Mahabharata Yudha Re Sri Krushna Pakshyapata Karinahanti ! Dharma Judhha- ଧର୍ମଯୁଦ୍ଧ |Sidharth Bhakti

Поділитися
Вставка
  • Опубліковано 30 вер 2024
  • ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମ ରୁ ଗୁରୁବାର ରାତି ୯ଟା ୩୦ରେ ଦେଖି ପାରିବେ I
    ବିତର୍କର ବିଷୟ : ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ପକ୍ଷପାତ କରିନାହାନ୍ତି
    ସପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ: ସୁରେନ୍ଦ୍ର ନାଥ ଛୋଟରାୟ, ଶ୍ରୀନିଵାସ ଆଚାର୍ଯ୍ୟ
    ବିପକ୍ଷରେ ଥିବା ପଣ୍ଡିତ ମଣ୍ଡଳୀ : ମାନସ ଦାସ (ରାମାୟଣୀ), ବିଦ୍ୟୁତ୍ ପ୍ରଭା ମିଶ୍ର
    ସଂଯୋଜନା: ରଞ୍ଜନ ମହାପାତ୍ର
    ପୁରାଣକୁ ନେଇ ନାନା ମୁନିଙ୍କର ନାନା ମତ, ତେବେ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ? “ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ‘ଧର୍ମଯୁଦ୍ଧ’ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପାଞ୍ଚଜଣ ପଣ୍ଡିତ ମାନଙ୍କୁ ନେଇ ବିତର୍କ କରାଯାଇ ଥାଏ ଓ ଦର୍ଶକଙ୍କ ଉପରେ ସିଦ୍ଧାନ୍ତ ଛାଡି ଦିଆଯାଏ | ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ |
    --------------------------------
    ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    ALL THREE CHANNELS NOW AVAILABLE ON:
    EM Digital (Bhubaneswar, Cuttack, Berhampur, Nayagarh, Sambalpur, Koraput, Salepur, Rourkela, Puri, Bhadrak, Kendrapada, Bhawanipatna, Jeypore, Munigada, JK Pur, Bhuban, Balugaon, Angul, Kantabanji), Barsha Vision Cable Network(Balichandrapur), TTV Cable Network(Talcher), Digital Cable TV Network(Balasore), Sahoo Cable Network(Jagatsinghpur), Jajpur Digital Network Services Pvt Ltd(Panikoili), SATCO(Bargarh), Vision Point(Hinjilicut), Khetramani Cable Vision(Soro), Mahesh Cable Network-(Bhadrak), Trishakti Vision(Lathi), Prachi Vision(Bhingarpur), Chitra Cable Network(Mandiapalli), Shiva Shakti Cable Network(Aska), Jaleswar Cable Link(Jaleswar) Maa Tara Tarini Digital(Purusottampur), Subham Cable Vision(Janla), Maa Laxmi Cable Network(Kalapathara), Spacenet Communication(Nimapara), Tarini Sky Vision(Banamalipur), Om Siba Shankar Cable Network(Itamati), Maa Cable TV(Belabahali), ABC(Anil Broad Casting)Digital Network(Gunupur), Purnima Cable Network(Matto), Star Vision(Brahmagiri), Star Vision(Channagiri), Star Vision(Parikuda), Sweet Digital(Kanpur), BMT Digital(Kshatriyabarpu), Mahaveer Trading & Service Co.(Konark), S S Vision(Sheragada), MRK Digital(Haladia), Amit Cable Network(Kaladia), Rajat Sky Tv(Boulanga), Mohini Vision(Gudum), Mahavir Digital(Brahmabarada), Sahoo Cable TV(Chandar), Brundaban Setlite Communication(Badagada), Subham Cable Vision (Dabardhuapatana), BMT Digital(Kirakhai), Adarsh Digital(Kishore Prasad), Maa Laxmi Cable Network(Deuli), Music Trax Multi Vision(Balia),Sukanta Ten Digital(Godisahi),Tarini Cable Network (Badasahara),Daspalla Television Network(Daspalla),Sai Cable TV Network (Choudwar),Sairam Cable Network (Narendrapur),Trimurty Star Vision(Bhanjanagar),Maa Patakhanda Cable Vision(Phulbani),Shiva Shakti Cable Network (Bajrakote) And many more Cable operators.
    Subscribe us on UA-cam to watch clippings & promos of our All 3 Television Channels :
    👉 Sidharth Bhakti : / sidharthbhakti
    👉 SidharthTV: / sidharthtv
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook: / sidharthbhaktiodia
    👉 Like us on Instagram: / sidharthbhakti
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

КОМЕНТАРІ • 190

  • @chankynayak1172
    @chankynayak1172 3 роки тому +9

    ଶ୍ରୀ କୃଷ୍ଣ କହି ଯାଇଛନ୍ତି ଏମିତି ସମୟ ଆସିବ ମୂର୍ଖ ମାନେ ପଣ୍ଡିତ ସାଜିବେ ବିନା ଶାସ୍ତ୍ର ପଢି ବିନା ମହାଭାରତ ପଢି ଏବଂ କର୍ଣ କୁ ବୀର କହି କୃଷ୍ଣ ଅର୍ଜୁନ ଙ୍କୁ ଅଧର୍ମୀ କହିବେ

  • @ketanmeher3901
    @ketanmeher3901 3 роки тому +14

    ମହାଭାରତ ଯୁଧ୍ୟ ରେ ଶ୍ରୀକୃଷ୍ଣ ଙ୍କର ପକ୍ଷ୍ୟପାତ ଥିଲା କିନ୍ତୁ ଧର୍ମର ପ୍ରତି ପକ୍ଷ୍ୟ ପାତ କରିଥିଲେ ଆଉ ଅଧର୍ମର ବିନାଶ କରିଥିଲେ ।ବ୍ୟକ୍ତିଗତ ପକ୍ଷପାତ ନଥିଲା ।

    • @priyacharandas7352
      @priyacharandas7352 2 роки тому +2

      ଯେଉଁ ସ୍ଥାନରେ ଭଗବାନ ଶ୍ରୀକୃଷ୍ଣ ସେହି ସ୍ଥାନରେ ଧର୍ମ ।

    • @ommprakash2089
      @ommprakash2089 2 роки тому

      Right

  • @satyachintan5804
    @satyachintan5804 3 роки тому +3

    କୃଷ୍ଣ କୌଣସି ଜାଗାରେ କାହାକୁ ବି ସମର୍ଥନ କରିନାହାନ୍ତି ଏମିତିକି ନିଜ କର୍ମର ଫଳ ପାଇଁ ନିଜେ ଅଭିଶାପ ,ଦଣ୍ଡ ସ୍ବୀକାର କରିଛନ୍ତି। ଜୟ ଶ୍ରୀକୃଷ୍ଣ

  • @trilochannayak9749
    @trilochannayak9749 3 роки тому +14

    ଯେଉଁ ସମୟରେ ଧର୍ମ ପ୍ରତି ଲୋକଙ୍କର
    ଅନାଦର, ଧର୍ମ ପଥରୁ ଓହରି ଯାଆନ୍ତି ସେହି
    ସମୟରେ ଭଗବାନ ନିଜେ ଚେଷ୍ଟ|କରି
    ଧର୍ମକୁ ପୁନ୍ନ ସ୍ଥାପନ କରନ୍ତି, ତାଙ୍କର ଏହା
    କାମ, ଏହାକୁ ପକ୍ଷପାତ କୁହାଯିବ ନାହିଁ |

  • @azimazim9370
    @azimazim9370 3 роки тому +5

    ଶ୍ରୀ କୃଷ୍ଣ ଶ୍ରୀମଦ୍ଭାଗବଦ୍ ଗୀତା ଅଧ୍ୟାୟ ୪ /୮ରେ ବର୍ଣ୍ଣନା କରୁଛନ୍ତି ,
    ସାଧୁ ମାନଙ୍କୁ ରକ୍ଷା କରିବା ପାଇଁ ପାପାଚାରୀମାନକ଼ୁ଼଼ ବିନାଶ କରିବାପାଇଁ ଏବଂ ଉତ୍ତମ ରୂପେ ଧର୍ମ ସ୍ଥାପନ କରିବା ପାଇଁ ମୁଁ ଯୁଗେ ଯୁଗେ ପ୍ରକଟ ହେଉ ଥାଏ ,
    ଏଠାରେ ପକ୍ଷପାତ କିଛି ନାହିଁ ,

  • @harekrisna7054
    @harekrisna7054 3 роки тому +5

    ଧର୍ମର ସ୍ଥାପନ ପାଇଁ ଯାହା କରାଯାଏ , ତାହା କର୍ତ୍ତବ୍ୟ । ସମସ୍ତ ଆତ୍ମ ଭଗବାନ ଙ୍କର ଅଂଶ । ସମସ୍ତଙ୍କ ର କଲ୍ୟାଣ ପାଇଁ ସେ ତାଙ୍କ ର କର୍ତବ୍ଯ କଲେ। ପକ୍ଷପାତିତା ର ପ୍ରଶ୍ନ ନିରର୍ଥକ

  • @cuttacktokavlogs938
    @cuttacktokavlogs938 3 роки тому +6

    ଭଗବାନ୍ କୃଷ୍ନ ଯାହା ଭି କରିଛନ୍ତି ତାହା ଧର୍ମ ର ଜୟ ପାଇଁ, ଯୁଦ୍ଧ ର ଫଳାଫଳ ଆଗରୁ ନିଶ୍ଚିତ ଥିଲା,ଯୁଦ୍ଧ ହେଇଥିଲା କେବଳ ନାମ ମାତ୍ର ଯେ ଆଗତ ଭବିଷ୍ୟତ କୁ ନୀତି ଶିକ୍ଷା ଉଦ୍ଦେଶ୍ୟ ରେ🙏

  • @satyaprakashsahoo5213
    @satyaprakashsahoo5213 2 роки тому +2

    ଆରେ ମୂର୍ଖ କବିମାନେ ପ୍ରଭୁଙ୍କର ଭଲ ମନ୍ଦ ବାଛିବାକୁ ତମେ କିଏ ତମେମାନେ କଣ ପ୍ରଭୁଙ୍କ ଉପରେ

  • @jitendrabal5126
    @jitendrabal5126 2 роки тому +1

    ଦୟାକରି ଅଲୁଚନା ନ କରିବା ଭଲ ଆମେ ନିଜକୁ ପଣ୍ଡିତ କହୁଛନ୍ତି ପ୍ରାଣ ଗଲା ବେଳେ ସବୁ ଭୁଲି ଯିବା 🙏

  • @rabindrakumarmohanty9415
    @rabindrakumarmohanty9415 3 роки тому +3

    ଯୁଗେ ଯୁଗେ ଭଗବାନ ଅବତାର ଗ୍ରହଣ କରନ୍ତି ଧରା ପୃଷ୍ଠ ରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ। ପାଣ୍ଡବ ଓ କୌରବ ମାନକଂ ଚରିତ୍ର କୁ ଦେଖିଲେ କୌରବ ମାନେ ଅଧର୍ମି ଥିଲେ। ତେଣୁ ଶ୍ରୀ କୃଷ୍ଣ ଧର୍ମ ର ସାଥିରେ ଥିଲେ।

  • @himanshusekharsahu9559
    @himanshusekharsahu9559 3 роки тому +4

    ବହୁତ ସୁନ୍ଦର ବର୍ଣ୍ଣନା👌👌👌👌🙏

  • @piyushkumarsahu8412
    @piyushkumarsahu8412 3 роки тому +1

    Shree Krusna judha karai thile ... Eita hauchhi murkhami.. shree Krusna sarvada santi sthapana karibaku chahithile..kintu dusta nku danda deba ra bi darakar tenu dusta nku Krusna danda dele..

  • @biramkumarmandal4669
    @biramkumarmandal4669 3 роки тому +1

    ॐନମୋଃ ଭଗବତେ ବାସୁଦେବାୟ 🙏
    ଆଜ୍ଞା! କୃଷ୍ଣ ପକ୍ଷପାତ କରିନାହାଁନ୍ତି ଯଦି କରିଛନ୍ତି ସତ୍ୟ ଓ ନ୍ୟାୟର।ତାଙ୍କର ଧର୍ମ ରକ୍ଷା କରିଛନ୍ତି।ଏହାକୁ ପକ୍ଷପାତ କହିବା...

  • @niranjanpatra5772
    @niranjanpatra5772 4 місяці тому

    ମାନସ ଦାସ ମହାଶୟଙ୍କ କଥା କାହିବାର ଶୈଳୀ ଏବଂ ପ୍ରତ୍ୟେକବକ୍ତାଙ୍କ ଉକ୍ତିକୁ ଯଥାର୍ଥ ପ୍ରମାଣ କରେଇବାର ଦକ୍ଷତା ବହୁତ ଉଚ୍ଚ କୋଟିର l
    ମହାଶୟ ଙ୍କୁ 🙏🙏

  • @fakircharanbehera7860
    @fakircharanbehera7860 2 роки тому

    Krishna ସ୍ୱୟ ଧରମ୍ ରକ୍ଷା କରିବା ପାଇଁ ଯୁଦ୍ଧ କରୁଛନ୍ତି ଏଥିରେ ପକ୍ଷ ପାତ ରହିଲା କେଉଁଠି।

  • @jitendrabal5126
    @jitendrabal5126 2 роки тому

    ଏହା ପାଗଳ ମାନଙ୍କର ସଭା ଆମେ କଣ ଅଲୁଚନା କରୁଛନ୍ତି ତାହା ଆମକୁ ଜଣାନାହିଁ ଦୟାକରି ଅଲୁଚନା ନ କରିବା ଭଲ🙏🙏🙏

  • @bhupendrajani2124
    @bhupendrajani2124 Рік тому +1

    Athire pandit jitu das sir ku dakibara thila se Sabu jananti

  • @arjunaswain9771
    @arjunaswain9771 3 роки тому +2

    ଏହି ଭଳି ପ୍ରୋଗ୍ରାମକୁ ବହୁତ ବହୁତ ଧନ୳ବାଦ୍।

  • @flutistmalaykumar9244
    @flutistmalaykumar9244 2 роки тому

    ଏସଳେ ଯଦି ମହାଭାରତ ସମୟ ରେ ଥାଆନ୍ତେ, ନିହାତି ରାକ୍ଷସ ହୋଇ ଥାଆନ୍ତେ ଆଉ ଭଗବାନ ଙ୍କ ହାତରେ କୁକୁର ପରି ମରି ଥାଆନ୍ତେ।

  • @trinathbhajansandhya5998
    @trinathbhajansandhya5998 3 роки тому

    ଏହି ମହତ କାର୍ଯ୍ୟକ୍ରମ କୁ ବିଶିଷ୍ଟ ପାଲା ଗାୟକ:-ଗାୟକ ଯୁବସମ୍ରାଟ ଡ଼.ଶିଶିର ପାଢ଼ୀ ଙ୍କୁ ଆମନ୍ତ୍ରଣ କରାଯାଉ ସିଦ୍ଧାର୍ଥଭକ୍ତି ଚ୍ୟାନେଲ ଧନ୍ୟ ହେଇଯିବ ଏବଂ ଆପଣଙ୍କର ଏହି କାର୍ଯ୍ୟକ୍ରମକୁ ଦେଖି ଆମେ ମଧ୍ୟ ଧନ୍ୟ ହେଇଯିବୁ

  • @sanjaykumarroutray2273
    @sanjaykumarroutray2273 2 роки тому +1

    Manas Das ramayani has great intellectual skills

  • @gopalmahanty24
    @gopalmahanty24 2 роки тому

    ତମେ ସବୁ କୋଉ ଖେତର ମୁଳି
    ଭଗବାନ୍ ଙ୍କ ଉପରେ ଆଲୋଚନା କରିବାର ଶକ୍ତି କୋଉଠୁ ପାଇଲ,

  • @ranjankumarpatra2284
    @ranjankumarpatra2284 2 роки тому

    ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେପକ୍ଷପାତ କରି ନ ଥିଲେ, କାରଣ ପାପୀ ଙ୍କୁ ବିନାଶ କରିବା ପାଇଁ ତାଙ୍କର ଅବତାର ଥିଲା ଅକ୍ଷୟ ହେଉ ପୁର୍ଣ୍ୟ ଜଗତେ ଧର୍ମର ହେଉ ଜୟ.

  • @ladukishorepadhy144
    @ladukishorepadhy144 3 роки тому

    🙏 ବିପକ୍ଷରେ ତର୍କ ମାନେ --ବିତଣ୍ଡା ।
    ସମାଜକୁ ବାର୍ତ୍ତା ଯାଉଛି ଯେ ,-
    ଦୁଧ୍ କା ଦୁଧ୍ ପାନି କା ପାନି ,,
    ଏଣୁ ବିପକ୍ଷ ତାର୍କିକ ବ୍ୟକ୍ତି କୁ ପ୍ରାୟ
    ଦର୍ଶକମାନେ ଅପଣ୍ଡିତ କିମ୍ବା ଗାଲୁଆ
    ବୋଲି କହିବେ ।।-- "ସୀମା ବହିର୍ଭୁତ
    ସମାଲୋଚନା ପାଇଁ କ୍ଷମାଦେବେ ।। 🙏

  • @utkalbrahma4589
    @utkalbrahma4589 3 роки тому +1

    ସବୁ କିଛି ର ସମାଧାନ ଅତୀବ ଉତ୍ତମ କିନ୍ତୁ
    ଏହି ଆଲୋଚନାରେ ଆମେ ମାନେ ଜନିପରିଲୁନି କି
    ବିଶ୍ୱେଶ୍ୱର ଭଗବାନ କୃଷ୍ଣ ପକ୍ଷପାତ କରିଛନ୍ତି କି କରିନାହାନ୍ତି

  • @suryachatnya4844
    @suryachatnya4844 2 роки тому

    Ye ସବୁ କଥା କୁହା ଲୋକୋ.....ଆତ୍ମା ଜ୍ଞାନୀ ନୁହଁନ୍ତି

  • @gopalmahanty24
    @gopalmahanty24 2 роки тому

    ମୋତେ ଗୋଟେ କଥା କୁହ
    ଗାନ୍ଧାରୀ ର ପଟି କୋଉ ଜାଗାରେ ଖୋଲିବା କଥା?
    ଦ୍ରୌପଦୀ ବସ୍ତ୍ର ହରଣ ବେଳେ କି ନିଜ ପୁଅ ର ଶରୀର ବଜ୍ର କରିବା କୁ

  • @TikihrudayaCreation
    @TikihrudayaCreation Рік тому

    ମହାଶୟ,ସର୍ବଦା ମୋ ମନ ଭିତରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ,ସେଦିନ କୁରୁସଭାରେ ଦ୍ରୋପଦୀଙ୍କ ବସ୍ତ୍ର ହରଣ ପାଇଁ ଦାୟୀ କିଏ ? ଯଦି କର୍ଣ୍ଣ,ଭୀଷ୍ମ ଭଳି ରଥୀ ଉପସ୍ଥିତ ଥାଇ ପାପରେ ଭାଗି ହୋଇଥିଲେ ସେଠି କଣ ପାଣ୍ଡବ ମାନେ ପାପର ଭାଗି ହୋଇନଥିଲେ କି? କଣ ଏଇଟା ଉପଯୁକ୍ତ ବିଚାର ଥିଲା ଗୋଟିଏ ଦ୍ରବ୍ୟ ସମ ଦ୍ରୋପଦୀଙ୍କୁ ପଶା ଖେଳରେ ବାଜି ଲଗେଇବା,କଣ ଅଧିକାର ଥିଲା ଗୋଟେ ନାରୀକୁ ବାଜି ଲଗାଇବା, ଦ୍ରୋପଦୀର ମତା ମତା ନେଇଥିଲେ କି,ଯଦି ନ ନେଇ ଦ୍ରୋପଦୀଙ୍କୁ ବାଜି ଲଗାଇଥିଲେ ତେବେ ପ୍ରଥମ ପାପ ପାଣ୍ଡବ ମାନେ କରିଥିଲେ।
    ଦୟା କରି କେହି ଜଣେ ମୋର ଏ ଚିନ୍ତାଧାରାର ଉପଯୁକ୍ତ ମାର୍ଗଦର୍ଶନ କରନ୍ତୁ

  • @kaliprasadnageswar5261
    @kaliprasadnageswar5261 3 роки тому +4

    Beautiful,, episod, so wonderful.
    rqst continue it in different different concept.....

  • @jitendrabal5126
    @jitendrabal5126 2 роки тому

    ଆମେ ନିଜକୁ ଜାଣିବା ଆମେ କିଏ କଣ କରୁଛନ୍ତି ନିଜକୁ ନିଜେ ସମଳୁଚନା କରିବା ଭଲ 🙏

  • @chinmaypradhan4746
    @chinmaypradhan4746 3 роки тому +11

    Manas sir speak logical point in all episode

  • @KumarKumar-gy6yg
    @KumarKumar-gy6yg 3 роки тому +1

    ଧର୍ମ ପଟ ହିଁ କୃଷ୍ଣ ସେ ଧର୍ମ ର ଜୟ ପାଇଁ ଯାହା କରିଛନ୍ତି ତାହା ପକ୍ଷ ପାତିତା ନୁହେଁ

  • @prakashbehera3584
    @prakashbehera3584 3 роки тому +3

    ବହୁତ୍ ଭଲ ବିଷୟ।

  • @bbhabanipatra4018
    @bbhabanipatra4018 2 роки тому

    Jai Sri Krishna.......
    Jai Sri Krishna.......
    Jai Sri Krishna.......
    🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @narayanpolai2209
    @narayanpolai2209 3 роки тому +7

    Pandit Manas Das (Ramayani) & Dr. Bidyut prabha devi both are honest logicalist. 🙏 🙏

  • @somanathkhara8368
    @somanathkhara8368 2 роки тому

    କୃଷ୍ଣ ପକ୍ଷପାତ କରିଥିଲେ ଶ୍ରୀକୃଷ୍ଣ।

  • @adityanayak9439
    @adityanayak9439 3 роки тому

    ଯେତେବେଳେ କର୍ଣ୍ଣ ତାଙ୍କ ବାଣରେ ଧକ୍ଷ୍ୟ ଙ୍କୁ ବସିବା ପାଇଁ ଆଦେଶ ଦେଇଥିଲେ ସେତେବେଳେ କୃଷ୍ଣ କଣପାଇଁ ଅର୍ଜୁନଙ୍କୁ ବଂଚାଇବାପାଇଁ ତାଙ୍କ ରଥକୁ ତାଙ୍କ ପାଦରେ ତଳକୁ ଚାପିଦେଇଥୀଲେ ,plz answer ଦିଅ🙏🙏

    • @nksahoo4123
      @nksahoo4123 3 роки тому

      ଅଧର୍ମ ଉପରେ ଧର୍ମ ର ବିଜୟ ପାଇଁ ।
      କାରଣ କର୍ଣ୍ଣ ଏବଂ ଦକ୍ଷକ ନାଗ ଉଭୟେ ଅଧର୍ମୀ ଥିଲେ ।

  • @sudarsankhatua7491
    @sudarsankhatua7491 3 роки тому +3

    ଇଏ ସବୁ ଏଠି ଗୋଟେ ପାଲା ଲଗାଇଛନ୍ତି,ଆଉ ଲୋକ ଙ୍କୁ ଭକୁଆ ବନେଇକି trp ବଢ଼ାଉଛନ୍ତି। ଯେଉଁ ଲୋକ ଦିନେ କର୍ଣ୍ଣ vs ଅର୍ଜୁନ topic re ଅର୍ଜୁନ ଙ୍କୁ ସମର୍ଥନ କରୁଥିଲା,ଆଜି ତାଙ୍କ ବିରୁଦ୍ଧରେ କହୁଛି😆😆

  • @rabindranathmahapatra9962
    @rabindranathmahapatra9962 3 роки тому +1

    Murti puja hue ki nahni pandit mane kahi parileni darskanka upare chadile aau kana paie so karuchanti darsakmannku daki pacharntu

  • @sonakshiparida3832
    @sonakshiparida3832 3 роки тому +2

    ଧର୍ମକ୍ଷେତ୍ରେ କୁରୁକ୍ଷେତ୍ର ସମାବେତା ଯୁଜୁତ୍ସାଵଃ
    ମାମକl ପଣ୍ଡାବା schaiba kim କୁର୍ବତ ସଂଜୟଃ
    ଏ କଥା ଅନ୍ଧ ଧୃତରାଷ୍ଟ୍ର ସଞ୍ଜୟ ଙ୍କୁ ପଚାରୁଛି ନା କି ଅର୍ଜୁନ କୃଷ୍ଣ ଙ୍କୁ ପଚାରୁଛି
    ଏଥିରେ ପଣ୍ଡିତ ମାନସ ଦାସ ମହୋଦୟ ଙ୍କୁ ଛାଡିଲେ 3 ଜଣ unfit

  • @prabhakardas4898
    @prabhakardas4898 2 роки тому

    କରି କରାଏ ଶର୍ବ ମୁହିଁ ମବିନୁ ଅନ୍ୟ ଗତି ନାହିଁ

  • @ashokkumarpanda6910
    @ashokkumarpanda6910 3 роки тому +1

    Adharmi o anyayi manankara sath na daba jadi pakshapat hue, tebe bhagvan sri krishna pakshapat karichantii.... Jai sri krishna 🙏

  • @SureshSuresh-qp6pp
    @SureshSuresh-qp6pp 3 роки тому +1

    Be nanda tu kn Jodhya re thilonaa

  • @sitendas5609
    @sitendas5609 2 роки тому

    Very Good Episode All doubt Was Clear Though by this Programme.

  • @JITU-nu8yz
    @JITU-nu8yz 3 роки тому

    Draupadi krishna nku baha heba ku chanhuthile........ki bekaria loka b ea......kichi v kahuchi...chhii

  • @lalmohansatapathy1775
    @lalmohansatapathy1775 Рік тому

    Excellent divine discussion ।Thanks to all expert participants ।

  • @gayadharpallai2206
    @gayadharpallai2206 2 роки тому

    Jadi Krishna pakhyapat Kari Astra uthaithante gotia dinare kaurab dhonsa hoijaithante

  • @prasantasahu8309
    @prasantasahu8309 2 роки тому

    Ame Samaste bhagabananka Santana.Bhagabana Kebebi Chahibe nahi je nija nija Santana madhyare yudhya hue.

  • @Funnymaza996
    @Funnymaza996 3 роки тому +2

    Very good episode all doubt was cleared through this program

  • @sabitamishra3678
    @sabitamishra3678 3 роки тому +1

    Mo prabhu jahakarichani thik karichanti

  • @maheswardas1034
    @maheswardas1034 Рік тому

    Jadi byaktigat vabe kuhajao se karinanhanti,dharm ku upare rakhi ba pain adharma upare

  • @dbiki
    @dbiki 3 роки тому +1

    ସବୁ ପରେ ବି ଶ୍ରୀ କୃଷ୍ଣ ଧର୍ମ ରକ୍ଷକ

  • @utkalbrahma4589
    @utkalbrahma4589 3 роки тому +2

    ଗୁରୁ ସରଣମ୍ 🙏🏻🙏🏻

  • @namitasahoo1797
    @namitasahoo1797 2 роки тому

    Dharmaku rakhya karibapai pakhypata Kalebi kichi asubidha nahi

  • @utkalbrahma4589
    @utkalbrahma4589 3 роки тому +1

    ସୁନ୍ଦର୍ ନିର୍ଯ୍ୟସ କିନ୍ତୁ ଉତ୍ତର ନାହି

  • @sivacharanajena5568
    @sivacharanajena5568 3 роки тому

    ଧର୍ମ ସ୍ଥାପନ ପାଇଁ କୃଷ୍ଣ କର୍ଣ୍ଣ ରଥ ଚକ ମେଦିନି ଭେଦିଲା ବେଳେ ଅର୍ଜୁନ କର୍ଣ୍ଣ ମାରିବା ପାଇଁ କହିଲେ ।
    ଯୁଦ୍ଧ ଶେଷରେ ଜଣାପଡିଲା ଚକ୍ର ହିଁ ମାରିଛି ।

  • @laxmigouda1650
    @laxmigouda1650 3 роки тому +1

    Sir Mahabharata re kete bele duryadhan mahanota dekhaithile

  • @susantamohanty9151
    @susantamohanty9151 2 роки тому

    Madam karuchanti jarajara that is rong right is jadajada

  • @pabanpyarimahanta9622
    @pabanpyarimahanta9622 2 роки тому

    ଅତି ସୁନ୍ଦର

  • @MohantaMixture
    @MohantaMixture 3 роки тому +1

    ବହୁତ ଭଲ କାର୍ଯ୍ୟକ୍ରମ🙏🙏💐💐

  • @pradipmishra5319
    @pradipmishra5319 2 роки тому

    ଉତରପାଇଲିନି

  • @bhagabatbhagabat6475
    @bhagabatbhagabat6475 2 роки тому

    Jagar nama kanapai kurukhetra jeuthare judha heuthila Abe se jagar nama kana

  • @sanjitkumarbiswal4812
    @sanjitkumarbiswal4812 3 роки тому

    Eithare krushana ta parmaatma se nije ei mahabharat parokhya bhabare kale se nije nama thiba kalusita sarira ku marele kintu se nije nijaku mauthile eita kebala samajaku sikhya dea jau je satya. Nyaya. Dharma. Pathare rahile kasta hue sata kintu sarbada bijaya hin hoithe kapata ra katha ki6i bi nahi se sabu karu6anti tanka binu anya gati nahi

  • @gayadharpallai2206
    @gayadharpallai2206 2 роки тому

    Duryodhan jadi aage prabhunku magithanta Prabhu Duryodhan pakhaku jaithante pandabanka relationship ra mane nathila kintu Duryodhan bhagbananku tucha mane karithila tapare kaurabare 5 jodha Amara thile pandaba kehi Amara nathile kebala Arjuna akamatra bada jodha thile tenu bhagbanakara pakhyapatara question uthuni athare
    Jay jagannath

  • @biswanathsardarbsardar1069
    @biswanathsardarbsardar1069 3 роки тому

    Kurukshetra judha bhitare pakhhypat thila .krishnanku rajyare yadab mane nesha grasta hoi shesha hoigala hasthinapurare dharma sthapana kariba kemiti

  • @jayjagannathjayjagannath3482
    @jayjagannathjayjagannath3482 3 роки тому +1

    Mansa, dash Sir 🙏🙏🙏🙏🙏

  • @gayadharpallai2206
    @gayadharpallai2206 2 роки тому

    Kaurabamane mularu bahuta adhika anyara Rasta dharinele jahaki pandaba kimba mata kuntinka dwara samadhanara Rasta nathila tenu bhagban Chesta karithile

  • @rebatiramandas6706
    @rebatiramandas6706 2 роки тому

    Sudharta bhakti ra dharma yodhya, purana ganthi karykrama re bahuta tatwadhan achhi, annya pravachan re aiemaa kahani bhali laguchhi

  • @Radhekrisna108.
    @Radhekrisna108. 2 роки тому

    Mujhe lagta hai tum hi Bhagwan Ho isliye Bhagwan ko doshi mante ho

  • @debrajnaik1048
    @debrajnaik1048 2 роки тому

    Srikirsan.or.parmatma me antar kiya he pahlejano

  • @maheswarbiswal9293
    @maheswarbiswal9293 7 місяців тому

    Manash ramayani bahut sundar bhabe upastapana karuchhanti,

  • @raghunathsabar979
    @raghunathsabar979 3 роки тому

    Please....pandit Jitu Das nku anantu .....

  • @lipumalik6206
    @lipumalik6206 2 роки тому

    Sar Mera namaskar mein Janna chahta hun koyelaanchal apni hath mein aatmhatya karta hai tu Oscar Insan ka Janam nahin hota jab main Chhota tha Mera man hai mujhe se bola tha kya baat sach hai please ek video wahi Tak lekar please sir hamari gaon mein aur aise bahut yad me aatmhatya kar chuka hai agar Aisa hoga to insane rambunctious ho jaega please mein Janna chahta Mera namaste aapko Jay Jagannath

  • @dibyajibanasangha1342
    @dibyajibanasangha1342 2 роки тому

    Are bhai jie heuchanti Purna tanku apana kahuchanti pakhyapata hare krishna

  • @ommprakash2089
    @ommprakash2089 2 роки тому

    Bhagwan sabubele dharm sahita rahibe

  • @b.k.official2942
    @b.k.official2942 3 роки тому

    Se pandaba pakhyare thile
    Krusna sabube le karna ra astra ru arjunanku banchei chanti

  • @ManojNayak-vw9bq
    @ManojNayak-vw9bq 3 роки тому

    krishna pakhyapata kn pain kari nathanete ki kaurav mane ba adharmi thile pandav mane dharma re thile bhagabn ta dharma stapana pain kichi bi karibe ethire tanku dosa kn pain dia hauchi mun bujhiparilini

  • @gayadharpallai2206
    @gayadharpallai2206 2 роки тому

    Gotia Ratha Chaka matire dabila karna Anya Ratha neiparithante
    Tapare Ratha chakaku karna baharaku aniparinathante karana tanku abhisap thila

  • @mallikgoutam2156
    @mallikgoutam2156 3 роки тому

    Tantara mundia bhagabanra Bhai badge,murkha

  • @kalandicharandas3365
    @kalandicharandas3365 2 роки тому

    Why kunti flew karnna in the river?

  • @trinathmajhi3539
    @trinathmajhi3539 2 роки тому

    Bagichara ghasa upadibara kama heuchi malira ethare pakhyapatara katha rahila kouthi

  • @pravakarsahoo3135
    @pravakarsahoo3135 2 роки тому

    Bhsgawan Krishan agat bhanisuat sabu janithila.

  • @SantoshkBag-zl4eo
    @SantoshkBag-zl4eo 3 роки тому

    Tame sabu bhal se Mahabharat dekh ba ja bo
    Ta pare discuss kar ba

  • @susantabehera9432
    @susantabehera9432 3 роки тому

    Chota ray choda ray chops janichi🙏🏿

  • @JITU-nu8yz
    @JITU-nu8yz 3 роки тому

    Mane ebe ae loka mane bhagwan nku judge karibe

  • @trinathmoharana9515
    @trinathmoharana9515 2 роки тому

    No side only dharm

  • @ratnakarbehera324
    @ratnakarbehera324 3 роки тому +1

    Bahut sundar programme

  • @debrajnaik1048
    @debrajnaik1048 2 роки тому

    Pahale jano ki bhagban kon he phir chr cha karo

  • @prasantasahu8309
    @prasantasahu8309 2 роки тому

    Krishna pakshyapata karithile.

  • @RajM-sx6kb
    @RajM-sx6kb Рік тому

    Manas Das is right

  • @nilamanillenka3348
    @nilamanillenka3348 2 роки тому

    Like it very much

  • @amarpradhan2189
    @amarpradhan2189 Рік тому

    Jay shree Krishna

  • @odiamotivation1995
    @odiamotivation1995 2 роки тому

    Jay shree krishna

  • @shaindribehera9019
    @shaindribehera9019 2 роки тому

    kari karau thae muhi , mo binu anya gati nahi

  • @ancientindianmathematicsan1208
    @ancientindianmathematicsan1208 2 роки тому

    Useless discussion

  • @angelmagicbeginnow369
    @angelmagicbeginnow369 Рік тому

    Om kleem krishnay namah 🙏

  • @angelmagicbeginnow369
    @angelmagicbeginnow369 Рік тому

    Good news 🏹🙏

  • @narayanmohanty791
    @narayanmohanty791 2 роки тому

    Ramayan Babu right..

  • @mallikgoutam2156
    @mallikgoutam2156 3 роки тому

    Bhaga bananku kebe dekhichha,murkha

  • @dineshsahoo7439
    @dineshsahoo7439 3 роки тому

    🙏🏻...Jai shree Krishna...🙏🏻