A good education system requires good teachers.
Вставка
- Опубліковано 1 жов 2024
- ମାଗଣା ପଲିସି ଦେଇଦେଲେ ଓଡିଶା ଆଗକୁ ଯିବନି । ଭଲ ଶିକ୍ଷା ବ୍ୟବସ୍ଥା ପାଇଁ ଭଲ ଶିକ୍ଷକ ଦରକାର । ଏହିଭଳି ଭାବେ କୋହଭରା କଣ୍ଠରେ ଦୁଃଖ ପ୍ରକାଶ କଲେ ଆଶାୟୀ ଶିକ୍ଷୟତ୍ରୀ ।
#teacher #highschoolteacher #lowerpmg #bhubaneswar #villein #odiamovie #sunstartv #sunstarnews
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/...
➠UA-cam: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv
ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ୍ କରାଯାଉ , ବହୁତ୍ ଜାଲ ସାଠିଫିକେଟ୍ ଧାରି ଚାକିରୀରେ ଅଛନ୍ତି, ତାଙ୍କୁ ବାହାର କରାଯାଉ
Right 👍👍👍👍👍👍👍
Right
Govt job କରିବେ ନିଜ ଛୁଆ କୁ private te ପଢ଼ାଇବେ
Kain tu school fee dauchi ki
@@Shanvika106 private job karuna
@@Shanvika106A teacher mane ki patha padhai be
Right 👍😅
True SIR
ଚାକିରୀ ପାଇ ସରିଲା ପରେ ଆଉ ଟଙ୍କା ବଢ଼ା ବୋଲି ପୁଣି ଧାରଣା ରେ ବସିବୁ
ଝିଅ ଓ ଝିଅ ର ବାପା ମାଆ ମାନେ ମଧ୍ୟ ସରକାରୀ ଚାକିରୀ କରିଥିବା ଉଚିତ୍
କାରଣ ଜ୍ୱାଇଁ ଘର ର ବି ମହତ୍ୱ ରହିଛି।
😮
No seal no deal
Right 👍😊
@@Smrutiranjan-n6e😘🫡
@@aniketmishra5600 muu asabu manu nahi ..mu bhabu chi ki sarkari job puaa khuji lee dairect case Kari diaa
ନବୀନ ସରକାର ଥିଲା ବେଳେ କାହିଁ କି ରାସ୍ତାରେ ଖାଲି ରଖୁ ଥିଲ ଏବେ ନୂଆ ସରକାର ଆସିଲା ବେଳକୁ ବିରୋଧ କରୁଛ 25 ବର୍ଷ ହେଲା ଚୁପ୍ ରହିଥିଲ
ନବୀନ ପଟନାୟକ ପ୍ରତିଶୃତି ଦେଈ ସରକାର କୁ ଆସିନଥିଲା ଲେକିନ ବିଜେପି ସବୁ ପ୍ରତିଶୃତି ଦେଈ ଆସିଛି
Thik kahichha Bhai
@@chaitanyachhatria3179 kana dei asithila 😂😂😂
E mane sabu BJD, Nabin ra Beshyalaya ra pilamane 😂😂😂
Ate dino kouthi thilo
ଭଉଣୀ ଝିଅ ମନକୁ ଶାଶୁଘରେ ଜାଗା ବି ମିଳୁନି ଚାକିରୀ ନ କରିବାରୁ
ଏମିତି କଥା କି ???
ହଁ
@@bapujigaranayak2713 ଜାଣି ନ କି
ତୁମେ doctor, engineers, OAs, bank manger, IIT pila khojiba ta pua ghara b ta bhala service karuthiba jhia khojibe naa😂😂
@@rajneeshkumar1303 ଭାଇ ସେମାନେ ଚାକିରିଆ ବୋହୂ ଖୋଜନ୍ତିନି
ବ୍ରାହ୍ମଣ ପରିବାର ରେ ଝିଅ ବିଲକୁଲ୍ ମିଲୁ ନାହାନ୍ତି
Ei ta cast system kahela samastanku
ବାହା ହେଇ ଯାଅ ସ୍ୱାମୀ ରୋଜଗାର କରିବ ତମେ ଖାଇବ
Teacher hela pare ପିଲାମାନଙ୍କର ଭବିଷ୍ୟତ ଆପଣ ମାନେ ଦେଖିବିନି ।ନିଜର ଭବିଷ୍ୟତ ଦେଖିବେ ଆଗ ।ଅପଙ୍କ ମଧ୍ୟରୁ ବୋଧ ହୁଏ 1% ଲୋକ ଥିବେ teacher ହେଲା ପରେ ସେ ନିଜ କଥା ନ ଭାବି ସବୁବେଳେ ପିଲାଙ୍କ କଥା ବୁଝିବେ।
ତାମାନେ ସେମାନଙ୍କ ପରିଶ୍ରମ, ଖାଲି ରେ ଯିବ ମୁର୍ଖ
Tame murkha ki teacher mane pilanka future gadhanti
mostly Govt teachers vala padhanti nahi
Fst govt bed pila nku 1st priority deajau thn andhra bed
ଓଡ଼ିଶାର ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ ର ଭିତ୍ତିଭୂମି,NOC, ଖେଳ ପଡିଆ, ବିଜ୍ଞାନ ପାଠାଗାର ଶିକ୍ଷକ ଙ୍କ ଯୋଗ୍ୟତା ପିଲା ଙ୍କ ସ୍ତର ପ୍ରତି ବର୍ଷ ଯାଞ୍ଚ ହେବା ଜରୁରୀ
ପ୍ରତି ବର୍ଷ ଶିକ୍ଷକ ମାନେ ଏକ କମ୍ମନ ENTRANCE ଦେବାର ସୁଯୋଗ ରହୁ ଉଭୟ ସରକାରୀ ଓ ବେସରକାରୀ ପାଇଁ
Goverment Teacher hela Pore Kehi ପିଲାଙ୍କୁ ଭଲ ଶିକ୍ଷା ଦେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ନିଜ ପିଲାଙ୍କୁ ପ୍ରାଇଭେଟ୍ ସ୍କୁଲ କୁ ପଠାଇବେ ।
କୋଟା ଥିଲେ ଭଲ ଶିକ୍ଷକ ମିଳିବନି
ଯେମିତି ଲୋକଙ୍କୁ ସେମିତି ଲୋକ ଉପର ଵାଲା ଗଡିକି ରଖିଛନ୍ତି ଆଉ ତାଂକୁ ନିଶ୍ଚୟ ଭେଟ କରବେ
Jaha b kara kintu pua mananku govt. Job dia no hele pua mananku kie baha heba 😂😂 pua mananku job no milie jhia b milibeni 😢😢😢 Govt. nku madhya request rahila only pua mananku job dia , dekhiba jhia ti pua sahita settle heijiba 😅😅😅😅
ସବୁ ନିମ୍ନ ଚିନ୍ତାଧାରା ଲୋକ ଗୀତା ଅନୁସାରେ
6:38 right ତେଣୁ job କରି ଥିବା ଝିଅ ମାନେ ବି ଭଲ ପିଲାଙ୍କୁ ବାହା ହୁଅନ୍ତୁ ଯାହାର job heini ନହେଲେ ଆପଣ ମାନେ ତ ଜାଣି ଛନ୍ତି future କଣ ହେବ 😊
Nahele na haba au kana Kariba alaga self earnings Kariba self earnings kintu baha na hei single rahiba best jepari mun
@@souravnayak5594 🥹
ଝିଅ ପରିବର୍ତ୍ତନ ହୋଇଛି, ପୋଷାକ, ଘର, ନୂଆ ଗାଡି ଚଢା ହେଲା, ପ୍ଲଟ କିଣା ହେବ, ପରିବର୍ତ୍ତନ ହିଁ ପରିବର୍ତ୍ତନ।
ଏଇ ଝିଅ କୁ ପଚାର ସେ ଆନ୍ଧ୍ର Bed କରିଛି ନା ଓଡିଶା ରେ bed କରିଛି
Andhra re b.ed karithile kana valid heuni ki bhai
Jouthi b BED kru Strictly exam hei Job ta pau
Bhai tumor teacher hebaro mentality nhi seta tumo cmnt re show hauchi
Tume outside B. Ed karideloni.. Tumaku kie kahuthila ki +2 pare CT kariba pain.. Graduation b karinathiba tume.. B. Ed ta kariparilani jie B. Ed karichi taku jealousy karucha
@@dailylife1956 graduation completed in ignou bsc
ପାଖରେ certificate achi na nai aga pachare journalist କହିବା ପୁର୍ବରୁ
ଭାରତ ରେ 140 କୋଟି ଲୋକ, ଓଡିଶା ରେ 4.5 କୋଟି ଲୋକ, ଆପଣ ଜାଣିଛନ୍ତି ସମୁଦାୟ କେତେ ଲକ୍ଷ ପଦବୀ ସରକାରୀ ଅନ୍ତର୍ଭୁକ୍ତ ଅଛି l କେବଳ 20% l ବାକି 80% ଲୋକ private job, ଦିନମଜୁରିଆ, ମିସ୍ତ୍ରୀ, ଦୋକାନ, ଛୋଟ ବ୍ୟବସାୟ କରି ନିଜ ପରିବାର ସହିତ ପେଟ ପୋଶୁଛନ୍ତି l ଯଦି ସମସ୍ତେ ଆପଣଙ୍କ ଭଳି ଚିନ୍ତା କରିବେ, ତେବେ ଓଡିଶା କି ଭାରତର ଉନ୍ନତି ହେଇପାରିବ ନାହିଁ
24 ବର୍ଷ ଅପେକ୍ଷା କଲ ଏବେ,ବିଜେପି
ସରକାର ମାତ୍ର 100 ଦିନ ଅପେକ୍ଷା
କର ।
Thik katha kahicha bhauni......we always support you.....dabi tiku tibra kara jau.....Sabu sarakar ra System corrupted 👎......It's been so many years that nothing has changed in Odisha...that's why unemployment is increasing in Odisha.
Respect sister ❤ ,
Respect
Next time Congress ku jiteiba.dekhiba Congress kn karuchi.e bjd aau bjp saman
Congress asile ahuri halat kharap heijiba karnataka ra tk halat dekha recently kn kn heichhi
Himachal Pradesh au Karnataka ku dekhi bujhi jao
Tapare to Bou, to stree ku gehibe pathan mane 😂😂😂
@@Manas_Bhoi bhai besi hard heigala
@@soumyaranjanpradhan1779 emiti hele sudhuribe ei kukura mane ,bhai
That's Why I am still waiting for my Life to be Financially blessed by my Last option of Opportunity to get Compensation for my Losses in my personal Life with my beloved parents their relatives friends Neighbours especially my concubines Their biological childrens on earth with well wishers Amen i hope i will get an employment in my Life after the Raptures on earth or before intense fighting among nations& Religions In countries of the whole world including India
ମିଡିଆ ଭାଇ କହୁଛି ଦକ୍ଷତା ଆରେ ସଲା ଓଡିଶା ର 90% ମନ୍ତ୍ରୀ ଠିକସେ ଓଡ଼ିଆ ରେ କହିପାୁନାହାନ୍ତି ବିଧାନ ସଭାରେ ତାଙ୍କର ଦକ୍ଷତା ଅଛି 😂
Govt schools re master jaha padhauchhanti sabu jana achhi . Jemiti nija pila katha bhabuchha semiti sabu pila nka future katha bhabiba . Govt school re padha heunahin boli govt school master nka pila private school re padhuchhanti un trained teacher nka tharu 😅😂
b.ed Rea seat kahin
1 rakhiki prelim clear...Sia kn padheibe ?
Odisha ro employment bodo samasya....❤❤
10000koti subdra yoyana re barbad
Dokshyotha kon. 1 mark 10 mark re highschool teacher...baba minimum qualification rakhibe nahi odisha sarkar...south ki dekhi sikho... minimum qualified mark❤❤
Odisha Re Jhia Na Milile Chhatishgarh Re Baha Hebu 😍 I Love ❤ CG
JT amaku 7year pare gote chance milila tamara sala every year baharuchi sighra ssd apply start kara
Politics 70 percent uneducated loka nku nei hue vote statics bi same minisry bi 50 -50 so madam nka pakhre ability achhi to do something at least nija ro byte debar khyamata achhi so kariki dekha cm .....🎉
Paisha deiki jetiki chakiri karuchhanti.... Dam achhi jadi dhari ki tanku dekhao??
Good speaking with speech mdm
Aithi teacher manankara Dakshata kam nahi ...sata kahiba ku gale IAS post re thiba mahapurusa manankara Dakshata nahi unemployment hateibaku.... Ame Mane bhukta bhogi ...uper level re thae ki semane maja lutuchhanti.... Odisha bipadara pahachare bartaman....
💪💪💪 IF OUR CHANGED GOVT WILL NOT LISTEN, THEN AGAIN WE ONLY CHANGE THE PRESENT GOVT💪💪THIS IS REALITY IN COMING DAYS....TIT FOR TAT
Maa odisha kete no re achhi janichha,
Eta jadi talent achi.. central exams dia.. kahinki khali odisha ku complain karucha.. odisha ta corruption re aghe ee sabu kichi sunibani..
Tama talent nai sister
Odisha going to deept no upper stage is on
Sabu 1.6 lakh andra bed kn entrance deiki bed pai paribe
Khali bhasana bjp sarakara
😂😂😂😂😂
Jhiara speaking skill bohut vl bt wt kr 2027 re paka asiba
ଗୋଟେ ଖଥାଟେ ସଳା ସରକାରୀ ଚାକିରି ଏଇଗଲା ପରେ ପିଲାଚୁଆ ଏଲାପରେ ତାଙ୍କ ପୁଅ ଝିଅ କୁ ସରକାରୀ ସ୍କୁଲରେ ପାଠ ପଡୋଉନାହାନ୍ତି କାହିଁକି ବୈସରକାରୀ Private school english midium ସରସ୍ଵତୀ ଶିଶୁ ମନ୍ଦିର ଶିକ୍ଷା ନୁଷ୍ଟାନରେ ପଡ ଅଛନ୍ତି ସବୁ ସରକାରୀ ଚାକିରିଆ ପ୍ରଥମେ ଦେଖ ଆଗକୁ କଣ ହୋଉଛି ସଳା ବ୍ରିଟିଶ ମାନଙ୍କ ବଳିଆ ପିଠ୍ ବା ସବୁ କୁ ଆମର କୋରାପୁଟ ରାୟଗଡା ମାଲକାନଗିରି ଏବଂ ରାୟଗଡ଼ା ରେ ପସିଲେ ସମସ୍ତଙ୍କୁ ମାଡମାରବା ଆମର ୪ ଟି ଜିଲ୍ଲା ରଲୋକେ ଆଗକୁ ଦେଖ କଣ ଏଉଛି
ଭଲ କଥା କହିଲ ଜେ ଭଉଣୀ, କିନ୍ତୁ ଗୋଟେ କଥା ଯଦି ଜାତି ଭେଦ ରେ ଦେଖିବାକୁ ଗଲେ ଗୋଟେ ଛୋଟ ଜାତିର ବି ସମ୍ମାନ ଥାଏ କି ସେ ମନ୍ଦିର ଭିତରକୁ ଯାଇ କି ପୁଜା କରିବାକୁ ଚାହେଁ କିନ୍ତୁ ସେ ଭିତରକୁ ଯିବ କଣ ଦର୍ଶନ କରିବାକୁ ବି ତାକୁ ମିଲେନା ଆଉ ତମେ କହୁଛ କି ଗୋଟେ କମ୍ ମାର୍କ ରଖି job ପାଉଛି ସେ ବି କିଛି ତ ପରିଶ୍ରମ କରୁଛି ବିନା ପରିଶ୍ରମରେ କଣ ତାକୁ job ମିଲୁଛି କି,
ମୁ ବି ତୁମ କଥା ବୁଝି ପାରୁଛି କିନ୍ତୁ ଭଉଣୀ ମନେରଖ skill ସମସ୍ତଙ୍କର ଥାଏ ମୁ ବି ସେଇ ସ୍ଥାନରେ ଥିଲେ ବହୁତି କହି ପାରିଥାଆନ୍ତା
🙌
Darkar nahin jhia amen single is best jhia darkar nahin bhari tension jhia mane single is best mantra .
Mun single hin best
Balo ochi... Tume olga dekho...
A jhua ra jk test kara kichi asibani
Patha satha nae bada bada katha kou thu sikhu chanti madam
ଅଧିକାଂଶ ମହିଳା ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ରେ ପାଠ ପଢ଼ାଇବା ବଦଳ ରେ ମୋବାଇଲ ଧରି ପରସ୍ପର ସହିତ କଥା ବାର୍ତ୍ତା ହେବା ରେ ବ୍ୟସ୍ତ । ଆମ ନିଜ ଗାଁ ସ୍କୁଲ ର ଅନୁଭୁତି ରୁ କହୁଛୁ।
ସରକାର ଙ୍କୁ ଅନୁରୋଧ ସରକାରୀ ସ୍କୁଲରେ ଝିଅ ମାନଙ୍କ ଅପେକ୍ଷା ପୁଅ ମାନଙ୍କୁ ଅଧିକ ମାତ୍ରାରେ ସୁଯୋଗ ଦିଆଯାଉ ସେଥିରେ ପରିବାରର ପ୍ରତିପୋଷଣ ଦିଗରେ ଉନ୍ନତି ହେବ, ଝିଅ ମାନଙ୍କୁ ଚାକିରୀ କମ ଦିଅନ୍ତୁ,ଶେଷରେ ସରକାର ଙ୍କୁ ଗୋଟିଏ କଥା ଜଣେ ସରକାରୀ କର୍ମଚାରୀ ଆଉ ଜଣେ ସରକାରୀ କର୍ମଚାରୀ କୁ ବିବାହ କରିପାରିବେ ନାହିଁ।
Sabe patha padhile kn sabu chakiri karibe ki
ଏତେ ରୋଲ୍ ଆଉ କରନି ,, ନିଜେ ତ ସ୍ବୀକାର କଲ ଯେ ସରକାରୀ ଚାକିରି ନକଲେ ଝିଅ ଦଉ ନାହାନ୍ତି ,, ଏତେ ରାଉ ରାଉ ହୁଅନି ଘରେ ଯାଇ ଜଲ୍ଦୀ କୁହ ,,ସରକାରୀ ଚାକିରିଆ ଜୁଆଇଁ ଖୋଜିବେ l ନହେଲେ ଚାକିରିଆ ଜୁଆଇଁ ଖୋଜି ଖୋଜି ବୟସ ଯିବହେରି l
ଯେତେକ ଗଧା ସେତ ସରକାରୀ ଚାକିରି ଖୋଜିବେ କାରଣ ସେଠି ଦୁଇନମ୍ବର ପଇସା ଅଛି ଆଉ ଗଧା ସେତ ପ୍ରାଇଭେଟ୍ ଚାକିରୀ କରି ପାରିବେ ନାହିଁ
Right
ଯାହା ବି କୁହନ୍ତୁ କଂଗ୍ରେସ ସରକାର୍ ଭଳିଆ କେହି ସୁଶାସନ କରିପାରିବେନି। BJD ହେଉ କି BJP ସମସ୍ତେ ସମାନ ଏମାନେ କେବେ ବି ସାଧାରଣ ଜନତା ପାଈଁ କିଛି କରିବାକୁ ଚାହାନ୍ତି ନାହିଁ। କେବଳ ନିଜ ପରିବାର ଏବଂ ନିଜ ଦଳ ପାଇଁ କାମ କରନ୍ତି।
ଯାହା ବି କୁହନ୍ତୁ କଂଗ୍ରେସ ସରକାର୍ ଭଳିଆ କେହି ସୁଶାସନ କରିପାରିବେନି। BJD ହେଉ କି BJP ସମସ୍ତେ ସମାନ ଏମାନେ କେବେ ବି ସାଧାରଣ ଜନତା ପାଈଁ କିଛି କରିବାକୁ ଚାହାନ୍ତି ନାହିଁ। କେବଳ ନିଜ ପରିବାର ଏବଂ ନିଜ ଦଳ ପାଇଁ କାମ କରନ୍ତି।
ମୂର୍ଖ ମନ୍ତ୍ରୀ ଙ୍କୁ ଓଡ଼ିଆ ଜ୍ଞାନ ନାହିଁ ଠିକ ରେ ଲେଖି ପାରୁନାହାନ୍ତି ଇଏ ପୁଣି ମୁଖ୍ୟମନ୍ତ୍ରୀ
Private jogu job samasya
bilkul vacancy nahi
Tu au parivartan karani
Andra bed bodhe
😂
ଯୁବକ , ଯୁବତୀମାନେ ସରକାରୀ ଦରକାର କିନ୍ତୁ ଟଙ୍କା ରୋଜଗାର କରିବା ସ୍କୁଲରେ ପିଲା ପାଠ ପଢୁ କି ନ ପଢୁ କିନ୍ତୁ ନିଜ ପିଲାଙ୍କୁ ପ୍ରାଇଭେଟ୍ ସ୍କୁଲରେ ପଢା ଯାଉ ଏଇଟା ଚିନ୍ତା ଧାରା
Sarakar hakiri kariba pilaku praivate school re patha padeiba
Andhra bed sabu copy kala certificate taku hata jau
Thik achhi......aapana bujhiparuchhanti ta
Patha padh kintu chakiri katha kuhani
Reqrqmet kanakaribapaei kanakibapaei pdiba
Kon painn gorjonn.post bahariniiiii .tomemaane gorjon kole konn hebo!!!!
Nice bytes
Nija damre kichhi kara
Sabu Andha B.ed karuchanti
Bcoz odissa re seat kam And alpa University re diyahauchhi
Tomoku chakiri dorkar chakri mago
Govt school re chakiri karba tumar pila ke pravite school re padhaba.sarkariya bale sarkari school re padhha
C.M. ra pila b private re padhuchhi 😂😂😂
Are boka loko corporate job ree government employes tuu adkhika salary
ea nara kia lagauchi bhai ,, na relif milibani ja re
Kukura patha padu nahanti kukura khali bhokuchanti.
ଆରେ ଶିକ୍ଷା ମନ୍ତ୍ରୀ ତ ନିଯେ ଗୋଟେ ଵଡ ମୂର୍ଖ | ସେ କ'ଣ ଶିକ୍ଷା ର ଉନ୍ନତି କରିବ |
Chakiri hele ବଞ୍ଚିବୋ ରୋଜଗାର ରେ ବଞ୍ଚି ପାରିବନି ଚାକିରି କୁ ଆଶା କରନି ରୋଜଗାର କର
Aghtana ghatigala ??? Aebe buja long
Aebe buja agatana ghatigala BJP ku vot dia tame gote sarkar hele kanakariba????
Jhiaku.besi.sikhita.kariba.dyara...nari.mane.echha.mutabakapaluchhanti.bapa.maa.dukhita.jaya...jaganatha.
Stop study ❌
Panduta.sabu.sikhya.staraku.khaseichi
1st pachara taku se andra b ed karichi na odisha b.ed. jadi andra b.ed karichi aga jau andhra govt ku kahu job dabaku. Patha padhiba andra re chakiri magiba odisha re🤦. Odisha re kn clg nathila?? . Paisa fopadi certificate kiniki ethi nachile amaku job dia
ଓଡ଼ିଶାରେ ଶିକ୍ଷାର ବ୍ୟବସ୍ଥା କିଛି ଭଲ ନାହିଁ |
Cheap mentality... Odisha students... For private jobs one requires skills.
Bjp govt hni ta stay karithila birodhi dala ra bhumika nirbah karuthila 3 month helani gote bhi recruitment asini
Patha padiba pila amiti dharana re basantini patha padiba pila patha padi govt job paijaichanti. Besi kahuthiba pila mane competitive exam re 30% mark bhi aniparunahanti
Kn 3 Months Hoijiba Wait Karibaku Padiba
୨୫ ବର୍ଷ ହେଲା ଚୁପ୍ ଥିଲ ।
BEd ଟା ବୋଧେ ଆନ୍ଧ୍ର , କାଶ୍ମୀର, କର୍ଣ୍ଣାଟକ ରୁ କରିଛନ୍ତି । ୨୦୨୧ ରେ ପୁଣି corona time ରେ। ତେଣୁ ଆମେ ବୁଝି ପାରୁଛୁ ଏତେ ଫଡଫାଡ କାଇଁ କରୁଛ। ଆମେ ବି ୨୦୧୫/୧୬ ରୁ govt BEd କଂପ୍ଲିଟ କରିଲୁଣି। ଖାଲି କୋଟା ସଂରକ୍ଷଣ ପାଇଁ ଆଜି ବି ବେକାର ହୋଇ ପ୍ରାଇଭେଟ୍ ସେକ୍ଟର୍ ରେ ଶିକ୍ଷକତା କରିବାକୁ ପଡୁଛି
Se tanka adhikar kahu chhanti... Apana jodi 2016 govt ru passout apana b ଫଡଫଡ heleni ...
ଯେତେ ପୋଡ଼ା ପୋଡ଼ି କରିଲେ ବି ଆମେ କେବେ ଚାକିରି କରିପାରି ବାନି କାରଣ ଆମ ପାଖେ money power and poltical power ନାହିଁ
ଆମ ଗାଁ ରେ medical re ଯେତେ ଡକ୍ଟର ଅଛନ୍ତି , ନା ସମସ୍ତେ ଲାଞ୍ଚ ଦେଇ job କରୁ ଚନ୍ତି
Katha kuha kapila jhia
au vaccancy thile to milibo chakiri....ologa kaamo dekho....😃