Puri Auto Driver Returns Bag With Jewellery Worth Over Rs 1 Lakh

Поділитися
Вставка
  • Опубліковано 30 лис 2021
  • Puri Auto Driver Returns Bag With Jewellery Worth Over Rs 1 Lakh
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 2,6 тис.

  • @Odiaboy-Dev
    @Odiaboy-Dev 2 роки тому +749

    ମାନବିକତା ଏବେ ବି ବଂଚିଛି 👌.. ଏପରି ବ୍ୟକ୍ତି ଙ୍କ ପାଇଁ ଆଜି ଦୁନିଆ ଚାଲିଛି

    • @babunimuduli5026
      @babunimuduli5026 2 роки тому +11

      Absolutely right

    • @mithunbiswal1300
      @mithunbiswal1300 2 роки тому +6

      Hundred percent right katha kahicha bhai

    • @mithunbiswal1300
      @mithunbiswal1300 2 роки тому +3

      Ame habuda aga padu

    • @mrodisha0120
      @mrodisha0120 2 роки тому +5

      But ରାଜନେତା ମାନେ ଦୁନିଆ ଖାଇଗଲେ

    • @indiaindia2466
      @indiaindia2466 2 роки тому +4

      ମାନବିକତା ଏବେ ବି ବଞ୍ଚିଛି 🙏🙏

  • @sunakarsahoo4070
    @sunakarsahoo4070 2 роки тому +201

    କେଉଁ ଭାଷାରେ ଧନ୍ଯବାଦ ଦେବି
    ମଣିଷ ପଣିଆ ଆଗରେ ସବୁ ତୁଚ୍ଛ
    ଧନ୍ଯ ତମ ସାଧୁତା ଧନ୍ଯ ତମ ମହାନତା
    ଜଗନ୍ନାଥଙ୍କ ଆଶୀର୍ବାଦ ତୁମ ପରିବାର ଉପରେ ଥାଉ ା ଜୟ ଜଗନ୍ନାଥ🙏

    • @pintumajhi3250
      @pintumajhi3250 2 роки тому

      Right bhai

    • @dillippanda2603
      @dillippanda2603 2 роки тому +4

      ଅଟୋ ଵାଲା ତା ମାନବିକତା ଦେଖେଇଲା ଆଉ ଯିଏ ପାଇଲା ସିଏ କଣ ତା ମାନବିକତା ଦେଖେଇଲା କି ???୨ ଲକ୍ଷ ଟଙ୍କାର ସୁନା ପାଇଲା ୫୦୦୦ ଟଙ୍କା ସେ ଲୋକକୁ ଦେଇଥିଲେ କଣ ଭାସି ଯାଉଥିଲା ନା ଖାଲି ଧନ୍ୟବାଦ 😆😆ଆମ ଓଡିଶା ରେ ଯେତେ ଧନ ଥିଲେ ବି ଲୋଭ

    • @DeepakDas-ee7su
      @DeepakDas-ee7su 2 роки тому

      @@dillippanda2603 wrong bhai

  • @msg8.04
    @msg8.04 2 роки тому +107

    ପ୍ରକୃତ ମଣିଷ ପଣିଆ.....ର ପରିଚୟ ଦେଇଛନ୍ତି ଭାଇ..... ଭଗବାନ ତୁମକୁ ଆଉ ତୁମ ପରିବାର ଙ୍କୁ ସବୁ ବେଳେ ଖୁସିରେ ରଖନ୍ତୁ 💖💖

  • @sidhitumpuli
    @sidhitumpuli 2 роки тому +13

    କେତେ ନିଷ୍କପଟ ହୃଦୟ, ଭଗବାନ ତୁମକୁ ଖୁସିରେ ରଖିବେ।। ମଣିଷ ପଣିଆ ଶିଖରେ ୟିଙ୍କ ଠୁଁ

  • @MadhabMotivation
    @MadhabMotivation 2 роки тому +471

    ୟାକୁ ହିଁ କୁହନ୍ତି ପ୍ରକୃତ ମାନବିକତା । ତୁମକୁ ବହୁତ ବହୁତ ଧନ୍ୟବାଦ ଭାଇ ‌। ଭଗବାନ ସର୍ବଦା ତୁମକୁ ଖୁସିରେ ରଖିଥାନ୍ତୁ......🙏🙏🙏

    • @dillippanda2603
      @dillippanda2603 2 роки тому +10

      ଅଟୋ ଵାଲା ତା ମାନବିକତା ଦେଖେଇଲା ଆଉ ଯିଏ ପାଇଲା ସିଏ କଣ ତା ମାନବିକତା ଦେଖେଇଲା କି ???୨ ଲକ୍ଷ ଟଙ୍କାର ସୁନା ପାଇଲା ୫୦୦୦ ଟଙ୍କା ସେ ଲୋକକୁ ଦେଇଥିଲେ କଣ ଭାସି ଯାଉଥିଲା ନା ଖାଲି ଧନ୍ୟବାଦ 😆😆ଆମ ଓଡିଶା ରେ ଯେତେ ଧନ ଥିଲେ ବି ଲୋଭ

    • @priyacharandas7352
      @priyacharandas7352 2 роки тому

      ଜୟଶ୍ରୀ ଜଗନ୍ନାଥ

    • @priyacharandas7352
      @priyacharandas7352 2 роки тому

      ଧର୍ମ ସିନା ଅଟେ ମହତ ପଣିଆ ଆଉ ସବୁ ଅଟେ ଅଢେଇ ଦିନିଆ

    • @mrs.smaranikadavpublicscho173
      @mrs.smaranikadavpublicscho173 2 роки тому

      @AIM OF THE DAY qq

  • @akashsutar2202
    @akashsutar2202 2 роки тому +91

    ଏ ହଉଚି ଜଗା ର ପିଲା 🙏❤️। ଜୟ ଜଗନ୍ନାଥ

  • @rashmiranjansahoo6882
    @rashmiranjansahoo6882 2 роки тому +18

    Respect from buttom of the heart this guys ...God bless u bro..humanity never die still alive ...Go ahead bro

  • @4PRSShiningStarPrasant
    @4PRSShiningStarPrasant 2 роки тому +8

    You are a real hero,and fight against anti-social.
    Bhai tumaku ମୋ ତରଫରୁ ସ୍ୟାଲୁଟ।।।।।।।।
    ମୁଁ ଯଦି ଭାରତ ର ଗୋଟେ ବଡ଼ ପଦବୀ ରେ ରହିଥାନ୍ତି ନିସଂଚୟ ଆପଣ ଙ୍କୁ ଗୋଟେ ପ୍ରତିଭା ପୂର୍ଣ୍ଣ department ରେ ରଖିଥାନ୍ତି।
    ଭଗବାନ୍ ତୁମକୁ ୧୦୦% ସାହାଯ୍ୟ କରିବେ।

  • @bibhuprasadmohapatra8002
    @bibhuprasadmohapatra8002 2 роки тому +119

    🙏 ଜୟ ଜଗନ୍ନାଥ 🚩 🌑❗🌑
    ପବିତ୍ର ପୁରୀ
    ଗର୍ବ ଆମରି 👍👍
    Keep it up bhai , God Bless You Bro
    👍 PROUD FOR PURI 🚩

  • @jyotiprakashmishra9537
    @jyotiprakashmishra9537 2 роки тому +63

    ଏହି ପରି କିଛି ଭଦ୍ର ବ୍ୟକ୍ତିଙ୍କ ପାଇଁ ଆମ ପୃଥିବୀ ରହିଛି l ଜୟ ଜଗନ୍ନାଥ 🙏

  • @nareshjagadev
    @nareshjagadev 2 роки тому +5

    ଭାଇ ଙ୍କ ସଚୋଟପଣିଆ କୁ କୋଟି ନମସ୍କାର 🙏 ଭାଇ ହେଉଛନ୍ତି ପକୃତ ମାନବିକତା ର ପରିଚୟ ଦେଇଛନ୍ତି ,ଜଗନ୍ନାଥ ଆପଣଙ୍କ କୁ ଆପଣଙ୍କ ପରିବାର କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ ଜୟ ଜଗନ୍ନାଥ

  • @jmkhushivlogs6289
    @jmkhushivlogs6289 2 роки тому +3

    ଏମିତି ସମତେ ହେଲେ ଆମ ଓଡ଼ିଶା ଉପରେ ବିଶ୍ୱାସ ରହିବ ଯେ ସତରେ ଏମିତି ବି ଲୋକ ଅଛନ୍ତି ଆମେ ଓଡ଼ିଆ ବୋଲି ଗର୍ବ ଲାଗିବ 👍👍🙏🙏🙏🙏🙏🙏❤️❤️❤️❤️ ଏମିତି ଭାବନା ରହିବା ଦରକାର ସବୁ ଲୋକ ମାନକ ଭିତରେ

  • @rabindrabehera9895
    @rabindrabehera9895 2 роки тому +93

    ଭାଇ ଏହି କାମଟି ପାଇଁ ଆପଣ ଏ ଯୁଗରେ ଆଗାମୀ ପଢିପାଇଁ ସୁନ୍ଦର ଇତିହାସ ଟିଏ ରଚନା କରିଦେଇଥିବାରୁ ଆପଣ ଓ ଆପଣଙ୍କ ପରିବାରଙ୍କୁ ବହୁତ ବହୁତ ଧନ୍ୟବାଦ

  • @bharatidas6005
    @bharatidas6005 2 роки тому +90

    ବହୁତ ଖୁସି ହେଲି......... ଭଗବାନ ଆଶୀର୍ବାଦ କରନ୍ତୁ

    • @dillippanda2603
      @dillippanda2603 2 роки тому +2

      ଅଟୋ ଵାଲା ତା ମାନବିକତା ଦେଖେଇଲା ଆଉ ଯିଏ ପାଇଲା ସିଏ କଣ ତା ମାନବିକତା ଦେଖେଇଲା କି ???୨ ଲକ୍ଷ ଟଙ୍କାର ସୁନା ପାଇଲା ୫୦୦୦ ଟଙ୍କା ସେ ଲୋକକୁ ଦେଇଥିଲେ କଣ ଭାସି ଯାଉଥିଲା ନା ଖାଲି ଧନ୍ୟବାଦ 😆😆ଆମ ଓଡିଶା ରେ ଯେତେ ଧନ ଥିଲେ ବି ଲୋଭ

  • @suchanpalai4658
    @suchanpalai4658 2 роки тому +27

    You have proved humanity still alive bro.we are proud of u

  • @Lagnajita1
    @Lagnajita1 2 роки тому +2

    Humanity never die still alive.. Salute to this Bro👍..👍👍May God Bless Him🙏

  • @okil709
    @okil709 2 роки тому +85

    ମା ନାରାୟଣୀ ଅଟୋ ଚାଳକ ତରଫରୁ ବହୁତ ବହୁତ ଧନ୍ୟବାଦ 🙏🙏🙏

  • @ashutoshsahoo3368
    @ashutoshsahoo3368 2 роки тому +228

    ଜଗନ୍ନାଥଙ୍କ ରାଜ୍ୟର ଏ ଭାଇଜଣକ ସଚା ହୃଦୟ ର ମଣିଷ।। ମହାପ୍ରଭୁ ଆପଣଙ୍କର ସର୍ବଦା ମଙ୍ଗଳ କରନ୍ତୁ।।🙏🙏🙏🙏👍👍

  • @Aishwaryajenaofficial
    @Aishwaryajenaofficial 2 роки тому +1

    ଏହା ହିଁ ଜଣେ ଜଣେ ସଚ୍ଚୋଟ ମାନବିକତାର ଉଦାହରଣ 🙏🙏🙏🙏

  • @rajprakashstudypoint4772
    @rajprakashstudypoint4772 2 роки тому +4

    Proud for u bro .set an example for society ❤️.

  • @sukantimandal6655
    @sukantimandal6655 2 роки тому +198

    ଜଗନ୍ନାଥ ତମକୁ ଏବଂ ତମ ସହ ପରିବାର ଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @samirkumardash7789
    @samirkumardash7789 2 роки тому +114

    ଏମିତି ମଣିଷ ମାନଙ୍କ ପାଇଁ ତ ସତ୍ୟି ବୋଲି କିଛି ଅଚ୍ଛି 🙏🙏 ଜେଶୀ କାରିଣୀ ଏସି ଭରିନୀ 🌹🙏

  • @Sonapradhana143
    @Sonapradhana143 2 роки тому +1

    ତମ ଭଳି ଲୋକ ଏଦୁନିଆରେ ବହୁତୁ କମ ଭଗବାନ ତମର ମଙ୍ଗଳ କରନ୍ତୁ 🙏🙏🙏

  • @user-nr9bv1iy3y
    @user-nr9bv1iy3y 2 роки тому +2

    Great.... Heart touching... Inspiration to others.... Feel proud...

  • @bijayakumarjena4874
    @bijayakumarjena4874 2 роки тому +84

    ତମକୁ ଭଗବାନ ଭଲରେ ରଖନ୍ତୁ ଭାଇ ପ୍ରଣାମ 👋👋

  • @ranjansundaray649
    @ranjansundaray649 2 роки тому +29

    Really u r great। ପୁରା ସୁପର ହିରୋ। ଏ ଭଳି ସଚା ହୃଦୟ ର ମଣିଷ କେତେ ଜଣ ଅଛନ୍ତି????। ଯା ହେଉ ଭାଇ ଆପଣଙ୍କ ପାଇଁ ଆମ ପୁରୀ ଜିଲ୍ଲାର ଟେକ ରଖିଛନ୍ତି।ଜଗନ୍ନାଥ ଆପଣଙ୍କ ଆଉ ଆପଣଙ୍କ ପରିବାର ର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ

  • @dambrudharnag330
    @dambrudharnag330 2 роки тому +3

    ଭାଇ ଆପଣଙ୍କ ଗୋଟିଏ କଥା ବ୍ରହ୍ମ ଜ୍ଞାନ ପରି ଯାହାକି ଆମର ଧନ ଆମଙ୍କୁ ଲୋଭ ଓ ଅନ୍ୟଲୋକର ଧନ ପ୍ରତି ଲୋଭ ନକରିବା ଏହା ମଣିଷ ସମାଜ ପାଇଁ ଶିଖନୀୟ ଅଟେ

  • @skpradhan7324
    @skpradhan7324 2 роки тому +1

    ମାନବିକତା ଏବେ ବି ବଞ୍ଚିଛି ଏପରି ବ୍ୟକ୍ତି ଙ୍କ ପାଇଁ ଦୁନିଆ ଚାଲିଛି ପ୍ରକୃତ ମଣିଷ ପଣିଆ ର ପରିଚୟ ଦେଇଛନ୍ତି ଭାଇ...... ଜଗନ୍ନାଥ ତୁମକୁ ଆଉ ତୁମ ପରିବାର କୁ ସବୁ ବେଳେ ଖୁସିରେ ରଖନ୍ତି ଆଉ ସବୁ ବିପଦରୁ ମଧ୍ଯ ଜୟ ଜଗନ୍ନାଥ 🙏🙏🙏🙏 We are proud of you brother 🙏🙏

  • @villagegirl1523
    @villagegirl1523 2 роки тому +76

    ବାସ୍ ଏମିତିକା ଲୋକ ଦରକାର୍ ଆମ ଓଡ଼ିଶା ପାଈଁ ❤️❤️🙏🙏 ବହୁତ ଭଲ କାମ କରିଚ 🙏🙏🙏 ଭାଈ

  • @princesukanta2052
    @princesukanta2052 2 роки тому +128

    ତୁମକୁ ଶତଶତ ଧନ୍ୟବାଦ ଭାଇ ଏବେକାର ସମୟରେ ଏମତିକା ବହୁତ କମ ଲୋକ ମିଳନ୍ତି 🙏🏻🙏🏻🙏🏻.
    ଭଗବାନ ଙ୍କ ପାଖରେ ପ୍ରାଥନା କରୁଛି କି ସେ ତୁମକୁ ଖୁସିରେ ରଖନ୍ତୁ 🙏🏻🙏🏻🙏🏻🙏🏻

  • @nutanswain6004
    @nutanswain6004 2 роки тому +4

    We are proud of you this auto driver salute 😘😘😘

  • @subratapanigrahi3628
    @subratapanigrahi3628 2 роки тому +3

    I am proud of you brother. Shower of thanks from my deepest part of my heart.

  • @lakshewaribehera717
    @lakshewaribehera717 2 роки тому +22

    Great bhai. ଭଗବାନ ଆପଣଙ୍କ ସବୁ ଦୁଖଃ ଦୂର କରନ୍ତୁ. କିଛି ଶିଖରେ ଲୋଭୀ ମାନବ ...

  • @priyadarsak
    @priyadarsak 2 роки тому +75

    ଏମିତି ସଚ୍ଚୋଟତା ପାଇଁ ମଣିଷ ପଣିଆ ବଞ୍ଚିଛି। Hats up for this man🙏🏻🙏🏻🙏🏻

  • @madanmohanparida3873
    @madanmohanparida3873 2 роки тому +1

    ଭାଇ ତମର ସଚ୍ଚୋଟତା ଓ ନିଃସ୍ୱାର୍ଥପର ସାଧୁତା କୁ ଶତ ଧନ୍ୟବାଦ।ତମର ସାଧୁତା ସମଗ୍ର ଅଟୋ ବାଲାଙ୍କର ଗର୍ବ

  • @profulkumarnayak7308
    @profulkumarnayak7308 2 роки тому +2

    Salute you brother for your sincerity for the returning.God will bless you

  • @babunimuduli5026
    @babunimuduli5026 2 роки тому +104

    ମଣିଷ ରୂପରେ ଭଗବାନ ଅଟେ, ତୁମକୁ ସତ ସତ ନମନ ବଡ ଭାଇ 🙏❤🙏

    • @Sunithavlog
      @Sunithavlog 2 роки тому +1

      I salute you brother

    • @siwaliklenka946
      @siwaliklenka946 2 роки тому

      Such rare acts gives lot of happiness. Let God bless the honest boy and he be a role model for the street snatcher

  • @rajendra347
    @rajendra347 2 роки тому +45

    ଆପଣ ଏଭଳି ଭଲ କାମ କରି ସମାଜକୁ ଭଲ ଶିଖ୍ୟା ଦେଇଛନ୍ତି ଏହାହିଁ ସାଧୁତାର ପରିଚୟ ଆପଣଙ୍କୁ ବହୁତ ବହୁତ ସାଧୁବାଦ୍ !

  • @LabanyaNidhiLenka
    @LabanyaNidhiLenka 11 місяців тому +1

    ThankYouAutoDriverBhai,GodBlessYou,AllWaysHappinessYourFamily,OmShanti.

  • @amulyakumar8745
    @amulyakumar8745 2 роки тому +1

    Proud of you brother 🙏🙏🙏🥰🥰🥰 and salute for human being 🙏🙏

  • @prit345
    @prit345 2 роки тому +323

    We are proud of you brother. You have proved humanity still exists. Prabhu Jagannath tumara mangala karantu.

    • @arabindakamila2615
      @arabindakamila2615 2 роки тому

      ❤️

    • @subhashreejena3549
      @subhashreejena3549 2 роки тому

      Right bro

    • @sulochnabeura6132
      @sulochnabeura6132 2 роки тому

      @@arabindakamila2615 w

    • @bikrammeher2602
      @bikrammeher2602 2 роки тому

      @@arabindakamila2615 👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿👍🏿

    • @bikrammeher2602
      @bikrammeher2602 2 роки тому

      @@arabindakamila2615 🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓🤓

  • @asishkumardas2598
    @asishkumardas2598 2 роки тому +93

    ବହୁତ ସୁନ୍ଦର। ଓଡିଶା ର ପୂରୀ ର ସମ୍ମାନ ବଢ଼େଇଲେ।

  • @Maxx_r15
    @Maxx_r15 2 роки тому +2

    A lot of love to auto driver ♥️♥️

  • @Vlog-yk6zh
    @Vlog-yk6zh 2 роки тому

    ଭାଇଙ୍କୁ ହୃଦୟରୁ ଶହେ ସଲାମ ଏମିତି ବ୍ୟକ୍ତିତ୍ୱ ଆଜି କା ସମାଜ ରେ ବହୁତ କମ ଦେଖିବାକୁ ମିଳୁଛି।।।ସମସ୍ତ ଏହି ଭାଇନା ଙ୍କ ଠାରୁ କିଛି ଶିଖିବାକୁ ଚେଷ୍ଟା କରିବେ।।

  • @king-do4gr
    @king-do4gr 2 роки тому +28

    କଳି ଯୁଗରେ ଏ ଭଳି ଲୋକ କୁ ଦେଖି ଖୁସି ଲାଗିଲା,
    ଯାହା ହେଉ ଏବେ ବି ସୋଚୋଟ ଲୋକ ଅଛନ୍ତି,
    ଏ ଭାଇ ଜଣଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମିଯିବ,ଖାଲି ଏତିକି କହିବି ଭଗବାନ ତୁମର ମଙ୍ଗଳ କରନ୍ତୁ ,ତୁମ ପରିବାର କୁ ଖୁସିରେ ରଖନ୍ତୁ🙏

  • @cutiemunu2090
    @cutiemunu2090 2 роки тому +45

    ଜାହା ହେଉ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଆମ ଓଡ଼ିଶାର Real Hero ଭଗବାନ ଆପଣ କୁ ଵହୁତ ଵଡ ହୃଦୟ ଟେ ଦେଇ ଛନ୍ତି

  • @dibyansidas1507
    @dibyansidas1507 Рік тому

    Thank you bro.sabu bele khusire ruha.

  • @sidhiodiavlog2638
    @sidhiodiavlog2638 2 роки тому

    Thanku

  • @pintujajpur
    @pintujajpur 2 роки тому +20

    U r grate bhai ଆପଣଂକୁ ବହୁତୁ ଧନ୍ୟବାଦ ଭାଇ ଏମିତି କାମ କରିଥିବାରୁ ବହୁତୁ ଧନ୍ୟବାଦ 🙏🙏

  • @pradeepojha8909
    @pradeepojha8909 2 роки тому +21

    ଏପରି ମଣିଷ ଦୁନିଆ ରେ ବିରଳ😊
    ଅନ୍ୟ ର ଜିନିଷ କୁ ଲୋଭ କରିବା ଅନୁଚିତ। ଏହା ସବୁ ଜାଣନ୍ତି କିନ୍ତୁ। ଏହି ଭାଇ ସମସ୍ତଙ୍କ ଠୁ ଉପରେ😇
    ତାଙ୍କୁ ଭଗବାନ ସାହା ହେବେ🙏

  • @santoshmahapatra100
    @santoshmahapatra100 2 роки тому

    Thnk.u.vhai

  • @saminabegum605
    @saminabegum605 2 роки тому

    Oh excellent work.
    I really appreciate him .
    He is very good and kind.
    He is also very brave.

  • @subrattusan7411
    @subrattusan7411 2 роки тому +29

    ଭଗବାନ୍ ତୁମର ମଙ୍ଗଳ କରିବେ ଭାଇ । ତୁମେ ପ୍ରମାଣ କରିଦେଲ ଯେ ସାଧୁତା , ସଚ୍ଚୋଟ ପଣିଆ ଓ ମଣିଷ ପଣିଆ ଏବେ ମଧ୍ୟ ବଞ୍ଚିଛି । ତୁମରି ପାଇଁ ପୃଥିବୀରେ ଧର୍ମ , ନ୍ୟାୟ ଓ ସତ୍ୟବାଦୀତା ତିଷ୍ଠି ରହିଛି । ଦିନେ ତୁମେ ବହୁତ ବଡ଼ ମଣିଷ ହେବ ଭାଇ । ଜୟ ଜଗନ୍ନାଥ ।

  • @sasmitapanda925
    @sasmitapanda925 2 роки тому +20

    Good job bro, I salute 👏🙏 ଏ ଭଲ କାମର ଫଳ ତୁମେ ନିଶ୍ଚିତ ପାଇବ

  • @pradiptakumar6546
    @pradiptakumar6546 2 роки тому +1

    Salute to u sir 🙏 god bless you

  • @phalgunipati5308
    @phalgunipati5308 2 роки тому

    This is the really things what this driver bhai said...great thought bro..MAHAPRAVU managal karantu tumara..

  • @prachiprangya1950
    @prachiprangya1950 2 роки тому +156

    This is called a real humanity 🙏I salute you 🙏

  • @jayalaxmibarik71
    @jayalaxmibarik71 2 роки тому +79

    Hats off ... who told money is everything..... he has proved it He should be honoured ....not only for honesty ....he can place himself in other's shoe and can feel other's situation ...man of golden heart👌 ....God bless him

    • @girishachandratripathy3088
      @girishachandratripathy3088 2 роки тому

      EXCELLENT PERSONALITIES AND DEDICATED SERVICE FOR THE GOOD OF COMMON PEOPLE, LORD JAGANNATH BLESS HIM AND HIS FAMILY MEMBERS.

    • @rishidev2016
      @rishidev2016 2 роки тому

      Thank s autodriver bhai, this type of person should be respected by all , if ever travell to puri, srikhetra, Odisha, definitely I will met this person , govt, should help and reward the auto driverbhai for his honesty.

  • @judhisthirmajhi2829
    @judhisthirmajhi2829 2 роки тому

    Thanks brother god blesyou

  • @hariharbaskey2728
    @hariharbaskey2728 2 роки тому

    ଧନ୍ୟବାଦ ଭାଇ

  • @lovsongod7996
    @lovsongod7996 2 роки тому +22

    ଜୟ ଜଗନ୍ମାଥ..🙏🏻 ଏହି ସୁନ୍ଦର ମନା ଭାଇଙ୍କୁ ପ୍ରଭୁ ଭଲରେ ରଖନ୍ତୁ💐🙏🏻👍👌

  • @hdvlogs9390
    @hdvlogs9390 2 роки тому +17

    ଆଜିକାଲି ଏମିତି ଳୋକ ବହୁତ କମ।
    ବହୁତ ଧନ୍ୟବାଦ ଭାଇ 🙏🙏

  • @bhagirathichuahna5017
    @bhagirathichuahna5017 2 роки тому

    Dhanybad

  • @surajmurmu2972
    @surajmurmu2972 2 роки тому +24

    ଜଗନ୍ନାଥ ରାଜ୍ୟ ରେ ଏ ଭଳି ସଚ୍ଚ ହୃଦୟ ର ଭାଇ କୁ ପାଇଁ ବହୁତ ଖୁସି ଲାଗିଲା ❤️❤️❤️❤️
    🙏🙏🙏⭕❗⭕🙏🙏🙏

  • @surekhamahanta5394
    @surekhamahanta5394 2 роки тому +54

    Hats off to your honesty ,🙏🏻much respect to your ideals..may God give you more prosperity nd wealth..

  • @rajasenapati1540
    @rajasenapati1540 2 роки тому

    Thank,s,Brather

  • @samsambeet6530
    @samsambeet6530 2 роки тому

    You are the inspiration for us .proud of you .

  • @ranjeetpanda301
    @ranjeetpanda301 2 роки тому +57

    ପୁରୀ ର ଗର୍ବ, ଗୌରବ ରଖିଲ ଭାଇ ମୁଁ ଆପଣଙ୍କୁ ସଲାମ କରୁଛି🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sunitarana6064
    @sunitarana6064 2 роки тому

    Tq so much bhai gote paribar ra dukha bujhila tq

  • @nimaicharandeheri701
    @nimaicharandeheri701 2 роки тому

    Thanks inocent honest joy jaganath

  • @arjunmaharana3525
    @arjunmaharana3525 2 роки тому +27

    ତୁହି ଭାଇ ମୋର ଲୋକରେ ସାର ...
    ତୋ ମହାନତାକୁ କୋଟି ଯୁହାର,
    କଲୁ ଯୋଉ ପୁଣ୍ୟ ଫେରାଇଲୁ ଧନ
    ଛାତିଟା କୁଣ୍ଢେ ମୋଟ ହେଲା ମୋହର... ତୁହି ଭାଇ ମୋର ଲୋକରେ ସାର ।।
    ପୁରୀ ଧାମେ ତୋର ରହଣି ରେ ଭାଇ...
    ଅଟୋ ଚଳାଇକି ପେଟ ପୋଷୁ ତୁହି,
    ନିଶ୍ଚେ ହେବେ ସାହା ସଦା ଲକ୍ଷ୍ମୀନାହା
    ହସି ଉଠିବ ତୋ ସୁନାସଂସାର..
    ତୁହି ଭାଇ ମୋର ଲୋକରେ ସାର,
    ତୋ ମହାନତାକୁ କୋଟି ଜୁହାର ।।
    🙏 ଜୟ ଜଗନ୍ନାଥ ସ୍ଵାମୀ 🙏

  • @abhisheknayak3238
    @abhisheknayak3238 2 роки тому +23

    Dude he is one of the rarest gem of honesty!
    Hats off to him 👏 Jay Jagannath

  • @abinashnayak7799
    @abinashnayak7799 2 роки тому +1

    Grt humanity may lord Jagannath bless u bro👏👏

  • @shravanee__
    @shravanee__ 2 роки тому

    Wa kya bat hai।। ଦୁଆନିଆ ରେ ବହୁତ୍ ଭଲ ଲୋକ ଅଛନ୍ତି 🙏🏼🙏🏼🙏🏼🙏🏼 Bhagwan ତାଙ୍କୁ ନିଶ୍ଚୟ ଭଲରେ ରଖିବେ।

  • @dileswarsahoo6289
    @dileswarsahoo6289 2 роки тому +29

    ବଡ ଭାଇର ଏ ସଚୋଟପଣିଆକୁ ଅଶେଷ ଅଶେଷ ଧନ୍ୟବାଦ,ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତଙ୍କୁ ଭଲରେ ରଖନ୍ତୁ,ଏ ମହାନତା କାର୍ଯ୍ୟ ପାଇଁ ମୋ ତରଫରୁ ଭାଇଙ୍କୁ ଶହେ ସଲାମ🙏🙏🙏🙏🙏🙏🙏🙏🙏🙏🙏🙏🙏🙏.............

  • @debasishmarthi8905
    @debasishmarthi8905 2 роки тому +34

    You are a hero all auto driver learn this i salute you 🙏🙏🙏❤

  • @suhanamallick6874
    @suhanamallick6874 2 роки тому

    Example of many people...God bless you Bhai...

  • @kulandramajhi5010
    @kulandramajhi5010 2 роки тому

    Bahut bahut dhanyabad sir apanankasachotapania kama pain

  • @jagabandhusahu8485
    @jagabandhusahu8485 2 роки тому +64

    All auto drive are not same, I salute this fellow, this is proud of puri people

    • @skchandan4484
      @skchandan4484 2 роки тому +1

      No 😑😑😑😑
      All kinds of people are NOT SAME

    • @lagguru8032
      @lagguru8032 2 роки тому

      @@skchandan4484 this auto driver and their sangha used their brain
      If jewellery not returned police case ta habara thila autochalak sangha badnam haithanta tathu bhala return karidiyo 2ta case haba
      1 chup chap jewellery return
      2 jewellery return with lime light
      2nd case hela
      ONLY MORAL I GOT HERE:
      NIJA SAMAN RA NIJE JATNA NIYO SABU BELE HONESTY KAMORE ASENI

    • @rockraj8176
      @rockraj8176 2 роки тому

      Prakruti kharap loko nka ra ba band* khia jaka nije dinsa hajieba nije aau jaiki case deba jaiki aau jananka uparey

    • @lagguru8032
      @lagguru8032 2 роки тому +1

      @@rockraj8176 bro aaji kali trend ra system chalichi aaita gote nua trend jemiti tiktok re chalithila semiti aaita b
      AGGO BHALA KAMO KARA TAPORE LIME LIGHT PAO ya purbaru emiti line re ketena trend galani
      kau state re ta CM ra gadi block kariki ambulance ku chadiba pore lime light paai news chalila

  • @jyotirmayeesatapathy5847
    @jyotirmayeesatapathy5847 2 роки тому +11

    ଆଜିର ଦୁନିଆରେ ଏମିତି ଲୋକ ଅଛନ୍ତି ଭାବିଲେ ଆଶ୍ଚର୍ଯ୍ଯ ଲାଗୁଛି ଭଗବାନ୍ ତୁମକୁ ଖୁସିରେ ରଖନ୍ତୁ ଭାଇ । 🙏🙏🙏🙏🙏🙏

  • @rahulsoren9172
    @rahulsoren9172 2 роки тому

    Bohut bohut dhonyo bad Ato bhai

  • @DigitalMLMservices
    @DigitalMLMservices 2 роки тому

    Thank you sir apanka ahi subha kama pain koti koti pranam Jagannath tumaku ki ebe b abhab karibeni

  • @ajitreddy9729
    @ajitreddy9729 2 роки тому +24

    Bro u hav done a great job... truly hats off to u . I can say here one thing that humanity still exists just like u people. I wish may god bless you also ......

  • @BharatKumar-vj5yy
    @BharatKumar-vj5yy 2 роки тому +52

    People have a very negative thoughts towards auto driver... But not all. They have also humanity and social existence. Let us change our thoughts.

  • @mahikingcreation2.034
    @mahikingcreation2.034 2 роки тому

    Thanks Bhai 👍 very nice Auto driver. Bhai bhagaban tumaku sada sarbada khusi rakhithantu

  • @rupalibeheralifestyle7524
    @rupalibeheralifestyle7524 2 роки тому

    Salute 🙏bhai apana nka pari loka ama puri re achhanti bhabi bahut bhala laguchi 🙏🙏🙏thanks bhai apana nka chinta dhara bahut bhala

  • @sagarikarout4087
    @sagarikarout4087 2 роки тому +36

    💓 heart touching speech...proud of you bhai

    • @puspanjalikisan5397
      @puspanjalikisan5397 2 роки тому

      Suna gahana bhuli ki palei jiba archarjya katha sister ku ta bahut gali gulaj heithiba autowala ku dhanybaad jai jagnnath....

  • @abhandwriting.3866
    @abhandwriting.3866 2 роки тому +65

    This is called humanity. All should learn from this common man. He is the richer than mukesh ambani. Because he have great humanty. U r great bro.

  • @nimaikuanr5994
    @nimaikuanr5994 2 роки тому

    Great inspired moment bhai thanks u

  • @rupalisahoo7499
    @rupalisahoo7499 2 роки тому

    Thank u so much 🙏🙏🙏 god bless you

  • @amareshswain8088
    @amareshswain8088 2 роки тому +11

    We all are proud of You Brother...ଆଜି ବି ମଣିଷ ପଣିଆ ବଞ୍ଚିଛି କି ଅଛି...ଜୟ ଜଗନ୍ନାଥ 🙏🙏ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କର ଉପରେ ରହିଥାଉ ..ଆପଣଙ୍କର ପରିବାର ସବୁବେଳେ ହସଖୁସିରେ ଭରି ଉଠୁ।।।

  • @princeabhi4770
    @princeabhi4770 2 роки тому +142

    Well Done bhai❤️

  • @christinaflorence2974
    @christinaflorence2974 2 роки тому

    Very good person... Bhagaban tamaku prachura bhabe ashirwad karantu....

  • @kanchannayak9515
    @kanchannayak9515 2 роки тому +1

    ଶହେ ସଲାମ ଭାଇ । ନିର୍ଲୋଭ ପର ଧନ ଜାଣି ....... ଭାଗବତର ଏ ବାଣୀକୁ ଯଥାର୍ଥ ସାର୍ଥକ କରି ଦେଖେଇ ଦେଇଛ । ବଡ଼ ମଣିଷ ତ ସିଏ ଯାହାର ହୃଦୟ ବଡ଼, ବିଚାର ବଡ଼ । ସିଏ ଅଟୋ ଚାଳକ ହେଉ କିମ୍ବା ରିକ୍ସା ଚାଳକ । 6 ଫୁଟ ର ମଣିଷ ହେଉ କି 4 ଫୁଟର । ସେଥିରେ କିଛି ଫରକ ନଥାଏ । ମୁଖ୍ୟ ହେଲା ହୃଦୟ କୁ ମାନବିକତାର ଖୋଳପା ଭିତରେ ବିଶାଳ କରି ଗଢିବା। । ଲୋଭରେ ଗହଣା ରଖିଦେଇଥିଲେ ଏତେବଡ଼ ସମ୍ମାନ ମିଳିନଥାନ୍ତା । ସାରା ଓଡିଶା ଆଜି ତୁମକୁ ଚିହ୍ନିଲା ତୁମର ନିର୍ଲୋଭତା ପାଇଁ । ପୁଣିଥରେ ସଲାମ, ଧନ୍ୟବାଦ ।

  • @smrutiranjanpradhan9494
    @smrutiranjanpradhan9494 2 роки тому +19

    A Man with a Golden HEART is suits His Personality & Attitude ❤️❤️❤️

  • @laluofficial3242
    @laluofficial3242 2 роки тому +16

    ବହୁତ ଭଲ❤️❤️👍

  • @utkalikasethy3667
    @utkalikasethy3667 2 роки тому

    Dats why we r belongs to puri ❤️ ❤️
    Love you from Nimapada
    Jay Jagannath

  • @akhilachandradhangadamajhi3985
    @akhilachandradhangadamajhi3985 2 роки тому

    Many thanks to you sir

  • @laxmisahoo7854
    @laxmisahoo7854 2 роки тому +15

    Your ❤ is beyond imagination. Though
    you are auto driver, you are the king.
    Hats off to you.

  • @puspanjalisahoo6813
    @puspanjalisahoo6813 2 роки тому +50

    Salute bro, you have proved that humanity is present now a days like you people, thank you so much 🎉🎉🎉