Great show that showcase the veda aptitude...Kudos to sidharth bhakti whole team for showing us such a great show which will definitely strengthen our culture and tradition..Jay shree Jagannath 🕉️⭕❗⭕🙏🚩
Bahut badhia ati sundar karya karm ehi bhalia plat form darkarahin thila Amara dharam sastra puran ved au jaha jaha Sabu achhi sesabuku eipidhara pilamanank thara agraha au jagrata Kariba e gote bhala prayasa jai jagannath 🙏
ବେଦ ଜାଣି ନାହିଁ
ଜ୍ଞାନ ଜାଣି ନାହିଁ
ଜାଣିଛି ପ୍ରଭୁ ତତେ
କେବଳ ଜଗନ୍ନାଥ ଜପେ
ଦୟା କରିଥିବୁ ମୋତେ...!!
ବେଦାଚ଼ାର୍ଯ୍ଯ ବହୁତ ସୁନ୍ଦର କାର୍ଯ୍ଯକ୍ରମ ସିଦ୍ଧାର୍ଥ ଭକ୍ତି ର କର୍ମକର୍ତ୍ତାଙ୍କର ....!!
ଜୟ ଜଗନ୍ନାଥ🙏🏿
ପ୍ରଭୁ ମଣିଷ ଜନ୍ମ ଦେଇଥିବାରୁ କୋଟିଏ ପ୍ରଣାମ ହୃଦୟ ରୁ ଜୟ ଜଗନ୍ନାଥ 🚩🚩🚩🙏🙏🙏
ବହୁତ୍ ଭଲ ଲାଗିଲା ସନାତନ ଧର୍ମ ବଜାୟ ରହୁ
ସତରେ ଏଇ ମନ୍ତ୍ର ଶୁଣି ଆତ୍ମା ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମର୍ପଣ ହେଇଯାଉଚି
ଜୟ ଜଗନ୍ନାଥ
ଜୟ ସନାତନ 🙏
ପ୍ରଥମେ ଗୁରୁଜୀ ମାନଙ୍କୁ ମୋର ପ୍ରଣାମ , ପ୍ରକୃତରେ ଏମାନେ ଜ୍ଞାନୀ 🙏
ଅତ୍ୟନ୍ତ ଆନନ୍ଦଦାୟକ କାର୍ଯ୍ୟକ୍ରମ.....ଧନ୍ୟବାଦ ସିଦ୍ଧାର୍ଥ ଟିଭି....ଜୟ ଜଗନ୍ନାଥ...
ସମସ୍ତ ପଣ୍ଡିତ ମାନଙ୍କୁ ପ୍ରଣାମ। ଆମ ସମସ୍ତଙ୍କ ଧର୍ମ ଗ୍ରନ୍ଥ ହେଉଛି ବେଦ ଅଟେ। ଭଗବାନ ଙ୍କ ଗୁଣ ଗାନ କରିବା କୁ ହେଲେ ଦୟାକରି ବସିଥିବା ଚୌକି ର ପରିବର୍ତନ କରି ସାଧାରଣ ଲୋକ ଭଳି ସାଧାରଣ ଚୌକି ରେ ବସିଲେ ଭଲ ହେବ ବୋଲି ଆଶା କରୁଛି । ଧନ୍ୟବାଦ
ବହୁତ ସୁନ୍ଦର। ଶ୍ଳୋକଗୁଡିକର ଉଚ୍ଚାରଣ ଓଡ଼ିଆରେ ହେଲେ ଭଲ। ହିନ୍ଦୀ ଉଚ୍ଚାରଣ ଭଳି ହେଉଛି।
Odia na Hindi re se sabu sanskriti re hi sunibaku bhala lagiba ..hua ta bujhibaku sarala na heipare kintu vedo sabubele Sanskrit re hi haba darkar..❤
Sloka sabu Sanskrit re pa..Sei pain smti subhe sir
😂 Vedas ମୂଳ language Sanskrit ....
ଭାଇ ତାକୁ ଓଡ଼ିଆ ରେ କେମିତି କହିବେ ,ଏହାର ଅର୍ଥ ବର୍ଣ୍ଣନା ଓଡ଼ିଆ ରେ କରି ପାରିବେ କିନ୍ତୁ ଉଚ୍ଚାରଣ ତ ସଂସ୍କୃତ ରେ ହିଁ ହେବ ।
Sanskrit Na sunicha kebe..?
ଭାରତୀୟ ସଂସ୍କୃତିରେ ପୁନରୁଦ୍ଧାର ବହୁତ୍ ସୁନ୍ଦର କାର୍ଯ୍ୟକ୍ରମ🙏
ବହୁତ ଭଲ ଲାଗୁଛି। ବେଦ ଭାଗବତ ଗୀତା ର ପାଠ କରିବା ମନକୁ ଶାନ୍ତି ମିଳିଥାଏ। ମୋର ପିଲା ଦିନ କଥା ମନେପଡେ, ଯେତେବେଳେ 2012 ମସିହାରେ ମୁଁ ଦଶମ ଶ୍ରେଣୀରେ ପଢୁଥିଲି ଆମ ଗାଁ ର ପତିତପାବନ ମନ୍ଦିର ରେ ଶ୍ରୀମଦ୍ଭାଗବଦ୍ ଗୀତା ପ୍ରତିଯୋଗିତା ହେଇଥିଲା ମୁଁ ସେଠାରେ ତୃତୀୟ ପୁରସ୍କାର ପାଇଥିଲି। ବହୁତ ଭଲ ପ୍ରୟାସ ସିଦ୍ଧାର୍ଥ ଟିଭି ର।
😅l1dç ji
❤❤❤
ଏତେ ପରେ ମୁଁ ଓଡ଼ିଆ channel କୁ ଦେଖିବାକୁ ବହୁତ ସୁନ୍ଦର ଲାଗିଲା ❤
ଓଡ଼ିଆ ବାଳକ ବାଳିକା ଏତେ ଉଚ୍ଚ କୋଟୀର ଜ୍ଞାନ ଶୁଣି ବହୁତ ଭଲ ଲାଗିଲା। ପିଲା ମାନଙ୍କୁ ଅଶେଷ ଧନ୍ୟବାଦ,ଆଶୀର୍ବାଦ।
ଏ ମଞ୍ଚକୁ କୋଟିଏ ପ୍ରଣାମ ଜୟ ଜଗନ୍ନାଥ ହରିବୋଲ 🚩🚩🚩🙏🙏🙏
ମହାନ୍ ଆମର ସଂସ୍କାର ଆଉ ସଂସ୍କୃତି 💕
ବହୁତ ସୁନ୍ଦର ପ୍ରୟାସ ଅଟେ ।ଆମ ସଂସ୍କୃତି ସନାତନ ଧର୍ମର ପୁନରୁଦ୍ଧାର ପାଇଁ ଏହା ଏକ ଭଲ ମଞ୍ଚ। 23:49
ବନ୍ଦେ ଉତ୍କଳ ଜନନୀ ।
ସର୍ବେ ଭବନ୍ତୁ ସୁଖୀନଃ ।
ଏହା ସର୍ବଦା ଏବଂ ଦୀର୍ଘ ପ୍ରୟାସ ରହୁ ।
ଓଁ ନମଃ ଶିବାୟଃ ।
ଅତି ସୁନ୍ଦର୍ ପ୍ରୟାସ ଏହି କାର୍ଯ୍ୟକ୍ରମର ସମସ୍ତ କର୍ମ କର୍ତ୍ତା ଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଭଲରେ ରଖନ୍ତୁ ❤❤❤❤❤❤❤
ଏମିତି ପ୍ରୋଗ୍ରାମ ଆୟୋଜନ କରିଥିବାରୁ ସିଦ୍ଧାର୍ଥ ଭକ୍ତି channel କୁ ହୃଦୟରୁ ଧନ୍ଯବାଦ୍ 🙏
ପ୍ରତିଯୋଗୀ ମାନେ ପାରମ୍ପରିକ ପୋଷାକରେ ବେଦ ଶ୍ଳୋକ ପଢ଼ିଲେ ଆହୁରି ବହୁତ୍ ଭଲ ଲାଗନ୍ତl
ଜୟ ଜଗନ୍ନାଥ
ଅତି ସୁନ୍ଦର କାର୍ଯ୍ୟକ୍ରମ
ସାମ୍ପ୍ରତିକ ସ୍ଥିତିରେ ଏପରି ଅତି ମହତ୍ତ୍ୱପୂର୍ଣ୍ଣ ଏବଂ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକ୍ରମ କରୁଥିବା କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ...
ଏମିତି କାର୍ଯ୍ୟକର୍ମ ପାଇଁ ମୋ ପାଖରେ ଶବ୍ଦ ନାହିଁ, ଜୟ ଜଗନ୍ନାଥ 🙏
ଭାରୀ ସୁନ୍ଦର କାର୍ଯ୍ୟକ୍ରମ, ବିପଥଗାମୀ ମାନେ ସୁପଥରେ ଯିଵାର ପ୍ରୟାସ ।ଜୟ ଜଗନ୍ନାଥ
ହରେ କୃଷ୍ଣ 🚩🙏
Right
ଅତି ଉତ୍ତମ ପଦକ୍ଷେପ ନେଇଥିବା ଗୁରୁଙ୍କୁ ମୋର କୋଟି କୋଟି ପ୍ରଣାମ
ଧନ୍ୟବାଦ୍ ସିଦ୍ଧାର୍ଥ ଟିଭି। ଅତ୍ୟନ୍ତ ସୁନ୍ଦରୀ କାର୍ଯକ୍ରମ ଆମ ସଂସ୍କୃତି ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ।
ଏ ସବୁ ଶୁଣିଲେ ବହୁତୁ ଶାନ୍ତି ଲାଗୁଚି ଆତ୍ମାକୁ 🙏🙏🙏
Right
ଜୟ ଜଗନ୍ନାଥ 🙏🙏🙏ମହୋଦୟ ପଣ୍ଡିତ ଜି ଆପଣ ମାନଙ୍କୁ ପ୍ରଣାମ 🙏🙏🙏
Ama Sanskruti Amo Sankar Amo Parampara
Amo Ved Sastra Ku Aka nua jariya re dekheibaro parayasa ati sundara lagila
ଆପଣଙ୍କର ଏହି କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ
ଜୟ ଶ୍ରୀଜଗନ୍ନାଥ
ଅତି ସୁନ୍ଦର କାର୍ଯ୍ୟକ୍ରମ !
ଏତେ ସୁନ୍ଦର ପ୍ରୟାସ ଦେଖି ବହୁତ ଖୁସି ଲାଗିଲା
ମନକୁ ଅନେକ ଅନେକ ଆନନ୍ଦ ଲାଗୁଛି ଯେ ଉତ୍ତମ ପ୍ରୟାସ ନିଆଯାଉଛି ।😅🎉😂❤😂🎉 ଧନ୍ୟବାଦ
❤🎉ଜୟଜଗନ୍ନାଥ ବହୁତ ଖୁସି ହୋଇଗଲି ଜାରି ରଖନ୍ତୁ ଭଲହୋଇଛି
ବହୁତ୍ ସୁନ୍ଦର କାର୍ଯ୍ୟକ୍ରମ ଟିଏ, ସର୍ବଦା ସ୍ବାଗତଯୋଗ୍ୟ 💐💐💐🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ଅତି ସୁନ୍ଦର
ମନ ଖୁସି ହୋଇଗଲା ❤❤❤
ମହିମା ଅଲେଖ ନିରଞ୍ଜନ ।।
ବେଦାଚାର୍ଯ୍ୟ କାର୍ଯ୍ୟ କ୍ରମ ଅତୀବ ପ୍ରଶଂସନୀୟ ଅଟେ ।ଆନନ୍ଦ ଅନୁଭବ କଲି । ନିଶ୍ଚିତ ପତନାଭୀମୁଖୀ ବସ୍ତୁବାଦୀ ସମାଜର କୁସଂସ୍କାର ଯୁକ୍ତ ଜୀବନଶୈଳୀରେ
ଉକ୍ତ କାର୍ଯ୍ୟକ୍ରମ ଅବଶ୍ୟ ବ୍ରେକ୍ ଅପ୍ ଦେବ। ଆର୍ଯ୍ୟ ସଂସ୍କୃତିର ମହନୀୟତା
ବୋଧହୁଏ ଏଇ ଘଡିସନ୍ଧି ମୁହୂର୍ତ୍ତରେ ପୁନରୁତ୍ଥାନର ବିଜୟ ଶଂଖନାଦ ଆରମ୍ଭ କରିଦେଇଛି । ସ୍ୱାଗତ । ଧନ୍ୟବାଦ୍। ପ୍ରଣାମ।
ପ୍ରଭୁ 🚩🙏🙏🙏
Jay Jagannath 🙏🙏🙏
Jay Gagannth 🙏🙏🙏🙏🙏
ବେଦ, ମନ୍ତ୍ର, ଶ୍ଳୋକ ର ଅଧ୍ୟୟନ, ଉଚ୍ଚାରଣ ,ବହୁତ ସୁନ୍ଦର । ସୁନ୍ଦର କାର୍ଯ୍ୟକ୍ରମ ଧନ୍ୟବାଦ ।🙏🏽
Now I found a valuable show in odia ❤
ବେଦର ଅର୍ଥ ଗିଁହାନ. ଗିଁହାନ ଅନେକ ହେଲେ କେଉଁ ଗିଁହାନ 🙏🕉️💐🙏
ଯେଉଁ ଗିହାନ ଦ୍ବାରା ଆପଣ ଏ ହିନ୍ଦୁ ଧରା କୁ ଆସିଛନ୍ତି ହେଲା
ପ୍ରେରଣା ଦାୟକ ଧୀଶକ୍ତି ବୃଦ୍ଧି ଦାୟକ କାର୍ଯ୍ୟକ୍ରମ 👏ଧନ୍ୟବାଦ ସିଦ୍ଧାର୍ଥ ଟିଭି 👍
ସତରେ ଆଜ୍ଞା 🙏🙏🙏
🙏ଜୟ ଶ୍ରୀ ଜଗନ୍ନାଥ🙏 ଏହି ଭଳି ସୋ ଦେଖି ବହୁତ୍ ଖୁସି ଲାଗିଲା ଆମ ଓଡ଼ିଶା ର ସଂସ୍କୃତି କୁ ଦେଖି ବହୁତ୍ ଭଲ ଲାଗିଲା ଏହି ଭଳି ସୋ ଦରକାର ଶାନ୍ତି ଲାଗିଲା🙏🙏🙏
ଅତି ଉତ୍ତମ ପ୍ରୟାସ ଆମ ଭବିଷ୍ୟ ପିଢ଼ି ପାଇଁ. କୋଟି ପ୍ରଣାମ. ସାଧୁବାଦ
ବହୁତ ସୁନ୍ଦର । କିନ୍ତ୍ ପ୍ରତିଯୋଗୀ ମାନେ ସନାତନ ପୋଷାକ ପରିଧାନ ପିନ୍ଧିବା ଉଚିତ
ଜୟ ଜଗନ୍ନାଥ, ଏହିସବୁ ଶୁଣି,ମୁଁ,ଧନ୍ୟହେଇଗଲି,ଏମିତି,ଶ୍ଳୋକ,ପ୍ରତିଦିନ, ଶୁଣି ବାକୁମିଲୁ,ରାଧେଗୋବିନ୍ଦ
ଅତି ସୁନ୍ଦର କାର୍ଯ୍ଯକ୍ରମ ପଣ୍ଡିତ ମଣ୍ଡଳିକୁଁ ପ୍ରଣାମ ଓ ସିଦ୍ଧାର୍ଥ ଟିଭିକୁ ଧନ୍ୟବାଦ
ଯେଉଁମାନେ ପାରମ୍ପରିକ ବସ୍ତ୍ର ପରିଧାନ କରି ଯାଉନାହାନ୍ତି ସେମାନଙ୍କୁ ବେଦାଚାର୍ଯ୍ଯ ମଞ୍ଚ ରେ ବେଦ ପଢିବାକୁ ଅନୁମତି ଦେଉଛନ୍ତି ଏହା.ଆମ ବୈଦିକ ପରମ୍ପରା କୁ ଶୋଭିତ କରିପାରୁ ନାହିଁ🙋♂️🙋♂️🙋♂️🙋♂️🙋♂️🙋♂️🙋♂️.ଜୟ ସତ୍ଯ ସନାତନ ବୈଦିକ ଧର୍ମ 🙏🙏🙏🙏🙏🙏🙏🚩🚩🚩🚩🚩
Thik kahuchanti
@DibyaranjanMeher jay jay kara 🚩🚩🚩🚩🚩
🛕🙏🏻ଜୟ ଜଗନ୍ନାଥ 🙏🏻🛕
Great show that showcase the veda aptitude...Kudos to sidharth bhakti whole team for showing us such a great show which will definitely strengthen our culture and tradition..Jay shree Jagannath 🕉️⭕❗⭕🙏🚩
ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ।ଆପଣ ମାନଙ୍କୁ ସାଧୁବାଦ ଧନ୍ୟବାଦ ।ଜୟ ଜଗନ୍ନାଥ।
ଗୁରୁଜୀ ବେଦ ଓ ବିଜ୍ଞାନ ର କିଛି ପ୍ରାମାଣିକ ତଥ୍ୟ ଆଲୋଚନା କଲେ ବହୁତ ଭଲ ହୁଅନ୍ତା
ପଥଭ୍ରଷ୍ଟ ସମାଜ ପାଇଁ ସମୟପଯୋଗୀ ବହୁତ ସୁନ୍ଦର କାର୍ୟ୍ଯକ୍ରମ ସିତାରାମ ସାର ଙ୍କୁ ବହୁତ ଧନ୍ଯବାଦ
ବହୁତ ସୁନ୍ଦର କାର୍ଯ୍ୟକର୍ମ❤❤❤ ଜୟ ଶ୍ରୀକ୍ରିଷ୍ଣା,❤❤ ଜୟ ଜଗନ୍ନାଥ
ବହୁତ୍ ବହୁତ୍ ଧନ୍ୟବାଦ୍ ସିଦ୍ଧାର୍ଥ ଟିଭି ଆମ ହିନ୍ଦୁ ପରମ୍ପରା ବଞ୍ଚାଇ ରଖିବାର ଏହା ଏକ ନିଆରା ଏବଂ ବହୁତ୍ ବଡ଼ ପ୍ରୟାସ,
ପ୍ରଣାମ 🙏। ବହୁତ ସୁନ୍ଦର କାର୍ଯ୍ୟ କ୍ରମ। ଭାରତୀୟ ସନାତନ ସଂସ୍କୃତି ଓ ପରମ୍ପରା କୁ ଉଦ୍ ଜୀବିତ କରିବା ନିମନ୍ତେ ପ୍ରଶଂସନୀୟ ଉଦ୍ୟମ। ଅଭିନନ୍ଦନ ଓ ଶୁଭେଚ୍ଛା🎉 । ଧନ୍ୟବାଦ
Bahut badhia ati sundar karya karm ehi bhalia plat form darkarahin thila Amara dharam sastra puran ved au jaha jaha Sabu achhi sesabuku eipidhara pilamanank thara agraha au jagrata Kariba e gote bhala prayasa jai jagannath 🙏
ଆପଣ ମାନ ସମସ୍ତ ଙ୍କୁ ମୋର କୋଟି କୋଟି ନମସ୍କାର 🙏🙏🙏🙏🙏🙏🙏🙏🙏🙏🙏🙏🙏🚩ସତ୍ୟ ସନାତନ ଧର୍ମ 🙏
This program will change our society. Nice program.
ଅତି ସୁନ୍ଦର ପ୍ରୟାସ ସିଦ୍ଧାର୍ଥ ଟିଭି ର । ଏ ପରି ଭିନ୍ନ ପ୍ରୟାସ କେବଳ ସିଦ୍ଧାର୍ଥ ଟିଭି ହି କରିପାରିବ ।
ସମୟ ଉପଯୋଗୀ ସ୍ଵାଗତ ଯୋଗ୍ୟ କାର୍ଯ୍ୟକ୍ରମ। ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
ଓଡ଼ିଶାରେ ପ୍ରତିଭାର କମ୍ ନାହିଁ। ସୀତାରାମ ସାର୍ ଙ୍କର ପ୍ରୟାସ ବହୁତ ସ୍ବାଗତ ଯୋଗ୍ୟ।
Great show..... Great thought...... It will reconstruct our culture......
Prathama thara judge Mane atyanta gyani o bidwan Jana paduchhanti.....a manchaku pranama
ବହୁତ ଭଲ ଲାଗୁଛି ବହୁତ ସୁନ୍ଦର ଜୟ ଶ୍ରୀ କୃଷ୍ଣ
Sundar Kariya karma.sita sir o Namita mam nku mora pranam.evali nutana Kariya karma.
A great reality show I ever seen .. I think first time in odisha ,it has been started..a good initiative by sidharth bhakti..
ସୁନ୍ଦର ,ବେଦ ନାମ ଜାଣିଛି।କିନ୍ତୁ ଆପଣ ଙ୍କ ପ୍ରସାରିତ ବେଦ ମନ୍ତ୍ର ଗୀତା ଶୁଣି ପାରୁଛୁ।
ଅତି ସୁନ୍ଦର କାର୍ଯ୍ୟକ୍ରମ...... ଆତ୍ମାକୁ ଶାନ୍ତି ମିଳିଯିବ ଯଦି ଏମିତି କାର୍ଯ୍ୟକ୍ରମ ପ୍ରତିଦିନ ଦେଖାଯିବ 🙏
ଜୟ ଜଗନ୍ନାଥ 🙏
ଜୟ ଶ୍ରୀରାମ 🙏
ଜୟ ଶ୍ରୀକ୍ରୀଷ୍ଣା 🙏
Sidharth bhakti ku mora pranam ete bhala program karuthibaru auu beda bhali kichi jinsha lokamananka pakhare pahanchauthibaru ❤❤❤
wow bahoot sundar lagila odishare adbhoot show dekhi jay jaganath
ସିଦ୍ଧାର୍ଥ ପାଇଁ ପ୍ରଥମ ଥର ସଂମ୍ମାନ ଆସିଲା ହୃଦୟରରୁ
Wah, ବହୁତ୍ ଖୁସି ଲାଗିଲା , ଆପଣଙ୍କ ଭଳି, ବିଦ୍ୱାନ ମାନେ ହିଁ ସମାଜ କୁ ଗଢି ପାରିବେ। ଯଦି ଆପଣ ମାନେ , ଏକଜୁଟ ହୋଇ, summer course jadi କରନ୍ତେ ବହୁତ୍ ଛାତ୍ର ଛାତ୍ରୀ ଆଗାମୀ ଦିନରେ , ଇଛା ବ୍ୟକ୍ତ କରନ୍ତେ
O😊
ଗୋଟିଏମାତ୍ର ଧର୍ମ ଜାହା ସାରାଦୁନିଆର ମଙ୍ଗଳ ଚାହେଁ 🚩🚩🚩
ମୁଁ ତ ସ୍ଥମ୍ଭୀଭୂତ ହୋଇଗଲି 🙏🙏🙏🙏🙏🙏🙏 ଶତ ଶତ ପ୍ରଣାମ❤
ଆମ ସଂସ୍କୃତି ଆମ ପରମ୍ପରା ପୁନଃରୁଦ୍ଧାର ସ୍ୱାଗତ
ଯୋଗ୍ୟ.
"Jyotirbedo hatarvana kirah. Paurana pathakah dhavaka. Pachakaha.. sarbe sadaite sudrabat dhwija ." A .good message to. society for Odisha
बहुत सुन्दर मंच है ओड़िशा और भारतीय संस्कृति के लिए
Thanks to Sidharth Vakti channel for bringing such a nice program.
Bahuta sundara eka prayasa .ama sanskruti ama satatana dharama ra punar udhara paibe ek bahut bada prayasa a mancha ate..su swatam.. jai jagannath 🙏🙏🙏
ସାର ପ୍ରଣାମ 🙏🙏 ଏହିି ମନ୍ତ୍ର ସହିତ ଅର୍ଥ ଆପଣ ମାନେ ବୁଝାନ୍ତୁ । ଆତ୍ମା , ମନ ଓ ଶରୀର ମୁକ୍ତ ହେବ । ଦୟା କରି ଧ୍ୟାନ ଦେବେ ବୋଲି ମୋର ଆଶା ଓ ବିଶ୍ଵାସ ।🙏🙏🙏🙏🙏🙏
ସର୍ବୋତ୍ତମ ଭବ୍ଯ ପ୍ରୟାସଃଅତଃ ସାଧୁବାଦ
ଆନନ୍ଦେ ଏକ ବାର ହରିବୋଲ..... 🙏🙏🙏
Best ever programmer in the television history 🙏
ବହୁତ୍ ବହୁତ୍ ଧନ୍ୟବାଦ୍ ସିଦ୍ଧାର୍ଥ ଚାନେଲ୍ କୁ ଏଇ ଭଳି ବେଦ ପାଠ ସମସ୍ତଙ୍କୁ dekheethibaru
ସିଦ୍ଧାର୍ଥ ଟିଭି କୁ ବହୁତ ବହୁତ ଧନ୍ୟବାଦ
ଏଭଳି prayasa କରିଥିବା ରୁ channel ku ଧନ୍ଯବାଦ❤❤❤❤❤
Eia show bahut agaru habara thila ....very much respect and love for this initiative
Jay Jay shree jagannath 🙏🙏🙏pandit mahodaya apana mananku mora koti koti pranam 🙏🙏🙏mahaprabhu apanankara mangala bidhan karantu 🙏🙏🙏apana mananka jeevan sukhamaya heu 🙏🙏🙏
ହିନ୍ଦୁ ଧର୍ମ ର ଧର୍ମ ଗ୍ରନ୍ଥ ହେଉଛି ବେଦ ଵେଦ କୁ ନେ
ଇ ପ୍ରଚାର ପ୍ରସାର ଦିଗରେ କଲେ ଭଲ ହୁଅନ୍ତା ଧନ୍ୟବାଦ ନମସ୍କାର
Jai Jagannath
ଜୟ ଜଗନ୍ନାଥ ଭଲ ପ୍ରୟାସ ସିଦ୍ଧାର୍ଥ ଟିଭି।
ଉ ଊ ଉଚ୍ଚାରଣ କରି ଥିଲେ ଭଲ ହୋଇଥାନ୍ତା ବ୍ରାହ୍ମଣ ଗୋସେଇଁ ମାନେ. ବାରମ୍ବାର ପ୍ରଣାମ
Great work sir..Raja queen's too ବେଶ୍ ଭଲ..ଓଡିଶା ଓଡ଼ିଆ sanskar ପାଇଁ ବଞ୍ଚିଛି.
ବହୁତ ସୁନ୍ଦର , ଉଚ୍ଚକୋଟୀର ପ୍ରୟାସ ❤
ଭାବ ବିନଦୀୟା କାଳିଆ ଠାକୁର ଯା ପାଖେ ରଖନ୍ତି ଭାବ, ବେଦ ଭାଗବତ ତାହାକୁ ଦିଅନ୍ତି ସେ ବଲାଏ ପଣ୍ଡିତ ।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🤲
Great sir apana mana nku sata sata pranam aji ra juba pidhiku parimarjit karei bhagabat rasta re neba🙏🙏🙏🙏
ବେଦକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ବଡ ପ୍ରୟାସ । ତେଣୁ ସିନ୍ଧାର୍ଥ ଭକ୍ତି ଚାନେଲକୁ ଅନେକ ଅନେକ ଧନ୍ୟବାଦ ।
କିନ୍ତୁ ବେଦ ମଧ୍ୟ ରେ ଥିବା ଜ୍ଞାନକୁ ପ୍ରଚାର ପ୍ରସାର କରିବା ପାଇଁ ବେଦ ପଢ଼ିବା ସହିତ ଆଲୋଚନା ର ସ୍ଵତନ୍ତ୍ର program କରିବା ଦରକାର ।
ଧନ୍ୟବାଦ
ଚମତ୍କାର କାର୍ଯ୍ୟକ୍ରମ ❤❤❤ 🙏🙏🚩🚩🚩🚩🚩🚩🚩🚩🚩🚩🚩
Amr sanskruti ku neiki emiti gute platform neiki asithibaru bahut bahut dhanyavad.carry on🙏🙏
ବେଦ ୫ପ୍ରକାର,ରୃକ,ଯଜୂ ସାମ, ଅଥର୍ବ,ଓ ଶିଷୁ ଵେଦ।ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ଏହା ଜାଣନ୍ତି ସୂପଣ୍ଡିତ।ପିଣ୍ଡ ଓ ବ୍ରହ୍ମାଣ୍ଡ କୁଏକ କରି ଯେଉଁ ମନ୍ତ୍ର ବୋଲାଯାଏ ତାକୁ ଵେଦ କହିଛନ୍ତି ତାଠୁ ଆଉ ଉପରେ ମନ୍ତ୍ର ନାହଁ। ବାକି ସବୁ ଅକାରଣ।ଜୟ ନିରାକାର।
Beda ra arambha keuthu
Guru manaku bhagaban val re rakhantu.... Aama sanskruti.... Aagaku banchai rakhantu...