ମର୍ତ୍ତ୍ୟରେ ସଲିଳ ଧାରା // ରଚନା - ଚୁମକି ଦାଶ ମିଶ୍ର // କଣ୍ଠ - ଆଲୋକ କୁମାର ପଣ୍ଡା // VOICE OF ALOK

Поділитися
Вставка
  • Опубліковано 17 вер 2024
  • ମର୍ତ୍ତ୍ୟରେ ସଲିଳ ଧାରା // ରଚନା - ଚୁମକି ଦାଶ ମିଶ୍ର // କଣ୍ଠ - ଆଲୋକ କୁମାର ପଣ୍ଡା // VOICE OF ALOK
    #rainyseason
    #VOICEOFALOK

КОМЕНТАРІ • 36

  • @shesadevpanda5569
    @shesadevpanda5569 Рік тому +5

    ଧରାପୃଷ୍ଠରେ ବର୍ଷାର ଧରାବତରଣ ଦୃଶ୍ୟ ଓ ତତ୍ ଜନିତ ପ୍ରାକୃତିକ ପରିବର୍ତ୍ତନକୁ ସୁନ୍ଦର ଭାବରେ ଲେଖନୀରେ ରୂପାୟିତ କରିଛ,ଝିଅ । ଶିଳ୍ପୀ ଆଲୋକଙ୍କ ଅମୃତ କଣ୍ଠରେ ଏହା ଆହୁରି ମନ ମୋହକ ରୂପ ନେଇଛି । ଆଗକୁ ପୁଣି ତୁମ ମାନଙ୍କ ପ୍ରତିଭାରୁ ଏ ଧରଣର କୃତି ଦେଖିବାକୁ ପ୍ରତୀକ୍ଷମାଣ ।👌🙌😊 ପାଠକ ଓ ଶ୍ରୋତାବର୍ଗ ।

  • @seemapanda4999
    @seemapanda4999 Рік тому +2

    Bahut sundar

  • @shivadash
    @shivadash Рік тому +2

    bahut sundar swara sanrachana ❤❤❤..abhinandan💐💐💐

  • @Jyotiasim
    @Jyotiasim Рік тому +2

    ଅତି ସୁନ୍ଦର ଏବଂ ମଧୁର...ମନ ଶାନ୍ତି ହେଇଗଲା ❤

  • @ranjitbehera4241
    @ranjitbehera4241 11 місяців тому +1

    ଅତି ସୁନ୍ଦର କବିତା ଉଚ୍ଚକୋଟୀର ଶବ୍ଦ, ସ୍ଵର ସଂଯୋଜନା ଅତି ସୁନ୍ଦର। ଏହି କବିତାଟି ସବୁବେଳେ ଶୁଣିବାକୁ ଇଛା ହେଉଛି। ପାଠ୍ୟପୁସ୍ତକରେ ଦେଲେ ଭଲ ହୁଅନ୍ତା। ଅଶେଷ ଧନ୍ୟବାଦ୍ ଭଉଣୀ ଏବଂ ଆଲୋକ ସାର୍ ଙ୍କୁ। ଆହୁରି ଏମିତି କବିତା ଲେଖି ଶୁଣାନ୍ତୁ। ଆପଣଙ୍କୁ ଭେଟିବାକୁ ଇଛା ହେଉଛି ସାର୍।

  • @bijayinijhankar3420
    @bijayinijhankar3420 Рік тому +1

    Sundara lekha sahita sundara kanthhaswara👌🏻👌🏻

  • @Badridham343
    @Badridham343 Рік тому +1

    ବହୁତ୍ ସୁନ୍ଦର୍ ସ୍ୱର ସଂରଚନା 👌👌

    • @VOICEOFALOK
      @VOICEOFALOK  Рік тому

      ଲେଖା ବି ନାନୀ🙏

  • @laxmiranimohapatra2143
    @laxmiranimohapatra2143 Рік тому +1

    Bahut sundar ❤👌👍 swara

  • @sanjeebkumarpurohit9047
    @sanjeebkumarpurohit9047 Рік тому +1

    Bahut sundar sir 👌👍

  • @shishirabiswal5429
    @shishirabiswal5429 Рік тому +1

    🎉 sir

  • @santoshsahu7987
    @santoshsahu7987 Рік тому +1

    Excellent writing and nice singing

  • @gopalbehera1936
    @gopalbehera1936 Рік тому +1

    Bahut sundar , thanks to both

  • @bharasaprabha221
    @bharasaprabha221 Рік тому +1

    ଖୁବ୍ ସୁନ୍ଦର ରଚନା

  • @Mbc630
    @Mbc630 Рік тому +3

    ଅମୃତ ବର୍ଷା

    • @VOICEOFALOK
      @VOICEOFALOK  Рік тому +1

      Thank u Mishra babu

    • @Mbc630
      @Mbc630 Рік тому +1

      WELCOME ଅଜ୍ଞା

  • @sunilkumarmohanty4471
    @sunilkumarmohanty4471 Рік тому +1

    I am from talcher mu tumara sabu video dekhe au Tama voice bi sabuthu unique ma mana jetebele bhala nathae mu tuma Gita sune ...

  • @mithileshdharua797
    @mithileshdharua797 Рік тому +2

    Sir aapankar padha padhi aru service babad re kichhi vdo te tiari karun 🙏

    • @VOICEOFALOK
      @VOICEOFALOK  Рік тому +2

      Thik ache sir apankar ichha ache bele sure banama

    • @mithileshdharua797
      @mithileshdharua797 Рік тому +2

      @@VOICEOFALOK Mor CT 2023 Patnagarh re admission kariche ta sir education reletade aapankar kichhi vdo rakhun darshak mankar samne 🙏

    • @VOICEOFALOK
      @VOICEOFALOK  Рік тому +2

      Bilkul rakhma sir , mui b Patnagarh CT school ta chua ae

    • @mithileshdharua797
      @mithileshdharua797 Рік тому +1

      @@VOICEOFALOK ଧନ୍ଯବାଦ ଆଜ୍ଞା 🙏