Prabhu Tume Michha Kahila - ପ୍ରଭୁ ତୁମେ ମିଛ କହିଲ | Patitapabana Das | ଭକ୍ତଙ୍କ ପାଖରେ ପ୍ରଭୁ ମିଛ କହିଲେ

Поділитися
Вставка
  • Опубліковано 12 січ 2025

КОМЕНТАРІ • 831

  • @Srikanta-81
    @Srikanta-81 4 місяці тому +42

    ଆଜି ମୁଁ ଅନୁଭବ କରୁଛି, ଜଗନ୍ନାଥ ଙ୍କ କୃପା ମୋ ପ୍ରତି ଅଛି, ନହେଲେ ଏ ଭାବପୂର୍ଣ୍ଣ ପରିବେଷଣ ଦେଖିପାରିନଥାନ୍ତି l

    • @anandamohakuda4943
      @anandamohakuda4943 4 місяці тому +6

      Jay Jagannath 🙏🙏🙏😢😢😢

    • @pabitraentertainment1982
      @pabitraentertainment1982 3 місяці тому +2

      ମୋ ଆଖିର ଲୁହ ବାହାରି ଆସିଲା। ଜୟ ଜଗନ୍ନାଥ।

    • @BabyNayak-d4w
      @BabyNayak-d4w 3 місяці тому

      ​@@pabitraentertainment1982😅😂

  • @abhijitdash4410
    @abhijitdash4410 4 місяці тому +37

    Ahhh.... କି ସୁନ୍ଦର ପରିବେଷଣ।।।। ଆଖିରେ ଲୁହ ଆସିଯାଉଛି 😢😢, ଶ୍ରୀ ଅରବିନ୍ଦ ମୁଦଲିଙ୍କ ଗୀତ କୁ ସରଥକତରେ ପରିବେଷଣ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍।।।

  • @rakeshnath2438
    @rakeshnath2438 5 місяців тому +60

    ବହୁତ୍ ଦିନ ହେଲା ଏ ଭଜନ ଶୁଣିବା ପାଇଁ UA-cam ରୁ ଖୋଜୁ ଥିଲି ହେଲେ ଆଜି ମିଳିଗଲା ଅଜି ମୁଁ ବହୁତ୍ କାନ୍ଦିଚି 😢 ଏ ଭଜନ ଶୁଣି ଜୟ ଜଗନ୍ନାଥ 🙏

  • @pintuvillagetour
    @pintuvillagetour 5 місяців тому +60

    ଆଜି ଅରବିନ୍ଦ ମୁଦୁଲିଙ୍କୁ ବହୁତ ମନ ଝୁରୁଛି 😭😭 କୁଆଡ଼େ ଗଲା ତାଙ୍କର ସେ ଭାବପୂର୍ଣ୍ଣ ଭଜନ .. ଜୟ ଜୟ ଜଗନ୍ନାଥ 🚩🙏🙏

  • @durgacharanbehera791
    @durgacharanbehera791 3 місяці тому +23

    ଜୟ ଜଗନ୍ନାଥ। 🙏🙏🙏🙏🙏🙏🙏🙏🙏
    ପ୍ରଭୁ କେତେ ମିଛ କହିଲେ କେତେ ସତ, ମୁଁ ମୁର୍ଖ କିଛି ବୁଝେନି। ହେଲେ ଦୟାଳୁ କାଳିଆ ସାଆନ୍ତଙ୍କ ଭକ୍ତ ଅନୁରାଗ ଚିଠା ମୋତେ ଆଜି ମନ୍ତ୍ରମୁଗ୍ଧ କରିଦେଲା। ଗୀତିକାର ସଙ୍ଗୀତକାର ଗାୟକ ତଥା ପୁରା ଟିମ୍ କୁ ନମସ୍କାର ଓ ଧନ୍ଯବାଦ। ବହୁତ ଦିନ ର ଅବକାଶ ପରେ ଏ ମୁହୁର୍ତ୍ତଟି ଆସିଲା।
    କାଳିଆ ସାଆନ୍ତଙ୍କ ଦୟା ର ବୋଝକୁ ବୋହିବା ମୋ ପାଇଁ ଖୁବ୍ କଠିନ କାର୍ୟ୍ଯ ପାଇଁ ପ୍ରତି ସମୟରେ ନିଜର କ୍ରୁତଞ୍ଜତା ଜଣାଇବା ପାଇଁ ବାଧ୍ଯ। ବହୁତ ଦେଲ ସାଆନ୍ତ, ହେଲେ ଅସଲ ଜିନିଷ ଟି ଦରଶନ ଜୀବନ େର ଆଶା ରହିଛି। ଦୟା କରିବ ଭଗବାନ। ଦୟା କରିବ।

    • @jagannathmahima2023
      @jagannathmahima2023 23 дні тому

      ଥରେ ଭାବ ରେ କୁହନ୍ତୁ ଡୋରି ଲାଗିଯିବ

  • @Prasannakumar-hu1qu
    @Prasannakumar-hu1qu 5 місяців тому +9

    ମନ ମୂଦ୍ଧ ହୋଇ ଗଲା, ଭଉତ ଅନୁରୋଧ ପରେ ଆସିଲା, ଓଃ କି ଭାବ ଲୁହ ଭାରି ଯାଉଛି ଆଖିରୁ 👍🙏

  • @ଜୟଜଗନ୍ନାଥମହାପ୍ରଭୁ-ଭ4ଫ

    ଆହା କି ସୁନ୍ଦର ଭଜନ 🙏🏻 ଆଖି ଓଦା ହେଇଗଲା ଭାବ ରେ ମଣିମା 🙏🏻😭

    • @Raja443.
      @Raja443. 5 місяців тому +29

      ଜୟ ଜଗନ୍ନାଥ ❤❤❤🚩🚩🚩🙏🙏🙏

    • @Pujajani123
      @Pujajani123 5 місяців тому +6

      Jay shree jagannath bless you all ❤❤❤

    • @BrahmaNandaDash-pt8qt
      @BrahmaNandaDash-pt8qt 5 місяців тому +1

      Lovhan

    • @DibakarKhuntia-tp5jb
      @DibakarKhuntia-tp5jb 5 місяців тому

      ​@@Raja443.😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

    • @RajkishoreMuduli-ge6uq
      @RajkishoreMuduli-ge6uq 5 місяців тому +2

      Jayjaganata........omshanti

  • @sujitkumarsethi5496
    @sujitkumarsethi5496 2 місяці тому +5

    ସୁନ୍ଦର ଉପସ୍ଥାପନା ଜଗନ୍ନାଥ ସଂସ୍କୃତି କୁ ଆଗକୁ ନେବାପାଇଁ ଆପଣଙ୍କ ଭଳି ପ୍ରବଚକ ଆବଶ୍ୟକ

  • @Puribohuitishree
    @Puribohuitishree 5 місяців тому +27

    ଭଜନ ଶୁଣିଲା ପରେ କିଛି ଶବ୍ଦ ନାହିଁ ଲେଖିବା ପାଇଁ 🙏🙏🙏🙏🙏 ସବୁ ସେଇ କାଳିଆ ର ଲୀଳା 🙏

  • @spcreationpintukonark5071
    @spcreationpintukonark5071 5 місяців тому +20

    ଏହି ଭାବପୂର୍ଣ୍ଣ ପରିବେଷଣ ରେ 😢 ଆଃ ଆତ୍ମା ସାନ୍ତ ଲାଗୁଛି ଅତି ଚମତ୍କାର

  • @88811900
    @88811900 5 місяців тому +8

    ଏତେ ସୁନ୍ଦର ଭଜନ ଆମ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି।

  • @balarampradhan3078
    @balarampradhan3078 4 місяці тому +5

    Wah.... କି ଭାବ, କି ପ୍ରେମ ମନ ଉତ୍ଫୁଲ ହେଇଗଲା

  • @ashismohapatra9159
    @ashismohapatra9159 2 місяці тому +5

    କେତେ ଭାବ....କେତେ ସୁନ୍ଦର ଦରଦୀ ଭକ୍ତି କଣ୍ଠ ଅତୁଳନୀୟ🙏

  • @nm.moharana4318
    @nm.moharana4318 5 місяців тому +17

    ଆହା କି ସୁନ୍ଦର ଭାବପୂର୍ଣ୍ଣ ପରିବେଷଣ 🙏🏻 ସୁନ୍ଦର ଭାବପୂର୍ଣ୍ଣ ଭଜନ ଶୁଣି ଆଖି ଭାବରେ ଭିଜି ଗଲା ମଣିମା 🙏🏻 ଜୟ ଶ୍ରୀ ଜଗନ୍ନାଥ🙏🏻

  • @AntaryamiSamal-nc6uo
    @AntaryamiSamal-nc6uo 5 місяців тому +23

    ଏ ଜୀବନ ଧନ୍ୟ ହେଇଗଲା ପ୍ରଭୁଙ୍କର ଏ ଭଜନ କୀର୍ତ୍ତନ ସୁଣି ଜୟ ଜଗନ୍ନାଥ

  • @naliniranjansahoo2117
    @naliniranjansahoo2117 2 місяці тому +3

    ବହୁତ ସୁନ୍ଦର ହେଇଛି..... ଭକ୍ତର ଭଗବାନ ଉପରେ ଅଭିମନ୍।

  • @ramchandrapanda9613
    @ramchandrapanda9613 4 місяці тому +10

    ଆଉ କେତେ କନ୍ଦାଇ ବେ ନନା ,, ମୁଁ କିଛି ଲେଖି ପାରୁନାହିଁ ନନା ,ମୁଁ ଖାଲି ଜାଣିଛି ଆପଣ ପ୍ରଭୁ ଜଗନ୍ନାଥ ଙ୍କ ଅବତାର, ମୋ ପ୍ରଣାମ ଗ୍ରହଣ କରିବେ ନନା, ଜୟ ଜଗନ୍ନାଥ

  • @MaheswarNayak-t7b
    @MaheswarNayak-t7b 3 місяці тому +6

    ବହୁତ ସୁନ୍ଦର ଭଜନ ଟିଏ ମନ ଶାନ୍ତି ହୋଇଗଲା ହେ କରୁଣା ଦିନ ଦୟାଲ ପ୍ରଭୁ

  • @ghasinathbehera7298
    @ghasinathbehera7298 5 місяців тому +17

    ଆଜି ଏ ଭଜନ ଶୁଣି ଅରବିନ୍ଦ ମୁଦୁଲି ଙ୍କୁ ମନେ ପଡି ଜାଉଛି ଜୟ ଜଗନ୍ନାଥ

  • @ramakantabehera3242
    @ramakantabehera3242 5 місяців тому +10

    ବହୁତ ସୁନ୍ଦର ଉପସ୍ଥାପନା। ମୁଁ ବାରମ୍ବାର ଶୁଣୁଛି।ଜୟ ଜଗନ୍ନାଥ 🙏🙏🙏💐🌺

  • @biswajitbehera8479
    @biswajitbehera8479 3 місяці тому +6

    ଭଜନ ରେ ଭାବ ଅଛି। ହୃଦୟ ସ୍ପର୍ଶୀ ହୋଇଗଲା।

  • @laxmipriyabehera2194
    @laxmipriyabehera2194 3 місяці тому +5

    ହେ ପ୍ରଭୁ ଏହି ତୁମରି ଲିଳା ଏ ଭଜନ କାନରେ ବାଜି ଏ ଆତ୍ମା ପବିତ୍ର ହୋଇ ଗଲା ଆହା କି ସୁନ୍ଦର କି ଆତ୍ମା ଭରି ଗଲା ଆହା କି ସୁନ୍ଦର 🙏🙏👍🙏🙏🙏

  • @niranjangouda3090
    @niranjangouda3090 3 місяці тому +3

    ଆହା କି ସୁନ୍ଦର ଭଜନ 😊 ଆଖି ଓଦା ହେଇଗଲା ଭାବ ରେ ମଣିମା। ଜୟ ଜଗନ୍ନାଥ ପ୍ରଭୁ 😊

  • @laxmidharparida
    @laxmidharparida 29 днів тому +3

    ଖୁବ୍ ସୁନ୍ଦର ଏବଂ ମାର୍ମିକ ପରିବେଷଣ। ଭଜନଟିକୁ ଶୁଣୁ ଶୁଣୁ କେତେବେଳେ ଆଖିରୁ ଦୁଇଟୋପା ଲୁହ ଝରିପଡ଼ିଲା ଜଣା ପଡିଲା ନାହିଁ।
    ଜୟ ଜଗନ୍ନାଥ🙏🙏🙏

  • @samirnayak5740
    @samirnayak5740 3 місяці тому +6

    ବହୁତ ସୁନ୍ଦର ହେଇଛି ଲେଖାଟି ଆପଣ ଏମିତି ଆହୁରି ଭଲ ଭଲ ଉପସ୍ଥାପନ ଦେଉ ଥାନ୍ତୁ

  • @abhimanyusahoo8735
    @abhimanyusahoo8735 4 місяці тому +4

    ଅତି ସୁନ୍ଦର 🙏🙏🙏
    ସବୁ ସେ ମଣିମା ଲୀଳା... ଜୟ ଜଗନ୍ନାଥ 🙏🙏🙏🙏🙏

  • @LBMUSICALODIA
    @LBMUSICALODIA 4 місяці тому +26

    ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଭାବଭକ୍ତି ଭରା ସଙ୍ଗୀତ ଟିଏ ସତରେ ପ୍ରଭୁ ତୁମର କି ଅପୂର୍ବ ଲୀଳା........ ଚମତ୍କାର 🙏ଚମତ୍କାର 🙏ଚମତ୍କାର🙏ହେ ମଣିମା ଏଇଠୁ ଥାଇ ଏଇ ଅଧମର ଦଣ୍ଡବତ ଗ୍ରହଣ କର 🙏🙏🙏😭😭😭😭😭

  • @nilakanthapatra9335
    @nilakanthapatra9335 2 місяці тому +3

    ହୃଦୟ ତରଳି ଗଲା ଏହି ଶୁଣାଣି ପାଇଁ
    ଧନ୍ୟ ଆପଣଙ୍କ କଣ୍ଠ

  • @PravatkumarBehera-v8h
    @PravatkumarBehera-v8h 5 місяців тому +4

    A sunder gita katijaithila patitapaban sirnkara... Dhanyawad sidharth music... A gita suni atma santi hoijauchi... Gote alga prakara bhaba asuchi

  • @sduryodhanreddy1844
    @sduryodhanreddy1844 Місяць тому +2

    ଅତି ସୁନ୍ଦର ପରିବେଷଣ। କଣ ଆଉ କହିବି ଆଖି ଓଦା ହେଇଗଲା ମୋର ।ଜୟ ଜଗନ୍ନାଥ।

  • @sarojakumardas7898
    @sarojakumardas7898 5 місяців тому +10

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ତୁମ ଶ୍ରୀ ଚରଣାର ଵିନ୍ଦେ କୋଟି କୋଟି ନମୋ ନମଃ

  • @bijay4951
    @bijay4951 2 місяці тому +2

    ବହୁତ ସୁନ୍ଦର ଆଉ ହୃଦୟସ୍ପର୍ଶୀ ଭଜନ ଟିଏ.... ନାନା ଙ୍କର ଏହି ସୁନ୍ଦର ଭଜନ ବିଡାନାସୀ ଦୁର୍ଗା ପୂଜାରେ ପରିବେଷଣ କରାଯାଇଥିଲା।

  • @santosh1984nayak
    @santosh1984nayak 2 місяці тому +3

    ମୋ ଜୀବନରେ ବହୁତ୍ ଜଗନ୍ନାଥଙ୍କ ଭଜନ ଶୁଣିଛି, କିନ୍ତୁ ଏହି ଭଜନ ସିଧା ହୃଦ୍ୟୟକୁ ଛୁଇଁଲା। ଧନ୍ୟ ଗାୟକ ମହାଶୟ।

  • @SuryaKantanahak-y5m
    @SuryaKantanahak-y5m Місяць тому +2

    ସତରେ ଆଜି ଏ ସୁନ୍ଦର ଭଜନ ଶୁଣି ମୋ ଆଖିରେ ଲୁହ ବହିଗଲା.. ଜୟ ଜଗନ୍ନାଥ 🙏🙏🙏🙏🙏 ଆଉ କିଛି କହିବାକୁ ଭାଷା ପାଉନି ହେ. ଜଗନ୍ନାଥ 🙏🙏

  • @chandiniojha3926
    @chandiniojha3926 5 місяців тому +11

    ଅତି ଚମତ୍କାର କହିଲେ ବି କମି ଯାଉଛି ଜୟ ଜଗନ୍ନାଥ 🙏🙏🙏🙏🙏 ଜୟ ଜଗନ୍ନାଥ🙏🙏🙏🙏🙏🙏🙏

  • @chittaranjandalei4961
    @chittaranjandalei4961 Місяць тому +2

    ବାଃ ବାଃ କି ସୁନ୍ଦର ମାର୍ମିକ ଭଜନ ମୋ କାଳିଆ ସାଆନ୍ତେ ଙ୍କ ର, ଶୁଣିକି କାନ, ଦେଖିକି ଆଖି, ଓ ମନ ପବିତ୍ର ହେଇଗଲା, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, 🙏🙏🙏

  • @tribikramsarangi4884
    @tribikramsarangi4884 3 місяці тому +5

    ପ୍ରକୃତରେ ହୃଦୟସ୍ପର୍ଶୀ,ଗାୟକଙ୍କର ଭକ୍ତିପୂତ ଭାବ ଗାୟନଶୈଳୀ କୁ ମଥାନତ ପ୍ରଣାମ।

  • @humanrightactivitistniranjan
    @humanrightactivitistniranjan Місяць тому +3

    ଏହି ଭଜନ ଟି ଶୁଣିଲା ବେଳେ ଲାଗୁଚି ମୁ ସେଇ ଭକ୍ତ ଯାହା ପ୍ରତି ପ୍ରଭୁ ଅନ୍ୟାୟ କରିଛନ୍ତି ,ଆଉ ପ୍ରଭୁଙ୍କୁ ପାଇବା ପାଇଁ ବ୍ୟାକୁଳ ନିବେଦନ କରୁଛି ମୁ ,,,ଧନ୍ୟ ତୁମେ ଗାୟକ ଧନ୍ୟ ତୁମ କଣ୍ଠସ୍ୱର ,,,,

  • @gapahelebisata
    @gapahelebisata 3 місяці тому +8

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @dharmasstyle3214
    @dharmasstyle3214 Місяць тому +3

    ଅତି ସୁନ୍ଦର ଭାବରେ ଭଜନ ଟିକି ପରିବେଷଣ କରିଛନ୍ତି, ଆଖିରୁ ପାଣି ଆସିଗଲା, ମୁଁ ଥରେ ନୁହେଁ ବହୁତ ଥର ସୁଣିଲିଣି, ଜୟ ଜଗନ୍ନାଥ 🙏🙏 ଭଲରେ ଥାନ୍ତୁ ଏମିତି ଭଲ ଭଲ ଭଜନ ଆମକୁ ଶୁଣାଉ ଥାନ୍ତୁ 🙏🙏

  • @JeebanchandaraSabar
    @JeebanchandaraSabar 3 місяці тому +5

    ଏଇ ଭଜନ ଶୁଣିଲେ କାନ୍ଧ ଲାଗୁଛି ଆଉରି ଶୁଣି ବାକୁ ଇଛା ହେଉଛି ଜୟ ଜଗନ୍ନାଥ

  • @Jit_jiten_kumar
    @Jit_jiten_kumar 5 місяців тому +11

    ହେ ମହାତ୍ମା ଆପଣ ମତେ କନ୍ଦେଇ ଦେଲେ।
    ଜୟ ଜଗନ୍ନାଥ
    ⚫‼️⚫

  • @sudhirkumarmishra9869
    @sudhirkumarmishra9869 3 місяці тому +3

    ଏମିତି ଏକ ଭଜନ ଯେଉଁଥିରେ ଶ୍ରୋତା, ଗାୟକ ,ବାଦ୍ୟକାର ସମସ୍ତ ଙ୍କ ଆଖି ଓଦା ହେଇଗଲା। ଜୟ ଜଗନ୍ନାଥ 🙏

  • @chhotakalakaratiebalia
    @chhotakalakaratiebalia 3 місяці тому +4

    ଭଜନ ଶୁଣି କାନ୍ଦ ଆସି ଯାଉଛି ପ୍ରଭୁ 👏

  • @Bikramnayak-wf2wt
    @Bikramnayak-wf2wt 2 місяці тому +3

    ହେ କଳା ଠାକୁର 🙏🙏କଉଠି ଅଛ ପ୍ରଭୁ, ଥରେ ଡାକ ଶୁଣ.. କଣ କହିବି ତମକୁ କହିବା ଆଗରୁ ଆଖିରୁ ଲୁହ ଧାର ଧାର ହେଇ ବହି ଯାଉଛି 😂😂😂ହେ ପ୍ରଭୁ ଜଗନ୍ନାଥ ହେ କଳା ଠାକୁର ହେ କାଳିଆ ସାଆନ୍ତ 🙏🙏🙏

  • @saileshsekharmahanta1156
    @saileshsekharmahanta1156 5 місяців тому +5

    ଆହା କି ସୁନ୍ଦର ଭାବପୂର୍ଣ୍ଣ ଭଜନ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ମହାପ୍ରଭୁ। ସତରେ ଏ ଭଜନ ଶୁଣିଲେ ଆଖିରୁ ଲୁହ ଆସିଯାଉଛି ।

  • @pintuvillagetour
    @pintuvillagetour 5 місяців тому +14

    ମୁଁ ଏ ଗୀତ ୪ ଥର ଦେଖିଲାଣି , ତଥାପି ଆହୁରି ଦେଖିବାକୁ ଇଛା ❤❤ସୁନ୍ଦର ଅଭିନୟ ସହିତ ସୁନ୍ଦର ଭାବପୂର୍ଣ୍ଣ ଭଜନ
    ଜୟ ଜୟ ଜଗନ୍ନାଥ 🚩🙏🙏🙏🙏🙏

  • @minerfleet4008
    @minerfleet4008 2 місяці тому +3

    ଆପଣଙ୍କ ଭିତରେ ମୁଁ ମହାପ୍ରଭୁ ଙ୍କୁ ଦେଖୁଛି ଆପଣଙ୍କ ଭଜନ ମୋ ହୃଦୟ କୁ ଛୁଇଁ ଯାଉଛି ପ୍ରଭୁ
    ଏତେ ହୃଦୟ ପର୍ଶି ଯେ ଆପଣ ଯେତେବଳେ ଭଜନ ଗାଉଛନ୍ତି ସେତେବେଳେ ମୁଁ ଆପଣଙ୍କ ଭିତରେ ପ୍ରଭୁ ଜଗନ୍ନାଥ ଙ୍କୁ ଦେଖୁଛି ମୋର ସେଇ ଜଗନ୍ନାଥ ଚରଣରେ କୋଟି କୋଟି ପ୍ରଣାମ,,,,,🙏🙏🙏🙏🙏🙏🙏🙏🙏

  • @nilakanthadalai3458
    @nilakanthadalai3458 4 місяці тому +2

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ
    ଭବ ତୁମେ 🙏🙏🙏🙏🙏
    ଅତି ସୁନ୍ଦର ଭଜନ ଶୁଣିବାକୁ ମିଳିଲା
    ସିଦ୍ଧାନ୍ତ tv ମଧ୍ୟମରେ ଜୟ ଜଗନ୍ନାଥ 🙏🙏🙏

  • @ranjudash9409
    @ranjudash9409 4 місяці тому +3

    Thank you bhaina jagannath apananku dirghayu Kari rakhithantu,ati sundar pari besana, hruday sparshi

  • @DipakKumar-rj5rc
    @DipakKumar-rj5rc 2 місяці тому

    Speechless, akhi bhi bola manuni a bhajan suniki. satare great.......Jay Jagannath.

  • @ajitkumarnath6859
    @ajitkumarnath6859 5 місяців тому +5

    ଅତ୍ୟନ୍ତ ଭାବ ଯୁକ୍ତ ଗୀତ,, ଆଖିରେ ଲୁହ ଆସିଗଲା

  • @ChinmayaKuBehera-yd2oy
    @ChinmayaKuBehera-yd2oy 5 місяців тому +12

    ଜୟ ଜଗନ୍ନାଥ ଲେଖି ରହିପାରିଲିନି।
    ହେ କାଳିଆ ସାଆନ୍ତ ତୁମ ଲୀଳା ଅପାର ପ୍ରଭୁ।
    ଏ ଭଳି ଗୀତ ହୁଏତ ଓଡ଼ିଆ ବାସୀଙ୍କ ଦେହରେ ଥିବା ସମସ୍ତ ଲୋମ ଟାଙ୍କୁରିଦେବା ଭଳି ହୋଇଛି। ଅତି ସୁନ୍ଦର, ଅବର୍ଣ୍ଣନୀୟ, ଅତୁଳନୀୟ .... ଏମିତି ଯେତେ ଶବ୍ଦ ଲେଖିଲେ ହୁଏତ କମ୍ ଲାଗୁଛି।
    ସବୁ ପ୍ରଭୁଙ୍କ କୃପାରୁ ଏ ଭଳି ଗୀତଟି ମୁଁ ଆଜି ଶୁଣିବାକୁ ପାଇଲୀ।❤❤❤❤❤

  • @ExplorePartha2580
    @ExplorePartha2580 3 місяці тому +5

    ସତରେ ଆମ ଜଗନ୍ନାଥ⭕❗⭕ ମତେ ସବୁ ବେଳେ ଠକୁଛନ୍ତି
    ପ୍ରଭୁ ତୁମେ ମିଛ ପ୍ରମାଣିତ ହେଇଯାଉଛ ମ ପାଖରେ 😢😭😭

  • @HimansuMalik-zc4vf
    @HimansuMalik-zc4vf 5 місяців тому +8

    ଆଗକୁ ଏମିତି ଅନେକ ପୋଗ୍ରାମ କରିବା ପାଇଁ ପତିତପାବନ ନନା ଙ୍କୁ ସୁଯୋଗ ଦିଆଯାଉ

  • @ହିମାଂଶୁନାଥ
    @ହିମାଂଶୁନାଥ 5 днів тому

    ଓଃ କି ସୁନ୍ଦର ଲେଖା.....@ଅଲେଖ ବିଶ୍ୱାଳ 🙏🙏🙏

  • @dinabandhupadhi9079
    @dinabandhupadhi9079 4 місяці тому +2

    ଜୟ ସୀତାରାମ ଭ୍ରାତାଶ୍ରୀ ଆପଣଙ୍କର ସେ ଦିବ୍ଯ ସ୍ବର ସମଗ୍ର ପରିବେଶର ବାତାବରଣକୁ ଜାଗ୍ରତ କରିବା ସହିତ,ଏବଂ ହୃଦୟକୁ ଉତ୍ଫୁଲ୍ଲିତ କରିବା ସହ ଶରୀରରେ ରୋମମାନ ସଦା ଟାଙ୍କୁରିତ ହୋଇଯାଆନ୍ତି.।।🥰🥰🥰🥰🥰🥰💐💐💐💐💐💐🙏🏻🙏🏻🙏🏻🙏🏻🙏🏻🙏🏻🙏🏻🚩🚩🚩🚩🚩🚩🚩

  • @santosh1984nayak
    @santosh1984nayak 3 місяці тому +3

    ଭଜନ ଯେତେ ସୁନ୍ଦର ତାହାଠାରୁ ଉପସ୍ଥାପନ ବହୁତ୍ ଭାବ। ଜୟ ଜଗନ୍ନାଥ 🙏🙏🙏

  • @SarojkumarSatapathy-et8fq
    @SarojkumarSatapathy-et8fq 4 місяці тому +2

    Bahut bhala paribesana.dil aur damag ko chchujanewala Jagannatha Bhajana

  • @suriyavlogs5076
    @suriyavlogs5076 5 місяців тому +7

    Oh my God Apana kiye mu janine,first time apanankara a pravachan & vajan sunili satatre akhiru luha aasigala...
    Ate vala lagila j imagine kariparuni....
    Jay Jagannath 🙏

  • @seshadevbarik7259
    @seshadevbarik7259 3 місяці тому +1

    Excellent Speechless❤

  • @niranjanpatra5772
    @niranjanpatra5772 5 місяців тому +5

    ଅତି ସୁନ୍ଦର l
    ଜୟ ଜଗନ୍ନାଥ 🙏🙏

  • @vedamprakash1626
    @vedamprakash1626 3 місяці тому +10

    ଆଃ କି ସୁନ୍ଦର ପରିବେଷଣ😢😢😢ମହାପ୍ରଭୁ ଆପଣଙ୍କୁ କୃପା କରନ୍ତୁ।ଅରବିନ୍ଦ ମୁଦୁଲି ଙ୍କ ଭାବ ସ୍ଵର କୁ ବଞ୍ଚେଇ ରଖନ୍ତୁ। ଜୟ ଜଗନ୍ନାଥ

  • @DivyaAgasti
    @DivyaAgasti 3 місяці тому +4

    ହେ କାଳୀଆ ସାଆନ୍ତେ , ଏଇମିତି ଭଜନ ସବୁବେଳେ ଶୁଣିବାକୁ ଇଚ୍ଛାହେଉଛି, 🙏🙏🙏🌹🌹

  • @neuvlgrudrashubhashree9420
    @neuvlgrudrashubhashree9420 2 місяці тому +2

    ସତରେ ଜଗନ୍ନାଥ ଭଉତ ମିଛୁଆ 😭😭😭🙏🏻🙏🏻ଭଉତ କପଟିଆ ଠାକୁର ସିଏ କିଏ ବା ବୁଝି ପାରିବ ତା 🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻

  • @saratchbehera335
    @saratchbehera335 3 місяці тому +2

    ଅତି ସୁନ୍ଦର ଶ୍ରବଣେ ଦୁଃଖ ଲାଘବ ହୋଇଯାଏ

  • @saratkumarsahu2775
    @saratkumarsahu2775 4 місяці тому +2

    ଜୟ ଜଗନ୍ନାଥ ସ୍ୱର୍ଗତ ଭଜନ ସମ୍ରାଟ ଅରବିନ୍ଦ ମୁଦୁଲିଙ୍କୁ ସ୍ମରଣ କରି ଓଡିଆ ଭକ୍ତଜନଙ୍କର ପ୍ରାଣର ପ୍ରଦୀପ ସାଜିଛ ଭକ୍ତିଭାବର ଉନ୍ମାଦନା ଭିଆଇଛ ଜୟ ଜଗନ୍ନାଥ🙏🙏🙏

  • @satyaranjannayak9612
    @satyaranjannayak9612 4 дні тому

    ମଣିମା ଜିବନ ଧନ୍ଯ ହେଇଗଲା 🙏ମୋ କାଳିଆ ସାଆନ୍ତ ଭାବରେ ଭାବରେ ଆଖି ଓଦା ହେଇଗଲା ମଣିମା 😢🙏

  • @pramodadash2261
    @pramodadash2261 5 місяців тому +3

    Jai jagannath,jay odia,Sundar upasthapana .

  • @ChinmayaKuBehera-yd2oy
    @ChinmayaKuBehera-yd2oy 5 місяців тому +12

    ଏ ଭଜନ ସ୍ବର୍ଗ ସୁଖ ପ୍ରଦାନ କରୁଛି। ସ୍ଵଂୟ ବିଶ୍ଵନିୟନ୍ତା ଜଗନ୍ନାଥ ବି ଶୁଣିବାକୁ ଇଚ୍ଛା ରଖିଛନ୍ତି। ସତେ ଯେମିତି ତାଙ୍କ ଇଚ୍ଛାରେ ଆପଣ ଗାଇଛନ୍ତି।

  • @sanatsenapati4236
    @sanatsenapati4236 5 місяців тому +12

    ଏମିତି ଭାବପୂର୍ଣ୍ଣ ଭଜନ କୁ ପରିବେଷଣ କରିଥିବାରୁ ହୃଦୟରୁ ଅନେକ ଅନେକ ଦଣ୍ଡବତ 🙏🏻🙏🏻🙏🏻, ଏହି ଭଜନକୁ ଶୁଣିଲା ବେଳକୁ ଆଖିର ଲୁହ ଓ ଛାତିର କୋହ କୁ ରୋକି ହେଉନାହିଁ ମଣିମା 🙏🏻🙏🏻🙏🏻
    ଜୟ ମହାବାହୁ

  • @sangramcreation8827
    @sangramcreation8827 5 місяців тому +6

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏ପ୍ରଭୁ ପାଖରେ କୋଟି ପ୍ରଣାମ🙏🙏🙏🙏🙏।

  • @skyisthelimit49
    @skyisthelimit49 5 місяців тому +2

    Ati hrudayasparshi,bhabapurna...
    Jaya jagannath

  • @Sabarbabu12340
    @Sabarbabu12340 2 місяці тому +2

    ଭଜନ ଶୁଣିବାକୁ ବହୁତ ଭଲ ଲାଗୁଚି.. କିନ୍ତୁ ପୁରୀ ଗଲେ ତାର ଓଲଟା ପଣ୍ଡା ମାନେ ବହୁତ ହଇରାଣ କରନ୍ତି ଅବଢ଼ା ତ ବିକ୍ରି ହେଉଛି..(ଏଇଟା ମୋ ଅନୁଭୂତି ରୁ କହୁଛି ଆପଣମାନଙ୍କ ଅଲଗା ଥାଇପାରେ ) ଜୟ ଜଗନ୍ନାଥ 🙏

  • @LikuRout-or7si
    @LikuRout-or7si 4 місяці тому +3

    ଏ ଭଜନ ଶୁଣି ମନ ଏବଂ କାନ ପବିତ୍ର ହେଇ ଗଲା ଜୟ ଜଗନ୍ନାଥ ❤❤❤❤❤

  • @manjulatajena4001
    @manjulatajena4001 3 місяці тому

    Aha ki sundor katha ❤

  • @biswajeetnayak8734
    @biswajeetnayak8734 5 місяців тому +2

    Satare tu Jaga hatia thakura.. ❤

  • @jnanaranjansahoo5747
    @jnanaranjansahoo5747 Місяць тому +2

    ଜୟ ଜଗନ୍ନାଥ 🙏🙏ଜୟ ଜଗନ୍ନାଥ 😢😢ହୃଦୟ ରୁ ଲୁହ ଆସିଗଲା 🙏ଜୟ ଜଗନ୍ନାଥ 🙏

  • @suryakantanayak4463
    @suryakantanayak4463 5 місяців тому +1

    Ohh ki sundar bhaba...

  • @koshal24live
    @koshal24live 3 місяці тому +1

    ବର୍ତ୍ତମାନ ଏଭଳି ହୃଦୟସ୍ପର୍ଶୀ ଭଜନ... ସତରେ ଦୋହ୍ଲାଇ ଦେଉଛି... ପ୍ରତିଟି ହିନ୍ଦୁ ପରିବାରରେ ଏଭଳି ଭଜନ... ସକାଳୁ ସକାଳୁ ଶୁଣାଯିବା ଦରକାର... ଏଭଳି କଳାକାର ମାନଙ୍କର ଆବିର୍ଭାବ ଦୁର୍ଲଭ... 🙏🙏

  • @debiprasadswain7247
    @debiprasadswain7247 4 місяці тому

    Ki sundara bhajan akhire luha asijauchi❤

  • @adcreations6514
    @adcreations6514 5 місяців тому +2

    ଆଗକୁ ଏମିତି ଭାବପୂର୍ଣ୍ଣ ଭଜନ ଶୁଣିବାକୁ ମିଳୁ 🙏
    ଆପଣଙ୍କ ମଣିମା 🙏ଡାକରେ...... କି ଅପୂର୍ବ ଅନୁଭବ 🙏🙏

  • @khageswarrout4290
    @khageswarrout4290 5 місяців тому +3

    ଅତି ସୁନ୍ଦର ଜୟ ଜଗନ୍ନାଥ

  • @sanjuktapanigrahi1346
    @sanjuktapanigrahi1346 2 місяці тому

    Jay Jagannath 🙏
    Bahut sundar 👌 bhabo purna bhajan 👌 lyrics bahut sundar 👌❤

  • @kishorkumarbehera946
    @kishorkumarbehera946 22 дні тому

    ଓଃ କି ସୁନ୍ଦର ବ୍ୟାଖ୍ୟା ......

  • @subratdash9053
    @subratdash9053 3 місяці тому +1

    Mohaprabhu Sara sansar ku bhalore rakho🙏🙏🙏

  • @pratapmoharana3264
    @pratapmoharana3264 13 днів тому

    ଏ ଭକ୍ତି ଭାବପୂର୍ଣ୍ଣ ଭଜନ ଶୁଣିଲା ମାତ୍ରେ ଶରୀରର ପ୍ରତ୍ୟେକଟି ରୁମ ମୂଳ ଠିଆ ହେଇଯାଉଛି
    ଧନ୍ୟ ତୁମେ ମଣିମା ଧନ୍ୟ ତୁମ ଲୀଳା

  • @narayankhuntia9804
    @narayankhuntia9804 4 місяці тому +1

    ଅତି ସୁନ୍ଦର ଭଜନ,, 🙏🙏

  • @saratranjanbehera6661
    @saratranjanbehera6661 3 місяці тому +2

    ଅରବିନ୍ଦ ମୁଦୁଲି ଅମର ରହେ... 🙏🙏🙏🙏

  • @basantasahoo8930
    @basantasahoo8930 2 місяці тому

    ଏ ଭଜନ ଶୁଣିଲା ପରେ ଆଖି ଓଦା ହେଇଗଲା ଭାବରେ ମଣିମା 🙏🙏

  • @amazingcreationrajesh4923
    @amazingcreationrajesh4923 Місяць тому

    ବହୁତ ସୁନ୍ଦର ଗାଇଲ 😢 ଜୟ ଜଗନ୍ନାଥ ❤🙏

  • @Tanmayasahubhajan4526
    @Tanmayasahubhajan4526 5 місяців тому +14

    ମୋ ଠାକୁର ମିଛ କହିଲେ ହେଲେ ଭକ୍ତ ଗୋଟି ଗୋଟି ସତ ବଖାଣିଲେ 😢

  • @jadumanipradhan6692
    @jadumanipradhan6692 4 місяці тому +1

    अतिसुन्दर, ह्रदय स्पर्शी l जय जगन्नाथ!🙏🌹🙏

  • @abhilasadhalclasses6630
    @abhilasadhalclasses6630 3 місяці тому +1

    Akhi re luha asigala. Jay jagannath 🙏

  • @ODIATRAVELLER358
    @ODIATRAVELLER358 3 місяці тому +1

    Aha ki sunder bhaba biwhala karidela mahaprabhu 🙏

  • @gyanapriya4477
    @gyanapriya4477 4 місяці тому +1

    Jay Jagannath prabhu..aahaa ki sundar ae Bhajan...

  • @Jun_bar_Odisha
    @Jun_bar_Odisha Місяць тому +1

    Mote kasta,dukha milile mu ai gita video dekhe

  • @KedarsenPradhan
    @KedarsenPradhan 3 місяці тому +1

    🙏Jay Jagannath 🙏

  • @batakrushnabhoi3300
    @batakrushnabhoi3300 5 місяців тому +1

    Bahut sundar Jagannath swami bhajan

  • @mamatamallick9381
    @mamatamallick9381 Місяць тому +1

    🙏🙏🙏🙏🙏🙏