Consequently all Will join in BJP government, Odisha. Other wise the opposition have no alternative..!!! 24 years Karma ra phala. U can cheat Someone for all the times but u can't cheat all the people for all the times.. This is what the lot of previous Government.!!!
ଧନ୍ୟବାଦ୍ ଅର୍ଗସ୍ ଧନ୍ୟବାଦ୍ ସୁଭାସିସ ସାର୍
ଧନ୍ୟବାଦ ରୁବେନ ବାବୁଙ୍କୁ ଏଇଟା ରୁବେନ ବାବୁ ସ୍ୱତକହିଲା ବଲି ବିଜେଡି ଦଲାରୀ ମାନଙ୍କୁ ର ପାଟୁଛି ରୁବେନ ବାବୁଙ୍କୁ ଗୋଟେ ଧନ୍ୟବାଦ ଜୟ ଜଗନ୍ନାଥ
Thanks to RokThok
ଗଣେଶ୍ଵର ବେହେରାଙ୍କ ବିଜେଡିରେ ଯୋଗଦାନ ପରେ ପାଣ୍ଡିଆନ କ୍ରିତଦାସ ଓ ଗୁମସ୍ତା ଭଳି ଅରୁଣ ସାହୁ ମଧ୍ୟ ଅବାସ୍ତବ ବିଶ୍ୱାସ ହିନ ମନ୍ତବ୍ୟ ଦେଇ ପୂର୍ବରୁ ନିନ୍ଦିତ ହେଉଛି ବୋଲି ଓଡିଶାବାସୀ ଜାଣନ୍ତି ଯେ ପାଣ୍ଡିଆନ ର ଟେକା ନେତା ତଥା ଖୁସାମତିଆ ନେତା ଅରୁଣ😮❤🎉😮
ସେଇଥି ପାଇଁ ଏମାନେ ରାଗି ଯାଇଛନ୍ତି
ଦୁନିଆରେ ସମାଲୋଚନା ରହିବ , ସମାଲୋଚକ ବି ରହିବେ , ଜେତେବଡ ଲୋକହୁଅନ୍ତୁ , ଯେତେବେଳେ ଗୋଟେ ରାଜ୍ୟରେ ଅରାଜକତା ସୃଷ୍ଟି ହେବ ରାଜ୍ୟର ରାଜା ଯେ ସେ ସମାଲୋଚନା ର ପାତ୍ର ହେବେ , ମହାଭାରତ , ରାମାୟଣ ରେ ମଧ୍ୟ ଭଗବାନଙ୍କୁ ମଧ୍ୟ ସମାଲୋଚନା କରାଯାଇଛି
Thanks Mr. Ruben Banarjee
ଗଣେଶ୍ୱର. ବାବୁ. ବିଜେଡିରେ. କେତେଦିନର. ନେତା. ସିଏ. ସିଏ. କହିବେ.
ଅମୃତ ମଣୋହୀ ଜମି ବେଦାନ୍ତକୁ ଦେବା ନବୀନଙ୍କ ଚରିତ୍ର କଣ ଲୋକେ ଜାଣି ଗଲେଣି ।ପାଣ୍ଡିଆନକୁ ଓଡ଼ିଶାର ସବୁ ପାଓ୍ବାର ଦେବା ଏବୀନ ନାମରେ ଏକ କଳା ଅଧ୍ୟାୟ ନୁହେଁ କି। ?
Ruben sir ଆପଣ ଇଲେକ୍ସନ ପୂର୍ବରୁ ଜେଉଁ ଆକଳନ କରି କହିଥିଲେ nabin sir ଙ୍କ ର 😂 ଲୋକ ପ୍ରିୟତାର
Ruben ଭାଇ ତମ ଓଡ଼ିଆ କଥା ହିଁ ପ୍ରକୃତ ଓଡ଼ିଆ ଅସ୍ମିତା ତୁ କଲିକତା ର ହେଲାନି ତକଥାରେ ଅସ୍ମିତା ଗୋଦି chenal ପ୍ରସାର କରୁଛି
କବିଙ୍କ ବର୍ଣ୍ଣନାରେ କାବ୍ୟଟିର ଲେଖକ ଙ୍କ କେହି ବି ପ୍ରତିବନ୍ଧକ ସୃଷ୍ଟି କରି ପାରିବେ ନାହିଁ,କବି ଓ ଲେଖକ ପୁରା ସ୍ଵାଧୀନ, ମୁଁ ରୁବେନ ଜି ଙ୍କୁ ଧନ୍ୟବାଦ୍ ଓ ଅର୍ଗୁସ କୁ ମଧ୍ୟ ଧନ୍ୟବାଦ୍ ଅର୍ପଣ କରୁ ଛି,,,,,,,
ରୁବେନ ଶ୍ରୀ ସତ କଥା କହି ଛନ୍ତି ୧୦୦ % ✓
Number one journalist Sj Ruben Banarji I salute him🙏🙏🙏🧿‼️🧿🏹🏹🏹
ମୁଁ ଯେତିକି ଜାଣିଛି,ଦୁନିଆରେ ସମସ୍ତେ ମିଛ କୁହନ୍ତି କିନ୍ତୁ ଜଣେ ପ୍ରକୂତ ଲେଖକ କିମ୍ବା କବି କେବେ ଭୁଲ କିମ୍ବା ମିଛ ଲେଖନ୍ତି ନାହିଁ, ମୋ ମନ କହୁଛି ଆପଣ ନିଶ୍ଚୟ ଠିକ୍ ଓ ସତ ଲେଖି ଥିବେ.... ବହୁତ୍ ପୂର୍ବରୁ ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ଏଇ କବି ଓ ଲେଖକ, ଏଥି ନିମିନ୍ତେ ସେ ମାନଙ୍କୁ ଦଣ୍ଡ ଭୋଗିବାକୁ ପଡିଛି... ସତ ଟା ବୋଧ୍ ହୁଏ ବାଧୁଛି... ମୁଁ ବହି ପଡିନାହିଁ କିନ୍ତୁ ଲାଗୁଛି ସତ ହୋଇଥିବ 🙏🙏🙏
@@itishreemohanty139 ହଁ ଯ ଲେଖକ କେ ବେ ଭୁଲ ଲେଖିବେ ନାହିଁ। କିନ୍ତୁ ରୁବେନ୍ ଖାଲି ଜଣେ ଲେଖକ ନୁହିଁ ସେ ଜଣେ BJP ର agent ଏଇଟା ଆପଣ ଙ୍କୁ ଜାଣିବାକୁ ହେବ ।
Ganeswarbabu nua dahani
ଏବେ ବି କ୍ରୀତଦାସ ଗିରି ଛାଡ଼ିନି
ଯାହା ହେଉ ଅର୍ଗସ୍ ଆଉ ମାଗିହା ଦୁର୍ଗା ଶିସ୍ କୁ ଗୋଟେ ନିୟୁଜ୍ ମିଳିଗଲା ।
ଭକ୍ତ ହୁଅ କିନ୍ତୁ ଅନ୍ଧ ଭକ୍ତ ନୁହଁ
Tu m.ghian pandu pela chata ta
@Lucky-sk3lo ହଁ ବିଲ୍ କୁଲ୍ ତମ ଭଳିଆ ।
Consequently all Will join in BJP government, Odisha. Other wise the opposition have no alternative..!!! 24 years Karma ra phala. U can cheat Someone for all the times but u can't cheat all the people for all the times.. This is what the lot of previous Government.!!!
Sabu micha pol kholi dele Ruben babu.
Aruna sahu gote dakait.. .....