Will fulfill Modi guarantee in Odisha: says Union Minister Dharmendra Pradhan || Kalinga TV

Поділитися
Вставка
  • Опубліковано 24 вер 2024

КОМЕНТАРІ • 675

  • @bikasnayak7083
    @bikasnayak7083 3 місяці тому +231

    ଜଗନ୍ନାଥ ମନ୍ଦିରରେ ଚାରି ଦ୍ଵାର ଖୋଲିବା ପାଇଁ ବ୍ୟବସ୍ଥା କରନ୍ତୁ

    • @ramakantasahu652
      @ramakantasahu652 3 місяці тому +12

      Yes and kama dheba pai plan Kara mu Bengaluru aashiki tuma bjp vote dheichi

    • @souravpanda4202
      @souravpanda4202 3 місяці тому +3

      @@ramakantasahu652han miliba ara janma re 😂

    • @a_nayak
      @a_nayak 3 місяці тому +3

      ​@@souravpanda4202Se ramta bhandar Panda nkara nuhe. Pura hindu samaaj ra

    • @Padhan-qd1di
      @Padhan-qd1di 3 місяці тому

      ଧର୍ମ ଅପେକ୍ଷା ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଉ

    • @rakadada9473
      @rakadada9473 3 місяці тому

      Mandir khulen Kane kar bu band

  • @chandrakantsingh4858
    @chandrakantsingh4858 3 місяці тому +114

    ପ୍ରଥମେ ନିଯୁକ୍ତି ବ୍ଯବସ୍ଥା ଓଡିଶା ରେ କରନ୍ତୁ , college development କରନ୍ତୁ , ସୁଭଦ୍ରା ଯୋଜନା ଲାଗୁ କରନ୍ତୁ please

    • @lifeofodia195
      @lifeofodia195 3 місяці тому +5

      🤗🤗🤗🤗😂👍👍କିଛି ଯୋଜନା ହବନି

    • @Pradhanranjit315
      @Pradhanranjit315 3 місяці тому +5

      Aneiki tha re pua

    • @chandrakantsingh4858
      @chandrakantsingh4858 3 місяці тому

      @@Pradhanranjit315 ଆଗ ଏତିକି କାମ ହଉ

    • @lifeofodia195
      @lifeofodia195 3 місяці тому +1

      @@Pradhanranjit315 😔ଭାଇ BJP ସରକାର ଓଡିଶା ରେ କମ୍ପାନୀ ଖୋଲିବତ

    • @mitalipriya7813
      @mitalipriya7813 3 місяці тому +1

      Bala miliba bala

  • @Radhakanta_Music_Official
    @Radhakanta_Music_Official 3 місяці тому +22

    ମୋ ଓଡ଼ିଶା ର ଭାଇ ମାନ ଙ୍କୁ ଏଈ ଓଡ଼ିଶା ରେ କାମ ଦିଆ ଯାଉ ଯେମିତି ବାହାର କୁ ଯାଇକି ଦୁଃଖ କଷ୍ଟ ନ ପାନ୍ତୁ ❤❤ ଯଥା ଶୀଘ୍ର ବ୍ୟବସ୍ଥା କରାଯାଉ

  • @techinfocreative
    @techinfocreative 3 місяці тому +289

    ସର୍ବ ପ୍ରଥମେ ଓଡ଼ିଶା ରେ ଦାଦନ ସମସ୍ୟା ଉପରେ ଫୋକସ୍ କରନ୍ତୁ 🙄

    • @pandetudu6
      @pandetudu6 3 місяці тому +5

      You are right.

    • @ashiskumarbagarty4393
      @ashiskumarbagarty4393 3 місяці тому +9

      Right

    • @KBTBROTHER
      @KBTBROTHER 3 місяці тому +4

      Han right katha

    • @lifeofodia195
      @lifeofodia195 3 місяці тому +12

      ଭାଇ 😂ଅନେଇ ଥା vote ସରି ଗଲା ଏବେ ଗୁଜୁରାଟ ଚାଲ ବାଙ୍ଗାଲୋର ହାୟଦ୍ରାବାଦ ଚେନାଇ ଚାଲ 🙋ସେଠି ତ କଂଗ୍ରେସ BJP ମିଛୁଆ ସରକାର

    • @KhirodRout-vu8zi
      @KhirodRout-vu8zi 3 місяці тому

  • @sauravraul2012
    @sauravraul2012 3 місяці тому +128

    ୫ ବର୍ଷ ଭାଇ ଠିକ ରେ କାମ କର। ନ ହେଲେ ଓଡ଼ିଆ ଭାଇ ତମକୁ ଭି ଭଗାଇବେ।

    • @SibajiDas-p4g
      @SibajiDas-p4g 3 місяці тому +5

      Right bhai

    • @ToNy-cz2zl
      @ToNy-cz2zl 3 місяці тому +5

      Right 👍

    • @DeepakDehury-zt5or
      @DeepakDehury-zt5or 3 місяці тому +3

      Right

    • @susenamahakuda7261
      @susenamahakuda7261 3 місяці тому +3

      Thick kahicha

    • @nilakanthgouda
      @nilakanthgouda 3 місяці тому +2

      Ek dam Right Bhai loka sachetana heigaleni Khali vote paiba pain Katha kahidei ki vote jitiki luchi gale next election puni nua sarkar asiba

  • @Pabitra2003
    @Pabitra2003 3 місяці тому +10

    ଦାଦନ ସମସ୍ୟା ର ସମାଧାନ
    ମଦ ମୁକ୍ତ ଓଡିଶା
    ବିଷୟରେ ଆଲୋଚନା କରାଯାଉ.

  • @ismartbinayavlog8927
    @ismartbinayavlog8927 3 місяці тому +160

    ଚାକିରୀ ପାଇଁ କିଛି ବ୍ୟବସ୍ଥା କରାଯାଉ 🙏

    • @bikashekka3284
      @bikashekka3284 3 місяці тому +12

      ଅନେଇ କି ରହିଥା ଏବେ ଆଉ ଚାକିରି ପାଇଁ ପାରିବୁ ନାହିଁ ..ଓଡିଶା କୁ ବୁଡ଼େଇ ଦେବ ଏଇ ମୋଦୀ...ଓଡିଶା ଲୋକ ମରିବ ସବୁ

    • @amiyauniqartcreation8567
      @amiyauniqartcreation8567 3 місяці тому +13

      ତମେ ମାଘିଆ ସେଇ ଚାକିରି ରେ ରହିଗଲ ରେ।ଯିଏ ତମ ଜନ୍ମ ଠୁ ଧରି ମରଣ ପଯ୍ୟନ୍ତ ତୁମ ମାନଙ୍କ ସାଥୀରେ ରହିଲା ଶେଷ ମୂହୁର୍ତ୍ତ ରେ ତାକୁ ଧୋକା ଦେଲ। ଭଗବାନ ତୁମକୁ କେବେବି କ୍ଷମା କରିବେନି। ଶୁଣିଥିଲି ବିହାରି ଲୋକ ଗୁଡ଼ା ଗାଣ୍ଡି ମରା ହେଲେ ଆଜି ଜାଣିଲି ଏଇ କେତେଟା ବିହାରି ଲୋକ ଙ୍କ ସହିତ ରହି ଆମ ଓଡ଼ିଆ ଲୋକ ଗୁଡା ବି ଗାଣ୍ଡି ମରା ହୋଇଗଲେଣି। ଚାକିରି ନା ବାଳ ପାଇବ ରୁହ। ଆଜିଠୁ ତମ ନାମ ଆଗରେ ଏ ଦୁଇ ଟି tag ଲାଗିଗଲା।
      ଓଡ଼ିଆ - କୋଢିଆ +ଗାଣ୍ଡି ମରା।

    • @mitalipriya7813
      @mitalipriya7813 3 місяці тому +3

      Toro Bali pacha pate company khola heba Raha job na Bala miliba .

    • @scbewafa353
      @scbewafa353 3 місяці тому +1

      Bhulijao chakiri katha 😢

    • @a_nayak
      @a_nayak 3 місяці тому +1

      ​@@amiyauniqartcreation8567Mate ta laguchhi tu baala ta chakiri payichhu BJD saasan re

  • @MamaliSamal-ob2cj
    @MamaliSamal-ob2cj 3 місяці тому +59

    Bjp ଉପରେ ବହୁତ ଭରଷା କରିଛନ୍ତି ଆପଣ please 🙏 ଓଡ଼ିଶାର ଲୋକମାନଙ୍କ ଭରଷା ରଖିବେ 🌷 Jay Shree Ram 🕉️🙏🚩🚩

    • @bijaylaxminayak
      @bijaylaxminayak 3 місяці тому +1

      Comment re kahile kn haba demand kara strike kariki nahele puni election asile ଭାଷଣ ଦେଇକି ତମକୁ imotional blackmail kariki vote nebe😂

    • @sanghamitrabarik3706
      @sanghamitrabarik3706 3 місяці тому

      Jay shree ram kahucha .jou shree ram mandir baneile seithi tanku vote deleni. Chora ku bhala heichi

    • @lipsa7004
      @lipsa7004 3 місяці тому

      Chora

    • @pritikjyotiroutpritik5069
      @pritikjyotiroutpritik5069 3 місяці тому

      Bjp ଜିତିଲା ପରେ ଯାହା ହବ ସବୁ Delhi ru

    • @bijaylaxminayak
      @bijaylaxminayak 3 місяці тому

      @@pritikjyotiroutpritik5069 kichi habani only Jay jagannath kahili ରାଜନୀତି କରିବ

  • @motivation......702
    @motivation......702 3 місяці тому +158

    ଯଦି ନ କରିଛ ଆଗକୁ ଦେଖିବ କଣ କରିପାରନ୍ତୀ ଓଡ଼ିଶା ବାସୀ
    ଯେତିକି ପ୍ରତିଶ୍ରୁତି ଦେଇଛ ସବୁ ପୂରଣ କର ନୋହିଲେ ଦେଖିବ

    • @secularchutiye5852
      @secularchutiye5852 3 місяці тому +9

      Chhodibe emane

    • @pravatpaikaray8490
      @pravatpaikaray8490 3 місяці тому +11

      Odisha ku khaiji be emane

    • @djmaster8830
      @djmaster8830 3 місяці тому +11

      Jaumane bjp ku vote dei nahanti ethi Vasan dauchhanti

    • @ShyamsundarJani-q1y
      @ShyamsundarJani-q1y 3 місяці тому

      BJP କାଲି ଏତିକି ବାସନ ଆକା

    • @lifeofodia195
      @lifeofodia195 3 місяці тому +10

      🤗ଭାଇ BJP ଜିତି ଗଲା ଏବେ ଅନେଇ ଥା ଦବ ଖାଇବ ଚାକିରୀ କମ୍ପାନୀ 😂ଖୋଲିବ 🤗ଅନେଇ ଥା vote ଦେଇ ଥିଲ ମିଛୁଆ ସରକାର ପା ବିଜେପି

  • @itsurbriten8994
    @itsurbriten8994 3 місяці тому +38

    My request -Aga Junior Teacher Schematic ku REGULAR POSTING karei ki dekhao 🙄✅

    • @rajkumarnayak5291
      @rajkumarnayak5291 3 місяці тому +1

      Right bhai

    • @bikashekka3284
      @bikashekka3284 3 місяці тому +3

      ଅନେଇଥା ରେ ପିଲା ...ଏଇ ମୋଦୀ କିଛି କରିବ ନାହିଁ .ଓଡିଶା ପିଲା ବୁଡି ମର

    • @generalthoughts123
      @generalthoughts123 3 місяці тому

      Ban cheap liqour in odisha first.

  • @soubhagyasahoo3218
    @soubhagyasahoo3218 3 місяці тому +14

    Wah wah wah Beautiful speech Thank you

  • @srustidhardey5817
    @srustidhardey5817 3 місяці тому +6

    ସମସ୍ତ ମହିଳା କୁ 50000ଦିଅ ଝିଅ କୂ ବି ଦିଅ ❤❤❤❤❤❤

  • @KashinathPhataka
    @KashinathPhataka 3 місяці тому

    ଯୋଗାଣ ସହାୟକ ମାନଙ୍କର ଦରମା ଵଡାଉନ୍ତୁ ଓ ସ୍ଥାୟୀ ନିଯୁକ୍ତି ଦାବୀ ପୂରଣ କରନ୍ତୁ ଭାଇ

  • @HaldharSuna-b1q
    @HaldharSuna-b1q 3 місяці тому +36

    ଜୟ ଶିରିରାମ🎉ଜୟ ଜଗନାଥ ଜୟ ବିଜେପି

  • @brahmanandabehera8363
    @brahmanandabehera8363 3 місяці тому +2

    ଚାଷୀ ଙ୍କ ଉପରେ ଫୋକସ୍ କରନ୍ତୁ

  • @RAJENDRAPradhan-lm2yx
    @RAJENDRAPradhan-lm2yx 3 місяці тому +7

    ଦାଦନ ଶ୍ରମିକ ଙ୍କ ପାଇଁ ଆଉ ଗରିବ ବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ବୟସର ଲୋକ ଙ୍କ ପାଇଁ 3000 ପେନସନ ବ୍ୟବସ୍ଥା ଯୋଗଇ ଦେବାକୁ ଅନୁରୋଧ।

    • @greatjourney3809
      @greatjourney3809 3 місяці тому +1

      Hmm turanta 3000 varta daba darkar

    • @RAJENDRAPradhan-lm2yx
      @RAJENDRAPradhan-lm2yx 3 місяці тому +1

      @@greatjourney3809 କାରଣ ଆଜିକା ଯୁଗରେ 1000 ଟଙ୍କା କିଛି ବି ନୁହଁ ବୃଦ୍ଧ ଙ୍କ ପାଇଁ

    • @Quickfitness1
      @Quickfitness1 3 місяці тому

      😂

    • @topoisahu7935
      @topoisahu7935 3 місяці тому

      ❤❤❤❤❤❤❤

    • @snigdhamohanty6063
      @snigdhamohanty6063 3 місяці тому

      Aneitha,30.000 debe

  • @badalhembramvlogs8351
    @badalhembramvlogs8351 3 місяці тому +45

    ୨୪ବର୍ଷ ପରେ କ୍ଷମତା ପାଇଲ, ଯାହା ଯାହା କହିଥିଲ ସବୁ ପୂରଣ କର ।

    • @secularchutiye5852
      @secularchutiye5852 3 місяці тому +2

      Sab jumla hai

    • @Lachhman78
      @Lachhman78 3 місяці тому +3

      Kichi purana habani khali swapna...

    • @DEV_LIVE99
      @DEV_LIVE99 3 місяці тому +3

      Kichi habani re 😂 only highreta badhi ba

    • @monalishadash4179
      @monalishadash4179 3 місяці тому +2

      Bala ta haba

    • @bhaskarprasadmishra6639
      @bhaskarprasadmishra6639 3 місяці тому +2

      ୨୪ ବର୍ଷ ଦେବା ପରେ ବି ଓଡ଼ିଶା ଗରିବ ଓ ପଛୁଆ! ଏମାନଙ୍କୁ ଅତି କମ୍ ରେ ଦଶ ବର୍ଷ ତ ଦିଆ ଯିବା ଦରକାର!

  • @bhaskarprasadmishra6639
    @bhaskarprasadmishra6639 3 місяці тому +12

    ଖଣି, ଖଦାନ, ପ୍ରାକୃତିକ ସମ୍ପଦ ଭରା, ମାନବ ସମ୍ବଳ ଭରା ଓଡ଼ିଶା ଆଜିବି ଭାରତ ମାନଚିତ୍ର ରେ ଏକ ଗରିବ ଓ ପଛୁଆ ରାଜ୍ୟ ଭାବେ ପରିଗଣିତ କାହିଁକି ଏବଂ ଏପରି ପରିସ୍ଥିତି ପାଇଁ ଦାୟୀ କିଏ ତାହା ଜାଣିବା ପାଇଁ ଓ ଏହି ସ୍ଥିତି/ ପରିସ୍ଥିତି ର ପରିବର୍ତ୍ତନ ପାଇଁ ସାରା ଓଡିଶା ବସୀ ଭାଜପା ଦଳ କୁ ପୂର୍ଣ୍ଣ ଜନାଦେଶ ଦେଇଛନ୍ତି 🙏

  • @KanchanNayak-u6r
    @KanchanNayak-u6r 3 місяці тому +18

    Dharmendra babu welcome 🙏 our new arrival cm of odissa. ❤

  • @बिकाशसेठी
    @बिकाशसेठी 3 місяці тому +33

    Jau kahuthile ravenshaw ku central university karibe boli seita aga karantu

  • @rishikesh4340
    @rishikesh4340 3 місяці тому +2

    ଜୟ ଜଗନ୍ନାଥ 🙏
    ଭିନ୍ନକ୍ଷମ ଆଉ ବୃଦ୍ଧ ବୃଦ୍ଧାଙ୍କ ମାସିକ ଭତା କୁ ତିନିହଜାର କରିବା ପାଇଁ କହିଥିଲେ ସେ କଥା ଟିକୁ ଯେମିତି ଭୁଲି ଯିବେନି ।

  • @Padhan-qd1di
    @Padhan-qd1di 3 місяці тому +1

    ଚାଷୀଙ୍କୁ ପ୍ରତି ଧାନ କ୍ୟୁଇଣ୍ଟାଲ ଦରଦାମ ବହୁତ କମ୍ ଅଛି ଅନ୍ୟ ରାଜ୍ୟ ତୁଳନାରେ ଏହା କୁ 3100 ଟଙ୍କା କୁ ବୃଦ୍ଧି କରାଯାଉ ଏହା ଅନୁରୋଧ

  • @umasankar2070
    @umasankar2070 3 місяці тому +22

    5yr re odisha ra kichhibi change kariki dekhao ... nacheta... Odisha ta odisha.. central re bi kadhi debu...😊

  • @SumanKumar-vn9qw
    @SumanKumar-vn9qw 3 місяці тому +3

    ବର୍ତବାନ ସବୁ job notifications ku cancel korajiba
    Nutana bhabe regular korajai koritha employee ku punarbar contractual korajiba
    ବାର୍ଦ୍ଧକ୍ୟ ଭତା 1000 ru 700 karajiba
    Lpg ku 1200 karajiba
    +3 stipend decrease korajiba

  • @deepakkhuntia6071
    @deepakkhuntia6071 3 місяці тому +10

    Outsourcing abolish karantu first

  • @Msdash07
    @Msdash07 3 місяці тому +39

    ଗରମ ଜଳବାୟୁ ର ପରିବର୍ତନ ପାଇଁ କିଛି ପଦକ୍ଷେପ ନିଆଯାଉ

    • @Shrishant14
      @Shrishant14 3 місяці тому +2

      ଗରମ ଜଳବାୟୁର ପରିବର୍ତ୍ତନ ପାଇଁ ପ୍ରଥମେ India ରେ population decrease କରିବାକୁ ପଳିବ ତାହେଲେ ଗରମରୁ ରକ୍ଷା ପାଇବା,ଆଜ୍ଞା ଦେଖୁଚ ପରା ପିଲା ଛୁଆ ଅଧିକ ଜନ୍ମ କଲେ କଷ୍ଟ ଭୋଗିବାକୁ ପଡ଼ୁଚି ତେଣୁ ରୁଷିଆ ଦେଶ ଭଡ଼ି କମ୍ population ହେବା ଉଚିତ୍

    • @rajibkumarsahoo5025
      @rajibkumarsahoo5025 3 місяці тому

      Arey bhai population tharu adhika problem amara factory au mining jogu heuchi . Amaku sustainable development darkar. Khali gacha kati chalile kn heba aeiya hin heba

    • @sadstatuscreation2610
      @sadstatuscreation2610 3 місяці тому

      Save tree 🌴 🌲

    • @SonuBhaiVlogs1m
      @SonuBhaiVlogs1m 3 місяці тому

      10000 crore plant trees

    • @a_nayak
      @a_nayak 3 місяці тому

      Global warming daayi. Aau North India ru aasu thila high heat ra impact bay of Bengal re paduchhi

  • @panchunathsoren6047
    @panchunathsoren6047 3 місяці тому +1

    ଆପଣ ହିଁ ନୂଆ ଓଡ଼ିଶା ଗଠନର ସାରଥି ହେବେ, ଆମେ ଆପଣଙ୍କୁ ନୂଆ ମୁଖ୍ୟ ମନ୍ତ୍ରୀ ଭାବେ ଦେଖିବା ପାଇଁ ଚାହୁଁଛୁ ......... ଜୟ ଜଗନ୍ନାଥ 🙏🙏🙏

  • @rupaparichha7424
    @rupaparichha7424 3 місяці тому +2

    Remember Sir, whatever you are speaking it' should be in the practical, if not you are accountable to God. Because people are very innocent, don't try to manipulate. It's better to be a good leader, who can form a unity and prosperity among everyone. Let's see what difference going to be in my state Odisha. It's God has chosen you through the people, Remember Sir. Thank you and all the best for your vision and mission but don't make a division..

  • @bankingaspirants_india
    @bankingaspirants_india 3 місяці тому +11

    Employment dia and contractual uthieki nijara katha rakha

    • @bikashekka3284
      @bikashekka3284 3 місяці тому +4

      ଖାଇବୁ ...କିଛି ଚାକିରି ମିଳିବ ନାହିଁ ଏବେ ଯାହା ପୋଷ୍ଟ ବାହାରିବାର ଥିଲା ତାହା ମଧ୍ୟ ଆଉ ଆସିବ ନାହିଁ ..ବୁଡି ମର

  • @CalmMicrophone-ii5ji
    @CalmMicrophone-ii5ji 3 місяці тому

    ଓଡ଼ିଶା ଆଦିାସୀଙ୍କ ଉପୋରେ ସାନ୍ତାଳୀ ଭାଷା 2 ରାଜ ଭାଷା ରେ ଓଡ଼ିଶା ସମ୍ବିଧାନ ସାମିଲ୍ କରନ୍ତୁ please. ରଘୁନାଥ ମୁର୍ମୁ ଆସା ସମ୍ମାନ ଦେଇ ସାମିଲ କରନ୍ତୁ. ସାନାମ କୋ ଜୁହାର 🙏🙏🙏🙏🙏🙏🙏 ଜୟ ଆଦିବାସୀ ଜୟ ବାବା ବିର୍ସା ମୁଣ୍ଡା. ଜୟ ରଘୁନାଥ ମୁର୍ମୁ. ବାବା ତିଲକା, ସିଦୋ କାହ୍ନୁ ହୁଲ୍ ମାନ ଜୁହାର ।।।

  • @MaheswarDash-y7i
    @MaheswarDash-y7i 3 місяці тому +1

    ଜୟ ଜଗନ୍ନାଥ

  • @bipinroutray6296
    @bipinroutray6296 3 місяці тому +1

    Rajstan Punjab Up Mp pare Odisha situation.. Modi ji. Aor Dharmendra nkar matibhrama helani.. Odisha poli

  • @RanjibPradhan
    @RanjibPradhan 3 місяці тому

    ଭାଇ ରେ ଧର୍ମେନ୍ଦ୍ର ପ୍ରଧାନ ମୁହଁ ତ ଦେଖିଲେ ଚୋର ଭଳିଆ ଲାଗୁଚି........ ମୋ ନବୀନ ବାବୁ ପରି କେହିନାହାନ୍ତି କି ହେବେନି ❤❤❤❤❤😭😭😭😭

  • @TrilochanSwain-gp7zm
    @TrilochanSwain-gp7zm 3 місяці тому

    ଜୟ ଜଗନ୍ନାଥ next cm yo sir❤❤

  • @NareshNaresh-l2h
    @NareshNaresh-l2h 3 місяці тому

    Congratulations sir Jai BJP jindabad jindabad jindabad

  • @umasankar2070
    @umasankar2070 3 місяці тому +24

    Emane bi kichhi karibeni...choro jaka... Dekha jau ... Kn houchhi... Central re ta rahiki jaha karichhanti... Sabu dekhu chhanti...

  • @Udionayak
    @Udionayak 8 днів тому

    ମଧୁବାବୁ ପେସେନ୍ ଟଙ୍କା ଯୋଗାଇ ଦେବାକୁ ଅନୁରୋଧ ବିଜେପି ଅଟିବ

  • @ranjankumarsahoo7327
    @ranjankumarsahoo7327 3 місяці тому +1

    ଦେଶ ରେ ଦେଇଥିବା ସବୁ ଗ୍ୟାରେଣ୍ଟି ମୋଦି ସାର୍ ପୂରଣ କରିଛନ୍ତି ତ....

  • @laxmanmurmu3285
    @laxmanmurmu3285 3 місяці тому +2

    Jay jaganath

  • @DineshaPradhan-js2ky
    @DineshaPradhan-js2ky 3 місяці тому +19

    New cm of odisha... dharmendra Pradhan

  • @pmdtls
    @pmdtls 3 місяці тому +1

    କୁଆଡେ ଗଲା ତମର ମାସିକ ୧୦୦୦ ଟଙ୍କା ମହିଳା ଙ୍କୁ ଦେଇ ଥିବା guarantee??????????????

  • @ranajitjena4668
    @ranajitjena4668 3 місяці тому +26

    ତୁମେ ଦଲାଲି କରୁଛ ଗୁଜୁରାଟି ଆଉ ବିହାରୀ ଟାଉଟର ବେପାରୀଙ୍କର ତେଣୁ ତୁମେ ଓଡିଶାର କେବେ ଭଲ ଚିନ୍ତା କରିନ କି କରିବନି କେବଳ ତମର ବନ୍ଧୁ ଗୁଜୁରାଟି ଆଉ ବିହାରୀ କେମିତି ଉନ୍ନତି କରିବ ସେହି ଯୋଜନା କରିବ, ଓଡିଶା ଲୋକ ସରଳ ସେଥିପାଇଁ ତମ ଟାଉଟରୀ କଥାରେ ଫସିଗଲେ

    • @Lachhman78
      @Lachhman78 3 місяці тому

      Bhai ame au kan kahiba ama odia loka bahara rajya abasta kichi jani nahanti tenu kichi di emane mitha katha kahibe au ta pare .....

    • @SibajiDas-p4g
      @SibajiDas-p4g 3 місяці тому

      Right

    • @pratapbehera9607
      @pratapbehera9607 3 місяці тому

      Tu kn comments karuchhu odisa re janasadharana nispati

    • @ranajitjena4668
      @ranajitjena4668 3 місяці тому +1

      @@pratapbehera9607 ଓଡିଶା ବିଜେପି ଦଳରେ ନେତା ନାହାନ୍ତି ମୋଦି କଣ ଏଠି ଆସି ମୁଖ୍ୟମନ୍ତ୍ରୀ ହେବ, ଗୁଜୁରାଟି ଟାଉଟର ବେପାର କରିବାରେ ଓସ୍ତାଦ ତେଣୁ ଶାନ୍ତ ସରଳ ଓଡ଼ିଆ ଲୋକ ଟାଉଟରଙ୍କ ଟାଉଟରୀ ବୁଝିପାରିଲେନି ସେଥିପାଇଁ ଭୋଟ ଦେଲେ କିନ୍ତୁ ମାତ୍ର 78 ସିଟ ଦେଲେ ଏଥୁରୁ ତୁ ଯାହା ବୁଝୁଥିବୁ

    • @ashutoshnath5749
      @ashutoshnath5749 3 місяці тому

      Sata Kath bhai

  • @MaheswarDash-y7i
    @MaheswarDash-y7i 3 місяці тому +1

    ହର ହର ମୋଦି

  • @madhabdash985
    @madhabdash985 3 місяці тому

    ଆପଣ ଜଦି ସିଏମ୍ ହେବେ ବହୁତ ଭଲ ହେବ 🌷🌷🌷

  • @biswaranjanmohapatra2518
    @biswaranjanmohapatra2518 3 місяці тому +5

    ଜଗନ୍ନାଥ ଙ୍କ ଜ୍ଞାନ 🎉ଭଗବତ୍ ଗୀତା🎉 କୁ ସ୍କୁଲ୍ ପାଠ୍ୟକ୍ରମ ରେ ଯୋଗ କରାଯାଉ ।🎉

  • @MrAnilswain
    @MrAnilswain 3 місяці тому

    Let’s show up through out your actions anyone can speak but I support you guys everywhere to change and I have believe on you .Thank you ❤

  • @mr.sanjayinformationdiscov3282
    @mr.sanjayinformationdiscov3282 3 місяці тому +15

    300ୟୁନିଟ ବିଜୁଳି free ରେ ମିଳିବା କଥା ଆପଣ କହିଥିଲେ ତାହା ଜଲଦି ପୂରଣ ହେଉ।।।।

  • @prakashbhuyan8948
    @prakashbhuyan8948 3 місяці тому +1

    ଚାକିରୀ ପାଇ କିଛି କର

  • @mayurdave3467
    @mayurdave3467 3 місяці тому +2

    Immediately take action related to health care facilities in many districts who have only buildings ..... make them properly staffed hospitals.

  • @lmmovie6874
    @lmmovie6874 3 місяці тому

    ସତ୍ ରେ କଣ ଓଡିଶା କୁ Number 1 କରିପାରିବ BJP

  • @bismayakhilar3526
    @bismayakhilar3526 3 місяці тому

    Congratulations 🎉 BJP,Ama Sarkar BJP sarkar

  • @inayak4248
    @inayak4248 3 місяці тому

    Dharmendra pradhanku cm karani please

  • @Msibani-As
    @Msibani-As 3 місяці тому +2

    Jay shree jagannath

  • @thabirapadhan3770
    @thabirapadhan3770 3 місяці тому +3

    Jay ଜଗନ୍ନାଥ 🙏🙏🙏🙏🙏

  • @bhaskarprasadmishra6639
    @bhaskarprasadmishra6639 3 місяці тому +4

    ଜଗନ୍ନାଥ ମନ୍ଦିରର ଚାରି ଦ୍ଵାର ଖୋଲିବା ସହ ରତ୍ନ ଭଣ୍ଡାର ର ଚାବି ଖୋଲିବା ପାଇଁ ଅନୁରୋଧ 🙏

    • @DambaruBhatra-hh9ol
      @DambaruBhatra-hh9ol 3 місяці тому

      Tame Mane kemitika laka re bhagaban nka sampatiku bi chaduna kn rathnabhandar rathna bhandar kholajau kaucha

  • @surathachandrajena9514
    @surathachandrajena9514 3 місяці тому

    ମୋଦି ଯାହା ଯାହା ଗ୍ୟାରେଣ୍ଟି ଦେଇଛନ୍ତି ସେ ସବୁ ଓଡ଼ିଶାରେ ଅବଶ୍ୟ ଲାଗୁ ହେବ ।
    ବାଃ ବହୁତ ଭଲ କଥା । ସ୍ୱାଗତ କରୁଛୁ । ଧନ୍ୟବାଦ ଜଣାଉଛି ।। BktS.

  • @chandratitu215
    @chandratitu215 3 місяці тому +4

    Sir କୋଉଟା କର କି ନ କର କିନ୍ତୁ cuttack, berhampur, ସମ୍ବଲପୁର, ମେଡିକାଲ ଅଛି high tech ମେଡିକାଲ ବଳିଆ ଆଉ ସରକାରୀ ସ୍କୁଲ ରେ ଯାହା ପଢା ହୋଉଛି ମା ସରସ୍ବତୀ କି ଜଣା sir ସରକାରୀ ସ୍କୁଲ private ବଳିଆ କରନ୍ତୁ, ଓଡିଶା ରେ କେତେ ଟା କମ୍ପାନୀ ଖଲନ୍ତୁ ତେବେ ଯାଇକି ଓଡିଶା ଫରିବର୍ତ୍ତନ ହବ

  • @TrilochanSwain-gp7zm
    @TrilochanSwain-gp7zm 3 місяці тому

    ଜଗନ୍ନାଥ ମନ୍ଦିର ଚାରୀ ଦ୍ଵାରା ଖୋଲା ଯାଉ
    ଜୟ ଜଗନ୍ନାଥ

  • @queenofhearts7691
    @queenofhearts7691 3 місяці тому +2

    Dekhiba baki rahila odisharu 10000 koti railway re neucha 700 koti deucha uttar pradesh ku 5000 koti deucha dekhiba ku baki rahila a barsha odisha ku railway budget re 6000 koti milu new districts new railway line miliba

  • @Thumbs8144
    @Thumbs8144 3 місяці тому +2

    First bhataa 3000 keve karba

  • @NiluJena-gf1xv
    @NiluJena-gf1xv 3 місяці тому

    Congratulation modiji BJP prati jay hind Jai jagannath God bless you keep it up life time good work BJP leader great prati

  • @AlokRanjanKar
    @AlokRanjanKar 3 місяці тому +7

    Hp gas 1400par

  • @SS-ODIA-ACADEMY1987
    @SS-ODIA-ACADEMY1987 3 місяці тому +1

    4 ଘଣ୍ଟା ଭିତରେ ଶପଥ ଗ୍ରହଣ ପରେ ରତ୍ନଭଣ୍ଡାର ଖୋଲାଯିବ କି ନା 2 କୋଟି ଜବ ଭଳି

  • @radhajena7926
    @radhajena7926 3 місяці тому +3

    Jay Jagannath 🚩🙏🚩

  • @JyotiKhamari-o1f
    @JyotiKhamari-o1f 3 місяці тому

    Dil saa Jay Jagannath .Jay hoo modi . Jay hoo dharmandra dada❤❤❤

  • @jammbs258
    @jammbs258 3 місяці тому

    BJP ପାଇଁ ଏହି ପାଞ୍ଚ ବର୍ଷ ବହୁତ୍ important.. ଭଲ ଭାବେ କାମ କର, ନ ହେଲେ 2029 ରେ ଓଡ଼ିଶା ଲୋକେ ବିଦା କରିଦେବେ...ଗୁଡ଼ାଏ problem ଅଛି..କେମିତି ସମାଧାନ ହେଵ ସେ ଉପରେ ଧ୍ୟାନ ଦିଅନ୍ତୁ

  • @purnamaharana7160
    @purnamaharana7160 3 місяці тому +6

    ସବୁ post regular କର

    • @bikashekka3284
      @bikashekka3284 3 місяці тому +1

      ଅନେଇ ବସିଥା 🤣🤣

    • @mrgenius2444
      @mrgenius2444 3 місяці тому

      Kn pain thikse selection neiki regular job paantu naki contractual gudaka
      Ahuri pila achanti selection neba budha nananku kn pain regular haba jie properly entrance clear karini

  • @subhampanda9977
    @subhampanda9977 3 місяці тому

    ❤❤❤❤jay jagannath pravu mangala karantu odisara

  • @SamaraThamabi
    @SamaraThamabi 3 місяці тому

    Dharmendra.pradan.zindabad

  • @sushantmuduli2713
    @sushantmuduli2713 3 місяці тому +10

    New CM bajayanti panda sabu tharu best

  • @jyotiranjansahoo8128
    @jyotiranjansahoo8128 3 місяці тому +2

    Democracy zindabad tha, zindabad hai & zindabad rahega........

  • @SantanuDeep-qe4uk
    @SantanuDeep-qe4uk 3 місяці тому

    ମୁଖ୍ୟ ମନ୍ତ୍ରୀ,ଧର୍ବେନ୍ଦ୍ର,ରାଜ୍ୟପାଳ,ପ୍ରତାପସଦଙ୍ଗି, bachas.pati.beayjanta.panda.any.greet.lider❤❤❤❤❤❤❤❤❤❤❤❤❤❤❤❤

  • @sjsoumya1525
    @sjsoumya1525 3 місяці тому +1

    Humble request to our new Government is to focus on developing the infrastructure of Odisha. IT and other private companies should brought to odisha.

  • @jitendrabhue2047
    @jitendrabhue2047 3 місяці тому

    Yes

  • @biswaranjanmohapatra2518
    @biswaranjanmohapatra2518 3 місяці тому

    ଓଡ଼ିଶା ଓ ଓଡ଼ିଆ ଙ୍କ ବିକାଶ କର ନହେଲେ ଓଡ଼ିଶା ବାସୀ କଣ କରିପାରିବେ ଆଜି ଭଲ କି ଜାଣି ଯାଇଥିବେ ।😮 ପରିବର୍ତ୍ତନଶିଳ ଓଡ଼ିଶା ବାସୀଙ୍କୁ ❤ଙ୍କୁ ନମନ୍ 🎉🎉🎉

  • @gouribehera4859
    @gouribehera4859 3 місяці тому

    ଦାଦନ ସମସ୍ୟା ଵେକାର ସମସ୍ୟା ଏବଂ glosari ସାମାନର ଦରଦାମ ଉପରେ ଟିକେ ଧ୍ୟାନ ଦିଅନ୍ତୁ ଗରିବ ଲୋକଙ୍କ କଥା ଟିକେ ବୁଜନ୍ତ ତା ହେଳେ ନୂଆ ସରକାର କିଛି ଭେଳୁ ରହନ୍ତା

  • @SarbajeetPurohit
    @SarbajeetPurohit 3 місяці тому

    ପଶ୍ଚିମ ଓଡ଼ିଶା କୁ ଧ୍ୟାନ ଦିୟା ଯାଉ

  • @debikabehera5053
    @debikabehera5053 3 місяці тому +1

    Apananka deithiba katha jemti pura hue nahale next congress asiba bhai ....

  • @bismayakhilar3526
    @bismayakhilar3526 3 місяці тому

    Odisha ରେ ବହୁତ kama କରିବାର ଅଛି BJP ku

  • @AshokMandal-lw7fv
    @AshokMandal-lw7fv 3 місяці тому

    Jaysri.ram

  • @PrafullaBehera-pc1sg
    @PrafullaBehera-pc1sg 3 місяці тому +5

    Bhata 3000 Kabe miliba Bjp declared

  • @soubhagyasahoo3218
    @soubhagyasahoo3218 3 місяці тому +2

    Om swasthi prajavym paripalayanta, Nayana margyna mahi mahi Sha_Joybjp joy dharamyndra

  • @biswajeetranasingh4249
    @biswajeetranasingh4249 3 місяці тому

    dear modi ji , please never disappoint Odisha, we just broke a simple and kind men heart, and also our emotions, with the hope of best

  • @dhaneswarmohanty268
    @dhaneswarmohanty268 3 місяці тому +4

    Tela150 par

  • @RkSanskrit123
    @RkSanskrit123 3 місяці тому +1

    Subhadra Yojana re 50000 kebe daba

  • @gayatrisatapathy3424
    @gayatrisatapathy3424 3 місяці тому

    Education , Employment opportunities, huge vacancies and Health care facilities should be given top most priority

  • @gajananapatra9596
    @gajananapatra9596 3 місяці тому

    କାମ ନକରି କୁହାମୁଣ୍ଡା କପିଳା ହେଲେ । ଉତ୍ତରପ୍ରଦେଶ ପରି ହିନସ୍ତା ହେବା ଥୟ ।

  • @JasodaBehera-pm8il
    @JasodaBehera-pm8il 3 місяці тому

    Jay jagannath Swami

  • @debasishbehura6976
    @debasishbehura6976 3 місяці тому

    Thanks sir

  • @milanmahakul363
    @milanmahakul363 3 місяці тому

    Jay B J P jay Dharmendra pradhan

  • @Rozalineyt
    @Rozalineyt 3 місяці тому +2

    Old citizen ku and physical disability ku 3000 money diajau

  • @harijavili661
    @harijavili661 3 місяці тому

    Jai jagannath

  • @Subhrajitsahoo
    @Subhrajitsahoo 3 місяці тому +4

    Nandighos boom dekha jauni Kan

  • @GVaraprasad-gs4ye
    @GVaraprasad-gs4ye 2 місяці тому +1

    522,35acrs adivasijomi hodopkori 60borsoru britishsasonokoruchi jkpm rgda 112,91Acrsgovt jomi 7,50gocharjomi

  • @issaclima8734
    @issaclima8734 3 місяці тому

    ଦୟାକରି ଓଡ଼ିଶା ରେ ଶିଳ୍ପ ପ୍ରତିଷ୍ଠା କରାଯାଉ ଯେମିତି ଓଡ଼ିଶା ରେ ଦାଦନ ସମସ୍ୟା ଦୂର ହେବ

  • @nilalohitapanigrahi
    @nilalohitapanigrahi 3 місяці тому

    Need to develop Odisha tourism..

  • @SivaSandha
    @SivaSandha 3 місяці тому

    Welcome to Odisha BJP Sarkar double engine Sarkar Shri Narendra Modi pradhanmantri namaskar 🙏

  • @Msibani-As
    @Msibani-As 3 місяці тому

    Fast congratulations 👏🎉🎉🎉

  • @swatisahoo8081
    @swatisahoo8081 3 місяці тому +1

    ଶିକ୍ଷା ବିଭାଗର ସୁଧାର ଆଣନ୍ତୁ

  • @musicdrive2496
    @musicdrive2496 3 місяці тому

    Sambit Patra Suitable Candiate of Odisha Chief Minister 🙏