One Nationa and one Election is not only a good slogan and also very practicable. If any Government whether Centre or State collapse during the tenure, then election for the particular State or Centre for the rest of the period , is very practicable and it will also reduce the election management cost from the state exchequer.
Bhai sei sei question bahut thara pacharucha au answer bi same asuchi. Swadhin babu please come with good questions Then the interview will be more interesting interesting.
Kn chodi heigala seithu desha ra Pradhan mantri 1lakh vote re jituchi jouthi 5 lakh re jitiba katha andhabhakti tamara chadijiba jetebele mariba sabu hana kata hei desha re rajya re setebele modi pela chatuthiba sibaram andhbhakta sahoo
Sadharana mata re bartamana paristhiti re sathik khabar rajanitika tathya ra khabar bi supremo nka nikata re pahanchi nathai pare madhya .tebe bartamana pariprekhire bijujanata paribara ku keundhara re samaniya bijayababu nka avimukhya kipari nirabachina o santira batabarana madhya re aga ku jaipariba taha bijayababu nirbikara hrudaya re purbatana c.m nka sahita khola hrudaya re sabisesa baithaka heba uchita.
Naveen Patnaik ku odisha ku anibare au Ashok das Janata dal ra president virodh dala neta nku mukhya mantri na karei deba pain mukhya bhumika neithile amti naam nele 24 Barsha hela mla hoi parileni. last re kale bale pua ku bjd re miseile kana psin e neta nku media ete dakuchi taha bi bujha paduni.
ବହୁତ ଦିନ ପରେ ଗୋଟେ ଭଲ ଇଣ୍ଟର୍ଭ୍ୟୁ ଦେଖିଲି
ବିଜୟ ବାବୁ ପିତାମହ ଭୀଷ୍ମ ଭଳି ସବୁ ଅନ୍ୟାୟ ଦେଖିଛନ୍ତି ଜାଣିଛନ୍ତି କିନ୍ତୁ ନିରବଦ୍ରଷ୍ଟା
ଦି ଅର୍ଥ ବୋଧକ ଶବ୍ଧ ବେବହାର କରିଥିଲେ, ଏକ ମାତ୍ର ବିଜେପି ନେତା ଖାରବେଳ ସ୍ୱାଇଁ କହିଥିଲେ ବିଜେଡି କୁକୁର ଭଳି ହାରିବ,
Beautiful interview with Hon'ble Bijay Mohapatra sir ❤iii Almighty God may bless both of you with good luck and good health ❤iii
Brilliant expression of an eminent experienced great leader. All should accept it.
🌹🙏🏻🌹
କଥାବାର୍ତ୍ତା ଭଲ ଲାଗିଲା। ଆଗାମୀ ଦିନରେ ବିଜେଡି ଦଳ ଭିତରେ ବହୁତ କିଛି ଘଟିବାକୁ ଯାଉଛି। ବିଜେଡି ଦଳ ଓଡ଼ିଶା ବାସୀଙ୍କ ଆକାଂକ୍ଷା ର ଦଳ। ତାକୁ ସ୍ୱାର୍ଥପର ଗୋଷ୍ଠୀ ନିଜ ଅକ୍ତିଆର କୁ ନେଇ ନେଲେ। ଦେଖା ଯାଉ ଆଗକୁ କଣ ହେଉଛି।
ବିଜୟ ମହାପାତ୍ର ଗଢିଥିବା ଦଳ ୨୪ ବର୍ଷ ଶାସନ କଲା
True legend politician odisha Sir Bijoy Mohapatra
Really garba and ahankaar
ଶ୍ରୀଯୁକ୍ତ ବିଜୟ ମହାପାତ୍ର ମହାଶୟ,
ଆପଣଙ୍କ ପୁଅ ଏବେ ଆମ ପାଟକୁରା ରୁ ବୁଜେଡି ଟିକେଟ୍ ରେ ଜିତି ଏମ୍ ଏଲ୍ ଏ ରହିଛନ୍ତି। ରାଜନୀତିରେ ତାଙ୍କର ସ୍ୱତନ୍ତ୍ର ପରିଚୟ ନଥିଲା। କେବେ ତାଙ୍କୁ ଆମେ ଜନତାଙ୍କ ନେତା ଭାବେ ଦେଖିନଥିଲୁ।
ନିର୍ବାଚନ ପ୍ରଚାରରେ ତାଙ୍କୁ ଆମେ ଦେଖିନୁ। ତଥାପି ଆପଣଙ୍କୁ ଜାଣିଥିବା ହେତୁ ଭୋଟ୍ ଦେଲୁ।
ଏମ୍ ଏଲ୍ ଏ ହେବା ପରେ ମଧ୍ଯ ସେ ଅଦ୍ରୁଶ୍ଯ।
ଆଞ୍ଚଳିକ ସମସ୍ଯା ଜାଣୁନାହାନ୍ତି।
ଅଞ୍ଚଳରେ କ'ଣ ବିକାଶମୂଳକ କାମ କରାଯାଇପାରିବ,ଲୋକେ ଅପେକ୍ଷା ରଖିଛନ୍ତି, ନୂଆ ଏମ୍ ଏଲ୍ ଏ ମହାଶୟ ଜାଣନ୍ତିନି।
ଏମିତି ୫ ବର୍ଷ ସରିଯିବ।
ତା' ପରେ ତାଙ୍କ ପାଇଁ 'ବିଜୟ ମହାପାତ୍ର ଙ୍କ ପୁଅ' ପରିଚୟ ଆଉ କାମ ଦେବନି।
ତୁ ଛୋଟ ପିଲା ଟା ତୋ ବାପା କୁ ପଚାର😂
ସତକଥା ଲେଖିଛନ୍ତି।
ବିଜୁ ପଟ୍ଟନାୟକ ଲିଗାସି କ'ଣ ଓଡିଶା ଥିବା ପର୍ଯ୍ୟନ୍ତ ଥିବ ? ଓଡିଶା ମାଟିରେ ଜନ୍ମ ଗ୍ରହଣ କରୁଛନ୍ତି ସବୁ ଗୋବର ମୁଣ୍ଡ ?
Bhai Kan lekhi Lila@@kishorchsrichandan307
ଉପଯୁକ୍ତ ଶବ୍ଦକୋଷ, ମୁଁ ଆପଣଙ୍କ ଶବ୍ଦକୋଷକୁ ସମର୍ଥନ କରୁଛି.@@kishorchsrichandan307
PranamBijayaBhai you are great
Best leaders bijaya mahapatra
Excellent interview with interaction 😊
Hero of Odisha politics Sj Bijaya Mohapatra .
Beautiful interview
ଧନ୍ୟ ବିଜୟ ବାବୁ , ପରିସ୍ଥିତି ଯେମିତି ହେଉ ନା କାହିଁକି ମା' କଣ ମାଉସୀ ହେଇଯିବ ନା କଣ ?
ବିଜୟ ମହାପାତ୍ର ବିଜୁବାବୁଙ୍କ ସମୟରେ ସୁପର ଚିଫି minister
ବିଜୟ ମହାପାତ୍ର ମହା ଅହଙ୍କାରୀ ଗର୍ବୀ, କ୍ଷମତା ଲାଳସୀ ମିଥ୍ୟାବାଦୀ କୁଟନିତି ର କ୍ରୁର ବ୍ୟକ୍ତିତ୍ୱ, ଓ ନୀତିହୀନ ରାଜନେତା ଲୋକ ପ୍ରତ୍ୟାଖ୍ୟାତ ବିବାଦୀୟ, ଦୁର୍ନୀତି ବିଶାରଦ, ତାଙ୍କୁ ନବୀନ ବାବୁ ସାବାଡ଼ କରି ନିରଙ୍କୁଶ ଶାସନ କଲେ, ଅବଶେଷରେ ବିଜୟ ନିଜ ପୁତ୍ରମୋହ ପାଇଁ ନବୀନ ଙ୍କ ସହିତ ନୈପଥ୍ୟ ସାଲିସକାରୀ, ତାଙ୍କ ମନ୍ତ୍ରିତ୍ୱ କାଳ ରେ ଜଳସମ୍ପଦ ବିଭାଗରେଯନ୍ତ୍ରୀ ବଦଳିନିଲାମ କେଳେଙ୍କାରୀ ସର୍ବଜନ ବିଦିତ ଯାହା ଅନୁସନ୍ଧାନ ହେବା କଥା, ଓଡିଶା ପାଇଁ ତଥା କେନ୍ଦ୍ରାପଡ଼ା ପାଇଁ ତାଙ୍କର ଅବଦାନ ଶୂନ, କେବଳ ବାକ୍ୟବୀର ଘୋର ଅବିମୃଷ୍ୟ କାରୀ ଉଦ୍ଧତ, ଜଟିଳ କୁଟିଳ ରାଜନୀତିଜ୍ଞ, ଶ୍ରମିକ କର୍ମଚାରୀ ଙ୍କ ସ୍ୱାର୍ଥ ବିରୋଧୀ, ତାଙ୍କ ଦୁର୍ନୀତି ର ସଠିକ ଅନୁସନ୍ଧାନ ହେଲେ ସବୁ ଫର୍ଦାଫାଶ ହୁଅନ୍ତା
Straight forward politican 👌
One of the Rarest of the Rare Gem of Odisha Politics @Bijaya Mahapatra
Bijay sir jane mahanuvabi rajaneta & val manish. God bless you sir
୨୫ ବର୍ଷ ପରେ ଯେତେ ଯାହା କରିଥିଲେ ଏପରିକି ନଵୀନ ବାଵୁ ନିଜେ ପ୍ରଚାର କରିଥିଲେ ମଧ୍ୟ ଦଳ ଜିତି ନଥାନ୍ତା, ଏକଥା ନବୀନ ବାବୁ ଭଲ ଭାବେ ଜାଣି ପାରିଥିଲେ, ସେଥିପାଇଁ ପାଣ୍ଡିଆନ ଙ୍କୁ ପଠାଉଥିଲେ।
Check the winning vote difference of bjp candidate....
ବିଜୟ ବାବୁ ଭଳି ନେତା ଙ୍କ ପାଟି ବି ଚୁପ୍, କଣ ପୁଅ ପାଇଁ ଏ ଦଶା
ସେ ତ କହିଲା ବାଲା ଜଣେ, ଆଉ କିଏ କହନ୍ତି କି, କାହା ବିରୋଧରେ କହିବେ, ସେତେବେଳେ ବିଜେପିରେ ଥାଇ ଦେଖିଲେ ବିଜେପି ବିଜେଡି ପ୍ରେମ, ଏବେ ବିଜେଡିକୁ ପୁଅ ଗଲେ ବି ଦେଖୁଛନ୍ତି ବିଜେପି ବିଜେଡି ପ୍ରେମ, କିଏ କହିଲାଣି ଭାରତ ରତ୍ନ ତ କିଏ କହିଲାଣି ରାଷ୍ଟ୍ରପତି, ନିର୍ବାଚନ ବେଳେ ବିଜେପି ଯାହା ବିରୋଧ କରି ପାଣ୍ଡିଆନକୁ ଟ୍ଯାର୍ଗେଟ କରିଥିଲା! କଣ ତାଡିଲା ଆଜି ଯାଏ
This is right 👍
ବିଜୟ ଦାଦା ଖାଣ୍ଟି କରଣ ନେତା❤❤❤
Good answer sir, good things
ବରିଷ୍ଠ ଶବ୍ଦ ବଦଳରେ ବର୍ଷିଆନ ଶବ୍ଦ ବ୍ୟବହାର କଲେ ଭଲ ହେବ. ବରିଷ୍ଠ ନେତା, ବରିଷ୍ଠ ସାମ୍ବାଦିକ ଏ ଶବ୍ଦ ଏକପ୍ରକାର ଶସ୍ତା ହୋଇଗଲାଣି.
ନବୀନା ହିଞ୍ଜିଳିରେ ଅମାନତ ହରାଇଥାନ୍ତା, ଜାଣିକରି ପ୍ରଦୀପ ପାଣିଗ୍ରାହୀଙ୍କୁ injured କରିଦେଲେ.
Nabina amanat hareuthaanta naveena buluthila auu pandu sabu adaku jauthila auu kan naveena cycle neiki ghare ghare bulithanta bulithile chodi pajeithanta ete jadi kakadhua ta nije harila auu gote jagare ananat jau hau rahila kala bala lageiki evm auu pradeep panigrahi ku injured kari lajya nahi enananku auu bjd sunn heijiba jete anayaa atyachar karichi vagaban sahileni auu bjd rahibani agga rajyasabhasabu bjp re misiba tapare opreation lotous mla asibe jaha baki thibe chanchi heijibe 29cre
ବିଜୟ ମହା ପାତ୍ର ଆସିଲେ ବି, BJD, ରିଭାଇବ କରି ପାରିବନି
I like Bijaya mahapatra answers 🌹
ବିଜୟ ମହାପାତ୍ର ଭଳି ଲୋକପ୍ରିୟ ନେତା ଓଡ଼ିଶାରେ ନାହାନ୍ତି। କିଛି ନିନ୍ଦୁକ ତାଙ୍କର ଅପପ୍ରଚାର କରୁଛନ୍ତି।
ନବୀନ ବାବୁ ତାଙ୍କୁ ରାଜନୀତି ରୁ ଦୁରେଇ ଦେଇ ଠିକ୍ କରି ନାହାନ୍ତି। ନିଜ ପାଇଁ କଳଙ୍କ ରଖି ଗଲେ ନବୀନ ବାବୁ। ବହୁତ ନେତାଙ୍କ ଭବିଷ୍ୟତ ଅନ୍ଧକାର କୁ ଠେଲି ଦେଇଛନ୍ତି, ନବୀନ ବାବୁ। କିଛି ବଞ୍ଚିଛନ୍ତି କିଛି ନାହାନ୍ତି। ଇତିହାସ ହୋଇ ରହିଯିବ ।
ବିଜୟ ମହାପାତ୍ର ଅଛନ୍ତି ଏବଂ ରହିବେ ।
ନବୀନ ବାବୁ ଙ୍କ ରାଜନୀତି ସରିଗଲା । ବୟସ ତାଙ୍କୁ ସହାୟତା କରିବ ନାହିଁ।
Yes
ମତଲବି ବିଜୟ । ଚିହ୍ନିବା କଷ୍ଟ ।
☀️ Absolutely Correct 💯
ମହାଶୟ କଣଅ ଚିହ୍ନଁ ରହିଲା, ମତଲବି କଣ ହେଲେ
@@mihirakumarnayak2339 ☀️ ଯିଏ ବିଜୟ ମହାପାତ୍ରଙ୍କୁ ଦଳରୁ ବାହାର କରି ଦେଇଥିଲା.. ତାହାରି ପାଖରେ ତାଙ୍କ ପୁଅ ଯାଇ ଶରଣ ପଶିଲେ..ଏବେ ପୁଣି ପ୍ରଶଂସା କରିବା.. ଏଥିରୁ କ'ଣ ବୁଝିହେବ.. ସ୍ୱାଭିମାନ କେଉଁଠି ରହିଲା..?
ବିଜେଡ଼ିର ପ୍ରାଣ ମାନନୀୟ ବିଜୟ ବାବୁ ।
Bijay Mohapatra is the heart ,lungs & Soul of BJD .
Absolutely right sir ❤👌👍🙏❤️
Thank. You. Bijaybabu
All are right ans sir
Pandian heuchhi tulasibanar bagha❤❤❤❤
ବିଜୟବାବୁ ଜୟ ହୋ
ଏ interview ରେ ବିଜୟ ମହାପାତ୍ର ଏତେ ଭୟାଳୁ ଯେ ସତ କଥା କହିବାକୁ ଅପ୍ରସ୍ତୁତ l ଇଏ ଗୋଟେ ମସ୍ତବଡ଼ ଦଲାଲ
Excellent excellent excellent
Swadhin babu
Great leader
New ଦଳ ଗଢିବାର ପୂର୍ବାଭାସ
One Nationa and one Election is not only a good slogan and also very practicable. If any Government whether Centre or State collapse during the tenure, then election for the particular State or Centre for the rest of the period , is very practicable and it will also reduce the election management cost from the state exchequer.
କେବେ କଣ ସବୁ IAS, IPS ଓ ସରକାରୀ ପଦାଧିକାରୀ ଶାସନାଧିନ ଦଳ ପାଇଁ ପ୍ରଚାର କରିବା ବିଜୟ ବାବୁ ଦେଖିଥିଲେ କି ସେ ବିଷୟ କୁହନ୍ତୁ
ସେକଥା ଯେତେବେଳେ କହିବା କଥା କହିଛନ୍ତି, ବିଜୟ ମହାପାତ୍ର ଶସ୍ତା ଲୋକ ନୁହଁ ଯେ ଯେଉଁଠ ପାଇ ସେଠି ୟାଡୁ ସାଡୁ କହିବେ!
NABINA 2JANA POLICE HAT DHARI CHALAIBA PUBLIC TAXPAID MONEY NABA THICK NUHAN.BIJAYA OPENION KAN?
Bhai sei sei question bahut thara pacharucha au answer bi same asuchi.
Swadhin babu please come with good questions Then the interview will be more interesting interesting.
Jay Jagannath🙏
ବିଜୟ ସାର, ଜଣେ ଆଞ୍ଚଳିକ ଦଳର ମୁଖ୍ୟଙ୍କୁ କଣ ଦଳର ଅଭ୍ୟନ୍ତରୀଣ କଥା ଜଣାଇବାକୁ ଲୋକର ଆବଶ୍ୟକ ପଡେ? ସେ ଅନ୍ୟ ଉପରେ କାହିଁକି ନିର୍ଭର କରୁଥିଲେ? Confidence ରଖିବା ଭଲ, କିନ୍ତୁ over confidence ବହୁତ ଖରାପ।
ଯାହା ହେଲେ ବିଜୟ ବାବୁ ସବୁ ଭୁଲିଗଲେ ସ୍ବାର୍ଥ ପର ହେଇଗଲେ କ୍ଷମତା ପାଇଁ
ବିରୋଧି ଦଳର ଭୁମିକା ଠିକ ସେ ଚଳାଇ ପାରୁ ନାହାଁନ୍ତି କି ଆଗକୁ ମଧ୍ୟ ପାରିଵେ ନାହିଁ ଯଦି ବିଜୟ ବାଵୁଙ୍କୁ ପାଟିକୁ ଫେରାର ଆଣି କାହାକୁ ଇସ୍ତଫା ନେଇ ବିଧାନ ସଭାକୁ ପଠାଇ ପାରନ୍ତେ ତେବେ ପାଟି ବିରୋଧିଦଳ ଭୁମିକା ବେଶ ତିକ୍ଣ ଏବଂ ଦୃଢ ହୋଇପାରନ୍ତା
ବିଜୟ ବାବୁ ଯାହା କହିଲେ ଶଂପୁର୍ଣ ଠିକ କଥା 🙏🙏
ନବୀନବାବୁ ରାଜନୀତି କଣ ଜାଣିଛନ୍ତି ଯେ ସେ ଶାସନ ରେ ଥିବାବେଳେ କିମ୍ବା ବିରୋଧ ଦଳରେ ରହିବା ଏକା କଥା ନବୀନ ବାବୁ ସରକାର ଅଧିକାରୀ ଙ୍କ ଦ୍ୱାରା ଶାସନ ଚଲାଉଥିଲେ. ନବୀନ ବାବୁ ଦୀର୍ଘ ବର୍ଷ ରେ କିଛି ଉନତି କରି ପରି ନ ଥିଲେ. କେବଳ ପାଣ୍ଡୁ କିଛି କିଛି ଆଖି ଦୃଶିଶିଆ କାମ ଶେଷ ସମୟ ରେ କରି ନା ନେବା ପାଇଁ ଚାହିଁଥିଲେ. ଏପରିକି ପାଣ୍ଡୁ ନିଜେ ମୁଖ୍ୟମନ୍ତ୍ରୀ ହେବାପାଇଁ ମନେ ମନେ ସ୍ଥିର କରିଥିଲେ. ସେଥିପାଇଁ କଣ୍ଟାବାଞ୍ଜି ବିଧାନ ସଭା ପଦଟିକୁ ନିଜ ପାଇଁ ସୁରକ୍ଷିତ ରଖିଥିଲେ.
Everywhere people were rebellious .
ଧାନ କୁଟି ଛୁଆ ,ଅଜନ୍ତା ବୁକ୍ ଷ୍ଟୋର ( କେନ୍ଦ୍ରାପଡ଼ାରେ ) ପେନ୍ସିଲ୍ କାଟୁ ଥିବା ଲୋକ କହୁଛି ଆମେ ମିଡିଆରେ ଶୁହୁଁଚୁ ,, ଧନ୍ୟବାଦ୍ ।
Bujhi helanai bhai tk bujhaiebe
କେଦାର ମିଶ୍ର ମହାଶୟ ଙ୍କ interview ଥରେ ନିଅନ୍ତୁ,,ସେ କଣ କେମିତି ପ୍ରତିକ୍ରିୟା ରଖୁଛନ୍ତି
Visionary
Bijay bhai namaskar
ପାଣ୍ଡିଆନ ଓଡିଶା ରାଜନୀତି କୁ ଯଦି ଆସେ ତାହେଲେ ପଥର ମାଡ଼ ଖାଇବ ନିଶ୍ଚୟ.... 👍
Right
Bijay sabubele spastabadi
Right.sir
OTV ସାମ୍ବାଦିକ ବନ୍ଧୁ ଟିକେ ପଚାରନ୍ତୁ ରାଜ୍ୟପାଳ କାହିଁକି ଇସ୍ତଫା ଦେଲେ ପଚାର
Right right
ପାଣ୍ଡିୟାନଟାଗୋଟେବିଶ୍ୱସଘାତକସଇତାନଚୋରସେବହୁତଟଙ୍କାପାଣ୍ଠିକରିଛି🎉ଅଧର୍ମବିତ୍ତବଢେବହୁତଗଲାବେଳେଯାଏମୁଳସହିତ🎉
ଆପଣ ଆସନ୍ତୁ ବିଜେଡି ପୁଣୀ power କୁ ଆସୁ 🎉
ବିଜୟ ମହାପାତ୍ର କିମ୍ବା ନବୀନ ପଟ୍ଟନାୟକ ଚାହିଁଲେ ମଧ୍ୟ ବିଜେଡି ଶାସନ ଗାଦି କୁ ଆସିବା ସମ୍ଭାବନା ନାହିଁ ।
ଗୋଟିଏ କଥା ମୁଁ କହିବି ପାଟିର ତଥା ସରକାରର ମୁଖିଆ ହିସାବରେ ନବୀନବାଵୁ ନିଜେ ପ୍ରଚାର ମଇଦାନକୁ ନ ଓହ୍ଳେଇବା ଏକ ଭୁଲ ନିର୍ଣ୍ଣୟ ଏବଂ ଦଳର ନିର୍ଣ୍ଣାୟକ ଭୂମିକାରେ ନବିନବାଵୁ କେମିତି ପାଣ୍ଡିଆନକୁ ଛାଡି ପାରିଲେ ଏହା ନିଶ୍ଚିତ ଦଳର ମୁଖିଆ ହିସାବରେ ନବୀନବାବୁ ମଧ୍ୟ ପ୍ରକାରାନ୍ତରେ ଦାୟୀ
ଯାହା ହେଉ ଏମିତି ଇଣ୍ଟର୍ଭ୍ୟୁ ପଚାରିବା ପାଇଁ ସାମ୍ବାଦିକ ଡରୁଛନ୍ତି ,
ବିଜୟ ବାବୁ ଦୋଗୋଲା ନେତା
ବିଜୟ ଜଣେ ସୁବିଧାବାଦୀ, ପୁଅକୁ ବିଜେଡିକୁ ଦେଇ ସ୍ୱାର୍ଥହାସଲ କିଏ କଲା, କଥାକୁହା କପିଳା, ଆଗକୁ ଖାଲି 😂😂😂, ଜୟ ଜଗନ୍ନାଥ.
👌🙏👍
ଦାୟିତ୍ଵ ନେବ ଉତ୍ତର ଦାୟିତ୍ଵ ନେବନି କେମିତି?କଅଣ ଖାଲି ମିଠା ଖାଇବ ପିତା ଆଉଜଣେ ଖାଇବ ?
Nabin's administration is in the north pole and Biju babu's administration is in the south pole.
Main vilian Nabin Pattanaik.
Pandian fully responsible
💯 🎉🎉🎉🎉🎉
ଓଡିଶା ରେ ଚିଫ ମିନିଷ୍ଟର କ୍ୟାଣ୍ଡିଡେଟ ହାରୁଛନ୍ତି ମାନେ ୟାଠୁ ଲଜ୍ୟା କର ଘଟଣା କଣ ହୋଇପାର ରାଜନୀତିରେ (ଉଦାହରଣ ---ନବୀନ ବାବୁ ) କଣ୍ଟାବାଞ୍ଜ ରୁ ହାରିଲେ,,, ହିଞ୍ଜିଳି ରୁ ଜଷ୍ଟ ହାରୁ ହାରୁ ଜିତିଲେ
EVM thile laxman bagh bhali loka jitibe 😁😁😁
Very good government changed for 5 year.
Kn chodi heigala seithu desha ra Pradhan mantri 1lakh vote re jituchi jouthi 5 lakh re jitiba katha andhabhakti tamara chadijiba jetebele mariba sabu hana kata hei desha re rajya re setebele modi pela chatuthiba sibaram andhbhakta sahoo
Sadharana mata re bartamana paristhiti re sathik khabar rajanitika tathya ra khabar bi supremo nka nikata re pahanchi nathai pare madhya .tebe bartamana pariprekhire bijujanata paribara ku keundhara re samaniya bijayababu nka avimukhya kipari nirabachina o santira batabarana madhya re aga ku jaipariba taha bijayababu nirbikara hrudaya re purbatana c.m nka sahita khola hrudaya re sabisesa baithaka heba uchita.
Now politicians are not studing the service code
The ministers should read the departmental service code,than they will do Administration.
1995 ry Bijya Babu parichalanapain badnam hyithily,pandiyan badnam kahik hybyni?
ମହାଶୟ ବଡ଼ ଅଭିଜ୍ଞ ମତ ରଖିଲେ।୧୯୯୫ ମସିହା ନିର୍ବାଚନ ବେଳେ ବିଜୁ ବାବୁ କାହିଁକି ହାରିଲେ ତାଙ୍କର ମତାମତ ଭବିଷ୍ୟତରେ ସଂଗ୍ରହ କରିବେ। ଯେଉଁ କାରଣରୁ ବିଜୁ ହାରିଥିଲେ ସେହି କାରଣରୁ BJD ଏଥର ହାରିଲା।କାରଣ କଣ ସେ କୁହନ୍ତୁ।
ନିର୍ଲଜ୍ୟ,
ଛି
Bijay Mohapatra sir apna BJD mangadharantu
ବିଜୟ ବାବୁ - ଯେଉଁ ମାନେ ହାରିଲେ ସେମାନେ ପାଣ୍ଡିଆନଙ୍କ ପାଇଁ, ଯେଉଁ ମାନେ ଜିତିଲେ କାହା ପାଇଁ ?
ନବୀନ ପଟ୍ଟନାୟକଙ୍କ ପାଇଁ
ଯୋଉଁମାନେ ଜିତିଲେ ସେଇଟା ଅନ୍ଧ ଭକ୍ତ ମାନଙ୍କ ପାଇଁ, ନବୀନ ର ପେଳ ଚଟା ମାନଙ୍କ ପାଇଁ..
Paribarik rajaniti sesaheba darakar. Supreme court madhya judge appointment re seia propose kari sarileni.
ବିଜୟ ବାବୁଙ୍କ ପୋଡ କାଷ୍ଠ କାଯ୍ୟର୍କ୍ରମଟି
ବହୁତ ଉଚ କୋଟିର ବିଜେଡି ର ବିରୋଧ
ରେ କହୁଥିଲେ ଯେଉଁ କଥା ହୁ ଥିଲେ ଠିକ୍
କଥା
Only Modi ,Dharmendra,Saha & Biswasharma knew regarding 2024 election result others are only claiming.
Odisha mein Congress ko harane mein bijay Babu ka hi men hath
Sabu nispati Pravu Jagannatha ka ichha re
Maya maha maya
ଅକାତ ଲେସ୍ ନେତା କିଛି ଭେଲୁ ନାହିଁ ବିଜଯ ମହାପାତ୍ର
ସ୍ୱାଧୀନ ତୁମେ ଭଲନୂହଁ
Jaha. Barista. Neta. Bijay mohapatra. Kahile. Rait. Tankar. Wad
Service code padhile ta power kana janibe.
He knows everything but not ready to say. It is not really good.
ପୁଅ ୟାର ବିଜେଡି ରେ
ବିଜୟ ମହାପାତ୍ର ପୁଣି ବିଜେଡି ରେ ମିଶିଲେ ନିଶ୍ଚିତ ବିଜେଡି ଶାସନ କୁ ଆସିପାରିବ।
Bijay Mohapatra, hari thiba ghoda, se jibanare 2nd time race re no required, only bakbas, sukhua aau not crossing river,
Loka mane bi ebe question karuchanti je setebele nabin babu kahinki front ku asu nathile. Pandyen babu purapuri dayi.
Bijaya vai jadi BJD ku naasibe BJD bhangijiba nischita
Naveen Patnaik ku odisha ku anibare au Ashok das Janata dal ra president virodh dala neta nku mukhya mantri na karei deba pain mukhya bhumika neithile amti naam nele 24 Barsha hela mla hoi parileni. last re kale bale pua ku bjd re miseile kana psin e neta nku media ete dakuchi taha bi bujha paduni.
Dagal Bajia Tauter Neta Bijay Mohapatra