ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ /nrushingha hota pala/pala/odia pala

Поділитися
Вставка
  • Опубліковано 19 жов 2024

КОМЕНТАРІ • 29

  • @prabhatbarik8787
    @prabhatbarik8787 17 днів тому

    Sir you are great god bless you

  • @nabakishorerana8844
    @nabakishorerana8844 4 місяці тому +3

    ମଦ ପିଇ ପିଇ ଗାୟକ ଦୁର୍ବଳ ରୁ ପେଲି ହେଲାଣି,
    ଗୋଟେ ତକିଆ ଦେଲେ ପେଣ୍ଡାଲରେ ସୋଇକି ପାଲା କଲେ ଭଲ ହେବ l

  • @purandarmahanta630
    @purandarmahanta630 2 місяці тому +2

    Thank You Sir 🙏

  • @ritanjalimohanty200
    @ritanjalimohanty200 16 днів тому

    Hota sir nka pala bhala,jaha kuhantuna kahinki..He is a great person in pala .

  • @sureshchandrajena9134
    @sureshchandrajena9134 4 місяці тому +3

    ସାର୍ ନମସ୍କାର। ପଦୁଙଟିଏ ଲେଖୁଚି।
    ଖରାପ୍ ଭାବିବେନି। ପାଲା କରୁ କରୁ ବସି ପଡୁଛନ୍ତି। କିଛିଲୋକ ଖରାପ ଭାବି ପାରନ୍ତି ଆଉ ପାଲାରେ ମଝିରେ ମଝିରେ ବାଳୁଙ୍ଗା କଥା କହୁଛନ୍ତି , ଧାଡିସାଡି ର଼ହୁନି। କିନ୍ତୁ ନୃସିଂହ ହୋତା ମଞ୍ଚ ରେ ସୋଧିଲେ, ବାଳୁଙ୍ଗା କଥା କହିଲେ ,ବସିକି ପାଲା କଲେ କିମ୍ବା ହାଫ୍ ପ୍ୟାଣ୍ଟ୍ ପିନ୍ଧି ଏବଂ ଶୋଇକି ପାଲା କଲେ ଆମେ ଦେଖିବୁ। ଖାଲି ଆମେ ନୁହଁ,ସାରା ଓଡିଶା ଦେଖିବେ। କାରଣ ସେ ଅପ୍ରତିଦ୍ଵନ୍ଦୀ ଗାୟକ। ଜାତି ଶ୍ରେଷ୍ଠ ନୈଷ୍ଠୀକ ବ୍ରାହ୍ମଣ। ସମଗ୍ର ଓଡିଶା ତାଙ୍କୁ ଭଲ ପାଆନ୍ତି।
    Sir,You are welcome for all the time. We love you. God bless you as wet as your famiy. Suresh and family. Jajpur.

    • @sanjeevpaikray977
      @sanjeevpaikray977 4 місяці тому

      Kebebi nuhen . Loke madua nku pitibe

    • @krusnakisancreation5737
      @krusnakisancreation5737 3 місяці тому

      ନୈଷ୍ଠିକ ବ୍ରାହ୍ମଣ ର ଲକ୍ଷଣ ତମକୁ ଜଣା ଅଛି ତ?

    • @purandarmahanta630
      @purandarmahanta630 2 місяці тому

      Sir nka body bhala nahi, Vehicle got accidentally

    • @sanjeevpaikray977
      @sanjeevpaikray977 2 місяці тому

      @@sureshchandrajena9134 bilkul kebebi dekhibeni . Ghruna karuchhanti samaste

  • @asitrout7659
    @asitrout7659 4 місяці тому +1

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @bibhutibhusanbadajena5327
    @bibhutibhusanbadajena5327 2 місяці тому +1

    ଓଡ଼ିଆ ଅସ୍ମୀତାର ଅନ୍ୟତମ ଅଂଶ ହେଉଛି ପାଲା ସଂସ୍କୃତି, ଏହାକୁ ବିଦଗ୍ଧ କଳା କହନ୍ତି ,କିନ୍ତୁ ଏଭଳି ଗାୟକ ନିଶାସକ୍ତ ଭାବରେ ମଞ୍ଚରେ ପରିବେଶଣ କଲେ ଓଡ଼ିଆ ସଂସ୍କୃତି କିପରି ସମୃଦ୍ଧି ଲାଭ କରିବ।

  • @chittaranjannanda9660
    @chittaranjannanda9660 3 місяці тому

    Jayaghanath🙏🙏🙏

  • @kasturikalaniketanpattamun3367
    @kasturikalaniketanpattamun3367 3 місяці тому +1

    Nursingh hota odisha r apratidyondi gayak satya.odisha badi pala ku gote swotantra TRP deichhanti ,,,,,hele evali drusya lokank dyuara grahaniya heuni

  • @bijayraj9175
    @bijayraj9175 4 місяці тому +5

    ପାଲା ସଂସ୍କୃତି କୁ ଅପଭ୍ରଁସ କରୁଚନ୍ତି ଗାୟକ ମହାଶୟ

  • @jayjaysriradhey
    @jayjaysriradhey 3 місяці тому +7

    ବାଦି ପାଲା ଟି ଏବେ କଣ ବସିକି ହେଲାଣି କି_

  • @milinaik-hp4se
    @milinaik-hp4se 2 місяці тому

    Ok😮😮😮

  • @KailashchBadajena
    @KailashchBadajena 3 місяці тому +1

    Pala bhala kahara personal attitude bisayare kahiba thik nunhe.odia language ra prasara heba abasyaka.jaya jagannath.

  • @ShantilataDash-w9r
    @ShantilataDash-w9r 3 місяці тому

    କାହିଁକି ପିଉଛନ୍ତି ? ମା ଧରିତ୍ରୀ ଏତେ ଜିନିଷ
    ସାଇତି ରଖିଛି। ଆପଣ ଙ୍କୁ ଏ ଅଖାଦ୍ୟ ଟା ରୁଚୁଛି
    କେମିତି ? ସବୁ ପଳିଆ ଭାଇ ଛା ଡି କି ପଳାଇଲେ
    ଏ ଘୁଅ କୁ ଖାଇବ ଶୋଇବ ।ଭଲ ହେବ,।।।।

  • @ShantilataDash-w9r
    @ShantilataDash-w9r 3 місяці тому +1

    ଭଗବାନ କେମିତି ଆସନ୍ତି କି ?kn ଭାବୁଛନ୍ତି
    4 ହାତିଆ ହୋଇ କିi ଆସିବେ ତୁମ ହାତରୁ ମଦ। ବୋତଲ 2 ହାତରେ ଛଡ। ଇବେ।ଆଉ 2 ହାତରେ
    ତୁମକୁ ଗେହ୍ଲା କରିକି କହିବେ। ବା ବା ହୋତା
    ମଦ ଖା ନା । ମରିଯିବୁ ଆଉ ପିଇ ନା ରେ ନୃସିଂହ
    Please,,,

  • @Kalinga007.
    @Kalinga007. 4 місяці тому +1

    Gayaka nku pala janaachi hele drinking tanku durbala kiridauchi, se Khali peli hauchanti

  • @sbp1650
    @sbp1650 4 місяці тому +2

    Thia pala,basa pala nuhe
    Somarasa pana kale basiba😅

    • @nabaghanasahu9660
      @nabaghanasahu9660 4 місяці тому +1

      Ekdum thick ama gano re pala karibaku ashithile 12 year tale setebele peeba arambha karithile .

  • @mamakakuswain1406
    @mamakakuswain1406 2 місяці тому

    Maduaaaaaa…..Nisare peli hauchi Maribau…..

  • @milinaik-hp4se
    @milinaik-hp4se 2 місяці тому

    Ok😮😮😮