ଏମିତି ଦୁଃଖ କାହାଣୀ କେବେ ଶୁଣିନଥିବେ || Amiyabala Parida is a real-life hero in every sense of the word.

Поділитися
Вставка
  • Опубліковано 11 січ 2025

КОМЕНТАРІ • 830

  • @rinkiraxa9239
    @rinkiraxa9239 Місяць тому +18

    ମା ଠାରୁ ବଡ ଦୁନିଆରେ ଆଉ କେହି ହୋଇପାରେ ନାହଁ.. ଶହ ଶହ ପ୍ରଣାମ ମା 🙏🙏

  • @M.kkitchenchannel
    @M.kkitchenchannel 2 місяці тому +75

    ହେ ଭଗବାନ ମୋ ଆୟୁଷ ଏ ମାଆଙ୍କୁ ଲାଗୁ ,ଏ ସଂସାର କୁ ଏମିତି ମଣିଷଙ୍କର ଆବଶ୍ୟକତା ରହିଛି

  • @pkpanda1371
    @pkpanda1371 2 місяці тому +130

    ଏମିତି ମାଁ ଙ୍କୁ ମୋର କୋଟି ପ୍ରଣାମ। ଏଇ ମାଁ ଙ୍କ ଆଖିରେ ମୁଁ ଈଶ୍ବର ଙ୍କୁ ଦେଖି ପାରୁଚି। ଜଗତ ର ମଧୁରୀମା କୁ ଉପଲବ୍ଧି କରୁଛି। ଏହି ପରି ମାଁ ସ୍ୱର୍ଗ ରୁ ସ୍ଵତନ୍ତ୍ର ଭାବେ ପ୍ରେରିତ ହୋଇ ମର୍ତ୍ତ୍ୟକୁ ଆସି ଥାଆନ୍ତି। ଈଶ୍ବର ହିଁ ପଠାଇ ଥାଆନ୍ତି । ଏହି ମାଁ ଈଶ୍ବର ଙ୍କ ଜଣେ ପ୍ରିୟ ସନ୍ତାନ। କୋଟି ପ୍ରଣାମ।

    • @priyatamanayak3752
      @priyatamanayak3752 2 місяці тому +2

      😢

    • @jayjagannath8129
      @jayjagannath8129 2 місяці тому +2

      ମା ତମକୁ ଯେତେ ଧନ୍ୟବାଦ୍ ଦେଲେ କମ୍ ପଡ଼ିଯିବ ତମେ ଆମ ସମାଜ ପାଇଁ ପେରଣ ଦାୟକ ଜୟ ବାଲିଆ ଠାକୁର

  • @banitakunu5484
    @banitakunu5484 2 місяці тому +38

    Maa aaji first time aapananku dekhili mo aakhire prabala luha. Really maa you are very great maa

    • @RashmiranjanDas-iy2up
      @RashmiranjanDas-iy2up 2 місяці тому +1

      Maa mora be pua Swami a dhuniya re nahanti tama pari mu dhuki pus accident au Swami rage re

  • @DurgaLenka-j5f
    @DurgaLenka-j5f 2 місяці тому +102

    ଏ ମାଆଙ୍କୁ ପ୍ରଭୁ ଜଗନ୍ନାଥ ସଦାସର୍ବଦା ଖୁସିରେ ରଖନ୍ତୁ ଏବଂ ଧର୍ଯ୍ୟଶକ୍ତି ପ୍ରଦାନ କରନ୍ତୁ 🙏🙏🙏ଏ ମାଆଙ୍କୁ ମୋର ହୃଦୟରୁ ପ୍ରଣାମ 🙏

  • @rabindranayak4653
    @rabindranayak4653 2 місяці тому +19

    ଜଣେ ମା' ଙ୍କୁ କେବେବି ବୁଝାଇ ହେବନି। ମା ଶକ୍ତି ସ୍ୱରୂପା ବୋଲି ଯୁଗେ ଯୁଗେ ପୂଜିତା। ନମସ୍ଯା ପ୍ରେରଣାଦାୟୀ ମା।

  • @anadi323jan
    @anadi323jan 2 місяці тому +35

    ଆପଣଙ୍କ ଦୁଃଖରେ ମ୍ରିୟମାଣ ତଥାପି ଆପଣଙ୍କ ଜୀବନ ଚର୍ଯ୍ଯା ପାଇଁ ନତ ମସ୍ତକ ..

  • @chandrabehera7298
    @chandrabehera7298 2 місяці тому +93

    ଆପଣଙ୍କ ଧର୍ଯ୍ୟ ସହନଶୀଳତା କୁ ମା ବହୁତ ଧନ୍ୟବାଦ ଜୀବନରେ ଏମିତି ସବୁ ଆସେ ଆସିବ ବୋଲି ଆପଣ ସବୁ ବୁଝି ପାରିଛନ୍ତି ବୋଲି ଆଜି ଆପଣ ମଜବୁତ ହୋଇ ଅଛନ୍ତି ଭାଙ୍ଗି ପଡ଼ିନାହାନ୍ତି ତେଣୁ ଆପଣଙ୍କ ମହାନତା କୁ ବହୁତ ଧନ୍ୟବାଦ 🙏🙏🙏🙏🙏🙏🙏

    • @minaketanjena4152
      @minaketanjena4152 2 місяці тому +6

      ମା ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻ଆଜି ନାରୀ ମାନେ ଆପଣ ଙ୍କ ଷ୍ଟୋରୀ ଶୁଣି କିଛି ଶିଖିବା ଆବଶ୍ୟକ. ଆପଣ ଙ୍କ ଭଳି ମା ଙ୍କ ପାଇଁ ଏ ସଂସାର ଚାଲିଛି. ଆପଣଙ୍କ ଧର୍ଯ୍ୟ କୁ ପ୍ରଣାମ 🙏🏻🙏🏻🙏🏻

    • @pinkymishra333
      @pinkymishra333 2 місяці тому +3

      ଆପଣ ସ୍ଵୟଂ ଦେବୀ ।

    • @BilashaSahoo
      @BilashaSahoo Місяць тому +1

      🙏 maa

    • @Jharna-xt1gv
      @Jharna-xt1gv Місяць тому

      😂😂​@@minaketanjena4152

    • @opalinadas6247
      @opalinadas6247 Місяць тому

      🙏🙏🙏

  • @minatimishra2318
    @minatimishra2318 2 місяці тому +19

    ଭଗବାନ ଆପଣ ଙ୍କୁ ଏତେ ଧର୍ଯ୍ୟ ଦେଇଛନ୍ତି ଆପଣ ଙ୍କୁ ମୋର ପ୍ରଣାମ 🙏🏻

  • @sahebhansda1520
    @sahebhansda1520 2 місяці тому +19

    ମାଆ ମାଆ ମାଆ କଷ୍ଟ ପାଇଥାଏ ମାଆ ଆରମ୍ଭ ମାଆ, ଆଉ ଶେଷ ମଧ୍ୟ ମାଆ, ମାଆ ବିନା ଦୁନିଆ ଅଧୁରା ଦିନ ଆସିବ ଏହି ମାଆ ଜଣେ ହେବେ ଦୁନିଆ ର (ଜଗତଜନନୀ ବିଜୟୀଶିନୀମାଆ)ଉଦାହରଣ (ଦ୍ରୋପତୀ ମୁର୍ମୁ ମାଆ) Indian president God bless you ମାଆ

  • @ambikaprasad3060
    @ambikaprasad3060 2 місяці тому +24

    ଏମିତି ମା ଙ୍କୁ ମୋର କୋଟି ପ୍ରଣାମ 🙏

  • @jaduroyalcomedy14
    @jaduroyalcomedy14 26 днів тому +1

    Ameti maa ku koti koti pranam🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jaladharbehera5698
    @jaladharbehera5698 2 місяці тому +26

    ଏ କାହାଣୀ ଟି ଯେଉଁ ମାନେ ଦୁଃଖ ରେ ଅଛନ୍ତି ସେମାନେ ଶକ୍ତି ପାଇବେ l

    • @rashmi_lenka8903
      @rashmi_lenka8903 2 місяці тому

      Thanks maa ❤🙏Really you are great maa

  • @kalyaniarya8195
    @kalyaniarya8195 28 днів тому

    Yes Mem , bahut achhanti , Amitabala achanti , i am always with u

  • @rameshchandraparida799
    @rameshchandraparida799 Місяць тому +1

    Amiya Bala real Hiro

  • @kuhelimajumder5313
    @kuhelimajumder5313 5 днів тому

    Can feel your pain.I have lost my bother when he was 26 and have seen my parents going through unbearable pain. Salute your spirit! God has given you the strength to bear so much of pain!

  • @prahalladmahunta887
    @prahalladmahunta887 2 місяці тому +46

    ଜଣେ ମା ପାଖରେ ଏତେ ଶକ୍ତି, ସାହସ ଓ ଧର୍ଯ୍ୟ ଥାଏ ମାଆ ଅମୀୟ ଵାଳା ତାର ଏକ ବଡ଼ ଉଦାହରଣ। ମା ଙ୍କୁ କୋଟି କୋଟି ପ୍ରଣାମ। ଧନ୍ୟ ତୁମେ ମାଆ। 🙏🙏🙏🙏

  • @opalinadas6247
    @opalinadas6247 Місяць тому

    Maa tume dhanya .

  • @priyaranjannayak4376
    @priyaranjannayak4376 2 місяці тому +4

    ଏମାନେ ହେଉଛନ୍ତି ପ୍ରକୃତରେ ସ୍ୱୟଂସିଦ୍ଧା ମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏😢

  • @sripatidas7168
    @sripatidas7168 Місяць тому +1

    Salute you ma'am... for your patience...🙏Pray JAGA 24×7..🙏

  • @Lipsaodiaeducation
    @Lipsaodiaeducation Місяць тому

    Koti koti pranaam maa

  • @anitakalandi9863
    @anitakalandi9863 Місяць тому +1

    Madam apon nku bohut bohut pranaam apon nku bhogoban bohut Shakti diantu apon nkakara dukha suniki mu bohut kadili mo Swami bi 2019 June 21 re amo manku chhadi chali gole mu apon nkara dukho Jani paruchhi aponkara pua kotha jani ki mote bohut kosto laguchhi thakuro tanku bohut bohut bholo re rakhantu

  • @manaspanda5406
    @manaspanda5406 Місяць тому +3

    Satare bhagaban amiti kasta kahaku nadiantu.😢😢God bls u maa🙏🙏😭

  • @subratkumardas7652
    @subratkumardas7652 2 місяці тому +40

    Maa tujhe salam
    ମାଆ ଆପଣଙ୍କୁ କୋଟି ନମସ୍କାର

  • @bharatidas1178
    @bharatidas1178 Місяць тому

    Koti koti juhar apanku. Bhagaban apanku ahuri bahut sahasa diantu 🙏🙏❤️❤️

  • @sasmitapanigrahi8934
    @sasmitapanigrahi8934 2 місяці тому +11

    Bahat bara dekhichi
    Sunila belaku akhiru luha jhari ase ....speechless

  • @manonayak1452
    @manonayak1452 2 місяці тому +13

    ମା ମା ମା ୧୦୦୦୦..…...ମା❤

  • @itismitachampatiray2577
    @itismitachampatiray2577 Місяць тому

    Maa Aapana Mahan Maa🙏

  • @supriyabehera6873
    @supriyabehera6873 2 місяці тому +11

    ମା ତମ ଜୀବନ ରେ ବହୁତ ଦୁଃଖତମ କଥା ସୁଣି ମୁଁ ସତରେ ଲୁହ କୁ ରକିପାଇ ଲିନି😢😢😢😢❤

  • @sujata6407
    @sujata6407 2 місяці тому +24

    Such a Brave lady .. great salam..mu bahuta kandichi a video dekhi ki❤❤❤❤

    • @Rambhakt_Deepika
      @Rambhakt_Deepika 2 місяці тому

      Mu b bahut kandichi😢
      Maa Prabhu Jagannath apanku bhala re rakhantu🙏🏻

  • @AlokMishra-w3e
    @AlokMishra-w3e 2 місяці тому +213

    ଏହା ମୁଁ ଆଗରୁ ଦେଖିଥିଲି । ସବୁଠାରୁ ମୋତେ ଅଧିକ ଦୁଃଖ ଦେଇଥିଲା ଏହିଭଳି ଦୁଃଖ ଆଉ ଭଗବାନ କାହାକୁ ନ ଦିଅନ୍ତୁ । ବେଶୀ ଦୁଃଖ ଲାଗିଥିଲା ଆଜି ପର୍ଯ୍ୟନ୍ତ ଯାହା ମୁଁ ଭୁଲିନାହିଁ ତାହା ହେଲା ପୁଅର ଫଟ କୁ ଧରି ଯେତେବେଳେ ସ୍ଵାମୀ ଙ୍କ ମୁଖଗ୍ନୀ ଭିଡିଓ ଦେଖି ମୁଁ ଆଜି ପର୍ଯ୍ୟନ୍ତ ଭୂଳିନାହିଁ । ଜୟ ଜଗନ୍ନାଥ 🙏🙏🙏

  • @SukantiDash-j8k
    @SukantiDash-j8k 2 місяці тому +15

    ଏତେ ଦୁଃଖ ଭଗବାନ କେମିତି ଦେଲ 😢🙏

  • @Twins_Lifestyle
    @Twins_Lifestyle 2 місяці тому +10

    ମାଆ ପରି ମାଆଟିଏ ❤️❤️❤️😍😍😍😭😭😭

  • @jagedramurmu5542
    @jagedramurmu5542 2 місяці тому +9

    ମାଆ ଆଇ ଲବ ୟୁ❤❤❤

  • @anitakalandi9863
    @anitakalandi9863 Місяць тому

    Apon nku bohut bohut dhanyabad Madam apon nkara sahas ku mor pranaam

  • @Abhi-panda
    @Abhi-panda 2 місяці тому +27

    କିଛି ବି ଶଦ୍ଦ ନାହିଁ ଏ ମାଆ ଙ୍କ ଦୁଃଖ କୁ ବ୍ୟାଖ୍ୟା କରିବା ପାଇଁ, କେବଳ ଏତିକି କହିବି ଭଗବାନ୍ ଏ ମାଆ ଙ୍କୁ ଦୀର୍ଘାୟୁ କରନ୍ତୁ ଓ ସେ ସବୁଦିନ ଏ ସମାଜ ର ସେବା କରିଥାନ୍ତୂ।🙏🙏🙏🙏🙏🙏🙏🙏 🫡🫡🫡🫡🫡🫡🫡🫡

  • @subodhmeher2926
    @subodhmeher2926 2 місяці тому +18

    ମାଆ ଅପଣଙ୍କୁ କୋଟି କୋଟି ପ୍ରଣାମ।

  • @gourangasa6027
    @gourangasa6027 2 місяці тому +14

    ଭଉଣୀ ଆପଣଙ୍କୁ ପ୍ରଣାମ। ଆପଣ ଏହି ପରି ଧୈୟ୍ଯ ର ସହ ଆପଣଙ୍କ କାମ କରି ଚାଲିଥାନ୍ତୁ।

  • @PravashBehera-r9x
    @PravashBehera-r9x Місяць тому

    Maa❤😊😊

  • @anitabehera7034
    @anitabehera7034 19 днів тому

    Maa Pranam 🙏🙏🙏

  • @srtsahoo2862
    @srtsahoo2862 2 місяці тому +13

    ମାଆ ଙ୍କୁ ବେଶୀ ପାଚରନ୍ତୁ ନାହିଁ, ତାଙ୍କ ଧର୍ଯ୍ୟ ମାନିବାକୁ ପଡିବ 🙏RIP for both SOLE

  • @RamachandraSahu-jq9fk
    @RamachandraSahu-jq9fk Місяць тому

    Maa sahe salam

  • @kalyaniarya8195
    @kalyaniarya8195 28 днів тому

    Thank u so much Debashish Sir 😢

  • @swarnalatabehera-nt6ht
    @swarnalatabehera-nt6ht Місяць тому

    MAA Apanku mora sata sata pranam apankar ahi sahibar sakti samastanku Prerna deu

  • @SumitraMallick-i3y
    @SumitraMallick-i3y 2 місяці тому +16

    ମା ବହୁତ କଷ୍ଟ ହେଉଛି ଆପଣଙ୍କ କଥା 😭😭🙏🙏

  • @srutimohanty7035
    @srutimohanty7035 2 місяці тому +5

    Evali maa nku mora hrudaya ru koti koti pranam

  • @jayadevdas5832
    @jayadevdas5832 Місяць тому

    MAA. 🎉🎉🎉🎉🎉🎉

  • @dillipkumarmishra8202
    @dillipkumarmishra8202 2 місяці тому +29

    ଟ୍ରାଫିକ ନିୟମ ବହୁତ କଡା ହେବା ଦରକାର, ସୁପ୍ରିମ court guideline କେବଳ କାଗଜ କଲମ ରେ। ଆପଣଙ୍କ channel ରେ ଏହା ସରକାର ଙ୍କ ଦୃଷ୍ଟି କୁ ଆଣନ୍ତୁ
    ଯେମିତି ଆଉ କାହାର ଅବସ୍ଥା ସେମିତି ନହେଉ

  • @luniswain156
    @luniswain156 Місяць тому

    Maaaa koti koti pranam..❤

  • @SukantiDash-j8k
    @SukantiDash-j8k 2 місяці тому +9

    ଭଗବାନ ସର୍ବଦା ତୁମ ସହିତ ଥାନ୍ତୁ 🙏

  • @MonaliraniPandab
    @MonaliraniPandab 2 місяці тому +8

    He bhagwan maa nka katha suni mote bahutu kasta ki hurdya bidarak kasta mu sahiparuni he parvu ae maa ku sahe salam

  • @Sangeetha2330
    @Sangeetha2330 2 місяці тому +4

    Maa'😭 bahut kasta heuchi maa' sahi heuni maa 😭🙏🏻 god bless you maa' 🙏🏻

  • @SantoshDey-c4l
    @SantoshDey-c4l Місяць тому

    ❤maa

  • @GuruKandi
    @GuruKandi Місяць тому

    Jay jagannatha

  • @Somprakash07
    @Somprakash07 15 днів тому

    Agaru au jane maa ra jibana kahani sunithili seama desara pratham nagarika droupadi maa Abe ea jane maa manibaku padiba apananka dharjya ku jagannath nka pakhare prathana apananku amiti dharya DIANTU jay jagannath 🙏🙏🙏

  • @RadhakantaDas-l3j
    @RadhakantaDas-l3j Місяць тому

    Jay maa ❤❤

  • @satyabhamananda3552
    @satyabhamananda3552 Місяць тому

    Jay jagannath

  • @SanjuktaLifestyle-f8s
    @SanjuktaLifestyle-f8s Місяць тому

    U r great maa ❤

  • @saradaprasadmandal4684
    @saradaprasadmandal4684 2 місяці тому +31

    ଆପଣଙ୍କୁ ମା କୋଟି ପ୍ରଣାମ,ଏତେ ଧର୍ଯ୍ୟ ଶକ୍ତି ,ସମାଜସେବା ର ଗୁଣ ଜଣେ ମହାନ୍ ନାରୀ ପାଖରେ ଥାଏ,ଆପଣ ଙ୍କୁ ପୁଣି କୋଟି କୋଟି ପ୍ରଣାମ,ଭଗବାନ ଆପଣଙ୍କ ପଥ ସୁଗମ କରନ୍ତୁ

    • @priyatamanayak3752
      @priyatamanayak3752 2 місяці тому

      Right

    • @HrushikeshNayak-u8n
      @HrushikeshNayak-u8n 2 місяці тому

      ଆପଣଙ୍କ ଭଳି ମାଙ୍କୁ କୋଟି କୋଟି ନମସ୍କାର ଆପଣଙ୍କ ଧର୍ଯ ବା ସାହସିକତାକୁ କୋଟି ସଲାମ୍ ଏଭଳି ତାଙ୍କୁ ପୂଜା କରିବାକୁ ଇଛା 🎉😭😭🙏🙏🙏🙏🙏🙏🙏🙏🙏🙏🌹🪷🪔🚩🙏🙏

  • @reenaraninath1546
    @reenaraninath1546 2 місяці тому

    Maa🙏🙏🙏🙏

  • @sunitaroutray2746
    @sunitaroutray2746 Місяць тому

    You are great Madam

  • @apkstatus9807
    @apkstatus9807 2 місяці тому

    Maa❤🙏🏻

  • @mamatadash2398
    @mamatadash2398 Місяць тому

    So great❤

  • @jyotirmayeedey8257
    @jyotirmayeedey8257 2 місяці тому +3

    Satare maa aapana bahut strong bahut powerful bhagaban aapana nku bahut power diantu aapana e samaj panyie eka udaharan

  • @SonaliBehera-pv9bj
    @SonaliBehera-pv9bj Місяць тому

    Proud of you maa🙏🙏🙏

  • @ChapalachhandaNanda-s6c
    @ChapalachhandaNanda-s6c Місяць тому

    Mother always remember her child. Never forget. Aapana ku koti koti pranam

  • @sobadhabeura8369
    @sobadhabeura8369 Місяць тому

    Real mother of odisha

  • @subhashreechampatiray5523
    @subhashreechampatiray5523 Місяць тому +2

    ମା ସବୁବେଳେ ପୂଜନୀୟ ଆଉ ସବୁବେଳେ ବନ୍ଦନୀୟ । ମା ତୁମେ ମହାନ ଅଟ। ଭଗବାନ ତୁମକୁ ଅସୀମ ଶକ୍ତି ଓ ସାହସ ଦିଅନ୍ତୁ ।

  • @JemimaToppo
    @JemimaToppo 2 місяці тому +6

    Bahut prerana milila

  • @JayantiParida-zq6gi
    @JayantiParida-zq6gi 2 місяці тому +2

    Maa-World's Greatest Mom(salam)Prerana for World

  • @radharanipanda5741
    @radharanipanda5741 2 місяці тому +3

    Excellent. Really you r great mother. Thank you so much.

  • @surjitsahu226
    @surjitsahu226 Місяць тому

    Maa pranam crose and crose of pranam

  • @kksamantaray7701
    @kksamantaray7701 2 місяці тому +6

    Truely you are great man.

  • @scrollwithshreya18
    @scrollwithshreya18 2 місяці тому +2

    Maa apananku ହୃଦୟରୁ ପ୍ରଣାମ ମୁଁ ସୋସିଆଲ work କରିବାକୁ ଚାହୁଁଛି

  • @chakradharsahoo6085
    @chakradharsahoo6085 2 місяці тому +7

    Maa tume jagatjanani
    Tama mind aau mo mind same
    But I am defence person
    Tama sathire kaam kariba pain bahut ichha achi

  • @mamymohanty2501
    @mamymohanty2501 2 місяці тому +1

    Sata sata pranam apananku.

  • @pabitraswain1273
    @pabitraswain1273 Місяць тому

    ଜୟ ଜଗନ୍ନାଥ ଶ୍ଵାମି

  • @swarnalatasahoo8760
    @swarnalatasahoo8760 2 місяці тому +3

    Jay shree Jagannath. Mam nka dukha kahani sunithili. Maha prabhu mam nku bhala rakhantu

  • @SDUnique-mc6ml
    @SDUnique-mc6ml 2 місяці тому +1

    He mahiyasi mahila tamaku koti koti pranam janauchi👏👏

  • @biswanathbetibiswanathbeti-d1r
    @biswanathbetibiswanathbeti-d1r Місяць тому

    Maa tumari kie nahi kotia janmare amar heruntu.maa mora kotia namskar.

  • @priyambadaroutray6430
    @priyambadaroutray6430 2 місяці тому +2

    MAA apanku koti koti pranam, apana samasta nka pain inspiration

  • @ahalyabhue9963
    @ahalyabhue9963 Місяць тому +1

    Maa koti pranam God bless you

  • @ranjitkumarbehera1445
    @ranjitkumarbehera1445 2 місяці тому +2

    Maa apana nku koti koti pranam apana maa rupare debi maa apana nku koti koti pranam Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏❤😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭🇮🇳🇮🇳🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @animapujari4368
    @animapujari4368 Місяць тому

    Great mother

  • @birenpradhan4545
    @birenpradhan4545 Місяць тому

    Sister you r great no any comment only thanks.

  • @SarojiniSahoo-e3r
    @SarojiniSahoo-e3r Місяць тому

    Maa jagannath tumaku bahut sahas dharja diantu

  • @debaduttamishra6429
    @debaduttamishra6429 2 дні тому

    Apananku satakoti Pranam

  • @SONA-qq2fv
    @SONA-qq2fv 27 днів тому

    Such a great mother❤

  • @sushamarana8133
    @sushamarana8133 Місяць тому

    Maa tama dharjya ku koti juhara

  • @ManojiniBhoi
    @ManojiniBhoi 2 місяці тому +2

    Maa love you.u r great maa

  • @MINATIKAMILAKAMILA
    @MINATIKAMILAKAMILA 2 місяці тому +4

    Maa tame mahan🙏

  • @BaripadaBpd-n4f
    @BaripadaBpd-n4f Місяць тому

    Thank you Madam

  • @kalyaniarya8195
    @kalyaniarya8195 28 днів тому

    Love u maa

  • @NamitaPanda-b6d
    @NamitaPanda-b6d 2 місяці тому

    Thanks maa❤

  • @SomilaMohanty
    @SomilaMohanty Місяць тому

    Salute you mama

  • @sunayanajena7264
    @sunayanajena7264 Місяць тому

    Prabhu Jagannatha apana nku shanti deantu

  • @kalyaniarya8195
    @kalyaniarya8195 28 днів тому

    Sabu bidhaba maa gotia gotia soldiers.....😭😭😭🙏🏼

  • @bijaysarangi5652
    @bijaysarangi5652 2 місяці тому +8

    I take this opportunity to place my views.I too have experienced death of dozen of friends from 1985 upto 2021...I was too helpless when i lost my best friend in a road accident in 1990 in our middle twenties ..Thereafter a thought landed in me abruptly .We human are too cruel at mute animals like cows,goat, sheep,hen and fishes...We murder them brutally for the sake of food.Hence nature or destiny punish us through these premature deaths..It is something a divine justice..So my message to all to be kind at animals .If they are our food then let us accept the death of our near and dear and their life is the food of Mahakaala.My heart goes for this mother...I wish He will take care of her..Hats off to her for her benevolent activities .

    • @religionofpeace782
      @religionofpeace782 2 місяці тому +1

      💯. Lets be vegan and stop exploiting animals for our taste and pleasure!

  • @madhusmitanegi-tv5jr
    @madhusmitanegi-tv5jr Місяць тому

    Maa love u🙏

  • @dillipraul2504
    @dillipraul2504 21 день тому

    Love you maa 😢🙏