Aapan Satre ekdam Sat Katha kahichanti MO Maa b semiti mu kuade jaithile mote anei anei bahar duarre apekhya Kari chanhi rahithib mu gharku aasile se b mo pache pache gharaku paleiaase abe kintu ak bars hela MO Maa mote chadi bahut duraku chalijaichi mane aarpariku chalijaichi mu Abe sehi Katha bhabi ki sabubele jhuri hauchi hele aau kou Maa achi je MO Katha bujhiba Maa bisayre Kichi kehi kahile Satre mo aakhiru aape aape luh chaliaase I love MO Maa Dhanyabad Sir aapnku aapana ate sundar gyan Katha upstapna karithibaru Jay Jagnnath
ବଢ଼ିଆ ଆଲୋଚନା,, ଭାଗବତ ପ୍ରଧାନ ଭଳି ବରପୁତ୍ର ଆଉ ମିଳିବେନି ତାଙ୍କୁ କୋଟି 🙏🙏🙏🌹🌹🙏♥️♥️🙏🙏
ଅତି ଉଚ୍ଚକୋଟୀର ପାଲା l ଧନ୍ୟବାଦ sir
ସମୟ ବଦଳିଛି ହେଲେ ବ୍ରଜ ସାର ଙ୍କ ଅଭିନୟ ସେମିତି ଅଛି, ଖୁବ ସୁନ୍ଦର ଅଭିନୟ, ବହୁତ ଭଲ ଲାଗିଲା
ଏ ସଂସାର ରୁ କେବେ ପାଲା ଵୁଡିବନି ମହାଶୟ 🙏🏾🙏🏾🙏🏾
ହୃଦୟସ୍ପର୍ଶୀ ପାଲା ପରିବେଷଣ, ଚମତ୍କାର ଅଭିନୟ,
Jay jagannath apanka bhali gayak nka pain ama odissa garbita 🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽😭😭😭😭😭😭😭😭😭😭😭😭😭😭😭😭😭😭🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏽🙏🏽🙏🏽🙏🏽🙏🏽🙏🏽
👍
🙏 ପାଲା ଆମ ଓଡ଼ିଆ ଜାତିର ଗର୍ବ ।। ପାଲା ଆମ ମାନଙ୍କୁ ସତ୍ ପଥରେ ଆଗେଇ ନିଏ ।। ସମାଜକୁ ଭଲ ଶିକ୍ଷା ଦିଏ ପାଲା ।। ପାଲା ନାରାୟଣ ମହାପ୍ରଭୁଙ୍କ ଆବିର୍ଭାବ 🙏🙏🙏
ପାଲା ମାଧ୍ୟମରେ ସମାଜକୁ ଏ ପରି ଦିଗ୍ଦର୍ଶନ ଦେଉ ଥାନ୍ତୁ🙏
No 1 ଗାୟକ ମହାଶୟ ପାଢୀ ସାର
Jai satyanarayan Swami Nayana patha gami bhava tume🙏
ଆପଣଙ୍କ ପାଦ ତଳେ କୋଟି କୋଟି ପ୍ରଣାମ। ସମାଜ ପାଇଁ ଏତେ ସୁନ୍ଦର ବାର୍ତ୍ତା ଦେଉଛନ୍ତି
ବିଶ୍ଵନାଥ ସ୍ୱାଇଁ ଜଣେ ସମାଜ ସୁଧାରକ ଗାୟକ ! ଅତି ସାଧାରଣ ଗାଉଁଲି କଥା କହି ମଧ୍ୟ ଆଦରଣୀୟ ଆଉ ଯଶସ୍ୱୀ ।
Maa mo maa
ଆପଣଙ୍କ, ମା ଉପରେ ପରିବେଷଣ ଦେଖି ମୁଁ ଭଗବାନ ଙ୍କ ନିୟମ ଦେଇ କହୁଛି, ମୋ ଆଖି 👀 ଲୁହରେ ଛଳଛଳ ହୋଇଗଲା ସାର୍ 😢😢😢
ମାଁ ଏମିତି ଗୋଟିଏ ଅମୂଲ୍ୟ ସମ୍ପଦ, ଯାହାକି ହଜିଗଲା ପରେ ଅନୁଭୂତ ହୁଏ, ମୋର ଏ ସମ୍ପତ୍ତି ହଜିଯାଇଛି ସାର୍ 😢😢😢
ଆପଣ ପାଢ଼ୀ sir ଙ୍କ ପାଲା ଆମ ଚ୍ୟାନେଲ ରେ ମଧ୍ୟ ଦେଖିବାକୁ ପାଇବେ ଥରେ ନିଶ୍ଚୟ ଦେଖନ୍ତୁ 🙏🙏🙏 ଜୟ ଜଗନ୍ନାଥ 🙏🙏🙏
ମୋର ବି ସେଇ ପରିସ୍ଥିତି
Great Pala Gayak
ଧନ୍ୟ ପାଲାଶ୍ରୋତା
Sundar pala
Maa katha sunile akhiru luha asijauchi gayak babu. Jay jaganath.
ଭାଗବତ ପ୍ରଧାନ ଙ୍କୁ ମୋର କୋଟି କୋଟି ପ୍ରଣାମ ।
ଶିଶିର ଭାଇ ତୁମକୁ କୋଟି ନମସ୍କାର. ସୁନ୍ଦର ନୀତିଶିକ୍ଷା. ଆଜିକାଲି ର ବିବାହିତ ପୁଅମାନଙ୍କୁ ସୁନ୍ଦର ଚେତାବନୀ.
ଆପଣ ପାଢ଼ୀ sir ଙ୍କ ପାଲା ଆମ ଚ୍ୟାନେଲ ରେ ମଧ୍ୟ ଦେଖିବାକୁ ପାଇବେ ଥରେ ନିଶ୍ଚୟ ଦେଖନ୍ତୁ 🙏🙏🙏 ଜୟ ଜଗନ୍ନାଥ 🙏🙏🙏
Phone no please
ବାୟକ ଭାଇ ବାଦ୍ୟ ଭଲହେଉଛି
Ati sundar bhabare paribesana kale apana
Mo district ra loka ae pala karuthiba bhai mane
Mu bahut garbita
Jay Jagannath
ସାର୍🙏🙏🙏।।
ବାସ୍ତବରେ ପାଲା ସର୍ବଦା ଉଚ୍ଚକୋଟୀର।
ସର୍ବୋଚ୍ଚ ଶିକ୍ଷଣ କେବଳ ପାଲାରୁ ହିଁ ଆମକୁ ମିଳିଥାଏ 👍🙏ଜୟ ସତ୍ୟ ନାରାୟଣ ପ୍ରଭୁ 🙏
ଆପଣ ପାଢ଼ୀ sir ଙ୍କ ପାଲା ଆମ ଚ୍ୟାନେଲ ରେ ମଧ୍ୟ ଦେଖିବାକୁ ପାଇବେ ଥରେ ନିଶ୍ଚୟ ଦେଖନ୍ତୁ 🙏🙏🙏 ଜୟ ଜଗନ୍ନାଥ 🙏🙏
Nice
😂@@JPsuvam😂😂😂😂😂😂😂😂
Thik kahila didi
😮😮
ମା,ର, ସ୍ଥାନ ଅତୁଳନୀୟ
Jay Jagannath 🙏🏻 🙏🏻 bahut badhia pala apana karuchhantu
Good paala sir namaskar jay satyanarayan prabhu🙏🙏🙏
ପ୍ରଣାମ ସାର 🙏ଖୁବ ଉଚ୍ଚ କୋଟିର ଉପସ୍ଥାପନା,,
Aapan Satre ekdam Sat Katha kahichanti MO Maa b semiti mu kuade jaithile mote anei anei bahar duarre apekhya Kari chanhi rahithib mu gharku aasile se b mo pache pache gharaku paleiaase abe kintu ak bars hela MO Maa mote chadi bahut duraku chalijaichi mane aarpariku chalijaichi mu Abe sehi Katha bhabi ki sabubele jhuri hauchi hele aau kou Maa achi je MO Katha bujhiba Maa bisayre Kichi kehi kahile Satre mo aakhiru aape aape luh chaliaase I love MO Maa Dhanyabad Sir aapnku aapana ate sundar gyan Katha upstapna karithibaru Jay Jagnnath
Bahut, sundar pala
Radhe radhe 🙏🙏🙏🙏🙏🙏🙏
ଭାଗବତ ପ୍ରଧାନ ଓଡ଼ିଶାର ଜଣେ ବର ପୁତ୍ର
Bahut sundar pala gahaka🙏🏼🙏🏼
ATI sunder pala paribesan
ଅତି ସୁନ୍ଦର ପାଲା ଗାୟକ ଶିଶିର ସାର
Bahut sundar Padhi sir🚩🚩🚩🚩
ହୃୟସ୍ପର୍ଶୀ ପାଲା 🎉🙏🙏🙏
ଉଚ୍ଚ କୋଟୀର ପାଲା ।ଠାକୁର ଆପଣଙ୍କୁ ଭଲରେ ରଖନ୍ତୁ l
Bhahut bhala lagila pala
ପାଢ଼ୀ ସାର ଙ୍କୁ ନିବେଦନ. 🙏. ବାୟକ (ବିଷୁ ). ଭଲ ବାୟକ. ଆଗକୁ ତାର ଭବିଷ୍ୟତ ଅଛି
Dr Sisira sir we are proud of you.
ପାଲା ବହୁତ ଭଲ ଲାଗିଲା
Sir apana heuchanti Odisha ra no 1 gayaka
ମା
ମାନେ ବଦଳିଯାଉଛନ୍ତି ଏହି ବିସୟରେ ସାମାନଙ୍କୁ ଟିକିଏ ବୁଝାନ୍ତୁ
Bharat Mata sankranti pala 🎉🎉🎉🎉🎉🎉🎉🎉 very nice
Bisu tumara gote gote theka ati Sundar ❤
Jay jagannath Swami
Jay Satyanarayana Mahaprabhu
ଅତିସୁନ୍ଦର , ମା ପରୀ ଏ ଦୁନିଆରେ ଆଉ କେହି ନାହି
Bahut sundar alochana 🙏🙏🙏🙏
Mora srota bhai ban gaon loka nku namaskar
Bahyaka bhi ku satakoti namaskar ❤🎉
ସାର୍ ଆପଣ କୁ ଭକ୍ତି କୃତପ୍ରଣାମ 🙏🙏🙏❤
Dr.sisir sir pala outstanding
Bahut sunder paribeshan
Bahut sundar pala paribesan kale padhi babu maa au mada ra samajika sikhya ati uchakotira Jay jagannath
ଏକଦମ୍ ସଠିକ୍ କଥା ଓ ଶତ ପ୍ରତିଶତ ସତ୍ୟ ପରିବେଷଣ କରିଛନ୍ତି ଗାୟକ ଜ୍ଞାନଭୁଷଣ ଡ. ଶିଶିର କୁମାର ପାଢୀ ମହୋଦୟ। ଏହା ମୋ'ର ମା' ବିଷୟରେ ଅଙ୍ଗେ ଲିଭାଇବା ଅନୁଭୂତି। କିନ୍ତୁ ସ୍ତ୍ରୀ ବିଷୟରେ ଯାହା କହିଲେ, ବିବାହ ର ୧୫ ବର୍ଷ ପରେ ମଧ୍ୟ ଏପରି ବ୍ୟବହାର ମୁଁ ପାଇନାହିଁ।
Dr Padhi and Biswanath Swain are Pride of Odisha
I salute both of them
Jay Jagannath 🙏😭🙏😭🙏🙏😭
ଜୟ ସତ୍ୟ ନାରାୟଣ swami
Great Pala Gayak Sisir Padhi
Jay ho sanidev
Gote hruday ku ketethar Jitib prabhu 🙏🙏🙏🙏
Bhut bhal
ପାଲା ହେଉଛି ଏହିପରି l ପାଲା ଏକ ଏପରି କଳା ସମାଜର ମାର୍ଗ ଦର୍ଶକ ଏବଂ ଗାୟକ୍ /ଗାୟିକା ହେଉଛନ୍ତି ଜଣେ ଜଣେ ଭ୍ରାମ୍ୟମାଣ ଶିକ୍ଷକ l ଜୟ ଜଗନ୍ନାଥ ପାଲା ଅନୁଷ୍ଟନ ମହୁଲ ( ଖୋର୍ଦ୍ଧା )
ଜୟ ଜଗନ୍ନାଥ 🙏
ଅତ୍ୟନ୍ତ ମନୋମୁଗ୍ଧକର ପାଲା ପରିବେଷଣ।
ଗାୟକ ଶିରୋମଣି ଙ୍କ ଅତ୍ୟନ୍ତ ଉଛକୋଟି ର ପାଲା ପରିବେଷଣ 🙏🙏
Ati sundar ati sundar❤❤🙏🏼🙏🏼
ଆମ ସମାଜ କୁ ସନାତନ ଧର୍ମ କୁ ଶିକ୍ଷା ଦୀକ୍ଷା ସଂସ୍କାର ମିଳିଥାଏ.... ସମାଜ କୁ ଏହା ନୈତିକ ଶିକ୍ଷା ଦେଇଥାଏ.... 🚩🕉️🙏🙏🙏🙏🙏🙏🙏ଜୟ ସତ୍ୟ ନାରାୟଣ ମହାପ୍ରଭୁ
ଆପଣ ପାଢ଼ୀ sir ଙ୍କ ପାଲା ଆମ ଚ୍ୟାନେଲ ରେ ମଧ୍ୟ ଦେଖିବାକୁ ପାଇବେ ଥରେ ନିଶ୍ଚୟ ଦେଖନ୍ତୁ 🙏🙏🙏 ଜୟ ଜଗନ୍ନାଥ 🙏🙏🙏
Padhisir no,1Gayaka
Excellent advice for us
ଜୟ ଜଗନ୍ନାଥ ସ୍ବାମୀ ଖୁଵ ସୁନ୍ଦର 🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
ବହୁତ ସୁନ୍ଦର ସମାଜକୁ ଶିକ୍ଷା। ବହୁତ ସୁନ୍ଦର ଆଲୋଚନା ପାଢ଼ୀ ସାର। ଜୟ ଜଗନ୍ନାଥ
Thanks 🙏 For you ❤❤❤❤ sir
ସାର ଆପଣ ଙ୍କ ଭଳି ଗାୟକ ପାଇଁ ଆମ ସଂସ୍କୃତି ଓ ପରମ୍ପରା ଗର୍ବିତ କରେ 🙏🙏🙏🙏
Right
0:34 0:34 0:39 0:40 0:40 0:40 0:41 0:41 0:41 0:41 0:41 0:41 0:42 0:42 0:43 0:43 0:43 @@xeroxlipu4702
@@xeroxlipu47020:48 0:48 0:48 😊 0:50 0:50 0:50 0:50 0:51 0:51 0:51 0:51 0:52 0:52 0:52 0:53 0:53 0:53 0:53 0:53 0:53 0:53 0:53 0:53 0:54 0:54 0:54 0:54 0:54 0:54 0:55 0:55 0:55 0:55 0:56 0:56 0:56 0:56 0:57 0:57 0:57 0:57 0:57 0:57 0:58 0:58 0:58 0:58 0:58 0:59 0:59 0:59 1:00 1:00 1:01 1:02 1:02
@@xeroxlipu4702😊 1:09 😊 1:10 1:10 1:12 1:13 1:13 1:14 1:15 1:15 1:15 1:16 1:16 1:17 1:17 1:18 1:18 😊 1:21 1:23 1:23 1:25 1:27 1:28 1:28 1:32 1:32 1:33 1:34 1:36 1:40 😅 1:44 1:47 😊 1:50 1:52 2:18 2:41 2:44 2:47 3:15 3:16 😊😊😊😊😊😊😊😊😊😊
Very nice sir
Sundarparibesana,sir
Bahut sundar beautiful performance
Joy Jagannath Swami 🌹🌹🙏🙏
Jay jaganatha 🙏🌹🙏
🙏🙏🌹ପ୍ରଣାମ. ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀ ଙ୍କର ଜୟ
Nice representation. Thanks
Sir miss you so much kbe Dekha hebo sir
ବାଙ୍କା ଦାଶ ମୋ ମାଟିର ଶ୍ରେଷ୍ଠ କବି ଯିଏ ଓଡ଼ିଆ ପାଲା ଜଗତକୁ ରୁଦ୍ଧିମନ୍ତ୍ର କରିଛନ୍ତି ଯିଏ ଓଡ଼ିଆ ପାଲା ଜଗତକୁ ଆଗକୁ ନେଇଛନ୍ତି...
Emiti pala apana gauchhanti apananku jie janma deichi sei maa nku koti koti pranam mu raja sunakhala ra gote bohu namaste 🙏🏻 I
ଧନ୍ୟ ଶ୍ରୋତା
Very good expression & explain to the society.
Jay satya narayan pravu ki jay
Sir
Namaskar
Apanku
Dhanybad
Palaku❤
Eti sundara paribesanna🙏
Late BHAGBAT Pradhan was a legend in odishi kirtan.
ବହୁତ୍ ସୁନ୍ଦର ଉପସ୍ଥାପନା
Sir Namaskar 🙏🙏🙏🙏
Sir apanku dhanya bad maa katha kahi akhiru luha buhai dele
Jibana re apananka pari sir Au milibeni sir 😭
Jay satyanarayan y namah
Very nice 👍, Sir, Jay Jagannath 🙏🌹🙏
Bahutu sundar gayaka no 1
Very nice sir ama Puri dist gayak padhi sir
ATI Sundar 🙏👍🙏🙏 Sir
ସାର ଆସିଥିଲେ bangarguntha ଏଇ ବର୍ଷ 2024
Jai Satyanarayana
Jay jagannath
ଓଡ଼ିଆ ଜାତି କୁ ଦିଗ୍ ଦର୍ଶନ ଦେବାରେ ପାଲା ର ଭୂମିକା ଉଚ୍ଚ କୋଟୀର