ବିଜେପି ତା’ର ଜ୍ୟୋତିଷ ବଦଳାଉ: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

Поділитися
Вставка
  • Опубліковано 29 тра 2024
  • ବିଜେପିକୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କଟୁ ସମାଲୋଚନା । କହିଲେ- ପ୍ରତି ପର୍ଯ୍ୟାୟ ନିର୍ବାଚନରେ ଗୋଲ ପୋଷ୍ଟ ଚେଞ୍ଜ କରୁଛି l ବ୍ୟକ୍ତିଗତ ଆକ୍ଷେପ କରିବା ବିଜେପିର ଷ୍ଟାଣ୍ଡାର୍ଡ ଫର୍ମୁଲା । ବିଜେଡିରେ ବିସ୍ଫୋରଣ ହେବ ସବୁ ବେଳେ କହି ବୁଲୁଛି, ହେଲେ କିଛି ହେଉନି । ବିଜେପି ତା’ର ଜ୍ୟୋତିଷ ବଦଳାଉ #Odisha #NandighoshaTV #GeneralElection2024 #Bjp #Bjd #KartikPandian
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 137

  • @Pravat-799
    @Pravat-799 26 днів тому +14

    ଅନ୍ୟାୟ, ଭାବରେ ଷଡ଼ଯନ୍ତ୍ର ଓ ଛଳନା ପ୍ରଦର୍ଶନ କରି ବିଜେପି ଆଗାମୀ ନିର୍ବାଚନରେ ପରିଣାମ ନିଶ୍ଚୟ ଭୋଗିବ ରାଜ୍ୟ ବିଜେପି ଦଳ

  • @Payal-b480
    @Payal-b480 26 днів тому +13

    ବିଜେପି ଦଳ ର କର୍ମୀ ମାନେ ସର୍ବଦା ନିଜ ସ୍ଵାର୍ଥରେ ଅନ୍ଧ, ସେମାନଙ୍କୁ ନିଜ ସ୍ଵାର୍ଥ ଛଡ଼ା ଅନ୍ୟ କିଛି ଦେଖାଯାଏ ନାହିଁ ।

    • @DulceMaria25723
      @DulceMaria25723 19 днів тому

      Ab bol na Cahadarmod 😂😂😂😂😂

  • @minakshisenapati
    @minakshisenapati 26 днів тому +6

    ବିଜେପି ଓଡିଶା ନେତା ମାନେ ସବୁବେଳେ ହୀନ ରାଜନୀତି କରି ସାଧାରଣ ଜନତା ଙ୍କୁ ଠକୁଛନ୍ତି ଆଉ କିଛି ନୁହେଁ। ତେଣୁ ବରଂ ଭଲ ହେବ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପୁନର୍ବାର ଜୟଯୁକ୍ତ କରି ଓଡିଶା ର ଭଲ କାର୍ଯ୍ୟକ୍ରମ ଆଗରୁ ଜେମିତି ଆରମ୍ଭ ହେଉଥିଲା ପୁଣିଥରେ ଆରମ୍ଭ ହେବ।

  • @AkashPani363
    @AkashPani363 26 днів тому +7

    ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସୁବିଧା ପାଇଁ ରାସ୍ତା ଘାଟ ସ୍ୱାସ୍ଥ୍ୟ ଶିକ୍ଷା ବିଜୁଳି ଏବଂ ଗମନାଗମନର ବିକାଶ କରିବା ସହିତ ଓଡିଶାର ପ୍ରତିଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇ ଦେଇଛନ୍ତି।

    • @gbirganthia9994
      @gbirganthia9994 26 днів тому

      Ama anchala ra rasta condiotion bhal nuha,,, hospital re doctor jete heba katha sete nahanti....school ra abasta bhi seiya....ama village re pipe pani asuni

  • @MANASSWAIN94
    @MANASSWAIN94 26 днів тому +7

    ଓଡିଶାର BJP ଦଳ କେବେବି ଉନ୍ନତି ଚାହିଁନାହାନ୍ତି କିମ୍ଵା କିଛି କାର୍ଯ୍ୟ କରି ନାହାନ୍ତି କିନ୍ତୁ ରାଜ୍ୟର ବିଜୁ ଜନତା ଦଳ ଲୋକଙ୍କ କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଚିତ ପଦକ୍ଷେପ ନେଇଛନ୍ତି।

  • @ShankarDhal
    @ShankarDhal 26 днів тому +7

    ଓଡ଼ିଶାର ବିରୋଧୀ ବିଜେପି ଦଳ ସବୁବେଳେ ଲୋକଙ୍କୁ ମିଛ ପ୍ରତିଶୃତି ଦେବାର ଅଭ୍ୟାସ କରି ଚାଲିଛନ୍ତି , କିନ୍ତୁ ଭୋଟ ସମୟ ଆସିଲେ ଲୋକଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଏବଂ ଭୋଟ ସରିଗଲେ ସବୁ ପ୍ରତିଶୃତି ଭୁଲିଯାଆନ୍ତି।

  • @SthityPtiya
    @SthityPtiya 26 днів тому +14

    ଓଡିଶା ବାସୀ ଆଜି ଗର୍ବିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ନବୀନ ଅଧ୍ୟକ୍ଷଙ୍କ ତତ୍ୱlବଧାନ ଫଳରେ ଓଡିଶା ଆଜି ଏକ ବିକଶିତ ରାଜ୍ୟ ରୂପେ ଗଢି ଉଠିଛି l

  • @BarshaBehera275
    @BarshaBehera275 26 днів тому +4

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ମିଛ କହି ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

  • @swarnalataMohanty-jj1of
    @swarnalataMohanty-jj1of 26 днів тому +2

    ବିଜେପି ର ପତନ ସମୟ ଆସି ଯାଇଛି l

  • @JhilliraniPatra-wl9im
    @JhilliraniPatra-wl9im 26 днів тому +1

    ପ୍ରତି ପର୍ଯ୍ୟାୟ ନିର୍ବାଚନ ରେ ବିଜେପି ଗୋଲ ପୋଷ୍ଟ ଚେଞ୍ଜ କରୁଛି ଏବଂ ରାଜ୍ୟର ବିକାଶ ପାଇଁ କିଛି ନ କରି ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବିଜେପି l

  • @swarnalataMohanty-jj1of
    @swarnalataMohanty-jj1of 26 днів тому +2

    ମାନ୍ୟବର ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପାଇ ଆମେ ନିଜକୁ ଗର୍ବ ଅନୁଭବ କରୁଛୁ ।

  • @swarnalataMohanty-jj1of
    @swarnalataMohanty-jj1of 26 днів тому +1

    ବିଜେପି କୁ ଲୋକେ ଆଗ ପରି ଏଥର ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ।

  • @swarnalataMohanty-jj1of
    @swarnalataMohanty-jj1of 25 днів тому +2

    ବିଜୁ ଜନତା ଦଳ ଓଡ଼ିଶାର ଉନ୍ନତୀ କରୁଥିଲା ବେଳେ ବିଜେପି ଚାହେଁ ରାଜ୍ୟର ଅବନତି |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 25 днів тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଏବଂ ଜନକଲ୍ୟାଣି ଯୋଜନା ମାନଙ୍କର ସଫଳ ରୂପାନ୍ତରୀକରଣ ପାଇଁ ଆଜି ଓଡ଼ିଶାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି l

  • @user-rp9dz1mw7c
    @user-rp9dz1mw7c 25 днів тому +1

    ଓଡିଶାବାସୀଙ୍କ ଚାହାଁନ୍ତି ନବୀନ ପଟ୍ଟନାୟକ ଙ୍କୁ କାରଣ ସେ ହିଂ ଓଡ଼ିଶାର ବିକାଶ ପୁରୁଷ | ଓଡ଼ିଶା ଆଜି ତାଙ୍କ ଆପ୍ରାଣ ଚେଷ୍ଟା ପାଇଁ ଦେଶରେ ସବୁଥିରେ ବଳକା ରାଜ୍ୟ ହୋଇପାରିଛି |

  • @ArchanaPattnayak-ww9be
    @ArchanaPattnayak-ww9be 25 днів тому +1

    ନବୀନବାବୁଙ୍କର ସୁଶାସନ, ବିକାଶ ଓ ଜନହିତକର କାର୍ଯ୍ୟ କ୍ଷେତ୍ରରେ ଜାତୀୟ ସ୍ତରରେ ନିଜର ମାନ୍ୟତା ବଜାଇ ରଖିଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @swarnalataMohanty-jj1of
    @swarnalataMohanty-jj1of 25 днів тому +1

    ନବୀନ ବାବୁଙ୍କ ସକାଶେ ଓଡ଼ିଶା ଆଜି ୧ ନମ୍ବର ରାଜ୍ୟ ଭାବେ ପରିଗଣିତ ।

  • @swarnalataMohanty-jj1of
    @swarnalataMohanty-jj1of 25 днів тому +1

    ଜୟ ବିଜେଡି ଜୟ ନବୀନବାବୁ ।

  • @ArchanaPattnayak-ww9be
    @ArchanaPattnayak-ww9be 25 днів тому +1

    ବିଜେଡି ସରକାର ଓଡ଼ିଶାରେ ସବୁ ପ୍ରକାର ସହାୟତା ପ୍ରଦାନ କରୁଥିଲା ବେଳେ ବିଜେପି ସରକାର କୁ ଟେକ୍ସ ଦେଇ ଓଡ଼ିଶା ବାସୀ ହନ୍ତ ସନ୍ତ ହେଉଛନ୍ତି!

  • @swarnalataMohanty-jj1of
    @swarnalataMohanty-jj1of 25 днів тому +2

    ଓଡ଼ିଶା ବାସୀଙ୍କ ପସନ୍ଦ ବିଜୁ ଜନତାଦଳ |

    • @jenaad
      @jenaad 20 днів тому

      ପ୍ରମାଣ ପାଇଗଲୁ ତ ଓଡିଶା କାହାକୁ ପସନ୍ଦ କରୁଛି !😂

  • @JhilliraniPatra-wl9im
    @JhilliraniPatra-wl9im 26 днів тому +1

    ଭାରତୀୟ ଜନତା ଦଳର କୁଜି ନେତା ମାନେ ବାରମ୍ବାର ଭୁଲ କରିଚାଲିଛନ୍ତି କିନ୍ତୁ ତାଙ୍କ ଦଳର ସୁପ୍ରିମୋ ମାନେ ତାଳି ମାରୁଛନ୍ତି l

  • @user-rp9dz1mw7c
    @user-rp9dz1mw7c 25 днів тому +1

    ବିଜେପି ନେତା ମାନେ ପ୍ରସଙ୍ଗ ନ ପାଇ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର କଥା କହି ଓଡିଶାବାସୀଙ୍କୁ ଧୋକା ଦେବାକୁ ଚାହିଁ ଥିଲେ କିନ୍ତୁ ତାର ମଧ୍ୟ ପର୍ଦାଫାଶ ହେଲା | ରତ୍ନ ଭଣ୍ଡାର ରଥଯାତ୍ରା ରେ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଆଗରୁ କରିଦେଇଥିଲେ |

  • @swarnalataMohanty-jj1of
    @swarnalataMohanty-jj1of 25 днів тому +1

    ହାରିବା ଭୟରେ ବିଜେପି ଖାଲି ବାଡ଼େଇ ଛାଟେଇ ହେଉଛି ।

    • @DulceMaria25723
      @DulceMaria25723 19 днів тому

      Abe kaude gale Apan
      Ajikli Katha kichhi bahruni aau😂😂😂😂

  • @ArchanaPattnayak-ww9be
    @ArchanaPattnayak-ww9be 25 днів тому +1

    ବିଜେପିକୁ ପ୍ରଶ୍ନ ବାଣରେ ଘାଇଲା କଲେ ଭିକେ ପାଣ୍ଡିଆନ ଏବେ ବିରୋଧୀ ହତାଶ ହୋଇପଡ଼ିଛନ୍ତି l

  • @swarnalataMohanty-jj1of
    @swarnalataMohanty-jj1of 26 днів тому

    ଜୟ ବିଜେଡି , ଜୟ ନବୀନ ବାବୁ |

  • @ramnarayanmohanty1597
    @ramnarayanmohanty1597 26 днів тому +1

    Odisha ku 1 number rajya re parinata kariba pai karjya rata achanti Nabin babu

  • @swarnalataMohanty-jj1of
    @swarnalataMohanty-jj1of 25 днів тому +1

    କେନ୍ଦ୍ର ର ଅବହେଳା ସତ୍ତ୍ବେବି ନବୀନ ବାବୁ ଙ୍କ ସକାଶେ ପ୍ରଗତୀ ପଥରେ ଓଡ଼ିଶା |

  • @sradhamihir5552
    @sradhamihir5552 26 днів тому +1

    Jay jagannath

  • @JhilliraniPatra-wl9im
    @JhilliraniPatra-wl9im 26 днів тому +1

    ନବୀନବାବୁ ପୁଣିଥରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହୋଇ ସମଗ୍ର ବିଶ୍ୱରେ ରେକଡ଼ ସୃଷ୍ଟି କରିବେ. ଏହାକୁ ବିଜେପି ସହ୍ୟ କରିପାରୁନାହିଁ l

    • @jenaad
      @jenaad 20 днів тому

      ରେକଡ଼ ହେଇ ଗଲା 😂

  • @HappyNayak-dx5qm
    @HappyNayak-dx5qm 25 днів тому

    Jay ho Naveen

  • @swarnalataMohanty-jj1of
    @swarnalataMohanty-jj1of 25 днів тому

    ନିଜର କାର୍ଯ୍ୟଦକ୍ଷତା, ଶୁ ଶାସନ ଏବଂ ନିଃଶ୍ଵାର୍ଥ ପର ସେବା ବଳରେ ନବୀନ ବାବୁ ଆଜି ୧ ନମ୍ବର ମୁଖ୍ୟମନ୍ତ୍ରୀ ରୂପେ ପରିଚିତ ।

  • @tapankumarpradhan1570
    @tapankumarpradhan1570 25 днів тому

    ରାଜ୍ୟ ହେଉ କି ରାଜ୍ୟ ବାହାରେ ହେଉ ବିଜେପି ଦଳ ର କର୍ମୀ ମାନେ ସଦା ସର୍ବଦା ନିଜ ସ୍ଵାର୍ଥ ପାଇଁ ଅନ୍ଧ, ସେମାନଙ୍କୁ ନିଜ ସ୍ଵାର୍ଥ ଛଡ଼ା ଅନ୍ୟ ଜନତାଙ୍କ ସ୍ଵାର୍ଥ କିଛି ଦେଖାଯାଏ ନାହିଁ ।

  • @user-rp9dz1mw7c
    @user-rp9dz1mw7c 25 днів тому +1

    ବିଜେପି ଦଳ କ୍ଷମତା ଲୋଭୀ | ସେ ଦଳ ଓଡିସାର ସ୍ଵାର୍ଥ୍ୟ କୁ କେବେ ଦେଖେ ନାହିଁ |

  • @kalpanaparidavlogchanel9693
    @kalpanaparidavlogchanel9693 25 днів тому

    Jay Jagannath Jay bjd asiba puni ❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉

  • @SahebMajhi-wn5nc
    @SahebMajhi-wn5nc 25 днів тому +1

    Jay Naveen Jay odisha

  • @user-rp9dz1mw7c
    @user-rp9dz1mw7c 25 днів тому

    ଧର୍ମେନ୍ଦ୍ର ପ୍ରଧାନ କଣ ନା କେନ୍ଦ୍ର ମନ୍ତ୍ରୀ | ଲାଭ କଣ ଓଡ଼ିଶାର ବିକାଶ କିମ୍ବା ଶିକ୍ଷା ବ୍ୟବସ୍ଥା ପାଇଁ କୌଣସି ଉନ୍ନତି କରିଲେ ନାହିଁ |

  • @swarnalataMohanty-jj1of
    @swarnalataMohanty-jj1of 26 днів тому

    ବିଜେପି ହୀନ ରାଜନୀତି କରିବାରେ ମାହିର l

  • @ramnarayanmohanty1597
    @ramnarayanmohanty1597 26 днів тому +1

    Manyabara mukhyamantri nabin babu nko pai rupantarana pathe agei chalichi Odisha

  • @tapankumarpradhan1570
    @tapankumarpradhan1570 25 днів тому

    ଓଡ଼ିଶାର ଋଣ ଭାର ଠାରୁ ଗୁଜୁରାଟ ର ଋଣ ଭାର ବେସୀ ଏହା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ ଭାବରେ ଜାଣନ୍ତି। ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବିଭିନ୍ନ ଦିଗରେ ବିକାଶ ହିଁ ବିକାଶ ହୋଇଛି ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ପାଇଁ ହୋଇ ପାରିଛି।

  • @ramnarayanmohanty1597
    @ramnarayanmohanty1597 26 днів тому +2

    Odisha basi nko swapna ku bastaba rupa deuchanti Nabin babu

  • @ramnarayanmohanty1597
    @ramnarayanmohanty1597 26 днів тому +1

    Bikasita Odisha ra sarbada swapna dekhanti amo priya mukhyamantri tanka jugu Odisha sarbagina khetra re bikas ghati biswa darabarare khyati arjan karibaku jauchi

  • @swarnalataMohanty-jj1of
    @swarnalataMohanty-jj1of 26 днів тому +1

    ପ୍ରଗତୀର ଚିହ୍ନ ଶଙ୍ଖ ଚିହ୍ନ ।

  • @ramnarayanmohanty1597
    @ramnarayanmohanty1597 26 днів тому +2

    Hina manashikata nei hina rajaniti kari ashuchi Bjp

  • @user-dg6pj4wf8u
    @user-dg6pj4wf8u 25 днів тому

    Jay w

  • @ramnarayanmohanty1597
    @ramnarayanmohanty1597 26 днів тому +2

    Biju janata dala rajya basi nko bolo

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 25 днів тому

    ବିରୋଧୀ ଦଳ ନବୀନ ସରକାରଙ୍କ ବିକାଶ କାର୍ଯ୍ୟ ଦେଖି ପାଗଳ ହୋଇଗଲେଣି, ସେଥିପାଇଁ ଏମିତି ପ୍ରଳାପ କରୁଛନ୍ତି.

  • @user-kn4zs7ni4k
    @user-kn4zs7ni4k 26 днів тому

    After some days the people of Odisha will write essay about the paralysis chief minister of Odisha

  • @ramnarayanmohanty1597
    @ramnarayanmohanty1597 26 днів тому +2

    Agami nirbachanare Bjp dala ra binas ku kehi ruki paribe nahi

  • @abhimanyuhk8878
    @abhimanyuhk8878 25 днів тому

    Nandighosh ବାଲା ମାନେ BJD ଆଉ ପାଣ୍ଡିଆନ୍ ର ଦୁର୍ନୀତି କୁ ଲୁଚାଇ ପାଣ୍ଡିଆନ୍ BJD ର ପ୍ରସଂଶା ରେ ହିଁ ପ୍ରଚାର କରେ। ଏଥର ଓଡ଼ିଶା ବାସୀ ଜବାବ୍ ଦେବେ nandighosh ଆଉ ପାଣ୍ଡିଆନ୍ ଓଡ଼ିଶାରେ ରହିବେ ନା ନାହିଁ।

  • @JhilliraniPatra-wl9im
    @JhilliraniPatra-wl9im 26 днів тому

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।

  • @ArchanaPattnayak-ww9be
    @ArchanaPattnayak-ww9be 25 днів тому

    ବିଜେପି ପ୍ରତି ପର୍ଯ୍ୟାୟ ନିର୍ବାଚନ ରେ ଗୋଲ ପୋଷ୍ଟ ଚେଞ୍ଜ କରୁଛି ସେଥିପାଇଁ ଓଡିଶା ବାସି କ୍ଷମା ଦେବେ ନା ନାହିଁ ସେଇଟା ଓଡିଶା ବାସି ସ୍ଥିର କରିବେ ଏଠି କଳା ପାହାଡ଼ ର ଆବଶ୍ୟକ ନାହିଁ l

  • @bikashmoharana4035
    @bikashmoharana4035 26 днів тому

    Nandigosh tv kahara ??

  • @rajeshsahoo9548
    @rajeshsahoo9548 25 днів тому

    Jay BJD Jay jaganath

  • @user-ee5ex3oe6h
    @user-ee5ex3oe6h 26 днів тому +1

    Jay bjd 🙏🏼❤️

  • @user-rp9dz1mw7c
    @user-rp9dz1mw7c 25 днів тому

    ବିଜେପି ର ପୁରା କେନ୍ଦ୍ରୀୟ ଟିମ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଆଣି ଓଡିଶାତେ ଲଗାଇ ଦେଇଛି କେବଳ ନବୀନ ପଟ୍ଟନାୟକ ଙ୍କ ବିରୋଧ ରେ ତା ହେଲେ ନବୀନ ପଟ୍ଟନାୟକ କେତେ ଲୋକପ୍ରିୟତା ରହିଛି ଏହିଠାରୁ ବୁଝା ଯାଏ |

  • @swarnalataMohanty-jj1of
    @swarnalataMohanty-jj1of 25 днів тому

    ଶଙ୍ଖ ବାଜିବ ଘରେ ଘରେ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବେ ପୁଣି ଥରେ ।

  • @tapankumarpradhan1570
    @tapankumarpradhan1570 25 днів тому

    ଓଡ଼ିଶା ବିରୋଧୀ ବିଜେପି ଦଳ ନିର୍ବାଚନ ଆସିଗଲେ ସଦାବେଳେ ଜନତାଙ୍କୁ ମିଛ ପ୍ରତିଶୃତି ଦେଇଥାନ୍ତି ଏବଂ ଭୋଟ ପାଇବା ପାଇଁ ଲୋକଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି। ଭୋଟ ସରିଗଲେ ସବୁ ପ୍ରତିଶୃତି ଭୁଲିଯାଆନ୍ତି।

  • @SabitaKar9
    @SabitaKar9 26 днів тому +1

    Rajya ra swartha pai sarbada chestita bjd sarakara

  • @gooopal5730
    @gooopal5730 25 днів тому +1

    Jay bjd

  • @user-rp9dz1mw7c
    @user-rp9dz1mw7c 25 днів тому

    ନିର୍ବାଚନ ଆସିବାରୁ ମୋଦୀ ଓଡ଼ିଶା ବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦି ବାରେ ଲାଗିଛି |

  • @SabitaKar9
    @SabitaKar9 26 днів тому +1

    Bjp ku prasna bana re ghaila karichanti VK Pandyan sir

  • @user-dg6pj4wf8u
    @user-dg6pj4wf8u 25 днів тому

    Jay BJD Jay naveen Jay Odisha

  • @ArchanaPattnayak-ww9be
    @ArchanaPattnayak-ww9be 25 днів тому

    ବିରୋଧୀ ସବୁବେଳେ ଅହେତୁକ ପ୍ରସଙ୍ଗକୁ ନେଇ ବିଜେଡ଼ି ଦଳକୁ ବଦନାମ କରିବା ପାଇଁ ନୂଆ ନୂଆ ଯୋଜନା ବାହାର କରୁଛି l

    • @jenaad
      @jenaad 20 днів тому

      ଏବେ ଆଉ କରିବନି ।😂

  • @subrajeetsahoo2198
    @subrajeetsahoo2198 26 днів тому

    Ganesh jagadeb ku deba bjp Bharat. Ratna

  • @PeacefulDreamCatcher-wq5es
    @PeacefulDreamCatcher-wq5es 26 днів тому

    Election pare BJP dhoeba pandian ku......... live telecast haba nandighosa tv re

  • @swarnalataMohanty-jj1of
    @swarnalataMohanty-jj1of 25 днів тому

    ଓଡ଼ିଶା ବାସୀ ଙ୍କ ବଳ ବିଜୁ ଜନତାଦଳ |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 25 днів тому

    ଓଡ଼ିଶା ରେ ଯେତେ ବେଳ ଯାଏଁ ନବୀନ ସରକାର ଥିବ ସେତେବେଳ ଯାଏଁ ଓଡ଼ିଶା ବାସୀ ଙ୍କ ମୁଁହ ରେ ହସ ଫୁଟୁ ଥିବ ।

    • @jenaad
      @jenaad 20 днів тому

      ଏଇଥର କାନ୍ଦିବୁ 😂

  • @ramnarayanmohanty1597
    @ramnarayanmohanty1597 26 днів тому +2

    Bjp dala fampa mathia

  • @seemapanda5689
    @seemapanda5689 26 днів тому

    Pandian who are you talk about Orissa who gave you that authority pack your bags and go to Tamil Nadu we know how healthy is our CM and who is responsible for this

  • @ramnarayanmohanty1597
    @ramnarayanmohanty1597 26 днів тому +2

    Bjp Odisha ra bikas nuha Odisha ra binas chai

    • @jenaad
      @jenaad 20 днів тому

      ଏବେ ତୋତେ ଖାଇବ ରହ ବିଜେପି ; ବହୁତ ଉଡ଼ୁ ଥିଲୁ ନା !🤣

  • @ramnarayanmohanty1597
    @ramnarayanmohanty1597 26 днів тому +1

    Bjp Odisha re bikas mulaka karjya kariba dura katha bikas karjya re sarbada badhaka saji ashuchi

  • @pramodparida746
    @pramodparida746 26 днів тому

    Jay BJD❤

  • @SabitaKar9
    @SabitaKar9 26 днів тому

    Odisabasinka sopna sakara karuchanti mukhya mantri Srijukto Naveen Pattnaik

  • @ayushkant467
    @ayushkant467 26 днів тому

    BJP Khali chahunchi nija ra na Kariba Sabu ade hele Kan heba jetebele Katha unnati ra asee setebele kehi Dekha diyantini. Sethi paie ama Odisha re BJD hi chalichi aau chaliba. Karana jebe darkar padre Sarkar Ra setebele BJD hi Saath deichi. 💚

  • @SabitaKar9
    @SabitaKar9 26 днів тому

    Mahanadi prasanga re eka pakhia nisipati neichi bjp

  • @user-dg6pj4wf8u
    @user-dg6pj4wf8u 25 днів тому

    ମୋଦୀ ସରକାର ବାଳୋ କରିବ

  • @BanamaliMohanta-lx4qb
    @BanamaliMohanta-lx4qb 26 днів тому

    Only Bjd

  • @SabitaKar9
    @SabitaKar9 26 днів тому

    Bjp bektigata akhepa ku standard form karichi

  • @SabitaKar9
    @SabitaKar9 26 днів тому

    Bjp ra hina rajaniti ku odisabasi pasanda karu nahanti pratyakhana karibe

  • @SabitaKar9
    @SabitaKar9 26 днів тому

    Bjp ra stiti nai jauta common man ku asuchi taku kebe alochana karu nahin

  • @rajeshsahoo9548
    @rajeshsahoo9548 25 днів тому

    Jajpur 7star BJD 💯

    • @jenaad
      @jenaad 20 днів тому

      ଇଲୋ ୟେ କଣ ହେଲା 😂

  • @Foodie_jaga_bhaina
    @Foodie_jaga_bhaina 26 днів тому

    4 June re tamaku dhoidebe

  • @ramnarayanmohanty1597
    @ramnarayanmohanty1597 26 днів тому +1

    Bjp hatao Odisha banchao

  • @prashantakp5675
    @prashantakp5675 26 днів тому

    Bjp bala beIman heigaleni

  • @DNS7960
    @DNS7960 25 днів тому

    Pandu kebethu barista neta hela?
    Barista neta jouthi prachara karichi seithi bjd vote minus hauchi.

  • @SabitaKar9
    @SabitaKar9 26 днів тому

    Odisa re bjp ra stiti nahin sankha bajiba ghare ghare

  • @user-dg6pj4wf8u
    @user-dg6pj4wf8u 25 днів тому

    BJP ଚୋର BJD ଝୀତିଲେ BJP କୁ ମାଡ଼ ହେବ

    • @jenaad
      @jenaad 20 днів тому

      କିଏ ଜିତିଲା ରେ; ଏଥର ପାଣ୍ଡୁ ଉପରେ ମାଡ 😂

  • @eakaamaadmikabat963
    @eakaamaadmikabat963 26 днів тому +1

    Pandu tu bisa khai marija.

  • @JhilliraniPatra-wl9im
    @JhilliraniPatra-wl9im 26 днів тому

    ନବୀନବାବୁଙ୍କର ସୁଶାସନ, ବିକାଶ ଓ ଜନହିତକର କାର୍ଯ୍ୟ କ୍ଷେତ୍ରରେ ଜାତୀୟ ସ୍ତରରେ ନିଜର ମାନ୍ୟତା ବଜାଇ ରଖିଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @ArchanaPattnayak-ww9be
    @ArchanaPattnayak-ww9be 25 днів тому

    ଭାରତୀୟ ଜନତା ଦଳର କୁଜି ନେତା ମାନେ ବାରମ୍ବାର ଭୁଲ କରିଚାଲିଛନ୍ତି କିନ୍ତୁ ତାଙ୍କ ଦଳର ସୁପ୍ରିମୋ ମାନେ ତାଳି ମାରୁଛନ୍ତି l

  • @JhilliraniPatra-wl9im
    @JhilliraniPatra-wl9im 26 днів тому

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ମିଛ କହି ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

  • @ramnarayanmohanty1597
    @ramnarayanmohanty1597 26 днів тому +2

    Mithya ra sahara nei rajaniti kari ashuchi Bjp