ପରିକ୍ରମା ପ୍ରକଳ୍ପ ଗୀତ ଗାଇଲେ ଜୁବୀନ | Jubin Nautial Jagannath Bhajan |BhaktiSamarpan

Поділитися
Вставка
  • Опубліковано 27 гру 2024

КОМЕНТАРІ • 3,7 тис.

  • @BhaktiSamarpan
    @BhaktiSamarpan  11 місяців тому +257

    Latest Song..Watch Now 👇
    ua-cam.com/video/WOaLCBnnkGI/v-deo.html
    ua-cam.com/video/WOaLCBnnkGI/v-deo.html

    • @Runx314
      @Runx314 11 місяців тому +23

      ଅତି ସୁନ୍ଦର,❤

    • @Runx314
      @Runx314 11 місяців тому +11

      जुबिन की आवाज़ में जगानाथ का भजन,
      सुरों में खो जाए, हृदय को हल्का करता साज़।

    • @BABITASAHU-cu6jw
      @BABITASAHU-cu6jw 11 місяців тому +2

      jaya sri.jagannath ,pranam .bahut badhia o❤

    • @dalimbamajhi1884
      @dalimbamajhi1884 10 місяців тому +2

      Mu to pratham dinu ru ai voice ku jubin nautiyal ra boli ki janu thili i love him😍

    • @chandankumarsahoo7410
      @chandankumarsahoo7410 10 місяців тому +4

      Jay jagannath 🙏🙏🙏🙏
      Excellent performance jabardast 💕💕💕💕

  • @diptimayeemahapatra331
    @diptimayeemahapatra331 10 місяців тому +356

    Jubin ଜଣେ ଅଣ ଓଡ଼ିଆ ହୋଇ ବି ଖୁବ୍ ସୁନ୍ଦର ଭାବରେ ଗୀତ ଟିକୁ ଗାଇଛନ୍ତି।।

  • @Ishanibehera2994
    @Ishanibehera2994 11 місяців тому +1967

    କାରଣ ଶ୍ରୀ ମହାପ୍ରଭୁ ଜଗନ୍ନାଥ କେବଳ ଓଡ଼ିଶା ର ନୁହ ସମସ୍ତଙ୍କର ପ୍ରଭୁ 😊

  • @felusaina.pattanaik3005
    @felusaina.pattanaik3005 23 дні тому +7

    ନବୀନ ବାବୁ ଆପଣଙ୍କ ପାଇଁ ଏସବୁ ସମ୍ଭବ ହେଇ ପାରିଛି ତମକୁ ହୃଦୟରୁ ଧନ୍ୟବାଦ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 💚💚✅✅🙏🙏

  • @benudharbhumia8790
    @benudharbhumia8790 10 місяців тому +370

    ଗୀତକୁ ଏତେ ସୁନ୍ଦର ଭାବରେ ଗାଇଛନ୍ତି ଶୁଣିଲେ ଭାରି ବଢିଆ ଲାଗୁଛି ☺️
    ଜୟ ଜଗନ୍ନାଥ 🙏

  • @boombs7575
    @boombs7575 11 місяців тому +264

    ଗୋଡ଼ ଟାଣିବା ବନ୍ଦ କର ସବୁ ସେଇ ମହାପ୍ରଭୁ ଙ୍କ ଇଚ୍ଛା ତାଙ୍କ ଡୋରି ନ ଲାଗିଲେ କେହି ବି ତାଙ୍କ ଭଜନ ଗାଇପରିବେ ନାହିଁ ❤ ସେ ଓଡ଼ିଆ ହଉ କି ଅଣଓଡ଼ିଆ।jubin ଅଣଓଡ଼ିଆ ହୋଇମଧ୍ୟ ଓଡ଼ିଆ ଭାଷା କୁ ଏତେ ସୁନ୍ଦର ଉଚ୍ଚାରଣ କରିଛନ୍ତି ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ❤ 🎉🎉🎉🎉

    • @boombs7575
      @boombs7575 10 місяців тому

      @@devenroy8470 to banda achi mg.. Chaka

    • @sillinayak8833
      @sillinayak8833 8 місяців тому +3

      Right

    • @SwarnalataBehera-n9w
      @SwarnalataBehera-n9w 8 місяців тому +1

      Right

    • @KHERWALBAZAR
      @KHERWALBAZAR 8 місяців тому +3

      ନବୀନଙ୍କ ଡୋରି ଲାଗି ଛି ବୋଲି ଗୀତ ଗାଇ ପାରୁଛନ୍ତି

    • @sushantadalai1845
      @sushantadalai1845 8 місяців тому

      Ri8 bro

  • @malayaranjanswain7677
    @malayaranjanswain7677 9 місяців тому +328

    Jubin ଜଣେ ଅଣ ଓଡିଆ ହେଇ ମଧ୍ୟ ବହୁତ ସୁନ୍ଦର ଜଗନ୍ନାଥ ଙ୍କ ଭଜନ ଗ‌ଇଛନ୍ତି ଯେଉଁ ମାନଙ୍କୁ ଭଲ ଲାଗିଲା ଲାଇକ୍‌ କମେଟ‌ କରନ୍ତୁ ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

    • @SwarnalataBehera-n9w
      @SwarnalataBehera-n9w 8 місяців тому +2

      ଗଇଛନ୍ତି ନୁହେଁ ଗାଇଛନ୍ତି। 😂😂😂

    • @DhaneswarHantal-ed3ok
      @DhaneswarHantal-ed3ok 8 місяців тому +1

      Really so sweet song

    • @runadinesh7780
      @runadinesh7780 7 місяців тому

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @RasmitaNaik-jb5et
      @RasmitaNaik-jb5et 7 місяців тому +1

      ❤❤❤❤

    • @nalinibarik9727
      @nalinibarik9727 Місяць тому

      😄😄😄😄😄😄😄😄

  • @ranjankumarroutray3050
    @ranjankumarroutray3050 11 місяців тому +653

    I am 59 years old, jubin Bhajan of our lord jagannath is fantastic,give him many chances for jaga bhajans

  • @bijaymallik9012
    @bijaymallik9012 10 місяців тому +221

    ଜୁବିନ ଏମିତି ଗାଇଛନ୍ତି ଯେମିତି ଜଗନ୍ନାଥ ତାଙ୍କ କଣ୍ଠରେ ଗାଉଛନ୍ତି. ବହୁତ ଧନ୍ୟବାଦ ଯୁବିନ ବାବୂ ❤ଜୟ ଜଗନ୍ନାଥ 🙏🙏🙏

  • @soumyanayak9338
    @soumyanayak9338 10 місяців тому +47

    ଜୁବିନ ଙ୍କ ସ୍ୱର ଆଉ ପ୍ରେମ୍ ଭାଇ ଙ୍କ ସଂଗୀତ ର ଅପୂର୍ବ ମିଳନ ରେ ସୁନ୍ଦର ହୋଈଛି ୟେ ଗୀତ

  • @sudarsan7848
    @sudarsan7848 11 місяців тому +47

    ଭାଇ ମାନେ କେହି ଟିକେ କୁହ କି ଏଇ voice ଟା କଣ jubin ଙ୍କର ? ମୁଁ belive କରିପାରୁନି 🤔soo sweet 😍 ଜୟ ଜଗନ୍ନାଥ ସ୍ଵାମୀ🥰🙏

  • @pritidasworld836
    @pritidasworld836 11 місяців тому +308

    ଏଇ ଭାବ ରେ ମହାପ୍ରଭୁ ଙ୍କ ଗୀତ ଶୁଣି ଲାଗୁନି ଜଣେ ବଲିଉଡ singer ଏଇ ଗୀତ ଗାଇଛନ୍ତି ବୋଲି ।। କେତେ perfectly ସେ ଓଡ଼ିଆ ଶବ୍ଦ କହୁଛନ୍ତି,,ଆଉ ତାଙ୍କ ସ୍ବର ରେ କାଳିଆ ଙ୍କ ପାଇଁ ସେ ଭାବ ଟା ଜଣା ପଡ଼ୁଛି । ଜୟ ଜଗନ୍ନାଥ 🙏

    • @stargaming6373
      @stargaming6373 11 місяців тому +2

      Bhai ...record bht samay lagithib

    • @sasmitapatel2964
      @sasmitapatel2964 10 місяців тому +1

      Nice song, Jai jagannath 🙏🙏🙏

    • @anjaliprusty5660
      @anjaliprusty5660 10 місяців тому

      Hele nabin babu nkara aji jaye odia ....,......,

  • @basantitape2372
    @basantitape2372 8 місяців тому +49

    ସତରେ ଶ୍ରୀଜଗନ୍ନାଥ କେବଳ ଓଡ଼ିଶା ର ଠାକୁର ନୁହଁନ୍ତି। ସାରା ବିଶ୍ବ ର ଠାକୁର ।ଜୟ ଶ୍ରୀଜଗନ୍ନାଥ 🙏🚩🙏

  • @barshamohanty5587
    @barshamohanty5587 10 місяців тому +215

    ଆମେ ଓଡ଼ିଆ ଭାରି ବଢିଆ 🙏ଆମ ଜଗନ୍ନାଥ ଆମ ପାଇଁ ଗର୍ବ ଗୌରବ ❤️🙏🙏

  • @SarojSutar-p2c
    @SarojSutar-p2c 9 місяців тому +12

    ହେ ପ୍ରଭୁ 🙏🌸

  • @maniaparida
    @maniaparida 9 місяців тому +6

    A song sunile algorithms luha asijauchi 🙏🙏❤ he prabhu 😭😭🙏

  • @basantitape2372
    @basantitape2372 10 місяців тому +144

    ଜୀବନ ଙ୍କୁ ମୋର ଅନେକ ପ୍ରଣାମ ସେ ଅଣ ଓଡ଼ିଆ ହେଇକି ମଧ୍ୟ ଶ୍ରୀଜଗନ୍ନାଥଙ୍କ ପାଇଁ ସୁନ୍ଦର ଓଡିଆ ଭଜନ ଗାଇଲେ।🙏ଜୟ ଜଗନ୍ନାଥ 🙏🙏

    • @manoj-jb5lk
      @manoj-jb5lk 10 місяців тому

      Jubin ko jiban lekhicha😂

    • @Chinu-O3t
      @Chinu-O3t 10 місяців тому +1

      Jay jagannath 🙏🙏❣️❣️

  • @pinkistudyofficial
    @pinkistudyofficial 11 місяців тому +75

    ବହୁତ ସୁନ୍ଦର ଲାଗୁଚି ଜୁବୀନ ଭାଇ ଙ୍କ ସ୍ୱର ରେ l ଆଗକୁ ଆହୁରି ଭଜନ ଶୁଣିବାକୁ ଇଛା ରଖୁଛୁ l 🥰

  • @kkb6852
    @kkb6852 10 місяців тому +13

    ଜୁବିନ, ଭଜନ ଟି ଭଲଭାବରେ ଗାଇଛନ୍ତି, ଶ୍ରୁତି ମଧୁର ହୋଇଛି।ଜୟ ଜଗନ୍ନାଥ।

  • @Twins_Lifestyle
    @Twins_Lifestyle 11 місяців тому +67

    ଆରେ ଜଗନ୍ନାଥଙ୍କ ଆଗରେ ସମସ୍ତେ ସମାନ... ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଜଗନ୍ନାଥଙ୍କର ଆଉ ସେ ଆମର... ଜଗନ୍ନାଥ କେବଳ ଓଡ଼ିଶାର ନୁହନ୍ତି ସେ ତ ସାରା ଜଗତର ନାଥ... ପ୍ରଭୁ ଶ୍ରୀ ଜଗନ୍ନାଥ କି ଜୟ 🙏🙏🙏

  • @prakashnayak2944
    @prakashnayak2944 10 місяців тому +349

    ଗୀତଟି ଯେତେଥର ଶୁଣିଲେ ବି ଆଉ ଥରେ ଶୁଣିବାକୁ ଇଛା ହଉଛି ❤❤, ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏

  • @mrdaya1865
    @mrdaya1865 10 місяців тому +22

    ସ୍ଵଂ ମହା ପ୍ରଭୁ ତାଙ୍କ କଣ୍ଠ ରେ ବିରାଜିତ ଅଛନ୍ତି ଜୟ ଜଗନ୍ନାଥ

  • @JagamohanJena-l3p
    @JagamohanJena-l3p 11 місяців тому +141

    ଶ୍ରୀ ମନ୍ଦିର ପରିକ୍ରମା ଏବଂ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ.... ପ୍ରତି ଭାରତୀୟ ଙ୍କ ପାଇଁ ଭକ୍ତି ଭାବମୟ ଆଧ୍ୟାତୀମିକ ଅଟେ 🚩🕉️🙏ଜୟ ଶ୍ରୀରାମ ଜୟ ଜଗନ୍ନାଥ 🙏

  • @debasmitanayak3089
    @debasmitanayak3089 11 місяців тому +39

    ଆରେ ଜଗନ୍ନାଥଙ୍କ ଆଗରେ ସମସ୍ତେ ସମାନ... ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଜଗନ୍ନାଥଙ୍କର ଆଉ ସେ ଆମର... ଜଗନ୍ନାଥ କେବଳ ଓଡ଼ିଶାର ନୁହନ୍ତି ସେ ତ ସାରା ଜଗତର ନାଥ... ପ୍ରଭୁ ଶ୍ରୀ ଜଗନ୍ନାଥ କି ଜୟ 🙏🙏🙏.......jay jagannath swami 🙏🙏🙏🙏

    • @Lucky-so1xk
      @Lucky-so1xk 10 місяців тому

      Hmm bhauni tame thik kahicha🙏

    • @lifeexpriencekmp754
      @lifeexpriencekmp754 10 місяців тому +1

      ହେଲେ ଅନ୍ୟ ଧର୍ମ ଲୋକ , ଜଗନ୍ନାଥ ଙ୍କ ଭକ୍ତିରେ ଲୀନ ହେଲେ ବି ପ୍ରବେଶ କଣ ପାଇଁ ମନା

    • @bikamanisacreation1991
      @bikamanisacreation1991 10 місяців тому

      👍🏼🙏❤

    • @ChittaranjanJena-h2i
      @ChittaranjanJena-h2i 10 місяців тому

      Jay jaganath Swami vhaba tume

    • @sunilsoren8562
      @sunilsoren8562 10 місяців тому

      Kahiki aloga dhormo,jati loko ku posiba mona...😂

  • @shekhargadaba8141
    @shekhargadaba8141 10 місяців тому +8

    "କରି କରାଉ ଥାଇ ମୁହିଁ, ମୋ ବିନୁ ଅନ୍ୟଗତି ନାହିଁ । " ଡୋରି ଲାଗିଛି ଗୀତ ବୋଲିବାକୁ... Jubin ❤

  • @bamadevjena3571
    @bamadevjena3571 10 місяців тому +87

    ଓଡ଼ିଆ ନଜାଣି ଏତେ ସୁନ୍ଦର ଜଗନ୍ନାଥ ଭଜନ ଗାଇବା କେବଳ ଜଗନ୍ନାଥ କରୁଣା ପାଇଥିବା ମଣିଷ ଗାଈ ପାରିବ❤ସୁନ୍ଦର ଅତି ସୁନ୍ଦର

  • @radhakantarajaguru5183
    @radhakantarajaguru5183 11 місяців тому +148

    ବହୁତ ବଢିଆ ହୋଇଛି 🙏
    ଏତେ ସୁନ୍ଦର ହୋଇଛି!!!ଯେତେ ପ୍ରଶଂସା କଲେ ବି କମ ହେବ..

    • @akashkumarbehera44
      @akashkumarbehera44 11 місяців тому

      Right❤

    • @devenroy8470
      @devenroy8470 10 місяців тому

      Tu prasansa kare, odia re kuldeep au sourav bharadwaj b thile jie bhala se gai parithante

    • @JogitaKar-ek5vo
      @JogitaKar-ek5vo 10 місяців тому

      +j+​@@devenroy8470

  • @shradhanjalipradhan77
    @shradhanjalipradhan77 10 місяців тому +82

    ଗୀତ ବହୁତ ଭଲ ଲାଗୁଛି। ବାରଂବାର ଶୁଣି ବାକୁ ଇଛା ହେଉଛି। ଜୟ ଜଗର୍ନାଥ 🙏🙏🙏

  • @radharanisahu5164
    @radharanisahu5164 11 місяців тому +134

    Didn't expect this much clarity in pronunciations of odia words by a non-odia artist. Jubin is my all time favrouite artist when it comes to bhajans😍. JAY JAGANNATH 🙏.

    • @sasmitabiswal231
      @sasmitabiswal231 11 місяців тому +4

      U think you have not heard the voice of Sonu Nigam udit nryn nd Mohammed Aziz and babul supriyo 😂

    • @jj84228
      @jj84228 11 місяців тому +1

      No doubt about Jubin's voice clarity, he is an outstanding singer but here the pronunciation of the lyrics are not as expected & talking about the other non-Odia singers who sang Odia bhajans, there are so many Jagannath bhajans which have some sensational feelings.

    • @visifoxx5506
      @visifoxx5506 11 місяців тому

      Pagala 😂😂 AI

    • @ShyamMeher-f2v
      @ShyamMeher-f2v 11 місяців тому

      Jubin nautiyal sir.....👌👌👌

    • @pdlite4101
      @pdlite4101 11 місяців тому

      Jubin's diction is really horrible. You know how you liked it.

  • @MamataSubu-m3k
    @MamataSubu-m3k 10 місяців тому +96

    ହୃଦୟ ସ୍ପର୍ଶି ଗୀତ ଅଟେ ବହୁତ ସୁନ୍ଦର ଅଟେ ଏହି ଗୀତ ଟି 👍👍ଜୟ ଜଗନ୍ନାଥ 🙏🙏🙏

  • @HariendraNayak-s2b
    @HariendraNayak-s2b 3 дні тому +1

    Bahut sundar heichi song bahut bahut badia Geeta suniki bahut bhalo lagila Jay Jagannath Puri dham ❤❤❤❤❤❤.

  • @arpitarana1521
    @arpitarana1521 11 місяців тому +413

    Beautiful song by jubin👌plz dont spread negativity here.. Odisha bahara loka jadi prabhu nka seba chance paile sethire ame odia mane khushi haba katha..no doubt ki ama odia singer b bohut excellent gaithante bt we should appriciate others. Jai jagannath 🙏

    • @Aurodhwani
      @Aurodhwani 11 місяців тому +8

      Agreed

    • @sujatasahoo8294
      @sujatasahoo8294 11 місяців тому +5

      Agreed

    • @lprachimallick8478
      @lprachimallick8478 11 місяців тому +4

      Right 👍

    • @padmacharan4292
      @padmacharan4292 11 місяців тому +4

      Mu janini ehi song sunu sunu au jaga ku dekhiki🥺🙏🏻 mo aakhire kahiki luha asigola 🥺😖...Tq so much jubin Bhai ehi sundra bhaba re song ti gaithibaru ❤️...Jay jagannath 🌍🌼🙇🏻‍♀️🙌🏻🥺....Hey Kalia samastanku sabubele bhala re rakhe ehi prathana bas to pakhare 🙌🏻🥺🙇🏻‍♀️

    • @sainationalclasses5922
      @sainationalclasses5922 11 місяців тому

      Agree

  • @sidharthasatapathy3491
    @sidharthasatapathy3491 11 місяців тому +25

    ଯାହା ହଉ ଜୁବିନ ନଉତିୟାଲ ବି ଜଗନ୍ନାଥଙ୍କ ପାଇଁ ଭଜନ ବୋଲି ସୌଭାଗ୍ୟ ଆଉ କୃପା ଅର୍ଜନ କଲେ ❤️🙏🏻🕉️
    ଜୟ ଜଗନ୍ନାଥ 🙏🏻

  • @saraswatibhainsha5095
    @saraswatibhainsha5095 10 місяців тому +4

    Wow I can't believe this but I am so proud of my prabhu jagannath ❤️❤️❤️❤️❤️❤️❤️ jagannath chanhuthili bodhe jubin sir ae sundara Gita ti gantu boli karana tanka ashibad jubin sir upare achi nahele tanka bhajana gaiba ta ଭାଗ୍ୟରେ ଥିଲେ ମିଳେ

  • @SmileDiptimayee771
    @SmileDiptimayee771 10 місяців тому +107

    ମୁ 10 ଥର ଶୁଣିେଲ ବି ଆଉ ଶୁଣିବା ପାଇଁ ଇଚ୍ଛା ହଉଛି....... ❤❤🎉🎉 Jai Jagarnath🙏🙏

  • @anupkumarmondal502
    @anupkumarmondal502 10 місяців тому +18

    ଏହି ଗୀତ ଟି ଖୁବ୍ ସୁନ୍ଦର ହୋଇଛି କିନ୍ତୁ ଗୋଟିଏ ଜିନିଷ ଖରାପ ଲାଗିଲା ଯେ ପାଣ୍ଡୁ କୁ ଦେଖେଇବାର ନ ଥିଲା।ଜୟ ଜଗନ୍ନାଥ

  • @diptimayeemahapatra331
    @diptimayeemahapatra331 10 місяців тому +138

    ଏହି ଗୀତ କୁ ବାରମ୍ବାର ଶୁଣିବାକୁ ମନ ଲାଗୁଚି ❤❤

    • @sanjayagoudagouda7950
      @sanjayagoudagouda7950 8 місяців тому +2

      Au mu sabu bele ahi gita ti sunuchi because mo mana kete kharap thile madhya mate happy lage ❤😊

    • @BAGHUBOLGHANTA
      @BAGHUBOLGHANTA 6 місяців тому +1

      Satra

  • @artworkDIBYA
    @artworkDIBYA 10 місяців тому +25

    ଜୟ ଜଗନ୍ନାଥ ❤❤❤jubin bhai ଙ୍କ କଣ୍ଠ ରୁ ହିନ୍ଦୀ ଭାଷାରେ ପୁଣି ପ୍ରଭୁ ଙ୍କ ମହିମା ଭଜନ ଅତି ସୁନ୍ଦର ଗୀତ "ପରିକ୍ରମା❤❤❤❤

  • @minatibarik5893
    @minatibarik5893 10 місяців тому +83

    ମନ ଛୁଇଁ ଦେଲା ,ମନ ପାରୁନାହିଁ ଯେତେଶୁଣିଲେ🎉🎉

  • @Little-1304
    @Little-1304 10 місяців тому +6

    Bohut Sundara Gita gae chhanti sir..mana ra kasta dukha dhura hai jauchi sunile..Jay jaganatha

  • @bhaktaprasad4425
    @bhaktaprasad4425 11 місяців тому +10

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ🙏
    ଅତି ସୁନ୍ଦର କଣ୍ଠସ୍ବର ହୋଇଛି ସେ ଅଣ ଓଡ଼ିଆ ହଉ କି ଓଡିଆ ଜଗନ୍ନାଥ ସମସ୍ତ ମାନବ ଜାତିର ତଥା ଜିବର।

  • @payalmusic355
    @payalmusic355 11 місяців тому +36

    ବୋହୁତ୍ ସୁନ୍ଦର୍ ଗାଉଛନ୍ତି ସାର୍ ,, ପେମାନନ୍ଦ ସାର୍ ଙ୍କ ପାଇଁ ଏତେ ସୁନ୍ଦର୍ ଗୀତ ହୋଇଛି

  • @tgmanas4218
    @tgmanas4218 10 місяців тому +227

    ଭାଇ ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଠିକ୍ ସେ ଓଡ଼ିଆ କହିପାରିଲେନି କିନ୍ତୁ ଜଣେ ଅଣ ଓଡ଼ିଆ ଏତେ ସୁନ୍ଦର ଭାବେ ଗାଉଛି ଓଡ଼ିଆ ଗୀତ 😊😊😊

    • @ManishShorts518
      @ManishShorts518 9 місяців тому +4

      ଜଉ ଶଳା ଆଜି ଯାଏ ଓଡ଼ିଆ ର କଥା କହି ଜାଣିନି କି ଭାବାବେଗ ଜାଣିନି ସେ ଶଳା ଟା ରାଜ୍ୟ ର ମୁଖ୍ୟମନ୍ତ୍ରୀ। ୟାଠୁ ବଡ଼ ଦୁଃଖ କିଛି ନାହିଁ। ଶଳା ଗୋଟେ ତାମିଲ ହାତରେ ଓଡ଼ିଶା କୁ ଟେକି ଦେଇଛି ହାରାମି।

    • @diptimayeedash1088
      @diptimayeedash1088 9 місяців тому

      Odia kahiki odisha ku biki daba bhari bhala katha na..wah re Manisha ​@@ManishShorts518

    • @i1msrm
      @i1msrm 9 місяців тому

      Arey sei mukhyamatri hi eei sabu baneichi re gobar khia bjpeee bhakta

    • @niranjanpuhan9863
      @niranjanpuhan9863 9 місяців тому +5

      Singer sabu language re boli paribe

    • @MKDTV
      @MKDTV 8 місяців тому +3

      ନିଜର ଇଛା ଆଉ ନିଜର ଚେଷ୍ଟା ଯାହାର ଥାଏ ସେ ସବୁ କିଛି କରିପାରେ ଆଉ ଜଗନ୍ନାଥ ଙ୍କ କୃପାରୁ ସବୁ କିଛି ହୁଏ

  • @ABHAYAMUKHI-f5u
    @ABHAYAMUKHI-f5u 10 місяців тому +35

    ଗୀତ ଟା ବହୁତ ଭଲ ହେଇଛି, କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ନାମରେ ଏଠାରେ ମଧ୍ୟ ରାଜନୀତି ପ୍ରଚାର ଚାଲିଛି ସବୁ ପଛରେ ସେ ପାଣ୍ଡିଆନ ର ହାତ ଅଛି

    • @bikash.mahala.odisha
      @bikash.mahala.odisha 10 місяців тому +2

      Mu ta bhabuchi tame rajaneeti kariba

    • @ABHAYAMUKHI-f5u
      @ABHAYAMUKHI-f5u 10 місяців тому

      @@bikash.mahala.odisha ଭଗବାନଙ୍କ ଦୟାରୁ ଯଦି କେବେ ସୁଯୋଗ ବି ମିଳନ୍ତା, ତେବେ ମଧ୍ୟ ମୁଁ କେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନା ରେ ରାଜନୀତି କରନ୍ତିନି 🙏

    • @Mrchiku-f2c
      @Mrchiku-f2c 10 місяців тому +1

      Maghia panding ra khala

    • @priyankamajhi5181
      @priyankamajhi5181 10 місяців тому

      ଭୋଟ ଦିଆ ଆଉ
      ନବୀନ କୁ

  • @pragnyaparamitasethy735
    @pragnyaparamitasethy735 11 місяців тому +28

    କରି କରାଇ ଥାଏ ସେଇ , ତାବିନୁ ଅନ୍ୟ ଗତି ନାହିଁ. ସବୁ ସେଇ ମହାପ୍ରଭୁ ଙ୍କ ଇଚ୍ଛା ତାଙ୍କ ପାଇଁ ସବୁ ବ୍ୟକ୍ତି ସମାନ। ଆମ ଓଡ଼ିଶା ରେ ଗାୟକ ଗାୟିକା ମାନଙ୍କ ଅଭାବ ନାହିଁ, ଆମ ସଂସ୍କୃତି ଓ ପରମ୍ପରା ହିଁ ତାଙ୍କୁ ଆକର୍ଷିତ କରିଛି ଗାଇବା ପାଇଁ । ସବୁରି ମୂଳରେ ସେଇ ଚକାଆଖୀ। ଜୟ ଜଗନ୍ନାଥ ☺️🙇🙏♥️|

  • @himanshutiwari8855
    @himanshutiwari8855 5 місяців тому +5

    କାରଣ ଶ୍ରୀ ମହାପ୍ରଭୁ ଜଗନ୍ନାଥ କେବଳ ଓଡ଼ିଶା ର ନୁହ ସମସ୍ତଙ୍କର ପ୍ରଭୁ
    🙏

  • @anilsamal971
    @anilsamal971 11 місяців тому +27

    बोहुत अच्छा लगा जुबीन जी आपने। इतने सुंदर भजन गाए । जय जगन्नाथ स्वामी🙏

  • @djratha5258
    @djratha5258 11 місяців тому +189

    ଜଗନ୍ନାଥଙ୍କୁ ଦର୍ଶନ କରି ପୁରୀରୁ ଆଜି ହିଁ ଘରକୁ ଆସିଲି ଭାଇମାନେ, ମୋ ଘର କୋରାପୁଟ ସମସ୍ତଙ୍କୁ ଜଗନ୍ନାଥ ଭଲରେ ରଖନ୍ତୁ , 🙏🙏

  • @arunakumarsahoo2681
    @arunakumarsahoo2681 7 місяців тому +2

    ବହୁତ୍ ସୁନ୍ଦର ଗୀତ।।।। ହୃଦୟ କୁ ଛୁଇଁଲା ଭଳି ଗୀତଟିଏ।।।।। ଜୟ ଜଗନ୍ନାଥ 😘🙏💯🎧👌

  • @khirodamallick9444
    @khirodamallick9444 10 місяців тому +22

    ଖୁବ୍ ସୁନ୍ଦର ଲାଗୁଛି ଜୁବିନ୍ ଙ୍କ କଣ୍ଠସ୍ୱର ରେ।ଜୟ ଜଗନ୍ନାଥ ❤🌹🙏🙏🙏

  • @SasmitaBiswal-j3g
    @SasmitaBiswal-j3g 11 місяців тому +26

    ଭଜନ କେବଳ ଶବ୍ଦ ର ଉଚ୍ଚାରଣ ରୁ ସୁନ୍ଦର ସୁଭେନା ମନ ର ଭାବନା ଓ ଭଗଵାନ ଙ୍କ ପ୍ରତି ଭକ୍ତି ଓ ସମର୍ପଣର ଭାବ କୁ ନିଜ ମନ ରେ ଚିତ୍ରିତ କଲେ ସବୁ ଶବ୍ଦ କର୍ଣ୍ଣକୁ ସ୍ପଷ୍ଠ ଓ ମଧୁର ଲାଗେ ,ଜାଣି ବହୁତ୍ ଖୁସୀ ଲାଗୁଚି ଓଡ଼ିଆ ମାନଙ୍କ ମାଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଅଲୌକିକ ଡୋରି ସଭିଙ୍କୁ ନିଜ ଆଡକୁ ଟାଣି ଆଣୁଚି ,ଏହା ଏବେ ନୁହେଁ ଆଗରୁ ମଧ୍ୟ ହୋଇସାରିଛି ଏହାର ଜ୍ଜଳନ୍ତ ଉଦାହରଣ ଗାୟକ ସୋନୁ ନିଗମ ସାର୍🙏 ଏବେ ଜୁବିନ ସାର୍ ଙ୍କ କଣ୍ଠ ରୁ ପ୍ରଥମ ଓଡ଼ିଆ ଗୀତ ଭଜନ ଶୁଣି ବହୁତ୍ ଖୁସୀ ଲାଗୁଚି 🙏🙏 ଖାଲି ଏତିକି କହିବି ଏଇ ତ ଆରମ୍ଭ ମାତ୍ର...... ଜୟ ଜଗନ୍ନାଥ 🙏🙏🙏🙏⭕❗⭕ 🙏🙏🙏🙏

  • @chinusahoo7605
    @chinusahoo7605 7 місяців тому +2

    Satare bahut sundar bhabamaya heichhi gitati......Jay jagannath

  • @madwhite999
    @madwhite999 11 місяців тому +61

    Oh My God What a song of Lord Jagannnath 🙏🙏... Jubin is awesome cast for this song😇...My Eyes are full of water🥲 ,I don't know why..JAY JAGANNATH🙏🙏

  • @gdgaming7978
    @gdgaming7978 11 місяців тому +18

    Jubin Bhai ..so wonderful..and sweet voice...jay jagannath...swami

  • @aswinimallick
    @aswinimallick 8 місяців тому +1

    ଜୟ ଜଗନ୍ନାଥ ଅତି ସୁନ୍ଦର ହେଇଚି ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହେଉଛି

  • @trilochandas3034
    @trilochandas3034 11 місяців тому +12

    ସତରେ ବହୁତ୍ ବଢ଼ିଆ ହୋଇଛି ମନ୍ଦିର ଆଉ ସବୁ କିଛି ପୁରା ହୁଲିଆ ବଦଳି ଯାଇଛି

  • @ssuchismitaPradhan
    @ssuchismitaPradhan 10 місяців тому +6

    ଏ ଭଜନ ଥରେ ଶୁଣିଲେ ଆଉ ପୁଣି ଶୁଣିବାକୁ ଇଛା ହେଉଛି ❤jubin natia ତ ବହୁତ ଭଲ ଗାଇଛନ୍ତି 🥰✨ଏତେ ଭଲ ଓଡ଼ିଆ ତ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ବି କହିପାରିବିନି 😅

  • @jitendrakumaralwayswhite8709
    @jitendrakumaralwayswhite8709 11 місяців тому +48

    Bahut sundar music and song . Jubin nautiyal always good in all languages. JAY JAGGANATH ❤

  • @sibasankarnahak5713
    @sibasankarnahak5713 11 місяців тому +31

    Heart touching voice & lyrics
    "ତମେ ଚାହିଁଲ ବୋଲି ଚକା ଆଖି"
    🙏🙏🙏
    🙏🙏

  • @sabitripanda386
    @sabitripanda386 7 місяців тому +3

    Jubin ak hindi singer hoke bhi jagannath ke bahut swar lagake git gate he.Jai jagannath

  • @h_m_lifestyle
    @h_m_lifestyle 11 місяців тому +12

    ସବୁ ଅସୁବିଧାର ଗୋଟିଏ ଅନ୍ତ.......ହେ ମୋ ଜଗନ୍ନାଥ 😘💚🙏

  • @sonamsonali
    @sonamsonali 11 місяців тому +159

    Ja jagannath 🥹🙏🌸

    • @iitfailureashish
      @iitfailureashish 11 місяців тому +1

      This video is copied from jubin nautiyal original chanel

  • @kunubehera5398
    @kunubehera5398 10 місяців тому +19

    ଓଡ଼ିଆ ଭାଷା କୁ ଆଗେଇ ନେଉଛନ୍ତି ❤❤❤jay jaganath ❤❤

  • @rkjworld1425
    @rkjworld1425 11 місяців тому +13

    ଭଜନ ର ଲେଖା ସ୍ୱର ଅତି ଉଚ୍ଚ କୋଟୀର। ବହୁତ୍ ଭଲ ଲାଗିଲା

  • @pratibhamallick8257
    @pratibhamallick8257 11 місяців тому +20

    It seems Jubin sang with all his heart. Very beautiful lyrics, composition and singing. Jai Jagannath🙏🏻

  • @rbvlogsvideojhargrameduskr4659
    @rbvlogsvideojhargrameduskr4659 9 місяців тому +2

    Bro tume anaodia heiki bi ete sundara odia Gita gaiparichha, jai tumaku au jai jagannath ❤❤

  • @kanakalatadas9876
    @kanakalatadas9876 11 місяців тому +8

    ହଁ... ସେ ପା ଜଗତର ନାଥ ଜଗନ୍ନାଥ ତାଙ୍କ ପାଖରେ ଓଡ଼ିଆ ଅଣ ଓଡ଼ିଆ ,ଜାତି,ଅଜାତି ଭେଦ ଭାବ କଣ ଯେ ଯଦି ମୋତେ ପଚରା ଯାଏ ମୁଁ ତ ଜୋର୍ ସେ କହିବି କି ସେ ଜଣେ ମହାପ୍ରଭୁ ଙ୍କ ର ବହୁତ୍ ବଡ ଭକ୍ତ ଆଉ ମହାପ୍ରଭୁ ତାଙ୍କ ଉପରେ କୃପା କରିଛନ୍ତି ବୋଲି ସେ ତାଙ୍କ କଣ୍ଠ ରେ ମଣିମା ଙ୍କ ପାଇଁ ଦୁଇ ପଦ ଗାଇ ପାରିଲେ କାଇଁ ସେ ଭାଗ୍ୟବାନ ଭକ୍ତ ତୁମକୁ ଶତ କୋଟି ପ୍ରଣାମ ,ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ର ଜୟ ହେଉ 🙏🙏🙏🙏

  • @devilskk1955
    @devilskk1955 11 місяців тому +35

    ଅତି ସୁନ୍ଦର ଗୀତ ଟିଏ ମୋ ଜଗନ୍ନାଥ🙏 ବି ଖୁସି ❤

  • @jaysriram546
    @jaysriram546 9 місяців тому +3

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ.........❤❤❤🙏🙏🙏🙏🙏🙏🙏

  • @RabindraKumar-sq8sv
    @RabindraKumar-sq8sv 10 місяців тому +22

    ଭାବରେ ଶୁଣିଲି ଭାବ ବଡି ଯାଉଛି ଜୟ ଜଗନ୍ନାଥ🙏🙏🙏

  • @SagarikaSagarikamohanty
    @SagarikaSagarikamohanty 10 місяців тому +9

    Bhajan tiku jete sunle bi ahuri sunibaku ichha houchi really bahut badhiya heichi

  • @sabitakhila6588
    @sabitakhila6588 10 місяців тому +4

    Jai jagannatha🙏🏼🙏🏼swami bhaba tume
    Bohut sundar bhajan ku swara 🙏🏼🙏🏼🙏🏼🙏🏼jai jagannata🙏🏼🙏🏼

  • @subhasmitanayak397
    @subhasmitanayak397 11 місяців тому +16

    ବହୁତ ସୁନ୍ଦର ଗୀତ ☺️❤
    ଧନ୍ୟବାଦ Jubin Sir🙏🏼

  • @jharanasahoo4200
    @jharanasahoo4200 11 місяців тому +8

    କୋଟି କୈବଲ୍ୟ ର ନାଥ ଆହେ ଜଗନ୍ନାଥ । ଜଗାର ସବୁ ଲୀଳା,ସ୍ବୟଂ ପରମବ୍ରହଂ ପରମାତ୍ମା ଆହେ ଜଗନ୍ନାଥ । ଯାହା ଵି ହେଉଛି ସବୁ ପୂର୍ବଅ ରୁ ନିର୍ଦ୍ଧାରିତ । ସଦା ସର୍ବଦା ଓଡିଶାବାସୀ ଙ୍କୁ ସାହା ହୁଅ ପ୍ରଭୁ । ଜୟ ଜଗନ୍ନାଥ 🙏....

  • @balmikikanhar8836
    @balmikikanhar8836 Місяць тому +2

    Jay jagarnath ...bhakti thile sabuheba ❤❤❤❤❤

  • @nallproShorts
    @nallproShorts 11 місяців тому +18

    Excellent pronouns in Odia by Jubin, just Awesome ✨

  • @shinyscrazyworld7110
    @shinyscrazyworld7110 11 місяців тому +47

    Nice voice Jubin. It could have been more appropriate in Hindi language to reach all Jagannath devotees in India

  • @susantkumarsamal7885
    @susantkumarsamal7885 10 місяців тому +2

    Jubin sir is my favourite and this devotional song in his voice is also very heart touching.
    Thanks premanand Bhai for making this jagannath Bhajan. Proud of you PREM BHAI.

  • @rajeswaribehera439
    @rajeswaribehera439 11 місяців тому +9

    ମନକୁ ଅଭିଭୂତ କଲାଭଳି ଅତି ସୁନ୍ଦର ହୋଇଚି
    ଜୟ ଜଗନ୍ନାଥ 🙏🚩

  • @birupakhyapathy
    @birupakhyapathy 11 місяців тому +21

    One of the most beautiful songs, a great dedication to our Lord of Life. Today we are here, tomorrow we may not be, but He is always there. Jai Jagannath! Really appreciate the government of Odisha and Naveen Patnaik. Definitely, once again in 2024. Completely in love jai jagannath , been so many places but now puri is just mesmerizing.Jai jaganath

  • @SwarnakantiKanhar-l9v
    @SwarnakantiKanhar-l9v 10 місяців тому +3

    Bolo Jay Jagannath ki 🙏🙏🙏 Jay...😊😊😊

  • @payal2005
    @payal2005 11 місяців тому +100

    What a voice! ❤ Jay Jagannath ❤🙌🏻

    • @jagatnarayanjagat2972
      @jagatnarayanjagat2972 11 місяців тому +4

      Kii Voice kii emiti...kn laguchhi bekar

    • @toonodisha
      @toonodisha 11 місяців тому

      idiot

    • @payal2005
      @payal2005 11 місяців тому

      @@jagatnarayanjagat2972 jaha b hau gaile ta seita bada katha 😇😇 Bhagban nku voice ru dakile nuha bhaba ru au bhakti re dakile khusi huanti 😇😇

    • @narayanadas5952
      @narayanadas5952 11 місяців тому +3

      What a joke

  • @JagatBasa
    @JagatBasa 7 місяців тому +4

    ବହୁତ ସୁନ୍ଦର ଗୀତ ଯିଏ ଏହି ଗୀତ ଗାଇଛନ୍ତି ତାଙ୍କର କିଭାଗ୍ୟ ନା❤❤❤❤❤❤❤🙏🏻🙏🏻🙏🏻🙏🏻🙏🙏🙏🙏🙏🙏🙏🏻🙏🏻🙏🏻🙏🙏🏻🙏🙏🙏🙏🙏🏻🙏🙏🏻

  • @gitanjalidebata8446
    @gitanjalidebata8446 9 місяців тому +3

    Wow nice song original song jubin broo .I am very happy your songs and happiness shorts .I am Rakesh Kumar Singhdeo . I am in office of Odisha University and colleges.

  • @JhunuNaik-xx9ke
    @JhunuNaik-xx9ke 9 місяців тому +3

    ତାର ସେହି ଚୋକା ଚୋକା ଆଖିରେ ସେ ସାରା ଦୁନିଆ ଦେଖୁଛି ସେ ପରା ଆମର ଶ୍ରୀ ଜଗନ୍ନାଥ🥺🙏💗

  • @Smrutirekasharma07
    @Smrutirekasharma07 11 місяців тому +8

    Jaa hau kehi jane ta odia na hoi bi ama odia vasha ku apaneila❤thank you jubin vai❤

  • @RajibChhuria143
    @RajibChhuria143 10 місяців тому +2

    Jubin Bhai nka swara ru odia Bhajan suniki bohut bhala laguchi sabubele sunutha pari laguchi Jay jagannath

  • @sumitrapradhan8937
    @sumitrapradhan8937 9 місяців тому +5

    ଆଜି ଜାଣିଲି ହ୍ୟୁମନ୍ ସାଗର କଣ ପାଇଁ ମନା କରିଥିଲେ କାରଣ ଏହି ଗୀତ କୁ ଯୁବିନ ନୁତ୍ୟାଲ ଠୁ କେହି ବି ଭଲ ଭାବେ ଗାୟୀ ପାରି ନ ଥାଆନ୍ତେ, ଏ ସବୁ ଜଗନ୍ନାଥଙ୍କ କୃପା। ଜୟ ଜଗନ୍ନାଥ 🙏❤️🙏❤️🙏

  • @pratimanayak9210
    @pratimanayak9210 Місяць тому +3

    ଜୟ ଜଗନ୍ନାଥ ସ୍ବାମୀ

  • @adyasha_7928
    @adyasha_7928 8 місяців тому +2

    ଗୀତ ଟି ଯେତେ ଥର ଶୁଣିଲେ ବି ପୁଣି ଥରେ ଶୁଣି ବାକୁ ମନ କହୁଛି, ଜୟ ଜଗନ୍ନାଥ

  • @tarun74978
    @tarun74978 10 місяців тому +28

    ଅତି ସୁନ୍ଦର ଶ୍ରୁତି ମଧୁର ହେଇଛି। ଜୟ ଜଗନ୍ନାଥ 🙏

  • @mohantysahil4655
    @mohantysahil4655 10 місяців тому +26

    ଏହି ଗୀତ ଜଗନ୍ନାଥ ବଲ୍ଲଭ ମଠ ରେ ଡେଲି ଲାଗୁଛି

  • @AllLyf
    @AllLyf 10 місяців тому +2

    All hearts jubin … Tama gita suni odisha basi bahut khushi ❤️

  • @Missritu905
    @Missritu905 11 місяців тому +5

    Ati sundar ❤ Prabhu nka Gita gaibaku samasta nkar adhikar achi...🥺 Odisha au odisha bahar kahiki Bharat ku bhaga bhaga Karanhn

  • @indian6192
    @indian6192 10 місяців тому +4

    आप ने हम ओड़िआ लोगों के दिल को जीत लिया है इस गाने के दौरान।इस लिए आपका बहत बहत धन्यवाद।इस गाने को जितना भी सुन रहे है मन ही नही भर रहा है❤🎉

  • @Itz_Priyanka_295
    @Itz_Priyanka_295 9 місяців тому +2

    Jay Jagannath🙏...love from odisha. 💓🌟
    Jubin is already my favorite singer and now he has sung this Odisha song and I am in love with it..❤
    You're always be my best,best nd best...., singer🫠💞
    Thanks to sung such a beautiful song with lot of respect sir🫶💞🌟

  • @prabinkumar3161
    @prabinkumar3161 10 місяців тому +5

    Jubin jagannath nka Bhajan ku bahut bhala bhabe gaie chanti..Jai jagannath ❤❤

  • @lulubehera5760
    @lulubehera5760 10 місяців тому +22

    ଗୀତ ଟିକୁ ଯେତେ ସୁଣି ଲେବି ଆହୁରି ମଧ୍ଯ ସୁଣି ବା କୁ ଈଛା ହଊଛି

  • @manoranjanmahanta6223
    @manoranjanmahanta6223 7 місяців тому +2

    ଏଇଟା ଆଜି କେବଳ ଜଗନ୍ନାଥଙ୍କ ଅପାର କରୁଣା ନୁହଁ
    ଏହା ପୂର୍ବରୁ ଭକ୍ତ ସାଲବେଗ ବି ପାଇଛନ୍ତି
    ଧନ୍ୟ ପ୍ରଭୁ ତୁମ୍ଭର ମହିମା❤❤❤❤

  • @swayampradasahoo6826
    @swayampradasahoo6826 11 місяців тому +4

    Bahut garba laguchi anya jane bhasa ra gayak aama odia gita gauchhanti....proud to be an odia ❤❤❤❤❤❤❤ Jay Jagannath Swami Nayan Pathagami Bhabatume