ଚଉତିଶା / ବେଦନା କୋଇଲି / ରଚନା - ଶେଷଦେବ ପଣ୍ଡା / କଣ୍ଠ - ଆଲୋକ କୁମାର ପଣ୍ଡା/ CHAUTISHA/ BEDANA KOILI

Поділитися
Вставка
  • Опубліковано 17 вер 2024
  • ଚଉତିଶା / ବେଦନା କୋଇଲି / ରଚନା - ଶେଷଦେବ ପଣ୍ଡା / କଣ୍ଠ - ଆଲୋକ କୁମାର ପଣ୍ଡା/ CHAUTISHA/ BEDANA KOILI
    #ଚଉତିଶା
    #CHAUTISHA

КОМЕНТАРІ • 38

  • @santoshmahakhud523
    @santoshmahakhud523 6 місяців тому +1

    ଜୟ ଜଗନ୍ନାଥ

  • @madhabapatra5122
    @madhabapatra5122 Рік тому +3

    ଜୟ ଜଗନ୍ନାଥ
    ପ୍ରାଚୀନ କୋଇଲି ଚଉତିଶା କୁ ପୁଣି ଥରେ ଆପଣ ରଚନା କରି ଲୋକ ଲୋଚନକୁ ଆଣି ଓଡ଼ିଆ ସାହିତ୍ୟ କୁ ରୁଦ୍ଧିମନ୍ତ କରିଛନ୍ତି।

    • @VOICEOFALOK
      @VOICEOFALOK  Рік тому

      ଅଶେଷ ଧନ୍ୟବାଦ୍ ଆଜ୍ଞା 🙏

  • @laxmanbag2781
    @laxmanbag2781 Місяць тому +1

    ❤❤❤😢

  • @srikantagharai8325
    @srikantagharai8325 Рік тому +1

    ଶଦ୍ଦ ସଂଯୋଜନା ଅର୍ଥ ବୋଧ ଓ କଣ୍ଠ ଅତି ହୃଦୟ ଛୁଆଁ 🙏 ଗିତୀକାରଙ୍କୁ ଦଣ୍ଡବଥ ପ୍ରଣାମ 🙏😊

  • @basantimohapatra5663
    @basantimohapatra5663 8 місяців тому +1

    Bande utkala Janani subheccha

  • @sradhanjalidash8135
    @sradhanjalidash8135 9 місяців тому +1

    Ek no bhai 👌👌

  • @hemantacreation700
    @hemantacreation700 Рік тому +2

    ବହୁତ୍ ସୁନ୍ଦର୍ ରଚନା ଏବଂ କଣ୍ଠ

  • @sudambhoi5389
    @sudambhoi5389 Рік тому +2

    Very nice Alok babu

  • @nrusinghsahoo414
    @nrusinghsahoo414 9 місяців тому +1

    ଚମତ୍କାର ବଇଛଏଦଭରଆ କବିତା ଓ ଆବେଗଭରା କଣ୍ଠଦାନ।

  • @softhearted218
    @softhearted218 Рік тому +1

    Very impressive heichi bhai

  • @g.ktime-gkt7574
    @g.ktime-gkt7574 Рік тому +3

    ଅତି ସୁନ୍ଦର

  • @VOAPIANOODIA
    @VOAPIANOODIA Рік тому +2

    ଅଭୂତପୂର୍ବ 👌
    ବିଚ୍ଛେଦ ଭାବରେ ପରିପୂର୍ଣ୍ଣ ରଚନା

  • @arunmeher9513
    @arunmeher9513 Рік тому +2

    ଅତି ସୁନ୍ଦର ରଚନା

  • @TankadharSahuBA-
    @TankadharSahuBA- Рік тому +1

    ବହୁତ ସୁନ୍ଦର କୋଇଲି ଚଉତିଶା ରଚନା ଏବଂ ବହୁତ ସୁନ୍ଦର କଣ୍ଠସ୍ୱର 👌👏

  • @user-vl3pb4dc7q
    @user-vl3pb4dc7q Рік тому +1

    Bhai, Kalijai kabita recording karantu

    • @VOICEOFALOK
      @VOICEOFALOK  Рік тому

      ua-cam.com/video/z6Vl5jwDmng/v-deo.html

  • @santanutripathyofficial6821
    @santanutripathyofficial6821 Рік тому +1

    ଚମତ୍କାର ଲେଖା,,,, ଗାଇବା ଶୈଳି ବହୁତ୍ ସୁନ୍ଦର,,,,,,❤❤❤❤

  • @shesadevpanda5569
    @shesadevpanda5569 Рік тому +2

    ବିଲୁପ୍ତ ପ୍ରାୟ ଚଉତିଶା ପରମ୍ପରାକୁ ଉଜ୍ଜୀବିତ କରି ଲିଖିତ ଏ ବେଦନା ଚଉତିଶାର ଛତ୍ରେ ଛତ୍ରେ ପ୍ରେମାସ୍ପଦା ପ୍ରତି କବିମାନସର କରୁଣ ଆବେଗ ବର୍ଣ୍ଣନା କରାଯାଇଛି । ଆଲୋକ ବାବୁର ଭାବ ଉପଯୋଗୀ କଣ୍ଠସ୍ବର ଏହାର ସାଙ୍ଗୀତିକ ଓ ସାରସ୍ବତ ମୂଲ୍ୟକୁ ବହୁ ପରିମାଣରେ ବୃଦ୍ଧି କରିଛି । ଆଶା ,ପାଠକ ଓ ଶ୍ରୋତାଙ୍କ ଅନ୍ତରକୁ ଛୁଇଁବ ନିଶ୍ଚିତ🙏

  • @dsa1talents20
    @dsa1talents20 Рік тому +1

    Heart touching..sir.... jabardast

  • @surajdebtaparayana7640
    @surajdebtaparayana7640 Рік тому +2

    ଆଲୋକ ଭାଇ ତୁମର ଫୋନ ନମ୍ୱର ଟିକେ ଦେବ

    • @VOICEOFALOK
      @VOICEOFALOK  Рік тому

      Fb messenger re msg karun demi sir

  • @Mbc630
    @Mbc630 Рік тому +1

    ATRECTIVE

  • @seemapanda4999
    @seemapanda4999 Рік тому +1

    Super🎉🎉

  • @basantimohapatra5663
    @basantimohapatra5663 9 місяців тому

    Bande utkala Janani subheccha