @hrushikeshshankhua1685
    @hrushikeshshankhua1685 Рік тому +1

    Jai Sri krusna

  • @reenaswain1277
    @reenaswain1277 2 роки тому +1

    Program ku 🙏🙏

  • @mastermaneesee2581
    @mastermaneesee2581 Рік тому +1

    Excellent.

  • @user-mw9jt6ow6e
    @user-mw9jt6ow6e 8 місяців тому

    Jay sree krushna Jay jagarnnath Jay Jay ram....

  • @user-sb3zo2zn5k
    @user-sb3zo2zn5k Місяць тому

    ମହାଭାରତ ର କୃଷ୍ଣ ପ୍ରକୃତ କୃଷ୍ଣ। ଭାଗବତ ଓ ଅନ୍ୟ ଗ୍ରନ୍ଥ ରେ ବିଶେଷ କରି ବ୍ରହ୍ମ ବୈବର୍ତ ପୁରାଣରେ ରାଧା କଳ୍ପନା କରି ଆମ ଯୋଗେଶ୍ୱର କୃଷ୍ଣ ଙ୍କ ଧାଜିଆ ଉଡ଼ାଇ ସନାତନ ଧର୍ମର ଅପମାନ କରୁ ଛନ୍ତି। ତାଙ୍କ ବୀରତ୍ବ ତୀକ୍ଷ୍ଣ ବୁଦ୍ଧି ଯୋଗିଶ୍ୱରତା ଆଲୋଚନା ହେଉନି। ଯେତେ ଆଲୋଚନା ହେଲା ୫ପ୍ରତିଶତ ମଧ୍ଯ ସତ୍ୟତା ନାହିଁ।

  • @reenaswain1277
    @reenaswain1277 2 роки тому +1

    Ajaira topic mo manare sabubele prasna uthe

  • @prasantapatra8730
    @prasantapatra8730 Рік тому +1

    God is right,,

  • @sarbeswardash9117
    @sarbeswardash9117 Рік тому +1

    Prabhu Lila Maya radhe radhe

  • @Hemant-oe3qp
    @Hemant-oe3qp 7 місяців тому

    Jay.sri.krusna

  • @reenaswain1277
    @reenaswain1277 2 роки тому +4

    JAY Shree Krishna

  • @nirupamamishra5221
    @nirupamamishra5221 Рік тому +1

    Jete bujhaile mana manuni jama
    Kahinki ferila nahin gopa ku Kanha. 😭😭😭😭😭😭😭😭😭😭😭😭😭😭😭😭

  • @bhubananandaswain3231
    @bhubananandaswain3231 Рік тому +3

    ଭଗବାନ ଶ୍ରୀକୃଷ୍ଣ ନ ଫେରିବା ଯଥାର୍ଥ କାରଣ ଭଗବାନଙ୍କ ଉଦ୍ଧେଶ୍ୟ ଦୁଷ୍ଟଙ୍କୁ ନିବାରଣ କରି ସନ୍ଥ ପାଳିବା ।
    ଗୋପୀମାନଙ୍କ ପ୍ରେମ ଏତେ ସୁଦୃଢ଼ ଥିଲା ଯେ ଯଦି ଭଗବାନ ଫେରିଥାନ୍ତେ ତେବେ ଆଉ ମୁଥୁରା ଫେରି ନ ଥାନ୍ତେ କିମ୍ବା ଭଗବାନ ଆବ୍ରିଭାବ ହେବା ଉଦେଶ୍ୟ ପୂର୍ଣ୍ଣ ହେଇ ନ ଥାନ୍ତା ।
    ପ୍ରେମ, ନିକଟରେ ଥିଲେ ଯେତିକି ଗମ୍ଭୀର ହୁଏ ,ଦୂରରେ ରହିଲେ ତା'ଠାରୁ ଅଧିକ ଗମ୍ଭୀର ହୁଏ ବୋଲି ସେ ଗୋପୀମାନଙ୍କ ନିକଟକୁ ଫେରି ନ ଥିଲେ ।
    ଗୋପୀମାନେ , ନନ୍ଦ ଯଶୋଦା , ଓ ଗୋପପୁର ବାସୀ ଭଗବାନଙ୍କ ପ୍ରତି ଦୂରତା ଯୋଗୁ ଅଧିକ ଭକ୍ତି ଓ ପ୍ରେମରେ ଥିଲେ ଯାହା ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀକୃଷ୍ଣ ଜାଣିଥିଲେ ।
    ଲୀଳାମୟ ନ୍କ ଲୀଳା ଆଲୋଚନା କରିବା ଠିକ କିନ୍ତୁ ତାଙ୍କର ଭୁଲ ଠିକ ବାଛିବା ଭୁଲ । ତେଣୁ ତାଙ୍କ କାର୍ଯ୍ୟ ସବୁବେଳେ ଦିବ୍ୟ ସେ ଯାହା କରନ୍ତି ସଂସାର ର ମଙ୍ଗଳ ପାଇଁ କରନ୍ତି । ଏହିପରି ଆଲୋଚନା ଚାଲୁ କିନ୍ତୁ ଭୁଲ ଠିକ ବଛା ନ ଯାଉ । ଜୟ ଶ୍ରୀକୃଷ୍ଣ ।

  • @pranabmohanty8527
    @pranabmohanty8527 Рік тому +1

    All are right

  • @reenaswain1277
    @reenaswain1277 2 роки тому +1

    Vala karinahanti

  • @nilachalapadhan5882
    @nilachalapadhan5882 Рік тому +1

    Jete kartabya thile madhya.kamsekam tike sukha dukha Buji asuba kha.hele bhagan jaha karntu pranira mangala pain

  • @surendramallik8749
    @surendramallik8749 Рік тому +1

    ପ୍ରଜ୍ଞା ରାଉତ madam ଭୁଲ କହୁଛନ୍ତି,

    • @King-sh2hr
      @King-sh2hr Рік тому +2

      କ୍ଷମା କରିବେ sir ଆପଣ ବୁଝିବା ଟା ଭୁଲ...

  • @bimbadharmohanty5236
    @bimbadharmohanty5236 Рік тому +1

    God always right

  • @rabindranathbaral1813
    @rabindranathbaral1813 Рік тому +5

    ସାରା ସଂସାର ର ସ୍ୱାମୀ ଙ୍କୁ ଗୋପ ରେ ସୀମିତ ରହିବା ଯଥାର୍ଥ ନୁହେଁ ଶ୍ରୀକୃଷ୍ଣ ଯାହା କରିଛନ୍ତି ତାହା ଯଥାର୍ଥ

  • @arjunsobeautifulsahoo2766
    @arjunsobeautifulsahoo2766 Рік тому +1

    While Krishna leaving to mathura, had told "I will return to Vrindavan ".. Krishna never tells lie. What He speaks he does. He had told to kubja to visit her once, and he visited her house. Hence as per Bhagbat puran after killing dantabdkra, he came to Vrindavan and took all gop, gopis jadhoda, nanda baba, Radha rani to Golak Vrindavan by his yogmaya. Hare Krishna

  • @bharatdarsanwithraja5653
    @bharatdarsanwithraja5653 Рік тому +1

    ଗୋପି ମାନେ କୃଷ୍ଣ ପ୍ରେମକୁ ଗୋଳେଇ ଗୋଳେଇ ପି ଥିଲେ ତେଣୁ ସେମାନେ ହେଲେ ଗୋପି,,,,

  • @lingrajsahu6452
    @lingrajsahu6452 Рік тому +1

    Sri bhagaban krushna nischaya gopo jaichanti tanka pache pache pradyumna abon produmna nh pachare syambakumae madhya jaithile.

  • @evenswarpradhan6329
    @evenswarpradhan6329 10 днів тому

    କୁଷନ କେତେ ଚଣ ଗୋପି ମାନଂକ ପ୍ରେମ କରି ଵାହା ଼ହ ଈ ଥିଲେ

  • @sokuntalabehera6782
    @sokuntalabehera6782 Рік тому +1

    Sri krushna Zane Sadharana purusa naThile Se bhagavana kahili pherne pherile bhula heithantha

  • @sangramnayak4170
    @sangramnayak4170 Рік тому +1

    Whatever that might be,but the lord Krishna should return for a short duration

  • @ramakantabehera4856
    @ramakantabehera4856 Рік тому +1

    Krushna nkara abatars jasoda nka kimba Gopi mananka nuhe Sara sansara pai jadi atma paramatma nku kebala bhabare bandhi pariba sakshya ta re bandhiba taha eka dhrusta ta

  • @reenaswain1277
    @reenaswain1277 2 роки тому +1

    MA josoda MA Radha nka prati thik karinahanti

  • @akpeasymath1301
    @akpeasymath1301 Рік тому +1

    Jada Jada hi dharmasya glanivabati bharat avyuthanam adharmasya tadamtanam suryamyaaham..
    Bhagaban nkar lila kichi baki thila jaha samparna karibapain pain tanku jibaku padila.

  • @surendramallik8749
    @surendramallik8749 Рік тому +1

    Surendra sir ଠିକ୍ କହୁଛନ୍ତି

  • @ramaranisenapati5719
    @ramaranisenapati5719 10 місяців тому +1

    Pagya Rout,Niranjan Sirnka bani hurdaya ku Chuila❤

  • @fukunmaster
    @fukunmaster Рік тому +1

    ଅଙ୍କେ ଦ୍ରବ୍ୟ ପ୍ରୀତି ହ୍ରାସ ନିତି ନିତି ଦେଖି ଦେଖି

  • @onlinestudy9705
    @onlinestudy9705 Рік тому +2

    ଆପଣମାନେ କୁହୁଡ଼ିରେ କାହିଁକି ପହଁରୁ ଅଛନ୍ତି?

  • @rashmiranjansahoo173
    @rashmiranjansahoo173 Рік тому +1

    Wright ansarpragyn bhauni

  • @susantasahoo4217
    @susantasahoo4217 Рік тому

    Susanta. Sahoo

  • @reenaswain1277
    @reenaswain1277 2 роки тому +1

    Dr mishra is 💯% right

  • @antarjyamigiri1192
    @antarjyamigiri1192 Рік тому +1

    Chhotray babu jane talented person

  • @binapanipanda1454
    @binapanipanda1454 Рік тому +1

    Kebe nijaku parikshay . Karichhanti ki.?

  • @brajamohanty6220
    @brajamohanty6220 Рік тому +1

    ଭାଇ "ବୃନ୍ଦାବନଂ ପରିତ୍ଯଜ୍ଯ ପଦମେକଂ ଗଚ୍ଛାମି"। ପ୍ରେମ କ'ଣ ତାହା ନଜାଣି ଆଲୋଚନା କରିବା ଯଥାର୍ଥ ନୁହେଁ। ଦୟାକରି ଶ୍ରୀକୃଷ୍ଣଙ୍କର ସମାଲୋଚନା କରନ୍ତୁ ନାହିଁ।

  • @bhaktameher8992
    @bhaktameher8992 Рік тому +1

    କାହାର ନୁହନ୍ତି ସେହୂ ବଶ ।।

  • @reenaswain1277
    @reenaswain1277 2 роки тому +1

    🙏🙏🙏🙏🙏🙏🙏

  • @reenaswain1277
    @reenaswain1277 2 роки тому +1

    Vagban na ferithibaru aji kali puamane bides ku jai nija nija bada bada chakiri re byasta rahi Ma bapa nku vulijsuchanti

  • @avirambhuyan9374
    @avirambhuyan9374 Рік тому +1

    Pravas jyanjya ku nimatran gopimanaku deleni kahinki krushna

  • @reenaswain1277
    @reenaswain1277 2 роки тому +1

    Dr mishra 🙏

  • @kbrana901
    @kbrana901 Рік тому +1

    Rama

  • @dasdas416
    @dasdas416 Рік тому +1

    Ehi Sidhartha bhakti channel ra Malika oo malikani Sitaram Agrawal ebang Namita Agrawal nischayana Krisha oo Radha nkara ansa bisesa.....

  • @saubhagyabiswal4401
    @saubhagyabiswal4401 Рік тому +1

    Shola.sahars.gopi.nku.shola.sahars.krushna.

  • @patikagangadhar5526
    @patikagangadhar5526 Рік тому +1

    Krishna hanka bisayare samasta Bhakta.hangyani but ki he be correct answer janantini nahi.