ସେନା ଓ ପୁଲିସ କଳିରେ ଗଡ଼ିବ ବଡ଼ ମୁଣ୍ଡ !| Bharatpur Police station | Assault on Army officer |

Поділитися
Вставка
  • Опубліковано 19 вер 2024
  • ଡିସିପିଙ୍କ ମୁଣ୍ଡରେ ମେଜର ଖଣ୍ଡା ! ଛନ୍ଦି ହୋଇପଡ଼ିବେ କି ସିପି ଓ ଡିସିପି ?
    ସେନା ଓ ପୁଲିସ କଳିରେ ଗଡ଼ିବ ବଡ଼ ମୁଣ୍ଡ ! | Bharatpur Police station | Assault on Army officer | #viralvideo | Odisha Reporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #CP #DCP #ComissionratePolice #BharatpurPS #OdishaPolice #Bhubaneswar #pratiksingh #SanjipPanda

КОМЕНТАРІ • 785

  • @kshitishkumar2412
    @kshitishkumar2412 3 години тому +193

    ଯୋଉଠି ଓଡ଼ିଶାର CM ପୋଲିସ ଦ୍ଵାରା ଅପମାନିତ ଆଉ ଅନ୍ୟ ଲୋକଙ୍କ କଥା କଣ କହିବା

    • @bahufitness11
      @bahufitness11 2 години тому +2

      Satta katha bhai

    • @jyotiranjankhadiratna
      @jyotiranjankhadiratna Годину тому

      Thik kahile apana

    • @JaiUtkalaMaa
      @JaiUtkalaMaa Годину тому +1

      @@kshitishkumar2412ପ୍ରଶଂସା ଲାଗି ଭାରି ନରମା ଦେଖେଇ ଆକ୍ସନ ନ ନେଲେ ଏଭଳି ଅରାଜକତା ବଢିବ।

    • @bktripathytripathy6076
      @bktripathytripathy6076 Годину тому

      Pura thik kahila

    • @kbseducation4725
      @kbseducation4725 55 хвилин тому

      Sata bhai

  • @pradeeppatra2655
    @pradeeppatra2655 2 години тому +107

    କେମିତି ଏ ଡିସିପି ଏଇଟା ବେଇମାନ ଡିସିପି ।

    • @somsah3559
      @somsah3559 40 хвилин тому +1

      ଆଛା? ତୁ ଦେଖି ଥିଲୁ?.

    • @sahoo_tech
      @sahoo_tech 14 хвилин тому

      😅​@@somsah3559

  • @goutamrout3908
    @goutamrout3908 3 години тому +129

    Dcp should dissmis from job. ପୋଲିସ ଆଜି ଅବିଶ୍ବାସ ମନେ ହେଉଛି

    • @BasudevSahoo-t4t
      @BasudevSahoo-t4t 2 години тому +1

      Good

    • @IASaspairant
      @IASaspairant 2 години тому +4

      IPS , ତୋ ବାପା ଅଳିଆ ଗଦା ଚାକିରି ନୁହଁ Dismis କରିଦେବ

    • @St.talking
      @St.talking 2 години тому +3

      😂😂😂😂​bala na@@IASaspairant

    • @ajitkumarsamal7202
      @ajitkumarsamal7202 2 години тому +5

      ​@@IASaspairantjie crime kariba ki crime ku support kariba ta against re action haba sie IAS ki IPS hau

    • @sabitasahoo8530
      @sabitasahoo8530 2 години тому +2

      @@goutamrout3908 Yes, ଏ ଭଳି IPS ଙ୍କୁ କେମିତି ଭରସା କରାଯିବ !ଲୋକମାନେ ନ୍ୟାୟ ପାଇବେ କହାପାଖରୁ , ରକ୍ଷାକର୍ତ୍ତା ଯଦି ଏମିତି ହେବେ ।

  • @RaghunathGuruna-d3g
    @RaghunathGuruna-d3g 2 години тому +73

    ହେ ମାଗିଆ ପୋଲିସ ସବୁ ଭୁଲ୍ ପାଇଁ ଆଜି କ୍ରାଇମ ବଡ଼ିଯାହୁଛି

    • @AR.Strings
      @AR.Strings 2 години тому +3

      Tame kete bhadra tuma Language ru laguchhi bhai..

    • @Dilip666g
      @Dilip666g Годину тому +1

      Tama mananka bhul pain crime hauchi se katha kahuna. Tame jemiti kahucha police crime karuchi . Tome news dekha agaku kau news asuchi.

    • @santoshpattanayak-cg6fq
      @santoshpattanayak-cg6fq Годину тому

      Police ko dismiss Karo.

    • @purnamimunda3672
      @purnamimunda3672 Годину тому

      Rati 1.30 re kou club re drink koruthile janichanti to😊

    • @JaiUtkalaMaa
      @JaiUtkalaMaa Годину тому +1

      @@RaghunathGuruna-d3g ପୁରା ଠିକ

  • @JaiUtkalaMaa
    @JaiUtkalaMaa 2 години тому +100

    ଲୋକଙ୍କ ଟ୍ୟାକ୍ସ ପଇସାରେ ଦରମା ନେବେ। ଚୋରଠୁ ବଟି ନେବେ। ତମକୁ ସୁରକ୍ଷା ମାଗିବାକୁ ଯାଇଥିବା ଝିଅକୁ ଡାହଳ କୁକୂର ପରି ଝୂଣିବ।

    • @Dilip666g
      @Dilip666g Годину тому

      Bhai apeksha kara dosi kia dekhiba...

    • @rajkishorsahu2314
      @rajkishorsahu2314 Годину тому +1

      Do u know what is d actual matter that day ..if u don't know then pls silent..bcz dog is bark not a good man

    • @akshayakumarbiswal6593
      @akshayakumarbiswal6593 Годину тому +2

      ଏମାନଙ୍କୁ indian army ku ଛାଡି ଦିଅ ସେମାନଙ୍କ ବିଚାର army 🪖 କରିଦେବ

    • @JaiUtkalaMaa
      @JaiUtkalaMaa Годину тому +4

      @@Dilip666g ରାଜଧାନୀରେ ସବୁ ଦିନ ଚୋରୀ , ଡକାୟତୀ । ସବୂ ସ୍ରୀ ଲୋକମାନଙ୍କ ବେକ ଲଗଂଳା। ଦିନ ଦି ପହରେ ଚେନ, ମୋବାଇଲ ଲୁଟ। ଶଳା ନିଇଟି , ଚଡି ପିନ୍ଧି ଶୋଇବେ । ଲୋକ କମପ୍ଲେନ ଦେଲେ ବାଡେଇ ଓଲଟା କେଶ ଦେବେ। ସିସି ଟିଭି କାହିଁକି ନାହିଁ ମଡେଲ ଥାନାରେ ।

    • @ambarishswain3233
      @ambarishswain3233 Годину тому +1

      ​@@Dilip666g Tumaku Lajya lagiba katha, Dosi kia Jani paruna

  • @balaramnatha2249
    @balaramnatha2249 2 години тому +35

    ସବୁରି ମୂଳେ ଡିସିପି ସେ ଗୋଟେ ବଡ଼ ଖେଳାଳି ଡିସିପି କୁ ଧର ସବୁ ବାହାରିବ

  • @BhubaneswarBehera-nr8ir
    @BhubaneswarBehera-nr8ir 2 години тому +92

    ଭରତପୁର ଥାନାରେ ସମସ୍ତେ ମିଳିମିଶି କେଳେଙ୍କାରୀ ଚଳେଇଛନ୍ତି, ଇଏ ଥାନା ନୁହଁ କେଳେଙ୍କାରୀ ଖାନା 💯%

    • @tusharkantaghose3745
      @tusharkantaghose3745 Годину тому +1

      ସେଇଆ

    • @JaiUtkalaMaa
      @JaiUtkalaMaa Годину тому +1

      @@BhubaneswarBehera-nr8ir ଚଡି, ନାଇଟି ପିନ୍ଧି ଥାନାରେ ଡିଉଟି କରୁଛନ୍ତି।

  • @sandipkumarpradhan8331
    @sandipkumarpradhan8331 2 години тому +57

    କୋଉ ବାଳକୁ ପାଠ ପଢିକି IPS ହେଇଛ ରେ, ଧିକ ତୁମ ବାପା, ମା ଙ୍କୁ

    • @Dilip666g
      @Dilip666g Годину тому +3

      Tama bapa maa nku pachara tamaku ki patha padeichanthi. Au apeksha kara dosi kia.

  • @sabitasahoo8530
    @sabitasahoo8530 3 години тому +95

    ବାଃ ରେ ପୋଲିସ !ସେ ପୁଣି CP ଆଉ DCP !!

  • @narendrabarik9855
    @narendrabarik9855 3 години тому +253

    ଡିସିପି ଏକନମ୍ବର ଦଲାଲ ମୋହନ ବାବୁ ଏହାର ବିଚାର କରନ୍ତୁ, ମୋ ମତରେ ତାକୁ ସେନାରେ ଚାକିରୀ ଦିଅନ୍ତୁ

    • @IASaspairant
      @IASaspairant 2 години тому

      ତତେ ଗାଣ୍ଡୀ ମାରୁଥିଲା ନା , ମାଆଘିଆଁ ବେଧ ଛୁଆ

    • @sonakshiparida3832
      @sonakshiparida3832 2 години тому +6

      Mohan kan kahiba
      Eparjyanta gote sabd BJP kahuni
      Pari ,mamita meher pai kete bakwas kauthile
      Samasta nari pari bhali mamita bhali
      Rajyapal pua pai mohan kan karile

    • @satishpanda7661
      @satishpanda7661 2 години тому +1

      Se mohan kan kariba ma

    • @Suryanayak_
      @Suryanayak_ 2 години тому +3

      DCP ek Number Dolal kemiti Janili 😮😮😮

    • @Dilip666g
      @Dilip666g 2 години тому +1

      Apeksha kara samay kahiba dosi kia....?

  • @karunakarsenapati1605
    @karunakarsenapati1605 3 години тому +24

    ଏ ଗପର ଲେଖକ କିଏ ଏ ସାରଙ୍କ ଠାରୁ ବୁଝି କହିବେ କି? ତାଙ୍କ ପୁରୁଷ ବନ୍ଧୁ ଡିଫେନସ ରେ ଅଛନ୍ତି ନ କହି ଜଣେ ଆର୍ମୀ ଅଫିସର ବା ଆର୍ମୀ ମେଜର କହିଥିଲେ କ'ଣ ସାରଙ୍କ ସମ୍ମାନ ଚାଲି ଯାଉଥିଲା

  • @akshayakumarsingh4378
    @akshayakumarsingh4378 3 години тому +44

    ବେଈମାନ ପୋଲିସ

  • @Jayasanta-m7s
    @Jayasanta-m7s 2 години тому +23

    ଠିକ ନ୍ୟାୟ ନୋ ଦେଲେ ଆଇଆଇସି ର ମୁଣ୍ଡ ଗଡିବ, ଆର୍ମି ମାନେ ରାଗିଗଲେ ସେମାନେ ଗୁଳି ପୁଟାଇ ଯବାବ ଦିଅନ୍ତି, ଡରନ୍ତି ନି.

    • @kusumasahoo-tz3ib
      @kusumasahoo-tz3ib 20 хвилин тому

      ଦୁଃଖ ର କଥା ଯେଉଁ ଦେଶ ସେବକ ଙ୍କ ପାଇଁ ଆମେ ରାତିରେ ଶାନ୍ତି ରେ ଶୋଇ ପାରୁଛେ ସେମାନଙ୍କୁ ବି ଏ ପୋଲିସ୍ ଛାଡୁନି ମହିଳା ଅଫିସର ଥାଇଁ କି ବି ଆଉ ଜଣେ ମହିଳା ସୁରକ୍ଷିତ ନୁହେଁ ସେ ପୁଣି ଥାନାରେ ଗୁଣ୍ଡା ଓ ଏମାନଙ୍କ ମଧ୍ୟରେ ପ୍ରଭେଦ ହେଉଛି ଏମାନେ ପୋଲିସ୍ ପୋଷାକ ଧାରି ଗୁଣ୍ଡା

  • @Predator-23455
    @Predator-23455 3 години тому +47

    DCP to be arrested immediately.

  • @subashchandra5589
    @subashchandra5589 2 години тому +16

    Prateek singh ku Army custody ku ଛଡ଼ା ଯାଉ ସେ ସତ କଥା ବାହାରିବ, ମହା ଗଳୁଆ ସିଏ

  • @dambrudharnayak7809
    @dambrudharnayak7809 Годину тому +22

    DCP କୁ ମଧ୍ୟ ବହିସ୍କାର କରାଯାଉ

  • @Das-xk2cz
    @Das-xk2cz 2 години тому +20

    ଏହା ପୋଲିସ ଷ୍ଟେସନ ନା ସେକ୍ସ ଘର ଏପରି ପୋଲିସ କୁ 30 ବର୍ଷ ହେଲା BJD ସରକାର ପାଳି ଛନ୍ତି 😂😂😂😂

  • @prafullaparida221
    @prafullaparida221 2 години тому +28

    DCP should be suspended immediately.

  • @JaiUtkalaMaa
    @JaiUtkalaMaa 2 години тому +18

    ଶଳା ମିଛୁଆ। ତମର ଖାଲି ସମ୍ମାନ। ତମ ଦେହରେ ବେସି ବଳ। କେହି କିଛି କହିଲେ ଲଙ୍ଗଳା କରି ପିଟିବ। ସିସିଟିଭି କାହିଁକି ନାହିଁ।

  • @basantakumarpanda9022
    @basantakumarpanda9022 2 години тому +27

    ଉପରିସ୍ଥ ଅଧିକାରୀ ମାନେ ସ୍ବେଚ୍ଛାଚାରୀତା କୁ ସହଯୋଗ କରୁଛନ୍ତି । ଏଣୁ ଜନସାଧାରଣଙ୍କ ନ୍ୟାୟ ପାଇପାରୁ ନାହାନ୍ତି।

  • @suryakantamohanty8276
    @suryakantamohanty8276 2 години тому +9

    Army court ରେ case ହେଉ ଦେଖିବା bjd ପୋଲିସ୍ ର କାଢ କେତେ

  • @minakshidehury3189
    @minakshidehury3189 2 години тому +12

    ଆଗ ତୋ bjp ବାଲା କହୁଥିଲା bjd police ଗୁଣ୍ଡା ଗର୍ଦୀ କରୁଛି।ଏବେ BJP police କଣ କରୁଛି

  • @gadadharaswain4487
    @gadadharaswain4487 2 години тому +8

    ପୋଲିସ ବିଭାଗ ହେଲେ ବାଂଲାଦେଶୀ ପଠାଣ

  • @janardan2701
    @janardan2701 2 години тому +29

    Jab tak Pratik singh jesa DCP Odisha me hai...lady logo ko kabhi justice nehi milega

  • @minakshidehury3189
    @minakshidehury3189 2 години тому +6

    ଓଡ଼ିଆ ଅସ୍ମିତା ରେ ହିନ୍ଦୀ କାହିଁକି କହିଲା

  • @Das-xk2cz
    @Das-xk2cz 2 години тому +20

    BJD ଶାସନ ସମୟରେ ରେ 30 ବର୍ଷ ହେଲା ପୋଲିସ କୁ ପଇସା ଦେଇ ଏମିତି କରିବା କୁ BJD ସରକାର ଶିକ୍ଷାଇଛନ୍ତି

  • @DibyajyotiNayak-e6z
    @DibyajyotiNayak-e6z 2 години тому +25

    Dcp micha kahuchi.

  • @DontMindDost
    @DontMindDost Годину тому +11

    ସଚୋଟ ପୋଲିସ ର ମୁହଁ ଦେଖ... 😢😢ଏମାନେ କେତେ ଦେଶ ପ୍ରେମୀ....
    ଏମାନଂକୁ ଗାନ୍ଧୀ, ଗୋପବନ୍ଧୁ, ବୋଷ, ଲା -ବାଲ -ପାଲ, ନା ତନ୍ତୀଆ ଟୋପି ସହ ତୁଳନା କରିବା ଆମେ ବୁଝି ପାରୁନୁ..
    ସ୍ୱାର୍ଥ ପର ହେଇ ନିଜ ମୁହଁ କୁ କାଳୀ ବୋଳି ଚାଲିଛେ....😢😢😢😢😢 ଲଜ୍ୟା କର ଦୁନିଆ ଦେଖୁଛି....😢😢

  • @janardan2701
    @janardan2701 2 години тому +15

    DCP should be arrested

  • @dipakpanda9075
    @dipakpanda9075 Годину тому +10

    ମୁଖ୍ୟମନ୍ତ୍ରୀ ଶପଥ ନେବାର ଏକ ମାସ ପରେ କମିଶନରେଟ ର CP ଏବଂ ACP, DCP ମାନଙ୍କୁ ପ୍ରଥମେ ବଦଳି କରିବାର ଥିଲା l ଯାର ଫଳ ଏବେ ସରକାର ଭୋଗୁଛି l ସାରାଦେଶରେ ବଦନାମ ହେଉଛି l

  • @sudiptrainofrhythm8529
    @sudiptrainofrhythm8529 2 години тому +8

    ଏ ଶଳା ହାରାମି DCP ର ଅସଲି ଚେହେରା। ଶଳା ତୋ ମା ଭଉଣୀ ଙ୍କୁ ଲାଜ ଲାଗୁଥିବ ତତେ IPS OFFICER ଭଳିଆ ଦେଖିକି।

  • @pramodkumarlenka1409
    @pramodkumarlenka1409 Годину тому +7

    ଡିସିପି ଙ୍କୁ ଭୁବନେଶ୍ୱର ରୁ ବିଦା କରିବା ଉଚିତ....

  • @PradiptaDas-sy4jn
    @PradiptaDas-sy4jn 2 години тому +4

    ଡିଶିପିକଥାକହୁଛତି ଅ ଆ ଇ ଏକିଭାଶା

  • @PrakashPNayak-fq2lj
    @PrakashPNayak-fq2lj 2 години тому +10

    Both DCP and CP should be suspended and demoted

  • @umeshkumar-dy8lr
    @umeshkumar-dy8lr Годину тому +14

    CC camera କାହିଁକି ଲଗିନୀ କହିବେ କି ରାଜ୍ୟ ପୋଲିସ ମୁଖିଆ

  • @swarupdas275
    @swarupdas275 3 години тому +17

    SUSPEND ALL CULPRITS POLICE OFFICIALS

  • @padmini-cz3xt
    @padmini-cz3xt 2 години тому +11

    Public ର ଅବସ୍ଥା କଣ ହେଉ ଥିବ ସେହି ଥାନାରେ

    • @Dilip666g
      @Dilip666g Годину тому

      Personal ଗୋଟିଏ ଥାନା ଖୋଲ ଓ ନ୍ଯାୟ ଦିଅ

    • @RahulNayak-ob3yb
      @RahulNayak-ob3yb Годину тому

      ସେଥିପାଇଁ ଗରିବ ଲୋକେ ଅଭିଯୋଗ କରିବାକୁ ଥାନାକୁ ଯିବାକୁ ଡରନ୍ତି

  • @sudhirdash1265
    @sudhirdash1265 3 години тому +18

    Aga dcp Bida hele Jai bjp ra image rahiba .na hele mohana bida heba. Ta sure .fir bjd...asiba

  • @saratkumarpanda7007
    @saratkumarpanda7007 2 години тому +3

    ଏ ବଦମାସ୍ IPS ଷ୍ଟାଇଲ ମାରି ରାକ୍ଷସ ତଳ କର୍ମଚାରୀଙ୍କୁ ଘଣ୍ଟ ଘୋଡୋଉଛି।

  • @ramanathnanda5995
    @ramanathnanda5995 2 години тому +13

    It is full doubt that DCP is under full pressure

  • @kunmun9983
    @kunmun9983 2 години тому +12

    This both DCP and cp involve in curruption..
    Request to home department kindly transfer them

  • @prasant6357
    @prasant6357 2 години тому +14

    Dcp face saving karuchi Nagaland ku transfer kara

  • @narayansir6123
    @narayansir6123 3 години тому +11

    Pratik ସିଂହ ସେ ମହା ମାଡୁଆ

  • @hrushikeshbehera4645
    @hrushikeshbehera4645 2 години тому +12

    Dcp lier he

  • @subhashreejena4064
    @subhashreejena4064 2 години тому +9

    ଇୟେ ଭରତପୁର ଥାନା ରେ କିଛି ତ ଗୋଳମାଳ ଅଛି ନହେଲେ nighty କାଇଁ ପିନ୍ଧିଥିଲା ସେ ladies officer।
    ଲାଗୁଛି ଏ ସବୁ ପୋଲିସ ମିଶି କିଛି ତ କାଣ୍ଡ କରୁଛନ୍ତି

  • @ganeswarmahanta1254
    @ganeswarmahanta1254 Годину тому +4

    ଏଗୁଡାକ ଫାଲତୁ କଥାରେ କାହିଁକି ମାତିଛ। ଓଡ଼ିଶା ପୋଲିସ୍ କିଛି କାମକୁ ନୁହେଁ।

  • @nrusinghacharansethy1597
    @nrusinghacharansethy1597 3 години тому +10

    A Dcp ku fasi diajau asala jhut bolatahe

  • @SarojkumarmahapatraSaroj-ie4cy
    @SarojkumarmahapatraSaroj-ie4cy Годину тому +9

    ଏ DCP କୁ ମୋହନ ସାର ତୁରନ୍ତ ବଦଳି କରାଯାଉ
    ଏ ଶଳା ବିଜେଡିର ଚମଚା ଗିରି ଅଫିସର.

  • @Das-xk2cz
    @Das-xk2cz 2 години тому +4

    ପୋଲିସ ଅଫିସର ଓଡ଼ିଶା ଲୋକ ସେବା କଣ କରିବ ଏ ଓଡ଼ିଶା ର ଝିଅ ମାନଙ୍କୁ ନେଇ ସେକ୍ସ କରିବ 😮😮😮

  • @rajeswarimanik4139
    @rajeswarimanik4139 Годину тому +3

    ଏ ନିକମା ଡିସିପି କୁ ଆଗେ ନିଲମ୍ବିତ କରାଯାଉ

  • @ranjeetmohapatra3086
    @ranjeetmohapatra3086 2 години тому +1

    ସେ DCP suspend ହେବା ଦରକାର୍

  • @satyaranjanmahana5056
    @satyaranjanmahana5056 Годину тому +3

    ଧର୍ମ ଶହିବ ତ ଡିସିପି ବାବୁ

  • @rkkiskucreation3848
    @rkkiskucreation3848 Годину тому +2

    ବର୍ତ୍ତମାନର ମୁଖ୍ୟ ମନ୍ତ୍ରୀ ମୋହନ ବାବୁ ମଧ୍ୟ ଅତୀତରେ ଅଙ୍ଗେ ନିଭାଇଛନ୍ତି। ତେବେ ପୋଲିସ କୁ କି ବିଶ୍ୱାସ ।

  • @kashinathdash4772
    @kashinathdash4772 3 години тому +9

    After seeing the video, the victim is on the right way.police alligation against the victim as she is drunken is false and baseless.

  • @pravatasahoo1742
    @pravatasahoo1742 Годину тому +6

    Dcp or cp to be arrested immediately

  • @sachhidanandamallick6433
    @sachhidanandamallick6433 2 години тому +4

    ୟୋଗୀ ଶାସନ ଦରକାର ଓଡିଶା ରେ

  • @samartarei
    @samartarei 2 години тому +3

    ଦୟା କରି ସାଧାରଣ ଲୋକ ଙ୍କ ପାଇଁ ଆଇନ୍ ଆଣନ୍ତୁ।🙏🙏

  • @rudranarayanmohanty6129
    @rudranarayanmohanty6129 2 години тому +4

    ଯେଉଁ ମେଡ଼ିକାଲ ଅଫିସର ପୋଲିସ ଷ୍ଟେସନ ରୁ ମେଡିକାଲ କୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବେ , ସେ କଣ ମହିଳା ଙ୍କ ର ଗୁରୁତର ଅବସ୍ଥା ଦେଖି ନ ଥିଲେ କି !
    କେମିତି ଗୁରୁତର ଆଘାତ ପାଇଥିବା ମହିଳା ଙ୍କୁ ଜେଲ ପଠେଇଦେଲେ
    ସେ ଡାକ୍ତର ନା ଜହ୍ଲାଦ,
    ତାଙ୍କୁ ଜେରା କରାଯାଇଛି କି ନାହିଁ , ସେ ଦୁଷ୍ଟ ଡାକ୍ତର ଙ୍କ
    ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ

    • @kailashchandrajena8405
      @kailashchandrajena8405 Годину тому

      Se doctor ku paisa dei kina jaichhi...yeguda Manish nuhanti...dhik tumar path padha, dhik tumar chakiri,sanskar...nich lokagudank pain nyay miliparuni.Dcp,doctor birudhare action niyajau.

  • @sarojmohanty1617
    @sarojmohanty1617 2 години тому +5

    Media ku bhul tathya daeithibaru DCP against re Mohan sarkar exampilary action neba darkar.

  • @sanjayagrawal9308
    @sanjayagrawal9308 3 години тому +3

    सावधान आर्मी अपनी इज्जत लुट ने से बच्चलो
    एक्शन लो

  • @sarojkumarnayak9448
    @sarojkumarnayak9448 19 хвилин тому +1

    DCP କହିଲା ବେଳେ ପାଟି ଥମଥମ ହେଉଛି।କଥା କହିଲା ସମୟରେ ଡିସିପି ଭାବିଚିନ୍ତି କଥା କହୁଛନ୍ତି ଜଣା ପଡୁଛି।

  • @Sunil-xc5nm
    @Sunil-xc5nm 2 години тому +2

    ଡିସିପି କୁ ଦରକାର ହେଉଛି ଅଚଞ୍ଚା କିଳl 😂 କିଳା ତା ବାଟରେ ଯାଉଛି ଡିସିପି ପଛ ଦେଖେଇ କହୁଛି ମୋ ଜାଗାଟା ଭଲ ଅଛି ତେଲ ମାରୀକି ରଖିଛି ଆସେ ଆଉ ଭଲରେ ପସେ 😂😂😂

  • @Sached299
    @Sached299 2 години тому +1

    DCP ବିଜେଡି ର ଦଲାଲ I ତାଙ୍କୁ ତୁରନ୍ତ ସୋସ୍ପେଣ୍ଡ କରାଯାଉ 🙏

  • @sinurambari1429
    @sinurambari1429 2 години тому +1

    DCP ମିଛ କହୁଛି

  • @ambikaprasadsamantaray3650
    @ambikaprasadsamantaray3650 2 години тому +1

    ବଡ ଅଫିସର ହୋଇ ମିଛ କହୁଛି l ଛି ଛି

  • @swapnadas8694
    @swapnadas8694 3 години тому +3

    DCP Mastermind hai

  • @khirodkumarpanda4763
    @khirodkumarpanda4763 2 години тому +1

    କେବେ ବନ୍ଧା ହେବେ ଭରତପୁର ଆଦର୍ଶ ଥାନା ର ସମସ୍ତ ଅଧିକାରୀ? ଯଦି ସେନା ମେଜର ଓ ତାଙ୍କ ବାନ୍ଧବୀ ଙ୍କୁ ନ୍ୟାୟ ନ ମିଳେ ହୁଏତ ଭାରତୀୟ ସେନା ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରକ୍ଷା ମନ୍ତ୍ରୀଙ୍କର ନଜର କୁ ନେବେ ସେତେବେଳେ ଓଡ଼ିଶା ପୋଲିସ୍ ର ଅବସ୍ଥା କ'ଣ ହେବ ଆଗରୁ ଅନୁମାନ କରାଯାଉଛି ତେଣୁ ତା ପୂର୍ବରୁ ସମସ୍ତ ପୋଲିସ୍ ଅଧିକାରୀ ଙ୍କୁ ଗିରଫ କରି ଓଡ଼ିଶା ଓ ରାଜ୍ୟ ପୋଲିସର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖାଯାଉ

  • @gourangacharangouda6203
    @gourangacharangouda6203 Годину тому +1

    ପୋଲିସ ର ଯେମିତି କିଛି ଭୁଲ ନାହିଁ, ପୋଲିସ ଭୁଲ କଲେ କଣ ଦଫା ଲାଗିବ .

  • @bijayaharichandan1592
    @bijayaharichandan1592 2 години тому +1

    ଏ ପୋଲିସ ଭାବି ଚିନ୍ତି କହୁଛି ମିଛୁଆଟା ଶଳା ଡିସିପି ଘଣ୍ଟ ଘୋଡାଉଛି

  • @pranaya3971
    @pranaya3971 55 хвилин тому +1

    DCP ର ମୁହ କୁ ଲାଜ ନାହିଁ, ସେଥି ପାଇଁ ମିଡିଆ ଆଗ ରେ ଆସି ଗପ କହୁଛି।

  • @shortsishan
    @shortsishan Годину тому +1

    ଇଂରେଜ ଶାସନ ବଦଳରେ ପୋଲିସ ଶାସନ ଚାଲିଛି😂😂😂

  • @sabitaprusty8035
    @sabitaprusty8035 2 години тому +1

    ଅନ୍ୟାୟକୁ ଡି, ସି, ପି, ଙ୍କର ପ୍ରଶୟ ଛି। ଓଡ଼ିଶାରେ ସୁରକ୍ଷା ଆଶା ବୃଥା ।

  • @bijaykumarsastri8433
    @bijaykumarsastri8433 3 години тому +4

    Sir , arrest the thana officer,not suspension.

  • @debadatta4822
    @debadatta4822 Годину тому +1

    ଡିସିପି କୁ ସସପେଣ୍ଡ କରାଯାଉ ତୁରନ୍ତ

  • @PadmalochanBhoi-m9o
    @PadmalochanBhoi-m9o 2 години тому +2

    DCP ku bi out Kara jau

  • @PratapDas-n2x
    @PratapDas-n2x Годину тому +2

    ଏଇଠି ଧରା ପଡିଲା
    ସଳା ଜୀବ କୋଉଠି କୁ
    ଛେଳି ମେ ମେ ଭୋ ଲି
    କଣ କଟୁରି ମେ ମେ
    ଅଖା ଧୁଅରେ ଛୋଡିପୁଅ

  • @MINIMOTIVATION6242
    @MINIMOTIVATION6242 Годину тому +1

    ସବୁ ପାଣ୍ଡୁ ନାମକ ନିଆଁ ର ପାଉଁଶ, ଲିଭି ବାକୁ ସମୟ ଲାଗିବ। ଲୋକଙ୍କ ସରକାର ଙ୍କ ଉପରେ ଭରଷା ଅଛି।।

  • @rakeshnayak4801
    @rakeshnayak4801 2 години тому +1

    Dcp nku arrest kara jau.

  • @mrstudent007b
    @mrstudent007b 2 години тому +2

    Beiman polish ✔️✔️

  • @s.b.gamerlovefromindia2541
    @s.b.gamerlovefromindia2541 2 години тому

    ଏ ସମସ୍ୟାର ସମାଧାନ କେବଳ ମୋହନ ,ସରକାର ତୁମ କାଜ୍ୟ ବେକାର

  • @rudrakshyabhusansahu3379
    @rudrakshyabhusansahu3379 52 хвилини тому +1

    ଏପରି ବ୍ଯବହାର ପାଇଁ ସେ ଆଇ.ଆଇ.ସି କୁ ସବୁଦିନ ପାଇଁ ଚାକିରୀ ରୁ ବହିଷ୍କାର କରି ହାତରେ ହ୍ୟାଣ୍ଡକପ୍ ପକାଇ ଗିରଫ କରି ଝାଡ଼ପଡା ଜେଲ୍ କୁ ପଠାଯାଉ

  • @samratbijay6146
    @samratbijay6146 Годину тому +1

    ତଦନ୍ତ ରିପୋର୍ଟ କୁ ଅପେକ୍ଷା କର

  • @Raj-kv3vk
    @Raj-kv3vk 2 години тому +1

    ଏଇ ଟା ଯିବା କଥା ପଦ ରୁ

  • @dhanurjaydurua7291
    @dhanurjaydurua7291 Годину тому +1

    ଓଡ଼ିଶାର ପୋଲିସ କୁ ବରଷା ନାଇ

  • @SamantaGoudo
    @SamantaGoudo Годину тому +1

    ଏନଭେସ୍ଟିଗେଶନ ନ କରି , ଦୋଷୀକୁ ଖସାଇଦେଉଥିବା ଉଦ୍ୟମ ଏବଂ ଜଣେ ଦୋଷୀ ସାବ୍ୟସ୍ତ ହେଇନଥିବା ବ୍ୟକ୍ତିଙ୍କ ନାଁ ରେ ମିଛ କହି ତାଙ୍କ ଉପରେ ଜବରଦସ୍ତ ଦୋଷ ଲୋଦିଦେବା ଉଦ୍ୟମ ଏବଂ ସେହି ବ୍ୟକ୍ତିଙ୍କ ଇଜ୍ଜତ କରିଥିବା କୁ ନେଇ ଡିସିପି ଙ୍କ ନାମରେ ମାମଲା ରୁଜୁ କରାଯାଇ ଆରେଷ୍ଟ କରାଯାଉ.

  • @BasudevSahoo-t4t
    @BasudevSahoo-t4t 2 години тому +2

    Odisha DCP hi hi hi hi hi hi....

  • @dhoombarttadm5387
    @dhoombarttadm5387 2 години тому +1

    DCP ଙ୍କ ପାଣ୍ଡୁ ନୀତି ଯାଇନି। ଓଡିଆ channel କୁ ନାଇ।

  • @AshokKumarBhoi-g3t
    @AshokKumarBhoi-g3t 2 години тому +3

    DCP michha kahuchhanti.
    Imideat take action to police.

  • @gopalchandrapallai5200
    @gopalchandrapallai5200 Годину тому +2

    Immediately DCP to be suspended and an inquiry initiated against DCP

  • @pabitradalaipitu5840
    @pabitradalaipitu5840 18 хвилин тому +1

    ସବୁ ଡିଉଟିରେ ଥିବା ପୋଲିସ ବାବୁକୁ sospent କରାଯାଉ

  • @sulagnanarayanmishra9514
    @sulagnanarayanmishra9514 3 години тому +2

    Dip is responsible

  • @jyoshminniharika5702
    @jyoshminniharika5702 2 години тому +1

    ଏତେ ଭାବି ଭାବି କଣ ପାଇଁ କହୁଛନ୍ତି ଏଇ ଟୂ ଜଣା ପଡ଼ୁଛି ମିଛ କହୁଛନ୍ତି

  • @budhanathmohapatra150
    @budhanathmohapatra150 58 хвилин тому

    ଏ ଡିସିପି ବହୁତ ଦିନ ଭୁବନେଶ୍ୱର ରେ ରହି ପାଣ୍ଡିଆନ ଙ୍କ ଗୋଲାମୀ କରି କରି ବହୁତ ମିଛ କହିବା ଆରମ୍ଭ କରି ଦେଇଛନ୍ତି।

  • @pradeepkumarmohanty1967
    @pradeepkumarmohanty1967 3 години тому +4

    Cp , dcp should be changed in bbsr. .

    • @barendrakar7434
      @barendrakar7434 2 години тому

      It is not solution to change them
      At first they should be arrested in criminal law

  • @niranjannayakgreatodisha2342
    @niranjannayakgreatodisha2342 Годину тому +1

    ଏହି ସବୁ ପୋଲିସ ଗୁଡାକୁ କୁ ଚିଡ଼ିଆ ଖାନା ପଠା ଯାଉ .

  • @dancinganishanayka2798
    @dancinganishanayka2798 4 хвилини тому

    ଓଡିଶା ବହୁତ ଏଯୋଗୟ ବଡ଼ ବାବୁ ଅଛନ୍ତି

  • @sanjeebdas116
    @sanjeebdas116 16 хвилин тому

    ଆଗେ DCP କୁ suspend କର ସବୁ ଠିକ ହେଇଯିବ

  • @happyworld2135
    @happyworld2135 32 хвилини тому

    ଏଇ dcp ସମ୍ପୂର୍ଣ ଭାବରେ ସପର୍ଟ କରୁଚି ୟାକୁ ସେନାଙ୍କ ସହ ଛଡ଼ାଯାଉ ଦେସର ସୀମାରେ ,କେଡେ ଯୋଦ୍ଧା ବୀର ଏ ପୋଲିସ୍ ଜଣାପଡ଼ିବ

  • @debendranarayandash9040
    @debendranarayandash9040 Годину тому

    ପୋଲିସକୁ ଲଙ୍ଗଳା କରାଯାଇ ଭୁବନେଶ୍ୱର ସହର ପରିକ୍ରମା କରାଯାଉ

  • @budhanathmohapatra150
    @budhanathmohapatra150 Годину тому

    DCP ମିଛ କହୁଥିବାରୁ ତାଙ୍କୁ ମଧ୍ୟ suspend କରାଯାଉ।