Kahidere Kalia | କହିଦେରେ କାଳିଆ | Full Video | Aswin Tripathy | Sourav Bharadwaj | Jagannath Bhajan

Поділитися
Вставка
  • Опубліковано 16 вер 2024
  • The Most Awaited Devine Song released in DEEP MUSIC BHAKTI CHANNEL, with the blessings of the Devine mother .
    ନିୟତି ର ଖେଳ ରେ " ମାନବିକତା ର ହସ୍ତାକ୍ଷର "
    Video Credits
    Starring-Aswin Tripathy
    Dop- Sarada Krushna
    Asst Director-Falguni Mishra
    Asst Camera- Pinku
    Production Manager- Uttam
    Editor- Biswaranjan Subudhi
    Di- Biswajit Swain
    Art- Santosh
    Costume Assitant-Bada Pua
    Special Thanks- Yogi Jambeswar Khuntia
    Post Work & GFX- ATF Studio
    Promotional Partner-Idol Odisha
    Producer-Deepak Kumar Swain & Shilarani Nayak
    Publicity Design- Blank Canvas Rgf
    Created By- Idol Odisha
    Audio Credits
    Song - Kahidere Kalia(କହିଦେରେ କାଳିଆ)
    Singer - Sourav Bharadwaj
    Lyrics - Sourav Bharadwaj
    Music - Sourav Bharadwaj
    Arrangement - Subhasis & Pinku
    Producer - Deepak Kumar Swain & Shilarani Nayak
    Music Lebel - Deepmusic Bhakti
    Recorded, Mixing Mastering-Deep Music Studio
    Kahidere Kalia | କହିଦେରେ କାଳିଆ | Full Video | Aswin Tripathy | Sourav Bharadwaj | Jagannath Bhajan
    #kahiderekalia #newodiabhajan #souravbharadwaj #jagannathbhajan #jagannath #jaga #odiabhajan #newodiabhajansong #newodiabhajanspng2024 #jagannathtemple #bhajan #bhajansong #bhajans #newbhajan #odiajagannathbhajan #bhajanhits #odiabhajan #odiabhajanshorts #souravbharadwajsongs #hejaga #tobadapanakudhik #deepmusicbhakti #jagannathnewsong #jagannathpuri #jagannathbhajanodianew #jagannathnhajanodia #jaganathstatus #କହିଦେରେକାଳିଆ #aswinitripathy #idofilms #aswintripathy #aswintripathybhajan #aswintripathysong #aswintripathynewsong #purijagannadh #bestbhajan #latestbhajan #jagannathpuri #odiabhajan
    Kahidere Kalia || କହିଦେରେ କାଳିଆ || New Odia Bhajan Teaser || Aswin Tripathy || Sourav Bharadwaj
    We hope you will enjoy this song PLEASE LIKE , SHARE & SUBSCRIBE 🎁🎁Surprise Gift for “Deep Music Bhakti”🎁🎁
    Subscribers WHATSAPP ON : +91-9556261053
    E-mail: deepmusicbhakti@gmail.com
    SUBSCRIBE FOR UNLIMITED ENTERTAINMENT Subscribe To DEEP MUSIC ODIA: ua-cam.com/users/cha.... us of Facebook:
    / fo. . us on Instagram:
    / deepmusic.od. . us on Twitter:
    / deepmusic
    !!!!!!!!!!!!!! ANTI-PIRACY DISCLAIMER !!!!!!!!!!!!!!!!“Deep Music” solely reserves the Copyright of this Content.Any Unauthorized reproduction, redistribution or re-upload Is strictly PROHIBITED of this material. Legal Action will be takenAgainst those who violate these Copyright terms & conditions
    🌺 🙏ଜୟ ଜଗନ୍ନାଥ🙏🌺

КОМЕНТАРІ • 1,1 тис.

  • @SOMYARUDRA
    @SOMYARUDRA 4 місяці тому +3

    ଏମିତି ଗୀତ ମୁଁ କେବେ ସୁଣିନି ଧନ୍ୟବାଦ୍

  • @ratiranjanbiswal4362
    @ratiranjanbiswal4362 4 місяці тому +74

    ଅଶ୍ୱିନୀ ଭାଇ...ଆପଣଂକର ଅଭିନୟ ଦେଖି ଆଖିରେ ଲୁହ ଆସିଗଲା.... ହୃଦୟ ସ୍ପର୍ଶୀ ... ଗୀତର ପ୍ରତେକ୍ୟ ଶବ୍ଦ, ସ୍ୱର ଓ ଅଭିନୟ ...ସତରେ ବହୁତ ହୃଦୟସ୍ପର୍ଶୀ ....ଜୟ ଜଗନ୍ନାଥ 🙏

  • @SocialWorkerPradeep-gr9mr
    @SocialWorkerPradeep-gr9mr 4 місяці тому +162

    ମନକୁ ଛୁଇଁଯାଉଥିବା ଭଜନ ସହିତ ଭାଇଙ୍କ ଅଭିନୟ ଆହୁରି ମନକୁ ଛୁଇଁଗଲା ...

  • @kattarhindu233
    @kattarhindu233 4 місяці тому +280

    ଏ ମିଛ ମାୟା ସଂସାର ରେ ଭଗବାନ ହୁଏ ତ ସିଧାସଳଖ ଆସି ନ ପାରନ୍ତି ! କିନ୍ତୁ ଚିନ୍ତା କରନି ଭାଇ ସେ ଆମ ସମସ୍ତଙ୍କୁ ଦେଖୁଛନ୍ତି । ତୁ ଯେତେ ବେଳେ ବି ଅସୁବିଧା ରେ ପଡ଼ିବୁ ଦେଖିବୁ ସେ ଯେ କୌଣସି ରୂପ ରେ ଆସି ତତେ ସାହାର୍ଯ୍ୟ କରିବେ ! ଜୟ ଜଗନ୍ନାଥ 🤌🏻...🧡

  • @BAAPI_____0D
    @BAAPI_____0D 4 місяці тому +39

    ଭାଇ ଲୋ ତୁମ ହସ ତମ ଅଭିନୟ ମାନିବା କୁ ପଡିବ ❤❤ ବହୁତ ବଢିଆ କରିଛ 😢😢❤❤

  • @debiprasadmishra1098
    @debiprasadmishra1098 4 місяці тому +2

    Acting and direction at top notch level..... Masterpiece ❤🙏🥰
    Voice is also connecting to heart.

  • @anilkumarnayak4954
    @anilkumarnayak4954 4 місяці тому +86

    ହେ ମହାପ୍ରଭୁ କାଳିଆ ସାଆନ୍ତ ସମସ୍ତଙ୍କୁ ଭଲରେ ରଖନ୍ତୁ

  • @Rekhavlog608
    @Rekhavlog608 3 місяці тому +45

    କେ ଯାଣେ ଭଗବାନ ମତେ କେବେ ଡାକିବେ,ଆଉ ମୁଁ ପୁରୀ ଜିବି,🙏😢😢

    • @Kulangaravlogs
      @Kulangaravlogs 3 місяці тому

      କାଲି ଆସ ପୁରି,,,,ପୁରା ସକାଳୁ ଆସ... ଆଉ ସନ୍ଦ୍ୟାରେ ଦର୍ଶନ ନିଶ୍ଚୟ କରିବେ... 👍🏼

    • @priyanathswain2376
      @priyanathswain2376 2 місяці тому +2

      ସେ ନିମନ୍ତ୍ରଣ ପଠେଇବ ତୁମପାଖକୁ... ଦେଖିବ ଭାଇ.. ତାର ଭୁଲା ମନ ତୁମକୁ ଭୁଲିଯାଇଛି... ଏଥର ଡ଼ାକିବ... ଆଉ ଗଲେ ତାକୁ ପଚାରିବ କଣ ପାଇଁ ମୋତେ ଭୁଲି ଗଲୁ.... ଆଉ ସେ ହସିକି ରାତିରେ କହିବ.....😂 ଭଲ ରେ ଅଛୁ ତ 😂

  • @Mrsmile1998
    @Mrsmile1998 2 місяці тому +11

    ହୃଦୟ କୁ ଛୁଇଁଲା ପରି ଆଉ ଆଖି ରୁ ଲୁହ ଆସିଲା ପରି ଭିଡିଓ ❤

  • @bhaktigyan853
    @bhaktigyan853 4 місяці тому +397

    ଭାଇ ସତ୍ୟ ଯୁଗରେ ଭଗବାନ୍ ଙ୍କୁ ପାଇବା ପାଇଁ ହଜାର ହଜାର ବର୍ଷ ତପସ୍ୟା କରିଥିଲେ କଳି ଯୁଗରେ ଭଗବାନ୍ ଙ୍କୁ ଏତେ ପାପ କରିକି କେମିତି ପାଇ ପାରିବା ନା ଆମ ମନରେ ଭକ୍ତି ଅଛି ନା ଆମେ ସେତିକି ପବିତ୍ର ଆଗ ମନ ଆଉ ଦେହ କୁ ପବିତ୍ର କରି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଏହି ମହାମନ୍ତ୍ର କୁ ଜପିବା ପାଇଁ ପଡିବ ତାହେଲେ ଯାଇ ଆମ ଆଖି କୁ ପବିତ୍ର କରିପାରିବ ଆଉ ଭଗବାନ୍ ଙ୍କୁ ଦେଖି ପାରିବା🙏🙏🙏.

    • @Sipun-panda1998
      @Sipun-panda1998 4 місяці тому +17

      ଏଥି ତ୍ ଭଗଵାନ ଅବତାର ନେଇକି ଆସିଲେ ମଣିଷ ତାଙ୍କୁ ଚିହ୍ନି ପାରୁ ନାହାନ୍ତି କହୁଛନ୍ତି ବାବା ଟେ ହେଇଥିବ।କିନ୍ତୁ ଯୁଗେ ଯୁଗେ ଯେମିତି ଅବତାର ଆସିଛନ୍ତି କଳିଯୁଗ ରେ ବି ଆସିଛନ୍ତି ସତ୍ୟ କୁ ଜାଣିବାକୁ ଚେଷ୍ଟା କରନ୍ତୁ ଜାଣି ପାରିବେ କଳିଯୁଗ ରେ କୋଉ ମାନେ ପାଇଛନ୍ତି ତାଙ୍କ ଦର୍ଶନ

    • @biku.hotk9655
      @biku.hotk9655 4 місяці тому +17

      ହଁ ପାପ କରିଛୁ ଆମେ ମନ ରେ ଭକ୍ତି ବି ନାହିଁ ନା ଆମ ଦେହ ପବିତ୍ର ଏତିକି ଯଦି ଆତ୍ମ ଜ୍ଞାନ ଆସିଗଲା ତ ଭାବି ନିଅ ଯେତେ ପାପ କରିଚ ତାର ପ୍ରାୟଚିତ କରିବା ର କ୍ଷମତା ତମ ପାଖରେ ଅଛି ମନ କୁ ଭକ୍ତି ରେ ଯୋଡ଼ି ବାର ଶକ୍ତି ମଧ୍ୟ ତମ ପାଖରେ ଅଛି ଆଉ ଦେହ କୁ ପବିତ୍ର କରିବା ର କ୍ଷମତା ବି ମଧ୍ୟ ଅଛି ଆଉ ରହିଲା ତପସ୍ୟା କଥା ସତ୍ୟ ଯୁଗ ର କଳିଯୁଗ ରେ ଏକ ମାତ୍ର ନାମ ଜପ ପାପ ର ପ୍ରାୟଶ୍ଚିତ ମନ କୁ ଭକ୍ତି ରେ ଯୋଡିବା ଆଉ ଦେହ କୁ ପବିତ୍ର ଓ ଜୀବନ କୁ ମୁକ୍ତି ଓଃ ଆତ୍ମ କୁ ବୈକୁଣ୍ଠ ପ୍ରାପ୍ତ କରିବା ର ଏକ ମାତ୍ର ଉପାୟ ମହମନ୍ତ୍ର ବା ମୁକ୍ତି ମନ୍ତ୍ର ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏ଜୟ ଜଗନ୍ନାଥ

    • @PurnachandraPratihari-td7jb
      @PurnachandraPratihari-td7jb 4 місяці тому +2

      ​@@Sipun-panda1998Bhai kaha Katha kahucha sarathi baba Katha

    • @indsunil5429
      @indsunil5429 4 місяці тому +1

      Jay Jagannath 🙏

    • @TKNMUSICPRESENT
      @TKNMUSICPRESENT 4 місяці тому +3

      Jie dharmiko achanti jagatare . Jahanka pakhore papo nahi emiti thakuraku first khajantu..kahanire to sabu bhala hin dekhajibe

  • @PremiMaobadi
    @PremiMaobadi 3 місяці тому +19

    ଏ ଗୀତ ଟି ମୁଁ ଶୁଣିବାରେ ଡେରି କରିଦେଲି ସତ , କିନ୍ତୁ ଶୁଣିଲା ପରେ ଏ ମିଛ ମାୟା ସଂସାର ଛାଡି଼ ସବୁଦିନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବା ପାଇଁ ଇଚ୍ଛା ହେଉଛି 😢

  • @Epic_Status.
    @Epic_Status. 4 місяці тому +28

    ହୃଦୟ ସ୍ପର୍ଶ ଗିତ ସହିତ ଅଶ୍ବିନୀ ଭାଇର ଅଭିନୟ ଦେଖି ମତେ ଜଗା ପାଖକୁ ପୁଣି ଯିବା ପାଇଁ ଇଚ୍ଛା ହେଲିଣି 🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻

  • @_Santosh-Kumar_
    @_Santosh-Kumar_ 3 місяці тому +11

    ଅଶ୍ୱିନୀ ଭାଇ ଅତି ଚମତ୍କାର ଏବଂ ହୃଦୟସ୍ପର୍ଶୀ ଅଭିନୟ କରିଛନ୍ତି ।
    ଜୟ ଜଗନ୍ନାଥ🙏🙏

  • @bikrammohapatra4035
    @bikrammohapatra4035 4 місяці тому +3

    ଜୟ ଜଗନ୍ନାଥ ସ୍ୱାମି ସମସ୍ତ ଙ୍କୁ ହସ ଖୁସି ରେ ରଖିଥାନ୍ତୁ 🙏🙏🙏💐💐💐💐

  • @user-vv3oy5gb4t
    @user-vv3oy5gb4t Місяць тому +9

    ବହୁତ ମର୍ମସ୍ପର୍ଶୀ ମହାପ୍ରଭୁଙ୍କ ଭଜନ
    ଗୀତିକାର ଏଵଂ ସଙ୍ଗୀତକାର ଉଭୟଙ୍କୁ ନମସ୍କାର

  • @jyotiranjanbaral6280
    @jyotiranjanbaral6280 4 місяці тому +12

    ଭଜନ ଟି ଯେତିକି ସୁନ୍ଦର ଶୁଣିବାକୁ ଲାଗୁଚି ଅଶ୍ୱିନି ଭାଇ ର ଆକ୍କଟିଂ ଆହୁରି ସୁନ୍ଦର ଲାଗୁଚି ଦେଖିବାକୁ❤

  • @Abhimusical1432
    @Abhimusical1432 4 місяці тому +44

    ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ କିଏ କିଏ ହୃଦୟ ରୁ ଭଲ ପାଅ comment' କର ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
    ଅତି ସୁନ୍ଦର ହେଇଚି ଗୀତ ଟି 💯💯💯

  • @subratsahoo8892
    @subratsahoo8892 Місяць тому +3

    ହେ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖ ❤

  • @pmmehergaming3195
    @pmmehergaming3195 4 місяці тому +29

    ଏଇଟା କଲି ଯୁଗ ଯିଏ ଭଲ କାମ କରେ ସେ କାଳିଆ ର ପ୍ରିୟ ହୁଏ ଓ ସେ ମଣିଷ କୁ ବହୁତ୍ ଶୀଘ୍ର କାଳିଆ ତା ପାଖ କୁ ନେଇ ଯାଏ 🙏🙏🙏🙏🙏🙏🙏🙏🙏🙏

    • @user-wf9cr1rj9p
      @user-wf9cr1rj9p 4 місяці тому

      Hn seithi pain bodhe mo bhai ku se tanka pakhaku nei gale ...... Se bahut bhala thila miss u mo bhai..... Please feriaase ......... 😭😭

  • @devashreerana8226
    @devashreerana8226 4 місяці тому +6

    ଜଗନ୍ନାଥ ଭକ୍ତ ଦୁଃଖୀ ହେଇ ପାରନ୍ତି,କଷ୍ଟ ପାଇ ପାରନ୍ତି କିନ୍ତୁ ଜଗା ତାଙ୍କ ହାତ କେବେ ଛାଡେନି।ଆମେ କର୍ମରେ ବନ୍ଧା ସେଥିପାଇଁ ସେ ବି ବା କଣ କରି ପାରିବ।ଯିଏ ଭଗବାନ ହେଇବି କାନ୍ଦେ। Awesome singing Sourav and nice acting Ashwin bhai.... congratulations all the team ଓଡ଼ିଆ ଭଜନ ଲୋପ ପାଇବାକୁ ଲାଗିଥିଲା ବେଳେ ଏମିତି ଭଜନ ଭେଟି ଦେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍। ଜଗନ୍ନାଥ୍ ପ୍ରେମୀ ନିଶ୍ଚୟ ଏ ଗୀତ ଶୁଣି ଖୁସି ହେବେ। ଜୟ ଜଗନ୍ନାଥ

  • @BiswabhusanNayak-ov5cn
    @BiswabhusanNayak-ov5cn 2 місяці тому +14

    ହେ ପ୍ରଭୁ ଜଗନ୍ନାଥ ମୋ ଗୋଡ଼ ଭଲ କରିଦିଅ,, କେତେ ଆଉ ପକେଇ ରଖିବ ମତେ,, ମୁଁ କଣ ନିଜ ଗୋଡ଼ ରେ ଚାଲି ଚାଲି ତୋ ଧାମ କୁ ଯାଇପରିବିନି 😭😭🙏🙏

    • @guddygugu7570
      @guddygugu7570 Місяць тому

      Bhagaban katantu tama goda bahut sighra thik heinau, auu tame Srikhetra jaiki asa.

    • @dhirendrapatra5908
      @dhirendrapatra5908 12 днів тому

      Kalia samastanku bhalara rakhiba.toma bi bhla haba bharasa rakha

  • @BADALKC6180
    @BADALKC6180 4 місяці тому +5

    ହୃଦୟସ୍ପର୍ଶୀ ଗୀତଟିଏ...
    ଶୁଣିଲା ପରେ ଦେହରେ ଶିହରଣ ଆଉ ଆଖିରେ ଲୁହ ଆସିଗଲା...
    ଏହା କେବଳ ଏକ ଗୀତ ନୁହେଁ, ଆମ ଭାବର ଶେଷ ଠିକଣା...
    ଜୟ ଜଗନ୍ନାଥ 🥺🥹🥺🥹🙏🙇

  • @jayantswain3631
    @jayantswain3631 4 місяці тому +8

    Such a beautiful creation, can't hold my tears. A perfect example of how we should carry the humanity in our heart and treat everyone around us with respect.

  • @sipunpradhan3019
    @sipunpradhan3019 4 місяці тому +5

    ବୋହୁତ ସୁନ୍ଦର ଆଖି ରୁ ଲୁହ ଆସିଗଲା ଜୟ ଜଗନ୍ନାଥ 🙏😭😭

  • @shyamaghana6484
    @shyamaghana6484 4 місяці тому +25

    Jete bele mu mo Prabhu jagannath nka bhajana sune mo akhiru luha bahari ase ...Jai.. jagannath

    • @rojalindakua
      @rojalindakua 4 місяці тому

      Mo ra bi semiti hue jay jagannath 🙏🙏🙏

  • @Mahi_Official74
    @Mahi_Official74 4 місяці тому +2

    ସତରେ ଅତି ସୁନ୍ଦର ଲେଖା ଓ ସୁମଧୁର କଣ୍ଠ ରେ ଗୀତିକାର ସୌରଭ ଭାଇ ନିଖୁଣ ଭାବରେ ପରିବେଶ କରିଛନ୍ତି 🤗❤️ଅଶ୍ୱିନୀ ଭାଇ ସବୁବେଳେ ବହୁତ ଭଲ କରିଛନ୍ତି! କହିଦେ ରେ କାଳିଆ 🙏

  • @sidhantod18
    @sidhantod18 4 місяці тому +7

    The megical voice of Sourav Bhai ....... And Realistic Acting of Ashwin Bhai

  • @Lipkumar123
    @Lipkumar123 4 місяці тому +11

    ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏ାା ଅଶ୍ୱିନୀ ସାର୍ ଜଣେ ଭଲ ମଣିଷ ଏବଂ ଭଲ ଅଭିନେତା ମଧ୍ଯ 👍👍👍ାା

  • @user-zm4hf9yt3u
    @user-zm4hf9yt3u 4 місяці тому +23

    ହେ ଜଗା କଣ ପାଇଁ ଏମିତି କରୁଛୁ ନେବାର ଇଚ୍ଛା ତ ନେଇଯା ନା....... 😢କଣ ପାଇଁ ଏତେ କଷ୍ଟ ଦଉଛୁ 😢

    • @mrajay3280
      @mrajay3280 4 місяці тому

      Bhai tk sahi jao ❤

  • @henasahoo3693
    @henasahoo3693 4 місяці тому +6

    Ohhh. Bahut bahut badhia Haichi aswin babu. Apana b odia industry ra bhabisyata after Bijay Mohanty , mihir Das , uttam Mohanty

  • @MR_DEBASISH24
    @MR_DEBASISH24 4 місяці тому +4

    Very good actor ashwin bhai
    Very good singer sourav bhai 👏👏😢😢😢love this song & video❤

  • @sudesnaswain3700
    @sudesnaswain3700 4 місяці тому +2

    ଜଗା ତୋ ବିନା ମୋର କେହି ନାହାନ୍ତି ରେ ଜଗା ତୋ ବିନା ମୁଁ କିଛି ବି ନୁହେଁ ରେ ମୋତେ ରକ୍ଷାକର ଜଗା❤

  • @ramakrushnagiri6082
    @ramakrushnagiri6082 4 місяці тому +4

    Wow.... Bahut sundar. Heart Touching. Jay JAGANNATH 🙏

  • @silen_tking
    @silen_tking 4 місяці тому +4

    ମିଛ ମାୟା ସଂସାର 😢 ଏଠି କାଳିଆ ହି ନିଜର 🙏❤

  • @sibaprasadojha5067
    @sibaprasadojha5067 4 місяці тому +5

    Sourav ur voice diffrent for lord jagannath .. ur last odia Bhajan great job

  • @Sonu-mz4pv
    @Sonu-mz4pv 4 місяці тому +2

    Music, lyrics, Singing ... all done by Sourav Bhardwaj.... One man Army.
    What a multidisciplinary talented guy...
    ସୁନ୍ଦର ସଂଯୋଜନା ସହିତ ଅଭିନେତା ଙ୍କ ଅଭିନୟ ଗୀତ ର ମହତ୍ତ୍ଵ ଓ ମାଧୁର୍ଯ୍ୟକୁ ଦ୍ଵିଗୁଣିତ କରୁଛି।

  • @nehaagrawal4823
    @nehaagrawal4823 4 місяці тому +4

    Mind blowing performance bhai. U r a brilliant actor aswin bhai.

  • @SwagatPanda-nv4fh
    @SwagatPanda-nv4fh 2 місяці тому +2

    ଯେବେ ବି ଶୁଣୁଛି ଆଖିରୁ ଅବି-ରତ ଅଶ୍ରୁର ଗଂଗା ଯମୁନା ବହି ଯାଉଛି

  • @bikashbehera9280
    @bikashbehera9280 4 місяці тому +7

    Bahut sundar Gita saha acting ... proud to be an odia ..Jay shree jagannath

  • @__mrnirakarsamal__4484
    @__mrnirakarsamal__4484 7 днів тому +2

    Kebhe kehibi nijaku akutia bhabibani
    Kan pain na ama papkhare Kalia achi❤Jay jagannath ❤

  • @Tom_Jerry_43
    @Tom_Jerry_43 4 місяці тому +7

    Everyone at their best Jay jagannath Swami Nayan patha gami bhava tumhe....from Bangalore...❤

  • @uniqueblogs
    @uniqueblogs 17 днів тому +2

    ଅସ୍ବିନୀ ଭାଇ ଚମତ୍କାର୍ ଅଭିନୟ ......ଏ ଗୀତ ମତେ ଭାବପ୍ରବଣ କରିଦେଲ ସତରେ ......ବୋହୁତ୍ ବୋହୁତ୍ ଧନ୍ୟବାଦ ସେହି ମହାବାହୁ ଆପନଂକୁ ଭଲରେ ରଖନ୍ତୁ ...ଜୟ ଜଗନ୍ନାଥ

  • @Aspirant0731
    @Aspirant0731 4 місяці тому +3

    ଜୟ ଜଗନ୍ନାଥ🙏🏼 ଅତି ସୁନ୍ଦର ହୋଇଛି ଭିଡ଼ିଓ ଟି ❤

  • @sasmitapatel5010
    @sasmitapatel5010 Місяць тому +1

    Satare... Pure hearted person.....ete sundara avinaya. ku... Chamttkar... Voice...

  • @lipicooking1957
    @lipicooking1957 4 місяці тому +6

    ଜୟ ଜଗନ୍ନାଥ 🙏❤

  • @smitamishra2599
    @smitamishra2599 3 місяці тому +1

    Jay Jay shree Jagannath 🙏🏻🙏🏻🙏🏻
    Mahaprabhu nka Charanarabindare Mora koti pranam 🙏🏻🙏🏻🙏🏻🙏🏻
    Pranam Sir 🙏🏻

  • @madhusmitamohanty8320
    @madhusmitamohanty8320 4 місяці тому +4

    ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି ଭଜନ 👌 ଜୟ ଜଗନ୍ନାଥ 🙏

  • @Odia-update.2.0
    @Odia-update.2.0 Місяць тому +1

    Bhaireee aswini mu Tama bahut bada fan Tama acting sabu top .... Jay Jagannath 🙏 bhagaban setiki Tama ku deichanti

  • @sangrambehera8874
    @sangrambehera8874 4 місяці тому +4

    ଜୟ ଜଗନ୍ନାଥ ବହୁତ ବହୁତ୍ ବଢିଆ ହେଇଛି ❤

  • @rudranarayanjena3382
    @rudranarayanjena3382 4 місяці тому +8

    ଜଗତ ର ନାଥ ,,,ସେଇ ଏକା ❤❤ ଜୟ ଜଗନ୍ନାଥ ଙ୍କ ଚରଣ ରେ ମୋର କୋଟି କୋଟି ପ୍ରଣାମ ,,,,,,,_ସର୍ବେ ଭବନ୍ତୁ ସୁଖିନଃ ''

  • @MR.RANJU_1210
    @MR.RANJU_1210 4 місяці тому +10

    ବହୁତ୍ ସୁନ୍ଦର ଅଭିନୟ, ଆଉ ଗାୟକ ଙ୍କୁ ବହୁତ୍ ବହୁତ୍ ଧନ୍ୟବଦ୍ ଏତେ ସୁନ୍ଦର ହୃଦୟ ସ୍ପର୍ଶୀ ଗୀତଗାଇ ଥିବାରୁ। ଜୟ ଜଗନ୍ନାଥ ❤❤

  • @manineesahoo425
    @manineesahoo425 23 дні тому +1

    Jagannath is an emotion.. you can only feel..him.. through this superb bhajan... jay Jagannath jay Shree Ram.. jay shree Krishna..

  • @munmoontripathy4737
    @munmoontripathy4737 4 місяці тому +3

    Ati sundar...❤❤❤❤❤kebe se bhagya mora asiba to pakhaku tike jibi tate tike dekhibi😢

  • @biranchinarayan7036
    @biranchinarayan7036 28 днів тому +1

    Goosebumps... ହେ ପ୍ରଭୁ ଜଗନ୍ନାଥ !!

  • @sasikantamohanty9623
    @sasikantamohanty9623 3 місяці тому +13

    ମୁଁ ଗର୍ବ ରେ କହୁଛି ମୋର ମୃତ୍ୟୁ ଦରକାର 🙏

    • @LipiMeher-iz4ve
      @LipiMeher-iz4ve 2 місяці тому +2

      Mate v bhai

    • @sasikantamohanty9623
      @sasikantamohanty9623 2 місяці тому +1

      @@LipiMeher-iz4ve no. Tame bhala re ruha 🙏

    • @avi6533
      @avi6533 2 місяці тому +2

      Mate v❤

    • @RadheKrishna-zu8us
      @RadheKrishna-zu8us 2 місяці тому +3

      Mukti paiba pain Mrutyu kn nihati abashyaka Bhai.... Bhagawan samastanka janma deichanti kichhi na kichhi bhala udyasa re...jadi satare bhagawan nku paibara ichha tahele bhagawan nku bhala laguthiba sabu bhala kama kariba uchit...jadi samastanku mrutyu darkar tahele bhagawan janma kn pain deichanti...Jay jagannath❤

    • @sasikantamohanty9623
      @sasikantamohanty9623 2 місяці тому +2

      @@RadheKrishna-zu8us ଠିକ କଥା ହେଲେ ସଂସାର ଠୁ ଦୂର ରେ ରହିବାକୁ ଚାହୁଁଚି. ମୁଣ୍ଡ ବିଚଳିତ ହଉଚି. ନିଜ ଉପରେ ସବୁ ବିତି ଯାଉଛି. ତେଣୁ ମୃତ୍ୟୁ ଚାହୁଁଚି.

  • @Sushant-ph9tj
    @Sushant-ph9tj 2 місяці тому +1

    Emiti bhajan sunile aatma ku shanti milijae....odia bhajan music dina ku dina jagannath ada nku tani nouchi... Jai jagannath team 😢

  • @Sudhanshudash9090
    @Sudhanshudash9090 4 місяці тому +15

    ହେ ମହାପ୍ରଭୁ ଜୟ ଶ୍ରୀ ଜଗନ୍ନାଥ 🙏⭕‼️🙏🚩🚩

  • @shibadwari1992
    @shibadwari1992 3 місяці тому +1

    Hey prabhu.. tama ichhha aau thare kebe heba j mu tama mandir jai tamaku darsana kari pari b j...😢😢😢😢.. jai jagannath swami ⭕❗⭕🙏🏻❤️🙏🏻❤️🙏🏻

  • @sunitabehera2574
    @sunitabehera2574 4 місяці тому +4

    Bahute sundara heichi gita ti aswin Bhai nka abhinaya bi sundar jay jagannath Swami sakhalu sakhalu prabu nka gita suni man Santi heigala

  • @90smemories190
    @90smemories190 2 місяці тому +1

    SOURAV's singing and ASWINI's natural acting both r making this song a master piece.....Our odia song is going back to touch the level of our 90's golden period.....

  • @ratikantnayak3032
    @ratikantnayak3032 4 місяці тому +8

    ଗୀତ ଏବଂ ଅଭିନୟ ବହୁତ୍ ଭଲ ଲାଗିଲା

  • @asutoshbiswal6625
    @asutoshbiswal6625 Місяць тому +1

    Last seen .... Goosebumps...Jay Jagannath 🙏

  • @swadistpradhan2296
    @swadistpradhan2296 4 місяці тому +125

    କାଳିଆ କାହାକୁ ଭଲ ରେ ରଖେନି । କାଳିଆ ଭକ୍ତ ହିଁ ବେଶୀ କଷ୍ଟ ପାଏ।

    • @SREENUSREENU7183
      @SREENUSREENU7183 4 місяці тому +9

      Chup kara.... Emiti katha kuhantini please🙏

    • @diptipradhan7446
      @diptipradhan7446 4 місяці тому +1

      Right

    • @nirakardas3825
      @nirakardas3825 4 місяці тому +24

      Se kasta dieni se bas tamaku strong banaye ye Kali juga saha ladhiba paine

    • @abhayakumarbehera5835
      @abhayakumarbehera5835 4 місяці тому +1

      ସତ କହିଲ 😢

    • @vicky4939
      @vicky4939 4 місяці тому +15

      Se kebe bi kahaku kasta dieni actually se kebe amaku kasta dei bi paribani, actually sata tw eita ki ame purbaru karithiba ra karma ra phala pau au se karma ra besi kasta se neijae au alpa amaku bhogibaku pade. jay Jagannath 🙏🏻🩵

  • @debasisswain637
    @debasisswain637 4 місяці тому +5

    Jay Jagannath maha pravu 🚩🙏

  • @eranupprasad8975
    @eranupprasad8975 2 місяці тому +2

    ଅତି ସୁନ୍ଦର ଭାବରେ ଗୀତ ର ପ୍ରଦର୍ଶନ କରି ସମସ୍ତଙ୍କ ମନରେ ଖୁସି ଭାରିଦେଲ

  • @shaktibantasahu4070
    @shaktibantasahu4070 4 місяці тому +4

    JAY LORD JAGANNATHA SWAMI JAY MAA LAXMI

  • @rakeshchandrapradhan114
    @rakeshchandrapradhan114 4 місяці тому +2

    ଜୟ ଜଗନ୍ନାଥ ❤️🙏🏻ସୁନ୍ଦର ଅଭିନୟ ଅଶ୍ୱିନୀ ଭାଇ ❤️🙏🏻🙏🏻🙏🏻

  • @papunayak168
    @papunayak168 3 місяці тому +15

    ଆମ ଓଡ଼ିଶବାସୀଙ୍କର ମଉଡମଣି ଜୟ ଜଗନ୍ନାଥ 🙏

  • @silent.boy..shankar6763
    @silent.boy..shankar6763 2 місяці тому +1

    Hey mahaparvu jagannath...jay jagannath ❤❤❤❤

  • @LAXMANBARIK-pz9rc
    @LAXMANBARIK-pz9rc 4 місяці тому +3

    Gita sahita video au aswini bhai nko acting pura mana chhuan. Jay Jagannath 🙏🙏🙏

  • @SitaHansdah-pt2wo
    @SitaHansdah-pt2wo Місяць тому +1

    Hey anatakati brahmanda thakura tuma shree charana tale koti koti pranam prabhu 🪔🪔🪔🪔🙌🙌🙌🙌🙏🙏🙏🙏♥️♥️♥️♥️

  • @LaxmipriyaMurmu-tp1pb
    @LaxmipriyaMurmu-tp1pb 4 місяці тому +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙇

  • @Jenasabnam
    @Jenasabnam 4 місяці тому

    Bhai jouthi Mo Mahaprabhu seithi chaturpaswa Samaste hasa khusi re Basa baasa karuchhanti...❤❤❤❤❤❤❤❤❤ brilliant 👏
    I have no words to explain my feelings over here... so so so heart touching after Hey Jaga❤❤
    🙏....Heartfelt gratitude to the entire team...
    Jay Jagannath 🙏 🙏 🙏 🙏

  • @dharmendralifestylle
    @dharmendralifestylle 3 місяці тому +3

    ସବୁ ତୋରି ଲୀଳା ଜଗା
    ମୁଁ ତୋ ଉପରେ ଅଭିମାନ କରିଛି। କଣ ସେମିତି ଖାଲି ବସି ଦେଖୁଥିବୁ ।
    ଜଗା ତୋ ଜଗତକୁ ଦୁଇ ଦୁଇ ଟା ବିପଦ ଘେରି ରଖିଛି। ଏ ଦୁଇ ବିପଦରୁ ଉଦ୍ଦାର କରେ....
    ଆମେ ପା କହୁ ତୁ ଥିଲେ ଆମ ଡ଼ର କାହାକୁ।
    ଜୟ ଜଗନ୍ନାଥ 🙏

  • @JayantaPothal
    @JayantaPothal 3 місяці тому +1

    Ashwini bhai 😢😢😢 jaga is emotion 🙏🌸🥺🙏❤️❤️🙏 nice video ❤

  • @FoodyTraveller24
    @FoodyTraveller24 4 місяці тому +10

    Aswin acting really awesome...
    Song and act totally amazing...
    ଆଖିରୁ ଲୁହ ଆସିଗଲା....
    ହେ ମହାବାହୁ ସମସ୍ତ ଙ୍କୁ ଖୁସିରେ ଆଉ ସୁସ୍ଥ ରେ ରଖନ୍ତୁ..
    Jay Jagannath 🙏

  • @chandanpatra115
    @chandanpatra115 2 місяці тому +2

    ଗୀତ କୁ ଗାଇଥିବା ସୌରଭ ଭାଈ ଏବଂ ଅଭିନୟ କରିଥିବା ଅଶ୍ୱିନୀ ଭାଇ ଙ୍କୁ ହୃଦୟରୁ ଧନ୍ୟବାଦ୍। ଆଖିରେ ଲୁହ ଆସିଗଲା 🙏😢😥

  • @PratimaBhoi-ly7np
    @PratimaBhoi-ly7np 4 місяці тому +6

    ମନକୁ ଛୁଇଁ ଗଲା ❤ ବହୁତ ସୁନ୍ଦର ହୋଇଛି 🥰 ଆଖିରୁ ଲୁହ ଆସିଗଲା 🥹

  • @lipunayak-ww1yz
    @lipunayak-ww1yz 4 місяці тому +2

    Jai jagannath 🙏🙏🙏

  • @Sam3290-s9l
    @Sam3290-s9l 4 місяці тому +2

    ହୃଦୟ ଭକ୍ତିପୂତ ଆବେଗକୁ କୁ ପୁନଃ ଅଙ୍କୁରିତ କରିଦେଲେ ଏ ସଙ୍ଗୀତ 🙏🥺

  • @ishanishortvideochannel2594
    @ishanishortvideochannel2594 2 місяці тому +2

    ଏତେ ସୁନ୍ଦର ଅଭିନୟ ଏବଂ ଏତେ ଦୁଃଖ ଭରା ଭଜନ ମୁଁ ଦେଖିକି 😢 କାନ୍ଦି ପକେଇଲି 🙏🙏🙏 Jay Jagannath

  • @anuruparout3397
    @anuruparout3397 4 місяці тому +2

    ବାସ୍ତବରେ ହୃଦୟସ୍ପର୍ଶି ❤❤ ଭଜନ ଆଉ ଭାଇଙ୍କ ଅଭିନୟ 👌

  • @rajeshkumarsahu3663
    @rajeshkumarsahu3663 4 місяці тому +2

    He prabhu ❤Kalia saantha🙏

  • @soumyaranjandas678
    @soumyaranjandas678 4 місяці тому +4

    ଆମ ଓଡ଼ିଶା🙏🏽🪷❤️ଜଗନ୍ନାଥ ଓଡ଼ିଶା
    ଜୟ ଜଗନ୍ନାଥ 🙏🏽

  • @pradeepojha8909
    @pradeepojha8909 4 місяці тому +2

    ଅତି ସୁନ୍ଦର 👌👍🏻
    ଜୟ ଜଗନ୍ନାଥ ⭕❗⭕
    🚩🚩🙏🙏🥺🥺

  • @pkmuzica
    @pkmuzica 4 місяці тому +3

    ବହୁତ୍ ବହୁତ୍ ସୁନ୍ଦର। ହୃଦୟସ୍ପର୍ଶୀ। Best wishes from PRABODH KU MISRA

  • @u_urself_are_everything...
    @u_urself_are_everything... 2 місяці тому +2

    He Jagannath..mu kahiparuni e song kemiti aau kete deeply mo hrudayku chhui6i🫂🫂🫂🫂🫂🫂🫂🫂🫂🫂

  • @PradeepKumarDas-ov3vv
    @PradeepKumarDas-ov3vv 4 місяці тому +8

    ଯେତେବେଳେ ନିଜକୁ ଏକା ମନେ କରୁଚୁ ନା ହେ ବାୟା ମନ ଥରେ ଖୋଲା ମନରେ କହିଦେ ଜୟ ଜଗନ୍ନାଥ ସ୍ଵାମୀ 🙏🚩🙏🚩🙏🚩🙏🚩🙏🚩

  • @subhashreefamilyvlogs9071
    @subhashreefamilyvlogs9071 3 місяці тому +2

    Jete sabu dukhi achanti sabu kaliara bhakta sabu dukha sia daichi 😢🥺🥺ashwin bhai bahut badhiya karechanti 🥹🥹

  • @puskarbehera9597
    @puskarbehera9597 4 місяці тому +4

    ହେ ପ୍ରଭୁ ତମର କି ନୀଳା ..... ଜୟ ଜଗନ୍ନାଥ 🙏

  • @reddypradeep5349
    @reddypradeep5349 Місяць тому +1

    Ashwin Tripathi's acting is so real and heart touching... I really watch this video again and again..

  • @odiaexperiment5852
    @odiaexperiment5852 4 місяці тому +3

    This song makes goosebumps🙏❤️ Jagannatha Swami Nayan patha Gami Bhawa Tume🙏❤️

  • @niranjansahu5358
    @niranjansahu5358 4 місяці тому +12

    ସତରେ ଭାଇ ଏ ଗୀତ ଟି ଯେମିତି ସୌରଭ ସାର୍ ଭାବ ଦେଇକି ଗାଇଛନ୍ତି ତାଙ୍କର ସେଇ ଗୀତ ଟି କୁ ଅଶ୍ୱିନ ଭାଇ ଙ୍କ ଅଭିନୟ ଦ୍ୱାରା ବହୁତ୍ ଭଲ ଭାବରେ ବୁଝେଇଦେଉଛନ୍ତି ସତରେ ଅ ଶ୍ଵିନ ଭାଇ ଅଭିନୟ ବହୁତ୍ ସୁନ୍ଦର୍ କରିଛନ୍ତି ଏଇ ଭିଡିଓ ଦେଖି ଆଖିରେ ଲୁହ ଆସିଯାଇଛି😢😢😢😢😢😢😢😢😢😢😢😢😢😢ଜୟ ଜଗନ୍ନାଥ 🙏🙏🙏🥹🥹🥹🥹

  • @Sureshkumarsahoo-dl8ur
    @Sureshkumarsahoo-dl8ur Місяць тому +2

    ରେ ଜଗା ମୁଁ ତ ଭକତ ନୁହେରେ ତୋ ଭକ୍ତ ହେଇଥିଲେ ତୁ କଣ ଥରୁଟେ ମୋ ପାଖକୁ ଅସନ୍ତୁନି ନା ତତେ ଟିକିଏ ଧରିକି କାନ୍ଦିବାକୁ ଇଚ୍ଛାରେ

  • @ishanishortvideochannel2594
    @ishanishortvideochannel2594 4 місяці тому +2

    😥 ପ୍ରଭୁ ତୁମ ଛଡ଼ା ଆଉ କେହି ଗରିବ ମାନଙ୍କର ଦୁଃଖ ଶୁଣି ବେନି 🙏🙏 ସେଥିପାଇଁ ତ ତମକୁ ଦେଖିଲେ ହିଁ ଗରିବ ଆଖିରେ ଲୁହ ଆସିଯାଏ

  • @manaspradhan3758
    @manaspradhan3758 4 місяці тому +1

    ହେ ମହାପ୍ରଭୁ , ହେ କୃପାସିନ୍ଧୁ କୋଟି କୋଟି ଭକ୍ତ ମାନକର ଦୁଃଖ ଦୂର କରିଦିଅ⭕‼️⭕🙏

  • @anilavenzer5023
    @anilavenzer5023 4 місяці тому +4

    ଅଶ୍ୱିନ୍ ଭାଈ ପ୍ରସଂଶା କରିବାକୁ ଶଦ୍ଦ ହିଁ ନାହି ❤ ହୃଦୟ ସ୍ପର୍ଶି ❤

  • @vikramdas1985
    @vikramdas1985 9 днів тому +1

    जय जगन्नाथ, बहुत बढ़िया भजन है ❤

  • @sonaliswain3492
    @sonaliswain3492 4 місяці тому +6

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ଭବ ତୁମେ 🙏🙏

  • @sandhyaraninayak8981
    @sandhyaraninayak8981 3 місяці тому +1

    Beautiful ❤️ song ❤ jai jagannath 🙏✨🪄♥️.... ମୁଁ ଏହି ଗୀତଟି ଶୁଣି କାନ୍ଦିପକାଇଲି ଲାଗିଲା ଯେମିତି ଭଗଵାନ ଏ ଗୀତ ରେ ସାକ୍ଷାତ ଅଛନ୍ତି ❤❤❤ବହୁତ ବହୁତ ସୁନ୍ଦର ହେଇଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏମିତି ଅନେକ ଗୀତ ଆଣନ୍ତୁ .....