Special Story | Simplicity Of This Retired IAS Officer From Odisha Will Leave You Speechless

Поділитися
Вставка
  • Опубліковано 5 лют 2021
  • Special Story | Simplicity Of This Retired IAS Officer From Odisha Will Leave You Speechless
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 1,7 тис.

  • @dibyajyotimandal8808
    @dibyajyotimandal8808 3 роки тому +573

    ଆମ ଗାଁ ରେ ପିଲା ମାନେ ସାମାନ୍ୟ Clerk ଚାକିରି କରି ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି l କିନ୍ତୁ Sir ଆପଣ ଆମ ସମସ୍ତଙ୍କ ପାଇଁ ଆଦର୍ଶ 🙏🙏🙏🙏

  • @satyaranjanpanda8142
    @satyaranjanpanda8142 3 роки тому +521

    ଜଣେ IAS କିନ୍ତୁ ଖଣ୍ଡି ଇଂରାଜୀ କୁ ଛାଡି, ନିଜ ମାତୃଭାଷା ଓଡିଆକୁ କେତେ ସୁନ୍ଦର ଭାବେ କହୁଛନ୍ତି,ମହାନ୍ ବ୍ୟକ୍ତିତ୍ୱ

    • @trilochansunani3754
      @trilochansunani3754 3 роки тому +3

      100%right

    • @ramachandramallick4899
      @ramachandramallick4899 3 роки тому +1

      Thanks to you and proceed on your way.God bless you.

    • @sudampattanaik6330
      @sudampattanaik6330 2 роки тому +5

      ମହୋଦୟ ସଂସ୍କୃତରେ ହିଁ ସଂପୂର୍ଣ୍ଣ ବାର୍ତ୍ତାଳପ କରି IAS interview ରେ ଉତ୍ତୀର୍ଣ୍ଣ ହୋଇଥିଲେ.. ଆଜ୍ଞା ଙ୍କୁ ପ୍ରଣାମ..

    • @dexterkoa867
      @dexterkoa867 2 роки тому +1

      i guess im asking randomly but does any of you know a method to get back into an instagram account??
      I somehow lost the login password. I love any tricks you can give me.

    • @anilkumarbehera8151
      @anilkumarbehera8151 2 роки тому +1

      ଅତି ସୁନ୍ଦର sir ଆପଣଙ୍କ ଜୀବନ ଶୈଳୀ

  • @durgamadhav9613
    @durgamadhav9613 2 роки тому +50

    ସବୁ ସାଧୁ ଗେରୁଆ ଜଟାଜୁଟ ବେଶରେ ନଥାନ୍ତି , କିଛି ବ୍ୟକ୍ତିତ୍ଵ ସାଧାରଣ ପୋଷାକ ରେ ଥାଆନ୍ତି , ଧନ୍ୟ ତୁମେ 🙏💐

  • @bikramsahoo1743
    @bikramsahoo1743 2 роки тому +109

    Simplicity is a brand that everyone can't afford it.🙏🙏

  • @chintamanimoharana2678
    @chintamanimoharana2678 3 роки тому +222

    👏👏👏👏, ପ୍ରଶଂସା କରିବା କୁ ଭାଷା ନାହିଁ, ପଦ ପଦବୀ ର ଗର୍ବ ଅହଙ୍କାର କରୁଥିବା ମଣିଷ ମାନେ, କିଛି, ଶିଖିବ ଦରକାର,, ଜୀବନର ମୂଲ୍ୟ ଏଇ ବ୍ୟକ୍ତବିଶେଷଙ୍କୁ ଠିକ୍ ଜଣା ଅଛି

  • @hukumisabar2437
    @hukumisabar2437 3 роки тому +221

    ସବୁ ଠାରୁ ଭଲ ସଚ୍ଚୋଟ ଓଡିଆ ଅଫିସର, ଏମିତି ଅଫିସର ଙ୍କୁ ପ୍ରଣାମ।

  • @Theking_badal.
    @Theking_badal. 3 роки тому +127

    Imagine how our odisha will change if he becomes the CM

    • @krushnamohanprusty2728
      @krushnamohanprusty2728 2 роки тому +9

      ଆଜିର ରାଜନୀତିରେ ଭଦ୍ରଲୋକଙ୍କ ସ୍ଥାନ ନାହିଁ । ଲମ୍ବା ପାଇଜାମା ଓ ପଞ୍ଜାବୀ ଭଦ୍ରଲୋକଙ୍କ ଖୋଳ ହୋଇ ପାରେ, କିନ୍ତୁ ଚରିତ୍ରର ନୁହେଁ !

    • @skchandan4484
      @skchandan4484 2 роки тому +2

      ✔💯

    • @smartykillu
      @smartykillu Рік тому +2

      Right

    • @saarejahanseacha812
      @saarejahanseacha812 10 місяців тому

      Unfortunately 😢

  • @indumatisahoo3617
    @indumatisahoo3617 2 роки тому +2

    ସୁନ୍ଦର ସିନେମା ଟିଏ ହୋଇପାରିବ। ଏକ ଆଦର୍ଶ ମଣିଷର କାହାଣୀ କୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସିନେମା ଏକ ଶକ୍ତିଶାଳୀ ମାଧ୍ୟମ।

  • @dipakranjanmahapatro6522
    @dipakranjanmahapatro6522 3 роки тому +596

    An odia Movie should be made on his life....such a great man🙏

    • @snigdhaacharya8244
      @snigdhaacharya8244 3 роки тому +51

      Odia industry is too busy in copying Telugu movies.

    • @pareshkumarpradhan639
      @pareshkumarpradhan639 3 роки тому +3

      @@snigdhaacharya8244 ri8 ri8

    • @pintumahajan6133
      @pintumahajan6133 3 роки тому +11

      Odia wala emanka pari adarsha loko kara film banai beni. .s.indian movie ku copyright karibe. .

    • @swadharanipanda9654
      @swadharanipanda9654 3 роки тому +13

      Balunga toka, rangila toka ,smart city jhia aee sabu odia cinema. Aji ra odia cinema tara charitra harei sarichi. Purna odia Gita auu aji ra Gita re akash patiala tafat.

    • @bhagyalatapattanai1232
      @bhagyalatapattanai1232 3 роки тому +1

      @@pareshkumarpradhan639 tt

  • @pruthwirajrana7268
    @pruthwirajrana7268 3 роки тому +350

    ଏଇଟା ହେଉଛି ଗୋଟିଏ ସଚୋଟ ମଣିଷର ପରିଚୟ ଏଭଲି ମଣିଷ ଓଡିଶାରେ ବିରଳ ।

  • @bkbarik2322
    @bkbarik2322 3 роки тому +4

    ଚକ ଚାକ୍ୟ ଜୀବନ ଶୈଳୀ ଅଫିସର ହେବାର ଆତ୍ମ ଗର୍ବ ତାଙ୍କୁ କବଳିତ କରିପାରିନି।ଏମିତି ମଣିଷ ଆମ ସାଧାରଣ ଲୋକ ମାନଙ୍କ ଭିତରେ ଜଣେ ମହା ମନଷୀ ବା ମହାଯୋଗୀ।ତାଙ୍କ ପାଦତଳେ ମୋର ଶତ ଶତ ପ୍ରଣାମ👏👏👏

  • @bikramsahu3445
    @bikramsahu3445 8 місяців тому +1

    ଏହି ବ୍ୟକ୍ତି ଙ୍କ ନାମରେ ଏକ ପାର୍କ କିମ୍ବା ସ୍କୁଲ କିଛି ବି ଗୋଟେ କରାଯାଉ

  • @aji8.750
    @aji8.750 3 роки тому +258

    Every IAS should follow him...

    • @jhandujeevanlessons1597
      @jhandujeevanlessons1597 3 роки тому +7

      ମୁଁ ଓଡିଆ girl ିଅ, ମୁଁ upsc, ssc, ସରକାରୀ ଚାକିରୀ ପାଇଁ ମାଗଣାରେ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରେ, ଦୟାକରି ମୋ ଚ୍ୟାନେଲ ପରିଦର୍ଶନ କରନ୍ତୁ |

    • @deviprasadsahoo9521
      @deviprasadsahoo9521 3 роки тому +2

      R u following?

    • @deviprasadsahoo9521
      @deviprasadsahoo9521 3 роки тому +1

      @@jhandujeevanlessons1597 kn miliba

    • @DebasisSwain-
      @DebasisSwain- 3 роки тому +1

      But why

    • @anuragkumar-fm7hc
      @anuragkumar-fm7hc 2 роки тому +1

      No doubt he an inspiration..its vry rare to find people lyk him....bt without copying him...an officer can still be humble ,grounded ,honest selfless even by living in a city...

  • @shubhashreesuchismita242
    @shubhashreesuchismita242 3 роки тому +215

    He is an inspiration..A public servant in its truest sense..A warrior!!

  • @aloksamal001
    @aloksamal001 2 роки тому

    ଗୋଟେ ଗ୍ରୁପ୍ ଡି କର୍ମଚାରୀ ତ ଆଜି ଅଫିସର ଭଳିଆ ବ୍ୟବହାର କରୁଛି ଆଉ , ଧନ୍ୟବାଦ୍ ଆପଣଙ୍କୁ

  • @sunakarsahoo4070
    @sunakarsahoo4070 2 роки тому +1

    ଶଙ୍କର ଆଉ ନାରାୟଣ ଆପଣ ସତରେ ପରେମଶ୍ବର ତୁମ୍ଭକୁ କୋଟି ପ୍ରଣାମ ା

  • @birendrabarik7564
    @birendrabarik7564 3 роки тому +84

    ବିଶ୍ୱାସ କରି ହେଉନି ! Salute you sir...

  • @imjyotipanda5262
    @imjyotipanda5262 3 роки тому +198

    Best human being in odisha history 🙏

    • @jhandujeevanlessons1597
      @jhandujeevanlessons1597 3 роки тому +4

      ମୁଁ ଓଡିଆ girl ିଅ, ମୁଁ upsc, ssc, ସରକାରୀ ଚାକିରୀ ପାଇଁ ମାଗଣାରେ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରେ, ଦୟାକରି ମୋ ଚ୍ୟାନେଲ ପରିଦର୍ଶନ କରନ୍ତୁ |

    • @villagelifestyle8149
      @villagelifestyle8149 3 роки тому +2

      Really brooo

    • @optometrist369
      @optometrist369 3 роки тому

      @@jhandujeevanlessons1597 𝚝𝚑𝚊𝚞

  • @jagamohanjena2314
    @jagamohanjena2314 3 роки тому

    Best humanity person sir
    ଜଗନ୍ନାଥ ମହାପ୍ରଭୁ ମଙ୍ଗଳ କରନ୍ତୁ

  • @Leo35875
    @Leo35875 Рік тому

    ଏମିତି ବ୍ୟକ୍ତିତ୍ୱ ମିଳିବା ବିରଳ ଆପଣଙ୍କ ବ୍ୟକ୍ତିତ୍ୱ ମୋତେ ବହୁତ ପ୍ରଭାବିତ କରିଛି ଆପଣଙ୍କ ଚିନ୍ତାଧାରା ଜୀବ ପ୍ରତି ଦୟା IAS ଅଫିସର ହୋଇ ମଧ୍ଯ ଅତି ସାଧାରଣ ଜୀବନ ଯାପନ ସମାଜ ପାଇଁ new generation ପାଇଁ ଆପଣ ବହୁତ ବଡ଼ ଉଦାହରଣ

  • @lipunrout6335
    @lipunrout6335 3 роки тому +113

    ସାର୍ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏 ଅନ୳ ସମସ୍ତ IAS OFFICER ,ଏୟି ସାର୍ ଙ୍କୁ ଅନୁସରଣ କରନ୍ତୁ

    • @jhandujeevanlessons1597
      @jhandujeevanlessons1597 3 роки тому +1

      ମୁଁ ଓଡିଆ girl ିଅ, ମୁଁ upsc, ssc, ସରକାରୀ ଚାକିରୀ ପାଇଁ ମାଗଣାରେ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରେ, ଦୟାକରି ମୋ ଚ୍ୟାନେଲ ପରିଦର୍ଶନ କରନ୍ତୁ |

    • @lipunrout6335
      @lipunrout6335 3 роки тому

      @@jhandujeevanlessons1597 bhala katha 🌺

    • @sumitrapatra3119
      @sumitrapatra3119 2 роки тому

      @@jhandujeevanlessons1597 link send karantu

  • @Suresh007patra
    @Suresh007patra 3 роки тому +69

    ନିଆରା ବ୍ୟକ୍ତିତ୍ଵ ଙ୍କୁ ହୃଦୟରୁ ପ୍ରଣାମ❤️🙏

  • @alekhchandrabeja5578
    @alekhchandrabeja5578 2 роки тому

    ଅତି ସରଳ ଓ ନିରାଡମ୍ବର ବ୍ୟକ୍ତିତ୍ଵ।ଅନ୍ୟ ଅଫିସର ମାନେ ଏଥିରୁ କିଛି ଶିଖନ୍ତୁ।ପ୍ରଣାମ ସାର

  • @nagendraprasad6737
    @nagendraprasad6737 3 роки тому +46

    This is called person with HUMANITY 💚 and SIMPLICITY 💚.One of the torchbearer 👍

  • @tv-yw4yr
    @tv-yw4yr 3 роки тому +111

    ଦେଖିବାକୁ ସାଧାରଣ ହୋଇଥିଲେ ବି ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ 🙏🌹🙏

  • @debajyoti-jena
    @debajyoti-jena 3 роки тому +147

    Hats off to you sir... really, such an inspiring and distinct personality he has... 🙏

  • @jyotiprakashsahoo1292
    @jyotiprakashsahoo1292 2 роки тому +4

    ବେଶ ଭୂଷା ଆଡ଼ମ୍ବର ଘେନି ମହତ ନ ହୁଏ ଜନ
    ବିଭିନ୍ନ ରଙ୍ଗ ରେ ରଙ୍ଗିତ କାଚ ହୁଏ କି ହୀରକ ଭାଜନ..

  • @krushnamohanprusty2728
    @krushnamohanprusty2728 2 роки тому +1

    ଶଙ୍କର ନାରାୟଣ ବାବୁଙ୍କ ଜୀବନ ଶୈଳୀ ଶିକ୍ଷଣୀୟ ନିଶ୍ଚୟ !ମହାଶୟଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି । ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ନିଜେ ବଞ୍ଚିବାର ପ୍ରୟାସ ଶିକ୍ଷଣୀୟ ।

  • @duryodhanmahanand6581
    @duryodhanmahanand6581 3 роки тому +69

    ଆପଣ ଓଡିଆ ମାଟିର ଗର୍ବ ଓ ଗୋରଵ ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ ।

  • @Ajit935
    @Ajit935 3 роки тому +94

    This type of personality should be come in politics with power to serve better..

    • @PM-xk8gi
      @PM-xk8gi 3 роки тому +2

      No never he cannot.....

    • @sasmitasahu4537
      @sasmitasahu4537 3 роки тому +3

      E mananka bhali loka politics re asile besi dina rahi paribeni bhai . E jau politics e Odisha re chalichhi na alpa dina re maridebe .

  • @ashokpuhan6078
    @ashokpuhan6078 2 роки тому +2

    କୋଟି କୋଟି ପ୍ରଣାମ ଆଗକୁ ଭଗବାନ୍ ଆପଣ ଙ୍କୁ ନିରୋଗ ରଖନ୍ତୁ, ଆପଣ ଆମ ମାନଙ୍କ ପାଇଁ ଆଦର୍ଶ

  • @subhasmrutipanda7916
    @subhasmrutipanda7916 2 роки тому +1

    Thank you so much sir
    Salute apanaknu 🙏🏻🙏🏻🙏🏻🙏🏻

  • @omkar5983
    @omkar5983 3 роки тому +7

    ନନା ( ଶ୍ରୀ ପ୍ରତାପ ଷଡ଼ଙ୍ଗୀ ) ଙ୍କ ପରେ ଏହି ମହାନ ବ୍ୟକ୍ତିତ୍ଵ ଜଣଙ୍କ ମୋ ଜୀବନ ର ଦ୍ୱିତୀୟ ବିରଳ ଏବଂ ମହାନ ଜନନାୟକ...

  • @ramakantatripathy
    @ramakantatripathy 3 роки тому +53

    All IASN IPS should follow such personality
    Hats off

    • @archanathesingercummotivat1495
      @archanathesingercummotivat1495 3 роки тому +1

      True brother

    • @nageshwarrao6557
      @nageshwarrao6557 3 роки тому +1

      He is really great personalty n proud of our Ganjam district, God bless him.

    • @samarendranathmahapatra3347
      @samarendranathmahapatra3347 3 роки тому +1

      Really an ideal Indian. Sankar Narayan Panigrahi should be felicited by Govt.

    • @speed7721
      @speed7721 2 роки тому +1

      Bhai jie jemiti banchila ta nija iccha..
      Ame kie kahiba loka ki judge kariba loka?
      Jie down to earth heiki banchu ki ameeri dekhei,
      Semanka life, semanka iccha..
      semane nija mehnat re heichanti IAS/IPS..

  • @suvendukumardhir7430
    @suvendukumardhir7430 8 місяців тому

    ସାର... ବାସ୍ତବରେ କେତେ ଗ୍ରହଣୀୟ ହୋଇ ପାରିଛନ୍ତି... ଆପଣ ଯେତେ ବି ବଡ ହୁଅନ୍ତୁ... ଯଦି ମଣିଷ ମାନଙ୍କ ପାଖରେ ଗ୍ରହଣୀୟ ହୋଇ ନପାରିଲେ ତାହା ହେଲେ ଆପଣଙ୍କ ଜୀବନ ସାର୍ଥକ ହେବନି... ଏ କ୍ଷେତ୍ରରେ ସାର ନିଶ୍ଚିତ ଭାବେ ଅନନ୍ୟ... ଧନ୍ୟ ସେ ବାପା ମା ଓ ଧନ୍ୟ ତାଙ୍କ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ..🙏🙏ବହୁତ ଭଲ ଲାଗିଲା ଓ ପ୍ରେରଣା ମଧ୍ୟ ଯୋଗାଇଲା...

  • @santanukumarjena1246
    @santanukumarjena1246 Рік тому

    କୋଟି କୋଟି ପ୍ରଣାମ ମହାଶୟ
    ଆପଣ ଓଡିଶା ର ଗର୍ବ ଓ ଗୌରବ
    ବିଶେଷ କରି ମୋ ତରଫରୁ ବହୁତ ବହୁତ ଶୁଭକାମନା
    ଦୁନିଆ ଵାଲା ଟିକେ ଶିଖ
    ଦୁନିଆ ସୁଧୁରିଯିବ
    ଜୟ ଜଗନ୍ନାଥ 🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿

  • @santoshkumarsahu8748
    @santoshkumarsahu8748 3 роки тому +64

    It's an inspiration to the present generation, n corrupted IASn IPS.

  • @learningrace2066
    @learningrace2066 3 роки тому +68

    He is really enjoying his life. Salute to this officer.

    • @susantakumarsahoo2809
      @susantakumarsahoo2809 3 роки тому +2

      ଜୀବନ ର ବାନପ୍ରସ୍ଥ ସମୟ ର ଉପଯୁକ୍ତ ବ୍ୟବହାର କରିଛନ୍ତି l ଇଶ୍ଵର ତାଙ୍କୁ ଦୀର୍ଘାୟୁ କରନ୍ତୁ

    • @diptikandulna7686
      @diptikandulna7686 3 роки тому +2

      He knows true essence of life. One should enjoy every phase of life. Once job life ends,spending quality time of his village from where he started his childhood life & studies. Not every person gets the chance to relieve those childhood memories which never comes again.

    • @ckpatt9886
      @ckpatt9886 3 роки тому

      @@diptikandulna7686 Bang on!

  • @prabhatkumarnaik8440
    @prabhatkumarnaik8440 2 роки тому

    Emiti Loka Bahut Kam Matra Re Dekhibaku Milanti.🙏🙏🙏🙏🙏❤️❤️❤️❤️❤️👌👌👌👌👌

  • @sunilkumarsoren5607
    @sunilkumarsoren5607 3 роки тому +5

    ମହାନ ବ୍ୟକ୍ତିତ୍ୱ !ଆପଣଙ୍କୁ ଶତ ଶତ ନମନ !🙏

  • @himanshubhusanpanda5764
    @himanshubhusanpanda5764 3 роки тому +93

    A video pandian ku deakhao please.

    • @aswinikumarnayak2587
      @aswinikumarnayak2587 3 роки тому

      Right vai

    • @supravapanda1541
      @supravapanda1541 3 роки тому

      😊

    • @jhandujeevanlessons1597
      @jhandujeevanlessons1597 3 роки тому +1

      ମୁଁ ଓଡିଆ girl ିଅ, ମୁଁ upsc, ssc, ସରକାରୀ ଚାକିରୀ ପାଇଁ ମାଗଣାରେ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରେ, ଦୟାକରି ମୋ ଚ୍ୟାନେଲ ପରିଦର୍ଶନ କରନ୍ତୁ |

    • @dillipkumar1881
      @dillipkumar1881 3 роки тому

      Thanks friend

    • @majhisasmita7755
      @majhisasmita7755 3 роки тому

      yes yez

  • @mrutunjayadakua24
    @mrutunjayadakua24 3 роки тому +11

    ବାଃ ବାଃ ଯେତେ କହିଲେ ବି କମ୍ ହେବ... ଆଜି ବି ଭାରତ ରେ କୋଟିଏ ଭିତରେ ଗୋଟିଏ ଭଲ ମଣିଷ ବଞ୍ଚିଛି ।❤️🙏

  • @ganeshchandranayak6174
    @ganeshchandranayak6174 2 роки тому

    Sir ସତରେ ଗୋଟିଏ great ମଣିଷ, ତାଙ୍କୁ ସତ ସତ ପ୍ରଣାମ।

  • @plzsubscribe720
    @plzsubscribe720 2 роки тому +1

    Honest is honest , but nothing.salute to this great person at his lotus feet

  • @subhasmita095
    @subhasmita095 3 роки тому +13

    Sir I'm a IAS aspirant.. I like to live simple life...m tq so much 🙏 I teach a lesson from you 🙏

    • @tukutandi6222
      @tukutandi6222 3 роки тому +3

      I'm also an aspirant, now in Delhi but I couldn't believe that he was an IAS.
      I searched his name in google but didn't find anything related.

    • @pramodsabat3052
      @pramodsabat3052 3 роки тому

      Shankar narayana panigrahy

  • @trilochanpatnaik914
    @trilochanpatnaik914 3 роки тому +61

    ଆରେ ଓଡ଼ିଶା ରେ କାର୍ଯ୍ୟ ରତ ଯେତେ ଅଫିସର ଅଛ ଶଙ୍କର ନାରାୟଣ ଙ୍କ ଠାରୁ କିଛି ମାତ୍ରାରେ ଶିକ୍ଷା ଲାଭ କର। 5T କୁ ଆଦର୍ଶ କରନାହିଁ।

    • @subhransupanda9094
      @subhransupanda9094 3 роки тому

      Vai 5T kan vul katha sikhouchhi ki? 5T ama govt ra nischita gote vala niyam.

    • @trilochanpatnaik914
      @trilochanpatnaik914 3 роки тому +3

      @@subhransupanda9094 5T ର କେଉଁ ଗୋଟିଏ T ଜନତା ଙ୍କ ପାଖରେ ପହଞ୍ଚିଛି? ଦୁର୍ନୀତି ଓ ଅପରାଧ ବଢ଼ି ଚାଲିଥିବା ବେଳେ ଆଉ କଣ ଆଶା କରିବା।

    • @purusottambiswal7120
      @purusottambiswal7120 3 роки тому +1

      @@subhransupanda9094 😀😀😀😀😀😀 ପିସି ସହ ଚିଟ୍ ଫଣ୍ଡ ମଦ ପୁଣି ସଶକ୍ତ ନାରୀ 🙏🙏🙏 ଯୋଜନ ଭଲ,କିନ୍ତୁ ଘଇତା କୁ ମାରି ଲା ପରା ମଦ ତଳ ଗତି ଗୋଟେ ବିଷ୍ଣୁ କହି କ୍ଷମା 😀😀😀

  • @biswajithota2524
    @biswajithota2524 Рік тому +1

    Great. Very few people are like him. Salute to him.

  • @santoshmaharana5800
    @santoshmaharana5800 2 роки тому +1

    ଯେଉଁ ବ୍ୟକ୍ତି ମାନେ dislike ,👎 ରେ click କରିଛନ୍ତି ତାଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ

  • @computerspecialist5498
    @computerspecialist5498 3 роки тому +61

    Great person I ever seen. Do you received your pension or not

  • @uttammahanta7085
    @uttammahanta7085 3 роки тому +4

    ତାଙ୍କର ପରିବାର ଏବେ କୋଉଠି
    ତାଙ୍କର ସମ୍ପତି ଗଲା କୁଆଡେ
    ସେ କଣ ଏକା ରହୁ ଛନ୍ତି

    • @p.cnayak1514
      @p.cnayak1514 3 роки тому +1

      Right

    • @uttammahanta7085
      @uttammahanta7085 3 роки тому +1

      ମୋତେ ଲାଗୁଛି ସେ ରାଜନୀତି କୁ ଆସି ବାକୁ ଚାହୁଁଛନ୍ତି

  • @sukantadash3070
    @sukantadash3070 3 роки тому

    ମହାପ୍ରଭୂ ଜଗନ୍ନାଥ ଶଙ୍କର ବାବୁଙ୍କୁ ଶାନ୍ତି ମୟ ଓ ନିରାମୟ ଜୀବନ ପ୍ରଦାନ କରନ୍ତୁ ।

  • @manassireduvlog8553
    @manassireduvlog8553 2 роки тому +1

    Ideal Man 🙏🙏🙏

  • @debasisrana7684
    @debasisrana7684 3 роки тому +9

    ଆଉ ଆମ ଓଡିଶା ର ଏବେକା ias ମାନେ କଣ ଏମିତି ରହିପାରିବେ.. କିନ୍ତୁ ସ୍ୱଚ୍ଛ ଶାସନ ର ପରିଭାଷା କଣ.. 🙏

  • @pramodsethi2011
    @pramodsethi2011 2 роки тому +27

    Don't judge a person with his clothes do judge his personality 👌👌🙏

  • @nradhaswami6280
    @nradhaswami6280 3 роки тому +2

    Salute to this noble man

  • @AkashKumar-nb1kw
    @AkashKumar-nb1kw 3 роки тому +2

    Jau mane video ku ( dis-Like ) 😡karuchha tike laja laguni tama manaku ... ..Sach a great man.. I salute you Sir 🙏🙏🙏🙏🙏🙏

  • @priyaranjanmantri9332
    @priyaranjanmantri9332 2 роки тому +3

    Real and rare IAS officer....

  • @sunilnath3572
    @sunilnath3572 3 роки тому +23

    Lord jagannath bless you and your family sir

    • @jhandujeevanlessons1597
      @jhandujeevanlessons1597 3 роки тому

      ମୁଁ ଓଡିଆ girl ିଅ, ମୁଁ upsc, ssc, ସରକାରୀ ଚାକିରୀ ପାଇଁ ମାଗଣାରେ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରେ, ଦୟାକରି ମୋ ଚ୍ୟାନେଲ ପରିଦର୍ଶନ କରନ୍ତୁ |

  • @kasinathvlogs1993
    @kasinathvlogs1993 2 роки тому +1

    ଇମାନଦାର ର ଆଓ ଗୋଟେ ଝଲକ sir🙏

  • @nirliptapradhan4613
    @nirliptapradhan4613 2 роки тому

    ଏ ଭାଲିଆ ବ୍ୟକ୍ତିତ୍ୱ ଭାରତବର୍ଷରେ ବିରଳ ।
    ହୃଦୟରୁ ନମସ୍କାର ଆପଣଙ୍କୁ I

  • @dillipkumardas5144
    @dillipkumardas5144 3 роки тому +18

    SACHOT IAS OFFICE MAUSA ku mo sata sata Salam

  • @samirkumarsamal
    @samirkumarsamal 3 роки тому +22

    Sir...You set an example for our society and also you change the attitude and thinking of our people....lots of respect and love for you sir.... you are unique...❤️

  • @kankansarkar9258
    @kankansarkar9258 2 роки тому +1

    Great Personality 🙏

  • @bibhunayak9709
    @bibhunayak9709 2 роки тому +1

    ପ୍ରକୃତରେ ମହାତ୍ମା ।

  • @palomaheswari17
    @palomaheswari17 2 роки тому +7

    I know He is my Uncle And I'm So Proud Of Him 🙂 He is Such a Great Man

    • @sandeepkumar-qn6le
      @sandeepkumar-qn6le 2 роки тому +2

      Odia aseni ki didi ?

    • @palomaheswari17
      @palomaheswari17 2 роки тому

      @@sandeepkumar-qn6le For Your Kind Information I'm Belongs To a Odia Brahmin Family ☺️

    • @sandeepkumar-qn6le
      @sandeepkumar-qn6le 2 роки тому

      @@palomaheswari17 then odia re kahibaku kan kasta laguchi ki ??

    • @sandeepkumar-qn6le
      @sandeepkumar-qn6le 2 роки тому

      @@palomaheswari17 I belong to*

    • @Pujapatra73839
      @Pujapatra73839 2 роки тому

      @@sandeepkumar-qn6le sabu style bhai odia hai ki odia kahibe ni amane

  • @theTeacher01
    @theTeacher01 3 роки тому +4

    You are so great sir 🙏🙏

  • @ranjankumarmohanty4605
    @ranjankumarmohanty4605 3 роки тому +1

    Pranam and salam to Sankar sir. Thank you reporter Rajesh bhai. Please do more and family story of Sankar sir, please....... I am waiting.... Ranjan

  • @basantmanjarisahoo4459
    @basantmanjarisahoo4459 2 роки тому +1

    salute the great man.salute to ur ideals

  • @GyanBhandar-os8ro
    @GyanBhandar-os8ro 3 роки тому +20

    This is what we call a highly motivated person.

  • @BMonu90
    @BMonu90 3 роки тому +10

    This is called peace life.... Mote bhari pasand amiti life

    • @jhandujeevanlessons1597
      @jhandujeevanlessons1597 3 роки тому

      ମୁଁ ଓଡିଆ girl ିଅ, ମୁଁ upsc, ssc, ସରକାରୀ ଚାକିରୀ ପାଇଁ ମାଗଣାରେ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରେ, ଦୟାକରି ମୋ ଚ୍ୟାନେଲ ପରିଦର୍ଶନ କରନ୍ତୁ |

  • @mks-2228
    @mks-2228 2 роки тому +2

    ସନ୍ଥ, ମହାତ୍ମା,ଯୋଗଜନ୍ମା, ଆଦର୍ଶ, 🙏 ଆପଣ ଙ୍କ ଭଳି ମହାନ ବ୍ୟକ୍ତିବିଶେଷ ପାଇଁ ତିଷ୍ଠି ରହିଛି ସଂସାର । ନତମସ୍ତକ ହେଉଛି ବାରମ୍ବାର ଆପଣଙ୍କ ଜୀବନ ଶୈଳୀ ବିଷୟରେ ଜାଣି ।

  • @dejunkumarrout6849
    @dejunkumarrout6849 2 роки тому +2

    ଏ ଭଳି ଖବର ପ୍ରସାରଣ କରିଥିବାରୁ ଓଟିଭି ପରିବାର କୁ ଅନେକ ଅନେକ ଧନ୍ୟବାଦ ❤❤
    ଏଭଳି ଖବର ପ୍ରସାରଣ କରନ୍ତୁ

  • @subrotbaral6806
    @subrotbaral6806 2 роки тому +8

    He should be given good administration in Odisha..these kind of nice people are rarely in earth
    It's better to utilise them properly for state growth

  • @jayasenabiswal4780
    @jayasenabiswal4780 3 роки тому +7

    Thanx to OTV for bringing such a rare n noble personality of Odisha to lime light .

  • @theroyalrider7rx
    @theroyalrider7rx 2 роки тому

    A sehi bhadra bakti je kbe corruption kri nahanti! U r inspiration for us ❤️

  • @mbalamuralikrishna2392
    @mbalamuralikrishna2392 2 роки тому +2

    A great retired IAS collector

  • @kumarprem4055
    @kumarprem4055 3 роки тому +14

    Proud of you sir
    This most likely to be
    Like..... As u r a great
    Example of every IAS

  • @kaniskanarayan9467
    @kaniskanarayan9467 3 роки тому +16

    He is the real Role Model for all Humanity. A Modern day Bidura...🙏🇮🇳❤

  • @gacharya8797
    @gacharya8797 8 місяців тому +1

    We wish more officers like you Sir...truly inspiring for people like us

  • @arjunmajhi7765
    @arjunmajhi7765 2 роки тому

    Sir nku mora 💯 Salam🙏🙏🙏🙏

  • @adikandaroutodiachannel609
    @adikandaroutodiachannel609 3 роки тому +31

    U ar great Indian

  • @Flybird863
    @Flybird863 3 роки тому +4

    It’s called my Odisha .🙏🏻🙏🏻🙏🏻

  • @basudebapradhan3828
    @basudebapradhan3828 2 роки тому +1

    Sair Apanaku koti koti Namaskar iAS Officer mane kichhi Sikhantu

  • @divinedev9315
    @divinedev9315 2 роки тому +1

    ଏଇଭଳି ବ୍ୟକ୍ତିତ୍ୱ ଙ୍କୁ ସାମ୍ନା କୁ ଆଣିଥିବାରୁ OTV କୁ ଧନ୍ୟବାଦ୍🙏

  • @dksnewflim9176
    @dksnewflim9176 3 роки тому +5

    Thanks sir. You are great

  • @rajashreedash8122
    @rajashreedash8122 3 роки тому +3

    Simplicity at its best .. 🙏

  • @priyankajena5184
    @priyankajena5184 8 місяців тому

    Apanka jibani bahut niara.salute sir

  • @prafullakumarsahoo2639
    @prafullakumarsahoo2639 Рік тому

    ହେ ମହାନୁଭବ, ଆପଣ ଆମମାନଙ୍କ ପରି ମଣିଷ ନୁହଁନ୍ତି।ଆପଣ ମଣିଷ ସମାଜର ସ୍ଵାର୍ଥାନ୍ଧ କୁସଂସ୍କାରବାଦୀ ମାନଙ୍କ ପାଇଁ କଳ୍କୀର ଅବତାର।

  • @rashmiranjannayak4676
    @rashmiranjannayak4676 3 роки тому +7

    Ideal and God gifted person 🙏🙏

    • @bhagabanpradhan7500
      @bhagabanpradhan7500 3 роки тому

      ଆପଣକଙ୍କୁ ଭଗବାନ ଭଲରେ ରଖନ୍ତୁ

    • @rashmiranjannayak4676
      @rashmiranjannayak4676 3 роки тому

      @@bhagabanpradhan7500 Han bhai sarbe bhavantu sukhinah

  • @Golokavani
    @Golokavani 2 роки тому +3

    Simple living high thinking 💐🙏

  • @ganeshbarik4525
    @ganeshbarik4525 2 роки тому +1

    I comments first time you are right human I went to meet you

  • @arunkumarray6909
    @arunkumarray6909 3 роки тому

    ବେକ୍ତି ନିଶ୍ଚିତ ମରି ଯାଏ
    କିନ୍ତୁ ବେକ୍ତିତ୍ୱ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଥାଏ ।
    ଏହା ଏକ ପ୍ରବାଦ ଥିଲା
    କିନ୍ତୁ ବାସ୍ତବରେ ଆଜି ପାଣୀଗ୍ରାହୀ ସାର ଅହଂକାର
    ଗର୍ବୀ ଲୋକଙ୍କୁ ଭଲ ଶିକ୍ଷା ଦେଲେ ମାନବ ବାଦ ର ଉଚିତ ଉଦାହରଣ ଦେଲେ ଆପଣଙ୍କ ପଦଯୁଗଳ ରେ ଶତ ଶତ ପ୍ରଣାମ କରୁଛି ।

  • @hrusikeshrout8026
    @hrusikeshrout8026 2 роки тому +6

    Unbelievable. Great man. An idol for society. God bless him with good health and peaceful life 🙏

  • @mamaligayen8505
    @mamaligayen8505 3 роки тому +9

    He's so down to earth and definitely an example for all bureaucrat ❤️

  • @debabratamishra9633
    @debabratamishra9633 3 роки тому

    Mahan byakti... Odisha garba kare.. 🙏🏻🙏🏻

  • @bibhudattabehera3476
    @bibhudattabehera3476 2 роки тому

    ଆପଣଙ୍କର ୟେ ଉପସ୍ଥାପନାଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ କାଳ୍ପନିକ ପରି ଲାଗୁଛି,ଆଜିର ଏ ସ୍ୱାର୍ଥପର ଦୁନିଆରେ ଯେ ଏମିତି ସରଳ ଓ ନିରାଡ଼ମ୍ବର ଜୀବନ ଯାପନ କରୁଥିବା ଜଣେ ଉଛପଦାବିଧାରୀ ବ୍ୟକ୍ତି ଥାଇ ପାରନ୍ତି ତାହା କେବଳ ଆପଣଙ୍କ ୟେ କାର୍ଯ୍ୟକ୍ରମଟିକୁ ନଦେଖିଲେ ବିଶ୍ୱାସ ହେବ ନାହିଁ.. ଜୟହିନ୍ଦ...ବନ୍ଦେ ଉତ୍କଳ ଜନନୀ...🙏

  • @aasutoshbehera2399
    @aasutoshbehera2399 3 роки тому +8

    Very proud moment for Odisha in a world full of corruption, where every one are busy in making money, may be in a correct way or wrong way.
    This man who is living his life full of simplicity being an retired IAS Officer, a grand salute to him 🙋🏻‍♂. This type of peoples are gems to the society 😊.
    Feeling proud of being Odia

  • @ROUGHKHATA
    @ROUGHKHATA 3 роки тому +12

    Simple living High Thinking sir

  • @prasantapalei1731
    @prasantapalei1731 2 роки тому

    New generation should learn from him.

  • @thirdeye9492
    @thirdeye9492 3 роки тому +8

    Thanks Shankarjee, U r an Exception. Simple life & High thinking is yr principle. 🙏🙏🙏