ଆରମ୍ଭ ହେଲା ଅଙ୍କିତା ଓ ମେଜରଙ୍କୁ ଫସେଇ ଓ ପୋଲିସ୍ କୁ ଖସେଇବା ଷଡ଼ଯନ୍ତ୍ର!Ankita & miscreants brawl, Bharatpur

Поділитися
Вставка
  • Опубліковано 10 лис 2024

КОМЕНТАРІ • 485

  • @sanjaynanda992
    @sanjaynanda992 Місяць тому +50

    ପୁରୁଷ ବନ୍ଧୁ ଚୁପ ନାରହିଥିଲେ, ସେମାନଙ୍କ ଜୀବନ ବିପଦ ପୂର୍ଣ୍ଣ ଥିଲା. ରାତିରେ ବୀଚ ରାସ୍ତା ରେ ଏତେ ଲୋକ ଘେରିଲେ, ପୁରୁଷ ବନ୍ଧୁ ମୁହଁ ଖୋଲି ଲଢ଼ିଥିଲେ, ପରିସ୍ଥିତି ଜଟିଳ ହୋଇ ଥାନ୍ତା. ଜୀବନ ଚାଲୀ ହୁଏତ ଯାଇଥାନ୍ତା, ଜଣେ ଚୁପ ରହିବା ବୁଦ୍ଧିମାନ କାମ.

  • @akhilkumarraj1931
    @akhilkumarraj1931 Місяць тому +22

    ମଦ୍ୟପାନ କରିବା ସରକାରଙ୍କ ଯୋଜନା, କୌଣସି ଅପରାଧ ନୁହେଁ,୨୪ଘଣ୍ଟାସୁରକ୍ଷା ଦେବା ସରକାର ଓ ପୋଲିସଙ୍କ କାମ,

  • @shatrugnasethi625
    @shatrugnasethi625 Місяць тому +26

    ଓଡ଼ିଶା ରେ ପ୍ରଶ୍ନ ଉଠୁଛି ପୋଲିସ ଉପରେ ପୋଲିସ କଣ ପାଇଁ ଆକ୍ସନ କଣ ପାଇଁ ନେଲେନି । ସମସ୍ତ ଙ୍କ ର ଏଠି ଭୁଲ୍ ଅଛି ।

  • @laxmidharbarik5867
    @laxmidharbarik5867 Місяць тому +22

    Student ମାନକୁ ଦଣ୍ଡ ମିଳୁ ଲେଡି ର ଭୁଲ ଥିଲେ ତାକୁବି ଦଣ୍ଡ ମିଳୁ ଆଉ ପୋଲିସ ମାନଙ୍କୁ ଦଣ୍ଡ ମିଳୁ

  • @kishorchandra2531
    @kishorchandra2531 Місяць тому +74

    ଓଡ଼ିଶା ପୋଲିସଙ୍କୁ ଭଦ୍ରାମି ଟ୍ରେନିଂ ଦିଆଯାଉ।

  • @Godeepak
    @Godeepak Місяць тому +21

    ଶଳା ସବୁ ଅଣ ଓଡିଆ ଓଡିଶା କୁ ଆସି ସବୁବେଳେ ତାମସା ଲଗେଇଛ 😢

    • @prasadachary6137
      @prasadachary6137 Місяць тому

      Naha let's. Odiaaa bada. Tmsa kariba. Jana nahi aao. 😐😐😐🤬🤬. Dkha. Odiaa kha. Bhadrami. 🤬🤬🤬🤬🤬🤬🤬🤬

  • @nepalkisan5418
    @nepalkisan5418 Місяць тому +10

    Police କଣ petroling କରୁ ନହିଁ କି ଯଦି କରୁଛି ତାହା ହଲେ ଏ ସବୁ ପିଲା ମାନେ ରାତି 1 ଟାଏ ରେ ସେ ଜାଗାରେ ଏତେ ପିଲା କଣ କରୁଥିଲେ ଡ୍ରକ୍ସ ଓ ମଦ ଖାଇ କି ରୋଳା କରୁଥିଲେ, ଯଦି police petroling କରୁ ନାହିଁ ତାହା ହେଲେ petrol ଟଙ୍କା ଟା pocket ରେ ଯାଉଛି 😂। ଏ ହଉଛି odisha ର ରାଜଧାନୀ BBSR smart city। ଦିପ ତଳ ଅନ୍ଧାର 😂

  • @niharranjanmedico7659
    @niharranjanmedico7659 Місяць тому +19

    ପୁରୀରେ ରଥ ଯାତ୍ରା ସମୟରେ ଜଣେ କାର୍ଯ୍ୟରତ Asst professor doctor ଙ୍କୁ ଜଣେ ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣାକୁ ସମୂର୍ଣ୍ଣ ଭାବେ ଚାପି ଦିଆଗଲା। କିନ୍ତୁ ଏ କ୍ଷେତ୍ରରେ ସେ ଜଣେ ଆର୍ମୀ ଅଫିସର Captain ଙ୍କ ବାନ୍ଧବୀ ହୋଇଥିବାରୁ ସବୁ state media national media Govt Army officer Opposition party ସବୁ ତତ୍ପର ହୋଇ ଉଠିଲେ ନ୍ୟାୟ ପାଇବା ପାଇଁ। ଏଇଟା high profile case ସେଥି ପାଇଁ ଏତେ ତତ୍ପରତା ଏତେ highlight

    • @muraligouda4058
      @muraligouda4058 Місяць тому +1

      U R 100% Right

    • @Mohan07-y5h
      @Mohan07-y5h Місяць тому

      ଜଣେ ଦାୟିତ୍ବହୀନ ପୋଲିସ ଅଧିକାରୀଙ୍କ ଯୋଗୁଁ ପୋଲିସ ବିଭାଗର ସମ୍ମାନ ଧୂଳିସାତ୍ । ତାଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ । ମହିଳା ଜଣଙ୍କୁ ଉଚିତ ନ୍ୟାୟ ମିଳୁ । ବିଶେଷ ଅନୁରୋଧ।

  • @saradasahoo2409
    @saradasahoo2409 Місяць тому +11

    ଯଦି ଆର୍ମି ଅଫିସରେ ଜଣେ ଏମିତି ପଶି ଏମିତି ବ୍ଯବହାର କରେ ଆର୍ମି ବାଲା କଣ କରିବେ 😂

  • @thecommonman5169
    @thecommonman5169 Місяць тому +45

    ସବୁ ର ମୂଳ କାରଣ, ମାଦକ ନିଶା, jadi ମଦ ପ୍ରଭୁ ନ ଥାନ୍ତେ,,,ବୋଧହୁଏ ଏପରି ଘଟଣା ହୋଇନଥାନ୍ତା, se jaha hau Se ମହିଳା ବୋଲି ତାଙ୍କୁ କ୍ଷମା କରିଦେବା ଉଚିତ୍, କିନ୍ତୁ ସତକଥା ta honble High Court loka ଲୋଚନକୁ ଆଣନ୍ତୁ , jauthi bhul ରହୁଛି punish କରାଯାଉ se Army staff Hau, Police staff hau aba ଆଉ କେହି,

    • @SandeepSharma-f4u
      @SandeepSharma-f4u Місяць тому

      To bou ro jadi bia na thanta ta hele to valia bedhei pila bia tu adonathane

    • @Dada-wo5xl
      @Dada-wo5xl Місяць тому

      Bes Bes 💯

  • @bhupatibudula4200
    @bhupatibudula4200 Місяць тому +40

    Ladki se bacha kar rehena bhai ladki badi chalak hai

  • @shibaprasad7721
    @shibaprasad7721 Місяць тому +5

    ପୁଲିସ୍ ବିଭାଗ ର କଳଙ୍କିତ କର୍ମଚାରୀ
    ଙ୍ୱ ଅବିଳମ୍ବେ ବିଦା କରାଯାଉ । ପୁଲିସ୍
    ବିଭାଗ ର କର୍ମଚାରୀ ଙ୍କ ପ୍ରତି ଜନସାଧାରଣ ଙ୍କର ସମର୍ଥନ କେତେ
    ତାହା ଅନୁଭବ କରିପାରୁଥିବେ । ପୁଲିସ୍ କୁ ପାଣି ଦେବାକୁ ବି କେହି ଚାହିଁ ବେ ନାହିଁ ।

  • @Mahmud786ansari
    @Mahmud786ansari Місяць тому +8

    Isko tou Bollywood main hona chahiye... Yaha kahna ghum raha tha...

  • @subratmaharathy435
    @subratmaharathy435 Місяць тому +13

    ନାରୀ ର ଚରିତ୍ର ନିଜେ ନାରୀ ସଂହାର କରିଛି।ହଁ ନାରୀ ମଦ ପିଇ ଯେଉଁ ଲଢ଼ୁଛି ସେଇଟା ଠିକ୍।ପିଲା ଙ୍କ ଭଏସ ରେକର୍ଡ ରୁ ଜଣା ପଡି ଯାଉଚି ଯେ ମେଜର ଆଉ ତାଙ୍କ ବାନ୍ଧବୀ ମଦ ପିଇ ଗାଡି ଏପଟ ସେପଟ କରି ଚଳାଇ ଥିଲେ

    • @mrstudent007b
      @mrstudent007b Місяць тому +1

      Hua to call recording videos pore planning koriki bonei6nti

    • @gdswainable
      @gdswainable Місяць тому

      Bar kholichi mada piba pain, police bati nei lait night parjiant kholuchi

  • @sambitprakashmohanty4103
    @sambitprakashmohanty4103 Місяць тому +4

    Police station re police kichi darkar nahi. Petroling darkar. Police station re complaint lekhiba pae 2 ru 4jon rohile bahut. Kintu area circle re police sabu bele live active hele ahi situation next time heboni. Iam sure.

  • @Abhimanyu-fy3dz
    @Abhimanyu-fy3dz Місяць тому +9

    ଏହି ଝିଅ ବହୁତ ଆକ୍ଟିଙ୍ଗ କରୁଛି ଗୋଟେ ହାତରେ କେବେ ତାଳି ବାଜେନି

  • @ChandanKumar-bn9hf
    @ChandanKumar-bn9hf Місяць тому +21

    Satya meba jayate

  • @Abhimanyu-fy3dz
    @Abhimanyu-fy3dz Місяць тому +13

    ସେହି ଝିଅ କହୁଛି ମୁଁ ସବୁ ଦେଖାଇବି ତୁମର କଣ ହେଲା ଗୋଟେ ନାରୀ ନାରୀ ପରି ରହିଲେ ପ୍ରତେକ ସମାଜ ତାକୁ ସଂମାନ ଦେବ ଯଦି ନାରୀହୋଇକି ଘୋଡା ପରି ହେଲେ କଣ ହେବ

  • @c_pro_gaming2141
    @c_pro_gaming2141 Місяць тому +27

    ଅଣ୍ଡ୍ରି ଚଣ୍ଡୀ ଟା

    • @deviprasadpanda3414
      @deviprasadpanda3414 Місяць тому

      Tama ghare kaha Sahita haiethile .....taku kahi thantu chup rahi sahi Jai thanta....aau tu maichia aage daudi palaiethantu

    • @bikashdalai5075
      @bikashdalai5075 Місяць тому

      😂😂😂😂

  • @AjayakumarGochhi
    @AjayakumarGochhi Місяць тому +55

    Papa ki pari। ବାପା ଓ ପ୍ରେମିକ ର କ୍ଷମତା ର ଫାଇଦା ଉଠାଉଛନ୍ତି , ଯିଏ ଯେମିତି କରିବ ସେମିତି ପାଇବ

    • @sambitthakur
      @sambitthakur Місяць тому +17

      to maa bhauni saha hele jani thantu

    • @radhebhai7850
      @radhebhai7850 Місяць тому +5

      Bhai a ta maa bhauni ku bhadare deichi tanka pakhare se kn bala janiba ​@@sambitthakur

    • @asishmurmu7591
      @asishmurmu7591 Місяць тому +7

      Kn jhio bar re dance korucho tote dekha jauni

    • @mayanksahoo4448
      @mayanksahoo4448 Місяць тому

      Sala..hinjada chup

    • @SandeepSharma-f4u
      @SandeepSharma-f4u Місяць тому

      To vauni kn kukuro Banda khauchi kire magiha

  • @ojtaaofficial5002
    @ojtaaofficial5002 Місяць тому +4

    Brave lady ,,,, antisocial and crimal like dog ,,, she is a 🦁 ,,, every lady will be protect themselves first . Salute advocate mam

  • @laxmidharbarik5867
    @laxmidharbarik5867 Місяць тому +1

    ଏ ଠି ପୋଲିସ ଖସିବାକୁ ଚେଷ୍ଟା କରୁଛନ୍ତି

  • @bishnucharansahoo1561
    @bishnucharansahoo1561 Місяць тому

    ସରକାରଙ୍କୁ ନିବେଦନ, ଓଡିଶାରବ ପୋଲିସଙ୍କୁ ଅଧିକାରୁ ଅଧିକା Behavior Training ଦିଆଯାଉ।

  • @mantubabu161
    @mantubabu161 Місяць тому +6

    ତାକୁ ଭଲ ହେଇଚି Drink କରି ରୋଲ ତାକୁ ସେମିତି ଠିକ୍ ହେଇଚି......?

  • @Kataktv-cx1ot
    @Kataktv-cx1ot Місяць тому

    ଲାଗୁଛି ଏଇ ଟୋକାମାନେ ମୋହନ୍ ମାଝୀଙ୍କ‌ ରାତି ଅଧିଆ ବଡ଼ିଗାଡ଼ ।

  • @biprasideaexecutionsuccess4795
    @biprasideaexecutionsuccess4795 Місяць тому +6

    ଆମେ ଖାଲି ଆର୍ମି ଅଫିସର୍ ବୋଲି ସୁହାନୁଭୂତି ଦେଖାଉଛୁ କିନ୍ତୁ ସେ ଝିଅ ର ବହୁତ ଭୁଲ ଅଛି ମଦ ନିଶାରେ ଉନ୍ମକ୍ତ କାଣ୍ଡ କରୁଥିଲା

  • @chinmayakumarmohapatra697
    @chinmayakumarmohapatra697 Місяць тому +3

    CBI INQUIRY REQUIRED

  • @biswamberbhutia3280
    @biswamberbhutia3280 Місяць тому +10

    ମେଡିକାଲ ଟେଷ୍ଟ ସେ ଝିଅ ମନା କରୁଛନ୍ତି ସେ ଝିଅ ଦୋଷୀ

  • @angelpriya03131
    @angelpriya03131 Місяць тому

    ସେଦିନ ଯେତେ ଜଣ ପୋଲିସ ଥିଲେ ବୀଚ ରାସ୍ତାରେ ସେମାନଂକୁ ମାରିଦିଆଯାଉ

  • @Reenabehera0
    @Reenabehera0 Місяць тому +5

    Proper investigation kijiye Sahi Sahi justice dijiye

  • @MasterGulu1
    @MasterGulu1 Місяць тому +36

    ଏହି ମାଗିଆ ମାନଙ୍କର ମା ଭଉଣୀ ମାନଂକୁ ଥିଲେ ଘରେ ପଶି କର l ରାତି ଅଧା ରେ ଅନ୍ୟ ଭଉଣୀ ସ୍ତ୍ରୀ ଉପରେ ହତ୍ୟାଚାର କରୁଛନ୍ତି 😭😭

    • @SandeepSharma-f4u
      @SandeepSharma-f4u Місяць тому

      Vai se magiha manku encounter karibe army

    • @naturespeak
      @naturespeak Місяць тому

      ଓଡ଼ିଆ ଭାଷାକୁ ବଦନାମ କରନା ଭଲସେ ଲେଖ

  • @PrakashChandra-cp9pv
    @PrakashChandra-cp9pv Місяць тому +1

    Good mam

  • @RockyPradhan-y7c
    @RockyPradhan-y7c Місяць тому +9

    ଏ ଝିଅ ଗୋଟେ ଫାଲତୁ type ର ..... ମଦ ଯେ ପିଏ ସେ କେତେ ଭଲ ..... କୁହନ୍ତୁ

    • @bijaykumarexpress4u519
      @bijaykumarexpress4u519 Місяць тому +1

      ତାହେଲେ ସରକାର ମଦ କାଇଁ ବିକୁ ଛନ୍ତି?

  • @padmini-cz3xt
    @padmini-cz3xt Місяць тому +7

    Thank you ଅଙ୍କିତା

  • @balaramnatha2249
    @balaramnatha2249 Місяць тому +2

    ମାଘିଆ ବେଧ ଛୁଆ ଓଡ଼ିଶା ପୋଲିସ୍ ର ବେବହାର ଠିକ୍ ନୁହେଁ ମୁଁ ଅଙ୍ଗେଲିଭେଇଛି ଗରିବ ଖଟିଲେ ଖାଇବେ ପୋଲିସ୍ ବିରୁଦ୍ଧରେ ରେ ଆମେ କିଛି କରିପାରିବୁନି

  • @santoshdash5352
    @santoshdash5352 Місяць тому +6

    Army କୁ ନ୍ୟାୟ ନ ମିଳିଲେ ନିଅ ଜଳିବ ଓଡ଼ିଶାରେ

  • @madanaman7730
    @madanaman7730 Місяць тому +1

    this incident has tarnished our state image.
    The way those guys were bullying the girl, I am in full support for the lady and I have made a promise to protect all women's DIGNITY, whenever I get a chance.
    So DO NOT support those boys who have put a black spot on our peaceful state IMAGE.
    These people are clearly bullying the girl..seriously....no girl or anyone deserves this

  • @monalisarout009
    @monalisarout009 Місяць тому

    ସେ ଝିଅ ବହୁତ ଭଦ୍ର ନାହିଁ ଏମିତି କଥବାର୍ତ୍ତା କରୁଛି ଅଭଦ୍ର ଝିଅ ମଦ୍ୟପାନ କରି ଧନ୍ଦା ଚଲାଇଇଛି

  • @abeswarbhuyan8675
    @abeswarbhuyan8675 Місяць тому +9

    ନିଶା kai ଦାଦାଗିରି କରୁଛି ଅଙ୍କିତା

  • @laxmidharbarad7527
    @laxmidharbarad7527 Місяць тому

    ଆଗ ରୋଡ ରୋମିଓ ଙ୍କୁ କଥା ବୁଝାଜାଉ ସେମାନଙ୍କ ପାଇଁ ଏତେ ଘଟଣା

  • @samasya_samadhana
    @samasya_samadhana Місяць тому +1

    Odisha police you can understand your standards. Pipli, bebina, pihu, kunduli, pari, dharamshala grs, acf murder case, aditya das, naba das murder case enough to odisha police standard...

  • @gajindrapradhan4079
    @gajindrapradhan4079 Місяць тому

    ସତକଥା ଏବେ ଜଣାପଡ଼ିଲା ମଦ ପିଇ ଥାନା ରେ ଡ୍ରାମା କରିବ ଲଜ୍ୟା ଲାଗୁଛି ଛି ଛି ଆଉ ଟିକେ ମଦ ପିଇ ରେ ଅଲାଯୁଗୀ l

  • @LituBalasore
    @LituBalasore Місяць тому +2

    She is not quarreling with them but trying to defend herself

  • @manaswinisahoo6357
    @manaswinisahoo6357 Місяць тому

    ଅଙ୍କିତା ତ ଧୀର ସ୍ଥିର ରହିଛନ୍ତି ।
    କିଏ ତାଙ୍କୁ ଦୁର୍ବ୍ୟବହାର କଲା

  • @subhransudalai8360
    @subhransudalai8360 Місяць тому

    ସେଇ ପିଲାମାନେ ନିଶ୍ଚିତ କୌଣସି ରାଜନୈତିକ ବ୍ୟକ୍ତି ଙ୍କ ସମ୍ପର୍କୀୟ ହୋଇଥିବେ

  • @Abhimanyu-fy3dz
    @Abhimanyu-fy3dz Місяць тому +1

    ଯଦି ସେହି ପିଲା ଅଧିକ ରାତି ପରିଜନ୍ତ ସେଠି ଥିଲେ ତାହେଲେ ସେହି ଝିଅ କୋଉଠି ଥିଲା ଏତେ ରାତି ପରିଜନ୍ତ କଣ ନାଇଟ କ୍ଲବ ରେ ନାଁ ବିଅର ବାର ରେ ଥିଲେ

  • @Makehappy5
    @Makehappy5 Місяць тому +17

    ଯିଏ ଉଦ୍ଧତ ହେବ ସେ ଏମିତି ପାଇବ ଭୁଲ କଲେ ଦଣ୍ଡ ମିଳିବ

  • @kashinathdash4772
    @kashinathdash4772 Місяць тому +13

    ପୀଡିତ। ଅସୁବିଧା ରେ ପଡିଲେ ବୋଲି ପୋଲିସ ଥାନାକୁ ଗଲେ।। ଥାନା ରେ ଶୃଙ୍ଖଳିତ ଭବେ ପରିସ୍ଥିତି କୁ ନିୟତ୍ରିତ କରିପାରିଥାନ୍ତା ପୋଲିସ।। ଯଦି କୌଣସି ଅପ୍ରୀତିକର ପର ପରିସ୍ଥିତି ଆସିଥାଏ ତେବେ ଶୃଙ୍ଖଳିତ ଭବେ ପୋଲିସ ପଦକ୍ଷେ ନେଇ ପାରି ଥାନ୍ତେ।। ଅଯଥା ପୀଡିତ। କୁ ଶାରୀରିକ ମାନସିକ ସ୍ତରରେ ନିର୍ଯ୍ୟାତନା ଦବାର ନଥିଲା।

    • @madhusmitaraut998
      @madhusmitaraut998 Місяць тому

      👍 true !!

    • @gobindachandrabhujabala2780
      @gobindachandrabhujabala2780 Місяць тому

      ​@@madhusmitaraut998❤

    • @poojamallick1947
      @poojamallick1947 Місяць тому

      No. Mu vabuchhi ps re problem create karithiba a jhia. Jaha Jana galani police station r vedeo ti dhire dhire prakash hele .sAbu kichhi r anta ghatiba. Lady janak odishaku badnam karunahanti t.

    • @sulachanaswain9217
      @sulachanaswain9217 Місяць тому

      Apana dekhichhanti police kete time apekshya karichhi se lady Kemiti ps re utpat karuchi

    • @dr.surendrakumarparakiya5252
      @dr.surendrakumarparakiya5252 Місяць тому +2

      Ryt jhia ta jadi bhul Kari thila ta taku punish Keri thante taku fine pakei thanta ki lock up re pakai thante , sexually harass kana pai kale?

  • @SameerPatra-ld1iu
    @SameerPatra-ld1iu Місяць тому

    Odia fellows are very quick at character assassination of women. I'm glad that Pratidin TV is taking a fair line at analyzing the situation at hand.

  • @Tunapradhan-i1e
    @Tunapradhan-i1e Місяць тому

    ଏମାନଂକୁ ଟଙ୍କା ଦେଇଥିଲେ ପୁର୍ବ ତିୱ ସରକାର

  • @gyanaranjanmartha1976
    @gyanaranjanmartha1976 Місяць тому +20

    Brave girl ❤ I salute

    • @kedarsonparida6492
      @kedarsonparida6492 Місяць тому +4

      BRAVE GIRL MAAAL TA MARI RATI 1 TA RE EHI VALI UTPATA KARIBATA THIK TA HELE

    • @ashishkumarsamal4676
      @ashishkumarsamal4676 Місяць тому

      ​@@kedarsonparida6492
      Se pila mane kan vala kama karuthile se jhia saha , Tama vauni ki ta Jaga re rakhiki dekha bujhi pariba

    • @asheemkumar3198
      @asheemkumar3198 Місяць тому +3

      Moduani ro ki brave

    • @niku6761
      @niku6761 Місяць тому

      ​@@kedarsonparida6492 tara ichha se kichi bi Kariba jhagda ta sei start karini

  • @LituBalasore
    @LituBalasore Місяць тому +1

    If Police has no guts to protect then don't but shouldn't be misbehaved irrespective of any situation of that girl

  • @LituBalasore
    @LituBalasore Місяць тому

    Its a clear indication of fishing with ankita

  • @biswapriya9653
    @biswapriya9653 Місяць тому +23

    Major choice ete kharap kemiti ,maduani ta

    • @niku6761
      @niku6761 Місяць тому +2

      Uski Marzi wo kuch bhi karegi
      Aur yahan usne pehle to jhagda start nahi kiya

    • @surajoram1515
      @surajoram1515 Місяць тому +3

      Girl acting no 1😂😂

  • @subhasispattnaik5405
    @subhasispattnaik5405 Місяць тому +1

    ଇଏ କେସ କିଛି ହବନି media ବାଲାଙ୍କୁ ରୋଜଗାର ମିଳିଗଲା

  • @RatnakarPalo-k5c
    @RatnakarPalo-k5c Місяць тому

    CM should not sleep any more and delay in taking actions.DGP and Home secretary be dragged..😊

  • @Pop-qt7bo
    @Pop-qt7bo Місяць тому +1

    Those should behind the bar . BHARTPUR ,PATHARGADIA AREA IS TOTAL UNSAFE FOR PUBLIC NOW THESE DAYS

  • @gaganbiharinayak1264
    @gaganbiharinayak1264 Місяць тому +2

    Who is major and Captain.

  • @LitunBehera-vy1ph
    @LitunBehera-vy1ph Місяць тому

    ଓଡ଼ିଶା ପୁଲିସ ପାକା ହାରାମି

  • @UdayKun
    @UdayKun Місяць тому +6

    se piki thila starting ru
    road rage b sei pain hela
    police station re b mati tunda sei pain hela
    hele seta se manibani
    ଭିଡିଓ proof thaiki b
    au se kahuchi drink n drive okay mo gadi mo ichha mun pibi
    ta accident heithile kn karithanta se

    • @Aishwarya-lq2ky
      @Aishwarya-lq2ky Місяць тому

      Thik kahile ! Au ebe police assault ra video magila belaku jhia ra bapa kahuchanti jhia ra mobile hajigala 🤣🤣🤣

  • @amazinglife264
    @amazinglife264 Місяць тому +24

    Brave lady! Justice for Ankita!

  • @sksahoo6119
    @sksahoo6119 Місяць тому +1

    Odisha police,we are ashamed of you in national media.

  • @santoshkumarnanda2428
    @santoshkumarnanda2428 Місяць тому +1

    Shame on odisha police

  • @AbhayaPrasadRaj
    @AbhayaPrasadRaj Місяць тому +2

    Army ra tyaga ku bharatiya mane sammana dianti....kintu balika Bandhu nka video ru jana paduchhi chora nka sangare gale maada milibaa satya.....most dangerous lady headache to society and family..

  • @kamaleshsamal
    @kamaleshsamal Місяць тому +1

    She didn't know Who is our Mohan Majhi

  • @gourisankarSethi
    @gourisankarSethi Місяць тому +1

    India' media ra rank 161 out 180 😂😂😂. Jaha report karucha samste januchanti.

  • @manaswinisahoo6357
    @manaswinisahoo6357 Місяць тому

    ରୋଡ଼ ରୋମିଓ ଙ୍କୁ କିଏ ଅଧିକାର ଦେଇଛି
    କିଛି ମୁଣ୍ଡ ବଥେଇବା ପାଇଁ ??
    ଯେ କୋଉ ମହିଳା କ'ଣ କଲେ, କୋଉଠି ବୁଲିଲେ , କେତେବେଳେ ବୁଲିଲେ ???

  • @TuluDhal-f2e
    @TuluDhal-f2e Місяць тому +1

    Give justice to Ankita

  • @dharmarjhiranmaya4142
    @dharmarjhiranmaya4142 Місяць тому +1

    Why do govt selling alcohol?
    If taking alcohol is bad than govt must ban alcohol. Instead of ban our govt is generating revenue from it.
    Shame on our system. Double standard!

  • @nilamadhabasamantaray3509
    @nilamadhabasamantaray3509 Місяць тому

    ଜାମୁ କୋଳି ଗପ ଆରମ୍ଭ ହୋଇଗଲା

  • @PuspanjaliSwain1
    @PuspanjaliSwain1 Місяць тому +24

    Brave lady, Justice for Ankita.....

    • @dibya63
      @dibya63 Місяць тому +3

      ସେଇଟା ଗୋଟେ ରାଣ୍ଡି ଟା

    • @sidharthdas7537
      @sidharthdas7537 Місяць тому +2

      Breave leady😂😂 mada pie rastare nangala hei buliba ,,ta ghare nangala hauni road public nka road ta nangala haba jaganuhe

    • @jitendrakumarswain23
      @jitendrakumarswain23 Місяць тому

      @@sidharthdas7537se kouthi hoithile dekhicha e badmash gudaka tanku gheri ki ratire question karibaku kie kahithila?emiti jete sabu kadhua mananku garam seka darkar police station re ebe milisarithiba 😅

    • @SeturaajaMajhi
      @SeturaajaMajhi Місяць тому +3

      ​@@jitendrakumarswain23 ଜୋମଟୋ କେସ୍ ର ଝିଅ ପରି ଏହାର ନାଟକ 😂

    • @niku6761
      @niku6761 Місяць тому

      ​@@sidharthdas7537se jaha bi karu tara ichha and se ladie ta jhagda start karini
      To bhai tu kis sharm se ye comment kar raha hai

  • @jnpradhan248
    @jnpradhan248 Місяць тому

    We Support Odisha Police

  • @gourisankarSethi
    @gourisankarSethi Місяць тому +1

    Mada pi ki jatra karuchi. Mada pie ba adhikar achi.but other people mistreated au harassed kariba bhul.

  • @purnapradhan1549
    @purnapradhan1549 Місяць тому +6

    In Odisha model police station is not required,who is that mad think of it to establish such police station and incurred expenses of our odisha Exchequer.?

  • @sauvagyaranjanmohanty7697
    @sauvagyaranjanmohanty7697 Місяць тому +1

    ଆହୁରି ଅନେକ ସତ୍ଯ ସାମ୍ନା କୁ ଆସିବ ରେ ନାରଣ..... ସତ କହିଲେ ସଂଗାତ ଗାଣ୍ଡି ଫାଟେ

  • @tusarkantasahu1064
    @tusarkantasahu1064 Місяць тому

    ଅପେକ୍ଷା କର.. ନୂଆ ଜାମୁକୋଳି ଗପ 😅ଶୁଣିବାକୁ ମିଳିବ

  • @niharbhuyan2781
    @niharbhuyan2781 Місяць тому

    Army association please take care of the case
    Your major won't get justice from the local police and authority

  • @balakrushnanayak2304
    @balakrushnanayak2304 Місяць тому

    ଅଙ୍କିତା high drama କରୁଛି

  • @sadanandasahoo9629
    @sadanandasahoo9629 Місяць тому +6

    Few Bhubanesware youngs think them hero and try to involve others personal matters.

    • @pramodmahanta222
      @pramodmahanta222 Місяць тому

      Abhadra ta tu

    • @techtanveer5804
      @techtanveer5804 Місяць тому

      Se maghia manaku mada darkar

    • @sadanandasahoo9629
      @sadanandasahoo9629 Місяць тому

      @@pramodmahanta222Tama katharu clear mu jaha kahili sata. Aau mu abhadra aau tu mo chela nischay?

    • @pramodmahanta222
      @pramodmahanta222 Місяць тому

      @@sadanandasahoo9629 guru be

    • @pramodmahanta222
      @pramodmahanta222 Місяць тому

      @@sadanandasahoo9629 tu ki Bala guru be mo gandi Bala sahita b sari nuha ..

  • @MrPkparida
    @MrPkparida Місяць тому

    ଫେକେ ସମ୍ବାଦ

  • @YBS55
    @YBS55 Місяць тому

    ❤❤media adhika karantu ....nahi.....ethi kichi gadbad and situation kichi aloga thibo❤❤

  • @Keyboardwarriors0789
    @Keyboardwarriors0789 Місяць тому +4

    ବାହାର ରାଇଜ କୁ ଆସି ବାର ରେ ପେଟେ ମଦ ପି ସ୍ଥାନୀୟ ପିଲା ଙ୍କୁ ମା ଭଉଣୀ ଉଡେଇ ରାଜ୍ୟମୁଖ୍ୟ କୁ ବେଜ୍ଜିତ କରି ଆଉ ଥାନା ରେ ଯାଇ ରୋଳା କରିବା ପରେ ଯିଏ ସବୁ କମିଶନରେଟ ପୋଲିସ କୁ ନିନ୍ଦୁଛନ୍ତି ଥରେ ଯାଇ ପଶ୍ଚିମବଙ୍ଗରେ ଏତକ କାମ କରି ଜୀବନ୍ତ ଓଡିଶା ଫେରି ଦେଖାନ୍ତୁ ..!!

  • @sibapati8437
    @sibapati8437 Місяць тому

    Right brother

  • @gopalchandrapallai5200
    @gopalchandrapallai5200 Місяць тому +3

    Drinking liquor is not crime

  • @Reenabehera0
    @Reenabehera0 Місяць тому +2

    Major Sahab ki fan ki t-shirt khuli thi isliye proper investigation kijiye aur Sahi Sahi justice dijiye

  • @bishnuprasaddash1106
    @bishnuprasaddash1106 Місяць тому

    Not faseiba Bhai sata hauchi se jhia ti Bahut avadra and siye eka hin sabu problem karichi

  • @nandansahu3832
    @nandansahu3832 Місяць тому +4

    Gote jhia ratire parapurusa sahita mada piba. Au agresive byabahar jogu 2 jagare jhagada karithiba janapaduchi.

    • @sp8200
      @sp8200 Місяць тому +1

      Mada piila boli, taku misbehave karibaku anyara right nahin.

    • @sarbebhabantusukhinahah
      @sarbebhabantusukhinahah Місяць тому +1

      @@sp8200se lady ta b bhadra ta ki ?

    • @Ambassador_Christ
      @Ambassador_Christ Місяць тому

      ସିଏ ତାର fiancé ସହିତ ଥିଲା. ତାଙ୍କୁ ଦେଖି ଏହିଭଳି ମାନବିକେତା ଥିବା ପୁରୁଷ ମାନେ ଆସିଛନ୍ତି ନୈତିକ ଶିଖେଇବେ ଧନ୍ୟ ରେ ସମାଜ 🙏

    • @sp8200
      @sp8200 Місяць тому

      @@sarbebhabantusukhinahah se lady jadi kichhi tankara kala tahele semane kahinki police ku inform kale nahin, gote jhia sahita atha dasata loka , chhi chhi, jadi jhia piibara adhikara nahin pua mannku kouthu right milia ratirepiiki bulibaku

  • @AJ.....440
    @AJ.....440 Місяць тому +1

    Mada piki kn dance karuchi mohila dekha au nisaekn utpat machauchi au ankita acting karuni ta au rong driver middle finger dekheile taha kuha au bahut video viral heuchi seita b dekha

  • @DeltaOne0110
    @DeltaOne0110 Місяць тому

    While major saab is quiet silent. He must have realised mistakevof his so called lady patner.

  • @gourisankarSethi
    @gourisankarSethi Місяць тому +1

    Rati 2 ta re se kn karuthila .se pila nku kahin ki middle finger dekheithila ankita ku pachara. Se mada pi chi ta hos nahi. Police station jiba agru lips re injury achi. Jail ru hospital gala pare .se uthi paruni. Se bhitare media bhai kichi purei dele ki 😂😂😂😂😂😂😂😂😂😂😂😂😂😂 Story😂😂😂.

  • @prakashchandrajena4344
    @prakashchandrajena4344 Місяць тому

    Lady complainer 100% dosi and guarantee also....

  • @Schyaam
    @Schyaam Місяць тому

    Ankita should be jailed and the captain be suspended.
    Reasons:
    1. Drinking and driving late night
    2. Gathering crowd late night without police approval
    3. Disturbing security personnels on duty
    4. Bad behavior to police on duty
    5. Video recording someone without their approval
    6. Fabricating stories, like wheel chair driven
    7. Army man supporting her in all cases
    8. Reporting false activities to his chief, and deceiting his department for personal purposes.

  • @santoshprasadmishra4977
    @santoshprasadmishra4977 Місяць тому +1

    Whether top officers of police department are taking monthly PC from the IIC ?

  • @gaharai_depth
    @gaharai_depth Місяць тому

    ଏଇଠୁ ହିଁ ଜଣା ପଡ଼ୁଚି, ଏ ରୋମିଓ ମାନେ ବଡ଼ ସ୍ମାର୍ଟ ହେବାକୁ ଚାହୁଁଛନ୍ତି

  • @darkclouds6246
    @darkclouds6246 Місяць тому +5

    ପୋଲିସ ହେଲା ସାଢେ଼ ଆଠ ମାଗୀହା ବାଡ଼ା ମାଗି ହା ଙ୍କୁ ମାଓବାଦୀ ଭାଇ ମାନେ ଠିକ୍ କହୁ ଛନ୍ତି

  • @subhransudas4127
    @subhransudas4127 Місяць тому +6

    Pachare se kalu kahuchi mohan majhi our prime minister 😂😂

  • @YBS55
    @YBS55 Місяць тому +1

    ❤❤rude behaviour of this girle ...sabka behave tik nehi...both side galthi hey

  • @OdishaSchemes
    @OdishaSchemes Місяць тому

    boys are also listening with patience. Why YOU have not uploaded full AUDIO of all the parties that creates doubt.

  • @ramakantamohapatra4914
    @ramakantamohapatra4914 Місяць тому +1

    Now nobody can't escape police or BJP party

  • @trilochandhal9029
    @trilochandhal9029 Місяць тому +1

    Mohan Majhi should step down being incapable to take action on Governor 's on.Same is repeated in Bharatpur police station.