ଏକନାଥ ସାଜିବେ କ୍ରୀତଦାସ! ବିଜୟଙ୍କ ସହ ମିଶି ଗଢିବେ ନୁଆଦଳ? | Terachha Baana | ତେରଛା ବାଣ

Поділитися
Вставка
  • Опубліковано 11 січ 2025

КОМЕНТАРІ • 57

  • @laxmidharapanda6086
    @laxmidharapanda6086 20 днів тому +16

    ଓଡ଼ିଶାରେ ଏକମାତ୍ର ସ୍ୱାଭିମାନୀ ନେତା ବିଜୟ ମହାପାତ୍ର ଥିଲେ କିନ୍ତୁ ଯେଉଁଦିନ ସେ ତାଙ୍କ ପୁଅକୁ ନବୀନ ପଟନାୟକ ପାଦତଳେ ଲୋଟେଇଦେଲେ ସେହିଦିନ ତାଙ୍କ ସ୍ୱାଭିମାନ ଚୁଲିରେ ପଡିଗଲା !

    • @RanjanBehera-ge1kf
      @RanjanBehera-ge1kf 20 днів тому +1

      ☀️ Absolutely Correct 💯

    • @rohanbharat5467
      @rohanbharat5467 20 днів тому

      ନାହିଁ ଭାଇ।ବର୍ତ୍ତମାନ ମଧ୍ୟ ସାନବିଜୁ ( ବିଜୟ ମହାପାତ୍ର) ଜଣେ ସ୍ଵାଭିମାନୀ ନେତା ଏବଂ PC କାରବାରରୁ ନିବୃତ ବ୍ୟକ୍ତି।

  • @harishchandradash7590
    @harishchandradash7590 20 днів тому +1

    Sathika Akalana.Sundar Upastapana.🙏

  • @pravatkumarmishra9760
    @pravatkumarmishra9760 20 днів тому +2

    ବିଜୟ ଜଣେ ସ୍ବାର୍ଥ ବାଦି କ୍ଷମତା ଲୋଭି ସ୍ୱାଭିମାନ ହିନ ଲୋକ ଆଉ କିଛି କରିପାରିବେନି

  • @nabakishoresubudhi2647
    @nabakishoresubudhi2647 20 днів тому +2

    ବର୍ତ୍ତମାନର ବିଜୟ ବାବୁ ଅତୀତ ବିଜୟ ବାବୁଙ୍କ ଭିତରେ ବହୁ ଫରକ......

  • @pramodapradhan9257
    @pramodapradhan9257 20 днів тому +3

    ନବୀନଙ୍କ ଭବିଷ୍ୟତ ବିଷୟରେ ଓଡ଼ିଶା ବାସି କାହଁକି ଭାବିବେ ନବୀନ କଣ ମୁଣ୍ଡି ବାବୁଙ୍କୁ ଲୋକ ଯେଉଁ ସ୍ନେହ ଶ୍ରଦ୍ଧା ଦେଇ ଗାଦିରେ ବସାଇଲେ ବାବୁ ତାର ପ୍ରତିବଦଳରେ କଣ କଲେ ଓଡ଼ିଆ ଲୋକଙ୍କୁ ଘୃଣା କଲେ ଓ ତାମିଲ ପାଣ୍ଡୁ ହାତରେ ଓଡିଶାକୁ ଟେକିଦେଇ ଘରେ ଶୋଇଲେ ତେଣୁ ଓଡ଼ିଆ ଲୋକ ନବୀନକୁ ତାର ପ୍ରକୃତ ସ୍ଥାନ ଦେଖାଇଛନ୍ତି
    ଦାମ ବାବୁ ନବୀନକୁ ପ୍ୟାରୀ ବାବୁଙ୍କ ବିଦ୍ରୋହରୁ ବଞ୍ଚାଇଥିଲେ ତାର ପ୍ରତିବଦଳରେ ପାଇଲେ କଣ ନଂ ପାଣ୍ଡୁ ଯେତେବେଳେ ଦାମ ବାବୁଙ୍କୁ ଅପମାନିତ କରି ବାହାର କଲା ନବୀନ ବସିକି ମଜା ଦେଖିଲା ଦାମ ବାବୁ ସ୍ପଟବାଦୀ ଲୋକ କଣ ତାଙ୍କର ଭୁଲ ଥିଲା

  • @radhashyamsahoo756
    @radhashyamsahoo756 20 днів тому

    Bipin Bhai ur adress is very bold and truthful Congratulations

  • @prasantaroutraya4952
    @prasantaroutraya4952 20 днів тому

    nice political episode

  • @abdhutpradhan18
    @abdhutpradhan18 19 днів тому +2

    Regional Party is dangerous for Unity and Intigrity of Nation

  • @sasthakumarpurohit2580
    @sasthakumarpurohit2580 20 днів тому +1

    ଯେତେ ହେଲେବି ଏ କା ଗଛର ଫଲ୍ ବାଜେ ଥଲ ଥଲ,,,,,,

  • @gajendranathjena356
    @gajendranathjena356 19 днів тому +1

    ବିଜୟ ମହାପାତ୍ର ଅତି ଉତ୍ତମ ରାଜନୈତିକ ଦକ୍ଷ୍ୟନେତା ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ନିଜର ଦଳଚିହ୍ନଶଙ୍ଖ ପାଇ ବିଜେଡି ଦଳକୁ ବିଜୁବାବୁଙ୍କ ନାମକୁ ରକ୍ଷ୍ୟା ହେଉ😮

  • @aksahoo346
    @aksahoo346 20 днів тому +1

    Agnya upasthapana bahut vala lagila. Kintu aha kete sambhaba. Kete loka amananku grahan karibe samayaku apekhya

  • @bijaysamantaray6537
    @bijaysamantaray6537 20 днів тому

    Thanks

  • @bipracharanjena2736
    @bipracharanjena2736 18 днів тому +1

    ବିଜେଡିର କ୍ଷୟ ନବୀନ ବାବୁଙ୍କ ଆଉ ସମୟ ନାହିଁ କଂଗ୍ରେସ ଓ ବିଜେପି କେବଳ ପ୍ରତିଦ୍ବନ୍ଦୀ ରହିବେ ଆଉ ଆଞ୍ଚଳିକ ଦଳକୁ ଲୋକେ ଗ୍ରହଣ କରିବେ ନାହିଁ

  • @prafulasingh2267
    @prafulasingh2267 20 днів тому +1

    କ୍ରିତଦାସ ଯଦି ଏକନାଥ ସିନ୍ଧେ ହେବେ
    ଉଦ୍ଧବ ଠାକରେ କିଏ ....... କ'ଣ ନବୀନ ?
    ତେବେ ବିଜୟ କ'ଣ ..... ଶରତ ପାୱାର ?

  • @kishorchsrichandan307
    @kishorchsrichandan307 20 днів тому +1

    ବିଜୟ ପୂର୍ବରୁ ନୂଆ ଦଳ କରି ବିଫଳ ହୋଇଥିଲେ। ହୁଏତ ବବି ଙ୍କ ହାତ ରେ କିଛି ଲୋକ ଅଛନ୍ତି କାରଣ ପଇସା ତାଙ୍କ ପାଖରେ ଅଛି।

  • @sureshchandradash6900
    @sureshchandradash6900 20 днів тому +1

    ବିଜୟ ମହାପାତ୍ର ରାଜ ଦଳ, ଓଡ଼ିଶାବାସୀ 1% ପସନ୍ଦ କରୁନାହାନ୍ତି

  • @NilamaniSahu-de9rl
    @NilamaniSahu-de9rl 18 днів тому

    ସତକଥା।

  • @BiduutaravaSahoo
    @BiduutaravaSahoo 20 днів тому

    All things change with time

  • @DebashisMohapatra-j1l
    @DebashisMohapatra-j1l 19 днів тому

    BJD jindabad. Jay Naveen sir 🙏

  • @UpendraBehera-o1z
    @UpendraBehera-o1z 20 днів тому +4

    ସୁନ୍ଦର ଉପସ୍ଥାପନା । ବିଜୟ ମହାପାତ୍ର ଙ୍କ ଭଳି ସ୍ଵାଭିମାନୀ ନେତା ଓଡ଼ିଶାରେ କେହି ନାହାନ୍ତି।

  • @Fighter_is_live
    @Fighter_is_live 16 днів тому

    ମନଗଢା କାହାଣୀ ଓଡ଼ିଆ ଲୋକସବୁଯାଣିଛନ୍ତି

  • @sunilrauto5923
    @sunilrauto5923 20 днів тому

    ନୂଆ ଦଳ ଗଢିଲେ କିଛି ଲାଭ ନାହିଁ,, କଂଗ୍ରେସ୍ ଦଳରେ ସାମିଲ ହୁଅନ୍ତୁ କଂଗ୍ରେସ୍ comming 2029

  • @soumyaranjan894
    @soumyaranjan894 20 днів тому

    Samaya kahiba

  • @ranjannayak8948
    @ranjannayak8948 20 днів тому

    They need a strong face to create another regional party. Pradeep panigrahi & Aparajita can be that face.

  • @BarsabarsaMahanta
    @BarsabarsaMahanta 20 днів тому

    .😊😊😊😅

  • @GaneshprashadSahoo-z9o
    @GaneshprashadSahoo-z9o 20 днів тому

    No. Personan will dedicated their vote to anchalika dal

  • @ParabirPanda-to3rh
    @ParabirPanda-to3rh 20 днів тому

    It does not matter whoever rules over Odisha.The gap between the haves and haves-not must be narrow on the lines of The USA.

  • @sop828
    @sop828 20 днів тому

    Boby Is A Good Servant Poor Master.

  • @BijayketanPattnaik
    @BijayketanPattnaik 20 днів тому

    Mohapatrababoo nka janma nakshatra ku Bjd emti paltei dei chhanti tanka dwara au saga sijhibani. Sia jou dala dharibe vangiba nischita . Ajatha chesta karantuni tanka pachhare jia godeibe sia b budibe .

  • @madhusudannayak9353
    @madhusudannayak9353 20 днів тому

    Biju.ligasi.bina.vote.nahi.

  • @subrataran
    @subrataran 20 днів тому

    ନବିନ ବିଜୟ ମହାପାତ୍ର ଙ୍କୁ ନାତ ମାରିଲା ତାର ଯୋଗ୍ୟ
    ପୁତ୍ର ବାପା ର ଭୁଲ କହି ନବୀନ ର ସରନ୍ ପଶି mla hela

  • @maheswarnanda-e4o
    @maheswarnanda-e4o 20 днів тому

    ଏମାନେ କଣ ଓଡିଶା ର ଠିକା ନେଇଛନ୍ତି ଯାହା ଚାହିଁ ବେ ଓଡିଶା ବାସୀ ମାନିନେବେ

    • @piyushrajkumar15
      @piyushrajkumar15 20 днів тому

      ଏଗୁଡ଼ାକୁ ଗୋଡେଇ ଗୋଡେଇ ଯେଉଁଠି ଦେଖିବ ମାଡ଼ ଆଉ ଏମାନଙ୍କ ସମ୍ପତ୍ତି କୁ ଯୋର ଜବରଦସ୍ତ ଛଡେଇ ନେଲେ ରଙ୍ଗ ଛାଡ଼ିଯିବ

  • @ashokkumarsahoo7041
    @ashokkumarsahoo7041 20 днів тому

    ବିଜୟ ମହାପାତ୍ର ସଫଳ ହେବେ ବୋଲି ବିଶ୍ୱାସ ହେଉନାହିଁ. ଅତୀତରେ ଓଡିଶା ଗଣ ପରିଷଦ ନାମରେ ଏକ ଦଳ ଗଢ଼ିଥିଲେ. କଣ ହେଲା ଆପଣମାନେ ଜାଣିଛନ୍ତି. BJP ବିଜୟ ବାବୁଙ୍କୁ ବିଶ୍ୱାସ କୁ ନେଲାନାହିଁ. ଏହାର ରହସ୍ୟ ବିଜୟ ବାବୁ ଜାଣିଥିବେ. ତେଣୁ ସମୟ ହିଁ କହିବ ଆଗକୁ କଣ ଘଟିବ.
    ଏସବୁ ପାଣ୍ଡିଆନ ର ଗୋଟି ଚାଳନା. ଅରୁଣ ସାହୁ is a flop person. So wait.

  • @chaitanyamallick7484
    @chaitanyamallick7484 20 днів тому

    Nuadall kari gotebi MLA seat kiti patibenahi dekh kn hauchhi kintu nahin babu ku kehi chhadamahi

  • @AchintyaBiswal
    @AchintyaBiswal 20 днів тому

    No MLA with Bobby. U are dreaming. Bobby is only servant of Pandian. No MLA will come with KRITADAS. Mind it.

  • @BishnuchMohanty
    @BishnuchMohanty 20 днів тому

    Janaki.pattanaik.sangare.chora.pirati.kahaku.achhapa.nahi

  • @niranjanrout6358
    @niranjanrout6358 19 днів тому

    ବାର୍ତ୍ତମାନ ଆପଣ କାର କ୍ରୀତଦାସ ହୋଇ ଏପରି ପେଳପୁରା ଚାଟୁକାରିତା କରୁଛ ଟିକେ କହୁନା

    • @TerachhaBaana
      @TerachhaBaana  19 днів тому

      ଆଜିର episode ଦେଖନ୍ତୁ ଜାଣିଯିବେ

  • @bbsenapati2245
    @bbsenapati2245 20 днів тому

    Jaha heba after Naveen Patnaik. Apanka munda bindha Kan pain?

  • @aniltarai9892
    @aniltarai9892 20 днів тому +1

    To gandi kana pai fatuchi 😅😅😅😅

  • @pratapchandrasamal2396
    @pratapchandrasamal2396 19 днів тому

    ହେ ମୋର କ୍ରୀତଦାସ ସାମ୍ବାଦିକ, ତୁମେ କାହାଠାରୁ କେତେ ଅନୁଗ୍ରହୀତ ହୋଇ କାହାର କିଣା ଚାକର ସାଜିଛ ଟିକେ କହିବେ କି। ଦୀର୍ଘ 6 ମାସ ହେଲା ସବୁଦିନ ବିଜେଡି ଭାଙ୍ଗି ଭାଙ୍ଗିବ କହି ହେଉଛ, ହେଲେ ଭାଙ୍ଗୁ ନାହିଁ। ଏବେ କଣ ଗୋଟିଏ ନୂଆ ଦଳ ଗଠନ କରୁଛ। କାହିଁକି ଲୋକଙ୍କୁ ଏମିତି ଗୁଲି ଗପ ସୁନାଉଛ। ରୁବେନ ବାନାର୍ଜୀ ଭଳିଆ ଗୋଟିଏ କାହାଣୀ ବହି ଲେଖ, ଭଲ ବିକ୍ରି ହେବ।

    • @TerachhaBaana
      @TerachhaBaana  19 днів тому

      ତୁମକୁ ଦେଖା ଯାଉନି କି । bjd ପରା ସବୁଦିନେ ଭାଙ୍ଗୁଛି!

    • @pratapchandrasamal2396
      @pratapchandrasamal2396 19 днів тому

      ବିଜେଡି ଭାଙ୍ଗି ଗଲେ ସାଧାରଣ ଓଡ଼ିଆ ଲୋକଙ୍କର କଣ ଲାଭ ହେବ। 6 ମାସରୁ ଉର୍ଦ୍ଧ୍ବ ହେଲା ଗୋଟିଏ ଅପାରଗ ସରକାରଙ୍କୁ ଆମେ ଦେଖି ଆସୁଛୁ। ରାଜନୀତିରେ ସବୁବେଳେ କେହି ନା କେହି କ୍ରୀତଦାସ ରହି ଆସିଛନ୍ତି। କିନ୍ତୁ ସାମ୍ବାଦିକତା ଏତେ ନିମ୍ନ ସ୍ତରକୁ ଯାଇ ନଥିଲା ଯାହା ଏଇ କିଛି ଦିନ ହେଲା ହୋଇ ଆସୁଛି। ସରକାରଙ୍କୁ ପ୍ରଶ୍ନ ପଚାରିବା ସାମ୍ବାଦିକତାର ପ୍ରଥମ କାର୍ଯ୍ୟ। ଅଥଚ ଏବେ ବିରୋଧୀ ଉପରେ ପ୍ରଶ୍ନ କରା ଯାଉଛି। ଚାଟୁକାରିତା ର ଗୋଟେ ସୀମା ଥାଏ।

  • @subratsahani1185
    @subratsahani1185 18 днів тому

    Tata magia sabujana Banda chanal tarcha banda