Hey Jaga | Full Video | Odia Jagannath Bhajan | Sovan | Sourav Bharadwaj | Abhijit T | Smruti R

Поділитися
Вставка
  • Опубліковано 27 гру 2024

КОМЕНТАРІ • 13 тис.

  • @PRADEEP_DIGITAL
    @PRADEEP_DIGITAL Рік тому +10992

    ଏ ଗୀତ ଟି ନ ଶୁଣିଲେ ମତେ ରାତିରେ ନିଦ ହେଉନି 😭😭 ପ୍ରତିଦିନ ଶୋଇବା ପୂର୍ବରୁ ଏ ଗୀତକୁ ମୁଁ 4 ରୁ 5 ଥର ଶୁନେ ଏବଂ ଆଖିରେ ଲୁହ ଆସିଯାଏ ଆଉ କାନ୍ଦି କାନ୍ଦି ମୁଁ କେବେତେବେ ସୋଇ ଯାଏ ନିଜେ ବି ଜାଣି ପାରେନି ଜୟ ଜଗନ୍ନାଥ ❤️😭 ଏ ସଙ୍ଗୀତ ବନାଇଥିବା ଟିମ୍ କୁ କୋଟି କୋଟି ପ୍ରଣାମ ଏ ଗୀତ ଟି ଗୀତ ନୁହେଁ ମୋ ଦେହର ରକ୍ତ ପରି ମତେ ଲାଗେ 🙏

    • @bijaysahu4595
      @bijaysahu4595 Рік тому +301

      Satare Bhai mu bi ratire 4ru 5 thare sune suiba parbaru ...nd mo akhiru loha asijai....bahut Sundar heichi song ta

    • @bijaysahu4595
      @bijaysahu4595 Рік тому +99

      Bhai tumar number ta send Kariba...

    • @Babulsarkar-e3l
      @Babulsarkar-e3l Рік тому +52

      Yes bro

    • @sgrbekarilover217
      @sgrbekarilover217 Рік тому +118

      Mo pakhe ta mbl nahi kintu mo bhai jeve mbl dia mu gannath bhajan hi sune kintu ei gita suni le atma ku santi miluchhi jay gannath

    • @tusarkant7129
      @tusarkant7129 Рік тому +37

      Right bro

  • @HR_STATUS_KING_1
    @HR_STATUS_KING_1 Рік тому +2124

    ଏ ଗୀତ ଶୁଣି ମୋ ଆଖିରୁ ଲୁହ ଆସିଗଲା ସତରେ ଦୁନିଆ ରେ ଜଗା ବିନା କିଛି ନାହି ଜୟ ଜଗନ୍ନାଥ ❤❤

    • @TapanMandal-zx9qn
      @TapanMandal-zx9qn Рік тому +15

      Same situation 😢😢🙏

    • @N.k_rocky
      @N.k_rocky Рік тому +19

      TQ akhira luha aape aape jhari jauchhi

    • @N.k_rocky
      @N.k_rocky Рік тому +7

      TQ akhira luha aape aape jhari jauchhi

    • @jyotirani7236
      @jyotirani7236 Рік тому +7

      🙏ସତ କଥା କହିଲ ଭାଇ ....

    • @sovansamal
      @sovansamal Рік тому +4

      thank you so much, jay jagannath..🙏❤️

  • @suryagouda6951
    @suryagouda6951 Рік тому +3430

    ଜଗନ୍ନାଥ ଏକ ଶବ୍ଦ ନୁହେଁ। ଓଡ଼ିଶାବାସୀ ଙ୍କ ଭାବ ଆଉ ପ୍ରାଣ।❤ଜୟ ଜଗନ୍ନାଥ 🙏🙏🙏

  • @trilochanpanda581
    @trilochanpanda581 Місяць тому +19

    ସତରେ ଗୋଟିଏ ହୃଦୟସ୍ପର୍ଶୀ ଗୀତ ଟିଏ, ଧନ୍ୟବାଦ୍ ଦେବୀ ରଚନା କରିଥିବା ନିର୍ଦ୍ଦେଶକ ଙ୍କୁ।

  • @mrkunuyt8270
    @mrkunuyt8270 11 місяців тому +2074

    ମୁଁ ମୁସଲିମ ଧର୍ମ ର ପିଲା କିନ୍ତୁ ଏ ଗୀତ ଟି ମୋ ହୃଦୟ ଜିତି ନେଲା 🚩🚩🚩ଜୟ ଜଗନ୍ନାଥ ସ୍ୱାମୀ 🙏🙏

    • @chittaranjan4925
      @chittaranjan4925 11 місяців тому +137

      ଜଗନ୍ନାଥ କେବଳ ଧର୍ମ ରେ ସୀମିତ ନୁହେଁ, ଜାତି ଧର୍ମ ର ବହୁ ଉର୍ଦ୍ଧ ରେ ଜଗନ୍ନାଥ
      ଜଗନ୍ନାଥ ,ସେ ଅତୀତ, ସେ ବର୍ତ୍ତମାନ, ସେ ଭବିଷ୍ୟତ
      ସେ ବିଶ୍ୱାସ, ସେ ପ୍ରେମ ❤

    • @NandiniSasmal-r7z
      @NandiniSasmal-r7z 11 місяців тому +1

      @@chittaranjan4925 ଠିକ୍ କହିଲ ଭାଇ

    • @SOUMYA-i1d
      @SOUMYA-i1d 11 місяців тому +14

      jai jagannath..🙏🙏🙏🙏

    • @MaheswarMuni
      @MaheswarMuni 11 місяців тому +9

      jai jagannath 🙏🙏🙏

    • @pravakarbarik3957
      @pravakarbarik3957 11 місяців тому +9

      ❤❤ Bhai dhanyawad

  • @chandankumarparidaofficial
    @chandankumarparidaofficial Рік тому +331

    ଶରୀରରେ ଶିହରଣ ଖେଳିଗଲା ଓ ଆଖିରେ ଲୁହ ଆସିଗଲା। ଗୀତ ନୁହେଁ, ଏହା ଆମ ଭାବ ର ଶେଷ। ଜୟ ଜଗନ୍ନାଥ 🙏

    • @bijayakumarsahoo5710
      @bijayakumarsahoo5710 Рік тому +6

      ସତରେ ଏଇ ଗୀତ କୁ ଶୁଣି ଆଖିରୁ ଲୁହା ଆସିଗଲା

  • @minatimalik637
    @minatimalik637 9 місяців тому +429

    ମୁଁ ବହୁତ ଗର୍ବ କରୁଛି ମୁଁ ଏପରି ଦିଅଁ ଙ୍କୁ ପାଇଛି 🙏🙏 କୋଟି ଓଡିଆଙ୍କ ମୁଖରେ ଏବଂ ହୃଦୟ ରେ ଗୋଟିଏ ନାମ ଜୟ ଜଗନ୍ନାଥ 🙏💫❤

  • @chandaneswarnewsplus
    @chandaneswarnewsplus 27 днів тому +3

    ବହୁତ ସୁନ୍ଦର ହେଇଛି ଏହି ଭଜନ ଟି। ଆମ କୋଟି କୋଟି ଓଡ଼ିଆ ମାନଙ୍କ ହୁର୍ଦୟ ସ୍ପନ୍ଦନ । ଆମେ ତାଙ୍କ ବିନା ଏ ଦୁନିଆ ରେ କିଛି ବି ନୁହେଁ। ଯାହା ହେଉ ଭଜନ ଟି ହୁର୍ଦ୍ଦୟ ସ୍ପର୍ଶି । କାରଣ ବହୁତ୍ ଦିନ ପରେ ଏମିତି ଏକ ଭଜନ ଶୁଣିବାକୁ ପାଇଲି। ଜୟ ଜଗନ୍ନାଥ। ଜଗା ତୋ କଳା ଅନ୍ଧାର ରେ ମୋତେ ମିଶେଇ ଦେ

  • @sameerkumarsahoo2989
    @sameerkumarsahoo2989 5 місяців тому +364

    ତୁ ତୋତେ ଗଢିଛୁ, ଫୁଣି ମୋତେ ଗଢିଛୁ
    ତୋତେ ଅଧା ମୋତେ ପୁରା କରିଛୁ।
    ସତେ ! କି ରଚନା ଶୈଳୀ, ଚମତ୍କାର ...❣️🙏😢

    • @boyfriend18
      @boyfriend18 4 місяці тому +6

      ଜୟ ଜଗନ୍ନାଥ🙏🙏🙏🙏🙏❤️❤️❤️❤️🙏🙏🙏🙏🙏🙏❤️❤️❤️❤️❤️❤️

    • @deepanayak1104
      @deepanayak1104 3 місяці тому

      Jai shree jagannath

    • @krishnasahoo8924
      @krishnasahoo8924 2 місяці тому

      ଜୟ ଜଗନ୍ନାଥ 🙏🙇

    • @Haryysticx_01
      @Haryysticx_01 9 днів тому +1

      😢😢😢😢😢

  • @dhirendrarout2822
    @dhirendrarout2822 Рік тому +1145

    ସାଢେ ଚାରିକୋଟି ଓଡ଼ିଆ ଙ୍କ ଜୀବନ ଆଉ ବିଶ୍ୱାସ ସେ ମୋ ଜଗନ୍ନାଥ 🙏🙏🙏.
    ଏ ଗୀତ ର ସମସ୍ତ କଳାକାର ଙ୍କୁ ହୃଦୟ ରୁ ଧନ୍ୟବାଦ 🙏

    • @nabakishorbag
      @nabakishorbag Рік тому +2

      ନା ଭାଇ ନବିନା 😂😂 ଲୋକ ତାକୁ ଧିରେ ଧିରେ ଭଗଵାନ ମନିବାରେ ଲାଗିଛନ୍ତି

    • @SoloLucifer_0692
      @SoloLucifer_0692 Рік тому +3

      World famous jaganath dham Puri Jay jaganath ❤❤❤❤❤❤

    • @gagansahoo9461
      @gagansahoo9461 Рік тому +3

      ❤❤❤❤jai ho 🙏

    • @MrSumit200cc
      @MrSumit200cc Рік тому +1

      ​@@nabakishorbag Andha bhakta jemti Modi ku Manu chanti. Semti

    • @jyotsnaroychowdhury2468
      @jyotsnaroychowdhury2468 Рік тому +1

      Jay Jagannath

  • @SuchismitaDas-p4g
    @SuchismitaDas-p4g 11 місяців тому +144

    Listening On repeat.. ବହୁତ ଦିନ ପରେ ଏତେ ସୁନ୍ଦର ଓଡ଼ିଆ ଜଗନ୍ନାଥ ଭଜନ ଟିଏ ଶୁଣିଲି... ପ୍ରତ୍ୟେକ ରୋମ ରେ ଜଗନ୍ନାଥ ଙ୍କୁ ଅନୁଭବ କରିପାରିଲି... କେଡେ ସୁନ୍ଦର ଲେଖା... ଲେଖକ, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଙ୍କୁ ଅଶେଷ ଧନ୍ୟବାଦ🙏

  • @PARESHNAYAKVlogs
    @PARESHNAYAKVlogs 2 місяці тому +27

    ଯେତେ ଶୁଣିଲେ ଵୀ ମନ ମାନୁନି ଆହୁରି ଶୁଣୁଛି। ପ୍ରତ୍ୟେକ ଦିନ ସକାଳୁ ମୋର ଏହି ଗୀତ ରୁ ଆରମ୍ଭ ହୁଏ ...Thank you Silu bro..& Sourav bro...🙏

    • @Vedio_56
      @Vedio_56 Місяць тому

      😂😊😊🎉🎉🎉बलभद्र सुभद्राभ्याम् जगन्नाथाय ते नमः":
      🙏🙏🙏❤

  • @Arnada754
    @Arnada754 6 місяців тому +1552

    ଏହି ଗୀତ ଟି ଶୁଣି କାହାକୁ ଓଡ଼ିଆ ହେବାର ଗର୍ବ ଲାଗୁଚି😢🎉

    • @rajashreePanda-t1c
      @rajashreePanda-t1c 5 місяців тому +12

      Jay jagannatha ❤️🥺

    • @NirupamaMajhi-qy2zr
      @NirupamaMajhi-qy2zr 5 місяців тому +17

      ମତେ ତ ବହୁତ୍ ଗର୍ବ ଲାଗୁ ଛି ଭାଇ କାହିକି ନା ମୁଁ ଓଡ଼ିଆ ଜୟ ଜଗନ୍ନାଥ 🙏

    • @gopalrout8361
      @gopalrout8361 5 місяців тому +10

      ମୋତେ jya Jagannath

    • @smrutiranjan6302
      @smrutiranjan6302 5 місяців тому +2

      Same Sisters ji ​@@NirupamaMajhi-qy2zr

    • @bijubijayabls7548
      @bijubijayabls7548 5 місяців тому +4

      Jagannath ❤❤❤❤

  • @krushnachandrasahoo1772
    @krushnachandrasahoo1772 9 місяців тому +270

    ସତରେ କିଛି ଅଲୌକିକ ଯାଦୁ ଅଛି ଏ ଗୀତ ରେ। ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ। ଜଗନ୍ନାଥ ବି ଆମର ଏମିତି ଜଣେ ଠାକୁର , ଯିଏ ସବୁକିଛି କୁ ଠିକ କରି ପାରନ୍ତି। ଜୟ ଜଗନ୍ନାଥ...🙏🥺🖤

  • @prakashbehera8354
    @prakashbehera8354 3 місяці тому +565

    ମୋ ଜଗା ପାଇଁ ଗୋଟେ ଲାଇକ୍❤❤🎉

  • @Manasi-q4j
    @Manasi-q4j Місяць тому +8

    ଜଗତ ର ନାଥ ଜଗନ୍ନାଥ......ଯେତେବେଳେ ଜଗା ର ଆଖି ସହ ଆଖି ମିଶିଯାଏ ସେତେବେଳେ ଲାଗେ ଯେମିତି ଜୀବନ ର ସମସ୍ତ ଦୁଃଖ କଷ୍ଟ କୁଆେଡ ଚାଲିଯାଈଛି .... 🙏🙏🙏

  • @thechinmaybehera18
    @thechinmaybehera18 Рік тому +158

    Thank you so much the entire team for this beautiful SONG ହେ ଜଗା 🙏🏻 ଜୟ ଜଗନ୍ନାଥ 🙏🏻❤️

  • @Arpitacreation-o7g
    @Arpitacreation-o7g 9 місяців тому +649

    ମିଛ ମାୟା ସଂସାର କେହି ନୁହେଁ କାହାର କେବଳ ଜଗନ୍ନାଥ ହିଁ ନିଜର ❤🥺

  • @manojkumar-mc4un
    @manojkumar-mc4un Рік тому +682

    ଧନ୍ୟବାଦ୍ ଏହି କଣ୍ଠ ଶିଳ୍ପୀଙ୍କୁ ଏତେ ସୁନ୍ଦର ଭଜନ ଟେ ବୋଲିଥିବାରୁ ଆଉ ଲେଖକଙ୍କୁ ବି ଧନ୍ୟବାଦ୍ ! ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ🙏🙏🙏

    • @user-ksanjaya
      @user-ksanjaya 11 місяців тому +2

      Bhai director nka direction ATI sundar , bahut jagare akhiru luha asi jauchi.. mo jaga au mo pua kanha ❤

    • @manojkumar-mc4un
      @manojkumar-mc4un 11 місяців тому +3

      @@user-ksanjaya satare bhai

    • @SrikantaSwain-b6p
      @SrikantaSwain-b6p 11 місяців тому +5

      Ei song suni thili aji video dekhi mo mind kn heigala jay Jagannath

    • @shark_1144
      @shark_1144 11 місяців тому

      @@user-ksanjaya

    • @dillipsamal1098
      @dillipsamal1098 11 місяців тому +3

      Jay jagannath 😢😢😢❤

  • @debashisdas4690
    @debashisdas4690 15 днів тому +3

    ବାଃ ଚାମତ୍କାର ହୃଦୟସ୍ପର୍ଶୀ ଆଖିରୁ ଲୁହ ଆସିଗଲା
    ଜୟ ଜଗନ୍ନାଥ 🙏🙏🙏🙏

  • @soumyaranjansahoo4871
    @soumyaranjansahoo4871 8 місяців тому +651

    ମିଛ ମାୟା ସଂସାର କେହି ନୁହେଁ କାହାର କେବଳ ଜଗା ହିଁ ନିଜର ❤️🚩🚩

    • @Sun_Dil
      @Sun_Dil 7 місяців тому +11

      Kehi jadi kaha ra helani tebe jaga kemiti nujara hele , se v kahara nuha

    • @Mohapatraranjan57
      @Mohapatraranjan57 7 місяців тому +5

      Right 👍

    • @aswinijena5307
      @aswinijena5307 7 місяців тому +2

      Hn

    • @PrasadAchary-nl5go
      @PrasadAchary-nl5go 7 місяців тому +1

    • @pabitraofficial1435
      @pabitraofficial1435 7 місяців тому +1

      Sara katha bhai sabu michha maya chhalana 😭💔💔👍😭💔👍💔👍💔👍👍💔😭💔👍💔💔👍👍

  • @anil_version
    @anil_version 2 місяці тому +224

    ତୁମେ ହିଁ ଆରମ୍ଭ
    ତୁମେ ହିଁ ଶେଷ ❤
    ଜୟ ଜଗନ୍ନାଥ 😊

    • @Vedio_56
      @Vedio_56 Місяць тому +2

      🎉🎉बलभद्र सुभद्राभ्याम् जगन्नाथाय ते नमः":
      🙏🙏🙏❤

  • @biswaranjandash6990
    @biswaranjandash6990 11 місяців тому +65

    ଜୟ ଜଗନ୍ନାଥ 🙏
    ଏ ଗୀତ ଟି ଏହିପରି ହୋଇଛି ଯେ ଗୀତଟି ଶୁଣିଲା ପରେ ଆଖି ଆଉ ବୋଲ ମାନିଲାନି ,ଦୁଇ ଠୋପା ଲୁହ ବୁହାଇଦେଲା ।
    ଏହିପରି ହୃଦୟସ୍ପର୍ଶୀ ଗୀତ କରିଥିବା ଯୋଗୁଁ ପୁରା ଟିମକୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।

  • @satyabratadey530
    @satyabratadey530 Місяць тому +28

    ମୁଁ ଯେତେବେଳେ କିଛି ଚିନ୍ତା ରେ ଥାଏ, ଏ ଭଜନ ଶୁଣିଲେ ମୋର ସବୁବେଳେ ଚିନ୍ତା ଦୂର ହେଇ ଯାଏ 🙏 ଜୟ ଜଗନ୍ନାଥ ⭕‼️⭕🙏

  • @prabhujagannathodiastory
    @prabhujagannathodiastory Рік тому +180

    ଭଜନଟି ବହୁତ୍ ସୁନ୍ଦର୍ ହୋଇଛି, ଆଉ ତା ସହ Sovan ଭାଇ ଙ୍କ ଅଭିନୟ... ଓଃ ଲୋମ ଟାଙ୍କୁରି ଯାଉଚି , #ଜୟ_ଜଗନ୍ନାଥ 🙏🙏🙏

  • @HiralalDas-o2z
    @HiralalDas-o2z 4 місяці тому +101

    ସତରେ ଗୀତ ର କିଛି ଅପୂର୍ବ ମାଧୁର୍ଯ୍ୟ ଅଛି। ଲୋମ ଟାଙ୍କୁରି ଉଠୁଚି ଓ ପୁରା ହୃଦୟ କୁ ଭେଦୁଚି। ଜୟ ଶ୍ରୀଜଗନ୍ନାଥ 🙏

  • @rakeshchandrapradhan114
    @rakeshchandrapradhan114 8 місяців тому +185

    ତତେ ତୁ ଗଢିଚୁ,, ପୁଣି ମୋତେ ଗଢିଚୁ
    ତତେ ଅଧା ମୋତେ ପୂରା କରିଛୁ,,,
    କେତେ ସୁନ୍ଦର ରଚନା 👌🏻👌🏻👌🏻👌🏻👌🏻
    ଆତ୍ମା କୁ ଛୁଇଁ ଯାଉଛି ❤️❤️❤️

  • @CK_MEDIA
    @CK_MEDIA 27 днів тому +8

    ଏଇ ଗୀତ ଶୁଣିଲା ପରେ
    ପୁରୀବଡଦାଣ୍ଡ କଥା ମନେ ପଡିଯାଉଛି
    Jay ଜଗନ୍ନାଥ ❤❤

  • @Sriyasaktilifestyle
    @Sriyasaktilifestyle 11 місяців тому +488

    ଜଗା ର ଭଜନ ସବୁଠୁ ନିଆରା... ଦେହ ଶୀତେଇ ଉଠେ... ଜୟ ଜଗନ୍ନାଥ 🙏

  • @manojkumarsahu1989
    @manojkumarsahu1989 Рік тому +371

    1 day re 100 thara sunile v mana bharuni song ku.... really heartly congratulations 'entire team ❤️ Jay Jagannath Swami Nayan Path Gami Bhaba Tume 🙏🏻🙏🏻🙏🏻 2023 ra favourite song 💞

  • @PrasantaSukari
    @PrasantaSukari 8 місяців тому +723

    ଏ ଗୀତ ଶୁଣିବା ପରେ କାହାର ଲୋମ ଟାଙ୍କୁରି ଉଠୁଛି। ଏବଂ ଲୁହ ଆଖିରେ 😢

  • @saumyadash5933
    @saumyadash5933 Місяць тому +1

    Sovam bhai. Gaichhanti..
    Ati sundara..
    Jaga jaga chariade laguchi...
    Odisha ra samastana hrudayare bhai tume rahiba sabudina pai

  • @bikashgarabadu9749
    @bikashgarabadu9749 11 місяців тому +135

    କି ଚମତ୍କାର ଭାବ। ଗୀତିକାର, ସଙ୍ଗୀତକାର ଓ ଗାୟକଙ୍କୁ ଦିବ୍ୟ ଆଶୀର୍ବାଦ ନଥିଲେ ଏଭଳି ଗୀତର ସର୍ଜନା ହୋଇପାରିବନାହିଁ 🙏

  • @satyabratadey530
    @satyabratadey530 Рік тому +159

    ସତରେ ମହାପ୍ରଭୁ ଙ୍କ ଭଜନ ସଦାବେଳେ ହୃଦୟସ୍ପର୍ଶୀ ହେଇଥାଏ 🙏🏻🙏🏻... ଜୟ ଜଗନ୍ନାଥ ❤

  • @rakeshchandrapradhan114
    @rakeshchandrapradhan114 Рік тому +57

    ବହୁତ ସୁନ୍ଦର ହୋଇଛି ଭଜନ ଟି,,,ଧନ୍ୟବାଦ ସମସ୍ତ ଭାଇ ମାନଙ୍କୁ ଏମିତି ସୁନ୍ଦର ଭଜନ ଟି ଆଣିଥିବାରୁ 🙏🏻❤️

  • @SasmitaSahoo-y1c
    @SasmitaSahoo-y1c 21 день тому +4

    Main is song ko sunane ke bad mujhe😢😢 a Gaya I love this song very much
    Jay Jagannath❤

  • @Nandini_naik
    @Nandini_naik 6 місяців тому +160

    ଏ ଗୀତ ଟି ବହୁତ୍ ଭଲ ଲାଗେ ଶୁଣିଲେ ଯେତେ ବେକେ କଷ୍ଟ ହୁଏ ଏ ଗୀତ ଶୁଣିଲେ ଲୁହ ଆସି ଯାଏ ଆଉ ବହୁତ ଶାନ୍ତି ମିଳେ। ଦୁନିଆଁ ରେ ସବୁ ମିଛ କିନ୍ତୁ ଜଗା ସତ।
    ଜୟ ଜଗନ୍ନାଥ ⭕‼️⭕ 🌎🙏🏻🥺🙌🙌🙌

  • @NirmalJena-kl8fq
    @NirmalJena-kl8fq 7 місяців тому +512

    କିଏ କହିଲା ଓଡ଼ିଆ ଇଣ୍ଡଷ୍ଟ୍ରି ଆଉ ଆଗ କୁ ଯାଇ ପାରିବନି ଦେଖ ରେ କେମିତି ଗୀତ ସବୁ ବାହାରିଲାଣି 🙏🏿🙏🏿🙏🏿

  • @papunadethi9371
    @papunadethi9371 10 місяців тому +86

    ଜୟ ଜଗନ୍ନାଥ ଭାଇ ସତରେ ତୁମ କଣ୍ଠ ରେ ମା ସରସ୍ବତୀଙ୍କ ଆଶୀର୍ବାଦ ମହା ବାହୁ ଘଣ୍ଟ ଘୋଡେ଼ଇ କି ରଖିଥାନ୍ତୁ

  • @gulsankumarsahoo4935
    @gulsankumarsahoo4935 Місяць тому +7

    ଏଇ ଗୀତ ଶୁଣିଲେ , ଓଡ଼ିଆ ବୋଲି ଗର୍ବ ଲାଗେ 🙏🏻🙏🏻

  • @queenhandisala5308
    @queenhandisala5308 8 місяців тому +187

    ବହୁତ ଦିନ ପରେ ପୁଣି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଗର୍ବ ଅନୁଭବ କଲି

    • @Ramachadra3639
      @Ramachadra3639 6 місяців тому +1

      ହଁ, ମୋର ମନେ ଅଛିଛୋଟ ବେଳେ DD odia ରେଏମିତି ମନଛୁଆଁ ଗୀତ ଦେଖିବା

  • @rakeshrout4994
    @rakeshrout4994 8 місяців тому +74

    ଏତେ ସୁନ୍ଦର ଜଗନ୍ନାଥଙ୍କ ଭଜନ ଗାଇଛ ଭାଇ ତୁମକୁ ଅନେକ ଅନେକ ଧନ୍ୟବାଦ.
    ମୁଁ ଗର୍ବ କରୁଛି ମୁଁ ଓଡ଼ିଆ.
    ଜଗା ତୋ କଳା ଅନ୍ଧାର ରେ ମୋତେ ମିଶେଇ ଦେ....
    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏

    • @Biswo_143
      @Biswo_143 7 місяців тому

      Mate bi nei jaa re jaga to pakhaku

  • @tapanrout9671
    @tapanrout9671 Рік тому +74

    ବହୁତ୍ ସୁନ୍ଦର୍ ଭଜନ ଟିଏ 🙏 ଆଖିରୁ ଲୁହ ଆସିଯାଉଛି 😥 ଜୟ ଜଗନ୍ନାଥ ପ୍ରଭୁ ସବୁ ତୁମ କୃପା 🙏

  • @thegreatsambalpuria6585
    @thegreatsambalpuria6585 2 місяці тому +9

    A song 3 4 bar sune bagera man hi ni bharta ❤ jay jagganath 🙏

  • @rohitnayak999
    @rohitnayak999 9 місяців тому +676

    ତୁ ତତେ ଗଢ଼ିଛୁ,ପୁଣି ମୋତେ ଗଢ଼ିଛୁ
    ତତେ ଅଧା ମୋତେ ପୁରା କରିଛୁ
    କି ସୁନ୍ଦର୍ ରଚନା ଶୈଳୀ ❤

  • @jayabratpradhanjoy5756
    @jayabratpradhanjoy5756 11 місяців тому +82

    ❤ଜୟ ଜଗନ୍ନାଥ❤
    ତୁ ହିଁ ସତ୍ଯ, ତୁ ହିଁ ମିଥ୍ୟା
    ତୁ ହିଁ ପାପ, ତୁ ହିଁ ପୁଣ୍ୟ
    ବିଶ୍ବ ବ୍ରହ୍ମାଣ୍ଡର ମହାନାୟକ
    ହେ ଜଗା.....❤

  • @goutamkumarmaharana8703
    @goutamkumarmaharana8703 10 місяців тому +201

    ଓଡିଶାର ସାଢେ ଚାରି କୋଟି ଲୋକଙ୍କ ହୃଦୟସ୍ପର୍ଶୀ ହୋଇପାରିଛି ଏହି ସୁନ୍ଦର ଗୀତଟି❤️❤️ହେ ଜଗା🙏🙏ଗୀତଟିର ସମସ୍ତ କଳାକାର ,ଗୀତିକାର ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🥰

  • @snehanshudas4598
    @snehanshudas4598 2 місяці тому +1

    Chamatkara pratibimba.... Jaga sabu sei toari maya o echha.... koti pranama

  • @adyashapanigrahi491
    @adyashapanigrahi491 6 місяців тому +189

    ହୃଦୟ କୁ ଛୁଇଁ ନେଲା ଏହି ଗୀତ 🥺❤️🙏✨ ଜୟ ଜଗନ୍ନାଥ ମହାପ୍ରଭୁ❤

    • @miranmediapkl6899
      @miranmediapkl6899 2 місяці тому

      Jay Jagannath prabhu🙏🙏🙏🙏🙏🙏❤❤

  • @villagegirl1523
    @villagegirl1523 9 місяців тому +121

    ପ୍ରତ୍ୟେକ ଦିନ ରେ ଦୁଇ ଥର ମୁଁ ଏ ଗୀତ ଟି ଶୁଣେ ବହୁତ୍ କାନ୍ଦେ 😢,,, ଯାହା ଫଳରେ କି ମନରେ ଥିବା କଷ୍ଟ ଓ ଯନ୍ତ୍ରଣା ଦୂର ହେଇ ଯାଏ ❤,,,,, ପ୍ରଭୁ ସମସ୍ତ ଙ୍କୁ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🎉🎉🎉 ଓଡ଼ିଆ ଙ୍କ ପ୍ରାଣ ର ଦେବତା 😊😊🙏🙏🙏💞

  • @ManojKumar-wb8yu
    @ManojKumar-wb8yu 9 місяців тому +26

    ସୌରଭ ଭାଇଙ୍କ କଣ୍ଠରେ ଯାଦୁ ଅଛି.... ଜଗନ୍ନାଥଙ୍କ ଆଶୀର୍ବାଦ ଅଛି..... ହୃଦୟକୁ ଛୁଇଁଗଲା ।

  • @fakirmohansahoo2079
    @fakirmohansahoo2079 День тому

    ବହୁତ ସୁନ୍ଦର ଗୀତଟି, sourav ଭାଇଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏

  • @Weird_odia
    @Weird_odia Рік тому +63

    କାନ୍ଦିବା ଟା ସୁନିଶ୍ଚିତ 😢... ହେ ଜଗା ତୋ କଳା ଅନ୍ଧାର ରେ ମିଶେଇ ଦେ ❤

  • @dipudeepakcreation
    @dipudeepakcreation Рік тому +77

    ହେ ଜଗା ତୋ କଳା ଅନ୍ଧାରରେ ମୋତେ ମିଶେଇ ଦେ 🥹😭🧖Jay Jagannath 🙏🏻🙏🙏🏻

  • @biswaranjan1315
    @biswaranjan1315 Місяць тому +1

    Aei song ta bahut bhala laguchi , au sabu step re jia taku kia help karuchi au jagannath nka photo dekhajauchi ❤ love this seen Jay jagannath 🙏❤

  • @priyadarsimoharana
    @priyadarsimoharana 11 місяців тому +65

    ବହୁତ ବହୁତ ଧନ୍ୟବାଦ ପୁରା ଟିମ୍ କୁ ଏହି ହୃଦୟସ୍ପର୍ଶୀ ଭଜନ ଟି ପାଇଁ। ଜେତେ ତାରିଫ୍ କଲେ ଭି କମ୍ ପଡିବ।

  • @news5459
    @news5459 Рік тому +51

    ଏ ଗୀତ ରେ ଅନେକ କିଛି ଅଛି ବୁଝିଲେ ଆଖିରୁ ଲୁହ ଆସିଯାଉଛି ଅଭିନୟ କରିଥିବା ଭାଇଙ୍କୁ ହୃଦୟରୁ ଧନ୍ୟବାଦ୍ ଗୀତି କାର ଭାଇ ଲେଖା ଅତି ସୁନ୍ଦର

  • @debaprosadmal6137
    @debaprosadmal6137 Рік тому +141

    ଦେହ ଥରିଗୋଲା ❤ ଆଖି ଭିଜିଗଲା 😢 ଜୟ ଜଗନ୍ନାଥ ❤

  • @abhipshapanigrahi2285
    @abhipshapanigrahi2285 2 місяці тому

    ହୃଦୟକୁ ସ୍ପର୍ଶ କରୁଥିବା ଶବ୍ଦ,ଭାବନା,ଅଭିନୟ, କଣ୍ଠ ସବୁ ବହୁତ ବଢ଼ିଆ, ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।

  • @GURU.NEEMKAROLI.KE.DAS.07
    @GURU.NEEMKAROLI.KE.DAS.07 5 місяців тому +114

    ଏହି ଗୀତ ରେ ହୁଏତ ଆପଣ ମାନଙ୍କୁ ନାଟକ ଲାଗୁଥିବ କିନ୍ତୁ ଏହି ସବୁ ପ୍ରତ୍ୟେକ ଟି ଘଟଣା ତାଙ୍କ ଭକ୍ତ ମାନଙ୍କ ସହିତ ହେଉଛି,
    ଜୟ ଜଗନ୍ନାଥ ❤

  • @sonamsonali
    @sonamsonali Рік тому +254

    Jay jagannath 🙏

  • @salinidash1849
    @salinidash1849 11 місяців тому +260

    ୨ ଘଣ୍ଟା tension ରେ ଥିବା ପରେ ଯେବେ ମୁଁ ଏଇ ଗୀତ ପ୍ରଥମ ଥର ପାଇଁ ଶୁଣିଲି ୨ ଘଣ୍ଟା ର କାନ୍ଦ ୧୦ ମିନିଟ ରେ ବନ୍ଦ ହୋଇଗଲା ଆଉ ବହୁତ ହାଲ୍କା ଲାଗିଲା। ଜୟ ଜଗନ୍ନାଥ 🙏🙏

    • @sunapila
      @sunapila 10 місяців тому +5

      Apana nka Kanda band hela... Au Amara khusi ra luha... Epadyanta bohi chalichi.... Jay Jagganath

    • @manoranjandas7473
      @manoranjandas7473 10 місяців тому +1

      Satare nice song❤❤ jay jagannatha 🙏🙏🙏

    • @manishadash8202
      @manishadash8202 9 місяців тому +1

      Sata kahile bhai

    • @manishadash8202
      @manishadash8202 9 місяців тому +2

      JAY JAGANNATH ❤

    • @silabehera4354
      @silabehera4354 9 місяців тому +1

      Jay jaganath 🙏🏻

  • @ranjitapusty6308
    @ranjitapusty6308 9 днів тому +1

    ହେ ଜଗା ତୁ ଯାହାର ବନ୍ଧୁ ହେଉଚୁ ତାହାର ଆଉ କାହାକୁ ଭୟ ଯେ.... my heart my best frend mo jogaa only Tu jogaa🙏🏻❤❤🙏🏻🙏🏻🙏🏻

  • @prajnaparamitapanigrahi5658
    @prajnaparamitapanigrahi5658 8 місяців тому +45

    ଈଶ୍ୱର ଙ୍କ କୃପା ବିନା ଏତେ ସୁନ୍ଦର ଗୀତ ଗାଇବା ,ଲେଖିବା ସମ୍ଭବ ନୁହଁ।।।ଜୟ ଶ୍ରୀ ଜଗନ୍ନାଥ

  • @factsocean4485
    @factsocean4485 Рік тому +75

    କୋଟି କୋଟି ଓଡିଆଙ୍କ ଗର୍ବ, ଗୌରବ ଆଉ ଜୀବନ ଜଗତର ନାଥ ପ୍ରଭୁ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🚩🕉️🔱

  • @bhaskarbehera4607
    @bhaskarbehera4607 11 місяців тому +56

    ମୁଁ ଏହି ଗୀତ ଟିକୁ ଶୁଣିଲା ପରେ ମୋତେ ଭୋକ ଶୋଷ ସବୁ କୁଆଡେ଼ ଚାଲି ଯାଉଛି

  • @badalparida1443
    @badalparida1443 7 місяців тому +67

    ଗୀତ ଟି ଶୁଣିଲେ ଯେତେ ଦୁଃଖ ରେ ହଉ କି ଯାହା ହେଉ ସବୁ ଭୁଲି କେବଳ ଜଗନ୍ନାଥ ଙ୍କୁ ଭାବନା ଆସିଯାଏ!ମନ ମୁଗ୍ଧ କର ଗୀତ!ଏଇ ଗୀତ ରେ ଯେଉଁ ମାନଙ୍କ ଅବଦାନ ରହିଛି ସମସ୍ତ ଙ୍କୁ ଧନ୍ୟବାଦ ଭଗବାନ ସେମାନଙ୍କ ମଙ୍ଗଳ କରନ୍ତୁ ତା ସହ ସମସ୍ତ ଙ୍କର ମଙ୍ଗଳ କରନ୍ତୁ!ଜୟ ଜଗନ୍ନାଥ 🙏🏼🙏🏼🙏🏼

  • @papumallick3345
    @papumallick3345 Рік тому +60

    খুব সুন্দর গানটা ,সুনলে যেমন ভালো লাগে দেখলে চোখ থেকে জলচলে আসে 😢 . এটা বাস্তবে যেটা হচ্ছে সে টা তুলে ধরেছে যার কেইনে তার প্রভু জগন্নাথ দেব আছে
    জয় জগন্নাথ 🙏🏼🙌🏽

  • @FUNNYGANJAMIAJITU
    @FUNNYGANJAMIAJITU 5 місяців тому +41

    ଜାଣେନା କାହିଁକି ଏ ଗୀତଟି ମୋତେ ବହୁତ୍ ହୃଦୟ ସ୍ପର୍ଷୀ ଲାଗି ଆଖିରୁ ଲୁହ ଆସିଯାଇଛି ବାର ବାର

  • @KarinaSamantaray-u1x
    @KarinaSamantaray-u1x 3 дні тому +1

    Abastaba duniya re eka matra bastaba Satya mo Jaga ♥️♥️😘😘❣️❣️😘😘❣️

  • @biswajeetodiavlog
    @biswajeetodiavlog Рік тому +42

    ବହୁତ୍ ସୁନ୍ଦର ଭଜନ ❤ ଅଭିନୟ ବହୁତ୍ ସୁନ୍ଦର କିଛି ଦିନ ଭିତରେ ଏ ଗୀତ ମୋର ବହୁତ୍ ପ୍ରିୟ ହେଇଗଲାଣି ❤

  • @lipsamahapatra9571
    @lipsamahapatra9571 10 місяців тому +40

    ହେ ପ୍ରଭୁ ...ତୁମ ଚରଣ ରେ କୋଟି କୋଟି ପ୍ରଣାମ ମୋତେ ସାହସ ଦିଅନ୍ତୁ ପ୍ରଭୁ ଏ ଦୁନିଆ ରେ ଗୋଟେ ଭଲ ମଣିଷ ଟିଏ ହେବାରେ 🌸🙏

  • @pradeeplucy2011
    @pradeeplucy2011 7 місяців тому +43

    ଅଦ୍ଭୁତ ଭଜନ ... ମହାପ୍ରଭୁ ଆମ ସମସ୍ତଙ୍କର ପ୍ରାଣ, ପବନ, ହୃଦୟ ଓ ସ୍ପନ୍ଦନ... ମଣିମା ସମସ୍ତଙ୍କୁ ଆପଣେଇ ନେଇ ତୁମ ଭିତରେ ବିଲୀନ କରିଦିଅ... ଜୟ ଜଗନ୍ନାଥ 🙏🙏🙏ଗୀତ ଶୁଣି ଆଖିର ଲୁହ ଆଉ ବୋଲ ମାନୁନି..

  • @boyfriend18
    @boyfriend18 Місяць тому +3

    ଜୟ ଜଗନ୍ନାଥ🙏🙏🙏❤️❤️❤️🙏🙏🙏🙏ଭୁଲ ଥିଲେ କ୍ଷମା କରିବ ପ୍ରଭୁ🙏🙏🙏🙏❤️❤️❤️❤️🙏🙏🙏🙏ତମକୁ ଯଦି ପ୍ରଭୁ ଗୁହାରି କରିବିନି ତ ଆଉ କାହାକୁବା ମୋ ଦୁଃଖ କହିବି ପ୍ରଭୁ🙏🙏🙏🙏❤️❤️❤️🙏🙏🙏🙏ଭଲ ବାଟ ଦେଖାଓ🙏🙏🙏🙏❤️❤️❤️❤️🙏🙏🙏🙏🙏

  • @swagatikalenkarinky8221
    @swagatikalenkarinky8221 6 місяців тому +174

    ଜୀବନର ମାନେ କଣ ଏଇ ଗୀତ ଶୁଣିଲା ପରେ ଆଉ ଏଇ video ଦେଖିଲା ପରେ ଜଣା ପଡିଗଲା... 🥹ଜୟ ଜଗନ୍ନାଥ 🙏😭

  • @preetampujhari4631
    @preetampujhari4631 Рік тому +51

    ଜୟ ଜଗନ୍ନାଥ ସ୍ୱାମୀ ( ହୃଦୟସ୍ପର୍ଶୀ...🥺🧡🙏🏻) ଅଶେଷ ଧନ୍ୟବାଦ - AARIV MUSIC, SOURAV, SMRUTI R & Team ✨

  • @biswajeetsahu4017
    @biswajeetsahu4017 Рік тому +22

    Bhakta aau Bhagavan....duhen duhinka pain...
    Aassa o bharasa....astha ..Biswas..
    Aau kichhi darkar nahin...
    .
    .
    Very well presented and beautifully sang...
    .lots of appreciation for the entire team.❤

  • @sanjutripathy5662
    @sanjutripathy5662 20 днів тому +1

    ଏଇ ଗୀତ ଶୁଣିଲେ ସତେ ଯେମିତି ଜଗା ମୋ ସାଙ୍ଗରେ ମୋ ପାଖରେ ଏକା ସାଙ୍ଗରେ ଖେଳୁଛୁ ବୁଲୁଛୁ 🙏❤❤ଜୈ ଜଗନ୍ନାଥ 🙏🙏🙏🙏🙏🙏

  • @subratsahoo1861
    @subratsahoo1861 10 місяців тому +116

    This is not only a song this tha emotions of our odia ଆମର ମହାପ୍ରଭୁଙ୍କ ମହିମା ଏହି ଗୀତ ଟି ଶୁଣିବା ସମୟରେ ଆଖି ରୁ ଲୁହ ବାହାରି ଆସୁଛି ସବୁ ମହାପ୍ରଭୁଙ୍କ ଲୀଳା ଜୟ ଜଗନ୍ନାଥ 🙏🙏🙏

  • @sisirpratapsingh9628
    @sisirpratapsingh9628 9 місяців тому +53

    Sabu bele reels re sunithili hele aji 1st time full song sunila pare mo akhi re luha asigala.jay jagarnaath⭕‼️⭕

  • @susilparida1878
    @susilparida1878 9 місяців тому +29

    ହେ ପ୍ରଭୁ ଜଗା ଏ ଦୁନିଆରେ ମୋତେ ଭଲ ମଣିଷ ହବାର ଅଛି ତମ ଆଶ୍ରିବାଦ ଦରକାର ମୋତେ... ଜୟ ଜଗା 🙏🙏

  • @radhakrishnaCreation147
    @radhakrishnaCreation147 Місяць тому

    ଭଗବାନ ଆଉ ଭକ୍ତ ର ଭାବପୂର୍ଣ୍ଣ ସଂପର୍କ ହୃଦୟକୁ ଛୁଇଁ ଯାଇଚି ଏ ଗୀତ ସକାଳେ ସନ୍ଧ୍ୟା ରେ ପ୍ରଦିଦିନ ଏ ଗୀତ ଶୁଣିବାକୁ ଭଲଲାଗେ ଗାଇଥିବା ସେଇ ଗାୟକ ପାଇଁ ଅନେକ ଅନେକ ଧନ୍ୟବାଦ 🙏
    ମହାନ ମୋ ଜଗନ୍ନାଥ ମୁଁ ଭକ୍ତଟିଏ ତାର ହେଇ ମୋ ଜୀବନ ସାର୍ଥକ ହେଇଗଲା
    ପ୍ରଭୂ ପାଦତଳେ କୋଟି କୋଟି ପ୍ରଣାମ 🙏

    • @radhakrishnaCreation147
      @radhakrishnaCreation147 Місяць тому

      ସବୁଠାରୁ ଦୁଖୀ ମୋ ଜଗା ମୋ ପ୍ରଭୁ ର ହାତ ନାଇଁ କି ଗୋଡ ନାହିଁ ସାରା ଦୁନିଆର ଦୁଃଖ ଏକା ସିଏ ବୁଝୁଚି
      ମୋ ଜଗନ୍ନାଥ ର ହୃଦୟ ବଡ଼ ସମସ୍ତ ଭକ୍ତ ଙ୍କୁ ହୃଦୟରେ ରଖିଛନ୍ତି 🙏🙏

  • @Anjanameher8645
    @Anjanameher8645 Рік тому +41

    Khub sundar lekha , gita suni akhire luha asigala , God bless your all team members....!! JAY JAGANNATHA 🙏❤🙏❤🙏

  • @UnsolvedSatya
    @UnsolvedSatya Рік тому +58

    ଫଳ ଭିତରେ ନଡ଼ିଆ (ଶ୍ରୀଫଳ)
    ଭାବରେ ବନ୍ଧା ଆମ କାଳିଆ
    ସର୍ବୋପରେ ଆମେ ଓଡ଼ିଆ ଭାରି ବଢିଆ ❤

  • @Jayshreeram-00002
    @Jayshreeram-00002 3 місяці тому +103

    ଜୟ ଜଗନ୍ନାଥ 😢 1:25 ଏହି ଗୀତଟି ମୋର ବହୁତ ପସନ୍ଦ ! ଏହି ସଂଗୀତ ବନାଇଥିବା ଟିମ୍ କୁ କୋଟି କୋଟି ପ୍ରଣାମ କରୁଚି 😭

    • @Vedio_56
      @Vedio_56 Місяць тому

      😢😊🎉बलभद्र सुभद्राभ्याम् जगन्नाथाय ते नमः":
      🙏🙏🙏❤

  • @ForFunOnly111
    @ForFunOnly111 11 місяців тому +133

    I don't understand odia language but it is Mahaprabhu's love that make me to love odia songs dedicated to Mahaprabhu ❤❤❤ Jay Jagannath ❤❤❤

    • @sikankumar7272
      @sikankumar7272 10 місяців тому +1

      Jay shree jagannath 🙏🙏

    • @arunamohanty2986
      @arunamohanty2986 10 місяців тому +1

      Thanks ❤🌹🙏for your feelings yes maha prabhu bhajan is best tears come from eyes jaya jagamnath🙏😘

    • @kajalsethikalusethi2304
      @kajalsethikalusethi2304 10 місяців тому +1

      Thank you so much

    • @pankajinidas7178
      @pankajinidas7178 8 місяців тому +1

      Our cultures maybe different but the heart and the emotions are same bro which connects us with each other🙏❤❤❤

    • @shivanshisahu8357
      @shivanshisahu8357 8 місяців тому +1

      Jay jagrnath

  • @pujaranisahoo6554
    @pujaranisahoo6554 Рік тому +118

    In this era of melody,we still stuck in *ହେ ଜଗା* ,when peace is this song and କଳା ଅନ୍ଧାର is solitudeness ❤❤❤❤

  • @lalatendukar8032
    @lalatendukar8032 6 місяців тому +57

    ଯାହା କୁହ ଭାଇ ଏମିତି ଗୀତ କରିଲ ଯେ ଆଖି ରେ ଲୁହ ରୋକି ହେଉନାହିଁ ❤❤❤

  • @firefox9718
    @firefox9718 18 днів тому +1

    Beautiful line❤ tu jamidara eai jagatara mu niriha paraja tie❤

  • @binmaymandal1850
    @binmaymandal1850 11 місяців тому +46

    Literally i cry every time i hear this song. Emiti gita please 🙏🏻 sabubele baneichalantu. Bahut bahut dhanyabad pura team ku ❤

  • @Sangram4041J
    @Sangram4041J 9 місяців тому +1476

    ୨୦୨୪ ରେ କିଏ ଏ ଗୀତ ସୁନିକି କାନ୍ଦିଛ 🥺

  • @sarojkd6435
    @sarojkd6435 10 місяців тому +11

    This is the outstanding ...there is no substitute of it....
    *ଅତ୍ର ତତ୍ର ସର୍ବତ୍ର ବିଦ୍ୟବାନ ସେହି ପ୍ରଭୁ ଜଗନ୍ନାଥ*
    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ🙏

  • @MahadebRoy-lb7gc
    @MahadebRoy-lb7gc 18 днів тому +1

    Love from Kolkata (Siliguri...haldibari.... hemkumari...,) Jay jagannath.............

  • @PrinceMp-kp9oq
    @PrinceMp-kp9oq 10 місяців тому +105

    ଏ ଗୀତ ଶୁଣିଲେ ଆଖି ରୁ ଆପେ ଆପେ ଲୁହ ଆସି ଯାଉଛି 😢😢

  • @BapunKumar-ud6wr
    @BapunKumar-ud6wr 11 місяців тому +31

    ବହୁତ ସୁନ୍ଦର ଭଜନ ବାର ବାର ଶୁଣିବା ପାଇଁ ଇଛା ହଉଛି ଜୟ ଜଗନ୍ନାଥ

  • @HajariNayak-qz5xw
    @HajariNayak-qz5xw 8 місяців тому +22

    First amiti kichhi hela jou Gita suniki mate barambar sunibaku ichha hela...jiban thiba jae sunibaku ichha...a Gita mate ate happy karuchi ... love you jaga mo saha sabubele Raha...joumane jaga ku vl pa a like kara...❤❤

  • @misslaxmifacts
    @misslaxmifacts 19 днів тому +1

    mu janini hele gita suniki kahiki kejani mo akhire luha asuchi au gita suniki mana ta bahut bhala laguchi thank you so much jye ye gita lekhichi au gai chanti (jay jaganath)😌😭

  • @sushant9421
    @sushant9421 11 місяців тому +34

    It's like... Aji mo jibana sarthaka heigala ye bhajana suniki... No words 🙌🙌🙌🙌....

  • @balarampalo356
    @balarampalo356 10 місяців тому +25

    ଅଭିନୟ ରେ ଥିବା ସବୁ କଳାକାର ଙ୍କ ନିଖୁଣ ଅଭିନୟ ହୃଦୟ ସ୍ପର୍ଶି ଓ ସଙ୍ଗୀତ ବି

  • @trishasamadder1841
    @trishasamadder1841 10 місяців тому +36

    I was dead in depression, hopelessness & sad sitting alone in front of jagannath deity...suddenly out of nowhere I found this bhajan full of devotion.. After few minutes I found myself in tears tears ❤take love from Dhaka,Bangladesh 🇧🇩🇧🇩🇧🇩🇧🇩🇧🇩🇧🇩🇧🇩best wishes for your channel

    • @krishnapadhan8023
      @krishnapadhan8023 10 місяців тому +4

      All is well... Jay jagannath

    • @pinkunsahoo4539
      @pinkunsahoo4539 9 місяців тому +2

      Jay jagannath vaii. Love from odisha❤❤ India