Gote jhia kemiti strong heba tahar example heuchhanti duti chand madam kintu dukhar bisaya je kichhi kharap loka nka pain sea aaji badnam kintu jhia strong heba pain tame sabudina pain example hei rahiba pranam mam 🙏salute to ur humble 🎉
Silence & Ignorance is most powerful word or step or statement in some cases so use that in ur life this will help you. Dutee you will remain pride for India
Odisha ra loko sabura godo taananti, sabu ra ghare mana puranti, kie kn kale sahi parantini..Aame Shree Jagannath nka Pradesh Gourabamaya Odisha re rahiki paraspara ra godo tanaa tani re pura jibana sarijauchhi. Fir bhi kete jana loko achhanti odisha re joumane open minded broad minded and supporting Dutichand. All best wishes to you 💐💐 Tama personal life saha kahara kichhi sampark nahi, tame pura biswa agore odisha ra jou gouraba rakhichho, seita au kehi kari nahanti. Good Luck 🤞
First time dutee Chand nku dekhi bht khusi laguchi 😊😊😊❤❤❤ thank you so much Sangram sir 🙏🙏 Argus Podcast sabuthu best podcast 👌👌👌👌👌 jay Jagannath 🙏🙏🙏❤️❤️
Hats off to this girl. Very very few people infact only 1% people can speak such truth. Her truth is her achievement. Because of her truth all the controversies happened. Because truth is not digested by many. People are running like headless chicken telling lies every second and wondering why they are not successful.
ଧନ୍ୟବାଦ୍ ସଂଗ୍ରାମ ବାବୁ ଆପଣଙ୍କୁ ଦୂତୀଚାନ୍ଦଙ୍କ ସଂଗ୍ରାମ କାହାଣୀ ର ପୋଡକାଷ୍ଟ କରିଥିବାରୁ । ଧନ୍ୟବାଦ୍ 🙏🙏🙏
Thank you
Proud of Dutee didi from Gopalpur
ଆମ ଓଡ଼ିଶାର ଗର୍ବ ଏବଂ ଗୌରବ ଦୂତୀଚାନ୍ଦ ମାଡାମ୍ ବହୁତ ଖୋଲା ହୃଦୟର ମଣିଷଟିଏ ସତରେ ପ୍ରଭୁ ଜଗତର ନାଥ ଜଗନ୍ନାଥ ତାଙ୍କୁ ଭଲରେ ରଖିଥାନ୍ତୁ 🙏🙏🙏
Really, I'm like to Duti chand 🥰🥰
ଦୂତୀ ଚାନ୍ଦ ଆମ ଜଣେ ଓଡ଼ିଶାର ଗୌରବ ଭାରତରେ ଭି ନା କମେଇଲା , ଆମ ଓଡ଼ିଆ ପାଇଁ ଭଲ କିନ୍ତୁ ଲୋକମାନେ ତାଙ୍କୁ ଭେଲ ଆଖିରେ ଦେଖିଲେ ଏଇଟା ମୋ ମତରେ ଠିକ୍ ହେଲାନି, ତାଙ୍କ କାହାଣୀ ଶୁଣିକି ବହୁତ ଦୁଃଖ ଲାଗିଲା
😊😊😊😊😊😊
😂
ଦୁତୀ ଚାନ୍ଦ ପିଲାଦିନର ଦୁଃଖ ର କାହାଣୀ ଆଖିରୁ ଲୁହ ଆସିଗଲା
ଭୋଜି ଭାତରେ ଛୋଟ ଛୁଆବେଳେ ଯାଇଥିଲଲେ ସେଠାରେ କଟୁ କଥା ସୁଣିଥିବେ ବର୍ତ୍ତମାନ ଦୂତୀ ଚାନ୍ଦ କେତେ ଲୋକଙ୍କୁ ଭୋଜି ଭାତ ଖୁଆଇ ପାରିବେ ସିମା ବାହାରେ
ପୋଡକାଷ୍ଟ ସବୁଠାରୁ ଅଲଗାପ୍ରକାର ଥିଲା ଦୁତୀ ଚାନ୍ଦ ମନଖୋଲି ସବୁ ଠିକ୍ ଠିକ୍ ପ୍ରଶ୍ନର ଉତ୍ତର ଦେଇଛନ୍ତି
ବହୁତ ଦୁଃଖ ଓ କଷ୍ଟ ର କଥା ସଂଘର୍ଷ ହିଁ ନିଜ ଜୀବନ କୁ ବଦଳାଇଛି....... 🙏
ବହୁତ ଖୁସି ଲାଗିଲା। ଦୂତୀ ଚାନ୍ଦ ଙ୍କ ସହ ସାକ୍ଷାତକାର। ଧନ୍ୟବାଦ।
Thank you
ବହୁତ୍ ସୁନ୍ଦର ପୋର୍ଡକାଷ୍ଟ ଦୁଃଖ ଭରା ସଂଘର୍ଷ ର କାହାଣୀ ଶୁଣିଲେ ବହୁତ୍ ଦୁଃଖ ଲାଗୁଛି ଭଗବାନ୍ ଆପଣଙ୍କୁ ଖୁସି ରେ ରଖନ୍ତୁ 🙏🙏🙏🙏🙏🙏🙏🙏🙏🙏🙏ସଂଗ୍ରାମ ବାବୁ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 😢
ଦୂତୀ ଚାନ୍ଦ ଆମ ଓଡ଼ିଶା ର ଗର୍ବ ଓ ଗୌରବ.... ❤ଧନ୍ୟବାଦ୍ ଅର୍ଗସ ଟିମ୍..ଏ ଭଳି ପ୍ରତିଭା ଙ୍କୁ ପୋଡକାଷ୍ଟ କୁ ଡାକିଥିବାରୁ ..। ଆଉ ଏଇଟା ହି ପ୍ରକୃତ ପୋଡକାଷ୍ଟ । 💐
ପ୍ରଥମ ଥର ଦେଖିଲି ଦୂତୀ ଙ୍କ poadcast ବହୁତ୍ ଭଲ ଲାଗିଲା 🙏
bhai sie michha kahichi school re madhyana bhojana milunathila apana biswasa karuchanti
ଏତେ ଦୁଖ କଷ୍ଟ ସହିଛ ମନେ ଭଗବାନ ଏତେ ନିଷ୍ଠୁର ନୁହେଁ ତମକୁ ଭଲରେ ରଖିବେ god bless you dutti
Z
Odisha ra Garba au Gourab tume...tamara sabu echa o asaaa pura hau. God bless you
କିଏ ବିନା skip ରେ prodcast ଦେଖିଚି like କର
Tere Bap 😂😂😂
ବାସ୍ତବିକ, ଦ୍ଵତୀ ଦିଦି💕ତୁମେ ସଂଘର୍ଷର ରାଣୀ😚❣️💎ତୁମେ ଯେଉଁଠି ରହିଲେ ବି ତୁମର ସ୍ଥାନ ସଦାବେଳେ ଉପରେ ଦିଦି... ଦୂତୀ ଦିଦିଙ୍କ ଭଳି ଚମକିତ ହୀରାଟି ଏ ପାଇଁ ସର୍ଵଦା ଆମ ହୃଦୟରେ ଅସୀମ ଭଲ ପାଇବା ଥିଲା ଅଛି ଆଗକୁ ରହିବ ମଧ୍ୟ😊❤️#ସଂଘର୍ଷମୟୀ ରାଣୀ..
RT Bhai
ବର୍ଷାା ପ୍ରିୟଦର୍ଶୀନୀ ଙ୍କୁ ଟିକେ ଡ଼ାକିନ୍ତୁ Sir❤
Godi media channel ku ta kebebi varsha asiba nahi
Bashra kana karichhi ki taku daka heba
Right
Se asibani😂
ଆମ ଯାଜପୁର ଝିଅ, ଯାହାଙ୍କ ପାଇଁ ଆମେ ଗର୍ବିତ 🎉🎉
ଆପଣଙ୍କ ଚ୍ୟାନେଲରେ ଦୂତୀଚାନ୍ଦଙ୍କୁ ଦେଖି ଖୁସି ଲାଗିଲା ।
ଦୂତୀଚାନ୍ଦଙ୍କ ସହିତ ଆପଣ ସଂଗ୍ରାମ ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ ।
ରାଜନୀତିକୁ ଆସିବେ କି ଦୂତୀଚାନ୍ଦ ?
Thank you
ଭଉଣୀ ଙ୍କ ସଂଘର୍ଷ ଶୁଣି ବହୁତ ଦୁଃଖ ଏବଂ ଖୁସି ଲାଗିଲା ଜୟ ଉତ୍କଳ ଜନନୀ ଜୟ ଓଡ଼ିଶା 🙏 ଜୟ ଜଗନ୍ନାଥ 🙏
One line- Pride of Odisha. Best odia Inspiration not only for sports also for confidence, strength
Gote jhia kemiti strong heba tahar example heuchhanti duti chand madam kintu dukhar bisaya je kichhi kharap loka nka pain sea aaji badnam kintu jhia strong heba pain tame sabudina pain example hei rahiba pranam mam 🙏salute to ur humble 🎉
ଆଜି ପର୍ଯ୍ୟନ୍ତ ଯେତେ ବି ପୋଡକ୍ୟାଷ୍ଟ ହେଇଛି ଆଜିର ep-61 ଟା different ଲାଗିଲା, କାହିଁକି ନା ଏମିତି ଜଣେ ବେକ୍ତି କ ବିଷୟରେ କିଛି କଥା ଜଣେଇ ଥିବାରୁ,TQ ସଂଗ୍ରାମ ଭାଇ, ଜୟ ଶ୍ରୀ ଜଗନ୍ନାଥ🙏🏻
ଅନେକ ସଂଘର୍ଷ. ପରେ ସଫଳତା ର ଶୀର୍ଷ ରେ ପହଂଚିବା ସମାଜକୁ ଏକ ଦିଗ ଦର୍ଶନ l ବିପୁଳ ଶୁଭେସ୍ଛା l ଚେଷ୍ଟା ଓ ପରିଶ୍ରମ ସଫଳତା ର ଚାବିକାଠି l Excellent answer of interview . ( well done ). It's OK. 51:52
ଦିଦି ମୁଁ ଆପଣଙ୍କ ବିଷୟରେ ଏତେ ବିସ୍ତାର ଭାବରେ ପୂର୍ବରୁ ଶୁଣିନଥିଲି, ଆଜି ଆପଣଙ୍କ ବିଷୟରେ ଶୁଣି ବହୁତ ଗର୍ବ ଅନୁଭବ କରୁଛି।
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି, ଆପଣଙ୍କର ବହୁତ ପରୀକ୍ଷା ନେଇଛନ୍ତି ଏବେ ଆପଣଙ୍କୁ କେବଳ ଖୁସି ଏବଂ ସଫଳତା ଦିଅନ୍ତୁ। ଜୟ ଜଗନ୍ନାଥ 🙏🙏🙏
Our Odisha's pride Dutee Chand Mam❤🎉🎉🎉
ସଂଗ୍ରାମ sir ଙ୍କ podcast ସବୁଠୁ ଭଲ ଲାଗେ।
ଦୂତୀ.... ସତରେ ଆପଣ ଅଦ୍ୱିତୀୟ, ଓଡ଼ିଶା ଧନ୍ୟ ଆପଣଙ୍କୁ ପାଇ, ଭଗବାନ ଜଗନ୍ନାଥ ଙ୍କ କୃପା ସବୁ ବେଳେ ଆପଣଙ୍କ ଉପରେ ଥାଉ .
Silence & Ignorance is most powerful word or step or statement in some cases so use that in ur life this will help you. Dutee you will remain pride for India
Full episode mu pura ମନ ଧ୍ୟାନ ଦେଇ ଶୁଣିଛି ଆଉ ଦେଖିଚି
Bharata ro gourabara kotha Suniki Bohut khushi lagilaa...❤❤❤
ଖୋଲା ହୃଦୟ ର ଝିଅ ଟିଏ dutii ଚାନ୍ଦ ❤❤❤
କିଛି ମାସ ତଳେ ଦୁତି ଚାନ୍ଦ ଙ୍କର ଗୋଟେ କୋରରିଅର ଆସିଥିଲା ମୁଁ ନିଜେ ଦେଇଥିଲି ଦୁତି ଙ୍କୁ ଆଉ ତାଙ୍କ ପାଟନର ଙ୍କୁ ବି ଦେଖିଥିଲି 😊
ଆପଣଙ୍କ ଭଲ ପାଇବା ଏବଂ ସାଙ୍ଗରେ ଅଛନ୍ତି ଭଗବାନ ଆଗକୁ ଆହୁରି ଭଲରେ ରଖନ୍ତୁ,,ଆପଣଙ୍କ ଉପସ୍ଥାପନାର ବହୁତ ଭଲ ଲାଗିଲା❤❤❤❤❤
ମୁଁ ଆଉ କିଛି ବ୍ଯକ୍ତ କରି ପାରୁନି। ସତରେ ହୃଦୟକୁ ଛୁଇଁ କହୁଛି ମୋ ଆଖିରେ ଲୁହ ବୋହି ଆସିଲା। ଆଉ ମୁଖ୍ୟ କଥା ହେଲା ସଂଗ୍ରାମ ସାର ସମସ୍ତଙ୍କୁ କନ୍ଦେଇ ଦେଉଛନ୍ତି।
ଆଜିର ଏପିସୋଡଟି ବହୁତ ଭଲ ଥିଲା।ସଂଗ୍ରାମ ସାର୍ ଙ୍କୁ ମୋର ଅନୁରୋଧ ଶ୍ରୀକ୍ଷେତ୍ର ପୁରୀର ବଡ଼ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଙ୍କ ସହିତ ଏକ podcast କରନ୍ତୁ। ସେ ଜଣେ ବହୁତ ସୁନ୍ଦର ମଣିଷ ଏବଂ ତାଙ୍କର କଥା ଗୁଡିକ ଅତି ମାର୍ଜିତ ଏବଂ ସେ ଜଣେ ସିଦ୍ଧ ଉପାସକ ମଧ୍ୟ। ଆଶା କରେ ମୋର ଅନୁରୋଧ ରକ୍ଷା କରିବେ 🙏
ଜୟ ଶ୍ରୀ ଜଗନ୍ନାଥ ⭕❗⭕
Sure sure pls ramachandra plbadapsnda ku anantu,se hin pure sevayata,,au sabu sevayata nku dekhile feel asunu
ଗୋଟେ ଝିଅ ର ଏତେ କଷ୍ଟ ମୟ ଜୀବନ ଶୁଣି ବହୁତ୍ କଷ୍ଟ ଲାଗିଲା
Really it's actual podcast 👌✌
Thank you
Odisha ra loko sabura godo taananti, sabu ra ghare mana puranti, kie kn kale sahi parantini..Aame Shree Jagannath nka Pradesh Gourabamaya Odisha re rahiki paraspara ra godo tanaa tani re pura jibana sarijauchhi. Fir bhi kete jana loko achhanti odisha re joumane open minded broad minded and supporting Dutichand. All best wishes to you 💐💐 Tama personal life saha kahara kichhi sampark nahi, tame pura biswa agore odisha ra jou gouraba rakhichho, seita au kehi kari nahanti. Good Luck 🤞
Heart touching poad cast . Bahut bhala lagila.. Dutti ku justice milu etiki Bhagaban ku parthana 🙏
I am only hear to listen Sangram sir.....now I am 22 year old....but I am a great fan of u sir 🙏🙏
Thank you
ବହୁତ ଭଲ ଲାଗିଲା ଦୂତୀ ଚାନ୍ଦଙ୍କ ସାକ୍ଷାତକାର ।
All the best for future.Proud of Odisha and India👍👏
First time dutee Chand nku dekhi bht khusi laguchi 😊😊😊❤❤❤ thank you so much Sangram sir 🙏🙏 Argus Podcast sabuthu best podcast 👌👌👌👌👌 jay Jagannath 🙏🙏🙏❤️❤️
Thank you
ସରସ୍ବତୀ କହୁଥିଲା , ସେ ଝିଅର ଦୁତିର ସମ୍ପତ୍ତି ଉପରେ ଆଖି , ସେତେବେଳେ ତୁମେ ଶୁଣି ନଥିଲ , ଯାହାହେଉ ଡେରିରେ ହେଲେ ବି ବୁଝିଲ । ଏବେ ଆଗ ଦୁତି ଫେରିଆସିଲା ଭଳି ଲାଗୁଛି । ଜୟ ଜଗନ୍ନାଥ
ବହୁତ ଦୁଃଖର ଦୂତୀଙ୍କ ଜୀବନ କାହାଣୀ
ଜୀବନ ରେ ଅନେକ କଷ୍ଟ ସହି ଆଗକୁ ଆସିଚି କିନ୍ତୁ ତାକୁ ସେପରି ସମ୍ମାନ ନଦେଇ ରାଜନିତୀ କରି ତଳକୁ ଖସେଇ ଦିଆଯାଇ ଚି।
କେତେ ସ୍ଵାଧୀନତା ପାଇଲେ ବି କିଛି limit ଅଛି। ଯେଉଁ ମାଟି ଏତେ ଉଚ୍ଚକୁ ଜଣେ ମଣିଷକୁ ପହଞ୍ଚାଇ ପାରୁଛି ସେହି ଦେଶର ସଂସ୍କୃତିକୁ ଅପମାନ କରିବା ଗର୍ବ ଓ ଅହଙ୍କାର ର ପରିଚୟ। ଆଉ ଟଙ୍କା ପାଇଁ ହିଁ ଏହି ସବୁ। ଟଙ୍କା ନ ଥିଲେ ଏ ଗର୍ବ ହୋଇନଥାନ୍ତ।
କୋଉ ସଂସ୍କୃତି, ଟିକେ କୁହ ତ ଜାଣେ ମୁଁ । ରାଣୀ ପଣ୍ଡାର dance ଦେଖିଲା ବେଳେ, ପୋ*n videos ଦେଖିଲା ବେଳେ କୁଆଡେ଼ ଯାଇଥିଲା ତମ ସଂସ୍କାର ସଂସ୍କୃତି? ଯୁ ଝିଅକୁ ଭିଡିଓରେ ଦେଖୁଛୁ, ସେ କାହାର ଭଉଣୀ ବୋଲି ଭୁଲିଯିବା ସଂସ୍କୃତି କଥା କହୁଛୁ କି? Gay Lesbian LGBT community or relationship ଏବେ ନୁହେଁ ସୃଷ୍ଟି ଆରମ୍ଭରୁ ଅଛି । ସନାତନ ଧର୍ମ ରେ ହିଁ ଅଛି। ଆସିଲା ମୂର୍ଖ କୌଟିକାର ବୋକିବାକୁ
ସୁପର & ଏନରଜେଟିକ୍ ପଡକାଷ୍ଟ 🎉
Thank you
U r our country's proud.. ❤❤❤. Hatssof to you
ଯଦି କେବେ ସୁଯୋଗ ମିଳେ ନିଶ୍ଚିନ୍ତ ପୁଣି ଥରେ ଦେଖା କରିବି 💐❤️
ବହୁତ ସୁନ୍ଦର କଥା
Satare dutee katha suni akhiru luha 😢 asigala 😭😭 God bless you dutee
Her struggling life made me cry. Legend live and this version.
Mate bahut kasta laguchhi a sabu really kahani suni😭😭😭 dhanyawad sangram sir and Dutty sister ❤❤❤
ସତ କଥା ହେଲା ସେ ଯୋଉଠି ଅଛନ୍ତି ଆମ ଭିତରୁ ବହୁତ୍ କମ୍ ଲୋକ ସେଠି ପହଞ୍ଚି ପାରିବେ ଆଉ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ଆଜିକାଲି ସେ ସବୁ ଲୋକ ବୁଝିଲେଣି ସେଥିପାଇଁ ଆମ ଓଡ଼ିଶା ର ଗୌରବ କୁ ଆମେ କିଛି ଖରାପ ନ କହି ତାଙ୍କୁ ସମ୍ମାନ ଦବା🙏
⭕‼️⭕
ଜଗନ୍ନାଥ ତୋମକୁ ଖୁବ୍ ସିଘ୍ର ତୋର ଇଚ୍ଛା ପୁରଣ କରୁ ଆଉଥରେ ଖେଳିବାକୁ ସୁଯୋଗ ମିଳୁ ହେ ପ୍ରଭୁ ଜଗନ୍ନାଥ ତୋମେ ହିଁ ସାହା ଭରଷା 🙏🙏🙏🙏🙏🙏
Hats off to this girl. Very very few people infact only 1% people can speak such truth. Her truth is her achievement. Because of her truth all the controversies happened. Because truth is not digested by many. People are running like headless chicken telling lies every second and wondering why they are not successful.
ଦୁତି ତୁମେ ପରିଶ୍ରମ କର ,ନିଶ୍ଚୟ ସଫଳ ପାଇବ।ପରିଶ୍ରମ ହିଁ ତୁମକୁ ଆଗକୁ ନେବ।ପରିଶ୍ରମ ଆଗରେ ସବୁ ହାର୍ ମାନିବ
Title of podcast is matching to Dutee Chand career. ସଂଘର୍ଷ ସଫଳତା ବିବାଦ ବଦନାମ. ସଫଳ ଓଡ଼ିଆ talent ର ଏମିତି ମୋହଭଙ୍ଗ
Argus. Podcast. Selection. Thanks
ଜୟ ଶ୍ରୀ ଜଗନ୍ନାଥ 🙏
Sir ଥରେ ଶ୍ରାବଣୀ ନନ୍ଦ ଙ୍କୁ invite କରନ୍ତୁ 🙏 ଦୂତି ଚାନ୍ଦ ଙ୍କର episode ଟି ବହୁତ ଭଲ ଲାଗିଲା....ଜଗନ୍ନାଥ ଙ୍କର ଆଶୀର୍ବାଦ ସହ ସେ ଆଗାମୀ ଦିନ ରେ ସଫଳତାର ସହ ଆଗକୁ ଯାଆନ୍ତୁ...❤
Proud of Odia Girl.. Proud of Odisha ❤😊
Jay Jagannath ❤
Many many Thanks Argus News
ପ୍ରଭୁ ଜଗନ୍ନାଥ ତମ ବଡ ଦିଦି ପରି ଦିଦି କାହାକୁ ନ ଦିଅନ୍ତୁ କି ତମ ପରି ଦୁଃଖ ଜୀବନ କାହାକୁ ନ ଦିଅନ୍ତୁ। ମୋର ଏମିତି ପ୍ରାଥନା ଦୂତି ଦିଦିଙ୍କ ପାଇଁ ଜଗା ସବୁବେଳେ ତମ ସହ ରୁହନ୍ତୁ ତମ ଜିତିବା ରେ ସବୁବେଳେ ସହାୟ ହୁଅନ୍ତୁ।
ଏ podcast ମୋ ଆଖି ରୁ ଲୁହ ବାହାର କରିଦେଲା। ଭଗବାନ ଆପଣ ଙ୍କର ମଙ୍ଗଳ କରିବେ ଧୈର୍ଯ୍ୟ ଧରନ୍ତୁ। ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ।
ଆମ ଭାରତର ସୁନା ଝିଅ ଦୂତୀ ଚାନ୍ଦ 👍👍👌👌
ଦୂତୀଚାନ୍ଦ ଆମ ଓଡ଼ିଶବାସୀଙ୍କର ଗୌରବ
It was a nice post Sangram Sir. Good representation and questionarie
ବାହାରେ ଆମେ ଆପଣଙ୍କ ନାମ ନେଇ ଚିହ୍ନା ହେବାକୁ ଗର୍ବ ଅନୁଭବ କରୁ ❤
God bless you Great Duti, proud of Odisha ❤
Dhanyawad sir apana duti Mam nko dukhadaayak jibana bahar kale au ate kosto dayako jibana thila
ମାଡ଼ମ୍ ମୁଁ OMC ର ସହାୟ ସଂସ୍ଥା ରେ କଟକ SCB medical College କାମ କରୁଥିଲି ଆମର ଯିଏ supervisor ଅଛନ୍ତି ସେ ମୋତେ ବହୁତ୍ ଖରାପ୍ ବ୍ୟବହାର କରନ୍ତି ଆଉ ଖରାପ କଥା କୁହନ୍ତି ଆଉ ତାଙ୍କ କଥାରେ ରାଜି ନହେଲେ ମୋତେ ଚାକିରି ରୁ ବାହାର କରି ଦେବାର ଧମକ ଦିଅନ୍ତି ଆଉ ପ୍ରତି ମାସର ଦରମା ରୁ ସେ ଖାଲି ମୋ ଠାରୁ ନୁହଁ ସବୁ ପିଲାଙ୍କ ଠାରୁ ଧମକ ଦେଇ 2000 ଟଙ୍କା ନେଇ ଯାଆନ୍ତି ମୁଁ ଗୋଟେ ଗରିବ ଘର ପିଲା ମୋତେ କଷ୍ଟ ହୁଏ ଏସବୁ ମୁଁ ପ୍ରତିବାଦ କରିବାରୁ ମୋତେ କ୍ୟାପିଟାଲ କୁ ବଦଳି କରିଦେଲେ ସେ ଜାଣିଛନ୍ତି ମୁଁ ଏତେ ବାଟରେ 8000 ହଜାର ଟଙ୍କାରେ ଏତେ ବାଟରେ duty କରିପାରିବି ନି ସେଥି ପାଇଁ ମୋ ସହ ଏମିତି କଲେ ମୁଁ scb ର ମ୍ୟାନେଜର ଏଵଂ ADM superitended ଙ୍କୁ ଲିଖିତ ରେ ଜନେଇଲୀ ସେ କହିଲେ ସେ ଆମ ସଂସ୍ଥା ବିଷୟରେ କିଛି କହିପାରିବିନି ତୁମେ ଓମ୍ସି କୁ ଜଣାଅ omc ଅଫିସ୍ ବି ଗଲି ଲେଖିକି ଦେଲି ମୋ ସହ ଏମିତି ହଉଛି ହେଲେ କିଛି ଲାଭ ହେଲାନି ସେମନେ ଭୁଲ୍ କଲେ ଆପଣଙ୍କ ପରି ମୁଁ ଦଣ୍ଡ ପାଇଲି ମୁଁ ଘରେ ରହିଲି ସେ ଦୋଷୀ ହୋଇ ମଧ୍ୟ ବହୁତ୍ ଭଲ ରେ ତାଙ୍କ ଶାସନ ଚଲେଇ ଖୁସି ରେ ରହିଲେ
OMC ବି ଏଥିପ୍ରତି କିଛି ପଦକ୍ଷେପ ନେଲେନି ଆମର ସବୁ ପିଲା ବି ଅଭିଯୋଗ କଲେ ପୋଲିସ ଠାରୁ OMC ଯାଏଁ ଗଲେ କିନ୍ତୁ ସବୁ ଚୁପ୍ ରହିଲେ କିଛି ପଦକ୍ଷେପ ନେଲେନୀ
REALY U ARE SO OPEN HEARTED I LIKE YOUR SUCH TYPE OF ATTITUDE
ଯାହା ହୋଇଛି ଭଲ ହୋଇଛି। ଝିଅ ହୋଇ ଝିଅ କୁ ବାହା ହେବା ପ୍ରକୃତି ବିରୋଧି କାମ।
ଏବେ କାହାର ଦେହ ଖରାପ ହେଲେ ମେଡିକାଲ୍ ନିଅନି, ତମେ ପ୍ରକୃତି ବିରୋଧରେ ଯାଉଛ। ମରିଯାଉଥିବା ଲୋକକୁ ବଞ୍ଚାଇବାକୁ ଚେଷ୍ଟା କରନି, ତମେ ପ୍ରକୃତି ବିରୋଧରେ ଯାଉଛ। ଜନ୍ମରୁ ଆମେ ଲଙ୍ଗଳା ହେଇ ଜନ୍ମ ହୋଇଛୁ, ଡ୍ରେସ କାହିଁକି ପିନ୍ଧୁଛ? ତମେ ପ୍ରକୃତି ବିରୋଧରେ ଯାଇଛ। ଭଗବାନ ତ ଆମକୁ ଲଙ୍ଗଳା କରି ପଥେଇଛନ୍ତି । ଜନ୍ମରୁ ମୂର୍ଖ ହେଇ ଜନ୍ମ ହୋଇଥିଲୁ, ପାଠଶାଠ କାହିଁକି ପଢ଼ିଲୁ, ତମେ ପ୍ରକୃତି ବିରୋଧରେ ଗଲ ବୁଝିଲ। ଏ ସବୁ ପ୍ରକୃତି ବିରୋଧୀ କାମ, ଆଜିଠୁ କରନି
Ur best personality pure heart sabu sata kahuchanti
Sangram sirnku thanks
Podcast dekhili starting ରୁ ମୋ ମୁହଁ ରେ ହସ ଥିଲା ଆଉ ଶେଷରେ ଅଶ୍ରୁ ଭିଜା ନୟନ l
HARI OM 🙏.U R THE PROUD OF OUR COUNTRY.HATS UP TO YOU.
Kichi badhia episode super
Best❤️❤️❤️❤️❤️❤️❤️ Duti Chand Jay Hind 🇮🇳 mam
Dutti is natural gold for our odisha.
BJD ସରକାର ଦୂତୀ ର କ୍ୟାରିଅର ବର୍ବାଦ କରିଦେଲା ନବୀନ କେଡେ ନିମକହାରମ୍ CM ଆପଣ ମାନେ ଚିନ୍ତା କରନ୍ତୁ
Stay strong duti loka bahut khichi kahibe but tame janicha tame kan so dont listen to anybody god bless u
Jagannath tumaku bahut vala re rakhantu❤❤❤
Dutee didi is the best of our jajpur district 👌
ଏଇଟା ସମସ୍ତଙ୍କ ସହ ହେଇଛି
ମୋ ସାଗଙର ବି ଏମିତି ହେଇଛି
God bless you duti❤
Episode bahut vala
God bless you dear Duti...🎉
U r great 🙏
Bahut khushi lagila
Good morning Sangram Sir ❤❤❤❤❤
Argus news best channel
Thank you
Dutee Chand is the pride of Odisha❤
ବହୁତ ସୁନ୍ଦର 🎉🎉❤❤
Thank you
Chand Madam...nku dekhibaku bahut ichha achhi😢😢
Jay jagannath God bless you duti madam love you ❤❤❤
ଭଲ ଖାଉଥିଲା ଵେଳେ ଭଲ କିନ୍ତୁ ଖରାପ ଖାଇଲା ଵେଳେ ପୁଣି ଅନ୍ୟ କୁ ଦୋଷ କାହିଁକି ? ପ୍ରକୃତି ଵିରୁଦ୍ଧ ରେ ଗଲେ ଏମିତି ଭୋଗିଵାକୁ ପଡେ । କମ୍ ଭଲ ଅଧିକ ଵିଵାଦିୟ ଦୁତି ଚାନ୍ଦ ।
ଦ୍ୟୁତି ଚାନ୍ଦ ଏକ ନିପଟ ମଫସଲ ରୁ ବାହାରି,ଅନେକ ଘାତ ପ୍ରତିଘାତ ମଧ୍ୟରେ ଗତି କରି, ସତତ ସଂଗ୍ରାମ କରି ,ନିଜକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରି ପାରି ଥିବା ଜଣେ ସ୍ୱନାମଧନ୍ୟ ଖେଳାଳି।ଯିଏ ନିଜ ରାଜ୍ୟ ତଥା ଦେଶ ପାଇଁ ଅନେକ ସମ୍ମାନ ଆଣି ଛନ୍ତି।ଦେଖିଲେ ଭଲ ଲାଗେ।କାହାର ବ୍ୟକ୍ତିଗତ ଜୀବନ ବିଷୟ ରେ ଟିପ୍ପଣୀ କରିବା ଠିକ୍ ନୁହଁ।ତାଙ୍କ ଜୀବନ ସେ ଯେମିତି ଚାହିଁବେ ବଞ୍ଚି ପାରିବେ।ଗୋଟିଏ ଭିଡିଓ ଦେଖି ଥିଲି ତାଙ୍କ old parents ଡଙ୍ଗାରେ ବସି ଘାସ କାଟି ଆଣୁ ଥିଲେ।ଏତେ ସଂଘର୍ଷ ଭିତରେ ବଞ୍ଚିରହି ନିଜକୁ ପ୍ରତିପାଦିତ କରିବା it's incredible ❤️❤️❤️
Please Naveen pattanaik nku podcast ku dakantu ..... Please 😢
Se budha asibo nahi ta pakhare soto ku samna karibara sahasa nahin😮
ନବୀନ ପଟ୍ଟନାୟକ sir ଙ୍କୁ ଡାକନ୍ତୁ
@@allinformationindia9242 why
Our pride
Bhaut vl lagila