Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଆଜି ପର୍ଯ୍ୟନ୍ତ ଯେତିକି ବି କାର୍ଯ୍ୟକ୍ରମ ଦେଖିଥିଲି ଏହି କାର୍ଯ୍ୟକ୍ରମ ସତରେ ମନ କିଣି ନେଲା କାରଣ ଏହି କାର୍ଯ୍ୟକ୍ରମ ଯୁବପିଢ଼ି ଙ୍କୁ ଜୀବନରେ ନୂଆ ମାର୍ଗ ଦେଖାଇ ପାରିବ ଧନ୍ୟବାଦ ସିଦ୍ଧାର୍ଥ ଭକ୍ତି ଟିଭିଜୟ ଜଗନ୍ନାଥ
ବେଦାଚାର୍ଯ୍ୟକାର୍ଯ୍ୟକ୍ରମ ଲୋକଲୋଚନକୁ ଅଣିଥିବାରୁ ସିଦ୍ଧାର୍ଥ ଟିଭି କୁ ଧନ୍ୟବାଦ.ପ୍ରତିଯୋଗୀ ମାନଙ୍କ ପିତା ମାତାଙ୍କୁ ଅନନ୍ତ କୋଟି ପ୍ରଣାମ, ପିଲାମାନଙ୍କୁ ଜୟ ଜଗନ୍ନାଥ.
T
M*k*t43
Kuni kuni pila nku koti parnam 🎉🎉
ଯାହା ହେଉ । ଜୟ ଜଗନ୍ନାଥ।।ସିଦ୍ଧାର୍ଥ ଭକ୍ତି channel ଙ୍କର ଏ ପ୍ରୟାସ ସବୁ ବର୍ତ୍ତମାନ ସମାଜକୁ ସତ୍ ମାର୍ଗ ରେ ନବା ପାଇଁ ଏକ ମହତ୍ କାର୍ଯ୍ୟ।।।।
ॐ नमो भगवते वासुदेवाय 🌹🙏🌹🙏
ବହୁତ ସୁନ୍ଦର ପ୍ରୟାସ ସିଦ୍ଧାର୍ଥ ଭକ୍ତି ର ସମସ୍ତ ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଜୟ ଶ୍ରୀ ଜଗନ୍ନାଥ
ବେଦ ଭୁଲ ଉଚ୍ଚାରଣରେ ନର୍କ ଭୋଗଚଛୀ
ଏମିତି କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ...ଧନ୍ୟବାଦ ସିଦ୍ଧାର୍ଥ ଟିଭି team ମ୍ୟାନେଜେମେଣ୍ଟ ଙ୍କୁ.. 🙏🏻
Lillyll
Ok sydhaarth brodars laik waald feamosh cianel nomarsh oansh india laik mitri ❤ feamosh ok
ବହୁତ ସୁନ୍ଦର ଏମିତି ବହୁତ ଆଗରୁ ମଞ୍ଚ କରିବା ର ଥିଲେ।ଜୟ ଜଗନ୍ନାଥ 🙏👌👍
ବା କି କାର୍ଯ୍ୟକ୍ରମ ଅତିସୁନ୍ଦର ସିଦ୍ଧାର୍ଥ ଟିଭି ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଉନ୍ନତି କରନ୍ତୁ 🚩🚩🚩🚩🚩🚩🚩🚩🚩🙏🙏🙏🙏🙏🙏🚩
Program bahut hi bhala heichi, asa kare eithi kam sakam selections re kichhi rajniti na hau, thanks Sidhharth team
ବହୁତ ସୁନ୍ଦର ପ୍ରୟାସ pilabelu nijaku ଶୃଙ୍ଖଳିତ କରି ଗଢିତୋଳିବାଲାଗି ଏକ ସୁନ୍ଦର ମାର୍ଗ ଟିଏ।
ବହୁତ ଭଲ କାର୍ଯ୍ୟକ୍ରମ ଆଉ ପ୍ରତି ଯୋଗି ଧୋତି ପିନ୍ଧି ପରିବେଷଣ କଲେ ଭଲ ହୁଅନ୍ତା
ଯଦି contest ମାନେ ବସି କି, ଆସନ ଗ୍ରହଣ କରିକି ଉଚ୍ଚାରଣ କଲେ ବହୁତ ଭଲ ହବ.. ଜୟ ଜଗନ୍ନାଥ
ଏ କଥାରେ ମୁଁ ମଧ୍ୟ ସହମତ
@@janardanmohanta1530 ମୁଁ ବି
ଠିକ୍ କଥା
ବହୁତ ସୁନ୍ଦର କାର୍ଯ୍ୟ କ୍ରମ ଭଗବାନ ପୁଣି ସରସ୍ଵତୀ ଙ୍କ ବରଦାନ ଆପଣଙ୍କ ମା ବାପଙ୍କୁ 🙏🙏🙏 ଏମିତି ପୁତ୍ର ପାଇଛନ୍ତି ଏହି ପରି ପ୍ରୋଗ୍ରାମ ଚାଲୁ ରହୁ
Bhakti ra mancha beda patha basiki gayan karile bhaut sundar haba
ବୟସ୍କ ଲୋକମାନଙ୍କୁ ଵେଦର ଆଲୋଚନା ପାଇଁ ସୁବିଧା କଲେ ସମାଜରେ ଭଲ ପ୍ରଭାବ ପକାଇବା
Ae chhua mananka bapa maanku mora bhumista pranam ate beda patha ate kam bayasare sikheichhanty 🙏🙏
🙏🙏🙏🙏
ଚ୍ୟାନେଲ ର ଏହି ପ୍ରୟାସ ଅତି ଅତି ଅତି ପ୍ରଶଂସନୀୟ। ପଶ୍ଚିମ ଦେଶ ମାନଙ୍କର ଚଳଣି ସମାଜ ଉପରେ ହାବି ହେଉଥିବା ବେଳେ ଆପଣ ମାନଙ୍କରପ୍ରୟାସ ସମାଜରେ ନିଶ୍ଚୟ ପ୍ରଭାବିତ କରିବ । ଧନ୍ୟବାଦ।
Bahut badhiya programme
God bless you.. Agaku aahuri jaa हर हर महादेव🙏🙏🙏
Bahut badiha heuchi
ଏମିତିଆ ପ୍ରୋଗ୍ରାମ ଗୁଟେ ନିଆରା ନିଆରା ଲାଗିଲା।ବହୁତ ଭଲ କାର୍ଯ୍ୟକ୍ରମ।ଧନ୍ୟବାଦ ସିଦ୍ଧାର୍ଥ ଟିଭି
Jaya Sree Jagannatha Jaya Sidhartha Bhaktira Bedacharjya Prayasa ku Swagata Adhunika Samajare Beda Dharmaprati Agraha Kami kami Jauthiba Samayare Prayasaku Dhanya Bada
ଅନନ୍ୟ ଅଭିନ୍ନ ପ୍ରୟାସ...😌🙏💞
ଏବେ ବେଦ ର ପ୍ରକୃତ ଅର୍ଥ ଅଭାବ ଥିଲା ପୁରଣ ହେଲା ,ସମସ୍ତେ ବେଦ ପଢିପାରିବେ ବେଦ ରେ ଉଲ୍ଲେଖ ଅଛି କିନ୍ତୁ କିଛି ଲୋକ ମାନେ କୁହନ୍ତି ଖାଲି ସମ୍ଭ୍ରାନ୍ତ ଓ ଉଚ୍ଚ ଜାତି ଶ୍ରେଣୀ ର ଲୋକ ମାନେ ପଢ଼ିବେ . ଅନ୍ୟ ଜାତି ବା ଛୋଟ ଜାତି ପଢ଼ିବେନି ଯୋଉ ମାନେ କୁହନ୍ତି ତାଙ୍କୁ ଶକ୍ତ .....ହୋଇଛି🙏🏿🙏🏿
ଏମିତି ଗୋଟେ ପ୍ରଚେଷ୍ଟା ପାଇଁ ସିଦ୍ଧାର୍ଥ ଭକ୍ତି ଚାନେଲ କୁ ଅଶେଷ ଅଶେଷ ଧନ୍ୟବାଦ୍।
ମୋତେ ବହୁତ ଖୁସି ଲାଗିଲା ସଭିକୁ ମୋର 🙏🙏🙏
ଜୟ ଜଗନ୍ନାଥ ପ୍ରଭୁ ଙ୍କ ର ଜୟ
Bahut sundar program,,aku dekhi ama youth Mane change huantu
ଭଲ ପ୍ରୋଗ୍ରାମ ଅଟେ
Bahut badiya program.. 🙏🙏
ବହୁତ ସୁନ୍ଦର ପ୍ରୟାସ 🙏🏻🙏🏻🙏🏻ଧନ୍ୟବାଦ ସିଦ୍ଧାର୍ଥ ଟିମ୍ 🙏🏻
Jai akhand Hindu rashtra Jai Hind Jai Bharat Jai shree Ram ❤❤❤❤
Ea prayasa bahut sundarHare krisna
Many many thanks to Sidhyartha TV for this programme. Please keep it up.
ଏପରି କାର୍ଯ୍ୟକ୍ରମ ସ୍ବାଗତ ଯୋଗ୍ୟ
ବେଦ ପାଠ କରିବା ପୂର୍ବରୁ ଯଦି ସ୍ଵତନ୍ତ୍ର ପୋଷାକ ର ବ୍ୟବସ୍ଥା ହୁଅନ୍ତା।ଭଲ ହୁଅନ୍ତା
Sidharthbhaķtira sundar prayas Bedacharajay program
Jay Jay shree jagannath 🙏🙏🙏Sitaram sir n namita madam nku koti koti pranam 🙏🙏🙏bahut sundar programme create karuchanti 🙏🙏🙏
Bohut sundar prayas sidharth bhakti channel ra... 🙌
ସିଦ୍ଧାର୍ଥ ଭକ୍ତି ର ଏହା ସୁନ୍ଦର ପ୍ରୟାସ 🙏🌹
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ରାମ ରାମ ରାମ
🙏ବହୁତ ବହୁତ ବହୁତ ସୁନ୍ଦର ପ୍ରୟାସ 👏👏👏
Jay Jay shree jagannath 🙏🙏🙏pandit mahodaya apana mananku mora koti koti pranam 🙏🙏🙏many many thanks 🙏🙏🙏
Ba baby 👌👌👌👌👌❤❤❤❤❤
Hare Krishna.hari bol. Evali episode swagat jogya
Wow ❤❤❤🎉🎉🎉🎉 congratulations 👏👏👏👏👏👏👏 sidharth TV beautiful job
Hari om kana asirbad suchaka dhanya a pandita Mandali
ସୁନ୍ଦର ପ୍ରୟାସ
ଶ୍ରୀନିବାସ ଗୁରୁଜୀ କୁମାର ଗୁରୁଜୀ ଭଜରାମ ଗୁରୁଜୀ ମୋର ନମସ୍କାର
Chamatkar kaarjyakrama!
Bedacharya karyakram ati sundar,Ehadwara Arya sanskriti surakhitheb . Matra samasta. PratijoginkuPuraskrut karajau .Ehadwara AmaraKuni kuni pilamane utsahit Hebe .Samaste Bed mantra Geeta/Upanisadra shloka kanthagraKari paribe nanhi .Ernu samastankuSathire neba pain Baidik sadharanYan pratijogita (General knowledge)Rakhajau . Sethi pain pathyakramPathyakram prastut karantu .Eha Mora namra nibedan .Sub. Maj Brahmananda NandiINDIAN ARMY .
Jay jaganath bahut khusi lagila suniki dhanybad upastapana karithibaru
ଏପରି କାର୍ଯ୍ୟକ୍ରମ ବିଶ୍ବରେ ଶ୍ରେଷ୍ଠ ।
Bahut badhiya praysha sidharth TV 🎉
Jay Jay shree jagannath 🙏🙏🙏very nice programme 🙏👌
Jay.shambhu.guruKumarjinku.satakati.pranam
Bahut Sundar
Jay Jagannath bahut badhiaa ama sankruti ama parampara 🙏🙏🙏
ବେଦାଚାର୍ଯ୍ୟ କାର୍ଯ୍ୟକ୍ରମ ଟି ସିଦ୍ଧାର୍ଥ TV ଦ୍ୱାରା ପ୍ରାୟୋଜିତ ହେବା ଫଳରେ ବହୁ କଥା ସାଧାରଣ ଜନ ମାନସରେ ପ୍ରତିଫଳିତ ହୋଇଅଛି ତେଣୁ ଶ୍ରୀଯୁକ୍ତ ସୀତାରାମ ଅଗ୍ରୱାଲ ମହୋଦୟ ଏବଂ ନମିତା ଅଗ୍ରୱାଲ ମହୋଦୟା ଙ୍କୁ ଅନେକ ଅନେକ ସାଧୁବାଦ ଏହିପରି କାର୍ଯ୍ୟକ୍ରମ ଗ୍ରାମ୍ୟ ସ୍ତରରୁ ପ୍ରତିଭା ମାନଙ୍କୁ ଅଣାଗଲେ କାର୍ଯ୍ୟକ୍ରମ ଟି ସୁନ୍ଦର ହୋଇପାରିବ l🙏
Bahut bahut badhiya ... Dhanyawad
Jotta rasa bispa re heba kotha taha ama odisha re heuchii 🎉🎉
Jayshree 🙏 Jaganath 🙏 Radhe krishna
🙏🙏🙏🙏ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏
Omm jay shree jagannath
Bahuta sundar prayas sidhart tv r 🙏🙏
Jay jagannath Sanatana is rising and bright our future of Sanatana.
Bahut bhala program . always my femely wait this programme
Jay Jay shree jagannath 🙏🙏🙏Jay jay shree jagannath 🙏🙏🙏Jay jay shree jagannath 🙏🙏🙏
ବାସ୍ତବିକ ସ୍ୱାଗତ ଜୋଗ୍ୟ
Vala nua prayasha,fine art drawing and painting upare kichi reality show kariheba...aji parjyanta kehi karinahanti
ଜୟ ଜଗନ୍ନାଥ🙏🙏🙏🙏
Abhali karyakrama samajaku sanskar ra digdarsanre sahayaka heba .
Jai sree jagannath mahaprabhu 🙏🙏🙏
Good girl Prachesta God bless you
Bahut Sundar guruji Jay Jagannath
Three chanel no 1 program thanku sitaram sir & madam
Jay Jagannath bhagaban tumara mangala karantu Sita Ram sir and namita mam
Oh my god,its favolous show
Dayakari yoga pranayama ra eka time re regularly heu
Bahut bahut dhanyabad
Om Shanti om Shanti om Shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏
Prabhu tumaku Mangal karantu
Jay Sri Ram bahut Sundar....
Jago Hindu... Jago Hindustan. Very nice program.
Love you sidharth TV I like this show
Jy Jagnnath
ଜୟ ଶ୍ରୀ ଜଗନ୍ନାଥ,,ଜୟ ସୀତାରାମ 🙏🙏🙏
A*T*M√
ବେଦ ବିଷୟରେ ଯଦି ଆଲୋଚନା କରାଯାଉଛି ତା ହେଲେ ସଂସ୍କୃତ ଭାଷା ନହେଲେ ନାହିଁ କିନ୍ତୁ ନିଜ ସଂସ୍କୃତି ଓ ନିଜ ଧର୍ମର ଭାଷା ଓ ସାହିତ୍ୟ ବ୍ୟବହାର କରିବା ଉଚିତ୍ । ଉର୍ଦ୍ଧୁ ଆଉ ଇଂରାଜୀ ଭାଷାର ସାହାଯ୍ୟ ସମ୍ପୂର୍ଣ ଆମ ସମାଜ ଆଉ ସଂସ୍କୃତି ପାଇଁ ଲଜ୍ୟା ଓ ଅପମାନ ମଧ୍ୟ ହୋଇଥାଏ ।
ଖୁବ୍ ସୁନ୍ଦର 👍
ଜନ ସାଧାରଣରେ ଲୁପ୍ତ ଵେଦ ଲୋକଲୋଚନକୁ ଆଣିବା ପ୍ରୟାସ ଏକ ମହନୀୟ ଉଦ୍ୟମ।
Omm karaya namo namha
Shidharth tv show ku request please 🙏 ae show re ads ki sponsored na rahu
Jhia ra angya ta bhala lagila
Bahout sundar laguchi satare❤❤ Jay sri radhe Krishna 👏👏🙏🙏
Namastubhyam namastubhyam
Super se duper chyanel
ଜୟ ଜଗନ୍ନାଥ ସ୍ଵାମୀ
Bahut badiya ❤
Jay Jagannath
Jay jagannath🙏 sundar prayaas
ଆଜି ପର୍ଯ୍ୟନ୍ତ ଯେତିକି ବି କାର୍ଯ୍ୟକ୍ରମ ଦେଖିଥିଲି ଏହି କାର୍ଯ୍ୟକ୍ରମ ସତରେ ମନ କିଣି ନେଲା କାରଣ ଏହି କାର୍ଯ୍ୟକ୍ରମ ଯୁବପିଢ଼ି ଙ୍କୁ ଜୀବନରେ ନୂଆ ମାର୍ଗ ଦେଖାଇ ପାରିବ ଧନ୍ୟବାଦ ସିଦ୍ଧାର୍ଥ ଭକ୍ତି ଟିଭି
ଜୟ ଜଗନ୍ନାଥ
ବେଦାଚାର୍ଯ୍ୟକାର୍ଯ୍ୟକ୍ରମ ଲୋକଲୋଚନକୁ ଅଣିଥିବାରୁ ସିଦ୍ଧାର୍ଥ ଟିଭି କୁ ଧନ୍ୟବାଦ.ପ୍ରତିଯୋଗୀ ମାନଙ୍କ ପିତା ମାତାଙ୍କୁ ଅନନ୍ତ କୋଟି ପ୍ରଣାମ, ପିଲାମାନଙ୍କୁ ଜୟ ଜଗନ୍ନାଥ.
T
M*k*t43
Kuni kuni pila nku koti parnam 🎉🎉
ଯାହା ହେଉ । ଜୟ ଜଗନ୍ନାଥ।।
ସିଦ୍ଧାର୍ଥ ଭକ୍ତି channel ଙ୍କର ଏ ପ୍ରୟାସ ସବୁ ବର୍ତ୍ତମାନ ସମାଜକୁ ସତ୍ ମାର୍ଗ ରେ ନବା ପାଇଁ ଏକ ମହତ୍ କାର୍ଯ୍ୟ।।।।
ॐ नमो भगवते वासुदेवाय 🌹🙏🌹🙏
ବହୁତ ସୁନ୍ଦର ପ୍ରୟାସ ସିଦ୍ଧାର୍ଥ ଭକ୍ତି ର ସମସ୍ତ ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଜୟ ଶ୍ରୀ ଜଗନ୍ନାଥ
ବେଦ ଭୁଲ ଉଚ୍ଚାରଣରେ ନର୍କ ଭୋଗଚଛୀ
ଏମିତି କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ...ଧନ୍ୟବାଦ ସିଦ୍ଧାର୍ଥ ଟିଭି team ମ୍ୟାନେଜେମେଣ୍ଟ ଙ୍କୁ.. 🙏🏻
Lillyll
Ok sydhaarth brodars laik waald feamosh cianel nomarsh oansh india laik mitri ❤ feamosh ok
ବହୁତ ସୁନ୍ଦର ଏମିତି ବହୁତ ଆଗରୁ ମଞ୍ଚ କରିବା ର ଥିଲେ।ଜୟ ଜଗନ୍ନାଥ 🙏👌👍
ବା କି କାର୍ଯ୍ୟକ୍ରମ ଅତିସୁନ୍ଦର ସିଦ୍ଧାର୍ଥ ଟିଭି ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଉନ୍ନତି କରନ୍ତୁ 🚩🚩🚩🚩🚩🚩🚩🚩🚩🙏🙏🙏🙏🙏🙏🚩
Program bahut hi bhala heichi, asa kare eithi kam sakam selections re kichhi rajniti na hau, thanks Sidhharth team
ବହୁତ ସୁନ୍ଦର ପ୍ରୟାସ pilabelu nijaku ଶୃଙ୍ଖଳିତ କରି ଗଢିତୋଳିବାଲାଗି ଏକ ସୁନ୍ଦର ମାର୍ଗ ଟିଏ।
ବହୁତ ଭଲ କାର୍ଯ୍ୟକ୍ରମ ଆଉ ପ୍ରତି ଯୋଗି ଧୋତି ପିନ୍ଧି ପରିବେଷଣ କଲେ ଭଲ ହୁଅନ୍ତା
ଯଦି contest ମାନେ ବସି କି, ଆସନ ଗ୍ରହଣ କରିକି ଉଚ୍ଚାରଣ କଲେ ବହୁତ ଭଲ ହବ.. ଜୟ ଜଗନ୍ନାଥ
ଏ କଥାରେ ମୁଁ ମଧ୍ୟ ସହମତ
@@janardanmohanta1530 ମୁଁ ବି
ଠିକ୍ କଥା
ବହୁତ ସୁନ୍ଦର କାର୍ଯ୍ୟ କ୍ରମ ଭଗବାନ ପୁଣି ସରସ୍ଵତୀ ଙ୍କ ବରଦାନ ଆପଣଙ୍କ ମା ବାପଙ୍କୁ 🙏🙏🙏 ଏମିତି ପୁତ୍ର ପାଇଛନ୍ତି ଏହି ପରି ପ୍ରୋଗ୍ରାମ ଚାଲୁ ରହୁ
Bhakti ra mancha beda patha basiki gayan karile bhaut sundar haba
ବୟସ୍କ ଲୋକମାନଙ୍କୁ ଵେଦର ଆଲୋଚନା ପାଇଁ ସୁବିଧା କଲେ ସମାଜରେ ଭଲ ପ୍ରଭାବ ପକାଇବା
Ae chhua mananka bapa maanku mora bhumista pranam ate beda patha ate kam bayasare sikheichhanty 🙏🙏
🙏🙏🙏🙏
ଚ୍ୟାନେଲ ର ଏହି ପ୍ରୟାସ ଅତି ଅତି ଅତି ପ୍ରଶଂସନୀୟ। ପଶ୍ଚିମ ଦେଶ ମାନଙ୍କର ଚଳଣି ସମାଜ
ଉପରେ ହାବି ହେଉଥିବା ବେଳେ ଆପଣ ମାନଙ୍କର
ପ୍ରୟାସ ସମାଜରେ ନିଶ୍ଚୟ ପ୍ରଭାବିତ କରିବ । ଧନ୍ୟବାଦ।
Bahut badhiya programme
God bless you.. Agaku aahuri jaa हर हर महादेव🙏🙏🙏
Bahut badiha heuchi
ଏମିତିଆ ପ୍ରୋଗ୍ରାମ ଗୁଟେ ନିଆରା ନିଆରା ଲାଗିଲା।ବହୁତ ଭଲ କାର୍ଯ୍ୟକ୍ରମ।ଧନ୍ୟବାଦ ସିଦ୍ଧାର୍ଥ ଟିଭି
Jaya Sree Jagannatha Jaya Sidhartha Bhaktira Bedacharjya Prayasa ku Swagata Adhunika Samajare Beda Dharmaprati Agraha Kami kami Jauthiba Samayare Prayasaku Dhanya Bada
ଅନନ୍ୟ ଅଭିନ୍ନ ପ୍ରୟାସ...😌🙏💞
ଏବେ ବେଦ ର ପ୍ରକୃତ ଅର୍ଥ ଅଭାବ ଥିଲା ପୁରଣ ହେଲା ,ସମସ୍ତେ ବେଦ ପଢିପାରିବେ ବେଦ ରେ ଉଲ୍ଲେଖ ଅଛି କିନ୍ତୁ କିଛି ଲୋକ ମାନେ କୁହନ୍ତି ଖାଲି ସମ୍ଭ୍ରାନ୍ତ ଓ ଉଚ୍ଚ ଜାତି ଶ୍ରେଣୀ ର ଲୋକ ମାନେ ପଢ଼ିବେ . ଅନ୍ୟ ଜାତି ବା ଛୋଟ ଜାତି ପଢ଼ିବେନି ଯୋଉ ମାନେ କୁହନ୍ତି ତାଙ୍କୁ ଶକ୍ତ .....ହୋଇଛି🙏🏿🙏🏿
ଏମିତି ଗୋଟେ ପ୍ରଚେଷ୍ଟା ପାଇଁ ସିଦ୍ଧାର୍ଥ ଭକ୍ତି ଚାନେଲ କୁ ଅଶେଷ ଅଶେଷ ଧନ୍ୟବାଦ୍।
ମୋତେ ବହୁତ ଖୁସି ଲାଗିଲା ସଭିକୁ ମୋର 🙏🙏🙏
ଜୟ ଜଗନ୍ନାଥ ପ୍ରଭୁ ଙ୍କ ର ଜୟ
Bahut sundar program,,aku dekhi ama youth Mane change huantu
ଭଲ ପ୍ରୋଗ୍ରାମ ଅଟେ
Bahut badiya program.. 🙏🙏
ବହୁତ ସୁନ୍ଦର ପ୍ରୟାସ 🙏🏻🙏🏻🙏🏻ଧନ୍ୟବାଦ ସିଦ୍ଧାର୍ଥ ଟିମ୍ 🙏🏻
Jai akhand Hindu rashtra Jai Hind Jai Bharat Jai shree Ram ❤❤❤❤
Ea prayasa bahut sundar
Hare krisna
Many many thanks to Sidhyartha TV for this programme. Please keep it up.
ଏପରି କାର୍ଯ୍ୟକ୍ରମ ସ୍ବାଗତ ଯୋଗ୍ୟ
ବେଦ ପାଠ କରିବା ପୂର୍ବରୁ ଯଦି ସ୍ଵତନ୍ତ୍ର ପୋଷାକ ର ବ୍ୟବସ୍ଥା ହୁଅନ୍ତା।ଭଲ ହୁଅନ୍ତା
Sidharthbhaķtira sundar prayas Bedacharajay program
Jay Jay shree jagannath 🙏🙏🙏Sitaram sir n namita madam nku koti koti pranam 🙏🙏🙏bahut sundar programme create karuchanti 🙏🙏🙏
Bohut sundar prayas sidharth bhakti channel ra... 🙌
ସିଦ୍ଧାର୍ଥ ଭକ୍ତି ର ଏହା ସୁନ୍ଦର ପ୍ରୟାସ 🙏🌹
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ରାମ ରାମ ରାମ
🙏ବହୁତ ବହୁତ ବହୁତ ସୁନ୍ଦର ପ୍ରୟାସ 👏👏👏
Jay Jay shree jagannath 🙏🙏🙏pandit mahodaya apana mananku mora koti koti pranam 🙏🙏🙏many many thanks 🙏🙏🙏
Ba baby 👌👌👌👌👌❤❤❤❤❤
Hare Krishna.hari bol. Evali episode swagat jogya
Wow ❤❤❤🎉🎉🎉🎉 congratulations 👏👏👏👏👏👏👏 sidharth TV beautiful job
Hari om kana asirbad suchaka dhanya a pandita Mandali
ସୁନ୍ଦର ପ୍ରୟାସ
ଶ୍ରୀନିବାସ ଗୁରୁଜୀ କୁମାର ଗୁରୁଜୀ ଭଜରାମ ଗୁରୁଜୀ ମୋର ନମସ୍କାର
Chamatkar kaarjyakrama!
Bedacharya karyakram ati sundar,
Ehadwara Arya sanskriti surakhit
heb . Matra samasta. Pratijoginku
Puraskrut karajau .Ehadwara Amara
Kuni kuni pilamane utsahit Hebe .
Samaste Bed mantra Geeta/Upanisadra shloka kanthagra
Kari paribe nanhi .Ernu samastanku
Sathire neba pain Baidik sadharan
Yan pratijogita (General knowledge)
Rakhajau . Sethi pain pathyakram
Pathyakram prastut karantu .
Eha Mora namra nibedan .
Sub. Maj Brahmananda Nandi
INDIAN ARMY .
Jay jaganath bahut khusi lagila suniki dhanybad upastapana karithibaru
ଏପରି କାର୍ଯ୍ୟକ୍ରମ ବିଶ୍ବରେ ଶ୍ରେଷ୍ଠ ।
Bahut badhiya praysha sidharth TV 🎉
Jay Jay shree jagannath 🙏🙏🙏very nice programme 🙏👌
Jay.shambhu.guru
Kumarjinku.satakati.pranam